ଜମି କିଣାବିକା ନୂଆ ନିୟମ; ଆଗ ଅନଲାଇନ ବୁକିଂ ପରେ ଜମି ରେଜିଷ୍ଟ୍ରେସନ| New Rules for Land Registration
ฝัง
- เผยแพร่เมื่อ 9 ก.พ. 2025
- ଜମି କିଣାବିକା ନୂଆ ନିୟମ; ଆଗ ଅନଲାଇନ ବୁକିଂ ପରେ ଜମି ରେଜିଷ୍ଟ୍ରେସନ| Online Land Registration
#landregistration #online #slotbooking #prameyanews7 #odisha
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest Odisha News Follow us:
Website: www.prameyanews...
TH-cam: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha: • Nua Jibana Nua Asha | ...
ଶୁଣ...ଶୁଣ...ଶୁଣ:
• Video
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Face To Face:
• Face To Face
#PrameyaNews7 #News7 #OdishaNews
ସୁନ୍ଦରଗଡ ଜିଲ୍ଲା, ତହସିଲ୍ ଲାଠିକଟା କାର୍ଯ୍ୟାଳୟ ରେ ବି ଜମି ହେରା ଫେରି ଚାଲିଛି ! ଜଙ୍ଗଲ ଜମି କୁ ଏକର ଏକର ଜମିକୁ ଜବରଦଖଲ କରି କି R.I Sir ଓ R. I ଅଫିସ୍ ରେ ନକ୍ସା map ସବୁ ଜମି ର ହେରା ଫେରି ଚାଲିଛି, କେହି ଦେଖି ବାକୁ ନାହିଁ !
ସବୁ ଠିକ ଯେ ,ଯେଉଁ pc କାରବାର ଚାଲିଛି ତାହା ତ ଅଫିସ ଵାଲା ତାଙ୍କ ହକ ଭାବୁଛନ୍ତି .ଦଲିଲ ଲେଖକ ମାନେ ଯେଉଁ ହିସାବ କରି ପଇସା ନେଉଛନ୍ତି ତାହା ପ୍ରକୃତ ଫିସ ଠାରୁ ବହୁତ ଅଧିକ ,ପଚାରିଲେ କହୁଛନ୍ତି ଅଫିସ ଖର୍ଚ .
Thik katha, RERA charge kahiki neichanti, full corruption karuchanti Advocate au brooker guda. Individual person tu Land kinile bhi RERA charge kahiki lutuchanti, RERA tho builder manoko pain common lokonku lutu chanti
Sundargarh ରେ ବି ଜମି ବିକ୍ରି ଠକାମୀ ହଉଚି ସରକାରୀ ଜାଗା ଜମି କୁ R. I sir ସବୁ ମାନେ ପଇସା ଲାଞ୍ଚ ନେଇ କି କିଣା ବିକା ଚାଲିଛି, ପୁରା ସୁନ୍ଦରଗଡ ଜିଲ୍ଲା ରେ ସବୁ ଜମି ରେ ହେରା ଫେରି ଦୀର୍ଘ ବର୍ଷ ରୁ ଚାଲି ଆସିଛି, Collector Sir କିଛି ଦେଖୁ ନାହାଁନ୍ତି ?
joint patta ra separate kemiti hoipariba ta ବିଷୟରେ tike advise karantu pl
Revenue department official should be provided office uniform to distinguish themselves from broker. It is very difficult to know who is staff and who is broker. Second thing is every Tahasil office, there should be a help desk to help people in the process.
No-IX-42/20(pt)2885/Regn Date 27/07/2022 ପ୍ରକାରେ ନୁଆଁ 129 ଗୋଟି sub -Registration ଅଫିସ କରିବା ପାଇଁ ସରକାର ଙ୍କ ଯୋଜନା ଥିଲା, ପ୍ରଥମେ solt booking ନିୟମ ଲାଗୁ ହେବା ପୂର୍ବରୁ 129ଗୋଟି SRO ଖୋଲା ଯାଉ..
