@@ramkrushnabag3248Quota is only for sc,st... obc has very less qouta acc to there population. Rest are for all people of india...like muslim, christian,jain...etc
Jou loka samaj ku kundhei dharichi se joganikhia ra accident hele dayakari kehi blood. Na dabaku mora medical staff mana nku anirodh .....joganikhia jati dekhei hebe aau medical gale tala muhan hei padi rahibe ...ye garba kan pain male ta sei amba katha ki chakunda katha re poda haba ......😂😂😂mo matare kichhi samaj nai professor boli hinsa karuchanti ...se gaan loka guda ka murkha madua na sethipain sikhita loka ku hinsa kariba swavabika ....😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
ସବୁ ଜାତି କୁହ ନିଜର ଗୋଟେ Court karibe au police rakhibe then Constitution karibe , Amane ଜାତି ନାମରେ କଳଙ୍କ ସ୍ତ୍ରୁଷ୍ଟି କରୁଛନ୍ତି , Then ame kn Hindu Marriage act ୧୯୫୫ re kn manuchhe new rule anu Jati marriage act ___ sale sabu ଜାତି କୁ ଗୋଟlକୁ ଖାଲି ମାଡ଼ ଦରକାର
Samaj k enta katha sikhabar katha j aji kali dunia re samaj k dekhuchhan j aji kali dunia re khusi re rahebar bad katha au jadi khusi re hale e samaj sahi nai pare plzz sir moove on i agaist with samaj
ଆପଣ ମାନେ ଭାବୁଥିବେ କୋଟା ଉଠିଗଲେ ସମସ୍ତେ ସମାନ ନୁହେଁ ଲୋକଙ୍କ ମନରେ କୁ ଚିନ୍ତା ହଟାଇବା କଥା
ପ୍ରଫେସର sir ଆପଣ ଭଲ କରିଛନ୍ତି ଆପଣ ନାସ୍ତିକ ମାନଙ୍କୁ ଯୋଗା ଯୋଗ କରନ୍ତୁ ସବୁ ଠିକ୍ ହେଇଯିବ ଅଶିକ୍ଷିତ ସମାଜ କୁ ଆବଶ୍ୟକତା ନାହିଁ
ସମାଜ ର ରକ୍ଷକ କହୁଥିବା ଲୋକ ମାନେ ଏପରି ଅନେକ କୁ ପ୍ରଥା କୁ ପ୍ରଚଳନ କରି ଲୋକ ମାନଙ୍କୁ ନିର୍ଯାତନା ଦେଉଛନ୍ତି,ତେଣୁ ପ୍ରଫେସର sir ଆପଣ ସଙ୍କୁଚିତ ମାନସିକତା କୁ ଦୂର କରିବାକୁ ହେବ ଓ ଲଢିବାକୁ ହେବ ,ସମସ୍ତେ ଅପଙ୍କୁ ସହଯୋଗ କରିବୁ କାରଣ ଆପଣ ସତ ସହ ଅଛନ୍ତି
Hn sir amo ganmanankare madhya amitihuye
ଏମିତି ବନ୍ଧୁ ମାନଙ୍କ ଠୁ ଏକା ଚଳିବା ବୋହୁତ ଭଲ
Semiti. Samaj. Darkar. Nahi
It is not wrong please don't do as like things please 🙏 love each other it' s ture we should love 💕 it very beautiful marriage
ଏମାନେ ସମସ୍ତେ ପଶୁ ପ୍ରକୃତି ର, ଏମାନେ ଜାତି ଧର୍ମ ନାମରେ କଳଙ୍କ। ପ୍ରଫେସର କୁ ତାଙ୍କ ଜାତିର ମୁଖ୍ୟ ବନାଯାଉ
ଏ ଭଳି ସାମାଜିକ କୁପ୍ରଥାକୁ ଦୃଢ ନିନ୍ଦା କରାଯିବା ଦରକାର।
ଯେଉଁ ମାନେ ବାସନ୍ଦ କରୁଛନ୍ତି ଏମାନେ ସବୁ ଅମଣିଷ ମାନେ ଏମାନଙ୍କୁ ଛି l
ସେ ଲୋକ ଯୋଉ କହୁଛି ମିଶିବା ନମିଶିବା ବ୍ୟକ୍ତିଗତ କଥା, ମାଧୁରୀ କର୍ଣ୍ଣମୁଲି ରେ ୩ ଟି ଶକ୍ତ ଚାପୁଡ଼ା ଦେଲେ ସବୁ ବ୍ୟକ୍ତିଗତ ବାହାରି ଯିବ 😂😂😂
Proffessior ବାବୁ ଓଡିଶା ବାସି ଆପଣଂକ ସହ ଅଚନ୍ତି
Very Good Teacher.....Best Human Being.....I know him personally
ଏ ମିତି ଲୋକଙ୍କ ସହ ରହିବା ଅପେକ୍ଷା ଏକା ରହିବା ୧୦୦ ଗୁଣ ଭଲ,..
