ପ୍ରକୃତି ମୋ ପୁଅକୁ ଡିଭୋର୍ସେ ପାଇଁ କହୁଥିଲା, ମୋ ବୋହୂ ଆଉ କେତେଦିନ ସହିଥାନ୍ତା: ଅପରାଜିତା

แชร์
ฝัง
  • เผยแพร่เมื่อ 6 ก.ย. 2024
  • ପ୍ରକୃତି ମୋ ପୁଅକୁ ଡିଭୋର୍ସେ ପାଇଁ କହୁଥିଲା, ମୋ ବୋହୂ ଆଉ କେତେଦିନ ସହିଥାନ୍ତା: ଅପରାଜିତା
    #PrameyaNews7 #News7 #OdishaNews
    Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
    For latest Odisha News Follow us:
    Website: www.prameyanews...
    TH-cam: / prameyanews7odia
    Twitter: / news7odia
    Facebook: / news7odia
    Instagram: / prameyanews7
    Playlists-
    Nua Jibana Nua Asha: • Nua Jibana Nua Asha | ...
    ଶୁଣ...ଶୁଣ...ଶୁଣ: • Video
    Explore Odisha: • Explore Odisha
    Breakfast Odisha: • Breakfast Odisha News7
    Maganna Oligi • Video
    Biswas Abiswas Andhabiswas: • Biswas Abiswas Andhabi...
    Digital Special Stories: • Digital Special Stories
    Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
    Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
    Face To Face: • Face To Face

ความคิดเห็น • 2.1K

  • @Chandanmishra.Lyrical
    @Chandanmishra.Lyrical 2 ปีที่แล้ว +1329

    ଶାଶୁ ହବ ତ ଏମିତି. Heartly Salute u mam 🙏🏻😊

  • @budhiramnahak3209
    @budhiramnahak3209 2 ปีที่แล้ว +673

    ତୃପ୍ତିର ସାହାସିକତା ପାଇଁ ଧନ୍ୟବାଦ. ଏହିପରି ଜଣେ ନାରୀ ଆଉ ଜଣେ ନାରୀ କୁ ସାବଡ କରିବା ଉଚିତ

  • @bishnuimissumaa4972
    @bishnuimissumaa4972 2 ปีที่แล้ว +1747

    ଆଜି କାଲି ଦୁନିଆଁ ରେ ବୋହୁ କୁ suport କରୁଥିବାରୁ ଖୁସି ଲାଗୁଛି 🌹ଧନ୍ୟବାଦ medam 👍👍

    • @mahidas863
      @mahidas863 2 ปีที่แล้ว +10

      Thik but mo sasu hi mo ghara bhangi dele.

    • @bishnuimissumaa4972
      @bishnuimissumaa4972 2 ปีที่แล้ว +3

      @@mahidas863 dharjya dhara didi

    • @rkiranaparida
      @rkiranaparida 2 ปีที่แล้ว

      @@mahidas863 Kichhi dina apekhya Kara bhauni sabu thik heijiba

    • @preetypriya_sp
      @preetypriya_sp 2 ปีที่แล้ว +4

      @@mahidas863 sasu ki sasu bhalia dekhile amiti heba,maa pari thare Dekha

    • @sumitshahoo5203
      @sumitshahoo5203 2 ปีที่แล้ว

      Your great mom and mother in law i selut mem

  • @sujitpanda1749
    @sujitpanda1749 2 ปีที่แล้ว +241

    କଣ କଲୁରେ ପ୍ରକୃତି ଛଡା ମିଶ୍ର , ଦେବୀ ଭଳିଆ ମାଁ ଙ୍କ ଆଖିରେ ଆଖିରେ ଲୁହ ଦେଇଦେଲୁ , ତୁ କେବେବି ଶାନ୍ତି ରେ ରହିପାରିବୁନି , ତୋ ଜୀବନ ନର୍କ ହେଇଯିବ ।

  • @adgamer2655
    @adgamer2655 2 ปีที่แล้ว +75

    😭😭ଏ ଯୁଗରେ ଏମିତି ଶାଶୁ ଟିଏ ଭଗବାନ ସମସ୍ତ ଙ୍କୁ ଦିଅନ୍ତୁ

  • @debrajsamal7701
    @debrajsamal7701 2 ปีที่แล้ว +751

    ଯେତେ ହେଲେ ଫିଲ୍ମ୍ ରେ ଯେମିତି ସତରେ ମଧ୍ୟ ତମେ ସେମିତି ଭଗବାନ୍ ସବୁ ବେଳେ ତମକୁ ଖୁସିରେ ରଖନ୍ତୁ ଅପରାଜିତା madam 🥺🥺🥺❤️❤️❤️🙏🙏

  • @meenasethiexpress4774
    @meenasethiexpress4774 2 ปีที่แล้ว +259

    ବାଡେ଼ଇଲେବି କିଛି ଭୁଲ କରିନି ତୃପ୍ତି ଏଦୁନିଆଁ କୁ ଗୋଟେ ଭଲ ମେସେଜ ଦେଲା ଧନ୍ୟବାଦ 🙏🙏🙏ମାଆ

  • @sahoosarbeswar1624
    @sahoosarbeswar1624 2 ปีที่แล้ว +560

    ମା ହେବତ ଏମିତି ଧନ୍ୟବାଦ madam 🙏🙏🙏🙏🙏

  • @pramilapadhi2039
    @pramilapadhi2039 2 ปีที่แล้ว +138

    ଆପଣଙ୍କ ହୃଦୟ ଏତେ ମହାନ୍ ଏତେ ଭଲ ଆଜି କାଦୁନିଆରେ ବୋହୁକୁ ଏତେ ଭଲ ପାଇବା ଦେଖି ମୋପାଟିରେ ଧନ୍ୟବାଦ ଦେବାକୁ ଭାସାନାହି ଭଗବାନ ଆପଣଙ୍କୁ ବହୁତ ସକ୍ତିଦିଅନ୍ତୁଏତିକିମୋରପପ୍ରାଥନା🙏🙏🙏

