ଆଉ କେବେ ଯିବୁନି ଚିଲିକା ଢ଼ାବା | ଖାଇବା ସହ ବ୍ୟବହାରବି ଠିକ ନୁହଁ | Anchor Subham

แชร์
ฝัง
  • เผยแพร่เมื่อ 2 ต.ค. 2024
  • Follow Me On INSTAGRAM
    🔰ANCHOR SUBHAM INSTAGRAM PROFILE -
    / anchorsubham
    🔰 ANCHOR SUBHAM Facebook Page -
    / anchorsubham
    🔰 ANCHOR SUBHAM Twitter -
    / anchorsubham
    🧿SUBSCRIBE TO OUR CHANNEL🧿
    WATCH | ENJOY | LIKE | SHARE | APPRECIATE
    ⭐️SUBSCRIBE to My Channel for more Videos
    ⭐️ Do Not Forget To Always On The Notification Button
    Your single click on HIT LIKE and SUBSCRIBE BUTTON will keep me stay motivated
    ✅MY SASTA SUNDAR VLOGGING SETUP
    🔆GoPro - amzn.to/3Bu5N7F
    🔆Small Tripod - amzn.to/3AszK6K
    🔆Big tripod- amzn.to/3Am7v9P
    🔆Laptop- amzn.to/3lsPEd8
    🔆 My Power Bank - amzn.to/3uV8pc2
    🔆Tripod for mobile - amzn.to/35IY8Ut
    🔆My Light - amzn.to/3lotAQM
    🔆My Ring Light - amzn.to/3uTC0CQ
    🔆My Memory Card - amzn.to/3w5MiPe
    🔆My GARIB Phone - amzn.to/3dA3PZz
    Hope you enjoyed watching this vlog
    Thankyou so much for watching
    #chilikadhaba #odiavlogs #anchorsubhamvlogs #odiatraveller #odiafoodie
    GOD BLESS US ALL
    LOTS OF LOVE 💖💖
    REGARDS

ความคิดเห็น • 1.9K

  • @er.janmejaya783
    @er.janmejaya783 ปีที่แล้ว +684

    ଠିକ କଥା ଚିଲିକା ଢ଼ାବା ଅତି କଦର୍ଯ୍ୟ ବ୍ୟବହାର କରନ୍ତି ଢାବାର କର୍ମଚାରୀ ଓ ଖାଦ୍ୟ ମଧ୍ୟ ଅତ୍ୟନ୍ତ ନିମ୍ନମାନର... ଦୟାକରି ଚିଲିକା ଢାବାକୁ କେହି ଯାଆନ୍ତୁ ନାହିଁ... 🤝🏻

    • @umakantadas729
      @umakantadas729 ปีที่แล้ว +20

      You are right. Behaviour is very bad

    • @dhirendranayak3584
      @dhirendranayak3584 ปีที่แล้ว +18

      100℅ right worst behaviour

    • @arun19862011
      @arun19862011 ปีที่แล้ว +13

      Worst behaviour.. Food quality is bad

    • @prakashprusty1973
      @prakashprusty1973 ปีที่แล้ว +11

      Really very very bad and wrost behaviour

    • @alokkumardash1837
      @alokkumardash1837 ปีที่แล้ว +22

      ମୁଁ ଯାଇଛି,,,,,ଚିଲିକା ଢ଼ାବା ସବୁ ଠାରୁ ଅପରିଷ୍କାର ଜାଗା। ମାଲିକ ଠାରୁ କର୍ମଚାରୀ ସମସ୍ତେ ଅଭଦ୍ର ଭଳି ହୁଅନ୍ତି।

  • @kanhupatra9968
    @kanhupatra9968 7 หลายเดือนก่อน +25

    ଆପଣଙ୍କୁ ଅନେକ ଧନ୍ୟବାଦ୍ ଚିଲିକା ଢ଼ାବା ମାଲିକ ପାଖକୁ ଏଭଳି video ପହଞ୍ଚି ବା ଦରକାର

  • @manasmitasethy9916
    @manasmitasethy9916 ปีที่แล้ว +349

    ଆପଣ ମାନେ ସବୁବେଳେ ହକ୍ କଥା ହିଁ କୁହନ୍ତି, ଭୁଲ୍ କୁ ଭୁଲ ହିଁ କୁହନ୍ତି, ସେଥିପାଇଁ ବହୁତ୍ ଖୁସି ଲାଗେ ଆଉ ଗର୍ବ ବି ଅନୁଭବ ହୁଏ ଧନ୍ୟବାଦ୍

    • @atalabiharidash8102
      @atalabiharidash8102 ปีที่แล้ว +2

      😆😆😆

    • @abhijitmohanty8284
      @abhijitmohanty8284 ปีที่แล้ว +1

      Right

    • @priyabratanath2997
      @priyabratanath2997 ปีที่แล้ว +1

      Anty ... Right

    • @sangramdhal
      @sangramdhal ปีที่แล้ว +6

      Chilika dhaba ku boycott kara .Bahut successful business bala kangala heithanti .CHILIKA DHABA NOT RECCOMMENDED .WASTAGE OF MONEY

    • @msdmonish4337
      @msdmonish4337 ปีที่แล้ว

      କଣ ଗର୍ବ ଲାଗୁଛି ଏମାନ ଙ୍କୁ କିଏ ସେ ହକ୍ ଦେଇଛି ସେମାନଙ୍କ ବିଷୟରେ କହିବାର

  • @sudhirjala2793
    @sudhirjala2793 ปีที่แล้ว +44

    ଭାଇ ଠିକ କହିଛ ମୁଁ ବି ସେଠାକୁ ଯାଇଥିଲି ଖାଇବାକୁ କିନ୍ତୁ ସେ ଯେଉଁ ଭଳି ବ୍ୟବହାର କଲେ, ଆମେ ଉଠିକି ପଳେଇ ଆସିଲୁ.....

  • @bhabaninayak7810
    @bhabaninayak7810 ปีที่แล้ว +96

    ଭାଇ ମୁଁ ବାଲୁଗାଁ ଅଞ୍ଚଳର ଚିଲିକା ଢାବାର ସମସ୍ତ କର୍ମଚାରୀ କେହିବି ଭଲ ବିହେବିହର୍ କରୁ ନାହାନ୍ତି ସେଠାକୁ ଯିବା ଠିକ୍ ନୁହେଁ ଧନ୍ୟ ବାଦ ଭାଇ ଲକ ଆଲୋଚନାକୁ ଆଣିଥିବାରୁ

    • @BMCTMALI
      @BMCTMALI ปีที่แล้ว +1

      Haa Bhai

  • @Manjoji
    @Manjoji ปีที่แล้ว +138

    This is the most honest review of Chilika Dhaba. Food used to be good there, probably a couple of decades ago. Since last several years, their food quality has deteriorated drastically. You could easily spot the foul smell in everything you order. The seafood, by itself, is probably fired and frozen for weeks, it tasted like plastic. The curries tasted stale and greasy. One of the worst food joints.

