ଯଦି ସରକାରୀ ସ୍କୁଲରେ ପିଲାଙ୍କୁ ଅଧିକ ମାର୍କ ଦିଆ ଯାଇଛି ତାହେଲେ ସରକାରୀ ଆଉ ଶିଶୁମନ୍ଦିର ଟିଚର୍ସ କମ୍ପିଟିସନ୍ ହେଉ

แชร์
ฝัง
  • เผยแพร่เมื่อ 11 ธ.ค. 2024

ความคิดเห็น • 2.1K

  • @lakshmanraita3504
    @lakshmanraita3504 3 ปีที่แล้ว +476

    କଥାଟା ପୁରା ରାଇଟ
    ଭାଇ ମାନେ କିଏ Government ସ୍କୁଲରେ ପାଠ ପଡି କି ଆଇଛ like...

    • @bestdeepakpatra5967
      @bestdeepakpatra5967 3 ปีที่แล้ว +1

      Jiye ..... padhiba Katha jauthi thile bi padhibe badhibe.....maganare ae .....Pvt school pila chhodi heuchanti

    • @swagatikamishra9192
      @swagatikamishra9192 3 ปีที่แล้ว +7

      Na bhai ame pvt shisu mandir chhua but ama mind re kebe b asibani ki govt school chhua gadha bcoz mo mummy papa dijana govt school teacher .....my janichi mummy papa tanka school re kemiti padhanti

    • @ramakantajena9879
      @ramakantajena9879 3 ปีที่แล้ว +3

      @@swagatikamishra9192 Tahale tame government school re padhilani kn Pai

    • @Shantimaavillagevlog2456
      @Shantimaavillagevlog2456 3 ปีที่แล้ว +1

      Mu govt school chua nuhen but govt school chhua gadha nuhanti

    • @sunilsingh7922
      @sunilsingh7922 3 ปีที่แล้ว

      Vai mu gadha

  • @pm89726
    @pm89726 3 ปีที่แล้ว +111

    ଯେତେ govt ଚାକିରୀ କରିଛନ୍ତି, ଆଉ retired officer ମାନଙ୍କୁ ଥରେ ପଚାର, ସେମାନେ କେଉଁଠୁ ପାଠ ପଢିକି ଆସିଛନ୍ତି.

    • @swatisahoo8081
      @swatisahoo8081 3 ปีที่แล้ว

      ହଁ ସେମାନଙ୍କୁ ବି ପଚାରନ୍ତୁ ଏବେ ତାଙ୍କ ପିଲା ନାତି ନାତୁଣୀ ଏବେ କୋଉ ସ୍କୁଲରେ ପଢୁଛନ୍ତି?

    • @nikeshmahapatra8167
      @nikeshmahapatra8167 3 ปีที่แล้ว +1

      @@swatisahoo8081 ae anani. Bahut kahuchu 😎

  • @Indiadecoration627
    @Indiadecoration627 3 ปีที่แล้ว +498

    ସେ ଏତେ ଛୋଟ ବେଳରୁ ଏଭଳି ବେବହାର କରୁଛି ପଇଷା ର ଅହଙ୍କାର ଦେଖାଇଛି !
    ଗୋଟୀଏ ଭଲ ପୋଷ୍ଟ୍ ପାଇେଲେ ମଣୀଷ ମାନିବ ନାହିଁ

    • @madhabapujari827
      @madhabapujari827 3 ปีที่แล้ว +16

      Se ghada ghei hoba

    • @vickydas8533
      @vickydas8533 3 ปีที่แล้ว +12

      Se bada hele kichi habani ta swami badeiba 😂😂

    • @SKumar-rb1tz
      @SKumar-rb1tz 3 ปีที่แล้ว +2

      Yes , from the very beginning these students feel proud .

    • @diptiranjan9085
      @diptiranjan9085 3 ปีที่แล้ว +5

      Pvt school re paisa Kam deithila bodhe Amiti sikhya paichi

    • @kailashbarsha
      @kailashbarsha 3 ปีที่แล้ว +2

      Tika kahicha

  • @bijay3692
    @bijay3692 3 ปีที่แล้ว +197

    ମୋର ସମସ୍ତଙ୍କୁ ଅନୁରୋଧ ସମସ୍ତେ ନିଜ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢ।ନ୍ତୁ ....

  • @Megha-ij8eo
    @Megha-ij8eo 3 ปีที่แล้ว +25

    My father was govt. Clerk ...I studied in govt. School and colleges...😊...and now I m a govt.lecturer at the age of 24....from sambalpur

    • @jitubibhar4561
      @jitubibhar4561 3 ปีที่แล้ว

      🙋‍♂️

    • @krishnatruthwins7097
      @krishnatruthwins7097 3 ปีที่แล้ว

      Superb 👍👍

    • @Rebel-584
      @Rebel-584 3 ปีที่แล้ว

      I'm proud to I was a government school student and doing government job at home department...

    • @neerajvillain374
      @neerajvillain374 3 ปีที่แล้ว

      Tq mora sabu sarakari school pilanku, karana aamaku joumane gadha kohuchhanti tanka bapa, maa, bhai kie bi sarakari chakiri karithibe, ta sabu kichhi chinta kariki, aamaku gada kahilata, aau thare parikhya dea, jana jiba tumara kete pani

    • @nilakanthadas4761
      @nilakanthadas4761 3 ปีที่แล้ว

      This is your quality .not private or govt.

  • @faniozen
    @faniozen 3 ปีที่แล้ว +300

    ମୁଁ ଗର୍ବରେ କହୁଛି ମୁଁ ସରକାରୀ ସ୍କୁଲ ଛୁଆ ।👍

    • @aparnadash9536
      @aparnadash9536 3 ปีที่แล้ว

      Thik

    • @jagdishmahanta5796
      @jagdishmahanta5796 3 ปีที่แล้ว

      Bala na au

    • @srabankumarsethy2661
      @srabankumarsethy2661 3 ปีที่แล้ว +1

      Yes

    • @barsharani8242
      @barsharani8242 3 ปีที่แล้ว +1

      Mu bi govt chhuaa

    • @erjagadishmahanta4770
      @erjagadishmahanta4770 3 ปีที่แล้ว +1

      Garba karutha.........but now a.days.govt school.condition is running quite wost condition with out teacher......due.to.corona.govt students gets mileage and.scored 100percent result.next year we will see.....the govt students result......

  • @srikantaojha9953
    @srikantaojha9953 3 ปีที่แล้ว +255

    ଖୋଲା କଥା ଓ ସତକଥା
    ଅତି ସୁନ୍ଦର ଭାବେ କହିଲ

    • @ArmyloverMukti143M.K
      @ArmyloverMukti143M.K 3 ปีที่แล้ว +1

      ଠିକ୍ କହୁଛନ୍ତି ଆପଣ ଭାଇ ❤️❤️❤️

    • @sujitkumarnaik1104
      @sujitkumarnaik1104 3 ปีที่แล้ว +1

      Thik kohichhanti sir...