  • @subasinipahi3607
    @subasinipahi3607 2 ปีที่แล้ว +54

    ସତରେ ଟିକି ଅପା ଆପଣ ବହୁତ ମହାନ,🙏 ସଚୋଟ ରେ ରହିଛନ୍ତି ବୋଲି ଓଡିଶା ଲୋକ ଆପଣଙ୍କ ପକ୍ଷରେ, ତୃପ୍ତି ଦିଦି କୁ ନ୍ୟାୟ ମିଳିବ ।🙏

  • @patitakumarchoudhury9855
    @patitakumarchoudhury9855 2 ปีที่แล้ว +1287

    ପ୍ରକୃତ ଆପଣ ମହାନ ଅପରାଜିତା ମାଡାମ , ସତ କୁ ସମ୍ମାନ ଦେଇ ଏ ବୟସରେ ନିରେପେକ୍ଷ ଭାବେ ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ଦେଉଛନ୍ତି 🙏🙏🙏

  • @Trueloveyouth
    @Trueloveyouth 2 ปีที่แล้ว +620

    ସତରେ ଅପରାଜିତା ଅପା ଆପଣଙ୍କ ଭଳି ମା ଆଉ ଶାଶୁ ପାଇଁ ବାବୁସାନ ଆଉ ତୃପ୍ତି ଭାଉଜ ଧନ୍ୟ
    ବାବୁସାନ ଆପଣଙ୍କ ଭଳି ମା ଆଉ ତୃପ୍ତି ଭାଉଜ ଭଳି ପତ୍ନୀ ପାଇ କେମିତି ପ୍ରକୃତି କଥାରେ ଯାଉଛନ୍ତି

  • @niranjannayak5969
    @niranjannayak5969 2 ปีที่แล้ว +2120

    ସମସ୍ତ ଝିଅକୁ ଏମିତି ଗୋଟିଏ ଗୋଟିଏ ଶାଶୁ ମିଳିବା ଦରକାର ।ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଏପରି ମହିୟସୀ ମହିଳାଙ୍କୁ ଧନ୍ୟବାଦ ।🙏

    • @nitishpanda4498
      @nitishpanda4498 2 ปีที่แล้ว +7

      Sashu sala ea michha kahuchi are babushan ra recent videos dekhe kn kahichi

    • @commonman159
      @commonman159 2 ปีที่แล้ว +1

      @@nitishpanda4498 Babushan return Kariba...Sabu bhul bujhiki byasta huani ...hela ...

    • @nitishpanda4498
      @nitishpanda4498 2 ปีที่แล้ว +2

      @@commonman159 jadi tume sabu bujhucha then amiti cmt kn pain kala ta maa michha khuchi ta stree kn adu sadu gapuchi tume kuha gote hata re kn tali baje

    • @nitishpanda4498
      @nitishpanda4498 2 ปีที่แล้ว +1

      Then prakruti ku kn pain blame kara hauchi sala odia industry ta aeithi pian agkau badhi paruni

    • @jessicapradhanjessi3492
      @jessicapradhanjessi3492 2 ปีที่แล้ว +1

      Good👍

  • @firoznayak5101
    @firoznayak5101 2 ปีที่แล้ว +111

    ସତରେ Reel ରେ ଜେମିତି real ରେ ବି ସେମିତି wowo❤️❤️ ସତରେ କ'ଣ କହି ଆପଣଙ୍କୁ ପ୍ରସଂଶା କରିବି ମୋ ପାଟିରେ ଶବ୍ଦ ନାହିଁ 🙏🙏🙏

  • @akshayakumar8712
    @akshayakumar8712 2 ปีที่แล้ว +20

    ଆଜିକାଲି ଦୁନିଆରେ ବୋହୂର ପାରିବ ,ବୋହୂକୁ Support କରୁଥିବାରୁ ବହୁତ୍ ଖୁସୀ ଲାଗିଲା mam ji 🙏🙏🙏🙏🙏 , ଆପଣଙ୍କର ପରିବାର ପୁଣି ଥରେ ଏକାଠି ହୋଇଯାଉ ମୁ ପ୍ରଭୂ ଜଗନ୍ନାଥ ଙ୍କ ପାଖରେ ପ୍ରଥାନ କରୁଚି ଜୟ ଜଗନ୍ନାଥ 🙏🙏🙏🙏🙏

  • @HR_motivation341
    @HR_motivation341 2 ปีที่แล้ว +403

    ପୁଅ କୁ ସୁଧାରିବା କୁ ଯାହା ଗୋଟେ ମା ର କର୍ତ୍ତବ୍ୟ ସେ କରିଛନ୍ତି,,, ଏଠି ଜଣେ ସୁପର ଷ୍ଟାର ନୁହେଁ ଜଣେ ମାଆ ର ସ୍ୱର ସୁଭୁଛି🙏

  • @sriaurobindoashram7473
    @sriaurobindoashram7473 2 ปีที่แล้ว +192

    ବହୁତ ଭଲ ଆପଣ ଅପରାଜିତା ମହାନ୍ତି ।

  • @statuesyouthclub7705
    @statuesyouthclub7705 2 ปีที่แล้ว +63

    ଅପରାଜିତା ମାଆ ଙ୍କ ପରି ଶାଶୁ ସମସ୍ତଙ୍କୁ ମିଳୁ 🙏🙏🙏

  • @trailokyanathnayak9766
    @trailokyanathnayak9766 2 ปีที่แล้ว +28

    ଅପରାଜିତା ଭଳି ମା' ପାଇଁ ଆମେ ଗର୍ବିତ। ସେଭଳି ମା' କୁ ମୋର🙏🙏

  • @saitulasibandichhor4343
    @saitulasibandichhor4343 2 ปีที่แล้ว +9

    ସତରେ ଶାଶୁ ମା ତୁମକୁ ଧନ୍ୟବାଦ୍ 🙏🏼

  • @user-uf3so2jf7r
    @user-uf3so2jf7r 2 ปีที่แล้ว +194

    ପ୍ରକୃତି କୁ ଆହୁରି ମାଡ଼ ଦରକାର.
    ଧନ୍ୟ ମନ୍ମଥ ବାବୁ. ମଣିଷ ଭଳି ବିଚାର କରିବେ.

