Dipu bhai satare dil jiti nela bht sundar katha kahila ...ja prakuti jaha se seiA KRIBA bhai..manisha prakuti male tute katha te jou bigyan bykati kahichanti akshya re akshya re sata...❤️❤️❤️
ଭାଇ ବହୁତ୍ proud feel ହଉଛି ଆମ ଆଦିବାସୀ ଭାଇ ବାହାର contry ରେ ଥିବା ଆଦିବାସୀ ଲୋକ ଙ୍କ culture କୁ show କରୁଛନ୍ତି।। ଭାଇ ମୁଁ ବି ଜଣେ ଆଦିବାସୀ i am big fan of you! from Bhubaneswar..❤
Laba video bahut Vala lagila. Tribal lokanka culture bisayare Jani khusi lagila.Bahut kassa karuchha.Take care your self Lord Jagannath bless you .Love from Bhubaneswar
ଲବ ଭାଇଙ୍କର ବହୁତ ଭିଡିଓ ଅଛି Already se bahut country ବୁଲି ସାରିଛନ୍ତି ,ବହୁତ ଭଲ ଭଲ place ଆମ ପାଇଁ press କରିସାରିଛନ୍ତି Fast time odia channel re vidio kale,agaru santali ଆଉ ହିନ୍ଦୀ ରେ କରୁଥିଲେ
Salmabt bhauni kahaku bujhieba drkr nai prakuti naib mochyate katha te sata.. kri ta paribeni atki kie au jie kruchi taku Shai paribeni kichi odia loka ra e prakuti..ignore Maro..😊😊😊😊
All your videos are excellent brother. With little English you are travelling different countries meeting diferent people and situation. You have proved that you can manage. That's great 👍
I like , love , appreciate your video and I want to encourage and influence for creating more and more videos .. remember don't worry for speaking more fluently in English . I salute to your enthusiasm , may lord Jagannath Mahaprabhu bless you . Jai Utkal Janani . Jai Bharat 🇮🇳🙏🇮🇳
Eng bohut bholo kohucho bhai aati kire hin Sara country buliki aso amo pai proud ro kotha amo India in odisha mayurbhanj ro pila Sara deso buliki dekhauchi
Bhai jahara poduchi podu Sethi re kn achi , I am from Cuttack. Au mu Nija ku Bramhan kahiba agaru Odia kahiba pasand kare. Ame aythi gote Patra re sabu misi kii khau bhai. Nija chinta dhara badalantu duniya badaluchi. Samasta nka gotie Garba Odia.
Bhai a video dekhi mana ku bahut kichi sekhibaku miluchi.jagannath nka ashirbad achi tame bahut agaku jeba.bhai tama video dekhibaku mu bahut utkantha purna thai.
ଆମେ ଓଡ଼ିଆ ଭାରି ବଢିଆ,ମାଡ଼ି ଚାଲ, ଜୟ ଜଗନ୍ନାଥ।। ଓଡ଼ିଆ ପିଲା ଆମେ , ଜଉଠି ଯିବା ନାମ କରିବା।
Jay Jagannath
@@ashiskumargochhayat7764😊😊😊
Right
Bahut acha bat kahi apne ❤
Aare Bhai tui kahi jauna 😂😂
ଯାହା ହେଉ ଓଡିଶାର ପିଲା ହୋଇ ଆଫ୍ରିକା ର ଦୃଶ୍ୟ ଦେଖାଇଥିବାରୁ ମୋ ତରଫରୁ ଧନ୍ଯବାଦ
❤
ଏଇଠି ବି ପୁରୁଣା ଆଦିବାସୀ ଲୋକ ମାନେ ବି ଏତେ ହାଇଟ୍ ଥିଲେ ହେଲେ ଆଜିକାଲି ର ଲୋକମାନେ ମଡର୍ନ ସମୟ କାରଣରୁ ଏଡା ବେଡା ଗେଡା ହେଇଗଲେ। ମୁଁ ବି ମୋର ଜେଜେ ବାପା ପରି ହାଇଟ ହେବାକୁ ଚାହୁଥିଲି।
Bahut khushi laguchi Tama video dakhi bhai....best vlogger laba bhai❤
ଭାଇ ଭାଷାକୁ ଗୁଳି ମାର ତମ ଯୋଗୁଁ ଆମେ ଦୁନିଆ ଦେଖି ପାରୁଛୁ! ତମ ଯୋଗୁଁ ଆମେ ଓଡିଶାବାସୀ ଗର୍ବିତ!
