"ଟୁଟୁ ନାୟକଙ୍କ ବ୍ରଜରାଜ ମୁଭିଜକୁ କାମ ମାଗିବାକୁ ଯାଇଥିଲେ ,ମୁଁ ନିଜେ ତଳେ ଠିଆ ହେଇଥିଲି " Manoj Mishra Tutu

แชร์
ฝัง
  • เผยแพร่เมื่อ 16 ก.ย. 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

ความคิดเห็น • 469

  • @banamalirana4379
    @banamalirana4379 7 วันที่ผ่านมา +125

    ମୁଁ ଭାବୁଥିଲି ଆଗରୁ Manoj Mishra ଗୋଟେ ଭଲ ମଣିଷ ଓ ଭଲ ଅଭିନେତା ମଧ୍ୟ କିନ୍ତୁ ଏବେ ଜାଣୁଛି ବିରାଟ ଅଳୀୟା ଟା ଧିକ୍ ତୁମ ଜୀବନ।

    • @shubhamnanda7405
      @shubhamnanda7405 7 วันที่ผ่านมา +7

      Tame sabu haucha Andha bhakta... 🤣🤣

    • @banamalirana4379
      @banamalirana4379 7 วันที่ผ่านมา

      @@shubhamnanda7405 Ame andha helu kichhi asubidha nahi apana nka eye thik achhi ta tahale good 👍

    • @Sambalpuriadilwala
      @Sambalpuriadilwala 5 วันที่ผ่านมา +2

      ଆରେ ବାଣ୍ଡ ମାନେ ତୁମେ ଜାଣିନ monoj mishra ଗୋଟେ ଭଲ

    • @banamalirana4379
      @banamalirana4379 5 วันที่ผ่านมา +1

      @@Sambalpuriadilwala କେତେ ଭଲ ସାରା ଓଡ଼ିଶା ବାସୀ ଜାଣି ସାରିଲେଣି ଆଉ କହିବା କିଛି ଆବଶ୍ୟକ ନାହିଁ l

  • @alokkumarsha9931
    @alokkumarsha9931 7 วันที่ผ่านมา +171

    ହଇରେ ମନୋଜ ମିଶ୍ର ତୁ ସଳା କୋଉ ଅଳିଆ ବେ ନିଜ ଘର ସମ୍ଭାଳି ପାରୁନୁ ବହୁତ ଛୋଡି ହଉଚୁ

    • @OdisharBikash
      @OdisharBikash 7 วันที่ผ่านมา +2

      ଗୋଟିଏ ହାତରେ ତାଳି ବଜେନି,👏

    • @MN.Creation9
      @MN.Creation9 7 วันที่ผ่านมา +2

      Right bro

    • @MN.Creation9
      @MN.Creation9 7 วันที่ผ่านมา +2

      Budha bayase jhala Mala manoj mishra

    • @latsaheb1947
      @latsaheb1947 7 วันที่ผ่านมา

      ଯାଉନୁ ପୁଅ ତା ସ୍ତ୍ରୀ ତୁ ବୁଝି କି ଆସିବୁ ​@@OdisharBikash

    • @Suchitra4173
      @Suchitra4173 6 วันที่ผ่านมา +1

      😂😂😂😂

  • @odianihatarandhaCN
    @odianihatarandhaCN 7 วันที่ผ่านมา +188

    ଗୋଟେ ସ୍ତ୍ରୀ ଆଉ ଝିଅ କୁ ଯିଏ ପର କରିଦେଲା ସେ କାହାର ନୁହଁ ସେଇ ମଣିଷ ପାଇଁ ହିଁ odia industry ରେ ଝଗଡା ହଉଚି

    • @factrockethindi
      @factrockethindi 7 วันที่ผ่านมา +16

      ଶୁଣ ଭାଇ, ସ୍ତ୍ରୀ ଟା ବି ସେଇ like ର ହେବା ଦରକାର, ଗୋଟେ ହାତରେ ତାଳି ବାଜେନି ହେଲା,

    • @Pankajkumbhar1991
      @Pankajkumbhar1991 7 วันที่ผ่านมา +5

      Right bro ​@@factrockethindi

    • @sachidanandasamantaray
      @sachidanandasamantaray 7 วันที่ผ่านมา +2

      Chhua ku bhala kahile ta prasansa kale
      Aau Kan kharap kahithile Tama mature bhala heithanta
      Gote vauni ku bhala budhi dio

    • @JyotirmayeeBiswal-re5zx
      @JyotirmayeeBiswal-re5zx 7 วันที่ผ่านมา +2

      ​@@factrockethindinai re baiea ajikali gote hatare tho tha ki tali bajuchi

    • @tribenipatra3213
      @tribenipatra3213 7 วันที่ผ่านมา

      Bhai aji monaj ku bahut katha kahuchha Kain karina au seifali ku ta kehi kichhi kahileni .seta 3ta chhuara bapa .chhada stree chhua ra heiparilani na stree chhuara hebaku deleni ai mana ra paribar Loko seta ta bhagwan jananti.

