NEW FULL JATRA -GHODA HATI GANDAKU GANDA EKA LADHIBA RANI PANDA-SWARNA MANDIRA | ଏକା ଲଢିବ ରାଣୀ ପଣ୍ଡା

แชร์
ฝัง
  • เผยแพร่เมื่อ 25 ต.ค. 2024

ความคิดเห็น • 1.6K

  • @ganduadadanewofficial1940
    @ganduadadanewofficial1940 8 หลายเดือนก่อน +27

    ଜାତ୍ରା ଅଭିନୟ ବହୁତ ସୁନ୍ଦର ଏମିତି ନିଜ ଲାଇପ୍ ଘଟିଥିବା ଜାତ୍ରା ଅଭିନୟ ମୁଁ ପ୍ରଥମ ପାଇଁ ଦେଖୁଛି ରାନି ଦିଦି କାହାଣୀ ସୁଣି ମତେ ବି ବହୁତ୍ ଦୁଃଖ ଲାଗିଲା😢😢,(I love youରାନି ଦିଦି)

  • @suryamanisahoo2566
    @suryamanisahoo2566 3 หลายเดือนก่อน +1

    ରାଣୀ ଦିଦି ତମେ ବହୁତ୍ ମହାନ
    ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ

  • @priya-bc9uy
    @priya-bc9uy 7 หลายเดือนก่อน +11

    ସତରେ ରାନି ଏଇ ଲୋକମାନେ କାଲି କେତେ ତମକୁ ଗାଳି କରୁଥିଲେ ଆଜି ଏଇ ଲୋକମାନେ ଏତେ ଭଲପାଇବା ଦେଉଛନ୍ତି ବହୁତୁ ଖୁସି ଲାଗୁଚି ଦେଖି ସବୁବେଳେ ଏମିତି ଗରିବଙ୍କ ସାହା ଭରସା ହେଇକି ରୁହ ❤️❤️❤️❤️❤️❤️❤️❤️❤️

  • @gudumaharana8409
    @gudumaharana8409 5 หลายเดือนก่อน +2

    Rani didi ❤

  • @SibuniKhatua
    @SibuniKhatua 7 หลายเดือนก่อน +3

    Satare mu aji he eii jatra dekhili hrudayaku chhuinla ❤ mu kebe dekheni jarta aji fst time dekhili ❤❤

  • @Himanshusekharjena-qz2hy
    @Himanshusekharjena-qz2hy 7 หลายเดือนก่อน +1

    😭😭😭😭 i like you jatara all the best ranididi 🥰❤❤

  • @nilakanthaparida1357
    @nilakanthaparida1357 7 หลายเดือนก่อน +22

    ବହୁତ ସୁନ୍ଦର ଯାତ୍ରା ଏମିତି ଯାତ୍ରା ମୁଁ ମୋ ଜୀବନ ରେ ବହୁତ ଦେଖିଛ. ସତରେ ସମସ୍ତେ ଙ୍କ ର ଅଭିନନ୍ ଜୀବନ୍ତ!. ତୁମ ପରିବାର ଉପରେ ଆଧରିତ୍ରୀ ବହୁତ ସୁନ୍ଦର ହୋଇଛି 💞💞💞🙏🙏🙏🙏.. ଅଧିକ ରୁ ଅଧିକ ସେୟାର କର

  • @AnanyaPradhan-ec1yx
    @AnanyaPradhan-ec1yx 9 หลายเดือนก่อน +298

    ସତରେ ଯାତ୍ରା ଟି ବହୁତ ହୃଦୟ ବିଦାରକ ଥିଲା ଆଜି ର ସମାଜରେ ଗୋଟେ ନାରୀ ସହିତ ଠିକ ଏୟା ହିଁ ହୋଉଛି କିନ୍ତୁ ଫରକ ତ ଏୟା (ରାଣୀ ପଣ୍ଡା ) ଙ୍କ ଭଳି କେହି ସାହସୀ ହେଇନଥାନ୍ତି ଯଦି (ରାଣୀ ପଣ୍ଡା )ଙ୍କ ଭଳି ସାହସୀ ହୋଇପାରନ୍ତେ ତେବେ ହୁଏତ ଏ ସମାଜରେ କିଛି ଲୋକ ସୁଧୁରି ଯାଆନ୍ତେ ଆଶା କରୁଚି ମୋ comment ଟି ସମସ୍ତଙ୍କୁ ଭଲଲାଗିବ.... 🥺