    • @mrunikeandheartkiller9399
      @mrunikeandheartkiller9399 2 ปีที่แล้ว +3

      ପ୍ରକୃତି କୁ 👊✊🤛🤜👋🦶✋🦵 ଦରକାର।

    • @bikashgaming1438
      @bikashgaming1438 2 ปีที่แล้ว +2

      Aji kalika jhia ...pura gua Ghia.

    • @sangarmsamal634
      @sangarmsamal634 2 ปีที่แล้ว

      Prakriti ku goithha chapuda darkar

  • @cuttackvlog4472
    @cuttackvlog4472 2 ปีที่แล้ว +179

    ସେ ପ୍ରକୃତି ମିଶ୍ର ମାଳି ସାହି ପଠେଇ ଦେବ ଦରକାର ଏତେ ସୁନ୍ଦର ଘର ଟାକୁ ଭାଙ୍ଗି ଦେଲ!
    😭😭😭😭😭

  • @lizaraninayak9270
    @lizaraninayak9270 2 ปีที่แล้ว +59

    ଆପଣଙ୍କ ପରି ଶାଶୁ ସମସ୍ତଙ୍କୁ ମିଳନ୍ତୁ, ଆପଣ ନିଜ ପୁଅର ଦୋଷ ନ ଘୋଡେଇକି ବୋହୂକୁ ସାହସ ଦେଉଛନ୍ତି କି ନିଜ ପରିବାର ସଜାଡ଼ିବାକୁ, ବୋହୁତ ବୋହୁତ ଧନ୍ୟବାଦ୍ ଆପଣଙ୍କୁ ମ୍ୟାମ

  • @sahootapan2996
    @sahootapan2996 2 ปีที่แล้ว +12

    The statement from a mother for protecting his son such precious things that they don't want's her Daughter to defame, such a great MoM for our Nation

  • @rakeshkumarsahoo5707
    @rakeshkumarsahoo5707 2 ปีที่แล้ว +26

    ସେ ଏତେ real ଭଲ ବୋଲି ବୋଧ ହୁଏ ସେଦିନ ' ମା ପରି କିଏ ହବ ' ଆଉ ' ରକତ ଚିଂହିଛି ନିଜର କିଏ ' ଦେଖିଲା ପରେ ମୋ ଆଖିରୁ ଲୁହ ବାହାରିଥିଲା,

  • @iam_baisakhi
    @iam_baisakhi 2 ปีที่แล้ว +235

    Every mother in law should be like this.. Her heart is of gold.

  • @sambalpurigana507
    @sambalpurigana507 2 ปีที่แล้ว +123

    ଧନ୍ୟବାଦ ମାଁ ❤️❤️❤️❤️❤️😥😥😥❤️❤️❤️

  • @odiamummyrojina
    @odiamummyrojina 2 ปีที่แล้ว +75

    ଭଗବାନ୍ କି ଶାଶୁ ଆପଣ ଅପରାଜିତା madam 🙏🙏🙏❤️❤️ ସେ ଝିଅ କଛି ପୁଣ୍ୟ କରିଥିବେ ନିଶ୍ଚିନ୍ତ, ଯେ ଆପଣଙ୍କ ଭଳି ଶାଶୁ ପାଇଛନ୍ନ୍ତି 😘😘

  • @khirodhchhatria2259
    @khirodhchhatria2259 2 ปีที่แล้ว +12

    I watched your many movies where you have given justice to everyone and also in real life. I like your decision and proud as a fan.love you mam🙏

  • @sknmusicofficial8863
    @sknmusicofficial8863 2 ปีที่แล้ว +14

    ଯେତିକି ମେଡିଆ ଭାଇ, ଓଡ଼ିଶା ପୋଲିସ ଆଉ ଯେତେ ଆମୋ ଓଡ଼ିଶା ର ସବୁ ବୁଦ୍ଧିଜୀବୀ ସମସ୍ତେ ଅପରାଜିତା ମାଡାମଙ୍କ ଠୁ ଶିଖରେ, ନ୍ୟାୟ କଣ ଆଇନ କଣ। really u r great mamm.
    Talented, inteligent, brilliant & sharp mind.
    I salute u mamm.

  • @statuesyouthclub7705
    @statuesyouthclub7705 2 ปีที่แล้ว +81

    ମୋତେ ଲାଗୁଛି ଅପରାଜିତା ମାଆ 🙏 ଠିକ୍ କହିଛନ୍ତି👍 ଭଗବାନ୍ ତାଙ୍କ ପରିବାର କୁ ସଜାଡି ଦିଅନ୍ତୁ 🙏🙏🙏

  • @hariharmohanty8551
    @hariharmohanty8551 2 ปีที่แล้ว +200

    ଆପଣ ମାମ ଠିକ କହିଛନ୍ତି ।ମନ୍ମଥ ବାବୁ ଆପଣ ଭଲ ଭଜନ ଗାଉଛନ୍ତି ଝିଅକୁ ସୁଧାରିବାକୁ ଚେଷ୍ଟା କରନ୍ତୁ ଭଲ ହେବ

  • @gggg-su1lm
    @gggg-su1lm 2 ปีที่แล้ว +197

    You are a really a good person.....Every mother in law should be like u.....Proud of u...