  • @MyLove_SARADA
    @MyLove_SARADA 7 วันที่ผ่านมา +90

    ଯିଏ ନିଜ ଘର ପରିବାର ସଜାଡିପାରୁନି, ସିଏ ବାହାରିଥିଲା ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ସଜାଡିବାକୁ😂😂😂😂😂😂😂😂😂😂

  • @user-ow7pw6qe1p
    @user-ow7pw6qe1p 7 วันที่ผ่านมา +112

    ଛି ରେ ମନୋଜ୍ ମିଶ୍ର ,ତତେ ଶଳା ଲଜ୍ଜା ବୋଲି କିଛି ନାହିଁ ଅଲାଜୁକ

  • @laxmidharbarik5867
    @laxmidharbarik5867 7 วันที่ผ่านมา +64

    ତମକୁ ଖରାପ ଲାଗିବା କଥା ତମେ ଶିକ୍ଷିତ ହୋଇ ଅଶିକ୍ଷିତ ଭଳି ନିଜ ଘର କଥା ବାହାରେ କହୁଛ ତମର। ଦୁର୍ବଳତା ଓଡ଼ିଶାର ବାସି ଦେଖୁଚନ୍ତି ଶଳା ଏ ମାନେ ବଡ ଲୋକୋ ସେଲିବ୍ରେଟୀ ଏ ମାନେ ବାଳଲୋକୋ ଶଳା ଛି ସାମ୍ବାଦିକ ଭାଇ ଙ୍କୁ salam bhai ଏ ମାନକ ଗୁମର ବାହାରକୁ ଆଣିବାକୁ ଧନ୍ୟବାଦ

    • @kapdekidukaanlawda
      @kapdekidukaanlawda 7 วันที่ผ่านมา +1

      ତୁ ଭାରି ଜ୍ଞାନ ଦେଉଚୁ, ମନୋଜ ଗୁଲି ଚାଟୁନୁ ଯାଇକି

    • @rasmitapalei2100
      @rasmitapalei2100 7 วันที่ผ่านมา +17

      କଣ ହେଲା ସେଠୁ ମନଜ ମିଶ୍ର କଣ ଠିକ୍ କରିଛି ନିଜର ସ୍ତ୍ରୀ ଆଉ ଝିଅ ଥାଇ ଆଉ ଗୋଟେ ବାହା ହବ

    • @SmartSunil-o3u
      @SmartSunil-o3u 7 วันที่ผ่านมา +1

      Right 👍

    • @debasmitaparida2072
      @debasmitaparida2072 7 วันที่ผ่านมา +2

      Se kahidela ghara katha tumaku kharap lagila kintu manoj nija stree jhia ku gharu tadi au gote baha hela seita kharap lagilani

    • @manoja943
      @manoja943 7 วันที่ผ่านมา +3

      ନନ୍ଦ କେମିତିକା ନାରୀ ଆଉ ଜଣେ ନାରୀଙ୍କର ସଂସାର ଭାଙ୍ଗିଦେଲେ । ଗୋଟେ ଝିଅର ବାପା କୁ ଛଡେଇ ନେଲେ! ଆକୁ କଣ ବିବାହ କୁହାଯାଏ, କାଳ ସର୍ପକୁ ବେକରେ ବରଣମାଳା ଦେଲେ ସେହି ସର୍ପ ନନ୍ଦଙ୍କୁ ଧୋଂଶ କରିବ ଖାଲି ସମୟକୁ ଅପେକ୍ଷା, ଏଇ ଭାସ୍କର ପରଦାଫlସ କରିବ

  • @manashbiswal9649
    @manashbiswal9649 7 วันที่ผ่านมา +7

    ଭାସ୍କର ଯାଇଛି କଳି ଲଗେଇବକୁ.....👎🏿👎🏿👎🏿👎🏿

  • @BadalNayak-lq6dx
    @BadalNayak-lq6dx 7 วันที่ผ่านมา +38

    ଖାଲି ମୋନଜର ଭୁଲୁ ନଥିବ ତୁମ ଦୁଇ ଜଣଙ୍କର ଭୁଲୁ ଥିବ ଯୋଉ ମାଇକିନା ମିଡ଼ିଆରେ ବାଇଟି ଦଉଛି ସେ ମାଇକିନା ପକା କହିଲାଡି

    • @anitapal3897
      @anitapal3897 7 วันที่ผ่านมา +7

      Janapadichi jhia ku bandakariba bayasa re bapa bahahauchi tama pari kete ta manisa sakase nari mane safe nahanti

    • @swikrutee
      @swikrutee 7 วันที่ผ่านมา +3

      Se gote stree chadi jhia ku na pacahri jainaau gote jhia saha nachila aau baha hela aau se bite dei dela seita kharap hei gala.....Tama bhauni saha emiti hei thile tame kn Kari thanta vai .... reply Kariba nischaya....

    • @Rose-rl1qq
      @Rose-rl1qq 6 วันที่ผ่านมา +1

      Tame badhe 4 to 5 years aga news dekhiba manoj mishra ka dekhile janiba siye kemiti kahichanti wife upare

    • @jpclasses4633
      @jpclasses4633 6 วันที่ผ่านมา

      Are magia au kana puja karithanta to bhauni sangare emiti karithile

    • @RubiBadhai-h6q
      @RubiBadhai-h6q 3 วันที่ผ่านมา +1

      A di jananka haba bhaba kain mate thik laguni a dijana pakka khiladi laguchhanti

  • @LIfehotoeisi
    @LIfehotoeisi 7 วันที่ผ่านมา +28

    ମନୋଜ ର ତ ଭୁଲ ଥିବ ନିଶ୍ଚୟ କିନ୍ତୁ ଏ ଦି ଜଣ ବି କିଛି କମ ଜଣାପଡୁନାହାନ୍ତି.

    • @swikrutee
      @swikrutee 7 วันที่ผ่านมา +2

      Kn e Kam nuha Jana padila.....e 2 vauni sarala boli se emana nka hairana Kari aau gote mrg Kari gala ....jadi emane khatarnak hei thante manoj ku gandi re kila purei thante .....