କିଛି ଜାତି ଭାଇ ନାଇ, ମଣିଷ ଟିଏ ମରିଲା ପରେ ଏ ଜାତି ଭାଇ କେହି ସାଥିରେ ଯିବେନି,..ଏପରି ଜାତି ଭାଇ ଙ୍କ କମିଟି ର ସଭାପତି ହିଁ ଅସଲ,..
ବଲାଙ୍ଗୀର SDPO ଟିକେ ଧ୍ୟାନ ଦେବା ଦରକାର,..।
ଦୁନିଆରେ କେବଳ ଦୁଇଟି ଜାତି ଝିଅ ଏବଂ ପୁଅ ଜାତି ଭେଦ ଭାବ ହଟାନ୍ତୁ ମିଳିମିଶି ରୁହନ୍ତୁ ଖୁସିରେ ରୁହନ୍ତୁ
Bhai tama jati kana tike kahila
@anupsagar7905 Hindu ଆଦିବାସୀ
ହେ ଭଗବାନ
Sir aapana jane bahut vala bapa
You are great professor sir
ସରକାର କାର୍ଯାନୁଷ୍ଠାନ ନେବା ଦରକାର
ଯେତେ ଅନ୍ଧବିଶ୍ୱାସ କୁସଂସ୍କାର ବଲାଙ୍ଗୀର ରେ।
Ama gan re bi aae pratha
ହଁ ,ଏ ପଶ୍ଚିମ ଓଡ଼ିଶାରେ ଏସବୁ ଚାଲେ , ମୋ ଶଶୁର ଆଉ ଦେଢଶୁର ବି ଆମକୁ ଘରୁ ତ୍ୟେଜ କରିଦେଇଛନ୍ତି , ସମ୍ପତି ଭାଗ ପାଇଁ ବି ଆଉ ମୁଁ ଯେହେତୁ ଓଡ଼ିଆ ଝିଅ ସେଥିପାଇଁ ବି ।
😂😂 Khali paschim odisha nuhe total odisha re
Gendha kha.
ଏଥିପାଇଁ କୋଟା ଆଜି ଯାଏଁ ଅଛି।।।।। କୋଟା ଉଠା ଉଠା କହୁଛ କିନ୍ତୁ ଜାତି ମାନସିକତା ଏବେ ପର୍ଯ୍ୟନ୍ତ ଅଛି।
Good decision sir I admire you so much it reflects that u r real erudite person
Sir you are a right ame tumar sange achu
Khub bhala karuchanti prof sir
ଆଜିକାଲି ସମାଜରେ ଏମିତି କଥା, କୋଉ ମୂଲକ ରେ ଏମାନେ ଅଛନ୍ତି 😮
Excellent professor ,sir.
ପ୍ରଶାସନ other caste marriage କୁ ପ୍ରୋତ୍ସାହନ ଦେବାର ଅର୍ଥ କଣ ଅଟେ ? ଏହି ପ୍ରଶାସନ ପ୍ରଥମେ ଏହି ନିଚ ସାମାଜିକ ପ୍ରଥାକୁ ବେନ୍ କରିବା ଦରକାର।
Professor sir ଠିକ୍ ପଦକ୍ଷେପ ନେଇଛନ amar Patnagarh re ବହୁତ୍ ଜାତିରେ ଏନ୍ତା ହଉଛେ ତେଣୁ ଆପଣଙ୍କ ଏହି news କୁ ଦେଖି ଶିଖିବେ
ପୁରାପୁରି ଗାଁ ରେ ଭୁଲ ଧାରଣା ଅଛି।ସାର ଆପଣ ଠିକ୍ କରି ଛନ୍ତି।
Actually the village people got jealous as he is a professor...
Education is power....