    • @srikantkumardas2626
      @srikantkumardas2626 8 หลายเดือนก่อน +5

      ନିରାଟ ସତ୍ୟ କଥା କହିଲେ।

    • @MinatiSahu-d1j
      @MinatiSahu-d1j 7 หลายเดือนก่อน +4

      👍👍👍😔👌👌👌

    • @PrakashChandraBhuyan-v5r
      @PrakashChandraBhuyan-v5r 7 หลายเดือนก่อน +2

      ❤❤ thanks Ananya uar right

    • @SatyabhamaOjha-d1v
      @SatyabhamaOjha-d1v 7 หลายเดือนก่อน +1

      Right 👍

    • @AjitganTayat-x9t
      @AjitganTayat-x9t 7 หลายเดือนก่อน +4

      Best of rani madam heart touching story love you rani madam 😊❤😊

  • @mandakinimalik3935
    @mandakinimalik3935 7 หลายเดือนก่อน +1

    Salute Rani didi❤❤❤😭😭😭

  • @samarumeher126
    @samarumeher126 9 หลายเดือนก่อน +65

    ବା ବା ରେ ଯାତ୍ରା ଏଇ ଯାତ୍ରାର ଲେଖକ କୁ ମୁଁ ଧନ୍ୟବାଦ ଅର୍ପଣ କଲି ଆଉ ରାଣୀ ପଣ୍ଡା କୁ ବହୁତ ଧନ୍ୟବାଦ ଅର୍ପଣ କଲି 🎉🎉🎉🎉🎉

  • @yeshupapaministery1403
    @yeshupapaministery1403 6 หลายเดือนก่อน

    Speachless i got tears 😢 jesus always with you Rani didi

  • @rasmitabarik6034
    @rasmitabarik6034 8 หลายเดือนก่อน +4

    Rani Didi Acting Superb Gote Like Heijau Rani Didi Pain 👍👍👍👍👍👍👍

  • @nirmalmajhi2637
    @nirmalmajhi2637 2 หลายเดือนก่อน

    ରାଣୀ ଦିଦି ଅତି ସୁନ୍ଦର ଲାଗୁଛି ❤❤❤❤❤

  • @prakashmoharana7213
    @prakashmoharana7213 9 หลายเดือนก่อน +176

    Satare ଇଏ ଗୋଟେ ଯାତ୍ରା ନୁହେଁ ବରଂ ରାଣୀ ପଣ୍ଡା ଜୀବନ୍ତ କାହାଣୀ ସତରେ ରାଣୀ salute you ❤❤❤

    • @MinatiSahu-d1j
      @MinatiSahu-d1j 7 หลายเดือนก่อน +3

      👌👌👌👍👍👍👍

    • @narasingpurty3504
      @narasingpurty3504 7 หลายเดือนก่อน +2

      ସତ କଥା ଭାଇ ❤❤❤

  • @Chandanbehera-es3xq
    @Chandanbehera-es3xq 2 หลายเดือนก่อน

    ରାଣୀ ଦିଦି ❤❤❤❤❤ବହୁତ ଭଲ ଅଭିନୟ ❤❤❤❤❤❤

  • @89.k
    @89.k 8 หลายเดือนก่อน +21

    ସତରେ ବହୁତ୍ କଷ୍ଟ ସହିଛି ରାଣୀ, ଦୁନିଆରେ ଯାହା ଜୀବନରେ ଏମିତି ଘଟି ଥାଏ, ଅନ୍ୟ ଲୋକ କେବେ ଜାଣି ପାରିବେନି, ସତରେ କନ୍ଦେଇ ଦେଲ ରାଣୀ, ସେଲୁଟ ଆପଣଙ୍କୁ ❤❤❤❤❤❤❤

  • @amarnathbehera5453
    @amarnathbehera5453 3 หลายเดือนก่อน +1

    ବାଃ ବାଃ ଏମିତି ଯାତ୍ରାର ଲେଖକ ଙ୍କୁ ହୃଦୟ ରୁ ଧନ୍ୟବାଦ .....