    • @bidya23401
      @bidya23401 6 วันที่ผ่านมา +1

      Gote swami anya mahila ku bahahoi style. Mari buliba... Strii chhua nku para kariba.... Se loka kou balaku puja paiba

    • @sangitaswain1850
      @sangitaswain1850 3 วันที่ผ่านมา

      Jadi stree au chua chadichhanti au jana nku bahaheichanti tahale kou stree ate saja hei kemity bite douchanti gote mahila nku tanka swami chadiba pare sia pagal hoijiba sia amity saja hei asibeni

  • @subhabratamishra4465
    @subhabratamishra4465 7 วันที่ผ่านมา +111

    ମନୋଜ୍‌ ମିଶ୍ରର‌ ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଧିକ୍‌ ତୁମ ପୁରୁଷପଣିଆ ମନୋଜ୍‌ ମେଣ୍ଟାଲ୍‌ ।

  • @BijaydasDasbijay
    @BijaydasDasbijay 7 วันที่ผ่านมา +24

    ତମେ ଦୁଇ ଭଉଣୀ କୁ କଣ ଘଇତା
    ଛାଡି ପଳାଇଛନ୍ତି, ବେନି ଭଉଣୀ ଙ୍କର
    କଣ ଏକା ଦଶା l

    • @pmmarndiofficial3136
      @pmmarndiofficial3136 7 วันที่ผ่านมา +1

      Ai 2 Jana ghara bhanga jhio kaha pakhare husband nahanti

    • @swikrutee
      @swikrutee 7 วันที่ผ่านมา

      ​@@pmmarndiofficial3136mama nka vauni nka husband achanti....

    • @binatirani8303
      @binatirani8303 6 วันที่ผ่านมา

      ∂σи'т ѕαу ℓιкє тнιѕ тнιѕ.
      мαяяιαgє ιѕ σиℓу α∂ʝυѕтмєит & ємσтισиαℓ αттα¢нмєит. ιf ιт вяєαкѕ єνєяутнιиg вяєαк.

  • @sibamohanty4519
    @sibamohanty4519 7 วันที่ผ่านมา +17

    ଗୋଟେ ହାତରେ ତାଳି ବାଜେନି, ପ୍ରଥମ ସ୍ତ୍ରୀଙ୍କର ମଧ୍ୟ ଦୋଷ ଅଛି, ହଁ ମନୋଜ ଦ୍ୱିତୀୟ ବିବାହ କରିବାର ନ ଥିଲା ନିଜର ଝିଅ ମୁହଁକୁ ଚାହିଁ ବିବାହ କରିବା ଉଚିତ ନ ଥିଲା ବୟସ ହୋଇଗଲାଣି ନିଜ ଝିଅର ଭବିଷ୍ୟତ ଆଗ ଦେଖିବାର ଥିଲା

    • @dinabandhunaik1453
      @dinabandhunaik1453 7 วันที่ผ่านมา +1

      Rgt but blame karuchi tapare micha sata bahut lageiki kahuchanti jie jaha karuchi bhagban upara bala dekhuchi...sei stree lokanka ghara bhanga niti galani...jie tothu bahut Barsha haba chadiki galani bite ta setebele deluni abe kahin dauchi...nai padiba jetebele bidhata mariba setiki bele sei kathata stree aneiki ବସିଥିଲା

  • @IASaspairant
    @IASaspairant 7 วันที่ผ่านมา +8

    ପୁରା ଓଡ଼ିଆ ଫିଲ୍ମ industry ଟି ହିଁ ଏଇୟା , actress ମାନେ ହିରୋଇନ୍ ହେବା ପାଇଁ producers ଙ୍କ ସହିତ ଶୁଅନ୍ତି ଆଉ କାମ ପାଆନ୍ତି , କାରଣ ଯେଉଁ ମାନେ on screen ରୁମାଲ ଭଳି dress ପିନ୍ଧି romance କରି ପାରୁଛନ୍ତି , ନଗ୍ନତା ର ଶେଷ ସୀମା , ସେମାନେ ଶୁଅନ୍ତି , ବାବୁଶାନ୍ କୁ କଣ ଝିଅ ମିଳୁ ନଥିଲା film industry ରେ ବାହା ହେବା ପାଇଁ, ଏ କଥା ବାବୁଶାନ୍ କହିଛି ବି , ସିଦ୍ଧାନ୍ତ ମହପାତ୍ର ସେଥିପାଇଁ ତାଙ୍କ ପତ୍ନୀ ଙ୍କୁ ଏଠାରୁ ଦୂରେଇ ରଖିଲେ , ଆଉ ସବୁ ହିରୋଇନ୍ ମାନେ ହେଉଛନ୍ତି ବେଧ

  • @prasantdass8415
    @prasantdass8415 7 วันที่ผ่านมา +7

    ଏଇ ହେଲେ ଘର ଭାଙ୍ଗା ମାଇକିନା ଏକ ନମ୍ବର ହେଲା ତାର ବଡ ଭଉଣୀ

  • @Google.entertainmentclips
    @Google.entertainmentclips 7 วันที่ผ่านมา +41

    ହେ ପ୍ରଭୁ ମନୋଜ ମିଶ୍ର କୁ ଧର୍ମ ନ ସହୁଁ ଏତେ ବେଈମାନ ଛି ଛି ଛି
    ଅଭିଶାପ ରେ ତୁମ ନୂଆ ପରିବାର ଛାର ଖାର ହେଇଯିବ

    • @sanjuktapatra9666
      @sanjuktapatra9666 7 วันที่ผ่านมา +2

      ସେ ଗୋଟେ କୁକୁର ତାକୁ ଜିସି ବାଲି କୁତି ଦକାର ଆଉ ସେଇ ଟୋକି ର ମା ବି ସେମିତି କାହାର ଅଇଠା କୁ ବାହା ହେଇ ଥିବ

  • @tapanbarik6869
    @tapanbarik6869 7 วันที่ผ่านมา +55

    ମୁ ପ୍ରଥମେ କହିଥିଲି ନା ..ଏ ଦୁଇ ଜଣ ବହୁତ ନାଟ ନଗା ..କେବେ ବି ସେ ଘର ସଜାଡି ପାରିବେନି ... ତାଙ୍କ ମୁଁହ ରୁ ଜଣା ପଡୁଛି ସେ ଘର ଭଙ୍ଗା ...ଭଲ ହେଇଛି ମନୋଜ ଭାଇ ଦୂରେଇ ଯାଇଛି

    • @kapdekidukaanlawda
      @kapdekidukaanlawda 7 วันที่ผ่านมา +1

      ତାହାଲେ ନିଜ ସ୍ତ୍ରୀ କୁ ମଞ୍ଜ ଭାଇ କୁ ବିକି ଦେଉନ

    • @barshar.1287
      @barshar.1287 7 วันที่ผ่านมา +8

      Han. Emananka kathabarta ru jana paduni. Kemiti kalihuda katha kahuchhanti.