    • @mrsnbss4496
      @mrsnbss4496 3 ปีที่แล้ว +1

      Thanks Booor 🙏🙏❤️👍👍👍

  • @kapilkapil5095
    @kapilkapil5095 3 ปีที่แล้ว +655

    Government school ra pila government ଚାକିରୀ କରୁ private ra pila private ଚାକିରୀ କରୁ ହେଲେ ହିଁ ମଜବୁତ୍ ରହିବ ନୋ satisfied

    • @pmparbati5965
      @pmparbati5965 3 ปีที่แล้ว +15

      ଠିକ୍ କଥା

    • @TheAbinashsahoo
      @TheAbinashsahoo 3 ปีที่แล้ว +15

      Thik achi...govt pila bhi private job na karantu..dekhiba govt kete job dauchi...au jetiki job baharichi 80 percent job contractual..😂😂😂

    • @bnmohanty2553
      @bnmohanty2553 3 ปีที่แล้ว +4

      Eakdam right 💯👌👌👍

    • @tanmayapujhari7824
      @tanmayapujhari7824 3 ปีที่แล้ว +2

      Right

    • @bhubaneswarbhue2360
      @bhubaneswarbhue2360 3 ปีที่แล้ว +15

      @@TheAbinashsahoo A bhai tu jeu private school re padhuthilu setaa bi govt.under re affiliated hele chaliba .jadi govt.permission na dele private school chaliba nahin .private school ra ki6i identity nahin without government 😂😂😂😂🤣🤣🤣.like husband au wife .wife t without husband child t born kari paariba nahin. Private wife hele ,govt husband 😀😀😀😀😁😁😁😁🤣🤣🤣

  • @Stories-lisning-seeing
    @Stories-lisning-seeing 3 ปีที่แล้ว +82

    ଆମେ Govt school ଛୁଆ ଗଧ 😭😭😭
    ଆମେ ଗରିବ ବୋଲି ଆମକୁ ଏମିତି କହିବ ଅଣ୍ଡା ଛତୁଆ ଖାଇକି ପାଠ ପଢିକି ଆମେ ଖୁସି, ଆମେ ଟଙ୍କା ଦେଇ ପାଠ ପଢ଼ିପାରିବାନି କି ଏମିତି କାହାରିକୁ କହିବାନି ଆମେ ଯେତିକି ରେ ଅଛେ ଖୁସି ରେ ଅଛେ l

  • @bishnupriyapatri1621
    @bishnupriyapatri1621 3 ปีที่แล้ว +40

    ମୁଁ ବହୁତ୍ ଖୁସି ଯେ ସରକାରୀ ସ୍କୁଲ ପାଇଁ ଆପଣ ସ୍ଵ ର ଉଠାଇଲେ

  • @hkdasheducation7670
    @hkdasheducation7670 3 ปีที่แล้ว +84

    ସରକାରୀ ସ୍କୁଲର ଶିକ୍ଷକ ନିଜ ପୁଅ ଝିଅଙ୍କୁ ପ୍ରାଇଭେଟ୍ ସ୍କୁଲରେ କଣ ପାଇଁ ପଢ଼ାଉଛନ୍ତି , ଯେବେ ସମସ୍ତ ସରକାରୀ ବାବୁ ମାନେ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ାଇବେ , ତେବେ ସରକାରୀ ବିଦ୍ୟାଳୟରେ ଭଳ ପାଠ ପଢ଼ାହେବ ।

    • @DamaHantal
      @DamaHantal 3 ปีที่แล้ว

      Thik katha sir

    • @rajeshdharua5439
      @rajeshdharua5439 3 ปีที่แล้ว

      Right

    • @jayalalrohidas479
      @jayalalrohidas479 3 ปีที่แล้ว

      Right khata

    • @abinashjena3790
      @abinashjena3790 3 ปีที่แล้ว +1

      Kv central government ra heiki Sethi kemitika knowledge dia hauchi au govt School re kemitika padha hauchi. Odisha Govt govt school ku setiki infrastructure grow kareiba darkar Odisha govt always failure this kind of matter.. thare Delhi re thiba govt school dekha Delhi ra CM school sabu ku kemiti develop karichanti as like as English medium school

    • @masterscience9490
      @masterscience9490 3 ปีที่แล้ว +2

      ଆରେ 1700 ବୋକା ରେ ବୋକା କିଛି ଜଣ ଯେହେତୁ ନିଜେ teacher ନିଜ ପିଲା ଭୟ କରେନି ସେଥିପାଇଁ, ଆଉ କିଛି ଜଣ ତାଙ୍କର ନିଜସ୍ୱ choice ରେ, ଆଉ କିଛିଜଣ ବହୁତ ଦୋର ରେ posting ପାଇଥିବାରୁ ଛୁଆ କୁ ନେବା ଆଣିବାରେ ଅସୁବିଧା ହେଉଥିବାରୁ, ଆଉ କିଛି ଜଣ ନିଜେ କାଷ୍ଟ କିମ୍ବା କପି କରି posting ପାଇଛନ୍ତି ନିଜଉପରେ ଭରସା ନଥିବାରୁ ସରସ୍ବତୀ ରେ ପଢ଼ାନ୍ତି l ଏହାର ଅର୍ଥ ନୁହଁ କାଷ୍ଟ ରେ ଯଉମାନେ ଆସିଛନ୍ତି କାହାର ବି knowledge ନାହିଁ, କିଛିଜଣ କେବଳ ସେମିତି କରନ୍ତି. Private ରେ ଯିଏ ବି ଆସି job କରୁଛି either ସିଏ lowgrade student ଥିଲା job ପାଇନି ପେଟ ବିକଳରେ କାହାପାଖରେ କେଇଟା ଟଙ୍କା ଲାଗି ଗୋଲାମୀ କରିବାକୁ ବାଧ୍ୟ ହେଉଛି. କଉ ଗୋଟାଏ ସରସ୍ବତୀ school ର teacher job ପାଇଥିଲା ଯେ job ଛାଡି ଆସି private ରେ vala padheiba ବୋଲି ଖଟୁଛି? କିଛି ତୁମକୁ ଜଣା ନାହିଁ, ତୁମ ଭଳି ମେଣ୍ଢା କୁ educate କରିବାକୁ ସରକାର ଯେତେ ଅଣ୍ଡା କି ରାନ୍ଧିବା ଖାଦ୍ୟ ଦେଲେ ବି ତାଙ୍କ ଲକ୍ଷ୍ୟ ରେ ସଫଳ ହେଇନାହାନ୍ତି.

  • @satyabratabhoi7480
    @satyabratabhoi7480 3 ปีที่แล้ว +146

    ଏମିତି ବି ତ ହୋଇଥାଇ ପାରେ କି govn ସ୍କୁଲ ର ପିଲା ବି 45% ଆଣିଥାଇ ପାରେ ।ସେମାନେ ତ ଚିଲ୍ଲା ଉ ନାହାନ୍ତି private ପିଲା ପଇସା ଦେଇକି ଅଧିକ ମାର୍କ ରଖିଛନ୍ତି।

    • @ramproduction143
      @ramproduction143 3 ปีที่แล้ว +2

      Right bahut achhanti

    • @satyabratabhoi7480
      @satyabratabhoi7480 3 ปีที่แล้ว +2

      @VENKAT RAMAN NAYAK ଶତ ପ୍ରତିଶତ ସଠିକ କଥା କହିଛ ଭାଇ ପାଠକୁ କେବେ ବି ଟଙ୍କା ଦେଇ କିନି ହୁଏନି

    • @alokpattnaik6188
      @alokpattnaik6188 3 ปีที่แล้ว +2

      Gov scl Ra adhika pila 45-60% rakhantii..au kichi vala pila b achantii

    • @beherasuryamani424
      @beherasuryamani424 3 ปีที่แล้ว

      Nice

    • @rabindrabehera3628
      @rabindrabehera3628 3 ปีที่แล้ว

      Tu sore

  • @Baradakanta_Mishra
    @Baradakanta_Mishra 3 ปีที่แล้ว +157

    ସେ ଝିଅ କୁ ଖାଲି ବିଛୁଆତି ଗଛରେ ରେ ମାଡ ଦରକାର.. ତା ମନ ରେ ଏବେ ଠୁ ଏତେ ଅହଂଭାବ..