Right
Right right
ଦୁନିଆର ସବୁ ଆଦୀବାସୀ ସରଳ ହୃଦୟି, ମୁଁ ଆଦିବାସୀ ହୋଇ ଥିବାରୁ ଗର୍ବ ଅନୁଭବ କରେ । ଜୟ ଆଦିବାସୀ ।❤️❤️❤️
Love 💕 you Bhai. ଭାଇ ଆପଣଙ୍କ ପାଇଁ ସାରା ଓଡିଶା ବାସି ଗର୍ବିତ ଯାହା କି ଆପଣ ମନରେ ଭୟ କିଛି ନ ରଖି ସାରା ଦୁନିଆକୁ ଦେଖାଉଚ୍ନ୍ତି ସାରା ଦୁନିଆରେ କେମିତି ଲୋକ ରହୁଛନ୍ତି ,ଆଉ ତାଙ୍କର ଚାଲି ଚଳନି ଆଉ ବେଶଭୂଷା ଖାଦ୍ୟ ପେୟ କିପରି । ଏଇ ସବୁ ଆମେ ଆପଣଙ୍କ ପାଇଁ ଘରେ ବସିକି ଦେଖୁଚୁ ଧନ୍ୟବାଦ୍ ଭାଇ।ଆମେ ଆପଣଙ୍କ ପାଇଁ ଗର୍ବିତ ବନ୍ଦେଉତ୍କଳ ଜନନୀ, ବନ୍ଦେ ମାତରଂ।
ଚୋଖା କଥା ଖଣ୍ଡେ କହିଲ ମଣି
ହଉ ସେ ନିଉନ ହେଉସେ ନିକୃଷ୍ଟ
ଆମ ମାତୃ ଭାଷା ଆମ ପାଇଁ ଶ୍ରେଷ୍ଠ
🙏ଜୟ ଜଗନ୍ନାଥ 🙏
ଭାଇ ଆପଣଙ୍କ ଠାରୁ କିଛି ସିଛିବ ଦରକାର ଯେଉଁ ମାନେ ମାତୃଭାଷାକୁ ଛାଡ଼ି ହିନ୍ଦୀ ଇଂଲିଶ କହିବାକୁ ଗର୍ବ ଅନୁଭବ କରନ୍ତି ସେମାନେ ଶିଖିବା ଦରକାର🙏
ଆପଣଙ୍କୁ ବହୁତ ବହୁତ ସାଧୁବାଦ୍
🙏🌹ଜୟ ଜଗନ୍ନାଥ 🌹🙏
ଆପଣ ଠିକ କହିଛନ୍ତି 👍🏻🇮🇳
Nice line bhai
👍👍👍👍
Right 👍
Thik
ଯେତିକି english ଜାଣିଛ ବହୁତ ଭଲ , ସେତିକିରେ ତ ତମେ ସବୁଆଡେ ବୁଲି ଆସୁଛ , ତମ ସାହସ କୁ ମାନିବାକୁ ପଡିବ.ଚଳିବା ପାଇଁ minimum/just language clarification ଯଥେଷ୍ଟ.ମୋର କେତେଜଣ ଆଦିବାସୀ ସାଙ୍ଗ ଅଛନ୍ତି ସେମାନେ ବହୁତ intelligent,ସେମାନଙ୍କର heart ବହୁତ pure ସେମାନେ ଛନ୍ଦ କପଟ ଜାଣନ୍ତିନି. ଆଦିବାସୀ ପିଲା english language କୁ fast capture କରନ୍ତି କାରଣ ହେଉଛି ସେମାନଙ୍କ language.କିଛି ଲୋକ ଦୋଷ କାଢିବାରେ ମାଷ୍ଟର. କଥାରେ ଅଛି
ଅତି ପାଣ୍ଡିତରେ ବାଇ ତାକୁ ମୂର୍ଖ ବି ପଚାରେ ନାହିଁ.