ଏଠାରେ ମୁଁ କହିରଖେ, ରେଜିଷ୍ଟ୍ରସନ ଚାର୍ଜ ଏତେ ବଢି ଗଲାଣି, ସାଧାରଣତଃ ଗରିବ ଶ୍ରେଣୀରେ ଲୋକେ କିଣା ବିକା ପ୍ରାୟ କରିପାରୁ ନାହାନ୍ତି, ବିଶେଷ କରି ହରିଜନ ଆଦିବାସୀ ଲୋକେ ଆସୁବିଧାରେ ସମୁଖୀନ ହେଉଛନ୍ତି, କାରଣ ତ ଅନେକ ରହୁଛି କିଛିଟା ଜଳନ୍ତ ଉଦାହରଣ ହେଉଛିକି ଏହିଶ୍ରେଣୀ ରେ ଚିକିତ୍ସା ପାଇଁ, ଝିଅପୁଅର ବାହାଘର,ଜୀବନଜୀବିକା ଅଭାବ ଅନାଟନରେ ବିକ୍ରିବଟା କରିବାପାଇଁ ବାଧ୍ୟତା ହେଲେ, ଜୀବନ କାଳମାଧ୍ୟ୍ୟରେ ବହୁ କଷ୍ଟରେ ଘର ଟିଓ କରିଥିଲେ ବିକ୍ରିକରିବାକୁ ବାଧ୍ୟହୁଏ, ମାତ୍ର ଅନ୍ୟଉଚ୍ଚଜାତିର ଲୋକେ କିଣିବାକୁ ଅମଙ୍ଗ ହୁଅନ୍ତି, କାରଣ ହରିଜନ ଆଦିବାସୀ ଶ୍ରେଣୀରେ ବସ୍ତିରେ ମିଶିରହିବାଟା କେତେ ଦୂର ଉପଯୋଗୀ ତାହା ଭାବି ବିନିଅନ୍ତୁ, ତେଣୁ ଯଦି କୌଣସି ଉକ୍ତ ଶ୍ରଣୀର ବ୍ୟକ୍ତି କିଣିବାକୁ ଚାହାନ୍ତି, ରେଜିଷ୍ଟ୍ରସନ ଚାର୍ଜ ଏତେ ବଡ଼ିଯାଇଛି ଯେ ଉକ୍ତଭୁକ୍ତ ଶ୍ରେଣୀ ବ୍ୟକ୍ତି କିଣିପାରୁ ନାହାନ୍ତି, ( 2)ଏହାବ୍ୟତୀତ ଜାଗା କିମ୍ବା ଘର. ବିକ୍ରିକରିବା ପାଇଁ ବିଭାଗୀୟ ଅଧିକାରୀ ଠାରୁ ପେରମିସନ ଦରକାର ପଡେ, ଯେତିକି ପରିଣାମ ଜମି ବିକ୍ରି କରାଯାଇଛି, ସେତିକି ପରିଣାମ ଜମି କିମ୍ବା ଘର ଡିହ ଜାଗା ରହି ଥିଲେ ହିଂ ସରକାରୀ ନିୟମ ଅନୁଯାଇ ବିକ୍ରି କରିବା ପାଇଁ ଅନୁମତି ପାଇ ପାରିବେ!. ହେଲେ ଏଠାରେ ସରକାର ଏହି ଗରିବ ହରିଜନ ବ୍ୟକ୍ତିମାନଙ୍କ ବିଷୟ ପ୍ରତି ଦୟାବହି ଉଚିତ ପଦକ୍ଷେପ ନେଲେ ବିଚରା ହରିଜନ ଆଦିବାସୀ ଜନସାଧାରଣ ଉପକୃତ ହେବେ ମୋର ଏହି ଲେଖାଟି ପ୍ରତିସାଆଦରେ ଗ୍ରହଣ କରିବା ପାଇଁ ମୁଁ ଅନୁରୋଧ କରେ!
