London to Puri Ratha Yatra To SwargaDwara - A True Incident | Jagannath Mahima | Dr. Srikanta Parija
ฝัง
- เผยแพร่เมื่อ 14 ธ.ค. 2024
- ଲଣ୍ଡନରୁ ପୁରୀ ରଥଯାତ୍ରା ଆଉ ଶେଷରେ ସ୍ୱର୍ଗଦ୍ୱାର | ଏକ ସତ୍ୟ ଘଟଣା ଆଧାରିତ ମହାପ୍ରଭୁ ଜଗନ୍ନାଥଙ୍କ ମହିମା, ଯାହା ଆପଣଙ୍କ ହୃଦୟ ତନ୍ତ୍ରୀକୁ ଦୋହଲେଇ ଦେବ |
ଶେଷ ଯାଏ ଶୁଣନ୍ତୁ |
------
Dr Srikanta Parija | Jagannath Mahima | Odisha365
------
#jagannathmahima #drsrikantaparija #odisha365 #jagannath #lordjagannath #jagannathstory
ହେ ପ୍ରଭୁ ହେ ମଣିମା ମୋ ପ୍ରଭୁ ତତେ ତ ସବୁ ଜଣା କେତେ ଲୁହ କେତେ କୋହ ଏ ଛାତିରେ କେମିତି କହିବି😢 ମୋ ପ୍ରଭୁ ମୋ ହାତ ଛାଡ଼ିବୁନି ବହୁତ୍ ଭଲ ପାଏ ତତେ ❤ ଯାହା ବି ଘଟିବ ମୋ ଜୀବନରେ ସବୁ ତୋରି ଉପରେ ଛାଡିଛି ତେଣୁ ତୋ ଇଚ୍ଛା🙏🏻
ହେ ଇଚ୍ଛା ମୟ ମହାପ୍ରଭୁ ତୁମ ଇଚ୍ଛା କିଏ ବା ଜାଣିପାରିବ।
ତୁମେ ଇଚ୍ଛା କଲେ ଶବ ବି ବଞ୍ଚି ଉଠିବ🙏🙏🙏
ହୃଦୟ ଟା କେମିତି ଗୋଟେ ଭରିଯାଏ ତମ ନାଁ କହିଦେଲେ "ଜଗନ୍ନାଥ" କଷ୍ଟ ସରିଯାଏ ତୁମ ଭାବରେ ବୁଡ଼ିଗଲେ । ବାସ୍ ଏମିତି ହଜେଇ ଦିଅ ମଜେଇ ଦିଅ ତୁମ ଝୁରି ମରେ ମୁଁ❤❤❤
ଶ୍ରୀକାନ୍ତ ଭାଇ ଦୁଃଖକାହାଣୀ ମନ ହୃଦୟକୁ ଛୁଇଁ ଆଖିରୁ ଲୁହ ଆପେ ଆପେ ଝରି ପଡିଥିଲା । ମହାପ୍ରଭୁ ଭକ୍ତର ଭାବରେ ବନ୍ଧା । ଭକ୍ତର ମନବାଞ୍ଛା ପୂର୍ଣ୍ଣ କରିବା ପାଇଁ ସେ ସବୁ କରିପାରନ୍ତି । ଧନ୍ୟ ସେ ବିଦେଶୀନି ଭକ୍ତ କଳା ସାଆନ୍ତ ତାଙ୍କର ସବୁ ମନବାଞ୍ଝା ପୁରୁଣ କଲେ। କଳା ସାଆନ୍ତ ସବୁ ଉକ୍ତର ଆଶା ପୂରଣ କର । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।⭕‼️⭕🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ପରିଜା ସାର୍ ଆପଣ ସବୁ ବେଳେ ମୋର ଜଗନ୍ନାଥ କ କଥା କହୂଥିବେ, ,
ଆଜ୍ଞା ଆପଣ ଙ୍କୁ ପ୍ରଣାମ
ମୋ ବାପା ମହାପ୍ରଭୁ ଙ୍କୁ ଶତ କୋଟି ପ୍ରଣାମ
ହେ ବିଶ୍ଵନିୟନ୍ତା ....🙏🙏🙏
Jai Jai sreeJaggnath
ହେ ନୀଳଶୈଳ ଚୂଡ଼ାମଣୀ,ଭକ୍ତପ୍ରାଣର ସର୍ବସ୍ବ,ତୁମ କୋମଳ ଶ୍ରୀଚରଣ କମଳରେ ଅନନ୍ତ କୋଟି ପ୍ରଣାମ ମଣିମା🙏♥️🙏♥️🙏💐💐💐💐
Jay Jagannath Jay Jagannath Jay Jagannath