    • @s.saswatidehuri9372
      @s.saswatidehuri9372 7 วันที่ผ่านมา +4

      Gud tame katha ru janiparucha

    • @Bishnupriya-vw1ow
      @Bishnupriya-vw1ow 7 วันที่ผ่านมา +2

      ଠିକ୍ ଚିଁହିଲେ,, ବାପ ଘରେ ରହିବା ମଜା ନେଉଛନ୍ତି ଏମାନେ

    • @tapanbarik6869
      @tapanbarik6869 7 วันที่ผ่านมา +1

      @@Bishnupriya-vw1ow hm bhauni ... Actually tanka bapa MAA nka sankar smt heithiba ..na hele kn divorce jae katha jaithanta

  • @pradeeppkblogs
    @pradeeppkblogs 6 วันที่ผ่านมา +3

    ଭଲ ଡ୍ରାମା ଦୁହି ଝନକେ ହିରୋଇନ ରୁଲ ଦିଅ ଭଳ ଡ୍ରାମା କରୁଛନ ଫିଳିମ ସୁପର ହିଟ ହେବା

  • @LIfehotoeisi
    @LIfehotoeisi 7 วันที่ผ่านมา +6

    ଶାଳୀ ତ ସବୁ ଜାଣିଛି ଆଉ ସ୍ତ୍ରୀ କଣ କହିବ

  • @prajnapinky9547
    @prajnapinky9547 7 วันที่ผ่านมา +13

    God bless u mam

  • @dharmeshvlogs2764
    @dharmeshvlogs2764 7 วันที่ผ่านมา +8

    ସବୁ ମିଛ କାହାଣୀ

  • @arunkumarhota4136
    @arunkumarhota4136 7 วันที่ผ่านมา +17

    ଶଳା ବଜାତ ଲୋକ ସ୍ତ୍ରୀ ଲୋକ ଦୁଇ ଟା । ତାଙ୍କ ଭୁଲ୍ ତ କହୁଚ ହେଲେ ନିଜ ଭୁଲ ତ ଟିକେ କୁହ । କଥା କହିବାର ମୁଖ ଭଙ୍ଗୀରୁ ଜଣା ପଡ଼ୁଚି

    • @VictyMan
      @VictyMan 7 วันที่ผ่านมา

      Ki action bhai... Ei mane sabu bada actress

    • @manasipanda5748
      @manasipanda5748 3 วันที่ผ่านมา

      Jadi manoj ra bhul na thila...ta sana bhai kahin ki manoj ku pituthila eyi case re...

  • @Satishodisha
    @Satishodisha 7 วันที่ผ่านมา +13

    ଆଜି ସବୁ clear ହେଇଗଲା। ହଇରେ ମନୁଆ କି character ତୋର। Thank you Bhaskar live. @Bhaskarlive

  • @oynarottamallmusicplayer6091
    @oynarottamallmusicplayer6091 7 วันที่ผ่านมา +5

    ସବୁ ଠିକି ହେଲେ ଆପଣ ନିଜେ ଦେଖନ୍ତୁ ଆପଣ ଙ୍କ ପଛ ପଟେ ହିନ୍ଦୀ ରେ କଣ ଗୋଟେ tv ଦେଉଛି.. ୟା ମାନେ କିଏ ଓଡିଆ ରେ ଫିଲ୍ମି ଦେଖିବ 🎉🎉🎉🎉

  • @debd7630
    @debd7630 6 วันที่ผ่านมา +2

    ମା ଗିହା ମିଡିଆ କୁ ଅନୁରୋଧ । କାହା ଘର ଭାଙ୍ଗନ୍ତୁନି 🙏

  • @Orn35thj
    @Orn35thj 7 วันที่ผ่านมา +17

    ଆଗରୁ କହୁନଥିଲ divorce ହେଲା ପରେ ଆଉ ମନୋଜ ମିଶ୍ର ର marriage ହେଲା ପରେ କାଇଁ କହୁଛନ୍ତି

  • @bapircb7783
    @bapircb7783 7 วันที่ผ่านมา +4

    ମ୍ୟାଡ଼ାମ ତମେ ଏତେ ଯଦି ଭଲ ତମେ ମିଡ଼ିଆ ଆଗରେ ଏତେ କଥା କହୁଛ କେମିତି ନିଜ ଭୁଲୁ ଟା କୁହ ଆଗେ

  • @dushadusha2402
    @dushadusha2402 7 วันที่ผ่านมา +4

    ଏ ଦୁଇଟା କୋଉ ଯାତ୍ରା ପାର୍ଟି ରୁ ଆସିଛନ୍ତି କି ଡ୍ରାମା

  • @Arjunbibhar332
    @Arjunbibhar332 7 วันที่ผ่านมา +2

    ମନୋଜ ମିଶ୍ର ବହୁତ୍ ଭଲ ତଙ୍କସହିତ ଥରେ ମିଶି କି ଦେଖ ତା ପର ଜାଣିପାରିବ ସେ କେମିତିକା ଲୋକ ଏ ମାନଙ୍କ କଥା ଶୁଣି ପାଗଳ ହୁଏ ନି