Satari bhai kahi cha like
Right bro 👍
Sir nomosker apon ku koukou jaga ty jai jagarnath🙏
Right
Dipu bhai satare dil jiti nela bht sundar katha kahila ...ja prakuti jaha se seiA KRIBA bhai..manisha prakuti male tute katha te jou bigyan bykati kahichanti akshya re akshya re sata...❤️❤️❤️
ଓଡ଼ିଆ ପିଲା ଓଡ଼ିଆ ଭାଷା ପାଇଁ ଲାଇକ କର।। ବନ୍ଦେ ଉତ୍କଳ ଜନନୀ।।
U are great sir very nice jaya Jagannath supar👍👌👌👌🙏🏼🙏🏼🙏🏼
ଧନ୍ୟବାଦ ସାନ ଭାଇ.... ଓଡିଶାର ମୟୁରଭଞ୍ଜରୁ ଯାଇ ଆଫ୍ରିକା ମହାଦେଶ ରେ କାମ କରିବା କିଛି ସହଜ କଥା ନୁହେଁ.. ଜନଜାତି ମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ପର୍ବ ପର୍ବାଣୀ ଉପରେ ଆଲୋଚନା କରନ୍ତୁ.. ଶୁଭେଚ୍ଛା
👍❤️💚🧡
ଖୋଲା ହୃଦୟ ଖୋଲା କଥାବାର୍ତ୍ତା ଭାରି ମନ ଛୁଆଁ ଭାଇ । ଆଗେଇ ଚାଲ ଜୟ ଜଗନ୍ନାଥ 🙏
ଭାଇ ବହୁତ୍ proud feel ହଉଛି ଆମ ଆଦିବାସୀ ଭାଇ ବାହାର contry ରେ ଥିବା ଆଦିବାସୀ ଲୋକ ଙ୍କ culture କୁ show କରୁଛନ୍ତି।। ଭାଇ ମୁଁ ବି ଜଣେ ଆଦିବାସୀ i am big fan of you! from Bhubaneswar..❤
Bhai Tama mobile no..
Finally ଶାଗ ପଖାଳ ଖିଆ vlog ରୁ ଛୁଟି ମିଳିଲା ଏବେ କିଛି ନୂଆ ଦେଖିବାର ସମୟ 😍ଧନ୍ୟବାଦ ଭାଇ ଏମିତିକା ଭିଡ଼ିଓ ଆମକୁ ଦେଖାଉଥିବାରୁ 😊🙏👌
Laba video bahut Vala lagila.
Tribal lokanka culture bisayare Jani khusi lagila.Bahut kassa karuchha.Take care your self
Lord Jagannath bless you
.Love from Bhubaneswar
ବହୁତ୍ ବହୁତ୍ ଧନ୍ଯବାଦ୍ ଭାଇ ଆପଣ India ବାହାରେ ତାଇକରି,ମଧ୍ଯ ଆମକୁ ବହୁତ୍ ବଲ ବଲ ଭିଡିଓ ଦେକେଇପାରୁଚ ସେତିକିରେ ଆମେ ବହୁତ୍ କୁସି ମୁ଼ଏକା ନୁହେ ଆମେ ସମସ୍ତେ ଓଡି଼ଆ ଭ଼଼ାଇ ଓ ଭଉଣି ମାନେ ସମସ୍ତେ କୁସି
ବହୁତ ଭଲ ଲାଗୁଚି ଭାଇ ଆଗକୁ ଆହୁରି ଟିକେ ଭଲ ଭଲ place ରେ pictore ଦେଖାଅ ଯେମିତି ଆପଣ କିଛି ବି ଅସୁବିଧା ହେଉନି ଭଗବାନ ମା ତାରିଣୀ ଆପଣଙ୍କ ପାଖରେ ସବୁବେଳେ ଥାନ୍ତୁ (ଜିତୁ )
ଲବ ଭାଇଙ୍କର ବହୁତ ଭିଡିଓ ଅଛି
Already se bahut country ବୁଲି ସାରିଛନ୍ତି ,ବହୁତ ଭଲ ଭଲ place ଆମ ପାଇଁ press କରିସାରିଛନ୍ତି