Correct
Right
❤
Jungle ଜମି କାବଜା କରକି R.I Sir ଓ R .I office ରେ କିଣା ବିକା ଚାଲିଛି, ସୁନ୍ଦରଗଡ , ଲାଠିକଟା ବ୍ଲକ୍ ରେ ! RTI ରେ କିଛି ରେପୋର୍ଟ ଦେଉ ନାହାଁନ୍ତି
ଯଦି ଗୋଟେ ଲୋକ ତାହାର... ବିପଦ ସମୟରେ ଜମି ବିକିବାକୁ ଚାହୁଁଛି.... କିନ୍ତୁ ତାହାର ଭାଇ ମାନେ ଗଣ୍ଡଗୋଳ ସୁଷ୍ଟି କରି ବିକିବାକୁ ଦଉ ନାହାଁନ୍ତି.... ସେ ସମୟରେ ଜଣେ କଣ କରିବ.... ତା ଉପରେ ଗୋଟେ ଭିଡିଓ କର
😅
Well said
ukiuuiuuluuuiuugiuihuuuukuuupuuiuiuiuululuuuiiiuuuuutluuouiiuuujuuikiiyiiuuuukuuhiuiuiukuuuiuiuuiiuguikuuiuiiiikukkuuuulpuiuuuuuuiuuuuiiuuiuluukiiuukuukuuuuutuuuikuuujuuuiuiuluikuuhuiliuuuuujuiiuuuuluoiiuuuuiuuluiiiluiuuliiuuiuuliuuuulgiuluiluiiiiuuukuiyuukuuuiiiiukkuuukuuuuiuuiiuiikuokiuiuiuiuluuiuiiigiikuigiiiuiuuiiuuuuuipuuuiiuukuluiiuuuuljjuiiuuuiiuuuukluiuuihuuliuuiugiuiiiuiiuuuuuuuuoutuiuuuouuiuuujuukkgiiukuuiuuuiijuuyulkyiiuuugyiilkuiiiukjuojuuiuuuiuutiiiiiuiuuiukuiiuuuouuuiiuuuuhuiiiuuiuiuiiiuuiukuuuukuouyiiuiuliuuuluiuiujtikukkuuiiujjiiiuihuiykukglkuiuiuuiiuiiuljiikiukiijokuoukuukklukiouiiuiiuuukuukuiijiiiiuuuljiyiiuiikuuuuiuuipujiiuuiuuuluuuuuiuuiuuuuuuiuiiiiuiuiuuuuiiiiijiiiiiuiuiiiiiiiiiiiiiuuiiiiiioiiiuiiiiuiiiiiuikuiuluiikiiiuliiiiliiiikiiiiiukkiiikuiikuuuiiiiiuiiiuiuukiuuuuugiuuiukiuiiyijokkuuykgiiiuljiiuiuijukokuuhlykjulklukuujujuiululukkiikuuuuukiuluujiuuuokipukulukiikikuiiikulkukuuuljkuukiiuiiikiiuiiiiuigkiiiiiuuiiuuuiiukujiuiiiiikukkyukkjihiiiiuuikiiiiluyjukiiiiuiuuuuiuiiiiuiikuuuuukuuyiyouyiiuuiikukkuiiyilikuluulipukiuiuiikuuikuouuoiukuiiuuiikuuiiuluuliiiuiiuuuiiiiiuiuiuiluiuuuliigiuiiiiiiiiiiiiiiuiiiiiiiiiiiiiiiiiiuiiiiiuiiiuioiiuiuuuuuiiiitiiiiiiuiiyiuuuuiuuiiuiiiiuiiiiiiuuiiuuuiuiiuiiiuiuiiiiiuuloj 4:11
Thank you so much sir 🙏
Bahut bhala hela
Very good topic 🙏🙏🙏👌
Krushnachandrasamal
❤
7:15
Durniti heuchi sir amara jamiku ta semiti karichanti ri tahasildar
ଜମି ବିକିବା ପାଇଁ କେଉଁଠାରେ ବା କିଣିବା ପାଇଁ ବୁକ୍ କରିବାକୁ ପଡ଼ିବ ।ଗରିବ ଅଶିକ୍ଷିତ ପାଇଁ ବଡ଼ ଅସୁବିଧା ହେବ
100% right dicesion by Govt of India
Vvmvmvvmmmmmmmvvnn.nn
ନୟାଗଡ଼ ଜିଲ୍ଲା ର ଦଶପଲ୍ଲା ସବ୍ ରେଜିଷ୍ଟ୍ରାର ଅଫିସ୍ ପାଖ ରେ ଥିବା ମୋହରିର ମାନେ ଲୋକ ଙ୍କ ପଇସା ରେ ମାସକୁ ମାସ ଦରମା ପାଉଛନ୍ତି। ୧୮୦୦୦ ରୁ ନେଇ ୧୦ ହଜାର ପର୍ଯ୍ୟନ୍ତ । ଏଥି ପ୍ରତି ପ୍ରଶାସନ କେବେ ଧ୍ୟାନ ଦବ ??