ବହୁତ ହୃଦୟ ସ୍ପର୍ଶୀ କାହାଣୀ ଥିଲା ଜେନି ର..... ଜୟ ମହାବାହୁ 🙏🙏🙏ମୋ କାଳିଆ ସାଆନ୍ତେ 🙏🙏🙏
Jai shree Jagannath ❤
ଅତି ସୁନ୍ଦର ହେଇଛି Sir ଆପଣଙ୍କ ର ପରିବେଷଣ 🙏ସତରେ ଯେମିତି ଅନୁଭୂତି ହଉଛି ନିଜେ ପ୍ରଭୁଙ୍କର ଦର୍ଶନ କରୁଛି 🙏ମହାପ୍ରଭୁ ଜଗନ୍ନାଥ ମୋ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଅନେକ ଅନେକ ଆଶୀର୍ବାଦ କରନ୍ତୁ 🙏
ଜୟ ଜଗନ୍ନାଥ 🙏🙏🙏 ହେ ମହାବାହୁ ସବୁ ତୁମର ଲୀଳା, ହେ ଚକାନୟନ, 😥😥😥
ଆପଣ ଏମିତି ମହାପ୍ରଭୁଙ୍କ ମହିମା ଗାନ କରୁଥାନ୍ତୁ ଓ ଭକ୍ତିରେ ସମସ୍ତଙ୍କୁ ଭିଜାଉଥାଆନ୍ତୁ।ଜୟ ଜଗନ୍ନାଥ।
🌹🌹🌹🌹Jay Jagannath 🙏🙏🙏🙏
ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🙏🏻🏵️🌷🌺🌹🍎🍓🍇🏵️🌷🌺🌹🍎🍓🍇🏵️🌷🌺🌹🍎🍓🍇ଜୟ ଜଗନ୍ନାଥ ସ୍ୱାମୀ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ତୁମ ପାଦ ତଳେ ମୋ କୋଟି କୋଟି ପ୍ରଣାମ
ଜଗନ୍ନାଥ ହେ, ମୋତେ ଏମିତି ସୁଯୋଗ ଦିଅ, ଯେମିତି ମୁଁ ତୁମ ପାଖକୁ ଯାଇକି ତୁମକୁ ଦେଖିବା ପରେ ଶ୍ରୀକ୍ଷେତ୍ର ରେ ହିଁ ମୁଁ ମରିବାକୁ ଚାହେଁ
ଜୟ ଶ୍ରୀ ଜଗନ୍ନାଥ🙏
ମହାପ୍ରଭୁ ହେ 🙏🙏🙏🙏🙏🙏🙏
🙏 ଜୟ ଜଗନ୍ନାଥ 🙏 ମହାପ୍ରଭୁଙ୍କ ମହିମା ଅପୂର୍ବ ତାଙ୍କୁ ଯିଏ ନିଜକୁ ସମର୍ପିତ କରିଦେବ ସେ ନିଶ୍ଚୟ ତାଙ୍କ ସାନିଧ୍ୟ ଲାଭ କରିପାରିବ।
ସାର ପ୍ରଣାମ ଆପଣଙ୍କର ଭାବରେ ଭରା କହିଥିବା ଜେନି ଘଟଣା ଶୁଣି କାନ୍ଦ ଲାଗିଲା ଧନ୍ୟପ୍ରଭୁଙ୍କଲୀଳା ଧନ୍ୟ ଆପଣଙ୍କର ବର୍ଣନା ପ୍ରଭୁଙ୍କ ବିଷୟରେ ଆହୁରି ଶୁଣାନ୍ତୁ
ମହାପ୍ରଭୁ, ଅପୂର୍ବ ତୁମର ମହିମା 🙏🙏
🙏 ଜୟ ଜଗନ୍ନାଥ 🙏 ମହାପ୍ରଭୁଙ୍କ ମହିମା ଅପୂର୍ବ ତାଙ୍କୁ ଯିଏ ନିଜକୁ ସମର୍ପିତ କରିଦେବ ସେ ନିଶ୍ଚୟ ତାଙ୍କ ସାନିଧ୍ୟ ଲାଭ କରିପାରିବ ।
ମହାପ୍ରଭୁ ହେ ତମ ଅମୃତମୟ ଭାବରୁ କାଣିଚାଏ ଦିଅ ପ୍ରଭୁ।କୃପା କର ମହାବାହୁ।ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ 🙏🙏🙏
Sir🙏. ete dina pare Aji milila apananka swara sunibaku. Apananka muhan ru mahaprabhu nka katha sunibaku bohut bhala lage. Sethipain ame chahin rahithau Apanankara video ku
Heart touching
Jay jagannath 🙏🙏 Mahaprabhu he..... Very heart touching episode.......
