ଦିନେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିତୁଥିଲେ ଅଭିନେତ୍ରୀ ମୀରା, ଏବେ ବଞ୍ଚିବାକୁ କରୁଛନ୍ତି ସଂଘର୍ଷ । NandighoshaTV

แชร์
ฝัง
  • เผยแพร่เมื่อ 4 ธ.ค. 2024

ความคิดเห็น • 1.4K

  • @pabitrabehera3587
    @pabitrabehera3587 3 ปีที่แล้ว +107

    ସାହାର୍ଯ୍ୟ ସହିତ ସମ୍ମାନ ଦେବା ମା ଙ୍କୁ 🙏🏻🙏🏻🙏🏻🙏🏻🙏🏻😭 ଜଗନ୍ନାଥ ତୁମର ସବୁ କଷ୍ଟ ଦୁର କରିବେ ନିଶ୍ଚିତ ମା

    • @Excited_Abhi
      @Excited_Abhi 2 ปีที่แล้ว +1

      Right bro ..🙏..Jay Jagannath

  • @somanathnayak912
    @somanathnayak912 3 ปีที่แล้ว +92

    ନନ୍ଦିଘୋଷ ଟିଭି no 1 ଏହି ଭଳି news ଦେଖା ସମସ୍ତଙ୍କ ଆଶ୍ରିବାଦ ରହିବ🚩👏🌷🌸💐

  • @durgaprasadsingh7496
    @durgaprasadsingh7496 3 ปีที่แล้ว +357

    ଜୀବନ ଟା ରଙ୍ଗ ମଞ୍ଚ ପ୍ରଭୁ ଜଗନ୍ନାଥ ଆପଣ ଙ୍କୁ ସହାୟ ହୁଅନ୍ତୁ🙏

  • @kanaklatasamal470
    @kanaklatasamal470 3 ปีที่แล้ว +65

    ଓଡ଼ିଶା ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
    ପ୍ରତ୍ୟେକ ବର୍ଗର କଳାକାର ଙ୍କ ପାଇଁ।
    ଜୟ ଜଗନ୍ନାଥ।

  • @mrutyunjayamohapatra2774
    @mrutyunjayamohapatra2774 3 ปีที่แล้ว +61

    ନଦ୍ଦିଘୋସ ଟିଭି ଆପଣଙ୍କୁ ବହୁତ ଧନ୍ୟବାଦ

  • @biplabideabucket296
    @biplabideabucket296 3 ปีที่แล้ว +171

    ସାହାଯ୍ୟ ଦେବା ଠିକ ।
    ସାହାଯ୍ୟ ସହିତ ସ୍ନମ୍ମାନ ଆଦର ର ଆବଶ୍ୟକତା ଅଛି ।

  • @prananathpati9976
    @prananathpati9976 3 ปีที่แล้ว +150

    ହେ ଭାଇମାନେ,ହେ ଅଯୋଗ୍ୟ ନେତାମାନେ ଏ ମାଆକୁ ଟିକିଏ ସାହାଯ୍ୟ କର।

  • @prabhuroutray
    @prabhuroutray 3 ปีที่แล้ว +169

    ସତରେ କିଏ କାହାର 😭।।। ପ୍ରକୃତ ରେ ସମୟ ବଡ଼ ବଳବାନ😭।।🙏🏻great saddened 😭....my favourite movie...samaya bada balaban 🙏🏻

    • @angulia_bkd2542
      @angulia_bkd2542 2 ปีที่แล้ว

      😭

    • @kurupatibehera1498
      @kurupatibehera1498 2 ปีที่แล้ว

      Duniyare bhai bhai nuhe au kie sanga Sathi nuhe ,,,,bapa maa chhada au kie nijara hunanti nahi 🙏😭

  • @rakeshkumarmohapatra3789
    @rakeshkumarmohapatra3789 3 ปีที่แล้ว +250

    ଓଡିଆ ସିନେମାକୁ ଦୁଇପାଦ ଆଗକୁ ଏଇ ମାନେ ହିଁ ଆଣିଛନ୍ତି ସେମାନଙ୍କ କଥା ସରକାର ଟିକେ ବୁଝନ୍ତୁ 🙏

  • @dscreationsworld7387
    @dscreationsworld7387 3 ปีที่แล้ว +72

    ସମସ୍ତଙ୍କ ନିସ୍ୱାର୍ଥପର ସାହାଯ୍ୟ, ସହଯୋଗ, ସମ୍ମାନ ଓ ଆଦରର ଆବଶ୍ୟକତା ରହିଛି।ଭଗବାନ ତାଙ୍କୁ ସହାୟ ହୁଅନ୍ତୁ।🙏🙏

