Oho akamitika sasu .... Bhauni tamaku jaha thik laguchi kara ..aniya manaka pai tame e jana amiti kasta paiba thik nuha ....ai duniyare atebe bhala haba uchita nuha 🙏🙏
Guruji vada ghare Laxmi photo &kalasa basauchi kichhi bhul hauchi ki ?aau manare jau ambadala sei ambadala sabu gurubarare change haba na sesa pali sariba jai rahiba .jani nahi tike amaku kahibe.
sir mo sasu sasurnku mo swami marpit bi karanti hele tathapi semane puaku paisa dei muhna badhauchanti kintu mora kichhi bi ktha sununahanti jaha phalare mu chahinle bi mo swami ku change kariparuni ki tankara mada chhadei paruni. semane bilkul paisa npthante nhele jadi pathante mo pakhaku tanka puaku njanante. sie jadi kebe kebe mate dianti puaku janei dianti. pua tankr jemiti hele mo bapa maa paisa mate de kahi neijae sie jaha ghr kharcha souda ane semane bi direct dokani ku payment karanti ta pare kahinki ta pakhaku pathouchanti..
Baba mo sasu t kuhanti khali bihu asichi mane se chakarani mu khaibi soibi aau mo sasura sasu nka kathare bas uth huanti kalijuga eita jete bhala kama kale kharap suniba
Actually sasu guda jodi bholo huonte tahele ghore kichhi problem heboni khas tanko pain hi ghore jhagada asanti sobu hue semane jodi maa pori bohu ku kolei nebe bohu mane nihati sasu nkara pado dhua pani pionte
Baba jhiamanka pai kichi kuhantu jadi gotebhohu sasusasuranapai sebakarnti tahale joibi kichi bi karibadarakarki nai joita jhiar bapa manku dekhile sanman nahi tahale jhiajanam karibata pap kahikina puaja janm karichanti se mahan karana sekichi sebapaile jhiachilebi sesebakaipaibani tabapa ma nku pligs a vodo karanti mubahita kastre lekhichi pligs
Ma sasura kebe ama swami stri nku sathire basile khaile suile tanka deha jalijauchi sabu bele ma swaminka mundare ma birudhare kahuchanti au amara jhagada lagauchanti tathapi mu mor kartabya karichalichi😢tathapi tankara seba karuchi 😢
sir mo swami gote ghoda madua(drinker) kichhi rojgar karunahanti... aau tanka bapa maa bahaghr karidei puaku chhadi ghr bhada nei jai bahare rahuchanti. aau gote pua boli puaku paisa patheidouchanti puaa aahuri besi besi mada peiuchi mu jete kahile bi pua ktha sunuchanti kahuchanti ame taku dariki douchu nhele sie amaku ph.kari rakhei dounahi. hele mu aau mora jhia chalibaku deunahanti,hele puaku masaku paisa patheidouchanti se pila mate bi ta ghre rakheidouni marpit karuchi. sasu saura 2jana janka teacher thile abe pension pauchanti sethi lagi mu kahuchi.semankr chakiri nthanta bhl. puaku dari ghre rahunahanti mate bi bapa ghre basi