Prabasi bharatiya mane tike se yswasi modi au mohan babu ku Aloo tela rate ta pachara ....normal loka khaile sina banchiba ....ta pare development katha chinta kariba
Jadi jane bharatiya hindu biswasa ku prachara karuchanti taha thik, au inja desa re nija faith bisayare prachara kali seita conversion boli kahuchu 😅😅😅😅😅😢😢😢
Odisha paiba kan prabasi bharat function ru ? Amae ta desa chdi dai chanti government of India ku tax b dau nahanti ... tanka paine atay paisa khacha kan paine ?
@@deepakranjasutar3994apana nkara arthaniti upare gyani kum boli emiti kahuchanti. Desa ra bikash kebala tax re huyeni. Foreign remittance re India world re number 1 and sethi pain Foreign currency reserve bi badhuchi jouta India ku bahut help karuchi. Currency devaluation ku rokibare and inflation ku control karibare. So kana desa ra labha seita na janiki emiti mantabya diantu nahin.
Prabasi diwas heuchhi odisha re jagannath god ku neiki jibe Russian🇷🇺🇷🇺 mane. Kahiki na sundari jhia ku kinafe kariki neijanti. Amara jagannath god bahuta sundar. Sethi pain jagannath god ku chori kariki nebe.
ବହୁତ ଭଲ ଜୟ ଜଗନ୍ନାଥ ❤❤❤❤
ବାହାର ଦେଶରେ ରହି ଏତେ ସୁନ୍ଦର ଓଡ଼ିଆ କହୁଛନ୍ତି. ଧନ୍ୟବାଦ ମହାଶୟ ମାନେ 👍
Murkha ghare ta odia kahuthibe na...Chinese kahuthibe
Tu yete ka in khusi hauchu?
@@binayamoharana ଓଡ଼ିଆ ରେ କହିଲେ ତୋ ବୋଉ ବିଆ
ଭାଇ ବହୁତ ବହୁତ ଧନ୍ୟବାଦ।
ବହୁତ ବହୁତ ଧନ୍ୟବାଦ 🙏
Proudly feel heochhi🎉🎉🎉
❤ ଜୟ ଜଗନ୍ନାଥ ପ୍ରବାସୀ ଭାରତୀୟ ମାନଙ୍କୁ କୋଟି କୋଟି ପ୍ରଣାମ l ଓଡିଶା ର ଏକ ଛୋଟିଆ ଗଜପତି ଜିଲ୍ଲା ର ପାରଳା ବାସି ଭାବରେ ଲେଖିବା ଅଭିପ୍ରାୟ ଏହିକିଯେ l ସାର ସତରେ ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଟଚନ୍ଦ୍ର ଗଜପତି ମହାରାଜା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ଯେଉଁ ସ୍ବପ୍ନ ଦେଖି ଥିଲେ l ଉତ୍କଳୀୟ ମାନଙ୍କୁ ଏକତ୍ରୀତ କରି ବିଶ୍ୱ ଦରବରରେ ଏକ ଉତ୍କଳ ପ୍ରଦେଶ କୁ ପରିଚିତ କରାଇ ପରିବା l ତେବେ ଜାଇ ମହାରାଜାଙ୍କ ସ୍ବପ୍ନ ସାକାର ହୋଇପାରିବ l ଏହି ମା ମାଟି କୁ ଭୁଲିବା ନାହିଁ l ପ୍ରବାସୀ ଭାରତ ତି ଯେତେ ଦୂରରେ ଥାନ୍ତୁ ଭଲରେ ଥାନ୍ତୁ ଜୟ ଜଗନ୍ନାଥ l ବନ୍ଦେ ଉତ୍କଳ ଜନନୀ l🙏🏻🙏🏻🙏🏻