  • @parsuram7054
    @parsuram7054 ปีที่แล้ว +80

    ମୁଁ 2016 ରେ ଯାଇଥିଲି ଯେତେବେଳେ ଚିଲିକା ଢ଼ାବା ନୂଆ ନୂଆ famous ହଉଥିଲା ଖାଇବା ମଗେଇ ମୁଁ ଖାଈନଥିଲି bcoz of ସେମାନଙ୍କ behavior & service 😭👍

  • @smrutiofficial
    @smrutiofficial ปีที่แล้ว +10

    ଭାଇ ମୁଁ ମଧ୍ୟ ସେ ଅଞ୍ଚଳ ର । ଆପଣ ନିରାଟ ସତ କଥା କହିଛନ୍ତି। ବ୍ୟବହାର ସେମାନେ ଜାଣି ନାହାନ୍ତି।
    ମୁଁ ଦୁଃଖିତ କି ଆପଣଙ୍କ ସହ ସେମାନେ ଏଭଳି ବ୍ୟବହାର କରିଛନ୍ତି।
    ଚିଲିକା ଢ଼ାବା ମଧ୍ୟ ନଛୋଡ଼ବନ୍ଧା। ତାଙ୍କର ପଇସା ରେ ମତଲବ। ତା ମାନେ ନୁହଁ ଯେ ଗ୍ରାହକ ଙ୍କୁ ମନ ଇଚ୍ଛା ବ୍ୟବହାର କରିବ।
    କିଶୋର ଭାଇନା ଙ୍କ ମଟନ ସାମ୍ରାଜ୍ୟ ମଧ୍ୟ ଏଠି ଭାଙ୍ଗି ଯାଇଛି। ତେଣୁ ଚିଲିକା ଢ଼ାବା ଏବେ ଠୁ ସାବଧାନ ହେଇଯାଅ। ନହେଲେ କଙ୍କଡ଼ା ଖୋଳ ମଧ୍ୟ କେହି ତୁମଠୁ ମାଗଣା ରେ ମଧ୍ୟ ନେବେ ନାହିଁ।
    Shame on You ଚିଲିକା ଢ଼ାବା

  • @chandan9114
    @chandan9114 ปีที่แล้ว +157

    ମୁଁ ନିଜେ berhampur ର but ଏମିତି ଭୁଲ ପାଇଁ ଆମର ଲଜ୍ଜିତ ଭାଇ 🙏 ଆଉ ସେଇ ଢ଼ାବା authority apology କରିବା ଦରକାର

    • @chinatamanireddy9758
      @chinatamanireddy9758 ปีที่แล้ว

      Bhai mubi brahamapur Toka get bagar pila

    • @parsuramnaik500
      @parsuramnaik500 ปีที่แล้ว

      @@chinatamanireddy9758 khoda singi kebe aso tanduri khaiba😀

  • @sandeepkumardash8044
    @sandeepkumardash8044 ปีที่แล้ว +37

    ସତକଥା କହିଥିବାରୁ ଆପଣଙ୍କୁ ଧନ୍ୟବାଦ

  • @manasmitasethy9916
    @manasmitasethy9916 ปีที่แล้ว +23

    ସେମାନେ କିଛି ବି ଖରାପ କଥା କହୁ ନାହାଁନ୍ତି, କାଲି ଆପଣ ମାନେ କେଉଁଠି ନା କେଉଁଠି ଏ ଅସୁବିଧା ଭୋଗି ପାରନ୍ତି, କିଛି ତ ଆମେ ମାନେ ଉପକୃତ ହେଇ ପାରିବା ସତର୍କ ରହିବା, ଶୁଭମ୍ ସାର୍ ସତ୍ୟ ସାର୍ ମୁଁ ତ ଆପଣଙ୍କ ପାଇଁ ଗର୍ବିତ

  • @sachinkumar-gt1gc
    @sachinkumar-gt1gc ปีที่แล้ว +2

    ଶୁଭମ ଭାଇ ମୁଁ ଅଧିକା କିଛି କହିଵି ନାହିଁ କାହିଁକି ନା ତମେ ଜାଣିଛ ଯୋଉ ଜାଗା କୁ ଲୋକ ମାନେ ଭଲ ନ ଥାଇକି ଭି ଭଲ କୁହନ୍ତି, ସେଠାରେ ଲୋକ ପ୍ରବଳ ଆସନ୍ତି, Chilika dhaba Nam bada darsan chota.
    Jouthi Kam ପରିମାଣରେ ରୋଷେଇ ହୁଏ ସେଇଠି ଖାଦ୍ୟ ସୁସ।ଦ ହୁଏ ।🙏

  • @DebiPrasadMohapatra888
    @DebiPrasadMohapatra888 ปีที่แล้ว +76

    କେବଳ ନାମରେ ମାତ୍ର ଚିଲିକା ଢ଼ାବା, ନ ହେଲେ ଖାଇବା ସବୁଠାରୁ କଦର୍ଯ୍ୟ 😂😂😂

  • @suryashankarmishra182
    @suryashankarmishra182 ปีที่แล้ว +24

    Bhai Tame Hotel Chilika jauta Balugaon town bhitare achi sethiki jaw ame aji jaithilu Seafood pura Fresh thila au price affordable au service b bhala
    Ame aji jaihilu se hotel ku ❤
    TH-camr mane new jaga ku jai vlog kale ame mane thakami habaru banchit habu🙏🙏🙏

  • @ratikantavlogs997
    @ratikantavlogs997 ปีที่แล้ว +64

    ଭାଇ ପୁରା ସତ କଥା କହିଲ ସବୁଠୁ ଫାଲୁତୁ ଢ଼ାବା ମୁ ଆଉ ମୋ friend ଯାଇଥିଲୁ କିଛି ଦିନ ତଳେ ବେବହାର ପୁରା ଖରାପ ସେ ମାଲିକ ବେଶୀ

  • @mr.morpalu
    @mr.morpalu ปีที่แล้ว +20

    ଠିକ୍ କହୁଛ ଭାଇ, ମୋ Experience ବି ଖରାପ ଚିଲିକା ଢ଼ାବା ରେ Highway ରେ Prasad ଅଛି Try କର, ଚିଲିକା ଛାଡ ପ୍ରସାଦ ଆସ, ଭଲ hospitality.

