Arey bhai population tharu adhika problem amara factory au mining jogu heuchi . Amaku sustainable development darkar. Khali gacha kati chalile kn heba aeiya hin heba
Remember Sir, whatever you are speaking it' should be in the practical, if not you are accountable to God. Because people are very innocent, don't try to manipulate. It's better to be a good leader, who can form a unity and prosperity among everyone. Let's see what difference going to be in my state Odisha. It's God has chosen you through the people, Remember Sir. Thank you and all the best for your vision and mission but don't make a division..
ଜଗନ୍ନାଥ ମନ୍ଦିରରେ ଚାରି ଦ୍ଵାର ଖୋଲିବା ପାଇଁ ବ୍ୟବସ୍ଥା କରନ୍ତୁ
Yes and kama dheba pai plan Kara mu Bengaluru aashiki tuma bjp vote dheichi
@@ramakantasahu652han miliba ara janma re 😂
@@souravpanda4202Se ramta bhandar Panda nkara nuhe. Pura hindu samaaj ra
ଧର୍ମ ଅପେକ୍ଷା ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଉ
Mandir khulen Kane kar bu band
ସର୍ବ ପ୍ରଥମେ ଓଡ଼ିଶା ରେ ଦାଦନ ସମସ୍ୟା ଉପରେ ଫୋକସ୍ କରନ୍ତୁ 🙄
You are right.
Right
Han right katha
ଭାଇ 😂ଅନେଇ ଥା vote ସରି ଗଲା ଏବେ ଗୁଜୁରାଟ ଚାଲ ବାଙ୍ଗାଲୋର ହାୟଦ୍ରାବାଦ ଚେନାଇ ଚାଲ 🙋ସେଠି ତ କଂଗ୍ରେସ BJP ମିଛୁଆ ସରକାର
୫ ବର୍ଷ ଭାଇ ଠିକ ରେ କାମ କର। ନ ହେଲେ ଓଡ଼ିଆ ଭାଇ ତମକୁ ଭି ଭଗାଇବେ।
Right bhai
Right 👍
Right
Thick kahicha
Ek dam Right Bhai loka sachetana heigaleni Khali vote paiba pain Katha kahidei ki vote jitiki luchi gale next election puni nua sarkar asiba
ପ୍ରଥମେ ନିଯୁକ୍ତି ବ୍ଯବସ୍ଥା ଓଡିଶା ରେ କରନ୍ତୁ , college development କରନ୍ତୁ , ସୁଭଦ୍ରା ଯୋଜନା ଲାଗୁ କରନ୍ତୁ please
🤗🤗🤗🤗😂👍👍କିଛି ଯୋଜନା ହବନି
Aneiki tha re pua
@@Pradhanranjit315 ଆଗ ଏତିକି କାମ ହଉ
@@Pradhanranjit315 😔ଭାଇ BJP ସରକାର ଓଡିଶା ରେ କମ୍ପାନୀ ଖୋଲିବତ
Bala miliba bala
ଚାକିରୀ ପାଇଁ କିଛି ବ୍ୟବସ୍ଥା କରାଯାଉ 🙏
ଅନେଇ କି ରହିଥା ଏବେ ଆଉ ଚାକିରି ପାଇଁ ପାରିବୁ ନାହିଁ ..ଓଡିଶା କୁ ବୁଡ଼େଇ ଦେବ ଏଇ ମୋଦୀ...ଓଡିଶା ଲୋକ ମରିବ ସବୁ
ତମେ ମାଘିଆ ସେଇ ଚାକିରି ରେ ରହିଗଲ ରେ।ଯିଏ ତମ ଜନ୍ମ ଠୁ ଧରି ମରଣ ପଯ୍ୟନ୍ତ ତୁମ ମାନଙ୍କ ସାଥୀରେ ରହିଲା ଶେଷ ମୂହୁର୍ତ୍ତ ରେ ତାକୁ ଧୋକା ଦେଲ। ଭଗବାନ ତୁମକୁ କେବେବି କ୍ଷମା କରିବେନି। ଶୁଣିଥିଲି ବିହାରି ଲୋକ ଗୁଡ଼ା ଗାଣ୍ଡି ମରା ହେଲେ ଆଜି ଜାଣିଲି ଏଇ କେତେଟା ବିହାରି ଲୋକ ଙ୍କ ସହିତ ରହି ଆମ ଓଡ଼ିଆ ଲୋକ ଗୁଡା ବି ଗାଣ୍ଡି ମରା ହୋଇଗଲେଣି। ଚାକିରି ନା ବାଳ ପାଇବ ରୁହ। ଆଜିଠୁ ତମ ନାମ ଆଗରେ ଏ ଦୁଇ ଟି tag ଲାଗିଗଲା।
ଓଡ଼ିଆ - କୋଢିଆ +ଗାଣ୍ଡି ମରା।
Toro Bali pacha pate company khola heba Raha job na Bala miliba .
