During last seminar of Collectors and Administrative Officials CM had ordered to look after the goods and bad side of the works executed in their areas. They are the observer of the government, they're the eyes and ears of the government.The real development of the District depends on the Collector. He has the right to say.
Collector clearly expressed his feelings that he faced in kendrapara from public, Naveen Patnaik could not do during 2000 to 2024 like that Biju Patnaik had done during his time 1990 to 1995.
The Collector has given justified right things,.Our district Kendrapara. was not developed during last 24 years.Incase of Industry, Medical college, University were not established in Kendrapada . Up
ଜିଲ୍ଲାପାଳ ସମ୍ପୂର୍ଣ ଠିକ କହିଛନ୍ତି
ଜିଲ୍ଲାପାଳ ସତ ନୁହେଁ ଠିକ୍ କଥା କହୁଛନ୍ତି ।
ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର ଆଉ 24 ବର୍ଷ ର ଗର୍ବ ଅହଂକାର ଓଡିଶା କୁ ପୁରା ବରର୍ବାଦ କରିଦେଇ ସୋବୁ ସୀମା ଟପି ଯାଇଥିଲେ ଆଉ ସେଥିପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ମୂଳ ରୁ କାଟି ସଫା କରିଦେଲେ.. ଜୟ ଜଗନ୍ନାଥ 🙏🙏
ନେତା ମାନେ ତ ତାଙ୍କ ର ସ୍ୱାର୍ଥ ପାଇଁ ବେସ୍ତ. ସେ କଣ ବିକାଶ କରିବେ. ବିଜେଡି କାହିଁକି ରାଗି ଯାଉଛି. କିଛି ତ ନିଶ୍ଚିତ ଅଛି.
Haribol
Very interesting and true fact analysis.Thanks.
Glad you think so!
ବିଜେଡ଼ି ଟାଉଟର ଆମ ଗାଁ କୁ ଆସି ଦେଖ
ହେ କେନ୍ଦ୍ରାପଡ଼ା ବାସି ଟିକେ ସଚେତନ ହୁଅନ୍ତୁ, ଓଡିଶା ରାଜନୀତି ରେ କେନ୍ଦ୍ରାପଡ଼ା ର ଗାଲୁଆ ନେତା ମାନେ ହୋଇଗଲେ ଉର୍ନତି କିନ୍ତୁ କେନ୍ଦ୍ରାପଡ଼ା ହୋଇଗଲା ଅବନୀତି, ଗଛରେ ମହୁ ଝୁଲୁଛି ଦେଖିଲେ ଭୋଟର ତାକୁ ଖାଇଲେ ବିଜେଡି ର ସବୁନେତା, ଟିକେ ବୁଝି ଓ ଲୋକମାନଂକୁ ବୁଝାଅ,
Correct and right remarks
Collector sahab jindabad,
Bjd sasana keandrapada 24 barsa paini avisapa thila
ଡାଲି ଚୁରୁଣିର ବହୁତ ଭଲ ବିକାଶ ହୋଇଛି ସମସ୍ତେ ଦେଖୁଛନ୍ତି ତାଙ୍କର ଫୁଲୁକା ଦେଖା ଦେଇଛି ବୈପ୍ଲବିକ ପରିବର୍ତ୍ତନ ଘଟିଛି ଡାଲି ଗୁରୁଣିର ପାଣ୍ଡିଆନ୍ତ ପୁରା ହଳେଇ ମୂଳେଇ ବିକାଶ କରିଛିଡାଲି ଗୁରୁଣିର କେନ୍ଦ୍ରାପଡାର କିଛି ବିକାଶ ହୋଇନି ଆଖିକୁ ଦିଶୁନି ଜିଲାପାଳ ଠିକ୍ ଦେଖିଛନ୍ତି କହିଲେ ମଧ୍ୟ😮🎉❤😮🎉😮❤
Jay Maa Durgatinasini ❤❤❤
Kendrapara collector. Is a good. Person
ସତ କଥା କହିଲେ, ପ୍ରକୃତରେ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବିକାଶ ପ୍ରାୟ ତ ହୋଇନାହିଁ।ବଡ଼ବଡ଼ ମନ୍ତ୍ରୀ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ହେଇଛି ନେତା ମାନଙ୍କର।ଆଉ କିଛି ବିକାଶ ହୋଇଥାନ୍ତା ଯେବେଠୁ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଦାୟିତ୍ଵ ନେଲେ ସେବେଠାରୁ ବିକାଶ ବନ୍ଦ ହୋଇଯାଇଛି।
ମୋହନ ସରକାର କେବେ ଧରିବେ ଡାଲି ଚୋରଣି କୁ
During last seminar of Collectors and Administrative Officials CM had ordered to look after the goods and bad side of the works executed in their areas. They are the observer of the government, they're the eyes and ears of the government.The real development of the District depends on the Collector. He has the right to say.
