ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଭାଇ ନମସ୍କାର ଭାଇ ଆପଣ ତ ସମସ୍ତ ଗରିବ ଭାଇ ଭଉଣୀ ଘରକୁ ମାବାଇଲ ପହଞ୍ଚାଇବା ପାଇଁ ଗୋଟେ ଭଲ କାମ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ
ଭାଇ ଆଜିର ଏ ମହଙ୍ଗା ଯୁଗରେ ଏତେ ସସ୍ତାରେ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ପଦକ୍ଷେପ ନେଇଛନ୍ତି ସେଥି ପାଇଁ ହୃଦୟରୁ ଧନ୍ଯବାଦ🙏🙏ଗୋଟିଏ ସାଧାରଣ ଲୋକ ସସ୍ତାରେ ଫୋନ ଧରିପାରିବ,,। ବହୁତ ଭଲ, ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି ଭାଇ,, ଧନ୍ଯବାଦ🙏🙏
ଜଳ ନ ପାଇ ପାରୁଥିବା ଗଛ ଟିଏ, ଯଦି ଜଳ ପାଇଥାଏ ତାକୁ ବଞ୍ଚିବାର ସାହାରା ମିଳିଯାଏ। ଠିକ୍ ସେହିପରି ଆପଣ କିଛି ଗରିବ ଲୋକଙ୍କ ପାଇଁ ପାଇଁ ଜଳ ହେଲେ ବହୁତ ଲୋକ ଖୁସି ହେବେ। ଧନ୍ୟବାଦ❤
ବେଶି ଜଳ ହେଲେ ବ .. ବନ୍ୟା ହୋଇଯିବ 😂
ବହୁତ ଭଲ ଚିନ୍ତା କରିଛନ୍ତି ଆମ ଗରିବ ପିଲା ମାନଙ୍କ ପାଇଁ ଧନ୍ୟବାଦ ଆପଣଙ୍କୁ ଭାଇ
Hii
ବହୁତ ଭଲ ଅଛି ଭାଇ କିନ୍ତୁ ମୁଁତ ଜଣେ ବିକଳାଙ୍ଗ ତେଣୁ କରି ଆପଣଙ୍କ ଦୋକାନକୁ ପହଞ୍ଚି ପାରେନାହିଁ କଣ କରିବି, କାଲି ମାତ୍ର ୟୁଟ୍ୟୁବରେ ଦେଖୁଥିଲି,
Thanks
Veri good bhai❤❤ super video 📸
Welcome
ଭାଇଙ୍କ ଷ୍ଟୋର ବହୁତ ଭଲ ଲାଗିଲା ତାହା ପୁଣି ୫୦୦ ରେ Thank ମୋର ବଡ଼ ଭାଇ ବହୁତ ବହୁତ ଭଲ ଲାଗିଲା
ବହୁତ ସୁନ୍ଦର ବ୍ୟବସ୍ଥା ସମସ୍ତଙ୍କ ପାଇଁ ଧନ୍ୟବାଦ 🙏🏻
ଭାଇ ଆପଣ ବହୁତ ଭଲ ଯେହେତୁ ଆମ ଗରିବ ପିଲାମାନଙ୍କୁ ଘରକୁ ମବାଇଲ ଆଣିଦେଉଛନ୍ତି ଆପଣଙ୍କୁ ବହୁତ୍ ବହୁତ୍ ଧନ୍ଯବାଦ
ତମର ଦୁକାନ୍ କୋଠଥୀ ଅଛି ବୋଲି ଜାଣିନି ଭାଇ ଟିକେକହୀବେକୀ ଭାଇ🎉🎉🎉❤❤❤❤
ଭାଇ କେନ୍ଦୁଝର ପିଲା ଅଇଲୋଭୋୟ ❤️❤️👍🏻❤️❤️
ଭାଇ ବହୁତ ଭଲ ଲାଗିଲା, ଆପଣକଂ ଉଦ୍ୟମ ସଫଳ ହେଉ। ଜୟ ଜଗନ୍ନାଥ, ଜୟ ଓଡ଼ିଶା।
ଆପଣଙ୍କ ବାର୍ତ୍ତାଳାପ, ବ୍ଯବହାର ଓ କାମ ପ୍ରଶଂସନୀୟ।
ବହୁତ ଭଲ ଭାଇ, ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସୁବିଧା ହେଉଛି। ଧନ୍ୟବାଦ୍ ଭାଇ
ଭାଇ ବହୁତ ଧନ୍ୟବାଦ ଆପଣ ଆମଭଳିଆ ଗରିବମାନଙ୍କୁଫେନ ଧରିବାର ସୁଯୋଗ ଦେଇଥିବାରୁ ମୁଜଗନ୍ନାଥ ପାଖରେ ଅପତାଙ୍କର ମଙ୍ଗଳ ପ୍ରାଥନା କରନ୍ତି
ଭାଇ ଙ୍କ ଷ୍ଟୋର ବହୁତ ବଢିଆ ଏମିତି କମ୍ Price ରେ ଆଉ କଉ ଜାଗାରେ ମିଳିବନି ତେଣୁ ଭାଇ ଙ୍କୁ ଭଲ ପାଇବା ଦିଅନ୍ତୁ ❤ ଆଉ Subscribe କରିବାକୁ ଭୁଲିବେ ନାହିଁ 👍 ଜୟ ଜଗନ୍ନାଥ ⭕‼️⭕
Mote laguchhi apnaku gift 🎁 milipare 😂 apon bohut bothia comment korichonti
@@Hero12346ଭାଇ ଙ୍କୁ Support କର❤
ଭାଇ ବହୁତ ଭଲ ଲାଗିଲା ତମରି ଉଦ୍ୟମ ଧନ୍ୟବାଦ ଜୟ ଜଗନ୍ନାଥ 🙏
