jai jagannatha swami nayana pathagami bhava tume jai jagannatha jai jai jagannatha jai jai jagannatha jai jai jagannatha jai jai jagannatha jai jai jagannatha jai ❤️❤️❤️❤️❤️❤️❤️❤️
No one is Mahapravu except My Mahapravu Shree Jagannath,Mahapravu Shree Jagannath is only one Mahapravu in this Universe. Another thing is Bhakta Siromani Raghu Arakhita is nt Raghunath Goswami.His Original name is Raghunath Mohanty.
Its a vast subject, the main problem behind it is an woman herself, if you'll explain your thoughts behind woman empowerment & what you actually think of it, I have decided to make an series on it, but not found the right person to do that series, elaborate your thoughts if it matches with mine then can proceed on this topic.
@@ODISHA365 pranam sir 🙏🙏 jay jagarnath🙏🌼 Acco. To my thoughts on women empowerment...... Empowerment is something that strengthen the power of women........ Sir acco. To puranas womens are considered as shakti swarupas..........mata laxmi is an embodiment of love ,care ,sacrifices, supporter of justice who fight against discrimination of lower cast.........mata saraswati has supper knowledge and intellectual........... Mata parvati other form of shakti.........mata sita who stand for her self respect.............mata kaikei who was an warrior......... Mata suvadra was also an fighter .....and ride the chariot after she get married to arjuna.........and that time women has to choice there life partner through “SWAYAMBARA”........LORD krishna married rukmini Bcz she don't want to married the men who was choosed by her brother.........mata srikhanti the greatest warrior.......and in vedic age time women has the supreme authority over vedas .........and many womens like jhansi rani laxmibai......anni vesant .......who worked for the devp of society............ But sir now a days there are increased case of demostic violence ......child rape and many other form of exploitations....... Sir shouldn't womens have right to rise voice against injustice.......it is said that “Lazya NARISHYA BHUSANAM”.....IS THIS applied in this case...... Sir in “MANU SHANHITA” it is said that women should be protected by father in her childhood.....by her husbent in adult hood and by her son in old age......and it also written that girls are burden on fathers head........and it was there that women should remain in home only taking care of her husband and family and rise there childern........sir my question is ...is it so or it is misinformed...... If it is so then how we can make women status so inferior calling her is a burden on fathers head ....as we born from a mothers womb who is a women.......sir kindly shed so light regarding this topic on contemporary world acco. To SANATANA DHARMA.....and its culture and tradition.........sir plz plz explain about it on the basis of jagarnath sanshruti......🙏🙏🙏🙏🙏🙏🙏🙏🙏🙏🙏🙏🙏🙏 sir acco. to my opinion with my little knowledge I can say that women empowerment is the strengthening women not only financially but also physically ...mentally and spiritually........ yes sir it can not deny that many evil minded women help themselves to be exploited...... then wear small dress for attention of many evil minded men.........there should not be this type of discrimination...... and yes sir women can make a work life balance....... sir even in 21th century just after graduation of a girl ...the society creat a marriage pressure. on them........sir how u see it....is women has the only responsibility for the family ....and men don't have...... sir is women don't have any right to be independent.....is women don't have right to making their dream comes true....and serving the society along with her family......?????????? sir is cooking and serving families are her only duty........ is a working women break social norms culture and tradition...... sir what is written about it in divine scriptures.......... sir plz guide us and make a series on it on the basis of jagarnath sanskriti.......🙏🥰 eagerly waiting for your reply sir......🙏🙏🙏🙏🙏 Plz forgive sir if there is any mistake.....
ମହାପ୍ରଭୁ ହେ…........ଡ଼ଃ ଶ୍ରୀକାନ୍ତ ପରିଜା
ମହାପ୍ରଭୁ ହେ,
ଚାଲ ନା ଆମେ କେଉଁଠି ଏକ ଅଜଣା ସ୍ଥାନକୁ ପଳେଇବା,
ଯେଉଁଠି ନ ଥିବ ପୁଳା ପୁଳା ମାଗିବାର ପଣ,
ତୁମେ ଥିବ,
ମୁଁ ଥିବି |
ଆମ ସମ୍ପର୍କର ମୁହୂର୍ତ୍ତରେ ମହକି ଉଠୁଥିବ,
ମେଞ୍ଚା ମେଞ୍ଚା ନିଃସ୍ୱାର୍ଥପର ଭଲପାଇବା |
କେତେ ବା ଦେବ ଏମାନଙ୍କୁ,
ଆଉ କେବେ ବା ସରିବ ଏମାନଙ୍କ ମାଗିବାର ପଣ ?