Bhulijao chakiri katha 😢
@@amiyauniqartcreation8567Mate ta laguchhi tu baala ta chakiri payichhu BJD saasan re
ଯଦି ନ କରିଛ ଆଗକୁ ଦେଖିବ କଣ କରିପାରନ୍ତୀ ଓଡ଼ିଶା ବାସୀ
ଯେତିକି ପ୍ରତିଶ୍ରୁତି ଦେଇଛ ସବୁ ପୂରଣ କର ନୋହିଲେ ଦେଖିବ
Chhodibe emane
Odisha ku khaiji be emane
Jaumane bjp ku vote dei nahanti ethi Vasan dauchhanti
BJP କାଲି ଏତିକି ବାସନ ଆକା
🤗ଭାଇ BJP ଜିତି ଗଲା ଏବେ ଅନେଇ ଥା ଦବ ଖାଇବ ଚାକିରୀ କମ୍ପାନୀ 😂ଖୋଲିବ 🤗ଅନେଇ ଥା vote ଦେଇ ଥିଲ ମିଛୁଆ ସରକାର ପା ବିଜେପି
ମୋ ଓଡ଼ିଶା ର ଭାଇ ମାନ ଙ୍କୁ ଏଈ ଓଡ଼ିଶା ରେ କାମ ଦିଆ ଯାଉ ଯେମିତି ବାହାର କୁ ଯାଇକି ଦୁଃଖ କଷ୍ଟ ନ ପାନ୍ତୁ ❤❤ ଯଥା ଶୀଘ୍ର ବ୍ୟବସ୍ଥା କରାଯାଉ
Bjp ଉପରେ ବହୁତ ଭରଷା କରିଛନ୍ତି ଆପଣ please 🙏 ଓଡ଼ିଶାର ଲୋକମାନଙ୍କ ଭରଷା ରଖିବେ 🌷 Jay Shree Ram 🕉️🙏🚩🚩
Comment re kahile kn haba demand kara strike kariki nahele puni election asile ଭାଷଣ ଦେଇକି ତମକୁ imotional blackmail kariki vote nebe😂
Jay shree ram kahucha .jou shree ram mandir baneile seithi tanku vote deleni. Chora ku bhala heichi
Chora
Bjp ଜିତିଲା ପରେ ଯାହା ହବ ସବୁ Delhi ru
@@pritikjyotiroutpritik5069 kichi habani only Jay jagannath kahili ରାଜନୀତି କରିବ
ଦାଦନ ସମସ୍ୟା ର ସମାଧାନ
ମଦ ମୁକ୍ତ ଓଡିଶା
ବିଷୟରେ ଆଲୋଚନା କରାଯାଉ.
୨୪ବର୍ଷ ପରେ କ୍ଷମତା ପାଇଲ, ଯାହା ଯାହା କହିଥିଲ ସବୁ ପୂରଣ କର ।
Sab jumla hai
Kichi purana habani khali swapna...
Kichi habani re 😂 only highreta badhi ba
Bala ta haba
୨୪ ବର୍ଷ ଦେବା ପରେ ବି ଓଡ଼ିଶା ଗରିବ ଓ ପଛୁଆ! ଏମାନଙ୍କୁ ଅତି କମ୍ ରେ ଦଶ ବର୍ଷ ତ ଦିଆ ଯିବା ଦରକାର!