  • @yukti75
    @yukti75 2 ปีที่แล้ว +6

    ହେ ଭଗବାନ୍ ସବୁ ଝିଅ ଙ୍କୁ ଏମିତି ଶାଶୁ ମିଲୁ please 🙏🙏🙏🙏🙏😭😭😭😭😭

  • @_Dream_IAS_
    @_Dream_IAS_ 2 ปีที่แล้ว +8

    କଳାକାର ମାନଙ୍କ କଥା କୁ ବିଶ୍ୱାସ କରିବା ବହୁତ୍ କଷ୍ଟ , କାନ୍ଦିବା ବଡ଼ କଥା ନୁହେଁ ସେ ମାନଙ୍କ ପାଇଁ

  • @rasmitapanda4222
    @rasmitapanda4222 2 ปีที่แล้ว +107

    Every mother in law should be like u. I am great fan of u

  • @Erik-zl1hh
    @Erik-zl1hh 2 ปีที่แล้ว +465

    ଆପଣଙ୍କ ବାବୁସାନ ଅପଣଙ୍କ କୋଳ କୁ ଫେରି ଆସୁ 🙏🙏

  • @akashbehera3908
    @akashbehera3908 2 ปีที่แล้ว +24

    ଓଡ଼ିଆ ସିନେମା ର legend ଏବଂ ବୁଝାସୁଝା ମଣିଷ lv u mam 💟

  • @shrushtisetu8148
    @shrushtisetu8148 2 ปีที่แล้ว +2

    ଓଡ଼ିଶା ର ସବୁ ମା ଅପରା ଜିତା madam ଙ୍କ ପରୀ ହେବା ଉଚିତ୍ u r a great mother ନମସ୍କାର 🙏🏾ଯାଉ ସ୍ବାମୀ ମାନେ କି ଯୋଉ ବାପ ପର ନାରୀ ସାଙ୍ଗେ ବାହାରେ ବୁଲିବ ଏମିତି ମାଡ ଖାଇବ ଆଉ ଅନ୍ୟ କିଛି ବିକଳ୍ପ ନାଇଁ ❤️

  • @MSJVLOGS22
    @MSJVLOGS22 2 ปีที่แล้ว +7

    ଆପଣଙ୍କୁ ଭଗୋବାନ ଭଲରେ ରୋଖନ୍ତୁ,ଆପୋଣ ଗୋଟେ ଭଲ ମା ଆଉ ଭଲ ଶାଶୁ

  • @luckythegamer1968
    @luckythegamer1968 2 ปีที่แล้ว +41

    ତୁମେ ଶାଶୁ ନୁହେଁ, ତୁମେ ମା ।ତୁମ ଭଳି ଶାଶୁ ସମସ୍ତଙ୍କୁ ମିଳୁ ।👍👍👍

  • @madhusmitamohapatra1768
    @madhusmitamohapatra1768 2 ปีที่แล้ว +313

    As a mother I can understand how much painful it is when your child is trapped. Babusan has a great career and entire Orissa is standing with him.

    • @moksh121
      @moksh121 2 ปีที่แล้ว +7

      Jetiki bhul prakriti ra setiki bhul babu ra bhi, se jadi nije thik thanta, tahele taku kahi ki kiye blackmail kariibaku jiba, se kichi na kichi karithiba boli hi daruthila na

    • @madhusmitamohapatra1768
      @madhusmitamohapatra1768 2 ปีที่แล้ว +3

      @@moksh121 manisa matre bhul aachi. Nobody is perfect in this world, but to blackmail someone for his mistake is a crime. I think Prakruti now must stay away from Babusan if she’s not characterless. Nijara personality thile emiti para ghara bhangi na thanta se.

    • @baikunthabehera3971
      @baikunthabehera3971 2 ปีที่แล้ว

      CHADAPATRA OR PREMIKA

    • @moksh121
      @moksh121 2 ปีที่แล้ว

      @@madhusmitamohapatra1768 jaha bhi hau tali di hatharu hi baje, khali prakriti ku blame karile habani, babusan nije bi responsible nuha, tara kn nija family prati kichi responsibilities nathila ki, se setiki nathila boli aaji emti jhia sahita fasigala. Mu kahuni ki prakruti bhala jhia ta boli tara bhi bhul, gote jhia heiki au gote jhia ra ghara barbaad karila jouta bahut hi bada bhul

    • @chinmayee4181
      @chinmayee4181 7 หลายเดือนก่อน

      Babusan cheater

  • @pabi94
    @pabi94 2 ปีที่แล้ว +34

    Example of a good mother to the whole world. We all stand behind you madam.

  • @kuchu1234
    @kuchu1234 2 ปีที่แล้ว +20

    ମନ୍ମଥ ବାବୁ ଏବେ ଟିକେ ଝିଅ କୁ ନେଇ ଅନ୍ତାକ୍ଷରି ହେଉ ଆଉ ପତାଳି ବି .... 😜😜😜😜

  • @activeusers9641
    @activeusers9641 2 ปีที่แล้ว +6

    ଯାହା ବି ହେଉ ଦୁହି ଙ୍କର ଭୁଲ ଅଛି। ଗୋଟେ ହାତରେ ତାଲି ବାଜେ ନାହିଁ। ତୁମ ପୁଅ ବି ସୁନା ମୁଣ୍ଡା ନୁହେଁ ଯେ ଖାଲି ଅନ୍ୟ ଉପରେ ଦୋଷ ଦେବ । ବାକି ଯାହା ବି ହେଉ ବୋହୂ ସପକ୍ଷରେ ଥିବାରୁ ଜଣେ ଦାୟିତ୍ୱବାନ ମା ଏବଂ ଶାଶୁ ର ପରିଚୟ ଦେଇଛନ୍ତି 👏👏 ।

  • @mognaamonaaa1491
    @mognaamonaaa1491 2 ปีที่แล้ว +362

    ମନ୍ମଥ ବାବୁ କୁଆଡେ ଗଲେ ଏତେବେଳକୁ ଲୁଚିଲେ ହେବକି ଆସ ଆସ ଝିଅ ବିଷୟ ରେ ସଫେଇଦିଅ

    • @srutiranimohanty4270
      @srutiranimohanty4270 2 ปีที่แล้ว +4

      Hn right nija re bhul achi but kahuni se manath Mishra but eathi se babusan re bi bhul achi se nije nija maa manuchanti but au gote chance diajiba

    • @pabi94
      @pabi94 2 ปีที่แล้ว +14

      Manmath babu doing kirtan in Parthan TV, his daughter doing kirtan in others house.