  • @dynathacher1135
    @dynathacher1135 3 ปีที่แล้ว +453

    ଭଗବାନ କାହିଁକି ଏତେ କଷ୍ଟ ଦଉଚ..ସବୁ ତରୀ ଲୀଳା ପ୍ରଭୁ ଜଲଦି ଭଲ ହେଇଯିବ ମା... ଜୟଜଗନ୍ନାଥ 🙏🙏.

    • @learnwithsusil
      @learnwithsusil 3 ปีที่แล้ว +4

      😭😭🙏

    • @kunujena1997
      @kunujena1997 3 ปีที่แล้ว +2

      Yyyyyyl

    • @sairam...7128
      @sairam...7128 3 ปีที่แล้ว +3

      🙏🏻🙏🏻🙏🏻🙏🏻

    • @rajuoram2244
      @rajuoram2244 3 ปีที่แล้ว +2

      Good bless god

    • @helpful2220
      @helpful2220 2 ปีที่แล้ว

      E sabu dekhile hni mu kuhe bhagwan nahanti

  • @rishikesh4340
    @rishikesh4340 3 ปีที่แล้ว +31

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ 🙏 ଅନୁରୋଧ ଏଇ ଅସହାୟ ମାଆଙ୍କୁ ସ୍ଥାୟୀ ସରକାରୀ ସୁବିଧା କରନ୍ତୁ ।

  • @govinda2775
    @govinda2775 3 ปีที่แล้ว +289

    ଏହି ଗୁଣ ପାଇଁ ଓଡ଼ିଆ move ଦେଖିବାକୁ ଭଲ ଲାଗେ ନାହିଁ ପ୍ରଥମେ ଏମାନେ ହିଁ ଓଡ଼ିଆ move କୁ ଆଗକୁ ଆଣି ଛନ୍ତି

    • @haraprasadbarik2396
      @haraprasadbarik2396 3 ปีที่แล้ว +4

      Bro rit

    • @GUNDICHATHEBLOGGER
      @GUNDICHATHEBLOGGER 3 ปีที่แล้ว +5

      R8

    • @spandancreationodisha4533
      @spandancreationodisha4533 3 ปีที่แล้ว +17

      ଠିକ କହିଛ ଭାଇ ,କିଛି ସ୍ୱାର୍ଥବାଦୀ କଳାକାର ଙ୍କ ଯୋଗୁଁ ଓଡ଼ିଆ ଚଳଚ୍ଚିତ୍ର ଏବେ ବିପଦ ରେ ,ସେମାନେ ନିଜ pocket ଗରମ କରିବାରେ ବ୍ୟସ୍ତ ,ଅସହାୟ ସିନେ କଳାକାର ଙ୍କୁ ପଚାରେ କିଏ 😭😪🙏

    • @sundarmohan9726
      @sundarmohan9726 3 ปีที่แล้ว +3

      Movie

    • @arijit8660
      @arijit8660 3 ปีที่แล้ว +3

      Yes right bro

  • @dhirendrarout2822
    @dhirendrarout2822 3 ปีที่แล้ว +21

    ସତରେ ଏ ଦୁନିଆ ବଡ ଅଜବ..
    ଆଖିରେ ଲୁହ ଆସିଗଲା
    ହେ ମହା ପ୍ରଭୂ ତୁମେ ଘଣ୍ଟ ଘୋଡେଇ ରାଖନ୍ତୁ
    🙏🙏🙏🙏

  • @bhubannayak6865
    @bhubannayak6865 3 ปีที่แล้ว +36

    Papu sir ଆପଣ ବହୁତ ବଡ

  • @sudambhaiofficial2999
    @sudambhaiofficial2999 3 ปีที่แล้ว +7

    ଦିନେ କଳାକାର ଥିଲେ କିନ୍ତୁ ଆଜି ଶେଷରେ କଣ ହେଲେ ।ଏମିତି ବି ସମୟ ବଦଳୁଛି ମଣିଷ ନିଜ କଳା କୁ ମଧ୍ୟ ଭୁଲି ବାକୁ ବାଧ୍ୟ ହେବାକୁ ପଡୁଛି।