time rahibaku paduchi badhya hoi. jetebele asuchi aei pila bahut hairan karuchi,kintu tara bapa maa paisa daba taku band karunahanti.. semankr ichha mu tanka pua pakhare gali gulaj sahi ruhe hele sie asibeni ki pua pakhe rahibeni.... mu jadi tanka pua ra gali ku pratibad karuchi semane mate bhul bujhuchanti. mora bahaghr agru bi semane tanka puaku chhadi bahare ruhanti bahut time hele puaku paisa pathanti. puaku nahagr karidei abe ghr bhada nei bahare rahile mora amitire kemiti semanank upare bhakti asiba kuhantu. pua ku mada peibaku masaku ta pakhaku paisa deidouchanti 7000ru-8000 hele mate ph.re kahuchanti electi bill kn pain ate uthuchi tora gas ate jaldi kemiti saruchi, dokan souda kemiti ate houchi....kn amiti krucha ki
ବାବା 🙏ସବୁ ଠିକ୍ ଯେଉଁ ଶାଶୁ ମାନେ ପୁଅର ଭୁଲ୍ କାମ ଆଉ କଥା କୁ ସମ୍ମତି ଜାଣନ୍ତି । ନିଜ ପୁଅ ବୋହୁ ଭିତରେ ଅଜାଣ ତ ରେ ଫାଟ ସୃଷ୍ଟି କରନ୍ତି ।ପୁଅ ମାନେ କୁହନ୍ତି ଆମ ମାଆ ଭଲ କିନ୍ତୁ ବୋହୂ କଣ କହିବ ।🙏🙏
ବାବା ପ୍ରଣାମ 🙏🏽 ଆପଣ ଠିକ୍ ସତକଥା କହୁଛନ୍ତି କିନ୍ତୁ ଆଜିକାଲିର ଶାଶୁମାନେ ହେଲାଭଳି ହଉନାହାଁନ୍ତି। କୋଉଠି ବୋହୂକୁ ପୋଡିମାରିଲେଣି ତ ଆଉ କୋଉଠି ଯୌତୁକ ପାଇଁ ଅତ୍ୟାଚାର କଲେଣି । ଶେଷରେ ପୁଅକୁ କୁବୁଦ୍ଧି ଶିଖେଇ ଛାଡପତ୍ର ଦେଲେଣି । ଏଭଳି ଶାଶୁଙ୍କୁ କୀ ପ୍ରକାର ସେବା କରିବା ଉଚିତ୍।
ଶାଶୁ ଏଠି ପୁଅ ଠାରୁ ବୋହୂ କୁ ଅଲଗା କରିବାରେ ଲାଗିଛି ସେବା କାହାର କରିବ
Right 👍
Sata Katha 😢
Ryt
ଠିକ୍ କଥା କହିଛନ୍ତି 👌
Right 😢
ଧନ୍ୟବାଦ ଆଜ୍ଞା ମୁଁ ମନେ ମନେ ଏମିତି କା ଭିଡ଼ିଓ ଟେ ଖଜୁଥିଲି ବହୁତ ଦିନରୁ
Jay Jagannath guruji 🙏🏻ମୋ ବିବାହ ଏଇ ୧୦ ମାସ ହେଲା ହୋଇଛି ମୁଁ ଯେବେ ପ୍ରଥମେ ଏ ଘରକୁ ଆସିଥିଲି ମୋ ଶାଶୁ ମତେ ବହୁତ୍ ଭଲ ପାଉଥିଲେ ଆଉ ସେତେବେଳେ ମୁଁ କିଛି କାମ ବି ସିଖିନଥିଲି ହେଲେ ଧୀରେ ଧୀରେ ମୁଁ କାମ ବି ଶିଖିଗଲି ହେଲେ ମୋ ବଡ଼ ଜା ଆମ ଶାଶୁ ବୋହୂ ଙ୍କ ଭିତରେ ରହି ସବୁବେଳେ ତାଙ୍କୁ ଏମିତି କଥା କହିଲେ ମୋ ବିରୁଦ୍ଧ ରେ ଯେ ଏବେ ସମସ୍ତେ ମୋ ବିରୁଦ୍ଧରେ ସବୁଆଡେ ଗପୁଛନ୍ତି। ମୋ ସ୍ବାମୀ ହିଁ କେବଳ ଜଣେ ଯିଏ କି ମତେ ବୁଝିପରିଛନ୍ତି। ଏବେ ସେମାନେ ଆମ ଦୁଇଜଣଙ୍କୁ ଅଲଗା ବି କରିଦେଇଛନ୍ତି । ଆଉ କୌଣସି ବି ପର୍ବ କୁ ମୁଁ ଏଠି ଖୁସି ରେ ମନେଇ ପାରିଲିନି। ମୋ ସହ କି ମୋ ସ୍ବାମୀ ଙ୍କ ସହ କେହି କଥା ବି ହେଉନାହାନ୍ତି। ଏଇ କ୍ଷେତ୍ର ରେ ମୋର କଣ କରିବା ଉଚିତ୍। ଆଉ ହଁ ଏମିତି କି ଠାକୁର ଘରକୁ ମୁଁ ଟିକେ ଯାଉଚି ଯେ ପ୍ରଣାମ କରିବାକୁ ସେତେବେଳେ ବି ମୋତେ ଦେଖେଇକି ବହୁତ୍ କଥା କହୁଛନ୍ତି। ଯାହା ମୁଁ କେବେ ସ୍ବପ୍ନ ରେ ଭାବିନଥିଲି ସେମିତି ଗୋଟେ ଶାଶୁଘର ପାଇଲି । ଜୀବନ ସାରା ଏଇ ଦୁଖ ମୋର ରହିଗଲା😔😔
Mora bi same paristhithi😭😭😭😭
Same dii😢
@@SamitaSethy-j8b କେଜାଣେ ଆମ ପରି ଝିଅ ମାନଙ୍କ ଭାଗ୍ୟ ରେ କଣ ଥାଏ ସେ କଥା ସେ ଇଶ୍ଵର ହି ଜାଣିଛନ୍ତି
@@ItiPradhan ଛଡ଼ା ଭଗବାନ ଙ୍କ ଉପରେ ଭରସା ରଖ ସେ ଯଦି ଚାହିଁବେ ସବୁ ଠିକ୍ ହେଇଯିବ ହେଲେ ମୋ କଥା ତ ମୁଁ ଜାଣିଚି ଯେ କେବେ ବି ଆଉ ମୋ ଅସୁବିଧା ସରିବନି। ମୋ ଶାଶୁ କହିଦେଲେ ଯେ ଯେବେ ପିଲା ହେବ ସେବେ ବି ମୁଁ ଅନେଇବିନି ସେ ମରୁ ତା ପିଲା ମରୁ
Bhagwan sabu jaga re achanti Jothi acha tume bhauni seithi bhagwan nku daka
ଗୁରୁଃସ୍ୱାମୀ 🙏🙏, ପ୍ରଣାମ ବହୁତ ସୁନ୍ଦର ଆଲୋଚନା.