ଏଠି ତ ସକାଳେ ତୁମକୁ ଦୁଇ ଟୋପା ଲୁହ ଦେଇଥିବା ମଣିଷ ଟି
ସନ୍ଧ୍ୟାରେ ତା ସ୍ୱାର୍ଥ ପାଇଁ ସେଇ ଲୁହ ଦୁଇଟୋପା ର ହିସାବ ତୁମକୁ ମାଗେ।
ମହାପ୍ରଭୁ ହେ,
ଏଠି ସମସ୍ତେ ମୂକ, ବଧିର ହୋଇଯାଆନ୍ତି,
ଯେତେ ବେଳେ ତୁମ ସମ୍ମାନରେ ଆଂଚ ଆସିଯାଏ,
ନିଜ ଅକ୍ଷମତାକୁ ଲୁଚେଇବାକୁ
ବିନା ସଂକୋଚରେ କହି ଦିଅନ୍ତି
ସବୁ ସେହି କାଳିଆର ଲୀଳା |
କେମିତି ଏସବୁ ସହି,
ପୁଣି ମହାବାହୁରେ ଅଭୟ ପ୍ରଦାନ କରନ୍ତି ଏ ସ୍ୱାର୍ଥୀ ମାନଙ୍କୁ?
ମହାପ୍ରଭୁ ହେ,
ଚାଲ ନା ଆମେ ଲୁଚି ଯିବା,
ଏକ ନିର୍ଲିପ୍ତ ଭଲ ପାଇବା ସନ୍ଧିରେ |
ମୋ ଲୁହରେ କରାଇ ଦେବି ମହାସ୍ନାନ,
ମୋ କୋହରେ ପୂରାଇ ଦେବି ତୁମ ସ୍ନେହ କାଙ୍ଗାଳ ମନର ଭୋକ,
ମୋ ଆବେଗରେ ସଜାଇ ଦେବି ତୁମ ଶ୍ରୀଅଙ୍ଗ,
ମୋ ବିକଳପଣ ରେ ଛାପିଦେବି ଶ୍ରୀମୁଖ,
ମୋ ଭାବର ମହୋଦଧି ରେ ଖେଳି ଉଠିବ ତୁମ ଆସ୍ତି ଆସ୍ତି ର ଲହଡି |
ମହାପ୍ରଭୁ ହେ,
ଚାଲ ନା ଆମେ ପୁଣି ଛପି ଯିବା,
ଏମାନେ ତ ପ୍ରକାରନ୍ତେ ହେଉ ଅଥଵା ଅପ୍ରକାରନ୍ତେ
ନିଜ ସ୍ୱାର୍ଥ ପାଇଁ ତୁମକୁ ହିଁ ବ୍ୟବହାର କରନ୍ତି।
କେଡେ ବୋକା ମ ଆପଣ ;
ପୁଣି ଆପଣ ଭଳି ଯାଆନ୍ତି,
ମହାବାହୁରେ ଅଭୟ ଦିଅନ୍ତି |
ମହାପ୍ରଭୁ ହେ
ନା ଏମାନଙ୍କ ପ୍ରାପ୍ତିର ଅଭିଲିପ୍ସା ସରେନା,
ନା ଆପଣଙ୍କ ଦାତାପଣରେ କଳଙ୍କ ଲାଗେନା |
ଏମାନଙ୍କ ଆତ୍ମସମ୍ମାନ ହିଁ କେବଳ ନିଜର ସ୍ୱାର୍ଥ,
ଏଠି କେହି କେବେ ଆପଣଙ୍କୁ ନିଜର ସମ୍ମାନ ଭାବିନି |
ମହାପ୍ରଭୁ ହେ,
ଜୀବନ,ଯନ୍ତ୍ରଣା ଭିତରେ,
ସବୁ ସରିଗଲା ପରେ କଣ ରହିବ ଯେ?