  • @Prangya507
    @Prangya507 7 หลายเดือนก่อน +3

    Rani dii is the biggest example of patience, tolerance

  • @arb_lipun
    @arb_lipun 4 หลายเดือนก่อน +1

    Super 🎉

  • @ramofficials9502
    @ramofficials9502 8 หลายเดือนก่อน +11

    Thank you Rani Didi.. ବହୁତ ସୁନ୍ଦର ହେଇଛି ଏ ନାଟକ ସମାଜ ଶିକ୍ଷା,,,

  • @Sahu-e3i
    @Sahu-e3i 7 หลายเดือนก่อน

    ମୋ ହୃଦୟ ରୁ ରାଣୀ madam🙏🙏🙏🙏🙏🙏🙏

  • @Pritamtv0
    @Pritamtv0 9 หลายเดือนก่อน +218

    ଏହିଁ ଯାତ୍ରା ରୁ ବହୁତ୍ ଜିନିଷ ଶିଖିବା ପାଇ ପଡ଼ିଲା ❤ ରାଣୀ ପଣ୍ଡା ବେଷ୍ଟ ହିରୋଇନ୍ ❤

  • @GoutamNaik-b7r
    @GoutamNaik-b7r 3 หลายเดือนก่อน

    ❤ମା ବାପା 🙏🙏❤❤❤

  • @snayak4774
    @snayak4774 7 หลายเดือนก่อน +7

    Rani Apa ki sundar abhinaya mana kini nela...love from kendrapada

  • @Bebo.1131
    @Bebo.1131 8 หลายเดือนก่อน +1

    😢😢😢

  • @sdthoughts7929
    @sdthoughts7929 9 หลายเดือนก่อน +14

    ମୁଁ ଯାତ୍ରା ଦେଖେନି କିନ୍ତୁ ଏ ଯାତ୍ରା ଭଲ ଲାଗିଲା ❤❤❤❤ ରାନୀ ପଣ୍ଡା acting ଖୁବ୍ ସୁନ୍ଦର

  • @Smaranikapalai
    @Smaranikapalai 5 หลายเดือนก่อน +1

    ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤luv uu Rani didi

  • @padmabatipradhan9195
    @padmabatipradhan9195 7 หลายเดือนก่อน +3

    Oh really a mind-blowing acting.. a big salute to writer and Rani apa... Love you ❤

  • @abinashswain1438
    @abinashswain1438 4 หลายเดือนก่อน

    ସୁନ୍ଦର ଅଭିନୟ

  • @Pihu_sony_74
    @Pihu_sony_74 8 หลายเดือนก่อน +28

    ଏହା ଖାଲି ଗୋଟେ ନାଟକ ନୁହେଁ,ଏମିତି ଲାଗୁଚି ଗୋଟେ ସତ୍ୟ ଘଟଣା ଉପରେ ଆଧାରିତ ଏହି ସୁନ୍ଦର କାହାଣୀ 😢 ପୁରା ଆଜି ର ଏଇ ଦୁନିଆରେ ଏହା ହିଁ ସତ୍ୟ

  • @DibyajatiBehera-z8g
    @DibyajatiBehera-z8g 7 หลายเดือนก่อน +1

    Nice video ❤❤❤

  • @susantaparida1216
    @susantaparida1216 9 หลายเดือนก่อน +22

    ଜୟ ଜଗନ୍ନାଥଙ୍କ ମୂର୍ତ୍ତି ରଖି ପୂଜା କରିଥିଲେ ଶୋଭା ପାଇଥାନ୍ତା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ଜଗନ୍ନାଥ ମୂର୍ତ୍ତି ରଖି ପୂଜା କରନ୍ତୁ ଜୟ ଜଗନ୍ନାଥ 🙏💐

  • @Balaramsahoo476
    @Balaramsahoo476 7 หลายเดือนก่อน

    ରାଣୀ ପଣ୍ଡା 👌👌👌👌👌😍

  • @hemantakumarsahoo47
    @hemantakumarsahoo47 9 หลายเดือนก่อน +5

    ଏହି ନାଟକରୁ ଶିଖିବା ପାଇଁ ମିଳିଲା
    ଅକ୍ଷୟ ହେଲା ପୁନ୍ୟ ଜଗତ
    ଧର୍ମର ହେଲା ଜୟ

  • @GITARANIBEHERA-x3x
    @GITARANIBEHERA-x3x 7 หลายเดือนก่อน +1

    Nice Rani didi

  • @abhimanyusethi9511
    @abhimanyusethi9511 9 หลายเดือนก่อน +15

    ମ ରାଣୀ ଦିଦିର କେତେ ଦୁଖ ଆଜି ସତ ପଦାକୁ ଆସିଚି 😭😭😭😭🙏🙏🙏🙏😭😭😭😭ଦିଦି ଜମା କାଦିବନି

  • @officialmalay7971
    @officialmalay7971 5 หลายเดือนก่อน

    Bahut sundar story and Satya character ❤

  • @pramodpradhan851
    @pramodpradhan851 7 หลายเดือนก่อน +3

    I don't like jatra but I love rani panda ❤❤❤sethi pain dekhili kebal ei jatra mo prathama natak 🥰🥰🥰🥰😍😍😍