🙏♥️bahut sundar 💯👍
Jai jagannath Jai pancha sakha
🙏🌺⚫❗⚫🌺🙏 ବାବା ପ୍ରଣାମ 🙏 ଆପଣ, ଯାହା ସବୁ କହିଲେ, ଠିକ୍ ଠିକ୍, କଥା କହିଲେ 🙏 ବୋହୁତ ସୁନ୍ଦର କଥା 🙏 କିନ୍ତୁ, ଏମି ତିକା, ବାପା, ମାଆ, ଏଵଂ, ଶାଶୁ, ଶଶୁର, ବି ଅଛନ୍ତି,, ପୁଅ, ହେଉ କି ଝିଅ, ହେଉ, ଯେତେ କଷ୍ଟ, ସହ୍ୟ କରି, ସେବା କଲେ ମଧ୍ୟ,, ଆତ୍ମୀୟତା, ର ପରିଚୟ, ନଥାଏ,(ମତେ, ଯେତେ ମାଠିବୁ, ମାଠ, ମୁଁ ସେଇ ଦରପୋଡା, କାଠ୍), ଏହା ର ମାନେ, କଣ ହୋଇ ପାରେ, କୁହନ୍ତୁ 🙏🙏 ଜୟ ପଞ୍ଚ ସଖା ମହାପୁରୁଷ 🙏🙏 ବଡ଼ କାଏମା,ଧର୍ମଶାଳା🙏🙏🙏🚩🚩🚩
Apana bahut mahan baba 🙏🙏🙏🙏🙏🙏
Jay sree krishna 🙏🙏🙏🙏 radhe radhe radhe
ଆଜି କାଲି ସ୍ୱାମୀ ନା ସବୁ ଦେଖି ଶୁଣି ନୀରବ ସମର୍ଥନ କରୁଛନ୍ତି, ତ ସେଠି କଣ କରିବ
❤❤ all rights sar parnam sir thanks 🙏🙏
Very very very very very very good 🙏🙏🙏🙏🙏🙏🙏🙏🙏🙏🙏🙏
ବାବା ଆପଣ ଙ୍କୁ ଭୂମିଷ୍ଠ ପ୍ରଣାମ 🙏🙏 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕🙏🙏👍👍 ବାବା ଆପଣ ବହୁତ ସୁନ୍ଦର କଥା କହିଲେ ମନ କୁ ଛୁଇଁ ଗଲା ଜୟପଞ ଶଖା 🙏🙏👍👍❤️❤️
Jay Jagannath 🙏 Jay panchasakha 🙏 pranam baba 🙏
Baba apana jaha kahile thik kintu aeta kalijuga ajira ମଣିଷ କବେ realize karibani je tanka kbe ଭୁଲ ଅଛି ବୋଲି.......
Right kahila
Right
Baba pranaam apana thiki katha kahile mu sabudina apannka katha sune
Vala lagila
ଦିବାକର ବାବା ପ୍ରଣାମ 🙏🙏 ମୁଁ ପଶ୍ଚିମ ଓଡିଶା ବରଗଡ଼ ଡିଷ୍ଟିକ ଭେଡେନ ବ୍ଲକ ଉଦେପୁର ଗ୍ରାମ ରୁ ସୁଦେଷ୍ନା ଦାସ ଦେଖୁଛି ଜୟେ ଜଗନ୍ନାଥ 🙏🙏🌸🌸
ଗୋଟେ ବୋହୂ ଯେତେ ଶାସୁ ଶସୁର ସେବା କଲେ ବି ସେମାନେ ବୋହୂର ନିଦା କରନ୍ତି ବୋହୂକୁ ଯେଉଁ ଦିନ ଶାସୁମାନେ ନିଜ ଝିଅ ଭାବିବେ ବୋହୂ ମାନେ ଶାସୁ ମାନଙ୍କୁ ନିଜ ମା ଭାବିବେ ନାଥିବ ଝଗଡ଼ା ଶାସୁ ପର ଲୋକଙ୍କ ଆଗରେ ବୋହୂକୁ ନିଦା କରିବା ପାଇଁ ଆଉ କଥା ନଥିବ😢
ବାବା ପ୍ରଣାମ ଜୟ ଜଗନ୍ନାଥ 🙏🙏🙏
Apana nka vdo ru inspir heiki mu b try karibi guruji🙂🙏
ବାବା ପ୍ରଣାମ ଜୟ ଜଗନ୍ନାଥ
