ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଆମ ଦେଶ ଯେତେବେଳେ ସ୍ଵାଧୀନତା ପାଇଲା ବିଭିନ୍ନ ଦେଶର ନିୟମ କାନୁନ୍ କୁ ତର୍ଜମା କରି ଆମ ସମ୍ବିଧାନ ପ୍ରସ୍ତୁତି କରାଗଲା ଏବେ ଜୟ ନାରାୟଣ ଯାହା କହୁଛନ୍ତି ତାଙ୍କର ବର୍ତ୍ତମାନ ତ ଡବଲ ଇଞ୍ଜିନ ସରକାର ଅଛି ଆଉ ଗୋଟେ ସମ୍ବିଧାନ ପ୍ରସ୍ତୁତି କରି ଶାସନ କରୁନାହାନ୍ତି କିଏ ମନା କରୁଛି,ଏବେ ନିକଟରେ ମୋଦୀ ଜି ଦଣ୍ଡ ଉପରେ ଯେଉଁ ନୂଆ ଆଇନ ଆଣିଲେ ସେଇ ବାଟ ଦେଇ ଜୟ ନାରାୟଣ ବାବୁ ଖସି ଯାଉ ନା ବାଟ ତ ମେଳା ଅଛି ,ସାବଧାନ ଲୋକେ ତୁମ ଡ଼ା ହା ମିଛ ଦବୁ ଜାନିଗଲେନି ଦେଖ ଆଗେ ଆଗେ କ୍ୟାଆ ହୋତା।
୧) ରଥ ଯାତ୍ରାରେ ଲାଠି ମାଡ଼୨) ବଳଭଦ୍ର ରଥରୁ ପଡ଼ିଗଲେ୩) ରାଜ୍ୟପାଳ ପୁଅ ଅଫିସର ବୈକୁଣ୍ଠ ପ୍ରଧାନକୁ ମାରି ଲୋହୁ ଲୁହାଣ କଲା୪) ମୂଖ୍ୟ ଶାସନ ସଚିବ ହେଲେ ଅଣ ଓଡିଆ ୫) ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନକୁ ମୂଖ୍ୟମନ୍ତ୍ରୀ ଭଣଜା ମାଡ଼ ମାରିଲେ୬) ୧୭ ଖଣି, ଦୁଇ ବନ୍ଦର ଏବଂ ଗୋଟିଏ ବିମାନ ବନ୍ଦର ବିକ୍ରି ହେଲା୭) ଆର ଆଇ ପରୀକ୍ଷାରେ ମହା ଦୁର୍ନୀତି । ରାଜ ରାସ୍ତାରେ ଛାତ୍ର ଛାତ୍ରୀ ।୮) ରାଜ ରାସ୍ତାରେ ମିଶନ ଶକ୍ତିର ମା' ମାନେ୯) ଆମ୍ବୁଲାନ୍ସ ଡ଼୍ରାଇଭର ରାଜ ରାସ୍ତାରେ୧୦) ସରକାରି ନର୍ସ ମାନେ ରାଜ ରାସ୍ତାରେ୧୧) ହବିଶ୍ୟାଳି ମା ମାନେ ଭୋକ ଉପାସରେ ବଡ଼ ଦାଣ୍ଡରେ ୧୨) ରାସନ୍ ଚାଉଳ ୩ ମାସ ହେଲା ବନ୍ଦ ଆମ୍ବ ଟାକୁଆ ଖାଇ ଦୁଇ ମୃତ ।୧୩) ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ମିଳୁଛି ଭାତ ସାଥିରେ ଲୁଣ ଲଙ୍କା ।୧୪) ନବରଙ୍ଗପୁର, ରାଉରକେଲା, ଢେଙ୍କାନାଳ, ମୟୂର ଭଞ୍ଜ, ଭଦ୍ରକ, ରାଜଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଛି ଗଣ ଧର୍ଷଣ ।ଏଇ ମାତ୍ର ଚାରି ମାସରେ ଦର ଦାମ ବୃଦ୍ଧି ଯୋଗୁଁ ଓଡିଆ ଅଣ ନିଶ୍ୱାସି ହେଇଗଲାଣି ଆଜ୍ଞା । ଓଡିଆ ବଞ୍ଚିଲେ ସିନା ଅସ୍ମିତା ବଞ୍ଚିବ ଏଇଟା କଣ ଓଡିଆ ଅସ୍ମିତା…. ? ରଙ୍ଗ ପରିବର୍ତ୍ତନ, ନାମ ପରିବର୍ତ୍ତନର ନାମ ଓଡ଼ିଆ ଅସ୍ମିତା ନୁହେଁ ।
