Jagannath Bhajan || Sonu nigam Odia bhajan ||ଓଡ଼ିଆ ଜଗନ୍ନାଥ ଭଜନ|| ଭକ୍ତିଭରା ଭଜନମାଳି
ฝัง
- เผยแพร่เมื่อ 7 ก.พ. 2023
- Sonunigam beautiful voice Odia bhajan collection #odiabhajan #viral #bhaktibhajan #jagannath #sonunigam...
▪ଚାଲ ବେଗି ବେଗି ଯିବା ସଙ୍ଗାତ
▪ପଇଡ଼ ଭିତରେ ପାଣି ଲୋ ଘରମଣୀ
▪ଆଲୋ ମିତଣୀ
▪ଚନ୍ଦନ ମାଖିଲେ ଗୋରା
▪ମା ଝଡିଦିଏ ଯେତେ ଦେହଧୂଳି
▪ଝିପି ଝିପି ବରଷାରେ
#Sonunigam Odia bhajan ପ୍ରଭୁ ଜଗନ୍ନାଥ ଭଜନ ❤️
\\
Monkibestfriend
@@GURUBARIBEHERA-ux5rwq www q www
A
11:49 11:49
ଭକ୍ତି ଭରା ଆତ୍ମା ତୃପ୍ତି ହେଇଯାଉଛି. ଏ ଗୀତ ଶୁଣିଲେ ପରିବେଶ ଅମୃତ ମୟ ଲାଗୁଛି.
ସତରେ ଏ ସୁନ୍ଦର ଭଜନ ସବୁ ବହୁତ ପୁରୁଣା ଦିନକୁ ମନେ ପକେଇ ଦଉଚି. କେତେ ସୁନ୍ଦର କଣ୍ଠ ସୋନୁ ନିଗମ ଙ୍କର. ଏ ଗୀତ ସବୁ ତାଙ୍କୁ ଚିର ନମସ୍ୟ ଆଉ ଚିର ସ୍ମରଣୀୟ କରି ରଖିବ ଆମ ମାନଙ୍କ ପାଖରେ. ଯେତେ ଥର ଶୁଣିଲେ ବି ନୂଆ ଲାଗିବ. ମହାପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ.
ଜୟ ଜଗନ୍ନାଥ 🙏🙏🙏🙏
ଏହି ଗୀତ ଶୁଣିଲେ କେତେ ଆନନ୍ଦ ମିଳୁଛି... 🙏🙏🙏
କି ଅମୃତ ମୟ ଭାବ ପୁରି ରହିଛି ଗୀତ ଟିର ପ୍ରତ୍ୟେକ ଶବ୍ଦ ରେ, ଶିହରି ଉଠୁଛି ଶରୀର ର ପ୍ରତ୍ୟେକ ରକ୍ତ ବିନ୍ଦୁ, ଧନ୍ୟବାଦ ହେ ଗୀତିକାର, ଧନ୍ୟ ତୁମ ସ୍ଵର୍ଗୀୟ ଭାବନା କୁ.
Bht sundar complement 🙏
ଧନ୍ୟଵାଦ 🙏
𝙶𝚐𝚜𝚖𝚐
Mihir Sir, apna nka comment b gazab lagila.