My request -Aga Junior Teacher Schematic ku REGULAR POSTING karei ki dekhao 🙄✅
Right bhai
ଅନେଇଥା ରେ ପିଲା ...ଏଇ ମୋଦୀ କିଛି କରିବ ନାହିଁ .ଓଡିଶା ପିଲା ବୁଡି ମର
Ban cheap liqour in odisha first.
ସମସ୍ତ ମହିଳା କୁ 50000ଦିଅ ଝିଅ କୂ ବି ଦିଅ ❤❤❤❤❤❤
bala na
ଦାଦନ ଶ୍ରମିକ ଙ୍କ ପାଇଁ ଆଉ ଗରିବ ବୃଦ୍ଧ, ଦିବ୍ୟାଙ୍ଗଙ୍କ ପାଇଁ ବୟସର ଲୋକ ଙ୍କ ପାଇଁ 3000 ପେନସନ ବ୍ୟବସ୍ଥା ଯୋଗଇ ଦେବାକୁ ଅନୁରୋଧ।
Hmm turanta 3000 varta daba darkar
@@greatjourney3809 କାରଣ ଆଜିକା ଯୁଗରେ 1000 ଟଙ୍କା କିଛି ବି ନୁହଁ ବୃଦ୍ଧ ଙ୍କ ପାଇଁ
😂
❤❤❤❤❤❤❤
Aneitha,30.000 debe
କୁଆଡେ ଗଲା ତମର ମାସିକ ୧୦୦୦ ଟଙ୍କା ମହିଳା ଙ୍କୁ ଦେଇ ଥିବା guarantee??????????????
ଚାଷୀ ଙ୍କ ଉପରେ ଫୋକସ୍ କରନ୍ତୁ
ଭାଇ ରେ ଧର୍ମେନ୍ଦ୍ର ପ୍ରଧାନ ମୁହଁ ତ ଦେଖିଲେ ଚୋର ଭଳିଆ ଲାଗୁଚି........ ମୋ ନବୀନ ବାବୁ ପରି କେହିନାହାନ୍ତି କି ହେବେନି ❤❤❤❤❤😭😭😭😭
4 ଘଣ୍ଟା ଭିତରେ ଶପଥ ଗ୍ରହଣ ପରେ ରତ୍ନଭଣ୍ଡାର ଖୋଲାଯିବ କି ନା 2 କୋଟି ଜବ ଭଳି
Khali Katha kualia jaka ei gudaka
ଗରମ ଜଳବାୟୁ ର ପରିବର୍ତନ ପାଇଁ କିଛି ପଦକ୍ଷେପ ନିଆଯାଉ
ଗରମ ଜଳବାୟୁର ପରିବର୍ତ୍ତନ ପାଇଁ ପ୍ରଥମେ India ରେ population decrease କରିବାକୁ ପଳିବ ତାହେଲେ ଗରମରୁ ରକ୍ଷା ପାଇବା,ଆଜ୍ଞା ଦେଖୁଚ ପରା ପିଲା ଛୁଆ ଅଧିକ ଜନ୍ମ କଲେ କଷ୍ଟ ଭୋଗିବାକୁ ପଡ଼ୁଚି ତେଣୁ ରୁଷିଆ ଦେଶ ଭଡ଼ି କମ୍ population ହେବା ଉଚିତ୍
Arey bhai population tharu adhika problem amara factory au mining jogu heuchi . Amaku sustainable development darkar. Khali gacha kati chalile kn heba aeiya hin heba
Save tree 🌴 🌲
10000 crore plant trees
Global warming daayi. Aau North India ru aasu thila high heat ra impact bay of Bengal re paduchhi
ଯୋଗାଣ ସହାୟକ ମାନଙ୍କର ଦରମା ଵଡାଉନ୍ତୁ ଓ ସ୍ଥାୟୀ ନିଯୁକ୍ତି ଦାବୀ ପୂରଣ କରନ୍ତୁ ଭାଇ
Wah wah wah Beautiful speech Thank you
ବର୍ତବାନ ସବୁ job notifications ku cancel korajiba
Nutana bhabe regular korajai koritha employee ku punarbar contractual korajiba