    • @rajashreedas707
      @rajashreedas707 2 ปีที่แล้ว +2

      Se esabu Katha ku ignore kare kahila na.safei kana daba.jhia Ra muhan badhe deichanti, kahichanti ja sabu toka nku emiti ---- kariki national artist hebu aau paisa kaneibu...

    • @viraltube8728
      @viraltube8728 2 ปีที่แล้ว

      hau jauchi tame b asa bichara kariba

    • @Supriya002
      @Supriya002 2 ปีที่แล้ว +2

      @@pabi94 Tanku Bahar Kari Deichi Channel Bala...

  • @29studios35
    @29studios35 2 ปีที่แล้ว +38

    ଏ ମା ର ଲୁହ, ପ୍ରକୃତି ମିଶ୍ର କୁ ବାରବାଦ୍ କରିଦେବ …

    • @swatibhole4161
      @swatibhole4161 2 ปีที่แล้ว +1

      Se already barbad heigalani

  • @Sonalispeaks
    @Sonalispeaks 2 ปีที่แล้ว +180

    ଅପରାଜିତା ମାଡାମ ଙ୍କୁ 🙏🙏 . ମା ଆଖିର ଲୁହ ସବୁ କିଛି କହିଦେଉଛି । ଏମିତି ଶାଶୁ ସବୁ ଝିଅଙ୍କୁ ମିଳନ୍ତା କି 😢 , । ସେ ଯୋଉ ଲୋକଗୁଡ଼ା ସେ ବଦମାସ ଅପ୍ରାକୃତିକ ମିଶ୍ର ର ସପୋର୍ଟ ନେଉଥିଲେ ଏଟା ଟିକେ ଦେଖନ୍ତୁ। ସେ ସମସ୍ତେ ମିଛ କହିପାରନ୍ତି କିନ୍ତୁ ମା' ଟି ମିଛ କହେନି।
    ତା' ବ୍ୟତୀତ ,ସେ ହିରୋଶାନ କ'ଣ କୁନି ଛୁଆ , ଜାଣିପାରୁନଥିଲେ କିଛି !! କୋଉ ବିବାହିତା ସ୍ତ୍ରୀ ଟା ନିଜ ସ୍ୱାମୀର ଗାର୍ଲଫ୍ରେଣ୍ଡକୁ ନିଜ ଘରେ ଦେଖି ସହିବ ????

    • @sudarsansahoo3331
      @sudarsansahoo3331 2 ปีที่แล้ว

      O

    • @sudarsansahoo3331
      @sudarsansahoo3331 2 ปีที่แล้ว

      🔊 moo 🔛

    • @rajendradalei8483
      @rajendradalei8483 2 ปีที่แล้ว

      Aparajita nka asali name ta kan janichhanti jadi tike kahibe ta ethi. Babushan ra asali name padaku asila 1/2 years hela. Khokabhai nka gote 25 barsa tala program re e toka geeta gaithila aau video ta 2 barsa hela YT re asichhi

  • @luckymajhi8363
    @luckymajhi8363 2 ปีที่แล้ว +1

    Thank you mam

  • @madhupujhari8571
    @madhupujhari8571 2 ปีที่แล้ว +1

    You r great mother in low..👍👍Apanaka Pari sasu samastanku Milu🙏🙏

  • @amitrana5619
    @amitrana5619 2 ปีที่แล้ว +40

    ମାଁ ର ମମତା ସବୁଠାରୁ ବଡ଼। ବାବୁ ଭାଇ ଦୟାକର। ଆମକୁ ସେହି ପୁରୁଣା ବାବୁ ଭାଇ ଦରକାର

  • @Parthasutar
    @Parthasutar 2 ปีที่แล้ว +231

    ସେ ଭଳି ଝିଅ ବିଷ କନ୍ୟା ଏମିତି ବି ଯେତେ ଖରାପ ଶବ୍ଦ ନାହିଁ ତାକୁ କହିବାକୁ

    • @chuchutvpiyush.9570
      @chuchutvpiyush.9570 2 ปีที่แล้ว +1

      Chee chee kukuri muhi taku dekhile janpade Bollywood re bi se semiti Paso thiba thuuuu...

    • @mrunikeandheartkiller9399
      @mrunikeandheartkiller9399 2 ปีที่แล้ว +1

      ଘୁଷୁରି ନହେଲେ କାଉ ସେ ପ୍ରକୃତି ମିଶ୍ର

  • @anantabarik8769
    @anantabarik8769 2 ปีที่แล้ว +51

    You are absolutely right, mam.

  • @swetaacharyaom8330
    @swetaacharyaom8330 2 ปีที่แล้ว +8

    Apa we all r there with you.please don't worry. Pray God everything will be fine.