  • @priyasethi6350
    @priyasethi6350 3 ปีที่แล้ว +40

    ମତେ😥 ବହୁତ ଦୁଃଖ ଲାଗୁଛି । କାରଣ ଓଡିଶା ଏତେ ବଡ଼ ଗରିବ ରାଜ୍ୟ ,ସେ ରାଜ୍ୟରେ ଗୁଟିଏ କଳାକାର ବି ଭିକାରି ପାଲଟି ଯାଉଛି
    କିନ୍ତୁ ସରକାର, ଯେକି ଗୁଟିଏ ରାଜ୍ୟର ରାଜା ସିଏ । କିନ୍ତୁ ପ୍ରଜା ଏଠି ଭିକାରି ।। ଧନ୍ୟ ସେଇ ଯୁଗ ଯେତେବେଳେ ରାଜା ଥିଲେ

  • @subhammeher4076
    @subhammeher4076 3 ปีที่แล้ว +23

    ତାଙ୍କ ପାଇଁ ଭଗବାନ ଶ୍ରୀ ଜଗନ୍ନାଥ ଙ୍କୁ ସମସ୍ତେ ଦୟାକରି ପ୍ରାଥନା କରନ୍ତୁ🙏

  • @nirmalabiswal8525
    @nirmalabiswal8525 3 ปีที่แล้ว +70

    Culture department please kindly help her.
    She is our asset.

  • @Trueloveyouth
    @Trueloveyouth 2 ปีที่แล้ว +8

    ଆଙ୍କ ଦୁଖ ଦେଖି ଆଖିରେ ଲୁହ ଆସିଯାଉଛି
    ଏ ପୁରୁଖା ଅଭିନେତ୍ରୀ ମାଙ୍କୁ ସହାୟତା କରାଯାଉ
    ମା ତମକୁ ପ୍ରଭୁ ସହାୟ ହୁଅନ୍ତୁ 😥🙏

  • @lightingseven5492
    @lightingseven5492 3 ปีที่แล้ว +100

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ,🙏🙏🙏🙏🙏😭😭😭😭😭😭😭

  • @majhibhai8346
    @majhibhai8346 3 ปีที่แล้ว +10

    Thanks for your humanities......I love India....I love Odisha..

  • @gopinathdhal5735
    @gopinathdhal5735 3 ปีที่แล้ว +38

    ଦୟାକରି ସରକାର ଦେଖନ୍ତୁ

  • @bhagiratha_p07
    @bhagiratha_p07 3 ปีที่แล้ว +7

    , ହେ 🙏🙏 ଆମ ଓଡ଼ିଶା ବାସିଙ୍କ ପରିଚୟ ଆମ କଳା , ଆମ କଳାକାର ଙ୍କୁ ରକ୍ଷା କର ପ୍ରଭୁ 🙏 ଯୟ ଜଗନ୍ନାଥ 🙏🙏

  • @Commonmanvlogs2023
    @Commonmanvlogs2023 3 ปีที่แล้ว +78

    Please request government help this actress. As soon possible 🙏🙏🙏

  • @kailassahani2554
    @kailassahani2554 2 ปีที่แล้ว +2

    *ସରକରଙ୍କ ତରଫରୁ ମାଙ୍କୁ ସବୁ ପ୍ରକାରର ସାହାଯ୍ୟ ସୋହନଭୂତି ମିଳିବା ଆବଶକ୍ୟ! ଓଡ଼ିଆ ଚଳଚ୍ଚିତ୍ରର ମୁଖ୍ୟତ ତାଙ୍କରି ମାନଙ୍କ ପାଇଁ ଗଢି ଉଠିଛି! ମାଙ୍କୁ ସାହାଯ୍ୟ କରିବା ନିହାତି ଆବଶ୍ୟକ ଜୟ ଜଗନ୍ନାଥ*

  • @petloverarin4270
    @petloverarin4270 3 ปีที่แล้ว +49

    Sabyasachi Bhai Achanti, Sabya Bhai 🙏🙏🙏🙏🙏🙏🙏🙏🙏help.