ବାର୍ଦ୍ଧକ୍ୟ ଭତା 1000 ru 700 karajiba
Lpg ku 1200 karajiba
+3 stipend decrease korajiba
ଚାଷୀଙ୍କୁ ପ୍ରତି ଧାନ କ୍ୟୁଇଣ୍ଟାଲ ଦରଦାମ ବହୁତ କମ୍ ଅଛି ଅନ୍ୟ ରାଜ୍ୟ ତୁଳନାରେ ଏହା କୁ 3100 ଟଙ୍କା କୁ ବୃଦ୍ଧି କରାଯାଉ ଏହା ଅନୁରୋଧ
ଜୟ ଶିରିରାମ🎉ଜୟ ଜଗନାଥ ଜୟ ବିଜେପି
Jau kahuthile ravenshaw ku central university karibe boli seita aga karantu
E mahasaya centre re edu minister rahi kou state re kan kahichhanti ?au odisha pain kan kahichhanti ebe karibe🥺
Thik katha thik katha
Kn karibe dekha jau
Job katha kuhuntu...no lanch
Dharmendra babu welcome 🙏 our new arrival cm of odissa. ❤
Re bhai au kie hei jau but ea nuhe
Kahinki bhai
Dharmendra Pradhan MP seat jitichi MLA Nuha sei CM hei paribani
@@dude755 by election karidebe bhai
@@rajibkumarsahoo5025 hmm seita bi option achi
ଜୟ ଜଗନ୍ନାଥ 🙏
ଭିନ୍ନକ୍ଷମ ଆଉ ବୃଦ୍ଧ ବୃଦ୍ଧାଙ୍କ ମାସିକ ଭତା କୁ ତିନିହଜାର କରିବା ପାଇଁ କହିଥିଲେ ସେ କଥା ଟିକୁ ଯେମିତି ଭୁଲି ଯିବେନି ।
Rajstan Punjab Up Mp pare Odisha situation.. Modi ji. Aor Dharmendra nkar matibhrama helani.. Odisha poli
ଆପଣ ହିଁ ନୂଆ ଓଡ଼ିଶା ଗଠନର ସାରଥି ହେବେ, ଆମେ ଆପଣଙ୍କୁ ନୂଆ ମୁଖ୍ୟ ମନ୍ତ୍ରୀ ଭାବେ ଦେଖିବା ପାଇଁ ଚାହୁଁଛୁ ......... ଜୟ ଜଗନ୍ନାଥ 🙏🙏🙏
5yr re odisha ra kichhibi change kariki dekhao ... nacheta... Odisha ta odisha.. central re bi kadhi debu...😊
This is tha heart touching comment
Outsourcing abolish karantu first
ତୁମେ ଦଲାଲି କରୁଛ ଗୁଜୁରାଟି ଆଉ ବିହାରୀ ଟାଉଟର ବେପାରୀଙ୍କର ତେଣୁ ତୁମେ ଓଡିଶାର କେବେ ଭଲ ଚିନ୍ତା କରିନ କି କରିବନି କେବଳ ତମର ବନ୍ଧୁ ଗୁଜୁରାଟି ଆଉ ବିହାରୀ କେମିତି ଉନ୍ନତି କରିବ ସେହି ଯୋଜନା କରିବ, ଓଡିଶା ଲୋକ ସରଳ ସେଥିପାଇଁ ତମ ଟାଉଟରୀ କଥାରେ ଫସିଗଲେ
Bhai ame au kan kahiba ama odia loka bahara rajya abasta kichi jani nahanti tenu kichi di emane mitha katha kahibe au ta pare .....