Marathi jhio hele kon hela se kon hindu jhio nuhe
Athi pain Hindu dharma ru Kristian and boudha dharma ku loka chali jaucuanti
Sir apan Bangalore palanti ethi kain rahichanti
Bohu pav bhaji, thecha khaibaku deba...
Bhala bhoji gote diantu Professor sahab...
କଳାହାଣ୍ଡି ଜିଲ୍ଲାରେ ନିଜ ନିଜ ଜାତି ର ଟା ବାହାହେଲେ ବି ମାଳି ଜାତିରେ ଖୁବ ଭୁରକୁଟି କରୁଛନ
କଳାହାଣ୍ଡି କେ କେନ୍ଦ୍ରାଞ୍ଚଳ ଓ ଜିଲ୍ଲା ଅଞ୍ଚଳ କରିକିନା ମାଳି ଜାତିର ଟୁକେଲ ପିଲାକେ ବହୁତ ଅସୁବିଧା କରି ପକାଉଛନ
ବିଚିତ୍ର ଦୁନିଆ ଏ ବିଜ୍ଞାନ ଯୁଗ ନ
St.sc.obc.general ସଵେ ସମାନ ତ ସରକାରୀ ଚାକିରୀ କ୍ଷେତ୍ରରେ କାହିଁକି କୁଟା ଅଛେ
St sc obc general sobu saman boli tamaku kie kahila
Gaa k ghare asa au dekha kete saman achhhe j .....
@@sudhansusuna9770jie jani neiparbar j kai j sc, st k kota dia jaisi,..Jie Sc, St ra Kota ku birodh, ji Sie gote murkh😅😆
@@ramkrushnabag3248Quota is only for sc,st... obc has very less qouta acc to there population. Rest are for all people of india...like muslim, christian,jain...etc
@@XxtremeVibes Don't Compared between Sc St and Others... What about think Sc st quota for reasons
ଶୁଭ୍ରାଂଶୁ ପଟେଲ 😂😂😂
Gaon loka nku jail re 2 ta mada khaile pratha chhadijiba😮
ସାର୍ ଆପଣ ଏକା ରୁହନ୍ତୁ ପଛେ ଏଭଳି ଲୋକ ମାନଙ୍କ ଠାରୁ ଦୂରେଇ କି ରୁହନ୍ତୁ
Good decision sir
Sir🙏
I am with you .proceed
Jou loka samaj ku kundhei dharichi se joganikhia ra accident hele dayakari kehi blood. Na dabaku mora medical staff mana nku anirodh .....joganikhia jati dekhei hebe aau medical gale tala muhan hei padi rahibe ...ye garba kan pain male ta sei amba katha ki chakunda katha re poda haba ......😂😂😂mo matare kichhi samaj nai professor boli hinsa karuchanti ...se gaan loka guda ka murkha madua na sethipain sikhita loka ku hinsa kariba swavabika ....😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
Sir u r great... I hope u will live your last phase of life peacefully❤👍
ସବୁ ଜାତି କୁହ ନିଜର ଗୋଟେ Court karibe au police rakhibe then Constitution karibe , Amane ଜାତି ନାମରେ କଳଙ୍କ ସ୍ତ୍ରୁଷ୍ଟି କରୁଛନ୍ତି , Then ame kn Hindu Marriage act ୧୯୫୫ re kn manuchhe new rule anu Jati marriage act ___ sale sabu ଜାତି କୁ ଗୋଟlକୁ ଖାଲି ମାଡ଼ ଦରକାର
This nonsense is going on in many villages in Odisha. Sad. 🙏
Sambidhan mani chalilaloka jatita choota pua bohunkudhari chala nije ta sikhita loka
Sir, please take shelter of law.Police should take action against aghharia society
Pagolo lokonku kn kuha jibo..kn boycott...kiye tame au kahaku boycott koribo...Kiye adhikar dela..kou court re faisala hela... ସାମାଜିକ ବାସନ୍ଦ ପରି rule କିଛି ନାହିଁ । ଲାଜ ଲାଗିବା କଥା ଏଇ ଦୁନିଆ ରେ ବି emiti ପାଗଳ ଲୋକମାନେ ଶୁଣିଲେ ବହୁତ୍ ହି ଲାଜ ଲାଗେ ।
Bhubaneswar palei asantu , ethi jati dharma kichi nahi.