  • @fullnfinal431
    @fullnfinal431 3 ปีที่แล้ว +46

    90% ଶିଶୁ ମନ୍ଦିର ଶିକ୍ଷକ ସରକାରୀ ସ୍କୁଲ ର ଛାତ୍ର ହୋଇଥିବେ ।

  • @jknaik5381
    @jknaik5381 3 ปีที่แล้ว +5

    I love you govt.high school teachers. You always be respected. I feel proud as i belongs to a govt.school .

  • @TuladharBiswalMViews
    @TuladharBiswalMViews 3 ปีที่แล้ว +117

    GOVERNMENT SCHOOL ALWAYS best

  • @pritampradhan6974
    @pritampradhan6974 3 ปีที่แล้ว +106

    ଆପଣଙ୍କ କଥା ପୁରା ଠିକ୍।ଶିକ୍ଷକମାନଙ୍କ ମଧ୍ୟରେ ପରୀକ୍ଷା ହେଉ।

    • @pravuduttabhatta9731
      @pravuduttabhatta9731 3 ปีที่แล้ว +6

      OTET re private teacher mane pass kari paru nahanti .

    • @ahaanti8928
      @ahaanti8928 3 ปีที่แล้ว

      @@pravuduttabhatta9731 🤣🤣🤣

    • @parbatikisku7635
      @parbatikisku7635 3 ปีที่แล้ว

      @@pravuduttabhatta9731 🤣

  • @manjushreemukhi7715
    @manjushreemukhi7715 3 ปีที่แล้ว +235

    tanku ମାଗଣାରେ ଅଣ୍ଡା ଛତୁଆ ଖାଇ ସରକାରୀ ସ୍କୁଲରେ ପଢିବାକୁ କିଏ manakaruchi ?ତମେ ତମ କଥା କୁହ ସରକାରି ସ୍କୁଲ ପିଲାଙ୍କୁ ଆଖ୍ୟେପ କରି କାହିଁକି କହୁଚ ।

  • @SonOfBalangir
    @SonOfBalangir 3 ปีที่แล้ว +11

    ଯାହା ର telent ନ ଥାଏ ସେ ହିଁ pvt. ସ୍କୁଲ ରେ admission ନିଅ l
    ମୁଣ୍ଡ ରେ ତ ତାଙ୍କର କିଛି ନ ଥାଏ ପଇସା ଦେଇ ପାସ କରନ୍ତି l
    ପଇସା ବଳ ରେ ପାସ କରନ୍ତି ଏ ଗଧ ଗୁଡାକ 😂🤣🤣

  • @rajeshkumardas8201
    @rajeshkumardas8201 3 ปีที่แล้ว +17

    This is what govt school teachers are always respected.

  • @bharatigoatfarm7625
    @bharatigoatfarm7625 3 ปีที่แล้ว +124

    ତା ବୋପା ପୁରି ଗଜପତି ତ ସେ ପିଜା ଖାଇ ପଢୁଥିଲା ।ଆଉ ଆମେ ଛତୁଆ ଖାଇ ପଢୁଛୁ ।। ସଳା ଟଙ୍କା ଅଛି ବୋଲୀ ଏତେ ଅହଂ ଭାବ । privet school re କଣ ଏମିତି ସିଖା ହଉଛି

  • @gouttamarout4011
    @gouttamarout4011 3 ปีที่แล้ว +44

    ସରକାରୀ ଚାକିରି teacher ମାନଙ୍କର ଯୋଗ୍ୟତା ବେଶୀ ।। ସରକାରୀ ଚାକିରି ଶିକ୍ଷକ ମାନେ ଅଧିକ ପରିଶ୍ରମ କରିଛନ୍ତି ।। ତାଙ୍କୁ କେହି ନିନ୍ଦିବ ନାହିଁ

  • @saratm7712
    @saratm7712 3 ปีที่แล้ว +121

    Pura correct 👍.. bohutt volo au Soto kotha kohilo bhai. Govt ପିଲା ଙ୍କୁ କଣ ଭାବୁଛିନ୍ତି କେଜାଣି.... Private ରେ only ବେଶୀ ମାର୍କ ପାଇ ଯାଇଛନ୍ତି sobu... ଇତିହାସ ସାକ୍ଷୀ ଅଛି 😀ସବୁ govt ଅଫିସ ରେ govt ପିଲା job କରୁଛନ୍ତି.......

    • @manasindrajit4955
      @manasindrajit4955 3 ปีที่แล้ว +1

      Right 👍 👍

    • @nirbangain3913
      @nirbangain3913 3 ปีที่แล้ว +1

      Right

    • @saratm7712
      @saratm7712 3 ปีที่แล้ว

      @@nirbangain3913 ହଁ ଭାଇ ଏମିତି ପିଲା ଙ୍କ ମନ ରେ thinking ପୂରେଇଛନ୍ତି ସବୁ private ସ୍କୁଲ.

    • @manasindrajit4955
      @manasindrajit4955 3 ปีที่แล้ว

      Apan kou school re padhichhanti bhai

    • @saratm7712
      @saratm7712 3 ปีที่แล้ว

      @@manasindrajit4955 oav baripada.. ମୟୁରଭଞ୍ଜ bhai

  • @Ekambamelody1234
    @Ekambamelody1234 3 ปีที่แล้ว +39

    ଏ ଝିଅ କୁ cc camera ଲଗେଇ କି room re ବସେଇ କି ପରୀକ୍ଷା କଲେ କେତେ ମାର୍କ ଆଣି ପକେଇବ ଦେଖିବା

    • @girisanta7500
      @girisanta7500 3 ปีที่แล้ว +1

      Right bro ଦେଖିବା ଝିଅ ର ଦମ୍ କେତେ

    • @shibanaransarangi3737
      @shibanaransarangi3737 3 ปีที่แล้ว +1

      2 ଟା ପାଚିଲା ବାଳ ନେଇ ଆଣି ଥୋଇବ

    • @Ekambamelody1234
      @Ekambamelody1234 3 ปีที่แล้ว

      @@shibanaransarangi3737 😂😂😂😂

    • @unknownfacts5931
      @unknownfacts5931 3 ปีที่แล้ว

      🤭🤭 hard hae gala😂

  • @santoshkumarnayak5457
    @santoshkumarnayak5457 3 ปีที่แล้ว +21

    Government teachers are highly qualified and talented. But practically they are not teaching.

  • @binodapadhiari1482
    @binodapadhiari1482 3 ปีที่แล้ว +53

    ସେତିକି ଥାଉ ମା ଜୀବନ ଛାଡି ଜୀବ ..ତୋର ରଙ୍ଗ ଚଳିବନି ..ଅଙ୍ଗନବାଡି ..ଅଣ୍ଡା ଛତୁଆ ଏ ଝିଅ କୁ ଦିଆ ଜାଉ