ଉମାନ ଜର୍ମାନ ଲଣ୍ଡନ ରୁ ଓଡ଼ିଶାର ପ୍ରବାସୀ ଓଡ଼ିଆଙ୍କ ଉଦବେଗ ପ୍ରକାଶ କରିଛନ୍ତି ଓଡ଼ିଆ ପୁଅ ତଥା ନିଜ ଅନୁଭୂତୀ ଜସଶ୍ୱି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଅନେକ ପ୍ରଶଂସା କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନେକ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଶ୍ଵ ଦରବାରରେ ପରିଚିତ କରିବାର ସୁଯୋଗ ସୃଷ୍ଟି କରିଛନ୍ତି🎉😮❤🎉😮❤
ବାହାରେ ରହୀ ତଥାପି ସୁଧ ଓଡ଼ିଆ କହିଥିବାରୁ ଆପଣଙ୍କ ପାଖେ ମୋର ଆନ୍ତରିକ ନମସ୍କାର, ହେଲେ ବଡ଼ ଦୁଃଖ ସହିବାକୁ ପଡୁଛି ଜେ ଆମ ନବୀନ ବାବୁ 24 ବର୍ଷରେ ଓଡିଆ ସୁଧ କହିବା ପାଇଁ ପ୍ରୟାସ କରି ସୁଦ୍ଧା କହି ପାରିଲେ ନାହିଁ ଓଡ଼ିଆ , ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ
❤ଜୟ ଜଗନ୍ନାଥ❤ସମସ୍ତ ଓଡିଆ ପ୍ରବାସୀ ଙ୍କୁ ଓଡିଶା ମାଟି ଅଭିନନ୍ଦନ ଜଣାଉଅଛି ❤ଧନ୍ୟବାଦ ❤
ଏହି ଚାରି ଭାଇଙ୍କୁ ମୋ'ର ଅଶେଷ ଅଶେଷ ଧନ୍ୟବାଦ, ଏମାନଙ୍କ ର ବ୍ୟବହାର ବହୁତ ବହୁତ ସୁନ୍ଦର
ପ୍ରବାସୀ ଓଡିଆଙ୍କ କଥା ଶୁଣାଇଥିବାରୁ ବହୁତ ବହୁତ ଧନ୍ୟବାଦ
ବନ୍ଦେ ଉତ୍କଳଜନନୀ
ବନ୍ଦେ ମାତରଂ
ବହୁତ ସୁନ୍ଦର ବାର୍ତ୍ତା 🙏ଜୟ ଜଗନ୍ନାଥ🙏🏹🌅 ଜୟ ଶ୍ରୀ ରାମ🙏🙏🙏🙏🙏🙏🙏🙏🙏🔱🔱🔱🐚🐚🐚🐚🌺🌺🌺🕯️🕯️🕯️
ବିଜେପି ସରକାର ଜିନ୍ଦାବାଦ 🪷
Welcome to odisha ❤
ଆଲୋଚନା ବହୁତ ଭଲ ଲାଗୁଚି l
ପ୍ରବାସୀ ଭାରତୀୟ ଅତିଥି ମାନଙ୍କ ପରିଚୟ ପଚାରିଲେ ନାହିଁ କି ରିପୋର୍ଟର ମହାଶୟା ନିଜେ ପରିଚୟ ଦେଲେନାହିଁ l
ଅର୍ଗସ tv ପାଇଁ ଠିକ ଲାଗୁନାହିଁ l
ଜୟ ଜଗନ୍ନାଥ 🙏ଅତିସୁନ୍ଦର ଓଡ଼ିଆ କହିପାରୁଛନ୍ତି ନବୀନ 25ବର୍ଷରେ ଓଡ଼ିଆକହି ପାରିଲେନି
Jai jagganatha Prabhu 🙏🏻🙏🏻🙏🏻
Feel proud for Indian..
Jay Pravase Bhartiya Jay Odisha base Jay Modi saab Jay CM Saab Odisha sarkaar Jay BJP sarkaar Jay jagannath
ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ
ବିଦେଶରେ ଦିର୍ଘଦିନରହି ସୁଧ୍ୟ ପ୍ରାଞ୍ଜଳ ପରିଷ୍କାର ସ୍ୱଛ ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର କରୁଛନ୍ତି 🎉 ମାତ୍ର ଆମ ଚବିଶ ବର୍ଷର ପୁରୁଣା ମୁଖ୍ୟମନ୍ତ୍ରୀ ପରିସ୍କାର ଓଡିଆ କହିବା ପାଇଁ କି ଜାଣିବାକୁ ଚେଷ୍ଟାବି କଲେନି😮 ଆମର ଦୃଭାଗ୍ୟ ଓଡ଼ିଶାରେ😮
Lord Jagannath the identification of our ODISHA ❤❤❤
Jay jaganatha🙏🙏🙏🙏🙏🙏🙏
Cm No1 Mohan sir ❤❤❤❤
Very nice 👌🏿👌🏿👌🏿
Thanks for telling good odiya language 🎉🎉🎉🎉 namaskar
Great leader and impressed by your communication, sir.