Fast time odia channel re vidio kale,agaru santali ଆଉ ହିନ୍ଦୀ ରେ କରୁଥିଲେ
ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା ।😇
Kabi ...Gangadhar Meher nko Bani 👍
ବହି ରେ ଲେଖା ଅଛି ପରା
"ଉଚ୍ଚ ହେବାପାଇଁ କର ଯେବେ ଆଶା
ଉଚ୍ଚ କର ଆଗେ ନିଜ ମାତୃଭାଷା"।
Englis no ଆସିଲା ତ କଣ ହେଲା 😢 ନିଜ ମାତୃଭଷା ତ ଆସୁଛି ।
Heart touching comments
👍
The word of gangadhar meher
Right
ମୁଁ ନବରଙ୍ଗପୁରିଆ ଆଉ ତମେ ତ ମୟୂରଭଞ୍ଜିଆ ।।ବହୁତ ବହୁତ ଧନ୍ଯବାଦ ଲବ ଭାଈ ❤
Bhai bahut sundar laguchhe vdo god bless you
ଵନ୍ଦେ ଉତ୍କଳ ଜନନୀ 🙏
ଭାଇ କହିବା ଲୋକ ତ ଦୁନିଆରେ ବହୁତ ଅଛନ୍ତି କିନ୍ତୁ ଆମକୁ ଆଗକୁ ବଢିବାର ଅଛି 👍👍ଯୋଉମାନେ କହୁଛନ୍ତି English ଆସୁନି ବୋଲି ସେମାନଙ୍କ ମଧ୍ୟରୁ କେତେ ଜଣ ଯାଇ ଭାରତ ବାହାରେ ନିଜର tradition ku show କରୁଛନ୍ତି.. ତେଣୁକରି ଜୟ ଜଗନ୍ନାଥ 🙏ଆମେ ଓଡ଼ିଆ ଆମ ଭାଷା ସବୁଠୁ ବଢିଆ... Ok... 👍👍ମାଡିଚାଲ ଭାଇ 🙏
ଆମୋ ଲବ ଭାଇ ହଉଚି ଜଣେ ସାନ୍ତାଳୀ ଆଦିବାସୀ ✊ ସେ ଓଡ଼ିଶାରୁ ମୟୂରଭଞ୍ଜ ମାଟିରୁ ଜନ୍ମ ଗ୍ରହଣ କରିଛି ବଲି ସେ ଓଡ଼ିଶା ଦର୍ଶକ ମାନଙ୍କୁ ଭୁଲିବ କେମିତି 💞 1️⃣ସାନ୍ତାଳୀ 2️⃣ହିନ୍ଦୀ 3️⃣ଓଡ଼ିଆ ତିନିଟି ଭାଷାରେ ଭିଡିଓ 📷 ବନେଇବା ସହଜ କଥା ନୁହେଁ ❤️🩹 ତା ପରିଶ୍ରମ କୁ ଦେଖ ଭାଷା କୁ ନୁହେଁ ,, ଯାହା ଜାହାହେଲେବିତ ସେ ଆମକୁ ବୁଝେଇ ପାରୁଚି ଦେଖେଇ ପାରୁଚି ସେତିକି ଯଥେଷ୍ଟୋ 🥇 ଯିଏ ଯଦି ବହୁତ୍ ଭାଷା ଜାଣିଚ କରିକି ଦେଖାଅ 😊 ତା ମାତୃ ଭାଷା ତ ଠିକ୍ କହୁଚି 😮 ସିଏ ଯେତିକି ଜାଣିଚି ଭାଷା ସେତିକିରେ ଅନ୍ୟ ଦେଶରେ ବୁଲିପାରୁଚି ସେତିକି ଯଥେଷ୍ଟ 😐 କେତେ ଓଡିଆ ଅଛ ସାନ୍ତାଳୀ କହିକି ଦେଖାଅ 🤷🤓
Right 👍
Salmabt bhauni kahaku bujhieba drkr nai prakuti naib mochyate katha te sata.. kri ta paribeni atki kie au jie kruchi taku Shai paribeni kichi odia loka ra e prakuti..ignore Maro..😊😊😊😊
Write bhai
Nice comment 💝
U R thinking is very good sir
Bhala laguch.odisaru jaiki bahara desara dunia bisayare banao chanti .❤❤❤
Bahut bhala karuchha, documentary film ra abhas asuchhi 📷💕💕
ଭାଇ ଇଂରାଜୀ ଭାଷା ଠିକ ଅଛି ତୁମେ ତାଙ୍କୁ ବୁଝାଇ ପାରୁଛ ତା ଠୁ ବଡ଼ କଥା କଣ ଅଛି 👍👍👍