  • @swatimalick9895
    @swatimalick9895 ปีที่แล้ว +4

    Mam apana boutu vhala ❤love you mam 😘😍💝😻😍

  • @ankitamohanta5499
    @ankitamohanta5499 2 ปีที่แล้ว +67

    Every woman should be like aparajita madam🙏🙏🙏

  • @sontoshsahoo277
    @sontoshsahoo277 2 ปีที่แล้ว +99

    ପ୍ରଥମ କଥା ଆପଣ ଦୁଇଜଣ ଜଣେ ଭଲ ମାତାପିତା ଆଉ ଜଣେ ଭଲ ମଣିଷ ।ସାରା ଓଡିଶା ବାସୀ ଆପଣଙ୍କ ର।ଧର୍ଯ୍ଯ ରଖନ୍ତୁ ।ଭଗବାନ ଆପଣଙ୍କ ର ସବୁ ଦୁଃଖ ଦୂର କରିବେ।ଅଭିନୟ ମାଧ୍ୟମରେ ଆପଣ ଆମ ମାନଙ୍କୁ କେତେ ବାଟ ଦେଖେଇଛନ୍ତି ।ଭଗବାନ ଆପଣଙ୍କୁ ନିଶ୍ଚିତ ଭାବେ ବାଟ ଦେଖେଇବେ।

  • @dosomegoodwork5286
    @dosomegoodwork5286 2 ปีที่แล้ว +99

    ପ୍ରକୃତି ମିଶ୍ର ଗୋଟେ ନାଗୁଣୀ ।
    ଯିଏ ବାହା ହେବ ଟା ଜୀବନ ବରବାଦ କରିଦେବ।
    ମନ୍ମଥ ମିଶ୍ର ତମେ ଏଇ ସଂସ୍କାର ଦେଇ ଛୁଆ କୁ ବଢ଼େଇଚ ।

    • @sujitmajhi5545
      @sujitmajhi5545 2 ปีที่แล้ว +3

      Prakruti Mumbai re deha byabasaya kare

    • @suryakantaswain8251
      @suryakantaswain8251 2 ปีที่แล้ว +3

      ସେଈଟା ବାରରେ ମଦ ପିଏ ତାକୁ ମୋ ସା

    • @melisha4236
      @melisha4236 2 ปีที่แล้ว +1

      Right

    • @AmitKumar-yn7kg
      @AmitKumar-yn7kg 2 ปีที่แล้ว

      Right

  • @enalimishra1567
    @enalimishra1567 2 ปีที่แล้ว

    Aparajita mam is a super mom as well as a super mother in law too... Keep it up mam..

  • @sumitramalik1226
    @sumitramalik1226 ปีที่แล้ว +4

    Au gote Katha sashu heba ta amiti 🙏🙏🙏🙏👍👍👍👍👍👍👍🙏🙏🙏 se prakruti ku au tike mada darkar thila Kam heigala 🙏🙏🙏

  • @sakbehura
    @sakbehura 2 ปีที่แล้ว +230

    Mam ଆପଣ ସାଧାରଣ ନାରୀ ନୁହନ୍ତି... ଦେବୀ ଆପଣ

    • @rakeshpradhan7654
      @rakeshpradhan7654 2 ปีที่แล้ว +2

      Paduka nei mundare mara

    • @tezz7385
      @tezz7385 2 ปีที่แล้ว

      @@rakeshpradhan7654 🤣🤣🤣

    • @Seungbini_927
      @Seungbini_927 2 ปีที่แล้ว +2

      @@rakeshpradhan7654 har maa apne bachho k liye devi hoti h... Aur maa ka aasirvaad as paduka lene ka mauka mile toh koi kyuu chhodega ..... So don't spread hate here.... Jaake uss Prakruti ka gaaooo.. idhar nhii

    • @rakeshpradhan7654
      @rakeshpradhan7654 2 ปีที่แล้ว

      @@Seungbini_927 Agyan apana nara na nari mu janini Kintu mu kaha ku support bi karuni eithi Kintu Jaya sahu Atyanta bhaba biholo hei jou lekhichanti taha Kan thik emiti Hele sabu deba Debi heijibe

    • @Seungbini_927
      @Seungbini_927 2 ปีที่แล้ว

      @@rakeshpradhan7654 first of all..... I m also a mother of my 1 year baby boy.... N i can understand wht she is going through..... Nd second thing is loko maane jadi taanku setiki maanuchonty as devi... Then she has also given her entire career to this ollywood industry to entertain us... Tavi toh log utna ijjat de rahai... Sbki apni apni baat hoti h bro ... Anyway... Have a gud lyf

  • @sashantilatasahoo7191
    @sashantilatasahoo7191 2 ปีที่แล้ว +52

    Mother is always 🙏🏻,,,maa kola puni Puri uthu,,Godnku dakuchhi 🙏🏻, aapananka family puni hasi uthu 😘

  • @swabhimaniodia2478
    @swabhimaniodia2478 2 ปีที่แล้ว +84

    Apana Heuchhanti Aparajita🙏
    You highly justified the significance of your name by standing strong on this matter🙏 You are not only a Loving mother, All families of Odisha needs a guardian Like You🙏
    Hats Offs to you Mam🙏
    God will listen your and ours prayers for Sure🙏

  • @diptimayeerout5742
    @diptimayeerout5742 2 ปีที่แล้ว

    Always u r great tiki mam. U r a great maa and mother in low.we r proud of you.

  • @snigdha8924
    @snigdha8924 2 ปีที่แล้ว +3

    Real woman 🙏huge respect for aparajita mam ❤️she is a very good human being 💕nd her eyes says how pure her heart is ❤️ love the core from my heart ❤️ god gives you more good health for your life time mam 🙏you are a legend 🙏💕💖

  • @pabitradas7107
    @pabitradas7107 2 ปีที่แล้ว +7

    Huge respect to aparajita madam .. She is great ....every woman should get mother-in-law like aparajita maam❤️🙏🙏

  • @radharanisahoo2810
    @radharanisahoo2810 2 ปีที่แล้ว +28

    Mam u are great ❤️

  • @kshanadamishra3990
    @kshanadamishra3990 2 ปีที่แล้ว +34

    Madam you have proved you are really a Heroine. Every mother in law should learn from you madam. Your language your facial expression say how noble you are. 🙏🏻

  • @akhilsongs9421
    @akhilsongs9421 2 ปีที่แล้ว +2

    U r great..mam..really what we had seen u in odia movie ..and we praise u..today we feel great about ur role in this situation..as a mom andin law..