  • @adibasi5697
    @adibasi5697 3 ปีที่แล้ว +33

    ସବୁ ଠିକ୍, କିନ୍ତୁ Government school ra ପିଲାଙ୍କୁ ଗୋଧ କହିବା ଭୂଲ୍ ।

  • @aloknayak9917
    @aloknayak9917 3 ปีที่แล้ว +70

    ଏମାନେ piza ଆଉ coldrink ପିକି ପାଠ ପଢ଼ୁଛନ୍ତି

    • @kashijena8394
      @kashijena8394 3 ปีที่แล้ว +1

      Coldrink ର chemical ଅଛି ସେଥିପାଇଁ ୟାଙ୍କ ବୁଦ୍ଧି ଭ୍ରଷ୍ଟ ହେଇଗଲାଣି

    • @kashijena8394
      @kashijena8394 3 ปีที่แล้ว +1

      ପଇସା ଅଛି ବୋଲି ଗର୍ବ କରୁଛନ୍ତି. ଏତିକି ବଳୁ ତ ଏମିତି ବଢିଗଲେ କଣ କରିବ

  • @tapaswiniparida3361
    @tapaswiniparida3361 3 ปีที่แล้ว +5

    ଏଥିରେ private teacher ମାନଙ୍କ ଭୁଲ ନାହିଁ । ଏ ଗୁଡ଼ାକ କେବଳ ପିଲା ମାନଙ୍କ ଚିନ୍ତା ଧାରା

    • @onlinehighschoolclass9814
      @onlinehighschoolclass9814 3 ปีที่แล้ว

      You are right

    • @satyakumar2702
      @satyakumar2702 3 ปีที่แล้ว

      Teacher ମାନେ ଭି ସରକାରୀ ପିଲାଙ୍କ ବିରୋଧ ରେ କହିଛନ୍ତି ଆପଣ ଭିଡ଼ିଓ ଦେଖି ନାହାନ୍ତି ବୋଧେ

  • @interestingfacts7090
    @interestingfacts7090 3 ปีที่แล้ว +1

    बिल्कुल सही बात है आपने ठीक कहा Not Compared To Government School

  • @budhadebamajhi7521
    @budhadebamajhi7521 3 ปีที่แล้ว +79

    ବଡ଼ିଆ କହିଲ ଭାଇ ପୁରା ଟିକ

  • @dolagobindasahoo9267
    @dolagobindasahoo9267 3 ปีที่แล้ว +11

    ସାର୍,ଘଟଣାକୁ ବିବାଦୀୟ କରା ନଯାଉ ।କୌଣସି ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ,ସରକାରୀ ଶିକ୍ଷାନୁଷ୍ଠାନ ବା ତାର ଶିକ୍ଷକଙ୍କ ବିଷୟରେ କିଛି କହି ନାହାନ୍ତି । ହାତ ଗଣତି କିଛି ପିଲା ତାଙ୍କ ନମ୍ବର କମିବା ବିଷୟରେ କହୁଛନ୍ତି ।ଚାହିଁଲେ ସେମାନେ ପରୀକ୍ଷା ଦେଇ ନିଜ ନମ୍ବର ବଢେଇ ପାରିବେ ।ଏହି ବିଷୟକୁ ନେଇ,ଉଭୟ ଅନୁଷ୍ଠାନର ଶିକ୍ଷକ ମାନେ ବିବାଦ ନକରିବା ପାଇଁ,ଏହି ମୂର୍ଖ ଚାଷୀର ସାଧାରଣ ପରାମର୍ଶ ।

    • @jhasaketanrana3232
      @jhasaketanrana3232 3 ปีที่แล้ว

      ଏହି ବାକ୍ୟ ଟି ଭଲ ଲାଗିଲା

    • @sureshmishra484
      @sureshmishra484 3 ปีที่แล้ว

      ର8

    • @niranjanmaity8227
      @niranjanmaity8227 3 ปีที่แล้ว

      ଠିକ କହିଛନ୍ତି ଆପଣ.. ଯଦି ଆପଣ ଜଣେ ଚାଷୀ ନିଜ କୁ ମୂର୍ଖ ବୋଲି କାହିଁକି ଭାବୁଛନ୍ତି..!! ଆପଣ ହେଲେ ଅନ୍ନଦାତା 🙏🙏🙏

  • @srikantaharipal9678
    @srikantaharipal9678 3 ปีที่แล้ว +58

    ପୁରା ସତ କଥା ସାର୍ ଗୋଟେ competation ହେବା ଜରୁରୀ

    • @gautamnayak328
      @gautamnayak328 3 ปีที่แล้ว

      Government. re adhika st. Master. au.10th.pas

    • @srikantaharipal9678
      @srikantaharipal9678 3 ปีที่แล้ว

      @@gautamnayak328 ohh bhai aapan selection kari thile ki ??

    • @prpacademy8881
      @prpacademy8881 3 ปีที่แล้ว

      Are teacher au teacher mananku kahin fight karau6anti 2 phaltu chhuanka katha suni ki.

  • @sagarmaharana6439
    @sagarmaharana6439 3 ปีที่แล้ว +17

    ଆମ ଗରିବ ଲୋକଙ୍କ ବାପ ସରକାର୍ ଆମକୁ ସରକାର୍ ଯାହା ଦଉ ତମର କଣ ଯାଏ ଆସେ ତମର ଯଦି ଓକାତେ ଅଛି ତମେ ସରକାରୀ ସ୍କୂଲ ରେ ପଢ଼ି ଅଣ୍ଡା ଛତୁଆ ଖାଇ ପଢୁନ କଣ ପାଇଁ

    • @apkiapnivlog3838
      @apkiapnivlog3838 3 ปีที่แล้ว +1

      Gadha ku 16yr daudeile v se ghoda hebani... Semiti eimane 14 ki16 month padhile v bhala mark asibani... Paisa re gyana kini huyena🙏🏻

  • @arjunjena6753
    @arjunjena6753 3 ปีที่แล้ว

    Thank you sir. Salute you.
    Apananka katha suni dharana deuthiba loke chup hoijibe nichaya.

  • @sunilA1boy
    @sunilA1boy 3 ปีที่แล้ว +41

    Thik kahilo bhai

  • @TheParthasingh
    @TheParthasingh 3 ปีที่แล้ว +62

    Govt private kn...pilara jadi talent talent achi tahele se bill gates banijiba...certificate is just piece of paper...

  • @a.kcreation291
    @a.kcreation291 3 ปีที่แล้ว +41

    ଆରେ କହୁଛ କଣ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଅଧିକ ମାର୍କ ଆଣିଲେ ତମେ ଯଦି ସତରେ ପାଠ ପଢ଼ିଥିବ ତାହାହେଲେ ଆହୁ ଥରେ ପରୀକ୍ଷା ଦିଅ ଜଣା ପଡ଼ିବ କେତେ ଆଣିଵ

  • @KStech-be8ro
    @KStech-be8ro 3 ปีที่แล้ว

    Right sir
    Private teacher mane b hei ସରକାରୀ ସ୍କୁଲ ରେ ପଢ଼ିଛନ୍ତି
    ଆଉ କେତେ ରୁବାବି ମାରୁଛନ୍ତି ତାଙ୍କ ଛାତ୍ର ଛାତ୍ରୀ ଛି ଛି ନିର୍ଲଜ ଗୁଡାକ

  • @naturebeauty5341
    @naturebeauty5341 3 ปีที่แล้ว +7

    ଏତେ ଯଦି standard ଅଛି ପାଠ ପଢ଼ିକି ପରୀକ୍ଷା ଦିଅ ଆଉ mark ନିଅ

  • @susilnaik3943
    @susilnaik3943 3 ปีที่แล้ว +41

    ପୁରା ଠିକ କଥା 🙏

  • @srptuber387
    @srptuber387 3 ปีที่แล้ว +10

    ସରକାରୀ ସ୍କୁଲ ର ଶିକ୍ଷକ ମାନେ ଅଧିକ ଶିକ୍ଷିତ ମାତ୍ର ସେମାନେ ପାଠ ଟିକୁ ଗୁରୁତର ଭାବରେ ପଢ଼ାନ୍ତି ନାହିଁ,,, ମାତ୍ର ବେସରକାରୀ ଶିକ୍ଷକ ଅଳପ ଶିକ୍ଷିତ ହେଲେ ମଧ୍ୟ ପାଠ ଟିକୁ ଠିକ୍ ଭାବରେ ରେ ପଢାନ୍ତି 👍

  • @rajeshchemistry6045
    @rajeshchemistry6045 3 ปีที่แล้ว +24

    ଧନ୍ୟବାଦ sir

  • @ଜୟଶ୍ରୀରାଧା
    @ଜୟଶ୍ରୀରାଧା 3 ปีที่แล้ว +6

    ହେଇପାରେ ଏ କଥା ଠିକ୍ କିନ୍ତୁ ‌ପିଲାମାନଙ୍କ ଝଗଡ଼ା ପାଇଁ ଟିଚର୍ସ ନୁହେଁ ,, ବରଂ ସେଇ ପିଲାଙ୍କୁ ବସାଇ ଆଉଥରେ ପରୀକ୍ଷା ଦେବା, ଦରକାର ଏୟା ଠିକ୍ ବୋଧେ

  • @niranjanpradhan4823
    @niranjanpradhan4823 3 ปีที่แล้ว +15

    ମୁଁ ଜଣେ govt school ର ଛାତ୍ର
    ମୋତେ କ'ଣ ଏ ସମାଜ ଗ୍ରହଣ କରିବ..??