ଥରଟିଏ ଆସିଯାଅ,
ଦେଖିଯାଅ
ଏବେ ବି ମୋ ପ୍ରତିଟି ନିଶ୍ଵାସରେ ତୁମେ
ବିଶ୍ୱାସରେ ତୁମେ
ଅନ୍ତର ର ପ୍ରତିକ୍ଷଣର ସ୍ପନ୍ଦନ ଥରି ଉଠି କହି ଚାଲୁଛି,
ମୋ ମହାପ୍ରଭୁ ହେ...
Jay mahaprabhu🙏🙏🙏🙏
Pranam sir... 🙏🙏
Ama mahaprabhu 🙏🙏🙏
🙏🙏🙏🙏ଜୟ ଜଗନ୍ନାଥ🙏🙏🙏🙏
Jay Jagannath ❤️❤️❤️
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕❗⭕🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️
ହେ ଲୀଳାମୟ , ଅନନ୍ତ ଅନନ୍ତ କୋଟି ପ୍ରଣାମ 🙏🙏🙏।ମହାଶୟ , ଆପଣଙ୍କ ଉପସ୍ଥାପନ ଶୈଳୀ ଏବଂ ଲେଖିଥିବା କବିତାଟି ର ଭାବ ମନ ହୃଦୟକୁ
ବିହ୍ଵଳିତ କରିଦେଲା ।ସେହି କୃପାମୟ ଙ୍କ କୃପା ଆପଣଙ୍କ ଉପରେ ବର୍ଷୁଥାଉ ଆଉ ଆପଣ ତାଙ୍କରି ଲୀଳାରେ ଆମକୁ ହଜାଉ ଥାନ୍ତୁ, ମଜାଉ ଥାନ୍ତୁ ,ଭିଜାଉ ଥାନ୍ତୁ ।🙏
Jay Guru Jay Guru Jay Guru
ମହାପ୍ରଭୁ ଜୟ ଜଗନ୍ନାଥ ତୁମ ଚରଣ ତଳେ କୋଟି କୋଟି ପଣାମ🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ଏ ଅଧମୀ ପାପିନୀ ର🙏🙏🙏🙏🙏🙏🙏🙏🙏🙌🙌🙌🙌🙌🙌😭😭
ଜୟ ଜଗନ୍ନାଥ🙏🙏
ସତରେ ମହାପ୍ରଭୁ ତୁମ କୃପା ଅପାର👏👏👏
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🌹🙏 ମୋ ମଣୀମାଙ୍କର ଜୟ ହେଉ ...ମହାପ୍ରଭୁ ମହାବାହୁ ହେ , ତୁମ ଛଡା ଆଉ କିଏ ଅଛି ହେ 🙏...ବାପାରେ ବହୁତ ଭଲ ଲାଗିଲା 🙌❤️...