1) ମନ୍ଦିର ପରିକ୍ରମା ର ଉନ୍ନତି କରଣ ପାଇଁ ଯେତେ ଖର୍ଚ୍ଚ ହେଇଛି କାଗଜରେ, ବାସ୍ତବରେ ତାର ଅଧା ଖର୍ଚ୍ଚ ହେଇନି2- ଜଗନ୍ନାଥ କୁ ଭିକାରୀ ସଜେଇ ଭିକ ମଗେଇଲେ।3- ଜଙ୍ଗଲ ମନ୍ତ୍ରୀ ଙ୍କର murder କେସ ରେ ସଂପୃକ୍ତି ଥିବା କୁହା ଯାଇଥିଲା।4- ଖଣି ଖାଦାନ ଉପରେ ଅଣ ଓଡ଼ିଆ ଠିକାଦାର ଙ୍କ ରାଜ।5- ଆର୍ ଆଇ ପରୀକ୍ଷାର ଠିକା ବିଜେଡି ଦେଇ ଥିଲା, ବିଜେପି ନୁହେଁ।6- ଶିକ୍ଷକ ମାନେ ବହୁତ୍ ଆଗରୁ ରାଜ ରାସ୍ତାରେ ଥିଲେ।7- ଆଶା ଦିଦି ମାନେ ରାଜ ରାସ୍ତା ରେ ଥିଲେ।8- ଅଙ୍ଗନ୍ଵାଡ଼ି ଦିଦି ମାନେ ଆଗରୁ ରାଜ ରାସ୍ତାରେ ଥିଲେ।9- ଗାଁ ସାଥି ମାନେ ରାଜ ରାସ୍ତାରେ ଥିଲେ।10- ମମିତା murder case ରେ ଫଳାଫଳ ଶୂନ। କାହିଁକି ନା ଜଣେ ମନ୍ତ୍ରୀ ଥିଲେ।11- ବବି ଦାସ୍ ହତ୍ୟା ଘଟଣା ର ତଦନ୍ତ ଶୂନ।12- ପରି ବେବିନା ପରି ଝିଅ କୁ ନ୍ୟାୟ ମିଳିନି ବିଜେଡି ସରକାର ରେ।13- ରାସନ୍ ଚାଉଳ କେନ୍ଦ୍ର ସରକାର୍ ର। କିନ୍ତୁ ବିଜେଡି କହୁଥିଲା ମୋର।14- ଆମ୍ବ ଟାକୁଆ ଏବେ ସେମାନେ ଖାଇ ନାହାନ୍ତି। କେବେଠୁ ଖାଇ ଆସୁଛନ୍ତି।15- ଆମ୍ବ ଟାକୁଆ ଖାଇକି ଆଗରୁ ମରିଥିଲେ। ବିଜେଡି ର ଇତିହାସ ଖୋଳ।16- ଭୁବନେଶ୍ୱର, କେନ୍ଦ୍ରାପଡ଼ା, କଟକ, ନବରଙ୍ଗପୁର, ସମ୍ବଲପୁରରେ ଆଗରୁ କେତେ ଗଣ ଦୁଷ୍କର୍ମ ହେଇଛି ଟିକେ ଇତିହାସ ପଢନ୍ତୁ।କୌଣସି ବିଶିଷ୍ଟ ଦଳ ନିଜ ଦଳ ରଙ୍ଗ ପରି ସ୍କୁଲ କଲେଜ କିମ୍ବା ସରକାରୀ ଅନୁଷ୍ଠାନ ରେ ରଙ୍ଗ କରିବା ଉଚିତ୍ ନୁହଁ।ରଙ୍ଗ ବଦଳେଇ ଠିକ୍ କରିଛି।
ଏ ଗୁଣ୍ଡା ନେତା କେ ଜେଳ ହେବାର୍ କଥା ।
Jaldi arrest hebar katha
Good
ଇଟା ସବୁ ଠିଖ ଆଏ ପଲ୍ଲବି ମେଡମ ଅନ୍ଧା କାନୁନ ଆଗକେ ମାଡି ଚାଲ
ବିଜେଡି ରେ ବି ବଡ଼ବଡ଼ କ୍ରିମିନାଲ ଅଛନ୍ତି । ସେମାନଙ୍କୁ ଆଗ ଜେଲ୍ ରେ ଭରନ୍ତୁ ।
Bjp re Aei neta heuchhi Bjp
Guys 150 se jyada like nahin hone chahie bjd walon ka news🚨
He doesn't deserve any respect b,coz he never gives respect to the BANDANA of his mother land...self motivated attitude is self annihilation ...
Bor karu chhu bo tui
SABUBELE KHALI BJP RA BHUL DEKHLA BJD RA CHELA CHENNAL AAYE
Naveen jinda baad Jai jaganath
Jay..thik.,Kam.karicci police.ra.atychar.lagi.ladsi
Bjd ra scam ra tike barnana kale bhal heta.