Jay Agharia
Right
4:55 #Soldier 🪖
Ok karichhan,
No 1 society
Maobadi mane ye news nischita dekhiba uchit ...😂😂😂😂😂....
Prapasar Is Wright Decision Bata Good Grambace Rang Decision Samajko Dhack Jay Jagannath
Swadhinata ra au kete din pare desa bataku asiba
Sir apana nyayara asraya niyantu. Ati ghrunya busaya.
Pua ku sikh ei leni
Pua kichhi b bhul karini..
Pua kichhi bhul karini.Nije aga sikhi samaj re kemiti chalanti murkha gobar budhhi .
21 century
2-3 nta puo khu jnama khara setipai
All santani hindu are one
Amar cast re bi enta hesi paisa magsan aau kukda chheli magsan dele jaka misamu balsan
Ama gramare Mora kichhi chhodiparileni
Aama sarakar puruna niyam Ku kichi Chang kariba darkar
Sabu ade jati pratha chhaliche
Sir
Sir😂😂😂😂😂😂❤❤❤❤🎉🎉🎉🎉
Angya k gute request kana chinta karuchan henta samaj nu durei rahikari chali hebar kichi asubidha nai na,
Apana byasta huantuni...samaya sabu thik kariba
ପ୍ରଫେସର ସାର ଆପଣ ଟ କମ୍ୟୁନିଟି କୁ କୁ ପ୍ରଥା ଭାବୁଛନ୍ତି , ତେବେ ସେହି କମ୍ୟୁନିଟି ରେ ଚାଲିବାକୁ କାହିଁକି ଆଇନୀର ଆଶ୍ରୟ ନେଇଛନ୍ତି l ଅନ୍ୟ ଏକ କମ୍ୟୁନିଟି ରେ ଚଳିଲେ ଆପଣଙ୍କର କଣ ଅସୁବିଧା ହେବ l ଆପଣ ଦେଖେଇପାରନ୍ତେ ଏହା କୃପଥା ଦେଖ ମତେ କେମିତି ଅନ୍ୟ ଏକ କମ୍ୟୁନିଟି ଚଳେଇଲେ l ତାହେଲେ ଆପଣଙ୍କୁ ଦେଖି ଅନ୍ୟମାନେ ବା ଆପଣଙ୍କ କମ୍ୟୁନିଟି କିଛି ଶିଖନ୍ତେ
ଯେଉଁ କମ୍ୟୁନିଟି ଆପଣଙ୍କୁ ଚଳୋଉନି ଆପଣ ଜଣେ ଶିକ୍ଷିତ ଲୋକ ପୁଣି ସେହି କମ୍ୟୁନିଟି ରେ ଚାଲିବା ପାଇଁ ଆଇନର ଆଶୟ ନେଉଛନ୍ତି l ଏଥିରୁ ଜଣାପଡୁଛି ଆପଣଙ୍କ ସାହସ ନାହିଁ l
ଭାବନ୍ତୁ ତ ସାର ଆପଣଙ୍କ ବୋହୁ ଯଦି ମୁନ୍ସିପାଲଟି ରେ ଝାଡୁ ମାରୁଥାନ୍ତେ ଆପଣଙ୍କ ପୁଅ ତାଙ୍କୁ ବିବାହ ପାଇଁ ଚଏସ କରିଥାନ୍ତେ ଆପଣ ଆଜି ଏତେ ସାହସରେ ଆଇନର ଆଶ୍ରୟ ନେଇଥାନ୍ତେ ତେଣୁ ସାର ଆପଣଙ୍କ କମ୍ୟୁନିଟି ଛାଡି ଯେଉଁ କମ୍ୟୁନିଟି ଆପଣଙ୍କୁ ସାଦରେ ଗ୍ରହଣ କରିବ ସେହି କମ୍ୟୁନିଟି ରେ ଚଳିଯାନ୍ତୁ କାହିଁକି ଅଯଥା ମାନସିକ ଚାପ ପାଉଛନ୍ତି
Jou jati samajare patha padhi prof.principal samman paichhanti aji sehi samaj against re case karuchhanti ki sishikita apana?
Bahuta
Lajya..Katha.....Akana...Samaj.Ra...Niti....Chhi.chhi
.....Apari...Niama..BadaLaidia......NACHET....DANDANIA...APARA DHA...