ମନ୍ଦିରରେ କିଏ ?? ନା ମୁଁ କଦଳୀ ଖାଇନି, ଓଡିଶାର ଅଧୋଗତିର ଯିଏ ଦାୟୀ , ତାଙ୍କୁ ନିଶ୍ଚିତ ବାଧୁଛି , ପଚିଶ ବର୍ଷ ଶାସନର ସମୟ , କିଛି କମ ନୁହେଁ, ମନେ ରଖିବା ଉଚିତ ଯେ ସରକାରୀ କର୍ମଚାରୀ କୋୖଣସି ଦଳର ନୁହନ୍ତି, ଯାହାକୁ ବିଜେଡି ଦଳ ଅପବ୍ୟବହାର କରିଥିଲେ
Right talk.
ଜିଲ୍ଲାପାଳ ରାଜନେତା ଭାବେ କାମ କରୁଛନ୍ତି।
Excellent presentation
Dali Choruni Ku Hin Bikash Dushuchhi Dhik .
Pramila bahut gapuchhi.
Collector clearly expressed his feelings that he faced in kendrapara from public, Naveen Patnaik could not do during 2000 to 2024 like that Biju Patnaik had done during his time 1990 to 1995.
Ok.sir...
ବିଜେପି ଦୁର୍ନୀତିର ତଦନ୍ତ ହେବ କହି ୫ମାସ ବିତାଇ ଦେଲା, ଖୁଦ ପ୍ରଧାନମନ୍ତ୍ରୀ, ଗ୍ରୁହ ମନ୍ତ୍ରୀ ତଦନ୍ତ କହି ଠକିଲେ। କାହାକୁ ଲୋକେ ଭରସା କରିବେ।
It is very very important news for all thank you very much Shri Ratan Majhi Vice President District janajati surakha Manch Nabarangpur
dali chorani
Bjd odisha basinlka paini avisapa thila
Jilapal,Jadi,JillaraBikash,Samikhya,nokaranty,Netahin,sabukichhiTebe,Jillapal,Podabi kanpain,AchhiSala,chura,churuni,Neta,mantrynku,mada,darkar❤🎉😮😊
କେନ୍ଦ୍ରାପଡ଼ା ଜିଲ୍ଲା ର ଜିଲ୍ଲପାଳ ସମ୍ପୂର୍ଣ୍ଣ ଠିକ୍ କହିଛନ୍ତି। କେନ୍ଦ୍ରାପଡ଼ା ରେ ବିଜୁ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ ମନ୍ତ୍ରୀ ମଧ୍ୟ କେନ୍ଦ୍ରରେ ଥିଲେ କଣ ବିକାଶ କରିଥିଲେ। ରବି ରାୟ କଣ କରି ଥିଲେ ନବୀନ ପଟ୍ଟନାୟକଙ୍କ ସରକାର 24 ବର୍ଷ ଧରି ଶାସନ କରୁଥିଲେ କି ବିକାଶ କରିଛନ୍ତି। ଭାଗବତ ମହାନ୍ତି କଂଗ୍ରେସ ର କି ବିକାଶ କରିଛନ୍ତି। ଜିଲ୍ଳାର ପ୍ରମୁଖ କଲେଜ କେନ୍ଦ୍ରାପଡ଼ା କଲେଜ ପରା ସରକାରୀ ହୋଇପାରିଲା ନାହିଁ। ଶ୍ରୀକାନ୍ତ ଜେନା ବିଜୟ ମହାପାତ୍ର କି ବିକାଶ କରିଛନ୍ତି
ନିଜର ବିକାଶ କରିଛନ୍ତି
Collector of kendrapara go ahead kendrapara public behind you.
Atyanata sachhota o sahasi jillapala
Right sir jai shri ram
Aapananka avi vasana ku san manakanauachhi
Kendrapara collector is given a real best views.
Collector has said correct thing
ବହୁତ ଦିନ ପରେ ଜଣେ ସ୍ପଷ୍ଟବାଦୀ ପ୍ରଶାସକଙ୍କୁ ଦେଖିବାକୁ ମିଳିଲା l ନବୀନ ବାବୁଙ୍କ ପାଖରେ ପାଣ୍ଡିଆନ ପରିବର୍ତ୍ତେ ଯଦି ଏହିଭଳି ଜଣେ ସ୍ପଷ୍ଟବାଦୀ ପ୍ରଶାସକ ଥାନ୍ତେ, ସେଥିରେ ନବୀନ ବାବୁଙ୍କ ଉପରେ କିଛିଟା ଭଲ ପ୍ରଭାବ ପଡିଥାନ୍ତା l କିନ୍ତୁ ଦୁଃଖର କଥା ନବୀନ ବାବୁ ଯେହେତୁ ଚାଟୁକାର ମାନଙ୍କଦ୍ୱାରା କବଳିତ ଥିଲେ, ସିଏ ମିଥ୍ୟା କୁ ସତ୍ୟ ବୋଲି ଦାବି କରି ଆସୁଛନ୍ତି l
Kendrapara district still lagging behind from other adjacent districts . Collector sir is absolutely right.
