୧୨ ଘଣ୍ଟା ପାଏନ୍ଥି ଭାସି ଭାସି ଆସିକରି ପୁହୁଞ୍ଚିଥିଲେ କୁସମେଲ ଗାଁନେ
ฝัง
- เผยแพร่เมื่อ 26 พ.ย. 2024
- କଥାନେ ଅଛେ ‘ଯାହାକୁ ରଖିବେ ଅନନ୍ତ, ତାକୁ କି କରିପାରେ ବଳବନ୍ତ’... ଆର ଇ କଥା ପ୍ରମାଣ୍ ମିଲବା ଯଦି ଇ ଘଟନାକେ ଦେଖଲେ । ଗଲା ୫ ବଛର ତଲେ ଚନ୍ଦ୍ରହାସିନୀକଁର ମନ୍ଦିର ବୁଲିଯାଇଥିଲେ ଇ ଟୁକେଲ ଆର ପାଦ୍ ଖଁସରି ଯିବାରନୁ ପାଏନ୍ ପଡିଯାଇଥିଲା । ବଢି ପାଏନ୍ନେ ୫୦ କିଲୋମିଟର ୧୨ ଘଣ୍ଟାଥି ଭାସି ଭାସି କରି ଜୀବନ୍ ବଂଚେଇକରି ଝାରସୁଗୁଡା ଜିଲ୍ଲା କୁସମେଲ ଗାଁନେ ଉଦ୍ଧାର ହେଇଥିଲେ । ମାଛ ଧରୁଆମାନେ ତାକୁଁ ରକ୍ଷା କରିକିନା ଚିକିତ୍ସା କରେଇଥିଲେ ଆର ପଛେ ସେ ଟୁକେଲ ଇ ଗାଁର ସନ୍ୟାସୀ କାଲୋକଁର ଘରେ ରହିଥିଲେ । ନଦୀନୁ ପାଇକରି ଝି କରିକିନା ରଖିଥିବାର ମାଁ ବୁଆ ଇହାଦେ ତାକଁର ବିହା କରବାର ଲାଗି ଯାଉଛନ୍ । ଆଏବାର ୨୧ ତାରିଖନେ ବିହାଘର ଥିବାର ବେଲକେ ଇହାଦେନୁ ଚଲେଇଛନ୍ ପ୍ରସ୍ତୁତି । ବିହାକେ ନେଇକରି କାଣା କହୁଛନ୍ ପରିବାର ଆରୁ ଗାଁର ଲୋକ୍ ଜାନମା ପହରାର ଇ ଭିଡିଓନେ ।
About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
Subscriber If you are watching this video on TH-cam, Like/Follow our page if you are watching this on Facebook and stay connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
ବହୁତ୍ ଖୁସିର ଖବର ଟେ । ଧନ୍ୟବାଦ୍ ପହଁରା
ବହୁତ ସୁନ୍ଦର, ଅନ୍ୟ ମାନଙ୍କ ପାଇଁ ଉଦାହରଣ ।ଉଦ୍ଧାର କରିଥିବାଟା ଭଗବାନଙ୍କ ଅବତାର
ବହୁତ୍ ସୁନ୍ଦର୍ ମେସେଜ୍ ଦୁନିଆର୍ ଲାଗି
Pura Gaan loko nku Mor Juhar
Au Dil Ru Dhanyabaad
🙏🙏🙏🙏🙏🙏🙏🙏🙏🙏
🙏ଇ ମା ବାପା ପୁରା ଭଗବାନ ଅନ,🙏
Bahut dhanybad
Very nice very good very happened.❤️❤️❤️
Jay maa chandrahasini koti koti juhar God bless you. Sister
Great job...all villages... thanks media... women power 🙏🙏🙏
ଏବେ କୁହ ସହର ଭଲ ନା ଗାଁ ଭଲ👍👍👍👍👍🙏
Gnaa bhala
Village
ଝିଅ ବାହା ହୋଇ ଖୁସିରେ ରହୁ
ଜୟ ଜଗନ୍ନାଥ
ଈଶ୍ୱର ଙ୍କ ସ୍ୱରୂପ ସନ୍ୟାସୀ ବାବୁ ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏
Yi jz67
Ĺhg
Thank u for all village people to kindly helping that girl god gifted & thank u for also Pahara news .