Hindu. Muslim
. Kahi ki. Achi. Taku. Samku. Hindu. Kara. Kota. Utha. Tapare. Saman. Hema
ଜାତି ହଟିବ ତ କୋଟା ହଟିବ
Sarakar karjyanjsta heba drkr
Kan pain Dakibe
Eka rahiba bhal jati ku pratha ku praseya dia nahi bhagbwa achhan
Bapa Maa nka kan vul tanku kain punishment daucha.
Samaj k enta katha sikhabar katha j aji kali dunia re samaj k dekhuchhan j aji kali dunia re khusi re rahebar bad katha au jadi khusi re hale e samaj sahi nai pare plzz sir moove on i agaist with samaj
ଯୋଶୀ sir I salute you ବହୁତ ଦିନ ପରେ ଦେଖାଦେଲେ ।
Marathi jhia kichhi kharap naii...se bi ta hindu
Ama gan re bi semiti
Actually se gaan loka guda ka murkha aau madua ye sir professor thibaku hinsa karuchanti hinsa re mari jau chanti 😂😂😂😂😂😂😂😂😂😂😂😂😂😂😂😂😂😂😂
Marathi vala aka rohanta khosi
ଅନ୍ଧାରି ମୂଳକ ରେ ଅନ୍ଧାରି ଶାସନ ଓ ପ୍ରଥା।କଙ୍ଗାରୁ କୋର୍ଟ, ଯେଉଁ ମାନେ ଏଭଳି କାମରେ କରିଛନ୍ତି ସେମାନେ ଭାରତ ର ସମ୍ବିଧାନର ବିରୁଦ୍ଧାଚରଣ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ଯିବା ଦରକାର, ସେମାନଙ୍କୁ ସମସ୍ତ ସରକାରି ସୁବିଧା ସୁଯୋଗରୁ ବଞ୍ଚିତ କରିବା ଦରକାର, ଯଥା ବିଦ୍ୟୁତ ସଂଯୋଗ,ଜଳ ଯୋଗାଣ, ସରକାରୀ ଗମନାଗମନ, ପେନସନ, ଡାକ୍ତର ଖାନା, ଏଭଳି ସମସ୍ତ ସୁଯୋଗରୁ ବଞ୍ଚିତ କରାଯିବା ଦରକାର, ସେମାନେ ସମସ୍ତେ ଦେଶଦ୍ରୋହୀ,ଦେଶ ଦ୍ରୋହ ର ମକଦ୍ଦମା ସେମାନଙ୍କ ବିରୁଦ୍ଧରେ ଲଗାଇବାର ଦରକାର।
ଠିକ୍ଅଛେ ତୁମର କଥା ଠିକ୍ ।ଅଲଗା ଜାତିରେ ଵିହା ହେଲେ ଚାଲବା ତ । ଏ ପ୍ରଫେସର ଜଣକ ହିନ୍ଦୁ ଆପଣ ବି ହିନ୍ଦୁ ।ଭାରତୀୟ ଦଣ୍ଡ ବିଧି ସରକାରୀ ଆଇନ କଥା ଲେଖିଛନ । ତେବେ ଭାରତୀୟ ନାରୀ ମୁସଲମାନ ଧର୍ମି କୁ ତୁମର ପୁଅ ହିନ୍ଦୁ ଧର୍ମର ବୀହା ହେଲେ ଚଲବା କାଇଁ । ତ ହିନ୍ଦୁ ହିନ୍ଦୁ ଭିତରେ କୁଲ୍ ତା ଜାତିର ପୁ ଆର୍ ghasi ଜାତିର ଝି ବି ହା ହେଲେ ଚଳବ କାଇଁ ।ଠିକ୍ ଅଛେ ତୁମେ ଜଗନ୍ନାଥ ସଂସ୍କୃତି ପରମ୍ପରା କୁ ସମ୍ମାନ ଦେଉଚ୍ଚ ତ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ଭିତରକୁ ଯେତେବେଳେ ଅଲଗା ଧର୍ମ ର ଲୋକ pasijauchi ତାକୁ କାହିଁକି ବାରାନ କରା ଯାଉଛି। ଘାସ୍ଇ ସାହି ଆର୍ ଭଦର୍ ଲୋକ ସାହି ଅଲଗା ଅଲଗା ହେଉଚି।pathan ସାହି ଅଲଗା ମୁଚି ସାହି ଅଲଗା ହେଉଚି ।ଘଷି ବ୍ରାହ୍ମଣ ସମସ୍ତେ ମିଶିକି ରହିବା କଥା etake କାଇଁ ବରନ୍ ରଖିଛ । ଇ ଟା ଆଗ ମିସ ହିନ୍ଦୁ ଅକ୍ଟ ଆଇନ ପରିବର୍ତ୍ତନ କର ସମସ୍ତେ ଗାଈ କୁକୁର ଶିକାର ଖା ଅ ତାର ପରେ ଇ ଭାଷା ଲେଖିବ ।ହଁ ଜୀବିତ ଲୋକ ପାଇଁ କେହି ମୁଣ୍ଡନ ନ ହେଉ ଲେକିନ ସେ ଝିଅ ର ଧର୍ମ ସଂସ୍କୃତି ପରମ୍ପରା ତଦନ୍ତ କରାଯାଉ ଛୁଆଁ ଅଛୁଆଁ ଦେଖାଯାଉ ତା ପରେ ନିଷ୍ପତ୍ତି ନେଲେ ଭଲ ।ମୋର ପ୍ରିୟ ହିନ୍ଦୁ ଭାଇ ଭୌଣି ମାନେ ଏହାର ମନ୍ତବ୍ୟ ଦେବେ ।ଭୁଲ ଥିଲେ ଖୟମା କରିବେ ।