  • @dineshnayak7353
    @dineshnayak7353 ปีที่แล้ว +85

    ଢାବା ମାଲିକ ଆଉ staff ମାନେ ଖାଲି Night coach bus staff ମାନଙ୍କୁ ଭଲ ଖାଇବାପିଇବାର ବ୍ୟବସ୍ଥା କରିଥାନ୍ତି ଆଉ passengers କୁ ଖରାପ ଖାଇବା ଦିଆଯାଏ। FOOD QUALITY CHECKING Officer ମାନେ Surprise visit କଲେ ଭଲ ହୁଅନ୍ତା

    • @padmabehera4289
      @padmabehera4289 ปีที่แล้ว +8

      Right sir ସେତ୍ତିକି ନୁହଁ ଖାଦ୍ୟ ରେ ବି ମିଶ୍ରଣ କରାଯାଉଛି ମୁ ସେଇ ଏରିଆ ପିଲା

    • @ramachandratarai95
      @ramachandratarai95 ปีที่แล้ว

      @@padmabehera4289 Right

    • @werforyou1308
      @werforyou1308 ปีที่แล้ว +2

      He is the BJD worker nd her wife BALUGAON NAC chairman so no one officer visit there.

    • @munadalei6268
      @munadalei6268 9 หลายเดือนก่อน

      ​@@werforyou1308ek dum right😅

  • @jeebankumar7844
    @jeebankumar7844 ปีที่แล้ว +30

    ଆଗେ ସମସ୍ତ ଯାତ୍ରୀ ମାନେ ବସ୍ ଡ୍ରାଇଭରକୁ ମନାକରନ୍ତୂ ସେ ଢ଼ାବା କୁ ବସ୍ ନ ଜିବା ପାଇଁ।

    • @PrinceVickyPuri
      @PrinceVickyPuri 8 หลายเดือนก่อน +1

      Driver mane commission pain bus lagauchanti sei dhaba re

  • @chinudsena2065
    @chinudsena2065 ปีที่แล้ว +28

    ଯାହା ହେଉ ଭାଇ କହିଲେ ଆମେ ଜାଣିଲୁ good job bro 👌🥳🥳👌👍👍👍

  • @sanjaylal1243
    @sanjaylal1243 ปีที่แล้ว +48

    Agree with you that everyone needs to be treated equally... Rich, poor and moderate

  • @dipteemishra1438
    @dipteemishra1438 ปีที่แล้ว +30

    I have never been to chilika dhaba. Bt have heard from many that the food is not so good . And now u too informed us bhai.
    U help us in many ways bhai like experiencing us many beautiful places food and many more..
    We enjoy alot in all ur vlogs bhai. With lots of love from a sister and stay blessed always bhai

  • @dr.subratparida4572
    @dr.subratparida4572 ปีที่แล้ว +27

    Bhai apana se faltu dhaba ku kn pain jaithile
    Better Hotel Chilika Balugaon re try karithante
    Chilika hotel re khaiba delicious thila cost affordable
    Ame Bolangir ru gale sethi ku jau

    • @sridharchhotray2360
      @sridharchhotray2360 ปีที่แล้ว +4

      Same brother mu b chilika Hotel ku jaichi seita balugaon Town bhitare
      Sethi khaiba 1000 times better ei dhaba thu
      Vlogger mane free khaibaku pain dhaba ku jauchanti au micha review dauchanti
      Thanks subham bhai for Honest review❤

    • @krishnapradhan8868
      @krishnapradhan8868 ปีที่แล้ว +11

      Han bhai Hotel Chilika re khaiba Fresh au price b thik thak mun jaithili recently

  • @ManojKumar-ki9tm
    @ManojKumar-ki9tm ปีที่แล้ว +22

    ଗରାଖ ଇଶ୍ୱର, ବେପାର ହଉଚି ବୋଲି ଗର୍ଵ ଠିକ ନୁହେଁ, ଗର୍ଵ କରିବାର ଫଳ ନିକଟରେ ଜଣକ ଉପରେ ପଡ଼ିଲା ଜାଣି ଥିବେ, ବେପାର ସହ ଉତ୍ତର ବେବହାର ଆଉ ଉର୍ନତ ଟେଷ୍ଟ ଦେବା ଜରୁରୀ।

  • @jitanjit
    @jitanjit ปีที่แล้ว +2

    ମୁଁ ବି ଯାଇଥିଲି ଚିଲିକା ଢ଼ାବା ଖାଇବା ପାଇଁ ,କିନ୍ତୁ ବହୁତ୍ ଖରାପ୍ ଲାଗିଲା ସେଠିକାର ଲୋକଙ୍କର ବ୍ୟବହାର ଦେଖିକି ସେଥିପାଇଁ ଗୋଟେ item parcel ଆଣିକି ଆସିଲି ଭାରି, ଏବେ ତ ଅଧିକ ମୁହଁ ହେଇଯିବନି ତାର କାହିଁକି ନା ତା ସ୍ତ୍ରୀ ଏବେ NAC chairman election re won hela BJD ଦଳରୁ, ଭାଇ ଗୋଟେ ଥର ଚିଲିକା ହୋଟେଲ୍ ରେ ଖାନ୍ତୁ ବହୁତ୍ ଭଲ ଖାଇବା ଆଉ ଟେଷ୍ଟ୍ ଭି ବଜାର ଉପରେ ଅଛି ହୋଟେଲ୍ ତା ବହୁତ୍ ପୁରୁଣା ।

    • @biswajitbarik9071
      @biswajitbarik9071 ปีที่แล้ว +2

      ଠିକ୍ କଥା କହିଛନ୍ତି ଭାଇ ପାର୍ଶଲ୍ ଭି ଆଣିବାର ନଥିଲା ଚିଲିକା ନାରେ ଲୋକ ମାନଙ୍କୁ ଥାକୁଛନ୍ତି

  • @akhilraut5789
    @akhilraut5789 ปีที่แล้ว +19

    ମୋର ଘର ଚିଲିକା ଢ଼ାବା ଠାରୁ 18 k.m କିନ୍ତୁ ମୁ 4 years ହେଲା ଯାଉନି କାରଣ ସେଠି କାର management ଏବଂ ଷ୍ଟାପ ମାନଙ୍କର ବ୍ୟବହାର ଠିକ ନୁହଁ!