    • @GUNDICHATHEBLOGGER
      @GUNDICHATHEBLOGGER 3 ปีที่แล้ว +1

      Tuma sabhya bhai nku amiti prakruta help paiba manisha milibeni

  • @RabindraBehera-nk9be
    @RabindraBehera-nk9be ปีที่แล้ว +2

    ହେ ଭଗବାନ ଏହି ମାଙ୍କୁ ସହାୟ ହୁଅ... 🙏🙏🙏

  • @B.shankarpati466
    @B.shankarpati466 3 ปีที่แล้ว +70

    Government must help her very soon

  • @mohan.nemalpurimohannemalp8284
    @mohan.nemalpurimohannemalp8284 3 ปีที่แล้ว +1

    ଓଡ଼ିଆ ଭାଷା ର ଓଡ଼ିଆ ଚଳଚ୍ଚିତ୍ରରଜଣେ
    ମା ସେହି ମାଁ ଜଦି ଏତେ କଷ୍ଟ ରେ ଅଛନ୍ତି ସମସ୍ତେ କଲାକାର ସାହାଯ୍ୟ
    କଲେ ବଲ ହୁଅନ୍ତା ଜୟ ଜଗନ୍ନାଥ

  • @amitnayak8812
    @amitnayak8812 3 ปีที่แล้ว +44

    This is the future of one of the successful actor....#Rip odisha government 😡

  • @biswajeetjena857
    @biswajeetjena857 3 ปีที่แล้ว +7

    Thanks to all Odia industry kalakar who help us..

  • @apcreations2287
    @apcreations2287 3 ปีที่แล้ว +3

    ପ୍ରଭୁ ଜଗନ୍ନାଥଙ୍କୁ ଏତିକି ପ୍ରାଥନା ସେ ମା ଙ୍କ ଦେହ ଭଲ କରିଦିଅନ୍ତୁ ,🙏🙏🙏

  • @bikashdash4152
    @bikashdash4152 3 ปีที่แล้ว +18

    Naveen government kindly implement Artist Pension immediate to save art and artists of Odisha

  • @AbhayKumar-ky7vg
    @AbhayKumar-ky7vg 3 ปีที่แล้ว +17

    Thanks for Nadigosh media.. Amiti jagare panhachiba darakar......
    Please help......

  • @pranatisenapati6629
    @pranatisenapati6629 3 ปีที่แล้ว +6

    ବାସ୍ତବରେ ସମୟ ବଡ ବଳ ବାନ୍ ⏱...କେଉଁ ମୁହୂର୍ତ୍ତରେ କିଏ କେଉଁଠି ପହଞ୍ଚି ଯିବ ତାହା ସମୟ⏳ ହିଁ ନିର୍ଦ୍ଧାରଣ କରିଥାଏ ...ସ୍ବାର୍ଥପର ଦୁନିଆରେ କେହି କାହାର ନୁହେଁ। 😢😢😥

  • @biswaranjansamantaray716
    @biswaranjansamantaray716 3 ปีที่แล้ว +15

    Sabya bhai u r real hero.... pls help ... jay jaganath 🙏

  • @LiveYourLifeOnce
    @LiveYourLifeOnce 3 ปีที่แล้ว +8

    Big thanks to #Nandighosh tv for protraiting such type of news, those who are really in need #Nandhighosh indeed. 👍👍, Hope we all are going to help this talented lady

  • @ashrubiswal3815
    @ashrubiswal3815 3 ปีที่แล้ว +16

    It's not fare, I request to our odisha govt to help her as possible very soon....

  • @Pratapkumarmaharana2518
    @Pratapkumarmaharana2518 3 ปีที่แล้ว +1

    ଭଗବାନ ଙ୍କ ବିଚିତ୍ର ଲୀଳା 🙏

  • @debasishsahu9235
    @debasishsahu9235 3 ปีที่แล้ว +12

    Odia real hero Sabyasachi Jarur help Karenge🙏🙏🙏🙏

  • @climax0075
    @climax0075 3 ปีที่แล้ว +6

    ସରକାରୀ ସାହାଯ୍ୟ କରନ୍ତୁ, ତାଙ୍କର ସାହା ଭରଷା କେହି ନାହାନ୍ତି, ନବୀନ ବାବୁ ଙ୍କୁ ମୋର ନିବେଦନ 🙏🙏

  • @SKumar-rb1tz
    @SKumar-rb1tz 3 ปีที่แล้ว +32

    Govt of odisha should give some financial assistance to her. I don't think she fulfilled her requirements from the govt.