Jai jagannath 🙏🙏🙏
ଜୟ ଜଗନ୍ନାଥ 🙏🙏🚩🚩
ଜୟ ଜଗନ୍ନାଥ❤
Jay jagannath 🙏🙏🙏🙏
Jay jagannath iam from odisha nabarangpur ❤️
बहुत सुन्दर हमको गर्ब है की हम ओड़िशा के है 🙏
Jay Jagannath
ଜୟ ଜଗନ୍ନାଥ
Sri ❤jagannath ❤maha ❤parbhu ❤❤
Jai ❤jagannath ❤❤maha ❤❤parbhu ❤❤
❤❤❤❤❤❤❤❤❤❤❤❤❤
Swagetm ❤Swagetm ❤❤App sabhi ❤ko❤❤
Jay Jagannath Swami
ଓଡିଶାରେ ଓଡ଼ିଆ ପିଲାଙ୍କ ପାଇଁ କର୍ମ ସଂସ୍ଥାନ ନାହିଁ. ବହୁତୁ ଶିକ୍ଷିତ ବେକାର ଓଡିଶାରେ ଅଛନ୍ତି. ସେମାନଙ୍କୁ କିପରି ସଶକ୍ତ କରାଯିବ ସେ ବିଷୟରେ ସରକାର ଚିନ୍ତା କରିବା ବର୍ତମାନ ସମୟରେ ନିହାତି ଆବଶ୍ୟକ. ଜୟ ଜଗନ୍ନାଥ 🙏
Jayajagrnath sir, namaskar, thanks
ଅର୍ଗସ ର ନାଟକ ଅଭିନୟ ପାଇଁ ଏମାନଙ୍କୁ ଖୋଜି ଖବର ପ୍ରସାରଣ କରାଯାଉଛି
Thanks you
🙏ସମସ୍ତେ ଭଲରେ ରୁହନ୍ତୁ
Welcome ❤ Odisha
Thanks a lot
Excellent.
ବହୁତ୍ ବଡ଼ିଆ...
Jay shree jagannath i love you argus new ❤❤❤❤
Jai Jagannath
Jay jagannath
White blazer sir very intelligent
World will visit odisha 🎉
Very good ideology
Well come
Good
Sundar prayash
Aama odisha rajya re kete sikhita achanti bahar rajya dekhantu Jai jagannath 🙏
👏👏👏
Alright we should always contact with them.
No1.cmmohan
Very very happy
🙏🙏🙏🙏
ଦେଶ ବାହାରେ ରହି ଏକ୍ୱାରିଆମ୍ ର ମାଛ କୁ ଦେଖିଲେ ଯେମିତି ଲାଗେ ସେଭଳି ଲାଗୁଥିବ ।
ବିଦେଶରେ ରହି ମଧ୍ୟ କେତେ ପ୍ରାଞ୍ଜଳ ଓଡ଼ିଆ କହୁଛନ୍ତି, ସେଲେବ୍ରଟୀ କିନ୍ତୁ but and ରେ କଥା କୁହନ୍ତି
ODISHA'S TIME TO BECOME THE RICH STATE OF INDIA.
Bhala kahichhanti pravasi odia mane
🙏🪷 Jay shree Jagannath 🪷🙏 Jay kalkiRam🙏🪷 Jay kaling Raja Kalia Sante Amar Odisha Ama Odia Bahut Badhia
ଶ୍ରମିକ ପ୍ରବାସୀ ଭାରତୀୟ ଙ୍କୁ ତ ଦେଖଇଲନି କହିଁକି
ଏଇ ସବୁ କାମ କଲେ କଣ ମିଳିବ ଯେ ଖାଲି ପାଇଷା ନଷ୍ଟ। ଦେଶ ବସି ଙ୍କ ର
Very nice
🙏👍🙏👍🙏👍🙏👍🙏👍🙏👍
Ok
Prabasi bharatiya mane tike se yswasi modi au mohan babu ku Aloo tela rate ta pachara ....normal loka khaile sina banchiba ....ta pare development katha chinta kariba
Ye mahasaya mane jou bhasana maruchhanti, odisha ku return kain karunahanti? Jadi yete opportunity achhi. Maximum are like bhaktss.