ବହୁତ ଭଲ ଲାଗିଲା, ଆଫ୍ରିକା ର କିଛି ସଭ୍ୟତା ଓ ସଂସ୍କୃତି ବିଷୟରେ ସ୍ଵରାଷ୍ଟ୍ର ରେ ସମସ୍ତ ଙ୍କ ଅବଗତି ନିମନ୍ତେ ଆପଣଙ୍କ ପ୍ରୟାସ,, ପ୍ରଶଂସନୀୟ, 🌹
ଆମେ ଓଡ଼ିଆ ସବାଠୁ ବଢ଼ିଆ 🎉 ଜୟ ଜଗନ୍ନାଥ 🎉🎉❤❤
Bhai Besi Sundar Dekha jaucha
Madichala.bhai
You explained everything as that requires , good job done ✅ keep up the good work , be safe
Subham bhai
MO BHAI SUBHAM BHAI
❤❤ ସେ ପୋକର ନାଁ ହେଲା ଉଇ ଓ ତା ବସାର ନାଁ ହେଲା ଉଇହୁଙ୍କା। ଇଂରାଜୀ ତ ଏତେ ବାଟରେ ପାଇଲଣି ଆଉ କଣ ଦରକାର । କିଏ କହିଲା ଇଂରାଜୀ ଜଣାନାହିଁ ଲକ୍ଷ୍ୟସ୍ଥଳ ରେ ପହଞ୍ଚିବାକୁ ହେଲେ ଭାଇ tallent ଦରକାର ଚାଲାକ୍ ହେଇଥିବା ଦରକାର। ଗୋଟିଏ ଗୋଟିଏ ଲୋକ ଅଛନ୍ତି ସେ ଦୁନିଆରେ କିଛି ବି କରିପାରିବେନି ଖାଲି ଘରେ ବସି ପଣ୍ଡିତ ଗିରି କମେଣ୍ଟ ଲେଖିବେ ସତେକି ଇଂରାଜୀ ଜାଣିକି ସବୁ ନେଉଟେଇ ପକେଇଛନ୍ତି। ଭାଇ କିଛି ଶୁଣନି ମାଡ଼ିଚାଲ । ସବୁ ବଢିଆ ହେଉଛି❤❤❤❤
English ଗୋଟେ language . english ନ କହିଲେ ବି କିଛି tension ନାହିଁ | ତୁମେ ଓଡ଼ିଆ language ରେ video କର . ଆମ୍ବେ ମାନେ ତୁମ ସାଥିରେ ଅଛି . ବନ୍ଦେ ଉତ୍କଳ ଜନନୀ . ଯିଏ ଓଡ଼ିଆ ଭାଷକୁ respect ଦେବା ଜାଣିନାହିଁ ସେ ଓଡ଼ିଆ ନୁହେଁ |
Thik kahichha bhai odia bhari badhia
Se pua jetiki English janichi 14/15 country's buli Lani,pua tir sahas manibaku padib
ᱥᱟᱱᱛᱟᱞᱤ
Bahut badhia laguchhe new ଷ୍ଟାଇଲ
Very nice laba Bhai good job
ବାବୁ ଲବ ତମର ହଜିଥିବା ମୋବାଇଲ୍ ଫୋନ ମିଳିଲା କି ନାହିଁ, VIDEO ରେ ନିଶ୍ଚିତ ଭାବରେ କହିବ,ଆମେ ବହୁତ ଚିନ୍ତା ରେ ଅଛୁ।
Satare 🥺
mate bi dukha laguchi😢😢😢
Being Mayurbhanjia,so proud of you 🎉❤,keep shining and rise,make Mayurbhanj, Odisha and India proud 👏👏
Thank you brother very nice
U like african
ବହୁତ ବଢିଆ ଭାଇ ଆପଣ ଓଡ଼ିଆ ହେଇକି ଆମ ଦେଶରୁ ଏତେ ଦୂର ଯାଇକି ସିଥିକର kalchar sut କରିକି ଦେଖୁଛ ଜୟ ଜଗନ୍ନାଥ 👌 ବହୁତ୍ ଭଲ କାମ କରୁଛ
ଭାଇ ଆମେ ଓଡ଼ିଆ ଆମେ ଗର୍ବ କରିବା ଆମ ଓଡ଼ିଆ ଭାଷା କହିବା ସବୁଠି. ବହୁତ ଭଲ video କରୁଛ ମାଡ଼ି ଚାଲ ଜୟ ଜଗନ୍ନାଥ.