ବାବା ପ୍ରଣାମ 🙏 କ୍ଷମା କରିବେ ବାବା ମୁଁ ସର୍ଵ ସମ୍ମୁଖରେ ମୋର୍ ଦୁଃଖ କହୁଛି,, ପ୍ରଭୂ ଜଗନ୍ନାଥ ଚାହିଁଲେ ଆଉ ଆପଣ ଙ୍କ ଆଶୀର୍ବାଦ ରହିଲେ ନିଶ୍ଚୟ ମୋ ଦୁଃଖ ଯିବ । ବାବା ମୋର୍ ପଢା ସାରିବା ସଙ୍ଗେ ସଙ୍ଗେ ମୁଁ ଚାକିରି କରୁଥିଲି, ୯ ବର୍ଷ ଚାକିରି ରେ ହଠାତ୍ ମୋର୍ arrange marriage ହେଇ ଗଲା,, ବାହାଘର ର ୧୫ ଦିନ ହେଇ ନାହିଁ ଶାଶୁ ଆଉ ବିବାହିତା ନଣନ୍ଦ ଙ୍କ ର କଟୁ କଥା ସହିତ ମୋ ସ୍ବାମୀ ଙ୍କ ସହିତ ମୋତେ କଥା ବି କରାଇ ଦିଅନ୍ତି ନାହିଁ,,ମୋ ସ୍ବାମୀ କଲିକତା ରେ ଚାକିରି କରିଥିଲେ ବାହାଘର ର ୯ ଦିନ ଠୁ ସେ କଲିକତା ପକାଇ ଥିଲେ,, ଶାଶୁ ନଣନ୍ଦ ମୋତେ ବିଭିନ୍ନ କାମରେ ଲଗାଇ ଦିଅନ୍ତି ମୋର୍ ଯଦି କୋଉ କାମରେ ଟିକେ ଭୁଲ୍ ହୁଏ ତୋ ମୋତେ ମୋ ବାପା ବୋଉ ଙ୍କ ନା ନେଇ ଖରାପ କରି କୁହନ୍ତି । ବାବା ମୁଁ ଗୋଟେ ବୋହୂ ହିସାବରେ ମୁଁ ମୋର୍ ସବୁ କର୍ତ୍ତବ୍ୟ ଆଜି ଯାଏଁ ବି କରୁଛି କିନ୍ତୁ ଦୁଃଖ ର କଥା ତ ଏଇୟା ମୋ ସ୍ବାମୀ ଗୋଟେ ମାସ କି ଦୁଇ ମାସ ପରେ ଯେତେବଳେ ଘର କୁ ଆସୁଥିଲେ ଆମେ ଦୁଇ ଜଣ ଏକାଠି କଥା ହେବାକୁ ଚାହିଁଲେ ବି ମୋ ଶାଶୁ ସେଇଠି ବସିକି ରହିବେ,, ରାତିରେ ଶାଶୁ ଶଶୁର ଙ୍କ ଗୋଡ଼ ମୋଡ଼ିବାକୁ ଗଲେ କହିଲେ ଆମେ ଖାଇ ସାରିଲେ ଘଷିଦବୁ,, ସେମାନେ ଜାଣି ଜାଣି ରାତି ସାଢେ଼ ଏଗାର କି ରାତି ବାର ଟା ପରେ ଖାଇବେ ତା ପରେ ମୋତେ ଗୋଡ଼ ଦେଖାଇବେ ମୋଡ଼ିଦେବାକୁ,, ଶାଶୁ ଶଶୁର ଙ୍କ ଗୋଡ଼ ମୋଡୁଥିବି ମନା ବି କରିବେନି ରାତି ଗୋଟେ କି ସାଢେ଼ ଗୋଟେ ଯାଏଁ ତାଙ୍କ ପାଖେ ଅଟକାଇ ରଖିବେ,, ମୋ ସ୍ବାମୀ ଙ୍କ ସହିତ ମୁଁ ଦିନରେ କଣ୍ ରାତିରେ ବି କଥା ହେଇ ପାରେନି,, ଖରାବେଳେ ସମସ୍ତେ ଖାଈ ପିଇ ନିଜ ନିଜ ରୁମ୍ କୁ ଯିବେ ଶୋଇବାକୁ ମୁଁ ଆଉ ମୋ ବଡ଼ ଯା ସର୍ଵ ଶେଷରେ ଖାଉ ସବୁ କାମ ସାରି ମୁଁ ଯେତେବଳେ ମୋ ରୁମ୍ କୁ ଆସେ ଟିକେ rest କରିବାକୁ ରୁମ୍ ମୋ ସ୍ବାମୀ ବି ଥିବେ କବାଟ ଆଉଯା ହେଇ ଥିବ ହଠାତ୍ ମୋ ଶାଶୁ ସେ ରୁମ୍ କୁ ପସିବେ,, ସବୁଦିନ ଏମିତି କରନ୍ତି ବୋଲି ମୋ ସ୍ବାମୀ ଙ୍କୁ ବହୁତ୍ ଖରାପ୍ ଲାଗେ ଆଉ ମୋତେ ବି । ମୋ ଶାଶୁ ଙ୍କ ବୟସ ଏତେ ବି ନୁହେଁ ସେ ଅଜାନତରେ ଭୁଲ କରିବେ,, ସେ ନିଜକୁ ସବୁବେଳେ ସଜାଇ କି ରଖନ୍ତି ସବୁବେଳେ ଶାଢ଼ୀ ବ୍ଲାଉଜ ମେଚିଂ କରନ୍ତି,, ମୁଁ ଜାଣିଛି ଅଧିକ ବୁଢ଼ା ବୁଢ଼ୀ ହେଲେ ବାଳ ଭୋଳ ଧରନ୍ତି କୀନ୍ତୁ ମୋ ଶାଶୁ ଜମା ବି ବୁଢ଼ୀ ନୁହନ୍ତି,,
