ବୁଦ୍ଧିଆ ଭଜନ । ଆଖିର ଲୁହରେ ଡ଼ଙ୍ଗା ଭାସିଲାଣି ଯେତେ କଷ୍ଟ ହୁଏ। ପ୍ରତ୍ୟେକ ୧୦ ଦିନରେ ଗୋଟିଏ ଭଜନ।ସନ୍ଧ୍ୟା ୬ଟା ୩୦ରେ
ฝัง
- เผยแพร่เมื่อ 15 ก.ย. 2024
- Baba Buddhanath Das, during his lifetime, used to spontaneously convey his devotional feelings or reveal some truth in the form of songs, sayings, and well-composed simple rhymes. In recent years, we are putting efforts to revive some of those treasures, which were poorly recorded those years due to lack of resources.
------------------------------------------
Akhira Luhare Danga Bhasilani
channel category - nonprofits & activism .
ମୂଳରଚନା: ବାବା ଶ୍ରୀ ବୁଦ୍ଧନାଥ ଦାସ
ସ୍ୱର: ଶ୍ରୀ ଲୋକନାଥ ଦାସ
#Garoiashram
Originally sung by: Baba Shri Buddhanath Das
Re-sung by: Shri Lokanatha Das
"Our channel do not claim any right over some of the images used in this video. All rights reserved to the respective copyright owners."
___________________________________________
Copyright@ Shri Gobardhana Pitha Garoi Ashram 2013
Iligal & unauthorized use of this video is an offence as per copyright guidelines .
ଆଖିର ଲୁହରେ ଡଙ୍ଗା ଭାସିଲାଣି ଯେତେ କଷ୍ଟ ହୁଏ ମୋର ପ୍ରଭୁ ଯେତେ କଷ୍ଟ ହୁଏ ମୋର
ନାବିକ ହୋଇଣ ଧର୍ମ କାତ ଧରି
ନାବିକ ହୋଇଣ ଧର୍ମ କାତ ଧରି ଭବ ସିନ୍ଧୁ ପାରି କର
ଭବ ସିନ୍ଧୁ ପାରି କର ପ୍ରଭୁ ଭବ ସିନ୍ଧୁ ପାରି କର
ଆଖିର ଲୁହରେ ଡଙ୍ଗା ଭାସିଲାଣି ଯେତେ କଷ୍ଟ ହୁଏ ମୋର ପ୍ରଭୁ ଯେତେ କଷ୍ଟ ହୁଏ ମୋର
ନାବିକ ହୋଇଣ ଧର୍ମ କାତ ଧରି ଭବ ସିନ୍ଧୁ ପାରି କର ..... ଭବ ସିନ୍ଧୁ ପାରି କର ପ୍ରଭୁ ଭବ ସିନ୍ଧୁ ପାରି କର ।
ସୟନେ ସପନେ କିବା ଜାଗରଣେ ମନ ସ୍ଥିର ନାହିଁ ମୋର
ସୟନେ ସପନେ କିବା ଜାଗରଣେ ମନ ସ୍ଥିର ନାହିଁ ମୋର
ମୋ ଆଖିର ଲୁହ ତୋତେ ଲାଗେ ଶାନ୍ତି
ମୋ ଆଖିର ଲୁହ ତୋତେ ଲାଗେ ଶାନ୍ତି ହୁଅତୁ ବଡ ଠାକୁର........ହୁଅତୁ ବଡ ଠାକୁର ପ୍ରଭୁ ହୁଅତୁ ବଡ ଠାକୁର ।
ପୋଛି ଦେବା ପାଇଁ ଆଖିର ଲୁହକୁ କେହି ଜଣେ ନାହିଁ ମୋର
ପୋଛି ଦେବା ପାଇଁ ଆଖିର ଲୁହକୁ କେହି ଜଣେ ନାହିଁ ମୋର
ଆଖିରୁ ବୋହିଣ ମାଟି ଭିଜିଲାଣି ନସୁଣ ନିଦା ପଥର......... ନସୁଣ ନିଦା ପଥର ପ୍ରଭୁ ନସୁଣ ନିଦା ପଥର ।
ଯେତେ ଇଚ୍ଛା ଏବେ ଦୁଃଖ ଦେଇ ପାର ଜୀବନଟା ଦୁଃଖ ମୋର
ଯେତେ ଇଚ୍ଛା ଏବେ ଦୁଃଖ ଦେଇ ପାର ଜୀବନଟା ଦୁଃଖ ମୋର
ଦୁଃଖ ଦେବା ପାଇଁ ତୁମେ ଏକା ଜଣେ… ଦୁଃଖ ଦେବା ପାଇଁ ତୁମେ ଏକା ଜଣେ ଖେଳାଉଛ ଘର ଘର .....
ଖେଳାଉଛ ଘର ଘର…… ପ୍ରଭୁ ଖେଳାଉଛ ଘର ଘର....... ।
th-cam.com/video/gVlRUlmsWh4/w-d-xo.html
Jay Jagannath Jay Shri Buddhanath🙏🙏🙏
ଗୀତ - ନିଷ୍କାମନା ଭାବ କରରେ ମନୁଆ .......