Music director Sanjay sir veery brilliant
କେତେ ସୁନ୍ଦର ହେଇଚି ଏ ଗୀତ ଗୁଡ଼ିକ, ସକାଳୁ ମନମୁଗ୍ଧକର ହେଇଗଲା।❤❤❤
କେତେ ସୁନ୍ଦର ଭଜନ ଗାୟକ ❤
ଏ ଭଳି ଭଜନ ଆଉ କାହିଁ ❤❤
ଭାରି ମନେ ପଡୁଚି ସେ ପୁରୁଣା ଦିନ ଗୀତ
ଜୟ ଜଗନ୍ନାଥ 🚩🙏
ଓଡିଆ କହି ନ ପାରି ବି ଏତେ ସୁନ୍ଦର ଭଜନ ଗାଉଥିଲେ ସୋୟଁ ମା ସରସ୍ଵତୀ ତାକଁ କଣ୍ଠରେ ବସିଥିଲା ଭଳି ଲାଗୁଚି
ଜୟ ଜଗନ୍ନାଥ ❤❤🙏🙏🙏🙏
ଆମ ଓଡିଶା ମୂର୍ଖ ମନ୍ତ୍ରୀ 25 ବର୍ଷ ହେଲାଣି ତା ପାଟିରେ ଓଡିଆ ପଶୁନି
❤ Divine Nectar ❤
🫶 ଜୟ ଜଗନ୍ନାଥ 🫶
❤ ସୋନୁ ନିଗମ ❤
ଜଗା 🥰🥰🥰🥰🥰🥰 ଏ ଗୀତ ସୁଣି ମୋ ପିଲା ବେଳେ କଥା ମନେ ପଡିଗଲା 😇
9:5ehvd ki ki bugvub BB😮😅😅7 by bi 10:00 ❤❤ws😂
Same with me-childhood memories. Aama sahi ra mandir re ehi bhajan baju thila
୮ ବ ବ୭ବୱ ପ୩ିିି ି ି ିିିାି୩ ୩ି୩ ମ , ନମ, ନୁ ହନୁମାନ ୱ ବବବବବବ୪ବୁବମନିନନ ବ୪ପବ ବ୪ପବ ବ୪ବୁ,, ମୁ🎉🎉🎉🎉🎉🎉ମନ ମୁ ନ, ୭ ୨ , ଗ
୩ନବ, ି, ଂଇଶ୍ଚୟ-୪୭ୀ ୈ ୩
Tuku
ହେ ଭଗବାନ ଶ୍ରୀକୃଷ୍ଣ ଓ ଜ ଗ ନ୍ନା ଥ ତୁ ମେ ଦୁ ହେଁ ଙ୍କୁ ଶ୍ରେଷ୍ଠ କଳା ରଙ୍ଗର ମୁ ର ତି❤❤ବ ହୁ ତସୁ ନ୍ଦ ର ଗି ତ ଆଉ ଏକ ନୂତନ ସମ୍ଭାବନା ଥାଏ ନୁ ଆ ସ୍ଵ ର।🙏🙏🙏👏👏👏🌿🏵️🌹💙🌷
ଆହା କି ଅମୃତମୟ ଭାବପୂର୍ଣ୍ଣ ଭଜନ ମନ ଆତ୍ମା ମୁଗ୍ଧ ହେଇଯାଉଛି.... ଜୟ ପ୍ରଭୁ ଶ୍ରୀଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ତୁମ କରୁଣାର କୃପାନୟନରେ ଏମିତି ସଦା ସର୍ବଦା ଭଲରେ ରଖିଥାଅ ହେ ନାଥ କଳା ସାଆନ୍ତ....❤⭕❗⭕
ଜୟ ଜଗନ୍ନାଥ ସ୍ବାମୀ
ଖୁବ୍ ସୁନ୍ଦର ଭଜନ ଓ ପରିବେଷଣ
🌅🌅🌅🌅🌅🌅🌅🔱🔱🔱🔱🔱🔱🔱🪷🪷🪷🪷🪷🪷🪷🐚🐚🐚🐚🐚🐚🐚🚩🚩🚩🚩🚩🚩🚩ଓଁ*****ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ ନମଃ*****ଓଁ 🚩🚩🚩🚩🚩🚩🚩🐚🐚🐚🐚🐚🐚🐚🪷🪷🪷🪷🪷🪷🪷🔱🔱🔱🔱🔱🔱🔱🌄🌄🌄🌄🌄🌄🌄
ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ❤ my favourite all song
Jay Jagannath 🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ତୁମରି ବନ୍ଧନରେ ବାନ୍ଧି ରଖପ୍ରଭୁ ମହାବାହୁ ଆମ୍ଭଙ୍କୁ 🌺🙏🏻🌺 ଧନ୍ୟବାଦ୍ ସାର୍ ହୃଦୟ ଛୁଇଁଲା
ସତରେ ବହୁତ ସୁନ୍ଦର ସେମାନେ ଜଗନ୍ନାଥ ଙ୍କ ଗୀତ ଗାଇଥିଲେ ଜଗନ୍ନାଥ ଙ୍କ ଆଶୀର୍ବାଦ ସୋନୁ ସାର୍ ହୁଅନ୍ତୁ ସୁରେଶ ୱଡାକର ହୁଅନ୍ତୁ ସେମାନଙ୍କ ଗୀତ ସବୁ ବେଳେ ଯୀବନ୍ତ ଲାଗେ