ଏମିତି ମୋ ସ୍ଵାମୀ ଙ୍କ ଠୁ ମୋତେ ୯ ମାସ ଦୁରେଇ ରଖିଲେ ୟାଡେ ଝିଅ ବୁଦ୍ଧିରେ ପଡ଼ି ମୋତେ ଖରାପ କରି କହିବା ସହିତ ମୋ ସ୍ବାମୀ ଙ୍କୁ ମଧ୍ୟ ବହୁତ୍ ମିଛ କୁହନ୍ତି ଯେମିତି ଆମ ଦୁଇ ଜଣ ଙ୍କ ଭିତରେ ଝଗଡା ହେବ,, finally ସେଇୟା ହିଁ କରିଲେ, ୯ ମାସ ଏମିତି ହେବା ପରେ ଶେଷରେ ମୋ ସ୍ଵାମୀ ଚାହିଁଲେ କି ମୋତେ ତାଙ୍କ ସହିତ ନେଇ ଯିବାକୁ ଶାଶୁ ବିଭିନ୍ନ ବାହାନା କରି ମୋତେ ମୋ ସ୍ବାମୀ ଙ୍କ ସହିତ ଛାଡନ୍ତି ନାହିଁ,, ଭାୟା ପଡୋଶୀ ମୋ ଶାଶୁ ଶଶୁର ଙ୍କୁ ମୁହାଁମୁହିଁ କହିଲେ ଜେ ପୁଅ ବୋହୂ ଙ୍କ ଖୁସିରେ ତୁମେ ଖୁସୀ ହେବା କଥା ପୁଅ ବୋହୂ ଙ୍କୁ ଅଲଗା କରି କାଇଁ ରଖୁଛ, ଆଉ ମୋ ସ୍ବାମୀ ଙ୍କ ସାଙ୍ଗ ମାନେ ମଧ୍ୟ ମୋ ଶାଶୁ ଶଶୁର ଙ୍କୁ ଦୁନିଆଁ କଥା ବୁଝାଇବା ପରେ ଶେଷରେ ମୁଁ ସେ ନର୍କ ରୁ ବାହାରି ଆସିଲି ମୋ ସ୍ଵାମୀ ଙ୍କ ସହିତ ,, ଆସିବା ବେଳେ ମୋ ଶାଶୁ ମୋତେ କହୁଥାନ୍ତି କି ଘରେ ଗୋଟେ ଛୁଆ ଅଛି ,, ସେଇଆ କୁ ଅନେଇ କି ସମସ୍ତେ ରହିବ ଆଉ ଘର କୁ ଛୁଆ ଦରକାର ନାହିଁ, ମାନେ ମୋ ବଡ଼ ଯା ର ପୁଅ କୁ ଅନେଇ କି ମୁଁ ରହିବି ମୋର୍ ନିଜର ଛୁଆ ହେବାକୁ ମୋତେ ମନା କରିଥିଲେ,,
ଭାବିଥିଲି କି ସ୍ବାମୀ ଙ୍କ ସହିତ ଶାନ୍ତିରେ ସଂସାର କରିବି,, ହେଲେ ଶାଶୁ ସେତିକି ବି କରାଇ ଦଉ ନାହାଁନ୍ତି,, ପୁଅ କୁ ମୋ ଵିରୁଧରେ ଫୋନ ରେ କହୁଛନ୍ତି ୟାଡେ ପୁଅ କଥା କୁ ୟାଡୁ ସାଡୁ କରି ମୋ ଆଗରେ କହିଲେ, ଯେତେବେଳେ ଆମ ଭିତରେ ଟିକେ ଝଗଡ଼ା ଲାଗିବୁ ପୁଅ ଠୁ ଯଦି ଶୁଣି ଥିବେ ସାଙ୍ଗେ ସାଙ୍ଗେ ପୁଅ କୁ କହିଲେ ମୁଁ ତତେ ମନା କରୁଥିଲି ତାକୁ ତୋ ସହିତ ନେ,, ନି,, ତୁ ମୋ କଥା ନ ମାନି କି ନେଲୁ ଦେଖିଲୁ ତ ସେ ତୋ ସହିତ ଝଗଡା କରୁଛି,,ତୁ ତାକୁ ଜଲଦି ଆଣି ଘରେ ଛାଡ଼ି ଦେଇ ଯା ଶାଶୁ ୟାଡେ ମୋତେ କହିବେ କି ତୁ ଜଲଦୀ ପକାଇ ଆ ସେ ତୋ ସହିତ ଝଗଡା କରୁଛି। ମୋ ନନନ୍ଦ ବି ମୋ Swami ଙ୍କୁ କୁହନ୍ତି ବହୁତ୍ ୟାଡୁ ସାଡୁ କଥା ଏମିତି କରି ଆମ ଭିତରେ ଅଶାନ୍ତି ଲଗାଇ ଦିଅନ୍ତି ମା ଝିଅ ଦୁଇ ଜଣ