Pahara parivar apan manku Bahut dhanyavaad,,gute mahan gan ra story loka lachan k anichhan🙏
Ek no Village
ଜଏ ମାଁ ଚନ୍ଦ୍ରହାସିନି ତୋର୍ ମହିମା ଅପର୍ମ୍ପାର୍ ଆଏ ମାଁ ଆଘରୁ ବି ଜାନିଛେଁ ଆର୍ ଇ ଭିଡ଼ିଓ ନେ ଆର୍ ଅଏତ୍କା ଜାନ୍ଲି ଜଏ ମାଁ ଚନ୍ଦ୍ରହାସିନି ଜଏମାଁ ନାଥୁଲ୍ଦେଇ ତମର୍ ଦୁହି ବହନିର୍ ଆଶିର୍ବାଦ୍ ନୁ ସଭେ ଅଏନ୍ହେଇ ରହିଥାଉନ୍ ମାଁ🙏🙏
Nice video
ଭଗବାନ୍ ଙ୍କ ପାଖରେ ମୋର ପ୍ରାଥନା ଝିଅଟି ଖୁସିରେ ରହୁ
Jie se jhiatataku uddhar karichhanti paniru sehi mahapusaku koti naman
Good disition
ଜୁହାର ସେ ଭାଇ କେ ବହୁତ ବହୁତ ଧନ୍ୟବାଦ ଭାଇ 🙏🙏🙏
Bahut bhal gao
Thanks all of d villagers , father , mother n also d family members those who are help n support d girl ,Pray for her best future , Good Luck
Congratulations...😊😘👍....great job of villagers..😊😘👍👍👍
God bless you jai maa Samalei 🙏🙏
Good job
Nice video no1 chenal
बहुत अच्छा है
God bless u
God bless her
God bless you too much sansyasi ji you are great
Gramara samastanku koti koti naman
ହାପି ମେରେଜ ଭଉଣୀ ଭଗବାନ ମହଲା କରନ
God.bless.all,
Thanks gan bale 🙏
ବହୁତ ସୁନ୍ଦର 🙏
Nice, very nice service to men is service to God, my blessings always with u......
nice
Salute...to you sister....
Jai maa chandrahasini
Jai maa nathaldei
Jai maa chandrahasini jai maa nathaldei sabu takar maya ei
Good job👍👍👍👏👏👏👏
ଗାଁ ଲୋକ ମାନଙ୍କୁ କୋଟି କୋଟି ପ୍ରଣାମ🙏
Anta gaon ra loknku bahut dhanyabad.juhar
Bahut sundar tukel power Pahara news
ଆଜିବି ମଣିଷ ପଣିଆଁ ବଞ୍ଚିଚି 🥰🥰🙏🙏🙏
Great heart for this village people
Best ripot
Dhanya bad all villager apan manku samastanku koti koti pranam n bidhayak sir ku v
I love you my villagers 🥰🥰🥰🥰
Very nice
Very nice super didi 👍👍👍👍👍👍
Nice
Maa Chandrahasini, Maa Nathaldai, & Maa Samaleswari nkar Krupa aau aashirvaad enta sabu bele sab kar upre thau... Se jhia upre b aau sabu grama baasi upre...
ଆପଣଙ୍କ ପରିବାର କୁ ଭଗବାନ ସୁଖ ଶାନ୍ତି ରେ ରଖିଥାଉନ୍ ... ଜୁହାର 🙏
Se maa-bapa r gaon ra samastanku hrudayaru pranam. God bless her JALAPARI and also happy married life ahead
God bless you
Grate villagrs
Pahara dine ke bahut big channel heba. Agree hele like kara.