Anta neta darkar
ଆମ ଦେଶ ଯେତେବେଳେ ସ୍ଵାଧୀନତା ପାଇଲା ବିଭିନ୍ନ ଦେଶର ନିୟମ କାନୁନ୍ କୁ ତର୍ଜମା କରି ଆମ ସମ୍ବିଧାନ ପ୍ରସ୍ତୁତି କରାଗଲା ଏବେ ଜୟ ନାରାୟଣ ଯାହା କହୁଛନ୍ତି ତାଙ୍କର ବର୍ତ୍ତମାନ ତ ଡବଲ ଇଞ୍ଜିନ ସରକାର ଅଛି ଆଉ ଗୋଟେ ସମ୍ବିଧାନ ପ୍ରସ୍ତୁତି କରି ଶାସନ କରୁନାହାନ୍ତି କିଏ ମନା କରୁଛି,ଏବେ ନିକଟରେ ମୋଦୀ ଜି ଦଣ୍ଡ ଉପରେ ଯେଉଁ ନୂଆ ଆଇନ ଆଣିଲେ ସେଇ ବାଟ ଦେଇ ଜୟ ନାରାୟଣ ବାବୁ ଖସି ଯାଉ ନା ବାଟ ତ ମେଳା ଅଛି ,ସାବଧାନ ଲୋକେ ତୁମ ଡ଼ା ହା ମିଛ ଦବୁ ଜାନିଗଲେନି ଦେଖ ଆଗେ ଆଗେ କ୍ୟାଆ ହୋତା।
୧) ରଥ ଯାତ୍ରାରେ ଲାଠି ମାଡ଼
୨) ବଳଭଦ୍ର ରଥରୁ ପଡ଼ିଗଲେ
୩) ରାଜ୍ୟପାଳ ପୁଅ ଅଫିସର ବୈକୁଣ୍ଠ ପ୍ରଧାନକୁ ମାରି ଲୋହୁ ଲୁହାଣ କଲା
୪) ମୂଖ୍ୟ ଶାସନ ସଚିବ ହେଲେ ଅଣ ଓଡିଆ
୫) ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନକୁ ମୂଖ୍ୟମନ୍ତ୍ରୀ ଭଣଜା ମାଡ଼ ମାରିଲେ
୬) ୧୭ ଖଣି, ଦୁଇ ବନ୍ଦର ଏବଂ ଗୋଟିଏ ବିମାନ ବନ୍ଦର ବିକ୍ରି ହେଲା
୭) ଆର ଆଇ ପରୀକ୍ଷାରେ ମହା ଦୁର୍ନୀତି । ରାଜ ରାସ୍ତାରେ ଛାତ୍ର ଛାତ୍ରୀ ।
୮) ରାଜ ରାସ୍ତାରେ ମିଶନ ଶକ୍ତିର ମା' ମାନେ
୯) ଆମ୍ବୁଲାନ୍ସ ଡ଼୍ରାଇଭର ରାଜ ରାସ୍ତାରେ
୧୦) ସରକାରି ନର୍ସ ମାନେ ରାଜ ରାସ୍ତାରେ
୧୧) ହବିଶ୍ୟାଳି ମା ମାନେ ଭୋକ ଉପାସରେ ବଡ଼ ଦାଣ୍ଡରେ
୧୨) ରାସନ୍ ଚାଉଳ ୩ ମାସ ହେଲା ବନ୍ଦ ଆମ୍ବ ଟାକୁଆ ଖାଇ ଦୁଇ ମୃତ ।
୧୩) ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ମିଳୁଛି ଭାତ ସାଥିରେ ଲୁଣ ଲଙ୍କା ।
୧୪) ନବରଙ୍ଗପୁର, ରାଉରକେଲା, ଢେଙ୍କାନାଳ, ମୟୂର ଭଞ୍ଜ, ଭଦ୍ରକ, ରାଜଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଛି ଗଣ ଧର୍ଷଣ ।
ଏଇ ମାତ୍ର ଚାରି ମାସରେ ଦର ଦାମ ବୃଦ୍ଧି ଯୋଗୁଁ ଓଡିଆ ଅଣ ନିଶ୍ୱାସି ହେଇଗଲାଣି ଆଜ୍ଞା । ଓଡିଆ ବଞ୍ଚିଲେ ସିନା ଅସ୍ମିତା ବଞ୍ଚିବ
ଏଇଟା କଣ ଓଡିଆ ଅସ୍ମିତା…. ? ରଙ୍ଗ ପରିବର୍ତ୍ତନ, ନାମ ପରିବର୍ତ୍ତନର ନାମ ଓଡ଼ିଆ ଅସ୍ମିତା ନୁହେଁ ।
1) ମନ୍ଦିର ପରିକ୍ରମା ର ଉନ୍ନତି କରଣ ପାଇଁ ଯେତେ ଖର୍ଚ୍ଚ ହେଇଛି କାଗଜରେ, ବାସ୍ତବରେ ତାର ଅଧା ଖର୍ଚ୍ଚ ହେଇନି
2- ଜଗନ୍ନାଥ କୁ ଭିକାରୀ ସଜେଇ ଭିକ ମଗେଇଲେ।