    • @gayu107
      @gayu107 3 ปีที่แล้ว +1

      Bilkul , samaj apana nku grahana hin Karichi , jemiti ama Mana nku ....

    • @niranjanpradhan4823
      @niranjanpradhan4823 3 ปีที่แล้ว +1

      @@gayu107 tq

    • @gayu107
      @gayu107 3 ปีที่แล้ว

      U most welcome 😊

  • @harischandrabarik7048
    @harischandrabarik7048 3 ปีที่แล้ว +9

    Right government school best

  • @Umadbehera
    @Umadbehera 3 ปีที่แล้ว +143

    ଯେତେ ସବୁ dislike ବାଲା private ଛୁଆ ହୋଇଥିବେ ବୋଧେ 😁😂😂😂

  • @nikitamahapatra1271
    @nikitamahapatra1271 3 ปีที่แล้ว +24

    Puraa thik kahila

  • @akshorts2153
    @akshorts2153 3 ปีที่แล้ว +10

    ଶିଶୁ ମନ୍ଦିର ର ପିଲା କମ୍ ମାର୍କ ରଖି ଥିବା ରୁ ଶିଶୁ ମନ୍ଦିର ନିଜର ଦୋଷ ଲୁଚାଇ ବା ପାଇଁ ଏପରି କରିବା ପାଇଁ ପିଲା ଏବଂ ଅଭିଭାବକ ମାନଙ୍କୁ ଉସୁକଉଛି

  • @shokkumarbarik6856
    @shokkumarbarik6856 3 ปีที่แล้ว +2

    JAY JAGANNATH
    Dayakari pilamanankara bhagya Kharapa karantu nahi.

  • @ujjwalkumardas405
    @ujjwalkumardas405 3 ปีที่แล้ว +10

    Best answer

  • @mayanksinnovatives553
    @mayanksinnovatives553 3 ปีที่แล้ว +6

    ହେଲେ ସାରେ ଏ ସବୁ ର ବଡ଼ କାରଣ ହେଲା ଓଡ଼ିଶାର ବହୁତ ଜାଗାରେ ବହୁତ ସରକାରୀ ଶିକ୍ଷ୍ୟକ ନିଜ ପିଲାଙ୍କୁ private ସ୍କୁଲ ରେ ହିଁ ପଢ଼ାଇ ଥାନ୍ତି ପ୍ରଥମ class ରୁ ବା nursery ଶ୍ରେଣୀରୁ ତେଣୁ ଏ ପ୍ରକାର ଚିନ୍ତାଧାରା ଆପଣ ସୃଷ୍ଟି କରିଛନ୍ତି କହିଲେ ଦେଖି ସତ ନା ମିଛ , ଗରିବ ଗୁରୁବା ଙ୍କ ପାଇଁ ତ ସରକାରୀ ସ୍କୁଲ ଚାଲିଛି ନା କଣ ସାରେ , ଆଉ ଆପଣଙ୍କୁ କିଏ ଅଜ୍ଞାନୀ କହିଲା ଯେ , ଚାଲାକ ବୋଲି ତ ସରକାରୀ ଶିକ୍ଷକ ହୋଇଛନ୍ତି ,ଖାଲି ସେଠାରେ ପିଲେ ସିନା ଟିକେ କାମ ଜ୍ଞାନୀ ,

    • @chandrasekharbehera1221
      @chandrasekharbehera1221 3 ปีที่แล้ว

      pura thik katha 👍👌

    • @debasmitapatra1800
      @debasmitapatra1800 3 ปีที่แล้ว

      ଆପଣ କେମିତି ଜାଣିଲେ government school ପିଲା ଙ୍କ ଜ୍ଞାନ କମ ବୋଲି ? ସମାନ ସୁଯୋଗ ମିଳୁଥିଲେ ସେ କଥା କହିଥାନ୍ତେ ।

    • @sweetkumarsahu8600
      @sweetkumarsahu8600 3 ปีที่แล้ว +1

      Most of govt English teachers have inefficient in English communication..

    • @debasmitapatra1800
      @debasmitapatra1800 3 ปีที่แล้ว

      @@sweetkumarsahu8600 may be ..But u don't know diference between English knowledge and English communication ...Everyone knows that some odia medium student and teacher may not good in English communication ...But their subject knowledge is good.. English medium teacher/students communication in English is good ...bcoz they teach odia subject also in English..Like "ପଇଡ " means 'green coconut" .

  • @rasmikantapattnayak
    @rasmikantapattnayak 3 ปีที่แล้ว +27

    Thik 👍

  • @renukadandasena197
    @renukadandasena197 3 ปีที่แล้ว

    Sir , you are Right 🙏🙏. The whole country must be Focus on your concept. You are great ❤️👍👍

  • @murmuofficial5877
    @murmuofficial5877 3 ปีที่แล้ว

    Sir you are absolutely right.100% Pure perfect kotha kohichanti sir .

  • @arjungadaba3564
    @arjungadaba3564 3 ปีที่แล้ว +14

    ତମ ସ୍କୁଲରେ କାହିଁକି ଅଟା ଛତୁ ଦଉନାଆନ୍ତି ବଧେ ଏହିତି ପାଇଁ ଆପଣ ମାନେ କମ୍ ମାର୍କ ରଖିଛନ୍ତି

  • @sumitramahalik7459
    @sumitramahalik7459 3 ปีที่แล้ว +17

    A certificate is not a parameter to judge someone's knowledge it just a measurement of accuracy,so please don't give them marks .... they deserve this mark what is given them really.

  • @kailashchandrapadhiary5512
    @kailashchandrapadhiary5512 3 ปีที่แล้ว +18

    We ,the Government teachers are always ready to take part in competition with private teachers !

    • @filmymaza5830
      @filmymaza5830 3 ปีที่แล้ว +2

      That's why ur English is so wrong .... It's not private vs government .... It's all about the total education system ... And no doubt the private school's education system is far better than our government's education system ....

    • @kailashchandrapadhiary5512
      @kailashchandrapadhiary5512 3 ปีที่แล้ว

      @@filmymaza5830 where is the wrong ?

    • @kailashchandrapadhiary5512
      @kailashchandrapadhiary5512 3 ปีที่แล้ว

      Is your English right ?

