ไม่สามารถเล่นวิดีโอนี้
ขออภัยในความไม่สะดวก

ମହାଁସତୀ ଉର୍ମିଲା || Mahasati Urmila//by haldhar nag//a story from ramayan || Paschim kala

แชร์
ฝัง
  • เผยแพร่เมื่อ 25 ต.ค. 2020
  • #haldharnagnewkabita
    #ramayanstory
    #mahasatiurmila
    #newkoshlikabita

ความคิดเห็น • 12

  • @_jugendrasahu_1581
    @_jugendrasahu_1581 3 ปีที่แล้ว +7

    ହଳଧର ନାଗ ଜଣେ ମହାନ୍ କବି , ଯେନ ମହାନ୍ କବି ଆମର ପଶ୍ଚିମ ଓଡ଼ିଶାର ମାନ,ମହତ, ଇଯତ୍, ଗୌରବ,ସମ୍ମାନ ଆର୍ ପ୍ରଶଂସା କେ ଦେଖାବାର୍ ଲାଗି ପୁରାଣ ର ଜେନ ଜେନ ଅ- ବର୍ଣନୀୟ ଚରିତ୍ର କେ କବିତା ମାଧ୍ୟମ ରେ ନିଜର କଲମ୍ ଗାରେ ଉପସ୍ଥାପନ କରିଛନ୍ l ଯେନ୍ ତା କି ମହାନ୍ ମହାନ୍ କବି ମାନେ ଜେନ ବିଷୟ ଉପରେ ବର୍ଣ୍ଣନା ନାଇ କରି ସେ ଉପରେ ଆମର ଭାଷାରେ ବର୍ଣ୍ଣିତ ହେଇ ଛେ...! ଇ ଭାଷା ରେ ଯେତେ ବି ପୁରାଣ, କବିତା ଯାହା ଭି ବର୍ଣ୍ଣନା ହେଇ ଛେ ଆର୍ ହେଉ ଛେ ସବୁ ସଂପୂଣ୍ଣ ଭାଷା ବା ନୁକୋ ସାହିତ୍ୟ ୟେ ..., ମାଟିର୍ ମହକ୍ ଆର୍ ଭାଷା ପ୍ରତି ସ୍ନେହ ଏବଂ ଏକ ନିର୍ଦ୍ଦିଷ୍ଟ ଭାଷା ର ମାନ୍ୟତା ମିଳିବାର ପ୍ରତି ପ୍ରେରଣା.., ଇତିହାସ କେ କବି ଇଚେରେଇ ଇ ଚେରେଇ ଜନେଇ ଦେଲେ ଆର୍ ଦେବେ ଯେ ପଶ୍ଚିମ ଓଡ଼ିଶାର କେତେ ବଲ୍ ......!

    • @KABITAPASRA
      @KABITAPASRA  3 ปีที่แล้ว

      ବହୁତ୍ ବହୁତ୍ ଧନ୍ଯବାଦ୍ ଆଜ୍ଞା,,, ଆମର୍ ଭାଷାର୍ ପ୍ରତିର୍ ଆପଣକର୍ ଏତେ ସଁସେଇ, ଦରଦ୍ ଦେଖିକରି ଖୁସ୍ ଲାଗ୍ଲା ।।

  • @umakantameher6415
    @umakantameher6415 10 หลายเดือนก่อน +1

    🙏🙏🙏🙏🙏🙏

  • @ruralartist1378
    @ruralartist1378 3 ปีที่แล้ว +4

    ବହୁତ୍ ଭଲ୍ ଲାଗ୍ ଲା ।ନି ସୁନ୍ ବାର୍ ମନ୍ ଥିଲେ ବି କବି ହଲଧର୍ ନାଗ୍ ଙ୍କ କବିତା ସୁନି ହେସି ।ବହୁତ୍ ବଢିଆ ଲାଗ୍ ଲା

  • @jibanbhoi9368
    @jibanbhoi9368 ปีที่แล้ว +1

    Aapananka aalankarik barnana bahut sundar

  • @sarojsahu8501
    @sarojsahu8501 3 ปีที่แล้ว +4

    ବହୁତ୍ ଶିକ୍ଷଣୀୟ ଆଏ, ଉର୍ମିଳା ଝନେ ମହାସତୀ ଆନ୍ ଜାନି ପାର୍'ଲୁଁ ।
    ବହୁତ୍ ସୁନ୍ଦର୍ କାବ୍ୟ ଟେ ପର୍'ସି ଦେଲେ ହଲ୍'ଧର୍ ଆଜ୍ଞା ।
    ସଥେ ଝନେ ମହାନ୍ କବି ଆନ୍ ହଲଧର ଆଜ୍ଞା, ତାହାଁକର୍ ପହାଁ ତଲେ ମୁଡିଆ 🙏🙏

    • @KABITAPASRA
      @KABITAPASRA  3 ปีที่แล้ว

      Bahut bahut dhanyavaad angya. Stay tuned@paschim kala.

  • @parthababu9240
    @parthababu9240 9 หลายเดือนก่อน +1

    Manbar lagi padba nag sir pranam

  • @chintu2472
    @chintu2472 2 ปีที่แล้ว +1

    Pdf

  • @sabitasing1698
    @sabitasing1698 ปีที่แล้ว +1

    Aeta puni ki bhasha mun kichhi bujhiparuni aeta to prakruta odisha bhasha nuhen ate guda bhasha tiari karuchha Manisha patha padhibana amiti bhashagudaku suniba

    • @spmusic8525
      @spmusic8525 ปีที่แล้ว

      Google re search karun ken bhasa j janbe ..amr koshli sambalpuri bhasa ae