  • @Jitu22488
    @Jitu22488 7 หลายเดือนก่อน

    ସୁନ୍ଦର

  • @balarammishra9723
    @balarammishra9723 9 หลายเดือนก่อน +12

    ଏ ଯାତ୍ରା ଟି ଖୁବ୍ ସୁନ୍ଦର ସାବଲୀଳ ହୋଇଛି କିନ୍ତୁ ଶିକ୍ଷଣୀୟ ତଥ୍ୟ ଅନୁସାରେ ବର୍ଣ୍ଣନା ରହିଛି ତେଣୁ ଲେଖକ ନିର୍ଦ୍ଦେଶକ କଳାକାର ମାନଙ୍କୁ ଶତ ପ୍ରତିଶତ ଧନ୍ୟବାଦ ଅର୍ପଣ କରୁଛି ଭଗବାନ ଶଙ୍କର ସମସ୍ତଙ୍କ ପାଇଁ ମଙ୍ଗଳ ବିଧାନ କରନ୍ତୁ ବଳରାମ ମିଶ୍ର ମଲ୍ଲିକା ଦେଈ ପୁର ଶାସନ

  • @biswajitnath6451
    @biswajitnath6451 7 หลายเดือนก่อน

    Rani Didi satare tame bahut vala❤❤

  • @PrasanthNayak-m1y
    @PrasanthNayak-m1y 9 หลายเดือนก่อน +49

    ନାଟକ ଯେତିକି ସୁନ୍ଦର ରାଣି ମାଡାମ ଙ୍କ ନିଜ ପରିବାର ରେ ଜାହା ଘଟି ଜାଇଛି ତାହା ଆମ ଘରେ ଘଟିଥିଲେ ଆମେ ସହିପାରି ନ ଥାନ୍ତୁ କିନ୍ତୁ ହାର ମାନି ନାହାନ୍ତି ରାଣି ମାଡାମ ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କ ଚଲା ବାଟରେ ଖାଲି ଫୁଲ ବରଷୁ ଜୟ ଜଗନ୍ନାଥ ❤❤❤❤

  • @renubalamishra6997
    @renubalamishra6997 7 หลายเดือนก่อน

    ରାନିର କାହାଣୀ ଏକ ସିନେମାପରି ଜୟ ଜଗନ୍ନାଥ

  • @kaliakumarnaik178
    @kaliakumarnaik178 9 หลายเดือนก่อน +14

    ଜୀବନରେ ଏମିତି ଦୁଃଖ ଅସିବ ନିଜକୁ ସମ୍ଭାଳି ବାଟ ଚାଲିବାପଡ଼ିବ ନା ଭାଙ୍ଗିବା ❤❤ ରାଣୀ ଦିଦି ଆମ ତରୁପୁରୁ ଧଣବଦ❤❤❤ ବହୁ ସୁନ୍ଦର୍ ହେଇଛି ଅପର ଆୟୁ ସୁନ୍ଦର୍ ଅଭିନୟ❤❤❤❤❤❤

  • @manoranjansahu5750
    @manoranjansahu5750 7 หลายเดือนก่อน

    ବହୁତ ଭଲ ଲାଗିଲା

  • @alokchakra5984
    @alokchakra5984 8 หลายเดือนก่อน +3

    ରାଣୀ ଅପା ଜୀବନ ରେ ବହୁତ କଷ୍ଟ ଆସିଛି.... ହେଲେବି ଜୀବନ ଯୁଦ୍ଧ ରେ ହାରିଯିବା କୁ ସେ ପସନ୍ଦ କରି ନାହାନ୍ତି. ଅନ୍ୟ ମାନଙ୍କ ସୁଖ ପାଇଁ ନିଜକୁ ଜିଅନ୍ତା ଜାଳିଛନ୍ତି. ଭଗବାନ ତାଙ୍କୁ ତାଙ୍କ ସୁଖ ଫେରାଇ ଦିଅନ୍ତୁ 🙏🙏🙏🙏ଜୟ ଜଗନ୍ନାଥ

  • @GoutamNaik-b7r
    @GoutamNaik-b7r 3 หลายเดือนก่อน

    👌👌ବହୁତ ଭଲ ଲାଗିଲା 👌👌ଗୋଟେ ଝିଅ ବଂଚି ବା ବହୁତ କୋଷ୍ଟ 👌👌

  • @Ojhabhai24
    @Ojhabhai24 9 หลายเดือนก่อน +77

    ରାଣୀ ପଣ୍ଡା ଙ୍କ ଜୀବନ ଯାତ୍ରା ଯନ୍ତ୍ରଣାରେ ଭରି ରହିଛି ସତରେ ରାଣୀ ଦିଦି ତୁମେ ଏମିତି ସମାଜ ସେବା କର ଆଉ କାହାକୁ ଭଲ ପାଇବ ନାହିଁ କି ଭୋଗିବ ନାହିଁ 🙏