  • @ChhabilaMunda
    @ChhabilaMunda 2 ปีที่แล้ว +2

    Such Main Aap Mahan, Medam 🙏

  • @cdubey1499
    @cdubey1499 2 ปีที่แล้ว +31

    Aprajita,very good

  • @niammajhi1727
    @niammajhi1727 2 ปีที่แล้ว +17

    ଗୋଟିଏ ଜାଗୃତି ଶୁକ୍ଲା ଆଉ ଗୋଟେ ପ୍ରକୃତି ମିଶ୍ର ଓଡ଼ିଆ ସିନେମା କୁ ହଲେଇ ଦେଲେ....

  • @rupalipriyadarshinisamanta3220
    @rupalipriyadarshinisamanta3220 2 ปีที่แล้ว +11

    Reel lifere best mother real lifere bi best mother and also best mother in law hatsoff to u ..an ideal lady 🙏🙏

  • @mkpradhan2750
    @mkpradhan2750 2 ปีที่แล้ว +18

    ଆରେ ଭାଇ ମାନେ 😭
    ସାଧାରଣ ତ୍ ଜାଣିବା କଥା ଝିଅ ଚାହିଁଲେ
    ପୁଅକୁ କ୍ଷଣ କ ରେ ବର୍ବାଦ କରିଦେବ
    ମୋ ମତ ରେ ୧୦୦% ରୁ ୯୫% ଭୁଲ୍
    ପ୍ରକୃତି ର ପ୍ରକୃତି ର ତାଣ୍ଡବ 😂😂

  • @gumancharanjena
    @gumancharanjena 2 ปีที่แล้ว +7

    ଅପରାଜିତା ମାଡାମ...... Its very crucial time..... ଏବେ କାହାର ଭୁଲ, କାହାର ଠିକ, ଦେଖିବା ସମୟ ନୁହେଁ...... ପ୍ଲିଜ଼ understand the situation....... ସବୁ ଭୂଲ ବାବୁସାନଙ୍କ ଉପରେ ଲଦି ଦିଅନ୍ତୁନି ..... Please don't destroy him.....l've watched all the videos in social media about ur family..... Only u can do something.......ବୋହୁ ମା ଙ୍କୁ ବି ବୁଝାନ୍ତୁ..... ଏ ପରିସ୍ଥିତିରେ ମନକୁ ନ ପଚାରି ବିବେକ କୁ ପଚାରନ୍ତୁ...... କଣ କରିବା ଉଚିତ.... କାଲିର ବାବୁସାନ ସୁନାମୁଣ୍ଡା ଥିଲା, ଆଜି କେମିତି ଏତେ ଖରାପ ହେଇଗଲା.......କାହାକୁ pressure ଦେଇ ନିଜର କରି ହୁଏନି..... ମଣିଷ ମାତ୍ରେ ଭୁଲ ଅଛି....ସେଇ ଭୁଲ କୁ ଧରି ବସି କଣ ସବୁକିଛି ନଷ୍ଟ କରିଦେବା ? Please ଏମିତି କରନ୍ତୁନି.... ଆପଣ ପରା ଆମମାନଙ୍କର ଆଦର୍ଶ !!!
    Please, ସବୁ ଅତୀତକୁ ଭୁଲି ଯାଆନ୍ତୁ, ନହେଲେ ସମାଧାନ ହେଇ ପାରିବନି...... କେହି କାହା ଉପରେ ସନ୍ଦେହ ରଖନ୍ତୁନି...... ନହେଲେ ଏ "ସନ୍ଦେହ "ଶବ୍ଦଟି
    ସବୁ ବର୍ବାଦ କରିଦେବ !!!
    Madam..... ମୁଁ ଏଇଥି ପାଇଁ କହୁଛି, ମୁଁ ଜୀବନକୁ ବହୁତ ନିକଟରୁ ଦେଖିଛି..... ବେଳେବେଳେ ଜୀବନରେ ଏମିତି ଝଡ ଆସେ, ଆଉ ମଣିଷକୁ ଏମିତି ଜାଗାକୁ ନେଇଯାଏ, ସେ କେବେ ବି ଭାବି ନ ଥାଏ..... ତେଣୁ, ଏଠି ଦୋଷ କାହାର ନାହିଁ, ସବୁ ପରିସ୍ଥିତି ର !
    ଥରେ ଖାଲି ଭାବନ୍ତୁ, କାଲି ଏମିତି ନ ହେଉ, ରାଇମୋହନ sir ଙ୍କ ପରି ବାବୁସାନ ଙ୍କୁ ଆମେ ହରେଇ ନ ଦେଉ !!! 😭😭😭
    ବୋହୁ ମା ଙ୍କୁ ବୁଝାନ୍ତୁ, ଏଯାଏ କିଛି ହେଇନି, ଜୀବନରେ ଏମିତି ଝଡ ଅନେକ ବାର ଆସିଥାଏ !
    ସବୁ ଘାତ ପ୍ରତିଘାତ ସହି, ଆଗକୁ ବଢ଼ିଯିବାର ମାନେ ତ ହେଉଛି "ଜୀବନ" !!!👌