ବାବା ମୋ ସ୍ଵାମୀ ଙ୍କ ରୋଜଗାର ରେ ହିଁ ସବୁ ଘର ଚାଲେ, ମୋ ଦେଢ଼ ସୁର ସବୁବେଲେ ଘରେ ମଦ ଗଞ୍ଜେଇ ଟାଣି ସବୁ ବେଳେ ଘରେ ଖାଇକି ଶୁଅନ୍ତି,, ଶାଶୁ ମଧ୍ୟ ବଡ଼ ପୁଅ କୁ ଆଡୁ ସାଡୁ କହି ବଡ଼ ବୋହୂ କୁ ମାଡ଼ ଖୁଆନ୍ତି,, ମୁଁ ମୋ ସ୍ବାମୀ ଙ୍କ ସହିତ ବାହାରକୁ ଆସିଲେ ବି ତଥାପି ଶାଶୁ ଶଶୁର ଙ୍କୁ ମାସକୁ ମାସ ପଇସା ପଠାଇବା ସହିତ ପୁତୁରାର ସବୁ ଖର୍ଚ୍ଚ ମଧ୍ୟ ମୋ ସ୍ବାମୀ କରନ୍ତି,, ନିଜ ଭାଉଜ ର ଯାହା କିଛି ଦରକାର୍ ତାକୁ ମଧ୍ୟ ଦିଅନ୍ତି,, ତଥାପି ଶାଶୁ ନଣନ୍ଦ ଆମ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ କେବେ ପକାଇ ଦଉ ନାହାଁନ୍ତି 😭 ମୁଁ ଯୋଉ ରୁମ୍ ରେ ଶୁଏ ସେ ରୁମ୍ ର ଦୁଆର ବନ୍ଧରେ ବିଭିନ୍ନ ଗୁଣୀ ଗାରେଡ଼ି ଜିନିସ ବାନ୍ଧନ୍ତି,, ଧରା ବି ପଡ଼ି ଛନ୍ତି ମୋ ଶଶୁର ଶାଶୁ ଙ୍କୁ ଡରି ଚୁପ୍ ରୁହନ୍ତି,,, ମୁଁ ମୋ ସ୍ବାମୀ ଙ୍କ ସହିତ ଆସିବାକ ଚାରୀ ମାସ ହେଇ ଗଲାଣି,, ଛ ମାସ ରହିବି ବୋଲି କଥା ହେଇ ଥିଲା କିନ୍ତୁ ଚାରି ମାସ ନ ହଉଣୁ ଶାଶୁ ବାର ବାର ଫୋନ୍ କରି ପୁଅ କୁ କହୁଛନ୍ତି ତୁ କାଇଁ ଏତେ ଦୀନ ରଖୁଛୁ,, ତା ପାଇଁ ତୋ ପଇସା ଖର୍ଚ୍ଚ ହଉଛି,, ସେ କାଇଁ ସେଠୀ ଡ୍ରେସ୍ ପିନ୍ଧିବ,, ମୁଁ ସଲୱାର୍ ପିନ୍ଧେ ବେଳେ ବେଳେ ବାହାରକୁ ଆସିବା ପରେ , ସେଥି ଲାଗି ପୁଅ କୁ କହିବେ ତୁ ତୋ ମାଇପ ବୁଲା ହେଇ ଗଲୁ ତୋ ସ୍ତ୍ରୀ ଷ୍ଟାଇଲ୍ ମାରୁଚି ତୁ କାଇଁ ତାକୁ ଡ୍ରେସ୍ କିଣି ଦଉଚୁ,, ଏମିତି ବହୁତ କିଛି କୁହନ୍ତି,, ଶେଷରେ ମୋ ସ୍ଵାମୀ ଅଫିସ tension ଆଉ ତାଙ୍କ ମା ଙ୍କ କଥା ଶୁଣି ମଦ ପିଇ ଘର କୁ ଆସିବେ,,ମୁଁ ମୋ ସ୍ବାମୀ ଙ୍କୁ ବୁଝାଏ ମଦ ନ ପିଇ ବାକୁ ହେଲେ ଶାଶୁ ଓଲଟା ମୋ ମୋତେ ଗାଳି କରନ୍ତି କି ତୁ କାଇଁ ତା ମଦ ଛାଡ଼ିବା କଥା କହୁଛୁ,, ଓଲଟା ମୋତେ ପୁଅ ଆଗରେ କହିବେ କୁ ତୋ ଶଶୁର ପିଉଛନ୍ତି କାଇଁ ତାଙ୍କ ର କିଛି ହୁଏନା ଆସି ବୁଢ଼ା ହେଲେଣି ଆଉ ସେ ପିଇଲା କଣ୍ ହେଲା,, ମୋ ସ୍ବାମୀ ମଦ ଗୁଟକା ମଧ୍ୟ ଖାଆନ୍ତି କେବଳ ଆଉ କେବଲ୍ ନିଜ ମା ଙ୍କ କୁ ଶିକ୍ଷ୍ୟା ପାଇଁ😭
Oho akamitika sasu .... Bhauni tamaku jaha thik laguchi kara ..aniya manaka pai tame e jana amiti kasta paiba thik nuha ....ai duniyare atebe bhala haba uchita nuha 🙏🙏
Mora Sashu b semiti karuthile.