Visit registration kana
Right
Kebe thu lagu heba aei rools please kuhantu
Please debate about how to stop PC of sub register staff.
and the sub register is not knowing about the measurement of land in real time.
Registeration charge-400 but Officer taking 8000/- 10000/- without recide...
Make sure with proper Recide.../Chalan / Bill
Thank u for the update.
What's reras work?
ସରକାର ଙ୍କ ନୁଆଁ ନିୟମ ଗରିବ ଲୋକଙ୍କ ବେକରେ ହାଣ
Good morning sir actually without death certificate we can do registation
Tapic.is.averry.importand.
Enough time has been passed & made available for obtaining the Adharcard Identy ,why the citizens are not utilising the scope to get their Adhar card ?
What is RERA¿
Solt booking is very lost India govt of revenue status..
Mu 62 cent jami kinichi ,taku rejistteion karibaju chauchi, kete kharcho hebo
Mafiya manku kan. Kale sufala hebo senti karantu
Slot booking ra loka ka kichi labha habani slot nahi na ra govt chakaria tanka khai jiba bhubaneswar subregister ra staff to mala mal heba
sir thanks for u the upto date
😮
ବାଡଂନିୟଜୁ ପରୁଚୁ ଅଧେସୁବିଲେ ଅଧେସୁବୁନି
Reji Mile kaise register hoga
Ahuri adhika durniti heba karana Malika kahiba online re registation hauni
Thik
Malika online re registration kariba darkar
Good decision sir
Bijedi garment Khali niyama karuchi
Last slot 1.00 to 1.30
Jemiti dhana Mandi re durniti hauchhi
Office staff always want the dalal.
Bhout corruption byabasta hela.... double kharcha byabasta...govt.ahuri pati marina and we,kou karmachari aji sannyasi
I have no addhar card. How can lsale my land?
If
ହଉ ପୁଅ 😂 ଅନୁସନ୍ଧାନ କରୁଥାଅ
Aadhar jadi nahin Jami kiniba darkar nahin ki jami bikri kariba darkar nahin.