  • @subhamdivyam5799
    @subhamdivyam5799 3 ปีที่แล้ว +8

    Government should take the action for actress who has given the valuable legend for odiya Cinema....

  • @srikanta671
    @srikanta671 3 ปีที่แล้ว +14

    ଜୟ ଜଗନ୍ନାଥ ରଖ 🙏🏽🙏🏽🙏🏽

  • @sanjitapatra5925
    @sanjitapatra5925 2 ปีที่แล้ว +1

    ସତରେ ଭଗବାନ ବି ବଡ ନିଷ୍ଠୁର 😭😭😭ଆପଣଙ୍କୁ କିଛି କହିବାକୁ ଭାଷା ନାହିଁ 🙏🙏🙏

  • @arabindatripathy5346
    @arabindatripathy5346 3 ปีที่แล้ว +5

    God bless you Maa..

  • @SanjayNundruka
    @SanjayNundruka 4 หลายเดือนก่อน +1

    Jay Jagannath maa❤❤❤

  • @debasisbudula8649
    @debasisbudula8649 3 ปีที่แล้ว +5

    Helping her all the people 😘

  • @rajeshmallick7570
    @rajeshmallick7570 7 หลายเดือนก่อน +1

    Jay maa

  • @gopalchandrapuhan2194
    @gopalchandrapuhan2194 3 ปีที่แล้ว +3

    JAY JAGANNATHHH NAMAHHHH 🙏🙏🙏... GOD PLEASE BLESS HER 🙏🙏🙏...

  • @niranjanniranjan2280
    @niranjanniranjan2280 ปีที่แล้ว +1

    Jaya maa taki jaya

  • @ajayakumarbehera6342
    @ajayakumarbehera6342 3 ปีที่แล้ว +3

    ♥️ମା ଙ୍କୁ ସରକାର ସାହାଯ୍ୟ କରନ୍ତୁ

  • @curiouswants7668
    @curiouswants7668 2 ปีที่แล้ว

    Jay Jagannath. Sei କାଳିଆ ଏକା ସାହା ଭରଷା

  • @munshikhan1616
    @munshikhan1616 3 ปีที่แล้ว +12

    Very Sad to know the News of actress...If actress are in this situation... What about common people...???

  • @AamaGaonAamaMati
    @AamaGaonAamaMati 2 ปีที่แล้ว

    ସମୟ ବଡ଼ ବଳବାନ । ଏ ଦୁନିଆ ବଡ଼ ବିଚିତ୍ର ।
    ଜୟ ଜଗନ୍ନାଥ 🙏🙏🙏

  • @luzpatriciacastanogiraldo5958
    @luzpatriciacastanogiraldo5958 3 ปีที่แล้ว +12

    Ay Dios pobre señora sebe que esta sufriendo mucho que pesar 💔💔💔🥺🥺🥺 que mi Dios te bendiga ati y atu pais 🙇‍♀️👏😇🙏💖🌺