Thik kathha baba ...sasu sasura jete ninda karantu pachhe kintu bohu ta kartavya Kariba uchit...
Jai shree jagannath 🙏
Same situation
🕉️ Jay pancha sakha namah.🌻🌻🌻🌻🌻🪔🪔🪔🪔🪔🚩🚩🚩🚩🚩🛐🧘 So thanks baba pranam.🙏🙏
Jaya Jagannath
🎉🎉🎉👏👏👏
Guruji vada ghare Laxmi photo &kalasa basauchi kichhi bhul hauchi ki ?aau manare jau ambadala sei ambadala sabu gurubarare change haba na sesa pali sariba jai rahiba .jani nahi tike amaku kahibe.
Ek dum thhik kahile aagyan aama sabu pilankara ebe ahi abasthha 🙏🙏
Jay jagannath Jay panchasakha baba pranam 🌹🌹🌹💐💞💐🌹💐💞💐💐💐💞💞💐
👏👏👏👏
Jay Jagannath.🙏form Jagatsinghpur ❤
Jay Jagannath
Jay shree jagannath 🙏🙏🙏🙏🙏🙏🙏🙏🙏🙏🙏🙏
ଗୁରୁଜୀ ପ୍ରଣାମ ମୁଁ ଜଣେ ବିଧବା ମୋର ଶାଶୁ ଶଶୁର ତାଙ୍କର ସବୁ ରୋଜଗାର ତାଙ୍କ ଝିଅ କୁ ଦେଇଦେଲେ ମୋର ସ୍ବାମୀ ମରିବା ସମୟରେ ମୁଁ ଗର୍ଭବତୀ ତଥାପି ମୋତେ ସେମାନେ ନିର୍ଦ୍ଦୟ ଭାବେ ବାପ ଘରକୁ ପଠାଇ ଦେଲେ। ପୁଣି ରହିବା ଘର ଟି ବି ଝିଅ ନା ରେ ଲେଖିଦେଲେ ମୁଁ ସେମାନଙ୍କ ସେବା ଦୋଷୀ ହୋଇଯିବି କି
ସେବା ନ କଲେ
🙏🙏🙏bhaba
Thank you baba
🙏🏻🙏🏻🙏🏻🙏🏻
Jay Jagannath baba subha sandya😊
Mo sasu sasur khali Sana pua ku vala pauchhenti au sabu kichhi Sana pua ku sabu dauchhenti baba😢amoku hinsha karuchhenti hele hi ame pacharuchhu
Jay jaganatha baba pranam 🙏🙏🙏
Plz plz baba mate kuhanti gote pila abata ku gale kn karibu ama.plz plz reply daba.plz plz plz plz
Jay Jagannath baba 🙏🙏🙏🙏
Pranam baba
Baba pranam Jay Jagannath
🙏🙏👌👌
Baba pranam
sir mo sasu sasurnku mo swami marpit bi karanti hele tathapi semane puaku paisa dei muhna badhauchanti kintu mora kichhi bi ktha sununahanti jaha phalare mu chahinle bi mo swami ku change kariparuni ki tankara mada chhadei paruni. semane bilkul paisa npthante nhele jadi pathante mo pakhaku tanka puaku njanante. sie jadi kebe kebe mate dianti puaku janei dianti. pua tankr jemiti hele mo bapa maa paisa mate de kahi neijae sie jaha ghr kharcha souda ane semane bi direct dokani ku payment karanti ta pare kahinki ta pakhaku pathouchanti..
Jay Jagannath 🙏🙏🙏
Mo situation thhik emiti😊
Jayjagannath ⚫❗⚫🙏🙏
Sasu sasura ta pua bohu ku pakhare rakhu nahanti. Seba kemiti karibu?