🔥🔥🔥🙏
@@gitanjalidas4539😊😊
Jai jagarnatha swami nayan patha gami bhaba tume
Guru Brahma Mahima alekha saranam 🙏🌹🌹🌹🌹🌹🌹
Jai ho Baba tumaku sata pranam he baba tum Ashirabad Ama Paribar upare rahithau🌷🌷🌷🙏🙏🙏🌹
Jay jagannath Jay budhanatha
Hare Krishna
ବହୁତ ସୁନ୍ଦର ଭଜନ ଜୟ ଜଗନ୍ନାଥ ❤❤❤
Jaya Sri Buddha nath pranaam
He patita Paban namo namaha pranam oho ki bha ba aha beutifull
ଜୟ ବାବା ବୁଦ୍ଧନାଥ👏🙏
Baba koti koti pranaam
Hari bola jay jaganatha swami 🙏🙏🙏🙏 ati sundar bhajana jay jaganatha 🙏🙏🙏🙏🙏
Great gurudeb pranam great pitrudeb pranam 🙏👺🙏
Bahutabhala PRANAM GURU DEV
Jay sri gurudev
Jay jagannath 🙏
babaki jay
Jay baba buddhia.
ସତରେ ଗୀତଟି ମନକୁ ପାଇଲା🙏🏻
Prabhu nku bahut dhanya bad
Babankar ei bhajan mora bahuta priya
🙏🙏🌹ପ୍ରଣାମ. ଜୟ ଜଗନ୍ନାଥ
Bahutbhal laguche very nice jay jaganath
ଅତି ସୁନ୍ଦର ଭଜନ
Jayguru khub sundar mo mana kathaa sabu kahidela jayguru
JAY JAGANNATH MAHAPRABHU
ଜୟ ଜଗନ୍ନାଥ ନାଉଗାଁ Garoi asharm🙏
जय जगन्नाथ जय जगन्नाथ
जय जय जगन्नाथ
ବାବା ପ୍ରଣାମ 🛐
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🌷🛐🌷
Wow Nice Song
Jai jagannth jai Achutaya nada jai pacha sakha Namah
Bhahuta sundra geeta
Jayjagànnatha🎉
Shree gurnka sricharane pranam. Jay Jagannath Swami.
ଗୀତଟି ହୃଦୟକୁ ଛୁଇଁଗଲା ସତ୍ୟକୁ ନେଇ ଗୀତଟି ଲିଖିତ
baba pranam
Atmanubhuti ra sangita bahut sundara hoichhi ....
Jay Jagannath. Babanku mora pranam
🙏🏻ଜୟ ଶ୍ରୀ କୃଷ୍ଣ 🙏🏻
ଓଁ ନମଃ ହରେ ରାମ କୃଷ୍ଣ ଅଭୟ ପୟରେ ଶରଣ। ଜୟ ବାବା ବୁଢ଼ାନଥ 🙏❤️🙏❤️🙏❤️🙏❤️🙏
କଣ୍ଠ ଦାନ କରିଥିବା ଭାଇ ଙ୍କୁ ଜୟ ଶ୍ରୀ ଅଚ୍ୟୁତ 🙏❤️🙏 ଜୟ ଶ୍ରୀ ଜଗନ୍ନାଥ 🙏❤️🙏
ବାବାଙ୍କର ଏହି ଗିତଟି ହୃଦୟ ସ୍ପର୍ଶି । ଆତ୍ମାକୁ ତରଳେଇ ଦେଇଛି
Jay jagannath Jay shree radhe shyaama sundara
Jai jagannath Bahut badhia
Joy Jagannath
🙏🙏🙏🙏🙏
Prabhu jagannatha❤
Bhauta sundra gita
Thank you bhai😍😍😍😍
Bhaba purna Bhajan
...........
..
aalakha to you
Ashok.❤
heart touching bhajan
Heart touching song. Jay Jagannath.
Jagannath.sarana
Bahut bhala lagila 👌👌❤️🙏🙏🙏🙏🙏🙏🙏🙏😂😂😂😂😂😂😂😂😢😢😢😢😢
Jay Buddha Jay Bhim Jay Bheem Jay Bheem Jay Bheem
ଭଜନ ଟି ଅତି ସୁନ୍ଦର ହୋଇଛି
Heart touching and meaningful bhajan.Jay mahabahu.🙏🙏🙏🙏
Excellent 👍👏🏻
Best video
🙏🔱🚩🌹ଜୟ ଜଗନ୍ନାଥ 🌺ବହୁତ ସୁନ୍ଦର ହୃଦୟସ୍ପର୍ଶୀ ଭଜନ 🌺🌹🔱🚩🙏🙏
❤❤❤❤❤
Danybad
Om Sree Bidhata Namah Hrudaya sparsi Vajana
Jai jagannath 🙏 very Very nice beautiful thanks from RUKMINI PRODUCTION
JAY JAGANNATH 🙏🙏🙏🙏🙏🙏🙏
Bhajana
🙏
Hrudaya swarshi Bhajan baba pranam
ଜୟ ଜଗନ୍ନାଥ ଜୟ ବାବା ବୁଦ୍ଧନାଥ 🙏
Very nice song
ବାବା ଅପଣଙ୍କୁ କୋଟି କୋଟି ନମସ୍କାର🙏🙏
Very very Miss you ବାବା
I like such type of Bhajan verymuch.I will visit Ashram.