ସବୁ ମାୟା ସଂସାର ,କିନ୍ତୁ ମୋ ମୋହା ପ୍ରଭୁ ଜଗନ୍ନାଥ ମୋର ସବୁଠାରୁ ବଡ ସମ୍ପଦ ,ମୋ ବାବାଙ୍କ ପାଇଁ ମୋତେ ଟିକେ ଗର୍ବ ଆସିଯାଏ,ହୋ ଯାହା ହେଲା ନ ହେଲା କଣ ହେଲା ମୋ ଜଗନ୍ନାଥ ବାବା ଅଛନ୍ତି ପରା
ମହାପ୍ରଭୁ ହେ ❤️
ଜୟ ଜଗନ୍ନାଥ
ହେ ମହାପ୍ରଭୁ ତୁମେ ମୋର କେବଳ ମୋର. ମୁଁ ତୁମର
ଜୟ ଜଗନ୍ନାଥ
ମୋ ମହା ପ୍ରଭୁ ଜଗନ୍ନାଥ ଯଦି ରଖିବେ ବିଶ୍ବ ର ଏମିତି କୋଉ ଶକ୍ତି ନାହିଁ ନେଇ ଯିବେ
ମହାପ୍ରଭୁ ତୁମକୁ କୋଟି ପ୍ରଣାମ 🙏🙏🙏🙏
କାଳିଆ ସାଆନ୍ତ ହୋ 🙏❤️🙏
ଆପଣ ଆପଣଙ୍କ ଭକ୍ତ ଲାଗି ଯୁଗେ ଯୁଗେ ଥିଲେ ଅଛନ୍ତି ଏବଂ ରହିବେ🙏❤️🙏
ପ୍ରଣାମ ସମସ୍ତଙ୍କୁ
ମୋ ବିସୁନି ଭାଈ କୁ କୋଟି ପରମାୟୁ ଦିଅ ମଣିମା🙏😍
MO mahaprabhu 🙏🙏🙏
Dr ଶ୍ରୀକାନ୍ତ ପରିଜା ପ୍ରଣାମ ଧନ୍ୟବାଦ୍, (କେନ୍ଦୁଝର, ଚମ୍ପୁଆ)
Jaya jagannath 🙏🙏 prabhu rakhya kara samastanku 🙏🙏 bhakti aau Biswas dia Prabhu 🙏🙏
Ati sundar.....Prabhu au tankara Krupa 🙏
Jay Jagannath ⭕️ ‼️ ⭕️
ଆପଣଙ୍କୁ କୋଟି ପ୍ରଣାମ । ଆପଣଙ୍କ ମାଧ୍ୟମରେ ଜଗନ୍ନାଥ ଙ୍କ ବିଷୟରେ ଅନେକ କଥା ଜାଣିବା କୁ ମିଳୁଛି ।ମୋ ପିଲାଙ୍କ ପାଇଁ ଟିକିଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଗୁହାରି ଜଣାଇବେ । ଗୋଟେ ମାଆର ଅନୁରୋଧ। ଟିକିଏ ଦୟା କରିବେ ।ନିରାଶ କରିବେକି । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।🙏🙏🙏🙏🙏🙏🙏🎉🙏🙏❤️
ଧନ୍ଯ ପ୍ରଭୁ ଧନ୍ଯ ମହାପ୍ରଭୁ ଏ ସାରା ସଂସାର ମଧ୍ୟରେ କେବଳ କେବଳ ହିଁ ଆପଣ ଅଛନ୍ତି ଆପଣ ଙ୍କ ଇଚ୍ଛା ପୁନ୍ନହେଉ। ଜୟ ଜଗନ୍ନାଥ ମହାପ୍ରଭୁ କୋଟି କୋଟି ପ୍ରଣାମ🙏🙏🙏🙏
Jay Jagannath Jay Jagannath Jay Jagannath
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🕉️🙏🙏🙏🕉️
Jay Jagannath swami nayan pathagami bhaba tume 🙏🙏🙏🙏🙏
ଯେତେ ଦେଖିଲେ ଭି ମନ ଭରୁନି ମୋର।। ମୋ ଜୀବନ ର ପ୍ରତି ମୂହୁର୍ତ୍ତରେ ପ୍ରତି କ୍ଷଣ ରେ ମୁଁ ଚାହେଁ ମୋ ମହାପ୍ରଭୁ ମୋ ଆଖି ସାମନା ରେ ଥାଆନ୍ତୁ।। ଆଉ ମୁଁ ଏମିତି ତାଙ୍କର କଥା ଗୀତ , ସେବା ରେ ମୋ ଜୀବନ ସରିଯାଉ।। ଜୟ ଜଗନ୍ନାଥ🙏ହେ ମଣିମା ତୁମର ମୋର ଭାବ , ଆମ ଭିତରେ ଥାଉ।। କିଏବା ତାହାର ଭେଦ କେବେ ନାପାଉ 🙏
🙏🙏🙏🙏jay jagannath 🙏🙏satare jagannath ta Maa Kali na 🙏 mo katha mo kalia sunile auu mote safala kale exam re😃😃😃😃❤️❤️❤️🌹🌹🌹🌹👍🏼👍🏼😃💐💐🙏🙏👍🏼
ଏକା ମୋ ପ୍ରଭୁ ଜଗନ୍ନାଥ🙏🙏 🙏
ପ୍ରଭୁହେ ଏ ସ୍ବାର୍ଥୀ ଓ ସବୁକଥାରେ ବାହାନା ଖୋଜି ଦୋଷଛଡା ହେଉଥିବା ସୁବିଧାବାଦୀ ମଣିଷଟିକୁ କ୍ଷମା କର , ତୋ କୃପା ଦୃଷ୍ଟି ରଖ ପ୍ରଭୁ।🙏🙏🙏🙏🍀🌸🌼🌷
ଜୟ ଜଗନ୍ନାଥ ପ୍ରଭୁ ଜୟ ଜଗନ୍ନାଥ ତୁମ ପାଦ ତଳେ ମୋ କୋଟି ପ୍ରଣାମ ପ୍ରଣାମ ପ୍ରଣାମ
Jay jagannath swami
ମହାପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌺
jai jagannatha swami nayana pathagami bhava tume jai shri ram happy ram navami sir❤️❤️❤️❤️❤️
..🙏🙏🙏Jay Jagannath Mahaprabhu..