ଭାଇ ବହୁତ ସୁନ୍ଦର ମୋବାଇଲ୍ ହୋଇଛି ଭଲ ସେ ଲିଗ୍ ହେଵ
Bhai bohut bhola kamo karuchon,goriba lokamananku bahut subidha houchi .salam Bhai,,,,
Apano vala Sir amo gariba lokonka dukha bujhi parile thanks sir❤❤❤
ଅତି ସୁନ୍ଦର l ଆପଣଙ୍କ ସାହାଯ୍ୟ ସହଯୋଗ ପାଇଁ ଅନେକ ସାଧାରଣ ଲୋକ ସ୍ମାର୍ଟଫୋନ ଧରିପାରୁଛନ୍ତି l
Jaha Hau Bhai Apan Ete Phone Dauchhanti Apanku Bahut Bahut Dhanyawad Bhai ❤❤❤
ସତେ ପାରାଇଜ ଅଛିକି ଭାଇ ବହୁତ ସୁନ୍ଦର ଲାଗୁଛି ଆଉ ପସନ୍ଦ ଲାଗୁଛି
Bhai bahut bahut dhanyawad bhagwan apananku sabubale bhalare rakhantu❤❤❤❤
ବହୁତ ସୁନ୍ଦର ପୁରୁଣା ମୋବାଇଲ୍ କମ୍ ଦାମରେ ବହୁତ ଖୁସି ଲାଗୁଚି। ହେଲେ ଭାଇ 5g ମୋବାଇଲ ଅଛି କି ନାହିଁ
ବହୁତ ବଢିଆ ଆପଣଙ୍କ କଥା ତ ବହୁତ୍ ବଢିଆ ଦୋକାନ ଟା କେଉଁ ଜାଗାରେ ଭାଇ ମୁ ଜେମିତି ବି ହେଉ ଦୋକାନରେ ପହଚିବି
Congratulations bhai nice
Tenkyu Bhai mobile dekeibaru mote bi bhauth Sundar lagila Sabu bele semiti mobile dekaohntu Bhai thanks ଭାଇନା
Always best mobile Shop ❤
Bhai odisha unbox channel mu dekhey. But apnaka katha bahut genioul . Katha bata sailie bahut bhala. God bless you love ❤from khurda
ବୁଢ଼ା ବରଗଛ ତଳେ ସମସ୍ତେ ଆଶ୍ରୟ ପାଇଥାନ୍ତି ସତ କିନ୍ତୁ ଛୋଟ ଚଢ଼େଇଟି କିଚିରି ମିଚିରି ଶବ୍ଦ୍ଦର ଯେଉଁ ଆନନ୍ଦ ଅନୁଭବର ଅନୁଭୂତି , ଶସ୍ତାରେ ମିଳିଥିବା ଆମ ଭଳି ଲୋକମାନଙ୍କ ପାଇଁ ମୋବାଇଲ ତାଠାରୁ ଢେର ଗୁଣ ଆନନ୍ଦ ର ଖୁସିର ଲହର ❤❤❤
ଅନଗୁଳ ରେ ଆପଣଙ୍କ ର ଦୁକାନ ଅଛିକି ତୁମ ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା 👌👌👌
Bhai wonderful explain , ମୁଁ ଆପଣ ଙ୍କ ଭିଡ଼ିଓ ସବୁବେଳେ ଦେଖେ ଭଲ ଲାଗେ ।ଆଉ Price, collection ସହିତ ଆମପାଇଁ hardworking ଆଉ ଅମାପରି middle class family ପାଇଁ helpful heba ଆପଣକଂ video 📷 ଆପଣଙ୍କ ପରି ଦୟା ବାନ୍ ବ୍ୟକ୍ତି କେହି ନଥିବେ ବୋଧେ Thank you so much bhai🎉🎉🎉
ବହୁତ ଭଲ ଭାବନା ବାପା କାମ କରି ମାସକୁ10000 ଆଣେ ବାପାର ଇଛା ଥାଏପୁଅପାଇ ଫନନେବିବଲି ଇଛା ଥାଏ ଖାଇବା ପିଇବା ରେ ପଲାଏ ପଇସା ଆଉ କିଣିହୁଏନୀ ଏବେମାତ୍ରକିଣେହବ🎉🎉🎉
Dhanyvad bhai garibo Man Ka Pani❤❤❤❤
ଭାଇ ବହୁତ୍ ଭଲ କାମ କରୁଛନ୍ତି ଧନ୍ୟବାଦ୍❤
Nice bro... Aapanko pain sarba sadharano jotha garibo Bhai bhauni Mane mobile 📲 pai paruchhanti..god bless you sir