This is said_"service to mankind is service to God." But here the new parents are God and Goddess. Thanks to the villagers, the local M.L.A. Mr. Mohanty. Dear, wish you a happy NUPTIAL_KNOT.
God bless them....
May God bless you
ଭଗବାନ୍ ଙ୍କ ପାଖରେ ମୋର ଏଥି କି ପ୍ରାଥନା ଖୋରୁଚି ଜେଏ ଭଉଣୀ କୁସି ରେ ରହୁ
କୁସି ବେଳେ କାଣା ହୋ ଭାଈ ମୁଇ ପାଗଲ ହେଈ ଗଳିନ😇😇😭😭😇😭😇😇😭
ଗାଁ ର ସମକେ ଜୁହାର
Sibani Mam se mask apanku bhal lagsi seta pindhbe 😷😷😷👌👌👌👌
Jai maa samlei bhal kari rakhithau
Jay maa chandrasini 🙏🙏🙏🙏🙏🙏🙏
Very good thank you
ବହୁତ୍ ଭଲ କାମ
May god bless you sister...
🙏🙏🙏bohut sundar news 🙏🙏🙏
Bhal lagla
Jay shree Jagannath Swami
Bhala khabar dhanyabad
May God bless her at each step of her life. Thanks to all kind hearted villagers for giving her second life and happiness she deserves...
Salute to fisher man🙏
Rakhe hari ta mare kiye...👍🏿👍🏿👍🏿👍🏿🙏🙏🙏🙏🙏🙏
Good job sibani
Congratulation didi
For your marriage🎉🎉🎉🎉🎉
ଇ ମା ବାପା ଭଗବାନ ଅଟନ୍ତ.. ତାଙ୍କୁ କୋଟି କୋଟି ଜୁହାର.. ଆଉ ଇ ଝିଅ କେ ଭଗବାନ ସୁଖେ ରଖୁନ୍ତ ... ଯିଏ ବିହା ହେଉଛେ ସେ ବି ଖୁସି ନେ ରଖୁ.. ଭଗବାନ ଝିଅ କେ ନୂଆ ଜୀବନ ଦେଇଛନ.. ଆମେ ବି ବିହା ବରଣ ସ୍ୱୀକାର କରଲୁ.. ହେଲେ ଯାଇ ତ ନି ପlରୁଁ କି କିଛି ଦେଇ ନି ପlରୁଁ, ହେଲେ ଭଗବାନ ନେ ଏତକି ଗୁହାରି କରୁଛେ କି ତାର ସଂସାର ସୁଖେ ବିତିଯାଉ.. ଜୟ ମା ସମଲେଇ... ଜୟ ଶ୍ରୀ ରାମ.. ଜୟ ବଜରଂବଲି
Ati sundar message
Bhal re tha sister
Great 🙏
Maa bapa bhagbaan an
🙏🙏🙏🙏🙏 JAI MAA CHADRAHASINI MAA🙏🙏🙏🙏🙏
Thanks
Bahut Sundar❤️❤️❤️❤️❤️❤️❤️🙏🙏🙏🙏🙏
Very good news.
Humanity totally recpectble 🙏🙏🙏
ଚଦ୍ରାସୀନି ମା କର ମହିମା ଆଏ
Pura gaan basi knu bahut bahut dhanyabad🙏🙏🙏
Prabhu samastankar mangal karun...bahut bhal lok samaste
Good pahara news
Best wishes sister ,happy marry life..
Bhaban mangal karantu
କଥାରେ ଅଛି ଅରକ୍ଷିତ କୁ ଦଇବ ସାହା....
I lov you sibani
Nice 👍
Dhanybad pahara
Great👌👍
Bahut bahut bhal lagla
Great work
Maa Bua ra paade mudiya go 🙏🙏🙏🙏
Jai mata di 🙏🙏🙏🙏