ମହାପ୍ରଭୁ, କୋଟି କୋଟି ପ୍ରଣାମ 🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏
ଜାଣିଛନ୍ତି ଭାଇନା ଆମ ସାଆନ୍ତ ନା ଭାରୀ.... ଭାରି ଉଦାର,🥰🙏🙏🏻🙌🙌🏻🌹
ମୋ ବାବା ଜଗନ୍ନାଥ କଣ ନ କରି ପାରନ୍ତି , ତାଙ୍କ ପାଇଁ କୋଉଟା ଅସମ୍ଭବ ,ହେଲେ ବାବା ମୋର ଇଛା ବିହାରୀ । ତାଙ୍କ ଲୀଳା ଅବର୍ଣ୍ଣନୀୟ ,ମୋ ଧନ ଟା ଦୁଷ୍ଟ ବାବା ଟା ମୋର
Mahaprabhu Sri Jagannath koti koti pranam 🙏🌷🙏🌷🙏🌷🙏🌷🙏🌷🙏🌷
ଶ୍ରୀକାନ୍ତ ଭାଇ ଜୟ ଜଗନ୍ନାଥ ଆପଣ କର ମଙ୍ଗଳ କରନ୍ତୁ ଭାଇ ମୁଁ ଅସୁସ୍ଥ ଅଛି ପ୍ରଭୁ ମୋ ଦୁଃଖ ଶୁଣନ୍ତି ନାହିଁ ଶ୍ରୀକାନ୍ତ ଭାଇ ବିଚାର ଆପଣା କରନ୍ତୁ ପ୍ରଭୁ ନିକଟରେ କୋଟି କୋଟି ପ୍ରଣାମ କ୍ଷମା କରିବେ ପ୍ରଭୁ ଜୟ ଜଗନ୍ନାଥ
🙏🌷🙏🌷🙏🌷Jay Jagannath Jay Jagannath Jay Jagannath 🌷🙏🌷🙏🌷🙏
Jay JagnnathManimankaraJayheu
"ଶ୍ରୀ ରଘୁନାଥଙ୍କ ନବମୀରେ ଭକ୍ତ ରଘୁ ଅରକ୍ଷିତଙ୍କ ପବିତ୍ର କଥା" ଏକ ସୁନ୍ଦର ସମନ୍ବୟ
ହେ ମହାପ୍ରଭୁ,ନା ମୋର ଭାବ ଅଛି,ନା ଭକ୍ତି ଅଛି,ନା କିଛି ସେବା କରିଛି।ତୁମେ କିନ୍ତୁ ପ୍ରାଣଠାରୁ ବଳି ପ୍ରିୟତମ ପ୍ରଭୁ ମୋର।ତୁମର ସେ ଆକର୍ଷଣୀୟ ରୂପ ମାଧୁରୀରେ, ନୀଳପଦ୍ମନେତ୍ର ର ପ୍ରୀତିଯୁକ୍ତ ଚାହାଣି ଛଟା ରେ ହଜେଇଦିଅ, ଭିଜେଇଦିଅ ମୋର ସମଗ୍ର ପ୍ରାଣସତ୍ତା।ଯେଉଁ ପଥ ରେ ଚାଲିଛି,ସେ ପଥ ରୁ ମତେ ଦୂରେଇ ଦିଅନି...🙏🙏
bahut sundar mo mahaprabhu ❤️❤️❤️❤️❤️
🙏🙏🙏 jai jagannath jai jagannath jai jagannath
Mo mahaprabhu jagannath nka krupa samastnku milu etiki prathana 🙏🙏
Mahaprabhu... Mahaprabhu... Mahaprabhu....