  • @patitakumar4902
    @patitakumar4902 3 ปีที่แล้ว +1

    ହେ ପ୍ରଭୁ ଏ କି ତୁମ ବିଚାର ,?
    🙏❤ଜୟ ଜଗନ୍ନାଥ ❤🙏

  • @tusharclasses520
    @tusharclasses520 3 ปีที่แล้ว +7

    God bless you mira madam🙏

  • @ghasirammajhi2489
    @ghasirammajhi2489 3 ปีที่แล้ว +1

    Jaya jagganath

  • @dipanjalibehera7281
    @dipanjalibehera7281 3 ปีที่แล้ว +6

    May Lord bless you 🙏

  • @jibanmohapatramohapatra6910
    @jibanmohapatramohapatra6910 2 ปีที่แล้ว

    ହେ ପ୍ରଭୁ 🙏🙏🙏ସାହା ହୁଅ

  • @susantakumardalei
    @susantakumardalei 3 ปีที่แล้ว +4

    God bless you always maa 🙏

  • @bholanathmallick5168
    @bholanathmallick5168 3 ปีที่แล้ว +1

    ଜଗନ୍ନାଥ ପ୍ରଭୁ ଆପଣଙ୍କୁ ଭଲ କରିଦିଅନ୍ତୁ🙏🙏🙏

  • @dkdasadhikari3668
    @dkdasadhikari3668 3 ปีที่แล้ว +8

    Government must do for her🙏

  • @chandanbehera9690
    @chandanbehera9690 3 ปีที่แล้ว

    ଜଣେ କଳାକାର ହେଇକି ଆଉ ଗୋଟିଏ କଳାକାର କଥା ଯାଇକି କେବେ ବୁଝିଛ କେବେ ବୁଝିନ ଖାଲି କହିବ ବହୁତ କଷ୍ଟ ରେ ଅଛନ୍ତି.... ସମସ୍ତେ କଳାକାର ସଙ୍ଘ ଏକାଠି ହେଇକି ତାଙ୍କ ପାଇଁ କିଛି ସହାୟତା ର ବ୍ୟବସ୍ଥା କରନ୍ତୁ 🙏🙏🙏ଜୟ ଜଗନ୍ନାଥ 🙏🙏

  • @pareshkumar9291
    @pareshkumar9291 3 ปีที่แล้ว +3

    Sad,but Real eyeopening truth of human life ...we are just a guest for few minutes in the earth...

  • @sangramsethi9800
    @sangramsethi9800 3 ปีที่แล้ว +1

    🙏🙏🙏🙏🙏 hari bol maa Laxmi Narayan ki jay

  • @deepakmishra1311
    @deepakmishra1311 3 ปีที่แล้ว +4

    Our Good CM Naveen helping immediately ... Don't worry....our 5 T also taken action... .

  • @lbsnnakavasana603
    @lbsnnakavasana603 3 ปีที่แล้ว +1

    Hey god

  • @aswanikumarsahu4827
    @aswanikumarsahu4827 3 ปีที่แล้ว +4

    Jay Jagannath 🙏🏻

  • @sunandamehersunandam6187
    @sunandamehersunandam6187 3 ปีที่แล้ว

    🙏🙏ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏

  • @mohangaradia1353
    @mohangaradia1353 3 ปีที่แล้ว +4

    CM sir Please help her better treatment. 🙏🙏🙏🙏

  • @kumargourang5191
    @kumargourang5191 2 ปีที่แล้ว

    ନନ୍ଦିଘୋଷ ଟିଭି ଚ୍ୟାନେଲ ବାହୁତ ଭଲ 📺📺
    ଏ ଭଳି news 👍👍👍

  • @srabankumarsahoo5366
    @srabankumarsahoo5366 3 ปีที่แล้ว +4

    😭😭😭 hay samaya🙏🙏🙏

  • @toofannayak1218
    @toofannayak1218 3 ปีที่แล้ว

    ହେ ଭଗବାନ ଆଉ କଣ କଣ ସବୁ ଦେଖେଇବ 🙏

  • @jessygantha1626
    @jessygantha1626 3 ปีที่แล้ว +6

    Tanko aakhi ru luho dekhile bohut kosto houchi dayakori help karontu budi maa nku please🙏🙏🙏🙏 😭😭

  • @karunak.2377
    @karunak.2377 3 ปีที่แล้ว

    ସତରେ ସମୟ କେତେ ବଳବାନ 🙏🙏🙏🙏🙏🙏 କେତେବେଳେ କ'ଣ ଘଟିବ ସମୟ ହିଁ କହିବ 🙏🙏🙏🙏 ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁସ୍ଥ କରିଦିଅନ୍ତୁ 🙏🙏🙏🙏 ,,, ସରକାରଙ୍କୁ ଏତିକି ଅନୁରୋଧ 🙏🙏 ତାଙ୍କୁ ସାହାଯ୍ୟ କରନ୍ତୁ 🙏🙏🙏🙏

  • @sanjogmohapatra6960
    @sanjogmohapatra6960 3 ปีที่แล้ว +4

    Nandighosh channel ku Anurodh jadi apana mane kichi Crowdfunding pien account no dei campaign gote start kale ame mane sabu sahajya karibu...

    • @guddlyguddly2900
      @guddlyguddly2900 3 ปีที่แล้ว +1

      Thik kahile..
      Ame nischaya kicchi contribute karibu

  • @basantapatra5115
    @basantapatra5115 3 ปีที่แล้ว

    ଜୟ ଜଗନ୍ନାଥ ପ୍ରଭୁ😘😘

  • @manishapatnaik6677
    @manishapatnaik6677 3 ปีที่แล้ว +7

    Asayaha dukha.. bhagwaan emti dukha kahinki dianti .. kehi janantini.. I hope some good Samaritan comes forward to help this lady..