  • @ajaypattnaik8336
    @ajaypattnaik8336 ปีที่แล้ว +7

    Bhai ame chilika gale Hotel Chilika ku jau
    Sethi khaiba au sevice b bhala
    Sethi khaiba chilika dhaba thu bahut matra re bhala
    Hotel chilika ta Balugaon town bhitare
    Apana thare sethi try karantu 🙏🙏

  • @ରଣେନ୍ଦ୍ରପ୍ରତାପ
    @ରଣେନ୍ଦ୍ରପ୍ରତାପ ปีที่แล้ว +25

    ଭାଇ ୟାଙ୍କର ବହୁତ ଭାଉ
    ଯୋଉ ରାତିରେ ସବୁ ବସ୍ ଯାଉଛି ସେଠୁ ତାଙ୍କର ପ୍ରବଳ ବେପାର। ଆମେ bbsr ରୁ ବଡଗଡ ଯିବାବେଳେ ଥରେ ଖାଇଛୁ।
    ତା ପରଠୁ ଆମେ ସାଙ୍ଗରେ ଟିଫିନ୍ ନେଇକି ଯାଉ।

  • @pranaytandi3593
    @pranaytandi3593 ปีที่แล้ว +15

    Subham bhai apan Hotel Chilika re try karithante
    A faltu dhaba ku kn pain gale
    Hotel chilika town bhitare au sethi khaiba b bhala especialy Seafood
    Ame recently jaithilu se hotel ku

  • @saisankar9717
    @saisankar9717 ปีที่แล้ว +22

    Bhala kala Emity review deicha . Actually aji kali bahut kharap jaga guda TH-camr mananka jogu hit hei jauchanty…. Good that you r giving honest review . Keep it up so that people will get the proper review and have similar expectations if vowing these worst places 👍

    • @jyotiprakashmishra9908
      @jyotiprakashmishra9908 ปีที่แล้ว

      Bhai point ktha kahila . Semane 2 ki 4 hajar nei video banei dauchanti. Au ama mane taku dekhiki jaaiki nama nauchqnti

  • @kanhabehera6684
    @kanhabehera6684 2 หลายเดือนก่อน

    ଆମେ ପାଖ ଲୋକ ଶୁଭମ୍ ଭାଇ 🙏 ସତ କଥା କହିଥିବାରୁ ଧନ୍ଯବାଦ ଭାଇ 🙏

  • @asutoshstar7112
    @asutoshstar7112 ปีที่แล้ว +18

    Same experience 2yr tale heithila with this dhaba. Never choose chilika dhaba.
    And your content is outstanding subham bhai..

  • @gopaldas8546
    @gopaldas8546 6 หลายเดือนก่อน

    ହଁ ଭାଇ, କର୍ମଚାରୀଙ୍କର ବ୍ୟବହାର ଅତି କଦର୍ଯ୍ୟ. ମୁଁ ନିଜେ ଅନୁଭବୀ.

  • @hunger1609
    @hunger1609 ปีที่แล้ว +12

    ଚିଲିକା dhaba ଠକ dhaba ସତର୍କ ରୁହନ୍ତୁ ସାବଧାନ ରୁହନ୍ତୁ

  • @rituparnapanda4992
    @rituparnapanda4992 ปีที่แล้ว +12

    Better Hotel Chilka for seafood
    Hygiene,price and delicious seafood
    We had there few months back and we have good experience also best for family dining
    I think one should try in Hotel Chilika for tasty seafood 🦞

    • @sridharchhotray2360
      @sridharchhotray2360 ปีที่แล้ว +6

      Yes mam amar b bhala experience thila sethi
      Khaiba delicious au service b bhala
      Blogger mane Hotel Chilika (Balugaon) ku explore kariba darkar

  • @ajitabhkalta1112
    @ajitabhkalta1112 ปีที่แล้ว +5

    Bhai chilika re OTDC Panthanivas, Barakul try kariba plz. Chilika re most affordable food by our govt and staff bhi bahut bhala. Jadi kebe jibe ta chilli prawn try karibe. Crab semane availability upare depend kare but fresh jinsa hi debe . Chilika dhaba au aga pari nahi. Pura true review.

  • @souravjena3284
    @souravjena3284 ปีที่แล้ว +50

    Hi Shubham and Team,
    First of all thanks for making and honest vlog. Much appreciated on clearing the hype of this restaurant. I was planning a trip to this place, now fully cancelled.
    The restaurant seems to be surviving on the hype created by word of mouth false appreciations which would eventually be reason behind its fall from customer reviews.
    The other serious part is staff asking for tip. Why?? For what? For creating unhappy customers??
    Hope no other food vlogger creates false hype videos from this restaurant in exchange of free food!!!

  • @debidattasahoo3137
    @debidattasahoo3137 ปีที่แล้ว +43

    Same experience Subham… thanks for sharing the honest review on food.

  • @jeetfootages
    @jeetfootages ปีที่แล้ว +2

    Most honest review finally, about chilika dhaba

  • @kamalsahoo6476
    @kamalsahoo6476 ปีที่แล้ว +10

    True Bro.....I was also feel the same experience at Chilika Dhaba..Chi cha hotel

  • @sandeepmohanty8910
    @sandeepmohanty8910 ปีที่แล้ว

    Subham nice and honest views and Naveen babu dekhiki kahiba katha khaiki apana mane khusi ta LOL .
    Ne ways you r true so will always be with you and like your blogs.
    Prabhu Jagannath tumara mangala karantu

  • @143biswal
    @143biswal ปีที่แล้ว +8

    ଭାଇ କେବେ କେନ୍ଦ୍ରାପଡା ଆସିଲେ ଦେବୀ ଢ଼ାବା ରେ ଖାଇକି ଟେଷ୍ଟ କରିବେ

  • @dibyajyotisamantaray890
    @dibyajyotisamantaray890 ปีที่แล้ว +9

    Bhai ame janichu a ta sabhuthu Jhabara Dhaba
    Sethi pain ame sabu local loka Hotel Chilika ku prefer karuchu dhaba apekhya
    Au bichara tourist mane u TH-camr manaku dekhi dhaba ku jai Thakami r sikar hauchanti😂😂

  • @kishansahoo1925
    @kishansahoo1925 ปีที่แล้ว +6

    ଭାଇ ସତ କଥା ଗତ ରାତିରେ ଯାଇଥିଲୁ ପୁରା ଝାଵଢ ଖାଦ୍ୟ 😡😡😡 ତା ଲୋକଙ୍କ ବ୍ୟବହାର ଭଲ ନୁହ

  • @ratankumarmahapatra7086
    @ratankumarmahapatra7086 ปีที่แล้ว +4

    ଆରେ ଭାଇ ମୁଁ ନିଜେ ବହୁତ୍ ଖୁସିରେ ଯାଇଥିଲି ମୋ family ସହିତ, ହେଲେ କଣ ଜେ କହିବି ଆପଣ ମାନେ ଜାଣିଛନ୍ତି ଜାଣିଲେ ବି, ଚିଲିକା ଢାବା ଚିଲିକା ର ନା ଖରାପ୍ କରୁଚି ସେ ଦେଖୁଚି ଓଡ଼ିଶା ଲୋକ ଙ୍କୁ ବେଖାତିର୍ ତା ଛଡା ଟା staff ମାନେ ଛି ଛି ଛି