  • @prasantdass8415
    @prasantdass8415 7 วันที่ผ่านมา +2

    ଆଉ ରଣ୍ଡୁଆ ଚ୍ୟାନେଲ ଵାଲା ମାଗିହା ଙ୍କର ଆଉ କିଛି ଭଲ ନିୟୁଜ ନାହିଁ. ବେଧେଇ ଆଉ ରଣ୍ଡୁଆ ଏଇ ଚ୍ୟାନେଲ ରେ ଭର୍ତ୍ତୀ

  • @ranjan3010
    @ranjan3010 7 วันที่ผ่านมา +5

    ଭଲ ଓପେରା ଚାଲିଛି 😂😂😂😂 ଆରେ ମିଡିଆ କୁ ବାଇଟ ଦେଇ ନିଜକୁ କାହିଁକି ଛୋଟ କରୁଛ ।

  • @onlyshorts10
    @onlyshorts10 7 วันที่ผ่านมา +17

    Mu 1st Jetebele Manoj Mishra ra video dekhili mote lagila se thik kahuchi but aahuri video dekhila pare Jana paduchi se Ollywood ra mundi haba 😮 Cuttack, BBSR loka paçharu nanhanti sethipaine se koshal rajya kariki mundi haba😮 west site lokanku uskauchi😮 jemiti Odisha bhaga haba. Se bhala bhasana dauchi, hypnosis kala bhali tame bhabiba se thik kahuchi

  • @nirmalbhue
    @nirmalbhue 7 วันที่ผ่านมา +2

    Manoj mishra is best

  • @JR-sm7rt
    @JR-sm7rt 7 วันที่ผ่านมา +40

    ଆରେ ତମେ ମାନେ ଘରେ କଥା ହୁଅ ଏ News Chhenal ରେ କଣ କରୁଛ। ଏ ଚେନାଲ୍ ସବୁ ଗୋଳିଆ।

    • @sukantsahoo7100
      @sukantsahoo7100 7 วันที่ผ่านมา +1

      Vai ghara kaan divorce ta heijaichi

    • @trinathpalei3559
      @trinathpalei3559 7 วันที่ผ่านมา +1

      Manoj Babu Baha heigaleni tame janina bodhe

  • @KKWORLD143
    @KKWORLD143 7 วันที่ผ่านมา +4

    ମାଇକିନା କଥା କେବେ ବିଶ୍ୱାସ କରିବନି

  • @kaliakm3181
    @kaliakm3181 7 วันที่ผ่านมา +10

    ଭାସ୍କର NEWS କୁ ମାନିବାକୁ ପଡିବ ତମ ଚାନେଲ୍ ନା ବଦଳେଇ ଦିଅ ତା ବଦଳରେ ଘର ଭଙ୍ଗା NEWS ଚାନେଲ୍ କର ଆ ଭାଇ ତମେ ମାନେ ଏମିତିକା ଖବର କୋଉଠୁ ପାଅ ଏରା ଜିଏ ଦେଖିବ ତା ଘର ଶିଓର ଭାଙ୍ଗିବ 😅😅😅😅😅

    • @kapdekidukaanlawda
      @kapdekidukaanlawda 7 วันที่ผ่านมา

      ମଞ୍ଜ କୁ ଦରକାର୍ ସେଇଆ

    • @MN.Creation9
      @MN.Creation9 7 วันที่ผ่านมา

      Reality houchi Ei news👍

  • @plmohapatra
    @plmohapatra 6 วันที่ผ่านมา

    ଅସୁବିଧା କଣ ହେଲା .....# ଇଣ୍ଡଷ୍ଟ୍ରି ରେ ସମସ୍ତେ ସମସ୍ତ ଙ୍କ ପାଖ କୁ କାମ ମାଗିବା କୁ ଯାଆନ୍ତି .....ଏଥିରେ ଅସୁବିଧା କଣ ? ବ୍ୟକ୍ତିଗତ ଜୀବନ ର ବିଶୃଙ୍ଖଳା କୁ ବୃତ୍ତିଗତ ଓ ସାମାଜିକ ଜୀବନ ରେ କାହିଁ ଟାଣି ଓଟାରି ଭର୍ତ୍ତି କରାଯାଉଛି .........ଏଟା ସୁନିଶ୍ଚିତ ଯେ ଗୋଟେ ହାତରେ କେବେ ତାଳି ବାଜେ ନି ....

  • @omkardash4472
    @omkardash4472 6 วันที่ผ่านมา +1

    ବସନ୍ତ ନାୟକ ଙ୍କ ପାଖକୁ ଯାଇଥିଲେ, ଟୁଟୁ ନାୟକ ଙ୍କ ପାଖକୁ ନୁହେଁ

  • @REENADIGAL-jk3pc
    @REENADIGAL-jk3pc 7 วันที่ผ่านมา +5

    Jay jagannath 🙏🙏🙏sata kn aapana janichhanti🙏🙏🙏🌼🌻⛳

  • @HanifKhan-jh4ns
    @HanifKhan-jh4ns 7 วันที่ผ่านมา +15

    Right 2 sister

    • @OdisharBikash
      @OdisharBikash 7 วันที่ผ่านมา

      ମନୋଜ ମିଶ୍ର ଖରାପ ଆଉ ଏହି ନାରୀ ସତୀ ସାବିତ୍ରୀ

  • @kaberijena202
    @kaberijena202 7 วันที่ผ่านมา +9

    Tama 2jana nk 8:14 katharu jana paduchhi......au kichhi mu kahibini

  • @biswajithota2524
    @biswajithota2524 7 วันที่ผ่านมา +4

    Engineering ପଢି କି ଏମିତି ଲୋକ ଟାକୁ କଣ ପାଇଁ ବାହା ହେଲ.