Mo mahaprabhu jay Jagannath koti koti pranam 🙏🙏 🙏🙏
ଜୟ ମହାପ୍ରଭୁ
Jay Jagannath Mahaprabhu Prabhu apana ta achhanti na ❤️❤️❤️
Jay jaganath mahaprabhu 🙏 Srikant Bhai 🙏
Jay Jagnnath
Jay Jagannath swami Nayan pathagami bhaba tume..
ଜୟ ଜଗନ୍ନାଥ ଭାଇ
Jay Jagannath Swami nayan patha gami bhaba tume 🙏🙏🙏
Jay jagannath mahaprabhu
Jagannath swami nayan pathagami bhaba tume.
ହେ ମଣିମା... 🙌 🙏
🙏Mo Prabhu Mahaprabhu achanti 🙏🙏🙏🙏
Radhe Radhe Radhe 🙏 Jay Jagannath 🙏 Jay Gopal 🙏 Jay Raghu Arakhita🙏🙏🙏🙏 Jay Maa Arnapurna🙏🙏🙏🙏🙏
Jaya jagannath mahaprabhu....
Your devotional description is very pleased to mind
Ok parija Babu may my God help for more description and continue for propaganda of my super world authority Kalia saante
Sir pranam appanka story really heart touching
Jay Jagannath sir, pranam 🙏🙏
Jay jagannath swami nanya path gami bhaba tume prabhu..
Jay jagannath swami nayan path gami vabatu me 🙏🌹😭🌹🙏😭🌹🙏😭🌹🙏
ପ୍ରଣାମ ଆଜ୍ଞା ବହୁତ ଭଲ ଲାଗିଲା ପ୍ରଭୂ ଙ୍କ କଥା ଶୁଣି ସତରେ ପ୍ରଭୂ କେଡ଼େ କୃପାମୟ 🙏🙏🙏🙏🙏🙏🙏⚫‼️⚫
Jay Jagannath 🙏🙏🙏🙏🌹
Jai jagannath 🙏😢😢😢🙏😭❤️
jai jagannatha swami nayana pathagami bhava tume jai jagannatha jai jai jagannatha jai jai jagannatha jai jai jagannatha jai jai jagannatha jai jai jagannatha jai ❤️❤️❤️❤️❤️❤️❤️❤️
Sir jay jagarnnat bhabarakatha mo mHaprabhunka katha aimiti kuhantu mana alahadita heijau
JAI JAGANNATH 🙏. Mahaprabhu samstankar Mangal karantu.
ପ୍ରଣାମ ପରିଜା ସାର୍,ଆପଣଙ୍କ ଉପସ୍ଥାପନା ବହୁତ୍ ସୁନ୍ଦର୍ କେବଳ ଏତିକି ଜାଣିପାରିଲି ନି ରଘୁ ଅରକ୍ଷିତ ଯିଏ ଚୈତନ୍ୟ ମହାପ୍ରଭୁଙ୍କ ପାର୍ଷଦ ରଘୁନାଥ ଗୋସ୍ୱାମୀ
ସିଏ ନା
No one is Mahapravu except My Mahapravu Shree Jagannath,Mahapravu Shree Jagannath is only one Mahapravu in this Universe. Another thing is Bhakta Siromani Raghu Arakhita is nt Raghunath Goswami.His Original name is Raghunath Mohanty.