  • @sibaram.verynicevideogouda4696
    @sibaram.verynicevideogouda4696 8 หลายเดือนก่อน

    ସମସ୍ତ କ ଅତି ସୁନ୍ଦର ଅଭିନୟ

  • @KKtechnicalDubai
    @KKtechnicalDubai 9 หลายเดือนก่อน +98

    ସତରେ ରାଣୀ କନ୍ଦେଇ ଦେଲ ଆରମ୍ଭ ରୁ ଶେଷ ଯାଏ। ଆମେ ମାନେ କାହା ବିଷୟରେ ସବୁ କିଛି ନ ଜାଣି କେବଳ କିଛି କଥା ଶୁଣି ଦୋଷ ଦେଇଥାଉ। 😥😢😓

    • @nagenkumurnayak909
      @nagenkumurnayak909 7 หลายเดือนก่อน +3

      Absoletely right sir🙏👍👍👍👍🤝🏻🤝🏻🤝🏻

    • @biswajitjena106
      @biswajitjena106 4 หลายเดือนก่อน

      Satare bhai😢❤😢

  • @lipunabehera7081
    @lipunabehera7081 3 หลายเดือนก่อน

    Rani di tame mahan

  • @biswajitdash8768
    @biswajitdash8768 9 หลายเดือนก่อน +129

    Kahaku jatra vala lagila, gote like kara

    • @hinditegvdo9772
      @hinditegvdo9772 9 หลายเดือนก่อน +1

      Tama CMT re Kain like debu

    • @panditmoharaj2687
      @panditmoharaj2687 9 หลายเดือนก่อน

      Jatra Vala ki kharap sahita tuma like ra kon samparka 😅😅😅
      What a idea yaar 😂😂😂

    • @biswajitdash8768
      @biswajitdash8768 9 หลายเดือนก่อน

      😃😄

    • @srikantajena9508
      @srikantajena9508 5 หลายเดือนก่อน

      I ❤️ jatra

  • @tunabiswal8691
    @tunabiswal8691 5 หลายเดือนก่อน

    ସତରେ ରାଣୀ ଦିଦି ଅଭିନୟ ବହୁତ ସୁନ୍ଦର 😢😂😂😂

  • @Ojhabhai24
    @Ojhabhai24 9 หลายเดือนก่อน +4

    ବୋହୁତ ସୁନ୍ଦର ଭାବରେ ଯାତ୍ରା ଟିକୁ ନିର୍ଦ୍ଦେଶ ଦିଆ ଯାଇଚି ଅତି ସୁନ୍ଦର acting ସମସ୍ତଙ୍କର ବୋହୁତ ଭଲ

  • @AnilBhoi-h9j
    @AnilBhoi-h9j 8 หลายเดือนก่อน

    Satare Rani apa apanku salute mariba ku echha hauchi ❤❤❤❤

  • @padiaseth3058
    @padiaseth3058 9 หลายเดือนก่อน +5

    Bahut bhala heichi superhit thila ❤❤❤❤ Rani di nka Acting mind blowing ❤❤

  • @acharyaabhimanyu6285
    @acharyaabhimanyu6285 7 หลายเดือนก่อน

    Jay Jagannath
    ❤❤❤❤❤

  • @RanjanSundaray-ty4vf
    @RanjanSundaray-ty4vf 9 หลายเดือนก่อน +36

    ଯାତ୍ରା ବହୁତ୍ ଦେଖିଛି କିନ୍ତୁ ଏମିତି ସତ ଘଟଣା ଉପରେ ଆଧାରିତ ଯାତ୍ରା ଆଉ ନିଜର କାହାଣୀରେ ନିଜେ ଅଭିନୟ କରି ଛନ୍ତି ।ବହୁତ୍ ସୁନ୍ଦର୍ ହୋଇଛି ।ଅଭିନୟ ବହୁତ୍ ସୁନ୍ଦର ହେଇଛି ।ରାଣୀଙ୍କ ଜୀବନ କାହାଣୀ ଯେ ଏତେ ଦୁଃଖ ଦାୟକ ସତରେ ଏ ମଣିଷ କେତେ ବେଇମାନ । କଳା ମୁଣ୍ଡିଆକୁ ବିଶ୍ୱାସ ନାହିଁ ।