ପ୍ରବାସୀ ଭାରତ କୁ ଆସିବା ଦରକାର ନାହିଁ। ଚାଷୀ ଏଠି ତ୍ରସ୍ତ, ଆଇନ ଶୃଙ୍ଖଳା ଛିନ୍ନ ବିଛିନ୍ନ, ଆଉ ସରକାର ଏଠି ଉତ୍ସବରେ ବ୍ୟସ୍ତ। ଏସବୁ ନଗଣ୍ୟ କାର୍ଯ୍ୟ ରୁ ନିବୃତ୍ତ ରହି ସରକାର ମୁଖ୍ୟ ବିଷୟରେ ଧ୍ୟାନ ଦିଅନ୍ତୁ।
Are bhai dakilo tho mohan bobu ro komal
Rastrapati ku dia 😂😂 sasan bhar pai
We all know that Indian diaspora are playing a major role for nation building. But we shouldn't waste public money in such a way.
Thumbnail re spelling correction karantu. 🙏🙏🙏
Press bhubansower
Gulami
Guru-chhela Odisha ku Lututhile , non-odia ku posuthila . Thank f or new govt. and Loka sarkar .
Jai maa bharati
Bjp is good Jay Jagannath Jay Shree ram ram Rajya sthapit hoga Odisha
Only paisa waste govt...kichhi be benifit nahen....result 00
Jahaheu Ama Prabasi Odia Mane Bidesha Re Rahi Madhyan Odia Bhasa Snaskruti Bhuli Nahanti Hele Murkha,Dakayata Nabin 24 Barsa Re Odia Kahilani
ଓଡ଼ିଆ କହିଲେ ହିଁ ତୁମେ ଓଡ଼ିଆ ହେବ। ମନେ ରଖିଥାଆ..
, ଓଡ଼ିଆକୁ ଯେଉଁଠି ରହିଲେ ବି ଭୁଲନି, ଆଗାମୀ ପିଢ଼ିକୁ ବି ଶିଖାଅ
Jadi jane bharatiya hindu biswasa ku prachara karuchanti taha thik, au inja desa re nija faith bisayare prachara kali seita conversion boli kahuchu 😅😅😅😅😅😢😢😢
Poriba market tike bulei niantu emanaku. Odisha katha ebe mane podila aagaru Odisha nathila ki? Odisha ra nuhna nijo pocket ra growth paain aasichanti Odisha ku
Ei Bala katha janicha au kn janicha
Apana nkara arthaniti re gyana zero so emiti hasyaspada comment na kariki apana chup rahiba uchit.
@@rajarajeswarmishra3256 tume Gyan kete ame janu .sonshup ruha
Odisha paiba kan prabasi bharat function ru ? Amae ta desa chdi dai chanti government of India ku tax b dau nahanti ... tanka paine atay paisa khacha kan paine ?
ଏ ପର୍ଯ୍ୟନ୍ତ ବୁଝିପାରିଲେ ନାହଁ 😂😂😂
ବହୁତ ଲୋକ ବାହାରେ ରହି, ପଇସା ପଠାଉଛନ୍ତି ପ୍ରତି ମାସରେ India କୁ,
@RAJESHSWAINTV tank family paine pathu chanti .. indian tax pau chi na odisha pau chi ?
Welcome to odisha pravashi Bharatiya dibasa
@@deepakranjasutar3994apana nkara arthaniti upare gyani kum boli emiti kahuchanti. Desa ra bikash kebala tax re huyeni. Foreign remittance re India world re number 1 and sethi pain Foreign currency reserve bi badhuchi jouta India ku bahut help karuchi. Currency devaluation ku rokibare and inflation ku control karibare. So kana desa ra labha seita na janiki emiti mantabya diantu nahin.
Agrus ahi ledi nija ku owner bhabe BJP metting dekhi
Waste of Public money
Ladan press mit
Prabasi diwas heuchhi odisha re jagannath god ku neiki jibe Russian🇷🇺🇷🇺 mane. Kahiki na sundari jhia ku kinafe kariki neijanti. Amara jagannath god bahuta sundar. Sethi pain jagannath god ku chori kariki nebe.
ଜୟ ଜଗନ୍ନାଥ
Jay Jagannath
Jay Jagannath
Jay Jagannath