Right
Tu kn comments karuchhu odisa re janasadharana nispati
@@pratapbehera9607 ଓଡିଶା ବିଜେପି ଦଳରେ ନେତା ନାହାନ୍ତି ମୋଦି କଣ ଏଠି ଆସି ମୁଖ୍ୟମନ୍ତ୍ରୀ ହେବ, ଗୁଜୁରାଟି ଟାଉଟର ବେପାର କରିବାରେ ଓସ୍ତାଦ ତେଣୁ ଶାନ୍ତ ସରଳ ଓଡ଼ିଆ ଲୋକ ଟାଉଟରଙ୍କ ଟାଉଟରୀ ବୁଝିପାରିଲେନି ସେଥିପାଇଁ ଭୋଟ ଦେଲେ କିନ୍ତୁ ମାତ୍ର 78 ସିଟ ଦେଲେ ଏଥୁରୁ ତୁ ଯାହା ବୁଝୁଥିବୁ
Sata Kath bhai
ଦେଶ ରେ ଦେଇଥିବା ସବୁ ଗ୍ୟାରେଣ୍ଟି ମୋଦି ସାର୍ ପୂରଣ କରିଛନ୍ତି ତ....
ଖଣି, ଖଦାନ, ପ୍ରାକୃତିକ ସମ୍ପଦ ଭରା, ମାନବ ସମ୍ବଳ ଭରା ଓଡ଼ିଶା ଆଜିବି ଭାରତ ମାନଚିତ୍ର ରେ ଏକ ଗରିବ ଓ ପଛୁଆ ରାଜ୍ୟ ଭାବେ ପରିଗଣିତ କାହିଁକି ଏବଂ ଏପରି ପରିସ୍ଥିତି ପାଇଁ ଦାୟୀ କିଏ ତାହା ଜାଣିବା ପାଇଁ ଓ ଏହି ସ୍ଥିତି/ ପରିସ୍ଥିତି ର ପରିବର୍ତ୍ତନ ପାଇଁ ସାରା ଓଡିଶା ବସୀ ଭାଜପା ଦଳ କୁ ପୂର୍ଣ୍ଣ ଜନାଦେଶ ଦେଇଛନ୍ତି 🙏
ଜୟ ଜଗନ୍ନାଥ
ଚାକିରୀ ପାଇ କିଛି କର
ସବୁ post regular କର
ଅନେଇ ବସିଥା 🤣🤣
Kn pain thikse selection neiki regular job paantu naki contractual gudaka
Ahuri pila achanti selection neba budha nananku kn pain regular haba jie properly entrance clear karini
ଓଡ଼ିଶା ଆଦିାସୀଙ୍କ ଉପୋରେ ସାନ୍ତାଳୀ ଭାଷା 2 ରାଜ ଭାଷା ରେ ଓଡ଼ିଶା ସମ୍ବିଧାନ ସାମିଲ୍ କରନ୍ତୁ please. ରଘୁନାଥ ମୁର୍ମୁ ଆସା ସମ୍ମାନ ଦେଇ ସାମିଲ କରନ୍ତୁ. ସାନାମ କୋ ଜୁହାର 🙏🙏🙏🙏🙏🙏🙏 ଜୟ ଆଦିବାସୀ ଜୟ ବାବା ବିର୍ସା ମୁଣ୍ଡା. ଜୟ ରଘୁନାଥ ମୁର୍ମୁ. ବାବା ତିଲକା, ସିଦୋ କାହ୍ନୁ ହୁଲ୍ ମାନ ଜୁହାର ।।।
ମଧୁବାବୁ ପେସେନ୍ ଟଙ୍କା ଯୋଗାଇ ଦେବାକୁ ଅନୁରୋଧ ବିଜେପି ଅଟିବ
Congratulations 🎉 BJP,Ama Sarkar BJP sarkar
ହର ହର ମୋଦି
ଜୟ ଜଗନ୍ନାଥ next cm yo sir❤❤
ଜଗନ୍ନାଥ ମନ୍ଦିରର ଚାରି ଦ୍ଵାର ଖୋଲିବା ସହ ରତ୍ନ ଭଣ୍ଡାର ର ଚାବି ଖୋଲିବା ପାଇଁ ଅନୁରୋଧ 🙏
Tame Mane kemitika laka re bhagaban nka sampatiku bi chaduna kn rathnabhandar rathna bhandar kholajau kaucha
Remember Sir, whatever you are speaking it' should be in the practical, if not you are accountable to God. Because people are very innocent, don't try to manipulate. It's better to be a good leader, who can form a unity and prosperity among everyone. Let's see what difference going to be in my state Odisha. It's God has chosen you through the people, Remember Sir. Thank you and all the best for your vision and mission but don't make a division..