No
The Collector has given justified right things,.Our district Kendrapara. was not developed during last 24 years.Incase of Industry, Medical college, University were not established in Kendrapada . Up
ସରକାରଙ୍କ ପ୍ରତିନିଧି ହିସାବରେ ନେତା ମନ୍ତ୍ରୀ ମାନଙ୍କ ତୁଳନାରେ କେନ୍ଦ୍ରାପଡ଼ା ଜିଲ୍ଲାର ଯେତିକି ବିକାଶ ହେବା କଥା ସେତିକି ବିକାଶ ହୋଇ ପାରିନି ବୋଲି ଜିଲ୍ଲାପାଳ ମହୋଦୟ ଯାହା କହିଛନ୍ତି ଠିକ କହିଛନ୍ତି l ଜିଲ୍ଲାର ନେତା ମାନେ କ୍ରମାଗତ 24 ବର୍ଷ ବିଭିନ୍ନ ମନ୍ତ୍ରୀ ପଦବୀରେ ଥାଇ କରୁଥିଲେ କଣ l
The said Collector is honest and brave.Odisha is poorer due to NP.I wonder what makes the CM go slow on P Mallick.
Purà thik kahi chanti
Jilapala jaha kuhanti taha sata kshala sata
Kendrapada Bikash
" SCAM / LOOT "
Daali Choro Bikash.
ଖାଲି କେନ୍ଦ୍ରାପଡା ନୁହେଁ ସମଗ୍ର ଓଡିଶାର ଏହାହିଁବିକଳ ଚିତ୍ର ।କ୍ରିତଦାସତ୍ବରେତ ୟାଙ୍କ ସମୟ ବିତିଲା,କେଉଁଠି ଗାତ ଖୋଳିଲେ ,କେଉଁଠି ଚେଇର ବୋହିଲେ,କେଉଁଠି ଟ୍ରାଫିକ୍ ଜଗିଲେ ,ବିକାଶ ଆଉ କଣ ହବ ।
BJD , congress, BJP party ru
Biju , pramila, vaijayanti,atanu bhai, Srikanth Jena, Bijay Mohapatra thai bi remark asuchhi. ????
Pramila Malik was not M.L.A of Kendrapada District.
Bjd re bahut neta choror guda
Dali chorani ki badhuchi
Kendrapada ra neta mananka property investigation kara. Jani pariba semanankara kete bikasha hoichhi???
Dalichorani speak nonscense
Dist cllector has expressed prcticl n very correct observation during last BJD rulling
କେନ୍ଦ୍ରାପଡ଼ାର ବିକାଶ ହେଇନି ବୋଲି କହିବା ଠିକ୍ ହେବ ନାହିଁ । ୩୦ ବର୍ଷ ତଳେ ଆମେ ରାସ୍ତାରେ କାଦୁଅ ଚକଟି ଚକଟି ଚାଳୁଥିଲୁ ଯାହା ଏବେ ନାହିଁ ।ଭଲ ମନ୍ଦ ଜିନିଷ କିଣିବାକୁ ଯଦି କୌଣସି ଦିନ କେନ୍ଦ୍ରାପଡ଼ା ଯାଉଥିଲୁ ତେବେ ୪ଟା ସୁଦ୍ଧା ନଫେରିଲେ ଆଉ ଡଙ୍ଗା ମିଳିବନି , ନଈ ସେପଟ ଗାଆଁରେ ରାତିରେ ରହିବାକୁ ପଡୁଥିଲା,ଯାହା ଏବେ ନାହିଁ ।
ଏସବୁ ସତ୍ତ୍ୱେ ମନ୍ରି ପଡ଼ା ଭାବେ ପରିଚୟ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଯେ ଆହୁରି ବିକାଶ କରିପାରି ନଥାନ୍ତା,ଏକଥା କହି ପାରିବା ନାହିଁ ।
କେବଳ କେନ୍ଦ୍ରାପଡ଼ା ଲୋକ ବେଶ୍ ପରିଶ୍ରମୀ ବୋଲି ଚଳି ଯାଉଛନ୍ତି ।
ମୁଁ ମଧ୍ୟ ଜିଲ୍ଲାପାଳ ମହୋଦୟଙ୍କ କଥାକୁ ସମର୍ଥନ କରୁଛି ।ଦେଖାଯାଉ ଜିଲ୍ଲାପାଳ ତାଙ୍କ ସମୟରେ ଏ ଅନୁନ୍ନତ ଜିଲ୍ଲାର କେତେ ଉନ୍ନତି କରୁଛନ୍ତି । ଖାଲି କହିଦେଲେ ହବନି,କାମ କରି ଦେଖେଇ ଦେଲେ ଲୋକେ ପ୍ରଶଂସା କରିବେ । ଫଳେନ ପରିଚୟେତ ।