ଲୋକମାନେ ବହୁତ କିଛି କହିବେ ସେ ସବୁ କିଛି ମନରେ ନ ଭାବି ଆଗକୁ ଆଗକୁ ନିଜ କାମରେ ମାଡି ଚାଲ.............👌
ଭାଇ ମୁ ସୁନ୍ଦରଗଡ଼ ଜିଲ୍ଲା ରୁ ,,,,ଆପଣଙ୍କ ଭିଡିଓ ଦେଖୀ ମୁ ଆଶ୍ଚର୍ଯ୍ୟ ,,,, ଆପଣଙ୍କ ମନୋବଳ ପ୍ରଶନଶନିୟ
Ebe like karle kana heba mor comment re gute like bhi ni kari he thirlagi bhal ni lagla
Bhai Dil khus Kari dela ..odisha ra garba mo bhai .love you bro go ahead 🎉
Aei bhai ku jou mane bhalo pao like it...... Odisha ra best TH-camr.... ❤❤
ଭାଇ ଜା ବି ହେଉ। ତୁମ କଥା ଶୁଣି ମତେ ବହୁତ ଭଲ ଲାଗିଲା ଶେଷ ଜଉ କହିଲ i love Rani ପଣ୍ଡା 😂😂😄ମଜା ଆସିଗଲା। ଆଫ୍ରିକା ଲୋକବି ରାଣୀ madam ku ଛାଡ଼ିଲେନି।। keep it..
So nice video
Our odisha proud of you lab bhai ...❤ Mu bht jldi tuma saha dekha karibi
Outstanding performance amazing video ❤❤🎉🎉❤🎉🎉
ବହୁତ୍ ସୁନ୍ଦର୍ ଭିଡିଓ ଭାଇ ❤🙏 ଭଗବାନଙ୍କୁ ଡାକୁଛି ତମେ ଆଗକୁ ଆହୁରି ଆହୁରି ଆଗକୁ ବଢ଼❤❤❤
Jay Jagannath jay odisha ଅତି ସୁନ୍ଦର
Bhai aapka sare video dekhta hun dil khush ho jata he❤️❤️🥳
ହେ ଭାଇ ! ଆପଣଙ୍କୁ ନମସ୍କାର କରୁ ଅଛି। ଆପଣ ଭାରତର ଆଉ ଓଡିଶାର ଯଶ ଗୌରବ ବଡାଉ ଛନ୍ତି। ଜୟ ଜଗନ୍ନାଥ।
ମୁଁ ଆଫ୍ରିକା ମହାଦେଶର ବିଭିନ୍ନ Tribe ବିଷୟରେ ବହିରେ ପଢିଥିଲି କିନ୍ତୁ ଆଜି ଆପଣଙ୍କ ପାଇଁ Tribe ମାନଙ୍କର ଶିକ୍ଷା, ବାସସ୍ଥାନ, ଚାଲିଚଳନ,ବେଶ ପୋଷାକ , କୃଷି, ଭାଷା ଇତ୍ୟାଦି ଜୀବନ୍ତ ରୂପେ ଦେଖି ପାରୁଛି । ମୁଁ ପିଲା ବେଳେ ଭାବୁଥିଲି ଏମିତି କେହି ଜଣେ ନାହିଁ, ଯିଏ ଆମକୁ ଦୁନିଆ ଦେଖାଇବ । ତାହା ଆଜି ଆପଣଙ୍କ ପାଇଁ ସମ୍ଭବ ହୋଇପାରୁଛି। ଆଜି ମୁଁ ହୃଦୟରୁ କହୁଛି ଦିନ ଆସିବ ଆପଣଙ୍କ ନାଁ ଇତିହାସ ପୃଷ୍ଠାରେ ଲେଖା ହେବ।ଲବ ଭାଇ ବହୁତ ବହୁତ ଧନ୍ୟବାଦ। ଶେଷରେ ଗୋଟିଏ ଧାଡ଼ି କହିବି " ଆପଣ ହସିଲେ ଆମେ ହସିବା, ଆପଣ କାନ୍ଦିଲେ ଆମେ କାନ୍ଦିବା" ।ଜୟ ଜଗନ୍ନାଥ 🙏। ବନ୍ଦେ ଉତ୍କଳଜନନୀ 🙏। ସଦାବେଳେ ଆପଣଙ୍କ ଯତ୍ନ ନେଉଥିବେ।🙏🙏🙏🙏🙏
All your videos are excellent brother. With little English you are travelling different countries meeting diferent people and situation. You have proved that you can manage. That's great 👍
ଜୟ ପ୍ରଭୁମାଆ ଲଷ୍ମୀଜଗନ୍ନାଥ🙏🙇🌺🇮🇳❤️
Arre Bhai English na janiki bi tuma Africa exploration chamatkar...
Honestly hats off to you 🌸
Lots of love from Mayurbhanj .. Proud to be a Mayurbhanjia...