@@srikantaparija2054 thank u sir for ur valuable reply ଜୟ ଜଗନ୍ନାଥ
Jay Jagannatha. 🙏
Jay jagannath swami nayan patha gami bhaba tume🙏🙏🙏 🌼🌼🌼🌼
Jay Jagannath ❤️❤️❤️🙏
Jay Jagannath Swami ⭕❗⭕ 🙏🙏🙏🙏🙏🙏🙏❤️❤️❤️❤️❤️❤️❤️
ପ୍ରଭୁ ତା ସବୁବେଳେ ଏକାନ୍ତରେ ।କେତେବେଳେ ହସି ହସି କହନ୍ତି ତ କେତେବେଳେ ରୁଷି ଯାଆନ୍ତି ।
Jay Mahaprabhu 🙏🙏🙏
jay jagarnath 🙏🥰
sir plz make a vdo on women empowerment basic on our culture and traditions......
Its a vast subject, the main problem behind it is an woman herself, if you'll explain your thoughts behind woman empowerment & what you actually think of it, I have decided to make an series on it, but not found the right person to do that series, elaborate your thoughts if it matches with mine then can proceed on this topic.
Please sir kindly make a series on it....i eagerly want to know more about this topic special on the basis of jagannath sanskruti n our culture 🙏😊
@@ODISHA365 pranam sir 🙏🙏
jay jagarnath🙏🌼
Acco. To my thoughts on women empowerment...... Empowerment is something that strengthen the power of women........
Sir acco. To puranas womens are considered as shakti swarupas..........mata laxmi is an embodiment of love ,care ,sacrifices, supporter of justice who fight against discrimination of lower cast.........mata saraswati has supper knowledge and intellectual........... Mata parvati other form of shakti.........mata sita who stand for her self respect.............mata kaikei who was an warrior......... Mata suvadra was also an fighter .....and ride the chariot after she get married to arjuna.........and that time women has to choice there life partner through “SWAYAMBARA”........LORD krishna married rukmini Bcz she don't want to married the men who was choosed by her brother.........mata srikhanti the greatest warrior.......and in vedic age time women has the supreme authority over vedas .........and many womens like jhansi rani laxmibai......anni vesant .......who worked for the devp of society............
But sir now a days there are increased case of demostic violence ......child rape and many other form of exploitations.......
Sir shouldn't womens have right to rise voice against injustice.......it is said that “Lazya NARISHYA BHUSANAM”.....IS THIS applied in this case......
Sir in “MANU SHANHITA” it is said that women should be protected by father in her childhood.....by her husbent in adult hood and by her son in old age......and it also written that girls are burden on fathers head........and it was there that women should remain in home only taking care of her husband and family and rise there childern........sir my question is ...is it so or it is misinformed...... If it is so then how we can make women status so inferior calling her is a burden on fathers head ....as we born from a mothers womb who is a women.......sir kindly shed so light regarding this topic on contemporary world acco. To SANATANA DHARMA.....and its culture and tradition.........sir plz plz explain about it on the basis of jagarnath sanshruti......🙏🙏🙏🙏🙏🙏🙏🙏🙏🙏🙏🙏🙏🙏
sir acco. to my opinion with my little knowledge I can say that women empowerment is the strengthening women not only financially but also physically ...mentally and spiritually........
yes sir it can not deny that many evil minded women help themselves to be exploited...... then wear small dress for attention of many evil minded men.........there should not be this type of discrimination...... and yes sir women can make a work life balance.......
sir even in 21th century just after graduation of a girl ...the society creat a marriage pressure. on them........sir how u see it....is women has the only responsibility for the family ....and men don't have......
sir is women don't have any right to be independent.....is women don't have right to making their dream comes true....and serving the society along with her family......??????????
sir is cooking and serving families are her only duty........
is a working women break social norms culture and tradition......
sir what is written about it in divine scriptures..........
sir plz guide us and make a series on it on the basis of jagarnath sanskriti.......🙏🥰
eagerly waiting for your reply sir......🙏🙏🙏🙏🙏
Plz forgive sir if there is any mistake.....
