ଭାନୁମତୀ ଗୌରାଙ୍ଗ ଜନମ ଲୀଳା ଗୀତରେ ହଜାର ଦର୍ଶକଙ୍କ ମନ ମୋହିଲେ | MB VISION

แชร์
ฝัง
  • เผยแพร่เมื่อ 27 ม.ค. 2025

ความคิดเห็น • 4

  • @BishnukumarBaral
    @BishnukumarBaral 2 หลายเดือนก่อน

    ଗୋପ ଶବ୍ଦଟି ଭୁଲ ସେଇଟା ଗୋଲକ ବୃନ୍ଦାବନ ,କବିଚଣ୍ଡୀଦାସ ,

  • @BishnukumarBaral
    @BishnukumarBaral 2 หลายเดือนก่อน

    ସେଇ ଏକା ଭୂଲ ଗୌରାଙ୍ଗ ମହାପ୍ରଭୁଙ୍କ ଜନ୍ମଚରିତ ଶାସ୍ତ୍ରଦେଖି ରଚନା କରାଯାଇ ନାହିଁ ତେଣୁ ଅନେକ ଭୁଲ ରହିଯାଇଛି ,କବିଚଣ୍ଡୀଦାସ

  • @BishnukumarBaral
    @BishnukumarBaral 2 หลายเดือนก่อน

    ଆଜିକାଲିର ଲେଖକ ଗାୟକ ଗାୟିକା କେହିହେଲେ ଶାସ୍ତ୍ରୀୟ ଧାରା ଶବ୍ଦାର୍ଥ ଭାବାର୍ଥ ସାହିଟ୍ୟାର୍ଥ ଶବ୍ଦ ସଂଯୋଜନା ଇତ୍ୟାଦିକୁ ନଜର ନଦେଇ କେବଳ ରଙ୍ଗୀନ ବେଶଭୁଷା ତଥା ଅପ୍ରାସଙ୍ଗିକ ନୃତ୍ୟରେ ଧମାଲ କରି ମାଡିଚାଲିଛନ୍ତି ଏଥିରୁ ସମାଜ କଣ ଶି କହିବ ବିଚାର କରନ୍ତୁ ,କବିଚଣ୍ଡୀଦାସ,

  • @BishnukumarBaral
    @BishnukumarBaral 2 หลายเดือนก่อน

    ଆଜିର ଜ୍ଞାନୀ ଗୁଣୀ କବି ଲେଖକ ବିଜ୍ଞ ଦର୍ଶକ ତଥା ସ୍ରୋତାବୃନ୍ଦ ବିଚାର କରନ୍ତୁ କି ଯେଉଁ କୀର୍ତ୍ତନ ଧାରା ଚାଲୁଛି ସେଇଟା କୀର୍ତ୍ତନ ନା ପଇସା ରୋଜଗାର ପାଇଁ କେବଳ ରଙ୍ଗୀନ ଧମାଲ ଚାଲିଛି ?)ଏଇ ଗୌରାଙ୍ଗ ଜନ୍ମ ଗୀତରେ ଅନେକ ଭୁଲ ଶବ୍ଦ ପ୍ରୟୋଗ କରାଯାଇଛି , ଭୁଲ ଠିକ କଣ ଆପଣମାନେ ବିଚାର କରନ୍ତୁ ,