  • @rasmimohanty7435
    @rasmimohanty7435 2 ปีที่แล้ว +16

    Perfect Reply from Aparajita Madam 🙏🙏🙏

  • @itsme-sm5vu
    @itsme-sm5vu 2 ปีที่แล้ว +47

    ହଇରେ ବେହିଆ ପୁଅ
    Maa କୁ e ପରିଣତ ବୟସରେ କଷ୍ଟ ଦଉଛୁ ତୋ ମୁହଁକୁ ku ଟିକେ laja ନାହିଁ

  • @dhruvmusic2813
    @dhruvmusic2813 2 ปีที่แล้ว +21

    ମା ପ୍ରକୃତି ସେକେଣ୍ଡ ସ୍ତ୍ରୀ ହବାକୁ କାଇଁ ଏତେ ଇଛା, ଦୁନିଆଁରେ ଏବେବି କୁଆଁରା ଅଛନ୍ତି କିଛି

    • @adrikayangayaseni6841
      @adrikayangayaseni6841 2 ปีที่แล้ว

      Hm je bhai but. Kintu ebesya ku kia gharaku naba.... Besya malisahire bhala lage ghare nuhain

    • @cuttack1235
      @cuttack1235 2 ปีที่แล้ว

      ନୂଆ ପିଢ଼ିଁଙ୍କ ପାଖରେ ସଂସ୍କାର ଅଭାବ କୁହାଯାଇପାରେ,
      ଫିଲ୍ମ ଇଣ୍ଡଷ୍ଟ୍ରି ରେ trend ଚାଲିଛି divorce and second ,third marriage ର ତ ବୋଲି କଣ short cut to success ର ଏହା ଗୋଟେ ବାଟ ନୁହେଁ ।

  • @sabyasachimohapatra3250
    @sabyasachimohapatra3250 2 ปีที่แล้ว

    Mem is too strong and she is absolutely right and openly supporting Babushan and Trupti . Se bhaut hin humble ..

  • @shriyajyotipanigrahi150
    @shriyajyotipanigrahi150 2 ปีที่แล้ว +1

    Aparajita mama...god bless always with you🙏

  • @smrutiojha6843
    @smrutiojha6843 2 ปีที่แล้ว +25

    How sweet she is 😭😭😭😭😭😭her pain I can feel😭😭😭😭😭😭

  • @binapaninaik5932
    @binapaninaik5932 2 ปีที่แล้ว +38

    Sabu thik heijiba madam.

  • @jinurvf8373
    @jinurvf8373 2 ปีที่แล้ว +157

    We will forgive babushan if he will return to right track ... We will support u.... Every person make mistakes in their life as a human being.. we have to accept our mistakes and move forward..

  • @GelhiBabuJipunVlogs
    @GelhiBabuJipunVlogs 2 ปีที่แล้ว

    Right Aparajita Mam I Love You

  • @rashmitabal903
    @rashmitabal903 2 ปีที่แล้ว +1

    Best mother in law Aparajita Ma'am

  • @susilsahoo6946
    @susilsahoo6946 2 ปีที่แล้ว +11

    Such a great lady ❤️❤️ aparajita mam,,, salute to you,,,,big example odisa ra sabu sasunka pai....sasu hebo ta emiti.... inspiration to all woman....

  • @darkuser94
    @darkuser94 2 ปีที่แล้ว +66

    What a great lady ❤️

  • @rupalirupa7479
    @rupalirupa7479 2 ปีที่แล้ว +8

    Bestest mother in law in this world.....jagannath bless ur family

  • @saumyabiswal7330
    @saumyabiswal7330 2 ปีที่แล้ว

    ଆପଣଙ୍କ ପରି ମାର କୋଳରେ ଏପରି ପୁଅ କେମତି ଜନ୍ମ ନେଲା ଭାବିଲା ବେଳକୁ ବହୁତ୍ ଦୁଖ ଲାଗୁଚି

  • @hrushikeshnag3267
    @hrushikeshnag3267 2 ปีที่แล้ว

    Very good,Aparajita Madam.You talk nicely.Take step to make free your child from drink.

  • @deepanjalidash1716
    @deepanjalidash1716 2 ปีที่แล้ว +23

    Heartly respect to u mam

  • @stripathy02
    @stripathy02 2 ปีที่แล้ว +25

    Be strong mam everything will be fine

  • @amitadakua450
    @amitadakua450 2 ปีที่แล้ว +40

    U r right mam.

  • @jiga1848
    @jiga1848 2 ปีที่แล้ว

    You are great madam..n ur decision...you are proud to be a mother in law........ ସତରେ madam ନାରୀ କେତେଦିନ ନିର୍ଯାତନା ସହିବ..... ଆପଣ କଥା ମଧ୍ୟ ବାପା ପଣିଆ କୁ ନେଇ ବୁଝେଇବା ର ଯୋଉ ସମ୍ୟକ୍ ଜ୍ଞାନ.. ବହୁତ୍ ଗ୍ରହଣୀୟ... 🙏🏻

  • @mahaswetadas2397
    @mahaswetadas2397 2 ปีที่แล้ว

    Gold hearted lady..i salute you...may u be happy with your family...it's high time mam everything will be alright don't worry

  • @dailydiary2810
    @dailydiary2810 2 ปีที่แล้ว +81

    We all odisha people stand with your family

  • @Khirabdhi_Tanaya15
    @Khirabdhi_Tanaya15 2 ปีที่แล้ว +13

    Very good and understanding answers of All questions........ Always she is standing with her nice personality 🙏👍

  • @pakalasaho2772
    @pakalasaho2772 2 ปีที่แล้ว +20

    An ideal mother.

  • @user-bikram_panda__143
    @user-bikram_panda__143 2 ปีที่แล้ว +2

    Mu Babusaan nka big fan ହିସାବରେ kahibi je Babusaan Sir aw Trupti Mam ଏକାଠି ହୁଅନ୍ତୁ

  • @namitapradhan3904
    @namitapradhan3904 2 ปีที่แล้ว

    Really you are great mam Today is tomorrow world mother in law very had to find , so I am proud of you