New cm of odisha... dharmendra Pradhan
Ye to MP hauchi.. Ye kichhi kama kareni
@@antarjyamigiri1192tu heija nahele bahut kama karibu
Eita Mahal Manda ta
Ea na heu aau jie heu bhu
ଆପଣ ଜଦି ସିଏମ୍ ହେବେ ବହୁତ ଭଲ ହେବ 🌷🌷🌷
ସତ୍ ରେ କଣ ଓଡିଶା କୁ Number 1 କରିପାରିବ BJP
Emane bi kichhi karibeni...choro jaka... Dekha jau ... Kn houchhi... Central re ta rahiki jaha karichhanti... Sabu dekhu chhanti...
ଠିକ୍ କଥା ଭାଇ
Kehi kichi athi karibeni ...nija karma hi bagwan
Correct bhai
Let’s show up through out your actions anyone can speak but I support you guys everywhere to change and I have believe on you .Thank you ❤
ଶୁଦ୍ଧ ଓଡିଆରେ ଚାଲିବ ଏବେ ଓଡ଼ିଶା
ଖଣ୍ଡି ଓଡିଆ କି ଇଂରାଜି ଟ୍ରାନ୍ସଲେସନରେ ଚାଲିବ ନାହିଁ
ଜଗନ୍ନାଥ ମନ୍ଦିର ଚାରୀ ଦ୍ଵାରା ଖୋଲା ଯାଉ
ଜୟ ଜଗନ୍ନାଥ
ଓଡ଼ିଶା କୁ ଏକ num କରିବ ନହେଲେ next Congress କୁ ଜିତେଇବୁ
ଯଦି ଗ୍ୟାରେଣ୍ଟି ପୂରଣ କରନ୍ତି ଆଉଥରେ
ନହେଲେ ଫୁଣି ବଦଳେଇ ବେ ସରକାର
ଭଲ କି ମନେ ରଖନ୍ତୁ ଓଡିଶା ର ବିକାଶ ଉନ୍ନତି ପାଇଁ ଲୋକେ ଭୋଟ ଦେଇଛନ୍ତି
Au badlei buni ame
ବିକଳାଙ୍ଗ ମାନଙ୍କର ଯିବା ଆସିବା କରିବାପାଇଁ ସୁବିଧା କର ପ୍ରଥମେ
Sir କୋଉଟା କର କି ନ କର କିନ୍ତୁ cuttack, berhampur, ସମ୍ବଲପୁର, ମେଡିକାଲ ଅଛି high tech ମେଡିକାଲ ବଳିଆ ଆଉ ସରକାରୀ ସ୍କୁଲ ରେ ଯାହା ପଢା ହୋଉଛି ମା ସରସ୍ବତୀ କି ଜଣା sir ସରକାରୀ ସ୍କୁଲ private ବଳିଆ କରନ୍ତୁ, ଓଡିଶା ରେ କେତେ ଟା କମ୍ପାନୀ ଖଲନ୍ତୁ ତେବେ ଯାଇକି ଓଡିଶା ଫରିବର୍ତ୍ତନ ହବ
Ekdum thik katha
Bhai handira guda sarigala hebani au kichibi he
Vota thila handira gudathila
300ୟୁନିଟ ବିଜୁଳି free ରେ ମିଳିବା କଥା ଆପଣ କହିଥିଲେ ତାହା ଜଲଦି ପୂରଣ ହେଉ।।।।
522,35acrs adivasijomi hodopkori 60borsoru britishsasonokoruchi jkpm rgda 112,91Acrsgovt jomi 7,50gocharjomi