  • @hirachandmunda7541
    @hirachandmunda7541 7 วันที่ผ่านมา +13

    right

  • @PintuBehera-p3c
    @PintuBehera-p3c 7 วันที่ผ่านมา +3

    ଏଇ ମାଗିହେ ଆସିବା ଦିନଠୁ
    ଲୋକ ଓଡ଼ିଆ ସିନେମା
    ଦେଖିବା ଛାଡ଼ିଦେଲେ

  • @SidharthMishra99
    @SidharthMishra99 7 วันที่ผ่านมา +12

    Tame mane Revenge naba Pai emiti chance ku anei basithila,Controversy haba Agaru Kahilani
    Evali kali kandei Stree loka manaka saha kie rahiba

  • @mohan_kumar_1029
    @mohan_kumar_1029 7 วันที่ผ่านมา +12

    ଗୋଟେ ହାତରେ ତାଳି ବାଜେନି j

  • @pkparida471
    @pkparida471 7 วันที่ผ่านมา +5

    ଭାସ୍କର ଭାଇରେ ତୁ ଗାଣ୍ଡି ଫଟେଇ ଛାଡିବାରେ ମାହିର ଯିଏ ଛୋଡ଼ି ହେଲା ତା ଗାଣ୍ଡି ଇଣ୍ଡିକେଟର ହେଲା 😂 ସାଲୁଟ ହିଷ୍ଟିରିଆ ଭାଇ ଭାସ୍କର 😅

  • @rasanandasethy
    @rasanandasethy 7 วันที่ผ่านมา +15

    ମୁଁ ମନୋଜ ମିଶ୍ର କୁ ଦେଖିଚି ଲୋକଟା ଗବି ଟା

  • @bikashsoren4626
    @bikashsoren4626 7 วันที่ผ่านมา +4

    Manaj bhai tume ago nijo problem solve koro tapore onyo ku kohibo😢😢

  • @PintuBehera-p3c
    @PintuBehera-p3c 7 วันที่ผ่านมา +1

    ଶଳା ମାଗିହା ଗୋଡ଼ାଗେହି ର ନିୟୁଜ୍
    ମାଗିହେ ଆଉ କିଛି କାମ ନାହିଁ
    ଓଡ଼ିଆ ଇଣ୍ଡଷ୍ଟ୍ରି ନା ବାଣ୍ଡ ଇଣ୍ଡଷ୍ଟ୍ରି

  • @Educationpoint100
    @Educationpoint100 7 วันที่ผ่านมา +27

    ଭାସ୍କର news channel ର ନାମ ହେଲେ news କୁ ଛାଡ଼ି ଖାଲି ଘର ଭଙ୍ଗା କାମ କରୁଚି😅😅😅😅

  • @JamunaBeheruka
    @JamunaBeheruka 7 วันที่ผ่านมา +3

    Very good 👍❤️

  • @harpaldhanmat2317
    @harpaldhanmat2317 6 วันที่ผ่านมา

    ମୁଁ ଭାବୁ ଥିଲି ମନୋଜ ମିଶ୍ର ଜଣେ ବ୍ରାହ୍ମଣ ବୋଲି,, କିନ୍ତୁ ଆଜି ଜାଣି ପାରୁଛି ସେ ବ୍ରାହ୍ମଣ ଜାତି ଧର୍ମ ର ନୁହଁ
    ସନ୍ତୋଷ ସ୍ତ୍ରୀଷୁ କର୍ତ୍ତବ୍ୟମ
    ସ୍ଵଦାରେ ଭୋଜନେ ଧନେ
    ତ୍ରି୍ଷୁ ଚୈବ ନ କର୍ତଵ୍ୟମଂ
    ଅଧ୍ୟାୟନେ ଜପ ଦାନେ୍ୟୋ
    ବ୍ରାହ୍ମଣ ହୋଇ ଥିଲେ ସେ ନିଶ୍ଚୟ ଏ ଶ୍ଳୋକ ପଢ଼ୀ ଥାନ୍ତେ,,, ଛାଡ ପଶ୍ଚିମ ଓଡିଶା ପାଇଁ ଏ ଗୋଟେ କଳଙ୍କ,, ସେଥିପାଇଁ ତ ଭଗବାନ ଘୋଡା କୁ ଶିଙ୍ଘ ଦେଲେନି,,

  • @GitaMohanty-zm5hd
    @GitaMohanty-zm5hd 7 วันที่ผ่านมา +1

    Bahut sundar katha kahichhanti

  • @sabitadevi4182
    @sabitadevi4182 7 วันที่ผ่านมา +13

    Due bhauni Bahut bhala au sarala, personali tanku najani comet diani. God bless both of u.

  • @anjananayak747
    @anjananayak747 2 วันที่ผ่านมา

    ଗୋଟେ ପରିବାର ଭାଙ୍ଗି ଯାଇଛି ସେଇଟା କାମ ଠିକ୍ ହେଇନି । କିନ୍ତୁ ଏମିତି ସ୍ତ୍ରୀ ଧରିକି କିଏ ରହିବ?

  • @anjananayak747
    @anjananayak747 2 วันที่ผ่านมา

    ଘର ଭାଙ୍ଗି ଛନ୍ତି ମାନା ଙ୍କ ଭଉଣୀ 😂😂😂😂😂😂

  • @PoojaRaniii
    @PoojaRaniii 7 วันที่ผ่านมา +52

    Manoj mishra 2004 re 1st marriage କରିଥିଲେ ଆଉ 2024ରେ 2nd marriage 😂 । ବୁଢ଼ା ବୟସେ ଝଲ ମଲ ମନୋଜ୍ ମିଶ୍ର😅। ଆରେ ଏବେ ମନୋଜ ମିଶ୍ର ର ଛୁଆ ତାକୁ ବାପା ଡାକିବ ନା ଜେଜେ ଡାକିବ 😮😅