Basudhaiba kutumbakam Khali lekhahoi chhe jatipratha dura hele intercaste marriage grahaniya heba
Ye sala pashu bichar,jibanta pua ku landa hua,ye bilkul bhul,,,
joumane dakunahanti semane manisha nuhanti....apana bahut bhala loka...semane murkha
A samjara lokamane keu yuga re basabas karuchanti
Kete kete jatire baha heuchanti 😢
Chhai bi madani
Ebe b chalichhi kangaroo court,faltu ethiru Jana paduchhi dhan kuta sarag k gale b dhan kutba
Agheia samaj wale kaen jati ho
SC nuhese
Tahele maghia chitihi kmt asila,akasa ru,Tu maghia asala,aghoria samaj,Maghia samaj..
Sala samaj sambidhan upare samaj ki sir kes karantu
ଜାତିପ୍ରଥା ରହିବା ନିହାତି ଦରକାର ପୁର୍ବ ପୁରୁଷ ରୁ ରହିଆସିଛି କିନ୍ତୁ ଜୁଗ ଏବଂ ସମାଜ ବହୁତ ବଦଳି ଯାଇଛି ଆହୁରି ମଧ୍ଯ ବଦଳି ବ ଖାଇବା, ପିନ୍ଧିବା, ଚାଲିଚରଣ, କଥାବାର୍ତ୍ତା, ପରିବେଶ ପୁର୍ବ ଅପେକ୍ଷା ବହୁତ ବଦଳି ଯାଇଛି ଯେଦି ପୁଅ ଭୁଲ୍ କରିଲା ତାହାଲେ ପରିବାର କାହିଁକି ଦୋଷୀ ହେବେ ତେବେ ଆପସ ରେ ବୁଝାମଣା କରି ସମସ୍ତେ ଖୁସିରେ ରହିବା ଉଚିତ୍ ଭଲମନ୍ଦ ରେ ଡକାଡକି ହୁଅନ୍ତୁ କିଏ ଖାଇବ କି ନ ଖାଇବ ନିଜ ଉପରେ ନିର୍ଭର ତେଣୁ ଶିଘ୍ର ସମାଧାନ କରାଯାଉ
Hnn eta b gute samadhan
ଜାତିପ୍ରଥା ଦ୍ୱାରା କେତେ ଲୋକ ମରିଛନ୍ତି ଜାଣିନ କି?
Semane kana tumaku basand karuchanti tume tanku basand karidia.Emiti murkha sahi padisa bandhu ghar darkar nahin.
Jete bele tama pua jhio emiti karibe tebe janiba
Agharia mane ta chhamar tame kana jati, chua, chhue barichha
Ama gaon re madhe ei ku pratha prachlita....
Na sir aapana eka chalantu kichhi asubidha nai chhi chhi emiti samaj darkar nai
Chiii re Manisha......
Corona bele e jati kuade jaithila....
E ki katha se ta echa jouthi baha hela, emti b e relative na rahiba bhala khali bahaghara sudhighara re paisa neba chada au kichi kama nai yankara