Not Mayurbhanjia , tell him an Odia ....we all are proud of this great son of Odisha
ଆମେ ଗର୍ବିତ ଭାଈ କି ତମେ ଓଡ଼ିଆ ରେ ଭିଡିଓ ବନାଉଛ ଆଫ୍ରିକା ରେ ଯାଇକି ଯାଇ ଜଗ୍ନାଥ ଙ୍କ ଆଶୀର୍ବାଦ ସବୁବେବେଲ ରହୁ I love you brother 💗
Thank you Laba brother for your passion and hard work to make such a super video. Love from Bhubaneswar.
Bhai proud to be odia kahin kii na mayurbhanj ru gote pila Jai pura odisha raa naa bikhyat karuchi setiki bada katha re bhai.
THANK YOU BROTHER FOR YOUR FAITHFUL AND HARD WORK, MAY THE GOOD GOD BLESS YOU.
Love u bhai english na janiki ki ete travel karuchha mo pain aau mo odisha pain bahut garba ra Katha 👌👌👌
ଉଚ୍ଚ ହେବା ପାଇଁ କର । ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା
ଭାଇ ତମେ ଏମିତି ଆଗକୁ ଚାଲ ତମ ସାଥୀରେ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ତମ ଜୀବନ ଖୁସି ମୟ ହେଉ
ଇଂରାଜୀ ଗୋଟେ ବହୁତ ବଡ କଥାନୁହଁ । ନିଜ ମାତୃଭାଷା ଓଡିଆ ହିଁ ସର୍ବଶ୍ରେଷ୍ଠ । ଇଂରାଜୀ କେବଳ ମାଧ୍ଯମ ଭୂଲ ହେଲେ କିଛି ଭୂଲ ହେଲା କହିବା ବୋକାମି ।
ଜୟ ମା ଉତ୍କଳ 🚩
ମୋ ଭାଷା ଓଡିଆ ମୁଁ ଓଡିଆ
ଆମେ ବଢିଆ 🚩
ଜୟ ଜଗନ୍ନାଥ 🚩
ବହୁତ ବଡ଼ିଆ ଭାଇନା very very interesting video, jay jagannath 🙏🙏🙏👌🖐✌🇮🇳
ଭାଇ ତମ ପାଇଁ ଆମେ ବହୁତ କିଛି ଶିଖୁଚୁ and ଯାନୁଛୁ and i love u bhai
U doing great bhai..so pure no over acting...odisha lokanka simplicity apanaka vitare dekhibaku miluchi...emti ruhantu....keep going👍👌❤❤❤
Tame ama odisha ra garba love you Bhai
Thank u for ur journey. God bless u..
Jai jagannath bhai❤❤❤❤❤❤❤❤❤
Nice place
Being an odia proud of you. Keep making these types of videos from African countries, which make us uptodates on people of Africa.
You are a brave man, don't worry what other saying. I never seen odia youtuber in african continent.
ମାତୃ ଭାଷା ଯାହା ତୁଣ୍ଡେ ନାହିଁ ତାକୁ ମଣିଷ ରେ ଗଣତି ନାହିଁ।।
ଭାଇ ତମେ ଇଂରାଜୀ ନ କହି ପାରିଲେ କଣ ହେବ ସମସ୍ତଙ୍କୁ ଅତି ସରଳ ସୁନ୍ଦର ଭାବରେ ବୁଝେଇ ଦେଇ ପାରୁଛ । ତମର content ଆଉ vloging କରିବା ର ବହୁତ ଭିନ୍ନ ଅଟେ।।
ଦିଲସେ support ଭାଇ।।। ଜୟ ଜଗନ୍ନାଥ ⭕‼️⭕
Bahut khusi lage apananka vdo sabu dekhi au proud b feel hua
ଜୋହାର୍ ଦାଦା.. ଆଡ଼ି ନାପାୟ.. ଆଡି ବେଶ୍,
ମୁଁ ରାଇରଙ୍ଗପୁର(ମୟୁରଭଞ୍ଜ)ରୁ
We are proud of you Laba Bhai. Love your adventurous journey. Can I know how you came to this life?