    • @filmymaza5830
      @filmymaza5830 3 ปีที่แล้ว

      @@kailashchandrapadhiary5512 yes

    • @filmymaza5830
      @filmymaza5830 3 ปีที่แล้ว

      @@kailashchandrapadhiary5512 now u have edited it ..... 😁

  • @chhabirout162
    @chhabirout162 3 ปีที่แล้ว +1

    ଯିଏ ବି ସରକାରୀ ଚାକିରୀ କରୁଛି ସେହି ମାନେ ହିଁ ତାଙ୍କ ପୁଅ ଝିଅ କୁ Private school ଶିଶୁ ମନ୍ଦିର ରେ ପାଠ ପଢ଼ାଉଛନ୍ତି

  • @Skgiri743
    @Skgiri743 3 ปีที่แล้ว +1

    ମୁଁ କୋହୁନି ଯେ goverment teacher ଭଲ ନୁହେଁ..talent ସମସ୍ତଙ୍କର ଅଛି ...but chalenge kole 100%ସେମାନେ ହାରିବେ ... private teacher ଙ୍କ ଠାରୁ.

  • @kailashsuren3029
    @kailashsuren3029 3 ปีที่แล้ว +24

    Tik kahila bhai

  • @shashankasekhersahu9180
    @shashankasekhersahu9180 3 ปีที่แล้ว +53

    Govt employees are qualify otet ossc opsc and also upsc.. Why private employees are not qualify this type of entrance..

    • @chirusparksu3530
      @chirusparksu3530 3 ปีที่แล้ว

      Well said bhai..

    • @dddddttttt2556
      @dddddttttt2556 3 ปีที่แล้ว

      Right said

    • @umeshbishoi358
      @umeshbishoi358 3 ปีที่แล้ว

      Right

    • @bikrattanmohanty2096
      @bikrattanmohanty2096 3 ปีที่แล้ว

      Bro someone wants to enter in govt sector then you qualify it but the think is that all the govt school students are not qualify it
      I know number of private school students are qualify bank ssc railway otet upsc opsc jee medical gate net etc
      Every year private school students have better result
      Pls bro don't compare education its not govt or private its always same

    • @bikrattanmohanty2096
      @bikrattanmohanty2096 3 ปีที่แล้ว

      Bro someone wants to enter in govt sector then you qualify it but the think is that all the govt school students are not qualify it
      I know number of private school students are qualify bank ssc railway otet upsc opsc jee medical gate net etc
      Every year private school students have better result
      Pls bro don't compare education its not govt or private its always same

  • @dushmantapatra7537
    @dushmantapatra7537 3 ปีที่แล้ว +50

    କହିଲ ମାନେ ପୁରା ଜବରଦସ୍ତ

  • @amirbhoi4278
    @amirbhoi4278 3 ปีที่แล้ว +1

    ତୁମ ମାନଙ୍କୁ ଲାଜ ନାହିଁ ବେଶରମ ଗୁଡାକ କଣ ସରକାରୀ ବେସରକରୀ ସ୍କୁଲ ହଉଛ
    ଆରେ ସରକାରୀ ସ୍କୁଲ ରେ ଶିକ୍ଷକ ନିଯୁକ୍ତି ଶୀଘ୍ର ବାହାର କରାଯାଉ ଏ କଥା ସରକାରଙ୍କ ନିକଟରେ ଦାବି କରାଯାଉ ଆଉ ସବୁ ପିଲା ମାନଙ୍କୁ ଗୋଟିଏ ଗୋଟିଏ ସ୍ମାର୍ଟ ଫୋନ ଦିଆ ଯାଉ ଅନଲାଇନ କ୍ଲାସ ପାଇ
    ଜୟ ଜଗନ୍ନାଥ 🙏🙏

  • @s.s.academy3028
    @s.s.academy3028 3 ปีที่แล้ว

    Private school ra patha really difficult & wonderful ! Teacher huantu ba student or even guardian private school ra course bujhibaku bhari kasta , samadhan pain kathina parishrama darakar se jie huantu na kahinki - Govt teacher , Private teacher , coucher , tuition teacher , student , guardian etc .

  • @ramakantamahanta22
    @ramakantamahanta22 3 ปีที่แล้ว +32

    ସରକାରୀ ବିଦ୍ୟାଳୟ ର ଶି କ୍ଷକକଂ ପିଲା ସରକାରୀ ବିଦ୍ୟାଳୟ ରେ ପଢିଲେ ଶିଶୁ ମନ୍ଦିର ନିରବ ହୋଇଯିବ।

  • @dilip8904
    @dilip8904 3 ปีที่แล้ว +15

    ଝିଅର ବାପା କେଉଁଠି କେଉଁ ପଢ଼ୁଥିଲେ ଗମେଟେରେ

  • @p.k.mishra9273
    @p.k.mishra9273 3 ปีที่แล้ว +8

    ହେଲା ଆଉ ଏ ମହାପୁରୁଷ ଗୋଟେ ଭିନ୍ନ ଆଉ ଏବେ ପିଲାମାନଙ୍କ ପାଇଁ ଶିକ୍ଷକ ମାନେ ଉଭୟ ସରକାରୀ ଓ ବେସରକାରୀ ମାଡ ଲଢିବେ ଏ ଭଲିଆ ମାନସିକ ଲୋକଙ୍କ ପାଇଁ ହି ସମାଜରେ ଅଶାନ୍ତି ଉପୁଜେ।

  • @lachhamanmunda8953
    @lachhamanmunda8953 3 ปีที่แล้ว +1

    Sir katha ta pura perfect.....

  • @surykantamahanta1944
    @surykantamahanta1944 3 ปีที่แล้ว

    perfect sir..Salute for u...Gote heu ....thik ...gov teacher thi sabu tution koronti....

  • @melekanarayana9734
    @melekanarayana9734 3 ปีที่แล้ว +4

    💯right, computation chalu mu ethire 💯💯sahomoth

  • @rabibratasahu4922
    @rabibratasahu4922 3 ปีที่แล้ว +14

    well done💯

  • @manojakumarsethy9194
    @manojakumarsethy9194 3 ปีที่แล้ว +10

    It has been seen most of the govt teachers are studying their children in private school in stead of govt school.

    • @jayalalrohidas479
      @jayalalrohidas479 3 ปีที่แล้ว

      That is right khata

    • @debanshdash8574
      @debanshdash8574 3 ปีที่แล้ว

      Not only govt teachers but also politicians, bureaucrats,other officers.It is because of wrong policy of govt.Govt engage the teachers in various non teaching works otherwise govt teachers are very talented than private.

    • @dr.susantakuindrajitsingha3803
      @dr.susantakuindrajitsingha3803 3 ปีที่แล้ว

      100 percent correct

  • @aamy00
    @aamy00 3 ปีที่แล้ว +1

    ମୋ ସ୍କୂଲ ଗବର୍ଣମେଣ୍ଟ ହାଇ ସ୍କୁଲ ୟୁନିଟ1 ଭୁବନେଶ୍ୱର।
    🙏

  • @Rockstar-zg8ul
    @Rockstar-zg8ul 3 ปีที่แล้ว +7

    Absolutely correct

  • @prasantasing771
    @prasantasing771 3 ปีที่แล้ว +15

    ବେସରକ।ରି ଓ ସରକାରି ସ୍କୁଲର ଶିକ୍ଷକମାନଙ୍କର ପରିକ୍ଷା କରାଗଲେ କିଛି ଫରକ ପଡିବନି କାରଣ ଆପଣ ମାନେ ଛାତ୍ରଙ୍କୁ ବହିରେ ଯାହାଲେଖାହୋଇଛି ତାହା ହିଁ ପଢ଼ା ଉ ଛନ୍ତି

    • @laxmibaralendia4817
      @laxmibaralendia4817 3 ปีที่แล้ว +2

      Sir Aparna kana book Nije chhapu6anti so before talking thinking positively

    • @prasantasing771
      @prasantasing771 3 ปีที่แล้ว

      😀😀😀😀😀

  • @subhendubiswal2877
    @subhendubiswal2877 3 ปีที่แล้ว +14

    Kintu Sabu govt school teacher nka pila Private English midium re padhuchhanti....karana ta tike kahibeki???