    • @JyotirmayeeBiswal-re5zx
      @JyotirmayeeBiswal-re5zx 7 วันที่ผ่านมา +3

      Puni 2034 re😂

    • @PoojaRaniii
      @PoojaRaniii 7 วันที่ผ่านมา +4

      @@JyotirmayeeBiswal-re5zxହଁ 🤣 ପୁଣି 2044 ବେଳ କୁ ଆଉ ନଥିବ ସ୍ବର୍ଗ କୁ ପଳେଇଥିବ 😄

    • @jitendralenka763
      @jitendralenka763 7 วันที่ผ่านมา

      he satare na kan buda bata Sare nare nare

    • @Munu-bq3sx
      @Munu-bq3sx 7 วันที่ผ่านมา

      Bodhe I love u film r a promotion karuchanti. .(May be)

    • @sudhansusubudhi896
      @sudhansusubudhi896 7 วันที่ผ่านมา

      ​@JyotirmayeeBiswal-re5zx 2004
      2024
      2044 ହେବ

  • @DeepakIT759
    @DeepakIT759 7 วันที่ผ่านมา +3

    Sister in law main villain...Jai jagannath..

  • @daskidscartoon857
    @daskidscartoon857 7 วันที่ผ่านมา +2

    Thik katha kahicha vauja

  • @chinmayagamingff5656
    @chinmayagamingff5656 3 วันที่ผ่านมา +1

    10:44 Repoter smile's 😏😏😏😂

  • @ashwinimishra2715
    @ashwinimishra2715 7 วันที่ผ่านมา +2

    Tama bhauni ka ra divorse haichi ta jadi divorse haisarichi taha hele emiti media agare au kichhi kahiba mane tame tama nijar ijjat sarucha better tame tama jiha ku dhanya dei taku kemiti bhala manisha kariba sethilagi chinta kariba katha unnecssary tame asi bite deiki kichhi labha nahi kahikina jadi officillay tamara divorse haisarichi au kichhi haiparibaki na au manoj mishra pheribe ki au jou jiha tanku e age re tanka hata dharichi sea nishe sabu jinisa janiki decission naithiba au sea kn tama bite suni alaga haijiba ki.au jadi infuture re tanka bhitare kichhi sehi time re tame kichhi kahile atlest loka tamaku support karibe.

  • @jhunaranipradhan6256
    @jhunaranipradhan6256 7 วันที่ผ่านมา +4

    Monaja misra ta munad ta kharap haegalani sa kn kariba

  • @tapanchoudhury1673
    @tapanchoudhury1673 7 วันที่ผ่านมา +20

    ମନୋଜ ପାଗଳ ଶଳା

    • @sanjuktapatra9666
      @sanjuktapatra9666 7 วันที่ผ่านมา +3

      ମନୋଜ ଗୋଟେ ପଶ୍ଚିମିଓଡିଶା ତା ପାଇଁ ବଦନାମ ହଉଚ଼ି

    • @OdisharBikash
      @OdisharBikash 7 วันที่ผ่านมา +1

      ମନୋଜ ପାଗଳ ଆଉ ଏହି ନାରୀ ସାବିତ୍ରୀ

  • @user-so2vm9tc3k
    @user-so2vm9tc3k 6 วันที่ผ่านมา

    ଦବ ଲ୍ ମ୍ୟାରେଜ ବାଲାଙ୍କୁ ଜେଲରେ ଭରି କରି ଦିଅ ରାସ ଲୀଳା କରୁ ଥିବେ

  • @pramodinidas5408
    @pramodinidas5408 7 วันที่ผ่านมา +2

    Gud ae dita sister
    Au husband kharap 🎉

  • @Depupriya
    @Depupriya 6 วันที่ผ่านมา

    Very good didi ❤❤

  • @omkardash4472
    @omkardash4472 6 วันที่ผ่านมา

    Criminal case କଲନି, ଯଦି ଗୋଡ଼ାଇଲା ମାରିବାକୁ... News channel କଣ supreme court 😂

  • @User32271
    @User32271 7 วันที่ผ่านมา +4

    Manoj Mishra top class of ollywood

  • @odishaaquaculture4117
    @odishaaquaculture4117 7 วันที่ผ่านมา +3

    Ahi Vali wife ku divorced deiki Manoj Mishra thik karichhnati

  • @rrazex6345
    @rrazex6345 6 วันที่ผ่านมา

    ତମ କଥା ରୁ ଜଣା ପଡୁଛି ....କେତେ ସତ କହୁଚ 😅

  • @user-hv3tn9tm1t
    @user-hv3tn9tm1t 7 วันที่ผ่านมา +16

    ମନୋଜ ମିଶ୍ର ମୁମ୍ବାଇ ରେ ରହିଲେ ତୁ ଅନ୍ୟ ପୁରୁଷ ସହିତ ତାରେନାରେ କରୁଥିବୁ

  • @santosinisahu9549
    @santosinisahu9549 7 วันที่ผ่านมา +2

    Actually ghara bhangichi bhauni pain 😂

  • @prasantdass8415
    @prasantdass8415 7 วันที่ผ่านมา +1

    ଇଏ ବେଧେଇ ମାଇକିନା ଯିଏ ସ୍ୱାମୀ ର ହେଇ ପାରିଲାନି ସିଏ କଣ କହିବ ୟା ଗୁଣରୁ ତଡା ଖାଇଲା ପରମ ବେଧେଇ ହେଇ ଥିବ ତା ବଡ ଦିଦି ସେଇଆ