Employment dia and contractual uthieki nijara katha rakha
ଖାଇବୁ ...କିଛି ଚାକିରି ମିଳିବ ନାହିଁ ଏବେ ଯାହା ପୋଷ୍ଟ ବାହାରିବାର ଥିଲା ତାହା ମଧ୍ୟ ଆଉ ଆସିବ ନାହିଁ ..ବୁଡି ମର
ଓଡିଶାରୁ ଯେତେ ତାମିଲ୍ ହଟାଯାଉ ଓଡ଼ିଆ ଙ୍କୁ ନିଯୁକ୍ତି ଦିଆଯାଉ
ଓଡ଼ିଶା ଓ ଓଡ଼ିଆ ଙ୍କ ବିକାଶ କର ନହେଲେ ଓଡ଼ିଶା ବାସୀ କଣ କରିପାରିବେ ଆଜି ଭଲ କି ଜାଣି ଯାଇଥିବେ ।😮 ପରିବର୍ତ୍ତନଶିଳ ଓଡ଼ିଶା ବାସୀଙ୍କୁ ❤ଙ୍କୁ ନମନ୍ 🎉🎉🎉
Jay ଜଗନ୍ନାଥ 🙏🙏🙏🙏🙏
ଜଗନ୍ନାଥ ଙ୍କ ଜ୍ଞାନ 🎉ଭଗବତ୍ ଗୀତା🎉 କୁ ସ୍କୁଲ୍ ପାଠ୍ୟକ୍ରମ ରେ ଯୋଗ କରାଯାଉ ।🎉
Odisha ରେ ବହୁତ kama କରିବାର ଅଛି BJP ku
BJP ପାଇଁ ଏହି ପାଞ୍ଚ ବର୍ଷ ବହୁତ୍ important.. ଭଲ ଭାବେ କାମ କର, ନ ହେଲେ 2029 ରେ ଓଡ଼ିଶା ଲୋକେ ବିଦା କରିଦେବେ...ଗୁଡ଼ାଏ problem ଅଛି..କେମିତି ସମାଧାନ ହେଵ ସେ ଉପରେ ଧ୍ୟାନ ଦିଅନ୍ତୁ
ମୋଦି ଯାହା ଯାହା ଗ୍ୟାରେଣ୍ଟି ଦେଇଛନ୍ତି ସେ ସବୁ ଓଡ଼ିଶାରେ ଅବଶ୍ୟ ଲାଗୁ ହେବ ।
ବାଃ ବହୁତ ଭଲ କଥା । ସ୍ୱାଗତ କରୁଛୁ । ଧନ୍ୟବାଦ ଜଣାଉଛି ।। BktS.
ପଶ୍ଚିମ ଓଡ଼ିଶା କୁ ଧ୍ୟାନ ଦିୟା ଯାଉ
ଆସନ କରି ନପାରିଲେ Congress କୁ ଦେଇଯା,,,
Right bro
କେତେକ ବିଜେଡ଼ି କୁକୁର ଓ କ୍ରୀତଦାସ ଏବେ ଦାଦନ ଓ ଚାକିରି କଥା କହୁଛନ୍ତି 😡😡😡 ଏତେ ଦିନ କଣ ଚାଟୁଥିଲ , 😀😀😀
Education , Employment opportunities, huge vacancies and Health care facilities should be given top most priority
Dharmendra pradhanku cm karani please
Hp gas 1400par
Pandu😂😂
Jay Jagannath 🚩🙏🚩
ମୁଖ୍ୟମନ୍ତ୍ରୀ ହେବ ଧର୍ମେନ୍ଦ୍ର ପ୍ରଧାନ
Industries haba darakara income source haba
Thanks sir
ଆଗେ ଗୋଟିଏ କଥା ମୟୁରଭଞ୍ଜରେ ସବୁ ରାଜ୍ୟରେ କମ୍ପାନୀ ହେଉ ଏବଂ ସାରା ଓଡ଼ିଶାରେ ମଧ୍ୟ ହେଉ।ତାହା ହେଲେ ଲୋକ ମାନେ ଆଉ ବାହାରକୁ ଦାଦନ ଖଟିବାକୁ ଯିବେ ନାହିଁ।ପାଣି ସବୁ ରାଜ୍ୟରେ ସୁବିଧା ହେଉ । ବଡ଼ ବଡ଼ ସହରରେ ପାଣି ପାଇଁ ଏବଂ କମ୍ପାନୀ ହୋଇ ଯାଉଛି ହେଲେ ମୟୁରଭଞ୍ଜ ରେ ହେଉ ନାହିଁ।ତେଣୁ ମୋର କହିବାର କଥା ମୟୁରଭଞ୍ଜରେ ଭଲ ଭାବରେ ପାଣି ଏବଂ କମ୍ପାନୀ ସୁବିଧା କରା ଯାଉ
Yes