  • @bbsahoo78
    @bbsahoo78 ปีที่แล้ว +14

    This is absolutely correct feedback. I have simillar experience a year ago with family. We were 10 members and food quality is worst than anyone's imagination. Not sure why people say Chilika dhaba is a must try. It was 3pm where we got seat in some place where they arranged plastic chair with long table which used by tent house for marriage party in villages. Worst part is my son ( 12yrs) vomitted with raw smell. Chinguri and kankada were just coloured and dipped in gravy. Absolutely no cook . Very very raw smell . I am wondering chef have cooking skills or they pick the waiters to manage the cooking. I was in impression till seeing this was may be one bad day, may be huge rush, may be we were late for lunch. But now I can correlate that it's the same exp what u have. Owners of chilika dhaba, you have a reputation. Please maintain that. Take profesional help if need to manage the crowd.

  • @PankajKumar-yp6mn
    @PankajKumar-yp6mn ปีที่แล้ว +1

    Aji Khaiki Asili Chilika Dhaba Re khaiba Ra Quality Bekar Thila Ta Saha Staff au Owner Nkara Behavior Bhala Nathila..
    Honest Review Bhai..👍

  • @ramachandratarai7121
    @ramachandratarai7121 ปีที่แล้ว +4

    You are 100% correct bro...I am local but agree with you....Duniara sabuthu west dhaba@Chilka Dhaba

  • @ishwarchandardarli516
    @ishwarchandardarli516 ปีที่แล้ว +6

    ଚିଲିକା ଢାବା ରେ ବ୍ୟବହାର ଟିକ ନାଇଁ କିନ୍ତୁ ଚିଲିକା family restaurant ରେ ଯାଇକି ଦେଖ ଷ୍ଟାଫ ଭଲ ଆଉ ଖାଇବା ଵି ଭଲ ...

  • @niladripattnaik7004
    @niladripattnaik7004 ปีที่แล้ว +47

    ଠକ ଢାବା ସତର୍କ

  • @od03visit68
    @od03visit68 ปีที่แล้ว +6

    ହଁ ଭାଇ ପୁରା ଠିକ୍ କହୁଛ ଆମେ ବଲାଙ୍ଗିର ରୁ କାଳିଜାଇ ବୁଲିବାକୁ ଯାଇଥିଲୁ ଆମର ଗୋଟେ ସାଙ୍ଗ କହୁଥିଲେ ଜେ ଆମେ ଚିଲିକା ଢାବା ରେ ଖାଈବା ଆଉ ସେନେ ଯେଉଁ ଖରାପ ବ୍ୟବହାର ଦେଉଥିଲେ ଆମେ ଅଧା ଖାଇକରି ପଲେଇଆସଲୁ

  • @swapneswardas5454
    @swapneswardas5454 ปีที่แล้ว +8

    Expect like from Subham vai❤️❤️

  • @dipakkumarbal8318
    @dipakkumarbal8318 ปีที่แล้ว +2

    ଏକଦମ ଠିକ କହିଛନ୍ତି ଭାଇ 🌹

  • @rashmiranjanofficial
    @rashmiranjanofficial ปีที่แล้ว +33

    same same experience, I felt same behaviour from the owner it self who is giving tickets.

  • @jitendramohanty3201
    @jitendramohanty3201 ปีที่แล้ว +5

    Aau Kehi Jibani Chilika Dhaba 😃
    Thanks You Suvam Bhai and Satya Bhai 🫡👌🙏

  • @ChandanKumar-gf6dm
    @ChandanKumar-gf6dm ปีที่แล้ว +18

    ଶୁଭମ୍ ଭାଇ ଖାଇବା ଯାହା ହଉ ପଛ କଥା ଆଗ ବ୍ଯବହାର ଟା ଠିକ୍ କରିବା କଥା,,ହେଲେ ଏ ଶଳା staff jia aasithila order nabaku aao jia counter re ବସିଥିଲା ,,,ସେ ୨ ଜଣଙ୍କ ବାପା ମା ବୋଧେ IAS officer thile sethipaen tanka chuaa hotel karichanti,, KIA ORDER NAUCHI NAHELE KIA COUNTER RE BASICHANTI SALA MA😡😡😡😡 ବାଳ IGO DEKHAUCHA

    • @Raw_Adventures
      @Raw_Adventures ปีที่แล้ว

      Truly their behavior is very very worst👎...

    • @zanil993
      @zanil993 ปีที่แล้ว

      Semanaka bapa maa IAS officer aau semane dhaba re service karuchhanti 😄😄😄😄😄

  • @durgacharanpatra4301
    @durgacharanpatra4301 ปีที่แล้ว

    ଢ଼ାବା ମାଲିକ ଶଙ୍କର ପାଇକରାୟ ପ୍ରଥମ ରୁ ଭଲ ବ୍ୟବହାର କରୁଥିଲେ ଯେମିତି ଯେମିତି ବେପାର ଭଲ ହେଲା ସେମିତି ବ୍ୟବହାର ରେ ବି ପରିବର୍ତ୍ତନ ହେବା ଆରମ୍ଭ ହେଇ ଗଲା। ଯାତ୍ରୀବାହୀ ବସ୍ ଡ଼୍ରାଇଭର ଙ୍କ ଆଶୀର୍ବାଦ ରୁ ଏଭଳି ହେବାର ଲକ୍ଷ୍ୟ କରା ଯାଉଛି।

  • @pratikpanda1967
    @pratikpanda1967 ปีที่แล้ว +5

    Bhai apana chilika dhaba samnare jo hotel achi seithi apana jaithante thare...mana khusi kariki asithnate...moro nija experience ru kahuchi...and love your vlogs..🥳

  • @gopalchandra6455
    @gopalchandra6455 ปีที่แล้ว +3

    କେବଳ ବସ ଡ୍ରାଇଭର ଷ୍ଟାଫ ମାନଙ୍କୁ ଭଲ ଖାଇବା ଦିଏ, ପାସସେଞ୍ଜର ମାନଙ୍କୁ ପୁରା ଥାର୍ଡ଼ କ୍ଲlସ ଖାନା ଦିଏ l

  • @saradaprasadray5925
    @saradaprasadray5925 ปีที่แล้ว +15

    Your reviewed on Chilika Dhaba is Noted. However, this is the first blog channel who share the feedback score with highly variance analysis as far as others analysis.
    Hence it need to be taken as further review.
    My personal comment : As usal if you review your blogs, Satya bhai approach and communication seems as negative as trend says....