3- ଜଙ୍ଗଲ ମନ୍ତ୍ରୀ ଙ୍କର murder କେସ ରେ ସଂପୃକ୍ତି ଥିବା କୁହା ଯାଇଥିଲା।
4- ଖଣି ଖାଦାନ ଉପରେ ଅଣ ଓଡ଼ିଆ ଠିକାଦାର ଙ୍କ ରାଜ।
5- ଆର୍ ଆଇ ପରୀକ୍ଷାର ଠିକା ବିଜେଡି ଦେଇ ଥିଲା, ବିଜେପି ନୁହେଁ।
6- ଶିକ୍ଷକ ମାନେ ବହୁତ୍ ଆଗରୁ ରାଜ ରାସ୍ତାରେ ଥିଲେ।
7- ଆଶା ଦିଦି ମାନେ ରାଜ ରାସ୍ତା ରେ ଥିଲେ।
8- ଅଙ୍ଗନ୍ଵାଡ଼ି ଦିଦି ମାନେ ଆଗରୁ ରାଜ ରାସ୍ତାରେ ଥିଲେ।
9- ଗାଁ ସାଥି ମାନେ ରାଜ ରାସ୍ତାରେ ଥିଲେ।
10- ମମିତା murder case ରେ ଫଳାଫଳ ଶୂନ। କାହିଁକି ନା ଜଣେ ମନ୍ତ୍ରୀ ଥିଲେ।
11- ବବି ଦାସ୍ ହତ୍ୟା ଘଟଣା ର ତଦନ୍ତ ଶୂନ।
12- ପରି ବେବିନା ପରି ଝିଅ କୁ ନ୍ୟାୟ ମିଳିନି ବିଜେଡି ସରକାର ରେ।
13- ରାସନ୍ ଚାଉଳ କେନ୍ଦ୍ର ସରକାର୍ ର। କିନ୍ତୁ ବିଜେଡି କହୁଥିଲା ମୋର।
14- ଆମ୍ବ ଟାକୁଆ ଏବେ ସେମାନେ ଖାଇ ନାହାନ୍ତି। କେବେଠୁ ଖାଇ ଆସୁଛନ୍ତି।
15- ଆମ୍ବ ଟାକୁଆ ଖାଇକି ଆଗରୁ ମରିଥିଲେ। ବିଜେଡି ର ଇତିହାସ ଖୋଳ।
16- ଭୁବନେଶ୍ୱର, କେନ୍ଦ୍ରାପଡ଼ା, କଟକ, ନବରଙ୍ଗପୁର, ସମ୍ବଲପୁରରେ ଆଗରୁ କେତେ ଗଣ ଦୁଷ୍କର୍ମ ହେଇଛି ଟିକେ ଇତିହାସ ପଢନ୍ତୁ।
କୌଣସି ବିଶିଷ୍ଟ ଦଳ ନିଜ ଦଳ ରଙ୍ଗ ପରି ସ୍କୁଲ କଲେଜ କିମ୍ବା ସରକାରୀ ଅନୁଷ୍ଠାନ ରେ ରଙ୍ଗ କରିବା ଉଚିତ୍ ନୁହଁ।
ରଙ୍ଗ ବଦଳେଇ ଠିକ୍ କରିଛି।
ଏ ଗୁଣ୍ଡା ନେତା କେ ଜେଳ ହେବାର୍ କଥା ।
Jaldi arrest hebar katha
Good
ଇଟା ସବୁ ଠିଖ ଆଏ ପଲ୍ଲବି ମେଡମ ଅନ୍ଧା କାନୁନ ଆଗକେ ମାଡି ଚାଲ
ବିଜେଡି ରେ ବି ବଡ଼ବଡ଼ କ୍ରିମିନାଲ ଅଛନ୍ତି । ସେମାନଙ୍କୁ ଆଗ ଜେଲ୍ ରେ ଭରନ୍ତୁ ।
Bjp re Aei neta heuchhi Bjp
Guys 150 se jyada like nahin hone chahie bjd walon ka news🚨
He doesn't deserve any respect b,coz he never gives respect to the BANDANA of his mother land...self motivated attitude is self annihilation ...
Bor karu chhu bo tui
SABUBELE KHALI BJP RA BHUL DEKHLA BJD RA CHELA CHENNAL AAYE
Naveen jinda baad Jai jaganath
Jay..thik.,Kam.karicci police.ra.atychar.lagi.ladsi
Bjd ra scam ra tike barnana kale bhal heta.
Anta neta darkar