  • @bhartinayak2838
    @bhartinayak2838 9 หลายเดือนก่อน +28

    ଅନାଥ , ବେସାହାରା ପୀଡ଼ିତା, ଅତ୍ୟାଚାରିତା ନାରୀ ଙ୍କ ପାଈଁ ତାମେ ବଞ୍ଚିବା ର ପ୍ରେରଣା, ରାନୀ dd ଙ୍କ ଅଭିନୟ କୋଉ ବଡ଼ ବଡ଼ ଓଡ଼ିଆ ସିନେମା କଳାକାର ଙ୍କ ଠୁ କମ୍ ନୁହଁ!❤❤❤

  • @Mr_bapuni_07
    @Mr_bapuni_07 2 หลายเดือนก่อน +1

    Supur story nice and beautiful 😭😥😵

  • @nunaramsoren9355
    @nunaramsoren9355 9 หลายเดือนก่อน +850

    ରାଣୀ ଓପାକୁ କିଏ କିଏ ଭଲ ପାଅ plz like କର ❤❤❤

    • @sarojinidash6755
      @sarojinidash6755 9 หลายเดือนก่อน +5

      Mu bahut bhal pau6i

    • @sarojinidash6755
      @sarojinidash6755 9 หลายเดือนก่อน +1

      Ranee didi ete bhal kam karu6nti kintu paritakti jhia manaku sahajhya kale bhal huanta kete jhia kastare a6nti

    • @rameshchandrabehera5850
      @rameshchandrabehera5850 8 หลายเดือนก่อน

      ​@@sarojinidash6755lllll

    • @narmadapatro3291
      @narmadapatro3291 8 หลายเดือนก่อน

      ​@@sarojinidash6755❤q

    • @pintubehera9482
      @pintubehera9482 8 หลายเดือนก่อน

      Pàq​@@sarojinidash6755

  • @rumananidangua1966
    @rumananidangua1966 8 หลายเดือนก่อน

    Rani pada dharya mahan😢😢😢😢😢

  • @firoznayak5101
    @firoznayak5101 9 หลายเดือนก่อน +8

    Priya ra acting pura jibanta Vali lagila yrr ❤ Rani didi ra bi ...❤❤

  • @bkdas7544
    @bkdas7544 9 หลายเดือนก่อน

    ATI sundar Natak

  • @prakashcreaton2211
    @prakashcreaton2211 9 หลายเดือนก่อน +29

    ସତରେ ବହୁତ ବହୁତ ଭଲ ହେଇଛି 👍ଆଖିରୁ ଲୁହ ଆସିଗଲା 😭😭😭

    • @parinitashreeya
      @parinitashreeya 8 หลายเดือนก่อน

      Bhahuta sunda heichi❤❤❤❤😂😂

  • @mrhasya.creater3267
    @mrhasya.creater3267 7 หลายเดือนก่อน

    Satare bahut bholo lagila 1 nomber

  • @sblswal
    @sblswal 9 หลายเดือนก่อน +5

    ପ୍ରକୁତରେ ମୁଁ ଜାଣିଛି ରାଣି ଖରାପ ଝିଅ ନୁହେଁ ଦୁନିଆ ଜାହା ଚାହୁଁଛି ସେ ସେମିତି କରୁଛି ଲୋକ ମାନେ ତାକୁ ଖରାପ କରୁଛନ୍ତି, ଖରାପ ଭାବୁଛନ୍ତି ଦୁଃଖ ସମୟରେ କେହି ଥାନ୍ତି ନାହିଁ କିନ୍ତୁ ଆମ ରାଣି ଥାଏ

