Surabhi 2023// Bangomunda Block//SMSVP, Khaira Groups

แชร์
ฝัง
  • เผยแพร่เมื่อ 20 ต.ค. 2023
  • ନାରୀ ସଶକ୍ତିକରଣ # ଧାର୍ମିକ ଚିନ୍ତାଧାରାକୁ ଭିତ୍ତି କରି ଏହି ଥିମ୍ ରେ ଶକ୍ତି ସ୍ୱରୂପ ଦୁର୍ଗା ତଥା ଯା ଦେବୀ ସର୍ବ ଭୁତେଶୁ .....ଶବ୍ଦାଂଶ କୁ ନେଇ ବଙ୍ଗୋମୁଣ୍ଡା ବ୍ଲକ୍ ସ୍ତରୀୟ ସୁରଭି ୨୦୨୩ ର କିଛି judge ମାନେ କୁନି ଛାତ୍ରୀଙ୍କର ନୃତ୍ୟକଳା କୁ ତ୍ରୁଟିପୂର୍ଣ୍ଣ ମନେକରି district level ରୁ ବଂଚିତ କରିଅଛନ୍ତି । ବର୍ତ୍ତମାନ ଶାରଦୀୟ ଦୁର୍ଗାପୂଜା ର ସମୟ ।। ନାରୀ ସଶକ୍ତିକରଣ ରେ ଦୁର୍ଗାଙ୍କର ଶକ୍ତିରୁପୀ ନାରୀ ର ଦୃଷ୍ଟାନ୍ତ ଦେବା କଣ ଏତେ ବଡ ଭୁଲ ଥିଲା? ଏହା କେତେ ଦୂର ଯୁକ୍ତିଯୁକ୍ତ ?
    #ସୁରଭି ୨୦୨୩
    #Bangomunda
    #SMSVP, Khaira, Bangomunda

ความคิดเห็น •