  • @sagarkumar-tv8jh
    @sagarkumar-tv8jh 3 ปีที่แล้ว

    ଜୟ ଜଗନ୍ନାଥ..... Valare ରଖନ୍ତୁ

  • @jayhanuman1789
    @jayhanuman1789 3 ปีที่แล้ว +5

    Hai sarkar...... Plz plz plz....... Bada loka mane ଦେଖୁଛ ତ!

  • @narayansahu1659
    @narayansahu1659 3 ปีที่แล้ว

    ଭଲ ହେଇ ଯିବ ମାଆ ଭଗବାନ ଅଛନ୍ତି ଜୟ ଜଗନ୍ନାଥ🙏

  • @Sonalitechodia
    @Sonalitechodia 3 ปีที่แล้ว +4

    Budhi maa ku help kara
    Jay🙏🙏🙏🙏🙏 jagannath🙏🙏🙏🙏

    • @mukeshswain1675
      @mukeshswain1675 3 ปีที่แล้ว

      Budhi maa ku help kara [ please 🙏 odisha government & odisha . CM .Jai jagannath prabhu ji 🙏

  • @movienews1627
    @movienews1627 3 ปีที่แล้ว

    Thank u nadhighosh tv

  • @biswaranjansha2929
    @biswaranjansha2929 3 ปีที่แล้ว

    ହେ ପ୍ରଭୁ ଜଗନ୍ନାଥ ତୁମେ ହିଁ ସାହା ଭରଷା 🙏

  • @raghukumbhar5598
    @raghukumbhar5598 3 ปีที่แล้ว +1

    God bless you maa 🙏 jay jagrannath

  • @dlsuhrudayarakatha6538
    @dlsuhrudayarakatha6538 2 ปีที่แล้ว

    🙏😭
    ବହୁତ କଷ୍ଟ ଲାଗୁଚି ଦେଖିକି 😭

  • @maheshbisoyi763
    @maheshbisoyi763 3 ปีที่แล้ว

    ହେ ଜଗନ୍ନାଥ

  • @pujapradhan3213
    @pujapradhan3213 2 ปีที่แล้ว

    ଜଗନ୍ନାଥ ତୁମକୁ ଭଲକରି ଦେବେ ମା🙏🙏🙏🙏🙏🙏❤️ ଜୟ ଜଗନ୍ନାଥ ❤️

  • @manoranjansamal5001
    @manoranjansamal5001 3 ปีที่แล้ว

    Jay jagannath prabhu bhala karidia maa nku tamaku mora prathana prabhu 🙏🏼🙏🏼🙏🏼🙏🏼

  • @MALAYA60
    @MALAYA60 ปีที่แล้ว

    ମା 🙏🙏🙏🙏🙏

  • @pkmastipkmasti1137
    @pkmastipkmasti1137 3 ปีที่แล้ว

    ଓହୋ ବହୁତ ଦୁଃଖ ଲାଗୁଚି ଏମିତି କେମିତି ହେଇଚି ପ୍ରଭୁ ଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ

  • @swathi3104
    @swathi3104 3 ปีที่แล้ว

    ଭାଗ୍ୟ ବଡ଼ ଅଜବ 😭😭😭😭

  • @kkkumar4434
    @kkkumar4434 2 ปีที่แล้ว

    ହେ ପ୍ରଭୁ ଶେଷରେ ଏମିତି ଦେଖିବାକୁ ମିଳୁଛି
    ମା ର ଦୁଃଖ କୁ ସୁଦୟା କର ମା ସୁଦୟା କର
    ଜୟ ମା ହିଙ୍ଗୁଳା

  • @arunkumarjena4944
    @arunkumarjena4944 3 ปีที่แล้ว

    Thanx u nandighos tv for this news🙏🙏🙏🙏

  • @itishrikhusi7894
    @itishrikhusi7894 3 ปีที่แล้ว

    ଜୟ ଜଗନ୍ନାଥ ପ୍ରଭୁ ହେ

  • @manasmartha5191
    @manasmartha5191 3 ปีที่แล้ว

    He jagannath tame hi saha hi bharosha

  • @siletboy1555
    @siletboy1555 3 ปีที่แล้ว +1

    Really soo sad😭😭🙏🏻