  • @cutegirlkuni511
    @cutegirlkuni511 9 หลายเดือนก่อน +6

    Maind blowing ❤❤❤❤❤❤

  • @DKrishnaraoKrishnarao
    @DKrishnaraoKrishnarao 5 หลายเดือนก่อน

    Super hit jatara ❤❤❤❤😊🎉

  • @SantoshLaxmi
    @SantoshLaxmi 9 หลายเดือนก่อน +7

    ବହୁତ ସୁନ୍ଦର ଅଭିନୟ l ଭଲ ଯାତ୍ରା l ଅତ୍ୟନ୍ତ ସୁନ୍ଦର 🥰🥰🥰

  • @kalakarmanoj
    @kalakarmanoj 7 หลายเดือนก่อน

    Rani didi ilove u

  • @mr_raj_official_vlogs
    @mr_raj_official_vlogs 9 หลายเดือนก่อน +15

    ରାଣୀ ଦିଦି ସତରେ ତୁମ ଭଳି ନାରୀ କୁ ମୁଁ ମୁଣ୍ଡିଆ ମରୁଛି ❤❤❤❤❤

  • @dilipkumarmaliklipu6330
    @dilipkumarmaliklipu6330 8 หลายเดือนก่อน

    Jhia khojuchi bapa packet ru braandi😂😂😂😂😂❤❤❤❤❤

  • @depakpradhan920
    @depakpradhan920 9 หลายเดือนก่อน +19

    Didi mu aji bahuta khusi jaha hau online asigala didi super hit 👌👌👌👌🙏🙏

  • @KalucharanNaik-ws7hi
    @KalucharanNaik-ws7hi 8 หลายเดือนก่อน +1

    Jay.sree.ram

  • @ultimatekailashh2
    @ultimatekailashh2 9 หลายเดือนก่อน +4

    ଅତି ସୁନ୍ଦର ନାଟକ❤❤

  • @ashokmoharana7984
    @ashokmoharana7984 8 หลายเดือนก่อน

    Bahuta sundara story❤❤❤

  • @saigouda1147
    @saigouda1147 9 หลายเดือนก่อน +5

    Supar. Hit.

  • @BikasNayak-r2x
    @BikasNayak-r2x 6 หลายเดือนก่อน

    Love raani queen of odishaa❤❤❤

  • @nishakarpradhan5151
    @nishakarpradhan5151 9 หลายเดือนก่อน +169

    ବହୁତ ଭଲ story ହୋଇଛି ସମସ୍ତ କଳାକାର ମାନକୁ କୃତଜ୍ଞ ଜଣାଉ ଚି ❤❤

  • @basantimurmu261
    @basantimurmu261 7 หลายเดือนก่อน +1

    Satare rani didi tumaku salute

  • @swarnalatanayak-tk5zq
    @swarnalatanayak-tk5zq 7 หลายเดือนก่อน

    Satare i salute you rani dedi ❤🙏🙏🙏

  • @nrusingharoul7389
    @nrusingharoul7389 9 หลายเดือนก่อน +4

    ଆଖିରୁ ଲୁହ ଆସିଗଲା
    ସତରେ ଦୁନିଆଟା ପୁରା ବେଇମାନ

  • @meerajena9050
    @meerajena9050 7 หลายเดือนก่อน

    Ati sundar natak

  • @bhartinayak2838
    @bhartinayak2838 9 หลายเดือนก่อน +133

    ସତରେ ଗୋଟେ ଝିଅ ଏକା ବଞ୍ଚିବା ପାଇଁ ଚାହିଁଲେ ବି ତାକୁ ଏଇ ସମାଜ ବଞ୍ଚିବାକୁ ଦିଏନି, କି ସାହାରା ବି କେହି ଦିଅନ୍ତନି, ସତରେ ରାନୀ ଦିଦି ତମେ ଏତେ strogle କରି କରି ଆଜି ନିଜର ପାରିଚୟ ନିଜେ ସୃଷ୍ଟି କରିଛ, salute you Rani dd 👍👍👍👍

    • @rasmiranjanmajhi7822
      @rasmiranjanmajhi7822 8 หลายเดือนก่อน +5

      I love you rani didi 😂😂😂😂😂

    • @SitaramKumar-rm6hu
      @SitaramKumar-rm6hu 7 หลายเดือนก่อน +4

      Au jadi kie sahara dei dela tanku kalanka boli kuhanti

    • @chandanbiswalc.b2278
      @chandanbiswalc.b2278 7 หลายเดือนก่อน

      youtube.com/@cbprank?si=tA2oN9w6EkFYDD6M

    • @srikantasenapaty7814
      @srikantasenapaty7814 5 หลายเดือนก่อน

      :🎉u66y4444rrr4443​@@SitaramKumar-rm6hu

    • @SukantaSukantabhoi-qs7th
      @SukantaSukantabhoi-qs7th 5 หลายเดือนก่อน

      Rani dd mu tama ra bahut bada faan i love you rani darling♥️♥️♥️😘😘😘

  • @jagannathswain9692
    @jagannathswain9692 8 หลายเดือนก่อน

    Rani tume odisa ra queen 👑

  • @KarunakarOjha-f7d
    @KarunakarOjha-f7d 9 หลายเดือนก่อน +7

    Superhit jatra

  • @dusmantakumarjena1686
    @dusmantakumarjena1686 8 หลายเดือนก่อน

    Bahut sunder ❤❤❤❤❤

  • @jaybajrangbali2448
    @jaybajrangbali2448 9 หลายเดือนก่อน +5

    Kn kahibi mu kichi sabda pauni mu khali atiki kahibi great rani di u are great person....... ae jatra ra sabu kalakarnka ra acting super duper number 1

  • @drawingdesign7841
    @drawingdesign7841 8 หลายเดือนก่อน

    What a story...!