🙏🙏🙏
❤❤❤❤❤❤❤
Baba mo sasu t kuhanti khali bihu asichi mane se chakarani mu khaibi soibi aau mo sasura sasu nka kathare bas uth huanti kalijuga eita jete bhala kama kale kharap suniba
Right
Jadi semane maridebar jojana karanti...ta hele
Mo swami abasta
Baba pranam.⭕‼️⭕🙏🙏 Jay baba akhandalamani.🙏🙏
Actually sasu guda jodi bholo huonte tahele ghore kichhi problem heboni khas tanko pain hi ghore jhagada asanti sobu hue semane jodi maa pori bohu ku kolei nebe bohu mane nihati sasu nkara pado dhua pani pionte
Baba panama. Aapana. Sundar.katha.kahichhjagannath
Baba jhiamanka pai kichi kuhantu jadi gotebhohu sasusasuranapai sebakarnti tahale joibi kichi bi karibadarakarki nai joita jhiar bapa manku dekhile sanman nahi tahale jhiajanam karibata pap kahikina puaja janm karichanti se mahan karana sekichi sebapaile jhiachilebi sesebakaipaibani tabapa ma nku pligs a vodo karanti mubahita kastre lekhichi pligs
Baba namaste
🙏Guru pranam🙏⭕‼️⭕Jay Jagannath🛕🏹Jay shree Ram🏹🌺Jay Hanuman🙇Jay panchasakha🪔🪔🪔🚩🚩🚩
ଗୁରୁଦେବ କୋଟି କୋଟି ପ୍ରଣାମ 🙏🙏🙏🙏🙏
Mate jete mathibu Math ,mu seidarapoda kath
Ma sasura kebe ama swami stri nku sathire basile khaile suile tanka deha jalijauchi sabu bele ma swaminka mundare ma birudhare kahuchanti au amara jhagada lagauchanti tathapi mu mor kartabya karichalichi😢tathapi tankara seba karuchi 😢
Baba satakatha
Raight mu sei katha vabiki pachare baba
sir mo swami gote ghoda madua(drinker) kichhi rojgar karunahanti...
aau tanka bapa maa bahaghr karidei puaku chhadi ghr bhada nei jai bahare rahuchanti. aau gote pua boli puaku paisa patheidouchanti puaa aahuri besi besi mada peiuchi mu jete kahile bi pua ktha sunuchanti kahuchanti ame taku dariki douchu nhele sie amaku ph.kari rakhei dounahi. hele mu aau mora jhia chalibaku deunahanti,hele puaku masaku paisa patheidouchanti se pila mate bi ta ghre rakheidouni marpit karuchi. sasu saura 2jana janka teacher thile abe pension pauchanti sethi lagi mu kahuchi.semankr chakiri nthanta bhl. puaku dari ghre rahunahanti mate bi bapa ghre basi time rahibaku paduchi badhya hoi. jetebele asuchi aei pila bahut hairan karuchi,kintu tara bapa maa paisa daba taku band karunahanti..
semankr ichha mu tanka pua pakhare gali gulaj sahi ruhe hele sie asibeni ki pua pakhe rahibeni....
mu jadi tanka pua ra gali ku pratibad karuchi semane mate bhul bujhuchanti. mora bahaghr agru bi semane tanka puaku chhadi bahare ruhanti bahut time hele puaku paisa pathanti. puaku nahagr karidei abe ghr bhada nei bahare rahile mora amitire kemiti semanank upare bhakti asiba kuhantu. pua ku mada peibaku masaku ta pakhaku paisa deidouchanti 7000ru-8000 hele mate ph.re kahuchanti electi bill kn pain ate uthuchi tora gas ate jaldi kemiti saruchi, dokan souda kemiti ate houchi....kn amiti krucha ki
Baba mora bi gote prasna gote sasura jadi madua hue aou sei mada pie ghare brisunkhala karanti sabubele tahela sethi se bohu ra kana kariba uchit
Baba mo parithiti bi semiti
🙏🙏🙏🙏🙏
Bopa hoeki pua ku abhisap deuchanti sasu sasura hoeki bohu ku badauchanti jhagada laguchanti abe bi sasu sasura rajut karuchanti bohu ku haran karuchanti
Ama sasumote khaibaku deinahanti
😢
Mate mo sasu ghara jam pura vali laguchi
Jete sebakale madhya sasu r gun nai dise au seba karile madhya kharap ekaa kahibe
Bapa pranam 🙏,jeun ghare sashura gali,apaman Kari gharu bahar karidianti,tebe bohu kahara seba kariba? Bhul kichhi nanhi bina dosa re emiti kn pain mo sahit heuchi.
Sasu ethi pua bohu ku alaga karuchanti
Jay shree jagannath mu mora sasura gadahata modilebi nahai karuche padisaghare mo pila petare chhua thaei bi mu sabu karuthili 7 moth pajanta
ଜୟ ଜଗନ୍ନାଥ ❤❤❤🙏🙏🙏
ବାବା ପ୍ରଣାମ ❤️❤️❤️🙏🙏🙏
🙏🙏🙏🙏
🙏