  • @rojalinsahoo8876
    @rojalinsahoo8876 ปีที่แล้ว +9

    I love the taking of way both subham and his friend

  • @suryaprasaddas4088
    @suryaprasaddas4088 ปีที่แล้ว +4

    ଯୋଉଠି bhala business hue ସେଠି ବ୍ୟବହାର ଖରାପ ପାଇବା ସ୍ଵାଭାବିକ୍

    • @bulusahu2172
      @bulusahu2172 ปีที่แล้ว

      Nai bhai gote gote dhhaba emiti achhi bepar bahut helebi samman madhya deuchanti

  • @sangramswain3550
    @sangramswain3550 ปีที่แล้ว +2

    I agree with Shubham. There is unnecessary hype created around such Dhabas which serve average food only. The cost of non veg dishes also not reasonable when such raw materials are sourced locally.

  • @amitpati
    @amitpati ปีที่แล้ว +8

    Same experience. I traveled from bbsr to chilika for food. But the behavior worst

  • @PradhanToka
    @PradhanToka 8 หลายเดือนก่อน +6

    I had the same experience..I was living away from Odisha for more than 10 years. I got married to a marathi girl and we were visiting our village for the first time. I had told my wife about this dhaba which actually served good food in 2013. When we ordered food it was pathetic. I felt so ashamed infront of her and chilika dhaba ruined her first time odisha food experience

  • @mrx-cq1kk
    @mrx-cq1kk ปีที่แล้ว +7

    ସବୁଠାରୁ ଝାବଡ଼ ଖାଇବା ଚିଲିକା ଢ଼ାବା ର

  • @Delta2alpha45
    @Delta2alpha45 8 หลายเดือนก่อน +1

    ଆମେ ୩ ଜଣ ଏପ୍ରିଲ ୨୦୨୨ରେ ଯାଇଥିଲୁ ଚିଲିକା ଢାବା । ଆପଣ ଯାହା କହିଲେ ବିଲକୁଲ ସତ। ଷ୍ଟାଫ ମାନଙ୍କ behaviour ବହୁତ ଖରାପ। ସେମାନେ first ଯୁକ୍ତି କରିବେ ତାପରେ same ସେହି ଲୋକ ଆସିକି ଟିପ ମଗିବେ । ଖାଇବା ଟେଷ୍ଟ ନ କହିବା ଭଲ। ସେଇ ଜଉ ପାଣି ଅଛି ସେମାନେ ସେଇଟା ବାହାରକୁ ନେଇକି ଗଲାବେଳେ ଯାଇ ବି ଦେବେନି, ପିଇବା ଅଛି ଯଦି ଏଠି ପିଅ କହିବେ । Better restaurant ଯିବ ଆଉ କଙ୍କଡା ଖାଇବାକୁ।

  • @ramaprasadgouda1242
    @ramaprasadgouda1242 ปีที่แล้ว +16

    Bhai... Better to go Narayani Hotel.... Just 3 km from chilika dhaba towards Berhampur.... U ll enjoy Best food and Hospitality

  • @wildrk6856
    @wildrk6856 ปีที่แล้ว +1

    ଭାଇ ତମ ଭିଡ଼ିଓ ଦେଖି ଭଲ ଲାଗିଲା ସେପଟେ ଗଲେ ଚୁଡା କଦଳୀ ଖାଇଦେବି ପୋଛେ ସେ ଚିଲିକା ଢ଼ାବା କୁ ଯିବି ନାହିଁ 🙏

  • @jaganrajreddy5628
    @jaganrajreddy5628 ปีที่แล้ว +7

    Ame 4yr hele jiba chadideluni, just bcz of their food quality

  • @jnyanranjanhota4829
    @jnyanranjanhota4829 ปีที่แล้ว +2

    Food inspector should examine the quality of food of Chilika Dhaba.

  • @sandeepkanungo1907
    @sandeepkanungo1907 ปีที่แล้ว +16

    They use the same spicies for all the non veg items, so the taste is similar

  • @silankumarsahoo8966
    @silankumarsahoo8966 6 หลายเดือนก่อน +1

    ବ୍ୟବହାର ଭଲ ନାହିଁ ଏହା ସତ | Rice କ୍ୱାଲିଟ୍ ଭଲ ନାହିଁ । ଆଉ ବହୁତ୍ ଟାଣ ଭାତ । ବେଳେ ବେଳେ ଭଲ କରନ୍ତି । ଅନେକ ସମୟରେ ଭଲ ଲାଗେନା

  • @asutoshparida9021
    @asutoshparida9021 ปีที่แล้ว +10

    ଗୋଟେ ଜିନିଷ ଆପଣକଂ ଠିକ କହିଲେ ଜଣେ ପଛ ଆଡ଼ୁ ନା ନେଲା ମାତ୍ର ଆପଣ ମନା କରିଲେ । ମଣିଷ ନିଜ ବ୍ୟବହାର ରୁ ଜଣା ଯାଏ। ସେଥି ପାଇଁ ଆପଣ ବହୁତ୍ ଭଲ ପାଇବା ପାଉଛନ୍ତି ଓଡ଼ିଶା ବାସୀ ଙ୍କ ଠୁ ❤️
    ଜୟ ଜଗନ୍ନାଥ ❤️🙏🏻

  • @indianarmy6273
    @indianarmy6273 ปีที่แล้ว

    Chillika ru 15/20 km (berhampur side) re gote Narayani dhaba occhi,sethi thore try koro bhai, pura Paisa wasool, tasty 😋 neat & clean aou behaviour bhi bht awesome 👍

  • @pinkunsahu1048
    @pinkunsahu1048 ปีที่แล้ว +12

    Subham Bhai I respect you 🙏🙏🎉

  • @odiaroseiwithpooja
    @odiaroseiwithpooja ปีที่แล้ว

    Same experience with me Bhai in Chilika Dhaba.......i like all of ur videos........missing Odissa

  • @jyotshnameher152
    @jyotshnameher152 ปีที่แล้ว +7

    Nice vlog subham 🥰🥰🥰🥰☺☺☺ I am big fan for you 😊😊😊😊😘😘😘 love from sambalpur 😊😊😊

  • @KrishnaDas-jt3te
    @KrishnaDas-jt3te ปีที่แล้ว

    Exactly.... I also tried last time.... All food items are not good.... Very bad experience in chilika dhaba........well done brother......