  • @durgaprasaddas8131
    @durgaprasaddas8131 9 หลายเดือนก่อน +6

    supur hit jatra❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @MissManisha90
    @MissManisha90 6 หลายเดือนก่อน

    ସତରେ ରାଣୀ ଦୀ ବହୁତ ଦୁଃଖ କଷ୍ଟ କୁ ସାମ୍ନା କରିକି ଆଜି ନାଁ ରଖିଚ you are great 😊 ଯିଏ ଏ ଯାତ୍ରା ଦେଖିବ ତା ଆଖିରୁ ଲୁହ ବାହାରିବ. ବହୁତ ସାହସୀ ଦି ଆପଣ 😊👌....

  • @RajendarPrusty
    @RajendarPrusty 9 หลายเดือนก่อน +18

    Super duper hit ନାଟକ ରାଣୀ ପଣ୍ଡା super acting all stap super acting

  • @Bapu16
    @Bapu16 7 หลายเดือนก่อน

    Sundar jatra

  • @royalbikascreation5846
    @royalbikascreation5846 9 หลายเดือนก่อน +24

    ଯାତ୍ରା ର କାହାଣୀ ପୁରା ଉପର level ର ବହୁତ୍ ସୁନ୍ଦର କାହାଣୀ ।। ଧନ୍ୟବାଦ୍ ରାଣୀ ଦିଦି

  • @SilliBehera
    @SilliBehera 6 หลายเดือนก่อน

    Satare jatra ta bahut sundar heichi

  • @panditmoharaj2687
    @panditmoharaj2687 9 หลายเดือนก่อน +259

    ରାନୀ ପଣ୍ଡା ଭଳି ହ୍ରୁଦୟ ଥିବା ଝିଅ ସାରା ଓଡ଼ିଶାରେ କେହି ନାହାନ୍ତି
    ଏ ଭଳି ହ୍ରୁଦୟବାନ୍ ଝିଅ ରାଣୀ ପଣ୍ଡା କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉🎉
    ନିର୍ମଳ ହ୍ରୁଦୟ ଥିବା ଝିଅ ଏକା ରାଣୀ ପଣ୍ଡା, ରାଣୀ ଜଣେ ଦୁଃଖୀ ମଣିଷ ର ସାଥୀ
    ଧନ୍ୟବାଦ ରାଣୀ 🎉🎉🎉

    • @rajrajkishoreraju9168
      @rajrajkishoreraju9168 9 หลายเดือนก่อน +1

      Rani panda mo bando👉👉

    • @Shreeshant-creater
      @Shreeshant-creater 8 หลายเดือนก่อน +1

      Ta ma bia malisahire ta maku vadare laga

    • @Shreeshant-creater
      @Shreeshant-creater 8 หลายเดือนก่อน

      Mali sahi maikinaka nakhara maila Vali hoichi ta muha maghia bedha chua murkha ta vauni biaku Mali sahi patha Basia purusa

    • @Shreeshant-creater
      @Shreeshant-creater 8 หลายเดือนก่อน

      Satare Kan ta grama loka kahuchani ghusurithu gia khaiki ta ma ta janma karichi, Kia kahuchi surka bacha tu

    • @panditmoharaj2687
      @panditmoharaj2687 7 หลายเดือนก่อน +1

      ହୋଇ ରେ ଶଳା ଧୋବା, ତୁ ଶଳା ଟି ଛୋଟ ଜାତି, ତୁ ଶଳା ଟି କ'ଣ ଜାଣିବୁ ମାଁ ର ଅର୍ଥ କ'ଣ
      ତୁ ଶଳା ଟି ତୋ ମାଁ ପାଖରେ ଶୋଉଛୁ ବୋଧେ 😡😡😡

  • @amazingparts99
    @amazingparts99 4 หลายเดือนก่อน

    Best best best best best actor rani ponda

  • @rohidassingh5551
    @rohidassingh5551 9 หลายเดือนก่อน +8

    Jatra ti bahut bhalo lagila ❤❤❤👍👍👍👍👍👍👍,,,,,

  • @smitaranimohanty-t2g
    @smitaranimohanty-t2g 7 หลายเดือนก่อน

    Supper