କାମ ନକରି କୁହାମୁଣ୍ଡା କପିଳା ହେଲେ । ଉତ୍ତରପ୍ରଦେଶ ପରି ହିନସ୍ତା ହେବା ଥୟ ।
Dil saa Jay Jagannath .Jay hoo modi . Jay hoo dharmandra dada❤❤❤
Congratulations sir Jai BJP jindabad jindabad jindabad
Immediately take action related to health care facilities in many districts who have only buildings ..... make them properly staffed hospitals.
ଦୟାକରି ଓଡ଼ିଶା ରେ ଶିଳ୍ପ ପ୍ରତିଷ୍ଠା କରାଯାଉ ଯେମିତି ଓଡ଼ିଶା ରେ ଦାଦନ ସମସ୍ୟା ଦୂର ହେବ
Jay shree jagannath
Police ଯେମିତି ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ
ପ୍ରଥମେ ଧାନ କୁଇଣ୍ଟାଲ 3100 କର
First bhataa 3000 keve karba
ବିଜେପି sarkar kuchu ta Badle ga odisha me jai ବିଜେପି ଜୟ ଜଗନ୍ନାଥ 😂😂😂
Farmers ku adhika dhyana diantu
Hay mudi babu
Humble request to our new Government is to focus on developing the infrastructure of Odisha. IT and other private companies should brought to odisha.
Democracy zindabad tha, zindabad hai & zindabad rahega........
ମୁଖ୍ୟ ମନ୍ତ୍ରୀ,ଧର୍ବେନ୍ଦ୍ର,ରାଜ୍ୟପାଳ,ପ୍ରତାପସଦଙ୍ଗି, bachas.pati.beayjanta.panda.any.greet.lider❤❤❤❤❤❤❤❤❤❤❤❤❤❤❤❤
Need to develop Odisha tourism..
dear modi ji , please never disappoint Odisha, we just broke a simple and kind men heart, and also our emotions, with the hope of best
I’m proud to be odiya! Jai jagannath
ଆରେ ଭାଇ ନବୀନ କୁ ତ ବାହାର କରି ଦେଲ ହେଲେ ସମ୍ବିତ ପାତ୍ର କୁ ମୁଖ୍ୟମନ୍ତ୍ରୀ କରା ଯାଓ
Jaldi upcoming vecancy bahara Kara
ଦାଦନ ସମସ୍ୟା ଵେକାର ସମସ୍ୟା ଏବଂ glosari ସାମାନର ଦରଦାମ ଉପରେ ଟିକେ ଧ୍ୟାନ ଦିଅନ୍ତୁ ଗରିବ ଲୋକଙ୍କ କଥା ଟିକେ ବୁଜନ୍ତ ତା ହେଳେ ନୂଆ ସରକାର କିଛି ଭେଳୁ ରହନ୍ତା
Subhadra Yojana re 50000 kebe daba
ଗାଁ ଗାଁ ରେ ଇଦିରା ବାସ ଘର ଦିୟାଯାଉ ଜୟଶ୍ରୀରାମ
Dharmendra.pradan.zindabad