Jay jagannath maha prabhu tume eka saha varasa ♥️🙏🙌😭😭
Jai shree jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Jay jagannath swami nayan pathagami bhaba tume 🙏🙏🙏
Bhakta rupi Gopi..😭Jai shree Jagannath 🙏 Truly heart'toching 😢🙏
Jai Jagannath.Anant koti pranam.Hey Hahabahu.Bahu tale
Mote rakhi thao.
No word for this episode. Pranam Mahaprabhu
Moha Prabhu hey tumaku Koti Pranam 🙏🙏❤❤
ଜୟ ଜଗନ୍ନାଥ ସାର,ପ୍ରଣାମ🙏♥️
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ତୁମକୁ କୋଟି କୋଟି ଓଡିଆଙ୍କ ଭାବ ଭରା ପ୍ରଣାମ,,
Jay Mahaprabhu Jay jay Mahaprabhu Bhai apanku pranam jay Mahaprabhu 🙏🙏🌹🌹
Jai jagannath
Jay Jagannath sir
ସେ ଭକ୍ତର ଭଗବାନ, ଭକ୍ତ ବିନା ଆନଗତି ନାହିଁ ତାଙ୍କର କି ତାଙ୍କ ବିନା ଆନଗତି ନାହିଁ ଆମର। ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
Jay jaganath srikant Bhai 🙏
Srikanta sir aapana ku Jagannath sabu bele bhalare rakha ntu.God bless you always.Long Live.
ଜୟ ଜଗନ୍ନାଥ
Jay jagannath❤ Sir Pranam🙏
Mahaprabhu hey 🙏😍🙏
Bhai pranam 🙏🥰🙏
Thanks for this episode was waiting for it.. really so so touchy story..great
🙏🙏🙏❤️❤️
Jay jagannath🙏🙏🙏🙏
God bless you baba. 🎉🎉pl BLESS Pupun 🎉🎉
Jay Jagannath 🙏🏼🙏🏼🙏🏼🙏🏼🙏🏼
Jay Jagannath Swami Nayan Patha gami vaba tume vaba tume vaba tume 🙏😭🙏
Jay shree Jagannath 🙏🙏🙏🙏🙏💐💐💐💐💐
sir apankara katha bahut madhura jete kahuthile bi ahuri echha hauchhi..akhiru luha baharai asuchhi...bahut khusi lagila
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ମଣିମା ❤
Jay Jagannath❤❤❤❤❤❤❤❤❤❤
Jay Jagannath swami 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
😢😢😢🙏😭🙏 ମହାପ୍ରଭୂ 🙏
jay jagannath 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଭଲରେ ଖୁସି ରେ ରଖନ୍ତୁ ❤🙏🏻
ଜୟ ଜଗନ୍ନାଥ 🙏🙏
Jay Jagannatha 🙏🙏🙏
JAI JAGANNATHMAHAPRABHU HA
Jayshree jaganatha
JAY JAGANNATH. JAY HO PARIJA SIR THE GREAT.
Jay Jagannath Mahaprabhu Prabhu apana ta achhanti na apana hin achhanti 💗💗💗
Jay jagannatha swami nayan patha gami bhaba tume, Thank you sir 🙏🙏🙏🙏
Jai Mahaprabhu
He manima tuma Bina Kia achi mowra,tume emiti karuna karutha tuma bhabare amiti budau thaa,au tuma karunara baridhire bhijau thaa,tuma charanare tike stan dia he mahabahu,ae papi janmaru udhara kara.Jay jaganatha.