😢😊😊
Aau Jane rahigale se heuchhantu md azij b bahut badhia bhajan gauchhanti
God gifted voice 😊
@@bichitrasethi8736 bhai Muna Aziz laguthile jemt bhgban jagannath tanku tanka bhjan gaibaku patheithile..ete accurate soulful omg...😍😍😍😍😍
ଗୋଟେ ଗାୟକକୁ ତ ଭଗବାନ୍ ଗାଇବାକୁ କଣ୍ଠ ଦେଉଛନ୍ତି ସେ ନିଶ୍ଚୟ ସୁନ୍ଦର ଗାଇପାରିବ.., କିନ୍ତୁ ସେ ସୁନ୍ଦର ଗିତଟିର ପୁରା ଶ୍ରେୟ ସେମାନଙ୍କୁହିଁ ମିଳିବା କଥା ଯିଏ ଏତେ ସୁନ୍ଦର ଲେଖିଛନ୍ତି , ଯିଏ ଏତେ ସୁନ୍ଦର୍ ସଙ୍ଗୀତ ଶିର୍ଦେଶନା ଦେଇଛନ୍ତି...., ଜୟ ଜଗନ୍ନାଥ 🙏🙏🙏
Sonu ji aap ko baht bahat thanks odia Bhajan ganeke lia
❤❤❤❤
ଓଁ ନମଃ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🏽🙏🏽🙏🏽🙏🏽🙏🏽🌹🌹🌹🌹🌹
No doubt Sonu Nigam is one of the best singer...Jay Jagannath ❤
Jay jagannth. No doubt Sonu Nigam is one of the best singer.🎉
Jai Sri Jagannath balabhdra maasubhadra
ଅତୀ ମଧୁର ଲାଗିଲା ଭଜନ ଟି ଅଦିନିଆ ଶୁଣି
Sonu Nigam song. Very. Nice 👍👍👍❤❤❤
Sonu Nigam Sir jane non odia hei madhya ati sundar odia pronunciation..... Salute to you Sir...
ଜୟ ଜଗନ୍ନାଥ
Jay jagganath 🙏🙏🙏🙏
ଜୟ ଜଗନ୍ନାଥ, ବହୁତ ସୁନ୍ଦର କଣ୍ଠଦାନ
Automatic tears come out while hearing this song 😭😭😭
One of the best singer of India ❤🎉😊
ଜୟ ଜଗନ୍ନାଥ 🙏🙏🙏❤❤
🙏ଜୟ ଜଗନ୍ନାଥ ସ୍ୱାମୀ କୀ ଜୟ 🙏
My inspiring singer Sonu Nigam in all time........
❤❤❤❤❤❤❤
ଜୟ ଜଗନ୍ନାଥ 🙏🌹🙏
❤Old Songs in new flavour. "Alo Mitani" recording could be better. I wish some more morning Bhajans from Sonuji. Sricharan and Sonu dio rocking the RATH YATRA festival. Please Sonuji sing some more Jagannath Bhajan. Thank you Sonuji and the whole team for this Album.
Bahut bado bali te tu sala
Written by soumendra mishra.