Sure will try to do it, send above texts through our mail id so that it will be there in mail id & during discussion i can use it for reference
@@ODISHA365 ok sir
ପ୍ରଣାମ ସାର🙏🙏🙏
Jay sri jagannath 🙏🙏🌹🙏 bhai 🙏🙏🙏
Jaijaganatha..jaijaganatha jai raghu rakhita. Jai srikant babu
Jay Jagannath Mahaprabhu Jay Jagannath Sir Apananku Koti paramayu Diantu Mahaprabhu
ସତରେ ଆଜ୍ଞା, ସବୁଠାରୁ ବଡ଼ ଧନ ---- କାଳିଆ ଧନ !
Han ମହାପ୍ରଭୁ achantina ଜୟ ଜଗନ୍ନାଥ 🙏🙏
Jay Jagannath Swamy Nayan Patha Gamy Vabatumy 🌹🌹🌹🌹🌹🙏 🙏🙏🙏🙏
ଅନନ୍ତ କୋଟି ବ୍ରହ୍ମାଣ୍ଡର ମହାନାୟକ ସର୍ବେସର୍ବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମ ରେ ଏହି ଅକିଞ୍ଚନ୍ ଦାସ ର କୋଟି କୋଟି ପ୍ରଣାମ। ସେ ଲୀଳାମୟ ଠାକୁର ତାଙ୍କ ଲୀଳା ସାମାନ୍ୟ ମଣିଷ କଣ ବା ଜାଣି ପାରିବ।ସେ ଅଗତି ର ଗତି, ଅନାଥ ର ନାଥ ମୋ ଜଗନ୍ନାଥ। ଆମେ ସମସ୍ତେ ଗର୍ବିତ ତାଙ୍କ ପାଇଁ କାରଣ ସେ ଆମ କାଳିଆ ସାଆନ୍ତ ସେ ଭାବବିନୋଦିଆ ମୋ କଳା ଠାକୁର। ମୋ ମହାପ୍ରଭୂ ଙ୍କୁ କେବଳ ଭାବ ରେ ହିଁ ବାନ୍ଧି ପରିବା। ସେ ଭାବ ର ଠାକୁର।।
ହେ ମହାବାହୁ ! ଏହି ଚ୍ଛାର ଚାକର ର ଏତିକି ପ୍ରାର୍ଥନା ଯେ ତୁମ କୃପା ଦୃଷ୍ଟି ସଦାସର୍ବଦା ଆମ ଉପରେ ବର୍ସୁ ଥାଉ। ସମସ୍ତେ ସୁଖ ରେ ରୁହନ୍ତୁ। କେହି ବି ଆପଣ ଙ୍କ କୃପା ରୁ ବଞ୍ଚିତ ନ ରହୁ।।
ହେ କୃପାସିନ୍ଧୁ ! ହେ କରୁଣା ସାଗର ! ହେ ପତିତପାବନ !
ମୋର ଅଳୀ ରେ ଯଦି କିଛି ତୃଟି ଥାଏ ତାହେଲେ କ୍ଷମା କରିଦେବେ ମହାପ୍ରଭୂ। କାରଣ ମୁଁ ଜଣେ ମୂର୍ଖ ଟେ ଜାଣିନି କିପରି ପ୍ରାର୍ଥନା କରିବି କି ଗୁହାରି କରିବି।।
ଜୟ ଜଗନ୍ନାଥ 🙏🙏🙏
Jai ଜଗନ୍ନାଥ
Jai Shree Jagannath
Jay jagannath.... Mahaprabhu he apana ta achhanti na 😘😘🙏🙏
🙏🙏🙏🙏🙏Jay Jagannath 🙏🙏🙏🙏🙏
Namaskar sir Jay Jay Jay jagannath. Thanks sir u r great 👏👏👏
Joy jagarnath radhea radhea koti koti naman
He pravu mora ki parikhya naucha pravu tathapi mora biswas acchi tame mote haribaku dabani. Jay jaganath swami nayana pathagami bhaba tume.
Jay Mahaprabhu Jay jay Mahaprabhu 🙏🙏🌹
MAHAPRABHU🙏🙏🙏
Jay jagananath mahaprabhu
Jayjagannatha 🙏🙏🏼🙏🏼
Mo Mahaprabhu
Jay jagannath swami Nayana pathagami BhabaTume
Jay Maha prabhu