  • @sritam3923
    @sritam3923 ปีที่แล้ว +6

    I'm from chilika bro the worst dhaba forever u r absolutely right the behaviour of staff is very bad 😞

    • @alokanath4550
      @alokanath4550 ปีที่แล้ว

      Bro tame jadi chilika ra ta emiti kichi hotel ya dhaba recomend kara nearest chilika, ta lang distance ru joumane jauchanti tanka pai bhala hba

  • @mrsonu3975
    @mrsonu3975 ปีที่แล้ว +1

    ମୋ ସହ ବି ଏମିତି ହେଇଛି ମୁଁ ପ୍ରଥମେ ଟିକେଟ ନେଇ chair ରେ ବସିଲି ତାପରେ କେହି ପଚାରିଲେନି ବ୍ୟବହାର ବହୁତ୍ ଖରାପ
    ଯେଉଁ High quality ଲୋକ ମାନେ ଆସିବେ ତାଙ୍କୁ first ଦେଖିବେ ଶଳା ସବୁ ଚୋର

  • @sahilsamal9421
    @sahilsamal9421 ปีที่แล้ว +4

    Bhai perfect review 🥺mo experience katha kahuchhi bhai, mu mo friend nka jaithili first semane kukuramankada vali behave kale eita neiasa seita neiasa. Thik 2 years tale mo uncle nka saha gali se hauchhanti CA . Tanka saha jetebele gali bhai believe helani sei loka sei jaga kintu tanka behave change heigala ki respect mu believe kariparilini. Au ame family saha jaithilu chingudi ta kharap padila semane authare bhala chigudi pack kari gharaku dele au card 💳 payment bi neithile. Eita kan pain manisha ta saman na paisa dekhi judge kan pain karajauchhi😔 mu ta TH-camer nuha buy etiki kahibi ado bi jantunu ekdam kharap khaiba au the last stage of poor behave mainly se ticket katuthiba loka

  • @satyaprajnapanda6550
    @satyaprajnapanda6550 ปีที่แล้ว +27

    This is absolutely honest review we also faced this previous year these guys r treating people like they're surving us free food.. Taste is 30/100
    Also if we'll rate their hygiene part its 20/100
    Every customer is precious and you have to treat everyine same!!
    Thanks to you guys for this honest review blog

  • @suryakantabisoi828
    @suryakantabisoi828 ปีที่แล้ว +6

    Totally agree with you Bro, as local people we also face the same thing.

  • @newbegining865
    @newbegining865 ปีที่แล้ว +2

    ଚିଲିକା ଢ଼ାବା ମାଲିକ ଙ୍କ ବ୍ୟବହାର ଅତ୍ୟନ୍ତ ଖରାପ, କର୍ମଚାରୀ ବି ସେଇଭଳି, ଖାଇବା ବି କିଛି ଭଲ ନୁହେଁ ବରଂ otdc ବରକୁଳ ର ଖାଇବା ତା ଠୁ ବହୁତ ଭଲ

  • @bhagyadharpradhan2124
    @bhagyadharpradhan2124 ปีที่แล้ว +3

    ଏ ଢାବାରେ ରେଟ ପଚାରି ଖାଇଲେ ଭଲ
    ଖାଈ ସାରି ପଚାରିଲେ ଅଧିକ ପଈସା ଦେଇ ମଲ

  • @mohan_sarkar_bjp
    @mohan_sarkar_bjp 8 หลายเดือนก่อน +1

    ଲୋକ ଥରେ famous ହେଇଗଲେ ଗାଣ୍ଡୀ ରେ ଚର୍ବି ବେଶୀ ହେଇ ଯାଉଛି 😂😂

  • @kalingaranjan2074
    @kalingaranjan2074 ปีที่แล้ว +4

    2:52 it's a very serious issue and very important massage in this part of this video..here the content creator is talking about the micro plastics which we are consuming through different plastic packaged foods , which is harmful .e.g if one person drinks in a small plastic cup of tea which produce 25000 microplasticsor nano plastics in 15 minutes ,which can go into body through tea or coffee any hot beverages ,this is an output of a Reaserch carried out by IIT Kharagpur .New born babies get palstic in their body because of usage of plastics in our daily life at the same time plastics is dangerous for our Environmental eco system of this Globe Earth.

    • @kalingaranjan2074
      @kalingaranjan2074 ปีที่แล้ว

      2:52 ଏହି ଭିଡିଓର ଏହି ଅଂଶରେ ଏହା ଏକ ଗମ୍ଭୀର ବିଷୟ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମେସେଜ୍ ... ଯେଉଁଠାରେ ବିଷୟବସ୍ତୁ ନିର୍ମାତା ମାଇକ୍ରୋ ପ୍ଲାଷ୍ଟିକ୍ ବିଷୟରେ କହୁଛନ୍ତି ଯାହାକୁ ଆମେ ବିଭିନ୍ନ ପ୍ଲାଷ୍ଟିକ୍ ପ୍ୟାକେଜ୍ ଖାଦ୍ୟ ମାଧ୍ୟମରେ ଖାଉଛୁ, ଯାହା କ୍ଷତିକାରକ ଅଟେ | ଏକ ଛୋଟ ପ୍ଲାଷ୍ଟିକ୍ କପ୍ ଚା ଯାହାକି 15 ମିନିଟରେ 25000 ମାଇକ୍ରୋପ୍ଲାଷ୍ଟିକୋର ନାନୋ ପ୍ଲାଷ୍ଟିକ୍ ଉତ୍ପାଦନ କରିଥାଏ, ଯାହା ଚା କିମ୍ବା କଫି ମାଧ୍ୟମରେ ଯେକଣସି ଗରମ ପାନୀୟ ଦେଇ ଶରୀରକୁ ଯାଇପାରେ, ଏହା ଆଇଆଇଟି ଖରାଗପୁର ଦ୍ାରା କରାଯାଇଥିବା ଏକ ରିସର୍ଚର ଫଳାଫଳ ଅଟେ। ଆମର ଦ daily ନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ହେତୁ ସେମାନଙ୍କ ଶରୀରରେ ନାନୋ ମାଇକ୍ରୋ ପାଲଷ୍ଟିକ୍ | ଏବଂ ଏହି ଗ୍ଲୋବ 🌍ପୃଥିବୀ ଆମର ପରିବେଶ ଇକୋ ସିଷ୍ଟମ ପାଇଁ ପ୍ଲାଷ୍ଟିକ ବିପଜ୍ଜନକ ଅଟେ |କାରଣ ଏହା କଦାପି ମାଟିରେ ମିଶେ ନାହିଁ |ତେଣୁ ଏହା ମାଟି, ଜଳ କିମ୍ବା ନଦୀ, ସମୁଦ୍ର ଏପରିକି ପଶୁମାନଙ୍କୁ ନଷ୍ଟ କରେ |

  • @pradeepsoortarang3200
    @pradeepsoortarang3200 ปีที่แล้ว

    ମାଲିକ ଉତ୍ତମ ବ୍ୟବହାର କରିବା ଦରକାର୍। ଗ୍ରାହକ ଭଗବାନ ସମାନ।

  • @kalshnikovgaming4787
    @kalshnikovgaming4787 ปีที่แล้ว +5

    Bhai Try Maa ra Handishala in Puri bypass road near Pandra. It's also promoted in Tatse of Odisha.