Jai jagannatha Jai achutananda goswami . Lot of thanks to Loknath das for melodious voice
Baba my best regards to you
Jay jagannatha👌
ବାବା କଁ ର ରଚନାହୃଦୟଶୋପ୍ଷି
ଜୟ ବାବା ଶ୍ରୀ ବୁଦ୍ଧନାଥ ।
Very Nice for the new experience song.
ଜୟ ଜୟ ଜଗନ୍ନାଥ। କାଳିଆ ସାଆନ୍ତ ପତିତପାବନ
ଦୁ଼଼ଖିଦରିଦ୍ରରଵନ୍ଧୁଏଜୀଵନକୁସତପଥରେନିଅମହା
ପ୍ରଭୁ
Very good Janan, good singer, nice feelings. Jay guru, thanks.
ଜୟ ଜଗନ୍ନାଥ ଜୟ ବାବା ବୁଦ୍ଧନାଥ 🙏
th-cam.com/users/ShriGobardhanaPithaGaroiAshram
Very nice and heart touching song
Supre songe
Jai Jagannath. really heart touching song.
ଜୟ ଶ୍ରୀ ଜଗନ୍ନାଥ ଜୟ ବାବା ଶ୍ରୀ ବୁଦ୍ଧନାଥ
th-cam.com/video/sNn8OUWLEGc/w-d-xo.html
Neijao baba
Super singer . thanks 👍💯
👌wrting story
ଗୁରୁ କ୍କପାଦତଳେ କୋଟି ନମସ୍କାର
Mr. Pramoda. Kumar. Jena
Nice. Song. Vary. Vary. Nice
🙏🙏🙏🙏🙏🙏🙏🙏💐
Heart touching yarr, so amazing songs. Jay Budhia baba. Salaam Loka what's singing good job. Jay jagannath
Jay jagannath🙏🙏🙏🙏
Jaganatha
Motedekhahontanee🔱🙏🙏pravumotykhymakaredaba
Nice song
Good
Jai jagannath jai jagannath prabhu hrudhaya ku chui jhauchi
Hay Baba Budhia Baba tumacharanare mor koti koti pranam mote sahibaku shaktidiya gurujee
ଜୟ ଜଗନ୍ନାଥ ଜୟ ବାବା ବୁଦ୍ଧନାଥ 🙏
th-cam.com/users/ShriGobardhanaPithaGaroiAshram
Very Very nice beautiful best voice best lyrics thanks from rukmini production BijayaKumarMishra GITIKARA senapatibagicha puri jai jagannath jai 🙏
Bhajan
Kantha nathai pare hrudaya ku chiri dauchi Sabu song😔
କବିଙ୍କ ଭାଷାରେ "ସୟନେ ସପନେ କିବା ଜାଗରଣେ ମନ ସ୍ଥିର ନାହିଁ ମୋର"
ଯଦି ନିଜର ମନସ୍ଥିର ରହୁନାହିଁ ଏଠାରେ ନାଉରିଆ ବା କଣ କରିବ, ଏଠାରେ କବି ମନକୁ ଚେତାଇ ଦେଉଛନ୍ତି ବୃଥାରେ ପରମବ୍ରହ୍ମଙ୍କ ଉପରେ ଅଭିମାନ କରିଲେ କଣ ତୁ ଭବସାଗର ପାରି ହୋଇପାରିବୁ ଯଦି ପ୍ରଚ୍ଛଦ ପଟରେ ପ୍ରତିଫଳିତ ପଦକୁ
ପାଥେୟକରି ନାଆରେ ବସିବୁ ତେବେ କୂଳରେ ଲାଗିବୁ ।
ଗୁରୁ ଶରଣମ୍ ।
Prvu
Tamy
Am. Pakharysabubeletha
Heart touching Bhajan
କି ସୁନ୍ଦର ମନଛୁଆଁ ପ୍ରାର୍ଥନା !! ହେ ଭଗବାନ ତୁମ କୁ କୋଟି କୋଟି ଜୁହାର
ପ୍ରଭୁ....
ଏ ଭବସାଗରରୁ ପାରି କର.... କୋଟି କୋଟି ପ୍ରଣାମ ....ଚରଣେ ଶରଣ
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବାବା ବୁଦ୍ଧନାଥ 🙏 🙏🙏
th-cam.com/users/ShriGobardhanaPithaGaroiAshram