Hm bhai se kahibe au kichi din pre..100K hele 😍😍
Love from bolangir❤ Bhai tumar vdo mane bahut bhala lage.... Carry-on 👍👍
Nice video । ଓଡ଼ିଶାର ଲୋକ ହେଇ ଆଫ୍ରିକା ଦେଶର ନୀତି ନିୟମ ବାବଦରେ ଦେଖାଉଛ, ବହୁତ ବହୁତ ଧନ୍ୟବାଦ ଭାଇ ମୋ ତରଫରୁ। ଜୟ ଜଗନ୍ନାଥ ମହାପ୍ରଭୁ ତୁମକୁ ଆଗକୁ ବଢ଼ିବାରେ ସହଯୋଗ କରନ୍ତୁ ।
Iam bhadrak district boy we are proud of you , my name is ommprakash☺💚💜❤❤👌👍💟💝💖💗✌👌
Video bahut badhia bhai
Best of luck 👍👍
Happy journey bhai 👍
Jai jagannath 🙏
Jai odisha
No 1 channel of odisha, and also very informative ❤❤❤❤❤❤❤❤....... Love u sir ❤
ଆମ ଓଡ଼ିଶା ର ଗୌରବ ଜୟ ଜଗନ୍ନାଥ 🙏🙏🙏
I like , love , appreciate your video and I want to encourage and influence for creating more and more videos .. remember don't worry for speaking more fluently in English . I salute to your enthusiasm , may lord Jagannath Mahaprabhu bless you . Jai Utkal Janani . Jai Bharat 🇮🇳🙏🇮🇳
Eng bohut bholo kohucho bhai aati kire hin Sara country buliki aso amo pai proud ro kotha amo India in odisha mayurbhanj ro pila Sara deso buliki dekhauchi
JAY JAGANNATH
ଭାଇ ମୟୁରଭଞ୍ଜ ର କଉ ଜାଗା କାରଣ ମୁଁ ବି ମୟୁରଭଞ୍ଜ ର. Killi Paul ଘର video ଜଲଦି upload କର
Love your content Boyhaa!! Nonka ge bes kami continue bin.. Seeing different cultures must be a beautiful experience..
Nice
Next level International Odia blog..❤ Outstanding God bless you 🙏bro Go Ahead💫 💯💚
Johar ge
ବହୁତ୍ ବଢିଆ ଲାଗିଲା
ବହୁତ୍ ସୁନ୍ଦର୍ ଭିଡିଓ ଭାଇ ❤
Kon kon maa baap Ko pyar korte ho 💜__________
ଆଦିବାସୀ ପିଲାମାନେ ଟିକେ କିଏ ଗୋଟେ ଉପରକୁ ଉଠିଗଲା ମାନେ କିଛି ଲୋକ ଙ୍କର ପୋଡା ଜଳା ଆରମ୍ଭ ହେଇଯିବ 😆😄😂 Luv ଭାଇ ଯେତିକି ବି language ଜାଣିଛି ସେତିକି ଯଥେଷ୍ଟ ❤frm କେନ୍ଦୁଝର
Right 👍
Nai Bhai emiti kiye kahila apanaku semiti kahin kii bhabucha . Ame sabu odisha loka auu sabu ekk.
Bhai jahara poduchi podu Sethi re kn achi , I am from Cuttack. Au mu Nija ku Bramhan kahiba agaru Odia kahiba pasand kare. Ame aythi gote Patra re sabu misi kii khau bhai. Nija chinta dhara badalantu duniya badaluchi. Samasta nka gotie Garba Odia.
@@madhabm.p59 perfect said bro👍
Dhanyabad bhai odisharu africa jai amo tribe lakanko sahita misi video bonautibaru❤❤❤
ଆପଣଙ୍କୁ ବହୁତ ଧନ୍ୟବାଦ ଭାଇ ଏହି ଦୃଶ୍ୟ ଦେଖାଇଥିବାରୁ ବେଷ୍ଟ ଭିଡିଓ ମୋ ଜୀବନରେ,, ଲବ ଭାଈ ❤
ମାଡି ଚାଲ ଭାଇ ଡରିବାର କିଛି ନାଇ
ଆମେ ମାନେ ତୁମ ସାଙ୍ଗରେ ଅଛୁ
କିନ୍ତୁ କିଲୀ ପୋଲ ପାଖକୁ ନିହାତି ଯିବ
ବାରିପଦାରୁ ତୁମ ସାନ ଭାଇ
Tribes people always forever innocent. ....❤❤❤
we feel proud to be an odia. don't worry ,madi chala
😊😮😮😮
ବହୁତ ବଢିଆ video.... ଧନ୍ୟବାଦ ଭାଇ.....
Bhai a video dekhi mana ku bahut kichi sekhibaku miluchi.jagannath nka ashirbad achi tame bahut agaku jeba.bhai tama video dekhibaku mu bahut utkantha purna thai.