  • @suryakantajena2290
    @suryakantajena2290 ปีที่แล้ว

    ଠିକ କଥା ଭାଇ ମୋର ବି ବାଲୁଗାଁ ତା ପରେ ବି ମୁଁ କହୁଛି ଭଲ ଖାଇବା ନାହିଁ ଆଉ ଯୋଉ କର୍ମଚାରୀ ମାନେ କାମ କରୁଛନ୍ତି ତାଙ୍କ ବ୍ୟବହାର ଭଲ ନାଇ ଆଉ ଭାଇ ଗୋଟେ ଓଜବ କଥା ଏଇଠି ଦେଖିବା phonepe କି Googlepay online payment ର ସୁବିଧା କିଛିବି ନାଇ

  • @kalingaranjan2074
    @kalingaranjan2074 ปีที่แล้ว +5

    The Restaurant lost the ethics of Odisha Food culture.They need to remember those times they serve good food and when people like Rocky and Mayur ( Two very Famous Food Enthusiasts and TV personalities : Highway on my plate show hosts of India )truly appreciated and inspired the food where whole of India watched .but one need to remember that was past ...Today is the present ..so to the Owners ,please Maintain your present based one your past performance

    • @kalingaranjan2074
      @kalingaranjan2074 ปีที่แล้ว

      ଏହି ରେଷ୍ଟୁରାଣ୍ଟଟି ଓଡିଶା ଖାଦ୍ୟ ସଂସ୍କୃତିର ନତିକତା,ଗୁରୁତ୍ୱ ହରାଇଛି | ସେମାନେ ସେହି ସମୟକୁ ମନେ ରଖିବା ଆବଶ୍ୟକ କରନ୍ତି ଯେ ସେମାନେ ଭଲ ଖାଦ୍ୟ ପରିବେଷଣ କରୁଥିଲେ ଏବଂ ଯେତେବେଳେ ରକି ଏବଂ ମୟୂର ( ଭାରତର ଦୁଇ ଜଣ ପ୍ରସିଦ୍ଧ ଖାଦ୍ୟ ଉତ୍ସାହୀ ଟିଭି Peronalites ବ୍ୟକ୍ତିତ୍ୱ Highway on my plate show ଶୋ’ର ହୋଷ୍ଟ ) ପରି ଲୋକମାନେ ଖାଦ୍ୟକୁ ପ୍ରକୃତରେ ପ୍ରଶଂସା କରିଥିଲେ ଏବଂ ପ୍ରେରଣା ଦେଇଥିଲେ ଯେଉଁଠାରେ ସମଗ୍ର ଭାରତ ଦେଖୁଥିଲା | କିନ୍ତୁ ମନେ ରଖିବା ଆବଶ୍ୟକ ଯେ ଅତୀତ ଥିଲା | ... ଆଜି ହେଉଛି ବର୍ତ୍ତମାନର .. ତେଣୁ ମାଲିକମା ନଙ୍କ ପାଇଁ ଏକ ବାର୍ତ୍ତା |, ଆପଣଙ୍କର ଅତୀତର କାର୍ଯ୍ୟଦକ୍ଷତା ଏବଂ ଗୁଣବତ୍ତା | ଉପରେ ଆଧାର କରି ଦୟାକରି ଆପଣଙ୍କର ବର୍ତ୍ତମାନକୁ ବଜାୟ ରଖନ୍ତୁ |

  • @susantamahapatra7395
    @susantamahapatra7395 9 หลายเดือนก่อน

    This is the honest review Subham Bhai

  • @diptimayeepradhan709
    @diptimayeepradhan709 ปีที่แล้ว +7

    I'm totally agree with your experience

  • @nigamnandarauta3300
    @nigamnandarauta3300 10 หลายเดือนก่อน

    ସତ କଥା ସେ ଷ୍ଟାଫ ମାନଙ୍କ ବ୍ୟବହାର ପୁରା କଦର୍ଯ୍ୟ ସେଥିପାଇଁ ପାଇଁ ଆଉ କିଏ ଯାଉନାହାନ୍ତି
    ଭୁଲରେ ଯିଏ ଗଲା ସେ ଶୁଣିଲା

  • @sandeepkumarmahapatra6875
    @sandeepkumarmahapatra6875 ปีที่แล้ว +5

    ଠିକ କଥା କହିଲ ଭାଇ. ଆଗରୁ ସେଇଠି ଖାଇବା ଭଲ ମିଳୁଥିଲା କିନ୍ତୁ ଏବେ ଖାଇବା ତ ଭଲ ମିଳୁନି ଆଉ ବ୍ୟବହାର ବି ଠିକ ନୁହେଁ

  • @sumanbaijayanta374
    @sumanbaijayanta374 8 หลายเดือนก่อน +2

    Insted of going to Chilika dhaba you can try Green Chilika or Ruchi,Chilika hotel in balugaon.

  • @prasantapattanaik862
    @prasantapattanaik862 ปีที่แล้ว +5

    ଗୋଟେ ଗୋଟେ ହୋଟେଲ୍ ବାଲା ଖୁବ୍ ଆଦର କରି ଭଲ ବ୍ୟବହାର ଦିଅନ୍ତି ଖାଦ୍ୟ ବି ରୁଚିକର ସଫା ସୁତୁରା ଓ ସୁଲଭ ମୂଲ୍ୟର ହୁଏ ଆଉ କେତେକ ଏମିତି ଦାଦା ଭଳି କଥା କହି ଲୁଟନ୍ତି

  • @suryacreationandvlogs
    @suryacreationandvlogs 6 หลายเดือนก่อน +1

    Love from puritoka youtube channel ❤

  • @debashispradhan6545
    @debashispradhan6545 ปีที่แล้ว +3

    ନାରାୟଣୀ ଢ଼ାବା ସବୁଠୁ best

  • @MrPbspatra
    @MrPbspatra ปีที่แล้ว +2

    ଶୁଭମ୍ ତୁମେ ଯଦି କହୁଛ ଠିକ୍ କହୁଥିବେ ନିଶ୍ଚୟ।ସମ୍ମାନ ଓ ସ୍ବାଦ ନ ମିଳିଲେ କି ବାଳ ହୋଟେଲ