  • @HiralalDeheri
    @HiralalDeheri 7 วันที่ผ่านมา +8

    ଭାସ୍କର ଚ୍ୟାନେଲ ଫାଲତୁ ଚ୍ୟାନେଲ 😡😡🔥🔥🔥

  • @ahalyaranidip6931
    @ahalyaranidip6931 4 วันที่ผ่านมา

    ଧରମାର ଜୟ ହେଲା ମନୋଜ ପୁଣି ବାହା ହେଲେ

  • @TukunaGouda-vt4gi
    @TukunaGouda-vt4gi 7 วันที่ผ่านมา +7

    ଏଇଟା ମୋ ବାଳ ର ନିୟୁଜ

    • @sanjuktapatra9666
      @sanjuktapatra9666 7 วันที่ผ่านมา +1

      ତୋ ଭଉଣି ର ହଜ ମେଟେ ଏମିତି କରୁ ତା ପରେ ଜାଣିବୁ କେମିତି ଲାଗୁଛି

  • @kumarnaik5497
    @kumarnaik5497 7 วันที่ผ่านมา +1

    Tama ku esala tutu naik giheba

  • @dineshkumarstatus9923
    @dineshkumarstatus9923 7 วันที่ผ่านมา +1

    Thukanti❎ ଠୁକନ୍ତି ✅

  • @duryodhansahu976
    @duryodhansahu976 6 วันที่ผ่านมา

    ତୁମେ ଦୁହେଁ ବହୁତ୍ ମୁଁହ ହଲେଇ ଓଭର୍ ଏକ୍ଟିଂ କରୁଛ ତୁମର ହି ଅଧିକ ଭୂଲ୍ ଥିବ ଜଣା ପଡ଼ୁଛି

  • @OdisharBikash
    @OdisharBikash 7 วันที่ผ่านมา

    ଗୋଟିଏ ହାତରେ ତାଳି ବାଜେନି 👏

  • @monalisapattnaikmonalisapa1710
    @monalisapattnaikmonalisapa1710 7 วันที่ผ่านมา +32

    Manaj Mishra gote bada mental

  • @anathswain5141
    @anathswain5141 6 วันที่ผ่านมา +1

    Manoj Mishra appears to be a hypocrite

  • @tribenipatra3213
    @tribenipatra3213 7 วันที่ผ่านมา +1

    Ate dino dhari soithila samaste jemiti se bahaheigola abe sabu baharuchha .tame mane joubholi bite deuchha loke kn bujhuchhanti kejani mu kintu thik bujhigoli je tamor pura bhul achhi .jodi stree swaminku dunian agare nicha dekhai se stree ku kulata boli kahanti .abe bi mathare sindura naichha kaha pain swamira mongola pain tamo muhanru ta swami pain ate kharap katha baharuchhi swamira mongol pain kn dekhanian sindura naichha .

  • @chinmayvlog21
    @chinmayvlog21 6 วันที่ผ่านมา

    Manoj Bhai ame paschim odisha loka tmr sange achun

  • @umakanta1435
    @umakanta1435 7 วันที่ผ่านมา

    Perfect sis ❤....

  • @theaaryavirarihantcreation
    @theaaryavirarihantcreation 6 วันที่ผ่านมา

    ଏଥି ପାଇଁ Divorse ହେଇଛି।

  • @BinodSingh-n1c
    @BinodSingh-n1c 3 วันที่ผ่านมา

    Monoj Mishra Super Michhua re Bhai

  • @purnachandranag8894
    @purnachandranag8894 7 วันที่ผ่านมา +13

    Monaj Mishra gota paschima odisha ra kalanka.

  • @JyotirmayeeBiswal-re5zx
    @JyotirmayeeBiswal-re5zx 7 วันที่ผ่านมา +2

    Jie stree chhua ra nuha se au kahara haba

  • @Sudhir_Vlog
    @Sudhir_Vlog 7 วันที่ผ่านมา

    ନାରୀ ମାୟା କୁ ଏତେ ବିଶ୍ୱାସ କରନି ରେ, ଗୋଟେ ହାତରେ ତାଳି ବାଜେନି, ଜଣକୁ କେବଳ ଦୋଷ ଦେଲେ ହବନି, ସ୍ତ୍ରୀ ର ଭୁଲ ଦେଖିଲେ ହିଁ ସ୍ୱାମୀ ଅଲଗା ହୁଏନି, mind it 🎉

  • @pailinilamadhab7991
    @pailinilamadhab7991 6 วันที่ผ่านมา +1

    Ban kara manoj ku

  • @ganeshdakua2934
    @ganeshdakua2934 7 วันที่ผ่านมา

    10:41 is epic, journalist laugh😂😂😂😂😂

  • @mohan_kumar_1029
    @mohan_kumar_1029 7 วันที่ผ่านมา +4

    Tote to divorce korila tu au kn ba kohibu

  • @SmartSunil-o3u
    @SmartSunil-o3u 7 วันที่ผ่านมา +2

    Manoj Mishra is good carecter

  • @NIHARFINANCIALbusinessservices
    @NIHARFINANCIALbusinessservices 6 วันที่ผ่านมา

    Bhaskar news channel ku mara eatiki request sa eamitika gharavanga news nadakaiba ku mu request karuchi

  • @sunitajena3331
    @sunitajena3331 7 วันที่ผ่านมา +2

    👍 👍

  • @bibhutibhusanparida1637
    @bibhutibhusanparida1637 6 วันที่ผ่านมา +1

    Manoj Mishra sabuthu mga ta pain odia industry talaku jauchi

  • @laxmidharbarik5867
    @laxmidharbarik5867 7 วันที่ผ่านมา +6

    Tame jadi ଏତେ କଥା କହୁଛ ତାହାଲେ ଆଗରୁ କହିଲନି ଏବେ କଣ ପାଇଁ ନିଜ ସ୍ବାର୍ଥ ପାଇଁ ଝଗଡ଼ା ହଉଛ

  • @binodinibiswal1622
    @binodinibiswal1622 7 วันที่ผ่านมา +2

    Swami ki sath dabani alaga rahiba tapare media agare ae bhali rau rau haba....

  • @luisswastikentertainment7795
    @luisswastikentertainment7795 6 วันที่ผ่านมา

    ସେତେବେଳେ କଉଠି ଶୋଇଥିଲ କେସ କଲନି