    • @subhendubiswal2877
      @subhendubiswal2877 3 ปีที่แล้ว +1

      Karana ta bodhe sir mane patha janithilebi padheiba pain agraha nahin....

    • @gitanjalisahoo7917
      @gitanjalisahoo7917 3 ปีที่แล้ว +1

      Point to b noted .Mu jane cbse board teacher .Mo scl re govt scl teachernka pila padhanti kariba kn ? Govt scl pvt scl public scl sabu scl re sikhyadana hue .teacher nku dosa na dei sei pila nka retest nia jie 94 %re b satisfied nuhen

    • @JLS2023
      @JLS2023 3 ปีที่แล้ว +1

      @@gitanjalisahoo7917 ethi topic English medium Vs odia medium nuhe . Odia medium govt. School Vs odia medium Pvt school . English medium re b govt. Pvt Achi central school , international school , national English medium school . Same syllabus pae govt. Free re course available Karu chanti then why should go for private.? Ete money Achi jadi English medium school re padhu na ,odia medium Pvt school re Kan pae padhi money waste Karu cha? Odia medium re padhile ,bahut pila nka ra English language re fluency Ase ni foreign study Ru banchita huanti . Topic ta Pura alaga ethi n apana jaha example deu chanti

    • @subhendubiswal2877
      @subhendubiswal2877 3 ปีที่แล้ว +1

      Because they know very well about some of the serious problems in Govt schools...(1)Teacher absenteesm and other irresponsibilities(2)govt teachers have a great interest in private tuitions rather than teaching in schools...(3)most of the govt school teachers do side business, involve themselves in village party politics ...

    • @subhendubiswal2877
      @subhendubiswal2877 3 ปีที่แล้ว

      Bhalare suna se kaguchhanti " je kounasi private school Ra Ra sir ....sir mananku kahinki bhitaraku tanuchhi ei Loka...pila te kana gote kahidela boli...

  • @manisapradhan9576
    @manisapradhan9576 3 ปีที่แล้ว

    You are absolutely right bhai,govt school teacher is far better than private school teacher...

  • @kunjpradhan657
    @kunjpradhan657 3 ปีที่แล้ว

    Very good....... We should make a competition between private teacher and govt. teacher.

  • @harimajhi2522
    @harimajhi2522 3 ปีที่แล้ว +16

    ମାର୍କ ବଢ଼ା ବା କେ ଟ ଙ୍କା ଦେଇ ଥିଲା ସେ ହିସାବ ରେ ମାର୍କ ନେଇ ପାଇ ହେ ତି ର ଲାଗି ବହୁ ତ ବା ଧୁ ଛେ ସାରୁ କେ ଖୋ

  • @rasmitaswain9160
    @rasmitaswain9160 3 ปีที่แล้ว +5

    Right sir

  • @jalibadidancegroup7726
    @jalibadidancegroup7726 3 ปีที่แล้ว +6

    Satta khata Sarra👍👍👍👍😋😋😋😋😋😋

  • @gugulavlog
    @gugulavlog 3 ปีที่แล้ว

    Mu proud feel karuchi se govt school re patha padhiki aji nije gote teacher heichi govt school re patha padha achi pila bhala patha padhiki bhala mark ananti govt school bisayare emiti mantayab daba thk nuhe sei govt school patha padhiki ssvm re teacher achi

  • @hmofficial7620
    @hmofficial7620 3 ปีที่แล้ว +1

    ତମର ପଇସା ଅଛି ସେଇଥିପାଇଁ ସରକାରୀ school କୁ ଗୃଣା କରୁଛ କିନ୍ତୁ ପରେ କଣ ପାଇ government service ପଛରେ ଦଉଡୁଛ ତ ବପା ର ପଇସା ଅଛି ଯଦି ତୁ business କର ଆଉ ବାଲ ଅଧିକ କହନି ରେ

  • @foreverrs4377
    @foreverrs4377 3 ปีที่แล้ว +18

    Se kaju au pista badam khai patha padhuchhanti au 😂😂😂

  • @sisirkumarpanda9973
    @sisirkumarpanda9973 3 ปีที่แล้ว +7

    ଟଙ୍କା ଅଛି ବୋଲି ଅହଙ୍କାର ଦେଖାଇବା ଠିକ୍ ନୁହଁ । ଆପଣ ଯାହା କହିଲେ ଠିକ୍ କହିଲେ।

  • @skindoctor21
    @skindoctor21 3 ปีที่แล้ว +8

    ତା ହେଲେ ସରକାରୀ ସ୍କୁଲ ର 90% ଶିକ୍ଷକ ମାନେ ତାଙ୍କ ପିଲାଙ୍କୁ ପ୍ରାଇଭେଟ ସ୍କୁଲରେ କାହିଁକି ପଢ଼ାଉଛନ୍ତି..... ହଟ୍ ଆଉ ଏ ଚୁକା ଏଠି କମ୍ପିଟିସନ୍ କଥା କହୁଚି

  • @ajitsahu6338
    @ajitsahu6338 3 ปีที่แล้ว

    best talking about govt teacher. thank u sir

  • @sonusethi5996
    @sonusethi5996 3 ปีที่แล้ว +1

    ଆପଣ ଠିକ କଥା କହିଛନ୍ତି sir ,
    ଜଦି ଶିଶୁ ବିଦ୍ୟା ମନ୍ଦିର ର teacher ମାନେ ଏତେ talented ତାହାଲେ ସରକାରୀ ଚାକିରୀ ନ କରି private sector ରେ ଧକୀୟା ଖାଇକି କଣ ପାଇଁ ରହିଛନ୍ତି?
    Over smart ଦେଖିଇ ହଉଛନ୍ତି।.।

  • @hemantakumarmohanty849
    @hemantakumarmohanty849 3 ปีที่แล้ว +4

    ପ୍ରାଇଭେଟ ଛାତ୍ର ଛାତ୍ରୀ ମାନଙ୍କ ବାପା ମାଆ ମାନେ ଯଦି ଦମ୍ ଅଛି ସରକାରୀ ସ୍କୁଲରେ ପାଠ ପଢ ତାପରେ ଜାଣିବ

  • @deeneshchoudhury3981
    @deeneshchoudhury3981 3 ปีที่แล้ว +5

    ପ୍ରାଇଭେଟ ବିଦ୍ୟଳୟ ରେ ପାଠପଢା ନାହିଁ । ମୁଁ ଶିକ୍ଷକ ଚାକିରୀ ପାଇବା ପୂର୍ବରୁ ଟିଉସନ କରୁଥିଲି ଏବଂ ମୁଁ ନିଜେ ଜାଣିଚି ପ୍ରାଇଭେଟ ପିଲାଙ୍କ ଷ୍ଟାଣ୍ଡର୍ଡ କଣ । ଯେଉଁମାନେ ପ୍ରତିବାଦ କରୁଛନ୍ତି ସେମାନେ ଆଉଥରେ ପରୀକ୍ଷା ଦେବା ଉଚିତ ।

  • @PureSoul-S-J
    @PureSoul-S-J 3 ปีที่แล้ว +4

    ଆଛା ଭାଇ ମାନେ କନ୍ ପାଇଁ ଗୋଟେ ଗୋଟେ ସରକାରୀ ବିଦ୍ୟାଳୟ ରେ ଜିରୋ ପ୍ରତିଶତ ରେଜଲ୍ଟ ହଉଚି . ଯଦି ଏତେ ଜ୍ଞାନୀ ଲୋକ ମାନେ ପାଠ padhouchanti ସେଠାରେ . ଗୋଟେ ଶିଶୁ ମନ୍ଦିର ନା ବାହାର kariparibey ଯେଉଁଠି କି ଜିରୋ ପ୍ରତିଶତ ରେଜଲ୍ଟ ହେଇଥିବ .🙄🙄🙄ପୂର୍ବ ବର୍ଷ 80+ ସରକାରୀ ସ୍କୁଲ୍ ରେ ରେଜଲ୍ଟ ସୁନ୍ . ମାନେ ଗୋଟେ ବି ପିଲା ପାସ୍ କରିନଥିଲେ🤦🤦🤦ବା ବାଃ ରେ ନବୀନ sarakra ତମ କୁ ଜୁହାର ତମ ଗଣଶିକ୍ଷାମନ୍ତ୍ରୀ ଙ୍କୁ ଜୁହାର🙏🙏🙏🙌🙌🙌

  • @debabratamohanta5188
    @debabratamohanta5188 3 ปีที่แล้ว +1

    Govt scl re kichi podha houni....this iz true....student mane tutn podhiki hi volo mark rokhuchonti....urban area re kn houtibo janini but rural re kichi b podha hueni...