Jy jagannatha👏👏👏
ସୋନୁଙ୍କ କଣ୍ଠସ୍ବର ଅତି ସୁନ୍ଦର ଏବଂ ଗୀତ ବହୁତ ଭାବର ଭଜନ।
❤
Jaha hau aji mu dhanya for this song
Bohut sundar collections 🙏🕉Jai jagannath
Jay jagannath
Jay Jagannath 🙏🙏🙏
Jay Jagannath
I love all songs 😍💕😍💕💕💕💕💕💕💕💕
Mn ku chui jauchi a gita Jay Jagannath 🙏🙏😊
Olg song is gold jete sobu old bhajon ki gito jete sunu thile sunibaku echa lage ajhi vi sunile new lage Jay Jagannath 🙏
Right ❤️
Joy jagnnath swami nayan pathagami bhaba tume🙏🙏🙏
Jay jagannath ❤🙏🙏🙏
Heart touching song sonu ji jay jagannath 🙏🙏🙏🙏🙏🙏
Jai jagannath Swami Nayana patha gami bhaba tume 🙏🙏🙏🥲🥲🥲♥️♥️♥️
Jay jagannath ❤❤❤❤❤
A sabu Gita nuhe ta hrudyara sahnti .ama 4 koti odia nkara jibana ❤..Jay jagannath
Nice bhajan Jay jagannath
Jay jaganatha ❤❤❤
Jay jaganatha charan mora koti koti pranam🎉
Jay jaganatha
Jay jagannath 🙏🙏
Jay Jagannath Swami 🙏🙏🙏🙏❤️
Jay jagannath 🙏
Jay Shree Jagannath 🙏🙏🙏
ଅତି ସୁନ୍ଦର ଗୀତ
Jay jagannath 🙏🙏🙏
He prabhu kebe tuma dhama buli jibi kebe dori lageibu
Sonu bhai eames ram song
Bhout Sundara Gita Jay Jagannath 🙏⭕❗⭕🙏
JAY JAGANNATH 🙏🏻🙏🏻
Jay Jagannath Swami
Jay shree jagannath
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ 🌺🌺🙏🏻🙏🏻🙏🏻🌺🌺
Moha bahu 🥹
My favirity singer sonunigam supper ଭଜନ
🙏🙏🙏
Mo suna thakura🙏🙏🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏 ଆଗ ପୁରୁଣା ଭଜନ ଗୀତ ଶୁଣିବାକୁ ବହୁତ ଭଲ ଲାଗୁଛି
Sonu Nigam ji Naman he apku
Jay Jagannath Swami Nayan patha gami
Jai jaganath swami ji ki jya ho
Jay jagannath Swami Nayan patha gami
ଖୁବ୍ ସୁନ୍ଦର ଭଜନ❤❤❤❤❤❤ ଜୟ ଜଗନ୍ନାଥ
ଓଁ***** ଓମ୍ ନମଃ ଭଗବତେ ବାସୁଦେବାୟ ନମଃ ନମଃ ନମଃ ନମଃ ନମଃ*****ଓଁ
ଅତିସୁନ୍ଦର
ଭକ୍ତିରେ ଶକ୍ତି
Jai Jagannath Jai shree Krishna
Nice ଭଏସ ସୁପର
Sonu Nigam🙏🙏❤️❤️❤️❤️❤️
Jai jagannath (super Bhajan)
Jay Jagannath Swami nayana Patha gami bhava tume. Jay Jagannath Jay Jagannath Jay jay Jagannath.
Jai Jaggantaha prabhu swami 🙏🥥
Jay jaganntha🚩 🚩🚩❤❤❤ ,
Jay Jagannath ❤
Old is gold 🪙 bahut Sundar gitati.....
🙏🙏🙏🙏🙏🙏
ଜୟ ଜଗନ୍ନାଥ 🚩🚩🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏
ଓଁ*****ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ ନମଃ****ଓଁ
🙏🙏👌👌
🙏🙏🙏jay jaganatha
Jay jagannath🙏🙏🙏🙏🙏❤️🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ 🙏🔴‼️🔴🙏 କାଳିଆ ସାଆନ୍ତ ବଡ଼ ଠାକୁର .
Jay jagannatha swami❤ 💜💖💘💘💘🙏🙏🙏🙏🙏🙏🙏🙏🙏🙏🙏🙏