Krushnachandrasamal
SIR JI GOVERMENT PRUTYBI DHARTI KO TAIYAR KI HAY KHUDH BANAI HAY ISILIE PRAIVET MAY DHARTY KI JAGA JAMIN KO BIJINES KARRAHEN HAY JIS DHARTY KO MAA KAHETE HAYN AAB UNKI BYAPAR HORAHI HAY SIR JI PAHELE SABHI DESH BASI KO AACHCHHE SE JAGA GHAR PANI BIJLI KE SAD RAHENE DEN RASTA AAPNEAP KULJAENGE HAM SABH DHARTY MAYN JADADIN TIKNEBALE NAHIN HAY SIR JI JARA AANEWALE PIDHIKE BARE MAYN SOUCHEN DHARTY MATA YAHAN HAMESA RAHENGE JARA ACHCHHESE TAYKIKAD KAREN SIR JI AMIR HAMESA AMIR HOTA JARAHA HAY RAHETE JAENGE OR GARIB GARIB RAHEGA RAHETE JAEGA SIR JI JARA JAGA JAMIN KE BARE MAY GOUR KAREN JAY HIND
ଗଞ୍ଜାମରେ କେବେଠୁ ଲାଗୁ ହେଲାଣି।
ଗଞ୍ଜାମ ରେ ତ ରେଜିଷ୍ଟ୍ରସନ ହୋଇ ଥିବା ଜମି କୁ ପଟ୍ଟା କରୁ ନାହାନ୍ତି, ରେଜିଷ୍ଟ୍ରସନ ନ ହୋଇ ଥିବା ଜମି କୁ ମାତ୍ର False Deed no ଓ SRO ଉଲେଖ କରି ପଟ୍ଟା ଦେଉ ଛନ୍ତି. ଆପଣ ମାନଙ୍କୁ ବିଶ୍ୱାସ ହେଉ ନାହିଁ ବୋଇଲେ କନିସି ତହସିଲ ର 8830/2018ଇତ୍ୟାଦି ମୋଟ 16 ଗୋଟି Allow କରି ପଟ୍ଟା ଦେଇଛନ୍ତି. ନିଜେ ଖାତାଦାର ବିକ୍ରି କରି ଜମି କୁ କିନ୍ତୁ MC କୁ Drop କରୁ ଛନ୍ତି. ତହସିଲଦାର ଙ୍କୁ ବୁଝିଲେ କହୁ ଛନ୍ତି ସେମାନେ ଯେଉଁ ରାସ୍ତା ରେ ଗଲେ ତୁମେ ମଧ୍ୟ ସେହି ରାସ୍ତା ରେ ଯାଅ ( ଏହାର ଅର୍ଥ ଆପଣ ମାନେ ବୁଝି ପାରୁ ଥିବେ )sub collector, ବ୍ରହ୍ମପୁର ତ ସଚିବ ମାନଙ୍କ ଚିଠି କୁ ଫିଙ୍ଗି ଦେଉ ଛନ୍ତି.
କାରଣ ଗଞ୍ଜାମ ମୁଖ୍ୟମନ୍ତ୍ରୀ ଙ୍କ area ତ, ସେହି ଠାରେ ସବୁ ହୋଇ ପାରିବ.
🇵 🇦 🇬 🇦 🇱
Faltu niyama
Strict law may be made, but every law has its own hole for corruption. Let's see.
Ae sarkaar khali gariba maarono niti choleichi..
Bina aadhaar card re bonchiba muskil koridebe..
Aadhaar card bahut khyotikaroko aamo privacy pain.. tothapi adhaar ku sabu jaga re mandatory korajauchi..
🤬😡
!
Gariba look marijibu
Odisha re bartaman Tahasil gale doudei doudi gandi marauchanti On line heba dwara govt officer sabu sararkar ka dalal kechi pela heba nahai
Gariba hatao niti
Result of success will be zero,bcz it's Odisha & Pandiyan cum Navina corrupted govt.😃😃😄 Khali farsh chalichi farsh,vakua banauchi innocent people mananku,faltu & bajje
Aain kanun sabu bharatiya ta?
Sabu bidhi bybasta sadarana loga ke kistarha kam me ate hain har ghar loga gan naa chahe nge.
Tv or mobail se. Nehi to sab mulia hina atma
Mana jaye ga.
Jo atma pravu sansaar ke samasthi ko nehi dekhete bo atma nisphala mana jaye gaaaaaaa...
Om.... Mu...... U... Mapataye namha.
Moharir office kharcha pain Paisa neuchi. Se dauchi na nenhi kipari janiba.Ahi corruption kipari Banda heba sarkar dekhantu.
Satare murkha kiye
Murkha manaka kama
Thank you so much sir 🙏
😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂🎉🎉😢😢😮😮😅😅😊💕🇨🇮🙏🌹💥👌💪💪😲😲👌🍄🥜🍄🥔🍓🍓🗺️🏘️🏕️🧱🌋🗻🏚️🏩