  • @Dilipsa-Fashion
    @Dilipsa-Fashion 3 ปีที่แล้ว

    Apana right Katha kahile sir..ssbm ra students mane govt teacher manka pakhare tusion karntii....ssbm ra teacher mane "souchalaya " ra meaning ku saiba ghara bli patha pdhei thanti...aikatha ssbm ra pila nije kahichi.

  • @niranjanbehera9189
    @niranjanbehera9189 3 ปีที่แล้ว +4

    ଠିକ୍ କହିଛନ୍ତି sir । They are doing business in the name of education।

  • @a.kcreation291
    @a.kcreation291 3 ปีที่แล้ว +4

    ହଁ ସାର୍ ଆପଣ ସତକଥା କହିଲେ

    • @sonalikab3813
      @sonalikab3813 3 ปีที่แล้ว +1

      ସରକାର ଯଦି ଚୟନ ପରୀକ୍ଷା କରି ପିଲାଙ୍କୁ କଲେଜରେ ନାମ ଲେଖା ନ୍ତାତା ହେଲେ ପ୍ରାଇଭେଟ ସ୍କୁଲ ପିଲାଙ୍କ ଫୁଟାଣି ଜଣା ପଡନ୍ତା

  • @bhaiteravlogbala
    @bhaiteravlogbala 3 ปีที่แล้ว +8

    ଆଉ ଗୋଟେ କଥା ଭାଇ ଅଧିକାଂଶ ଜାଗାରେ ଦେଖା ଯାଉଚି ଯେ ଯୋଗ୍ୟତା ନଥାଇ ମଧ୍ୟ ମାଷ୍ଟର ଅଭାବ କାରଣ ରୁ ବିନା ଯୋଗ୍ୟତା ବାଲା ମାଷ୍ଟର ପ୍ରାଇଭେଟ୍ ସ୍କୁଲ ରେ ପାଠ ପଢ଼ାଉ ଛନ୍ତୀ ।

    • @gitanjalisahoo7917
      @gitanjalisahoo7917 3 ปีที่แล้ว

      Affiliate scl re nuhen sir

    • @PureSoul-S-J
      @PureSoul-S-J 3 ปีที่แล้ว

      50000 Tanka darama pauthiba sarakri school sikhyaka ku 8000 Tanka darama reyy rati Dina parisharama karuthiba sishumandira guruji nka gyana parikhya kale ,100 percent sishumandira guruji bijayi hebe .sarakri chakiri khandey khandey Paila pare master mane au patha thik reyy padhounahanti ki govt tarafaru kichi checking hauni ...sabuthu best Katha hauchi govt school magana reyy patha padha chadi pilamane private school ku jauchanti kanhiki .

    • @bhaiteravlogbala
      @bhaiteravlogbala 3 ปีที่แล้ว

      @@PureSoul-S-J ସରକାରୀ ମାଷ୍ଟରଙ୍କ ଊପରେ ଚାପ୍ ଦେଲେ କଣ ହବ ସରକାରୀ ସ୍କୁଲ ମାଷ୍ଟର ସହିତ ପ୍ରାଇଭେଟ୍ ସ୍କୁଲ ମାଷ୍ଟର ତୁଳନା ସେଇ ମୁର୍ଖ ମାନେ କରନ୍ତି ଯୋଉ ମାନେ ନିଜେ ସରକାରୀ ସ୍କୁଲ ରେ ପାଠ ପଢି ପ୍ରାଇଭେଟ୍ ସ୍କୁଲ ମୁହାଁ 🤣😂 ପ୍ରାଇଭେଟ୍ ସ୍କୁଲ ର ଲକ୍ଷ୍ୟ କେବଳ ପଇସା କମେଇବା 🤣

    • @bhaiteravlogbala
      @bhaiteravlogbala 3 ปีที่แล้ว

      @@gitanjalisahoo7917 ସତ କଥା ହେଲା ସରକାରୀ ସ୍କୁଲ ମାଷ୍ଟର ପାଠ ପଢା ସହିତ ଯାବତୀୟ ସରକାରୀ ଅଳୀଆ ବାକି କାମ କରନ୍ତି ଆଉ ବାକି ସମୟରେ ଯେତିକି ବି ପାଠ ପାଠ ପଢାନ୍ତି ବେଷ୍ଟ ପଢ଼ାନ୍ତି

    • @PureSoul-S-J
      @PureSoul-S-J 3 ปีที่แล้ว +1

      @@bhaiteravlogbala ସରକାରୀ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ପରୀକ୍ଷା ର ଫଳ ପୂର୍ବ ବର୍ଷ ୮୦+ ବିଦ୍ୟାଳୟ ରେ ସୁନ ହୋଇଥିଲା କନ୍ ପାଇଁ ,ଏତେ ବିଜ୍ଞାନୀ ଲୋକ ମାନେ ସେଠାରେ ପଢ଼ାଉଛନ୍ତି

  • @seshadevbehera7535
    @seshadevbehera7535 3 ปีที่แล้ว

    Bahut badhiya kathate kahila vai salute

  • @sangramparidasangramparida1692
    @sangramparidasangramparida1692 3 ปีที่แล้ว

    ବାସ୍ ଏଇ ପ୍ରାଇଭେଟ୍ ଶିକଷାନୁଷ୍ଠାନଗୁଡ଼ିକ ଯୋଗୁ ଆଜି ଆମ ଗାଁ ଗହଳି ସ୍କୁଲ ଗୁଡ଼ିକ ବନ୍ଦ ହୋଇଯାଇଛି। ଯାହା ଫଳରେ ଗାଁ ଗହଳିରେ ଶିକ୍ଷା ହାର କମୁଛି।

  • @avinashds
    @avinashds 3 ปีที่แล้ว +18

    No offence to the guy..buts it sounds little illogical if we compare teachers of both private and govt teacher nevertheless we could compare the students of both . Students in both are equal capabilities. The thing is how much effort teachers are putting while teaching, do they evaluating them properly… combining all the above i can clearly say most govt teachers are lagging here due to their job security and comparative high salary.

    • @rajashreerupa9845
      @rajashreerupa9845 3 ปีที่แล้ว

      Yes, I also passed out from the govt. School and the teachers are good and hard-working but I can't completely accept the thing that most of the students from the private school got very poor percentages compared with students from government school....I also experienced that my teachers(SSVM) are well educated because I studied their from class-1 to 7 ....But according to the students and this guy we can't judge the capability of students and teachers on the basis of government and private and BSE should look forward to resolving this issue as it decides the future of these students..

    • @manashchhatria7275
      @manashchhatria7275 3 ปีที่แล้ว

      You are good