Jay shree Jagannath mahaprabhu 🙏🙏🙏🙏
Sir pranm jay shree jaganath😢
Sir apana mo mahaprabhu nka katha kahuthile mo akhire luha rakhi hahuni, apanku bahuta dhanyabad
Jay mahaprabhu 🙏🙏🙏🙏🙏
Mahapravu jay jagarnath jay jagarnath jay jagarnath ❤️🙏🏻
JAY JAGANNATH🙏❤🙏❤🙏
Bhava graahi Jagannath nkara Jai🙏🙏🙏🙏🙏🙏🙏
God bless you sir
Jay jaganntha 🙏🙏😭😭😭😭
Jay sri jagannath sir🙏🙏🙏🙏🙏🙏🙏🙏🙏🙏.....
Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏🙏🙏🙏🙏
🙏🙏❤️❤️🌹Jai Sri Sri Jagannath Swami Nayana path gami bhabo tume ❤️❤️🙏🙏
Jay jay Shree Krishna Jagannath swami Nayan patha gami vabatu me 🙏🌹🙏🌹🙏🌹🙏🌹🙏
Nothing is impossible for our Mahaprabhu 🙏
ହେ ପ୍ରଭୁ ଜଗନ୍ନାଥ ମୋ ପ୍ରଣର ଠାକୁର ମୋ ମନ ରେ ଟିକିଏ ଆନଦ ଦିଅ ମୋ ବହୁ କୁ ଟିକିଏ ଭଲ ବାଟକୁ ଆଣ ଜୟ ଜଗନ୍ନାଥ ❤❤❤
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ନା 🙏🙏🙏
Jay Jagannath mahaprabhu 🙏🙏🙏hatabhagini ku khayama karidebe.
Jay 🙏 jagannath ⚫❗⚫🌼🌼🌼🌼🌼🌷🌷🌷🌷🙏 maha prabhu achanti na 🙏 hey prabhu jagatra natha jagannath Swami Nayana patha gami bhaba tume 🙏🌹🌹🌹🌹🌹🙏bhai apnku Mora pranam 🙏 Jay 🙏 jagannath
Joy Jagannath swami nayan path gami bhabo tume
Jai Jagannatha Swami
Jay Jagannath swami🙏🙏🙏🙏🙏🙏🙏🙏🙏🙏🙏🙏🙏🙏. Apananku kie ba bujhiba kebala etiki janichi majaparabhu prati ti niswasa re apana achhanti prati ti biswasa re apana 🙏🙏😭😭😭
Jay Jagannath Swami🙏🙏🙏🙏🙏🙏
Jai jaghannth jai 🙏🙏🙏🙏🙏🌺🌺🌺🌺🌺🌹🌹🌹🌹🌹
ବିଶ୍ୱାସ କଲେ, ମନ ଖୋଲି କହିଦେଲେ ସେ ସବୁ ଶୁଣନ୍ତି 🥺🥺
Jai jagannath 🙏🙏🙏
ହେ ଭାବଗ୍ରାହୀ 🙏
Manimaa nkara jay hau 🙏
jaya jagannath.......🙏🙏🙏
Jay Jagannath sir pranam jia mahaprabhu nku anubhava karichhi sia pravu nka pakhe rahichi
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ମହିମା ଅନନ୍ତ ଅପାର
Jai jagannath mahaprabhu
ଜୟ ଶ୍ରୀ ଜଗନ୍ନାଥ 🙏🙏⚫❗⚫🙏🙏sir ଆପଣ କୁ ଧନୀୟବଦ
ବୁକୁଭରା କଣ୍ଠ ରେ ଆପଣ କହୁଛନ୍ତି
ଟିକିଏ ଅସ୍ପଷ୍ଟ ହେଉନାହିଁ ଜଗନ୍ନାଥଙ୍କ ଅପାର କରୁଣା ,🙏🙏⚫❗⚫🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
ଜୟ ଜଗନ୍ନାଥ
Mahaprabhu ❤😭😭😭😭🙏🏻🙏🏻🙏🏻🙏🏻
ହେ ମଣିମା 🙏