Thank you sir. I pray to GOD bless you for your helping nature . Your aim to service mainly for poor people.
Bhai bahut dhany bad apnaku ❤ amabhali gariba Bhai bhauni manku sahajy karithebaru mu bhagabanku prathona karu6i Ahibhali kamo karuthebaru apnaku sahajy karntu❤❤❤❤
ସତରେ କି ମୂଜାଉଚି ଆଗେ କମେଟ କରିବି😊😊😊
Br you are so great because you helping to the poor so may God bless you forever and ever
ବହୁତ ଭଲ ଚିନ୍ତା ଧାରା ଆପଣଙ୍କର ... ଭାଇ
ବହୁତ୍ ଭଲ ଲାଗିଲା ମୋ ଭାଇ❤❤❤
ଭାଇ ଏବେ ସତ୍ୟଯୁଗ ଆସିଗଲାଣି ❤❤❤❤
Something is better then nothing.helpful for hopeless thank you
Bahut bhala bhai ,mun apanankara pratiti video dekhe ,jane subsciber madhya,swalpa mulyara video banauthibaru dekhiki bahut khusi laguchhi,bahut bahut dhanyabad jay jagannath👃👃👃👃👃👃👃👃...
Bhai bahuta khusi lagila apananka unboxing program kana satare bhai ate kama damre mobile deiparucha mote mili pariba
❤❤❤❤❤ MAA TARINI apana ku bhalare Rakhatu
Thank you bahi Ata Kam rata ra dabaru❤
I like your activities. thank you bro
Bhai heuchonti goribo manonko debota Kohile bhul heboni karono jou moniso ro sokhayom nai bhai nko duaara smartphone dhari paruchia thank you bhai 😀 from dukura
Bhai satare bahut bhala kama karuchanti apan..... 👍👍👍
Bhai tumoro presenting pura most bahut sundar bujhoucho❤
ବହୁତ ସୁନ୍ଦର ପ୍ରୟାସ
ଭାଇ ଆପଣଙ୍କ ଭିଡ଼ିଓ କୁ ଦେକି ଭଲଲାଗିଲା ମତେ ଗୁଟିଏ ମୋବଇଲ ଦରକାର 1000ru1500 ହେଇଟିବା ଦରକାର ଜୟ ଶ୍ରୀ ରାମ 🚩🚩🚩
Bhai nko store ku sabu jantu bhai pura Balasore sabu dokan tharu bahut kam price ra phone dauchonty Thank you bhai 🙏🏻
Bhai bahut bhala lagila video dekhiki😊thakura apanaku bhala re rakhantu❤
Hi sir kamiti achnti ❤❤❤❤
Apanka sahita katha hei bahut volo lagila brother ❤
You doing great job.. keep do that..hats off to you
Very good 🎉❤❤❤❤❤❤❤❤bhaina I love I likeit
ବାରିପଦା ସହର 🎉🎉🎉🎉🎉🎉🎉🎉🎉❤ଆମକୁ ଗୋଟିଏ
ବହୁତ ଭଲ ଲାଗିଲା ଭାଇ ❤❤❤❤
ଭାଇ ଆପଣ ବହୁ ଭଲ ଆମ ଗରିବ ପିଲା ମାନଙ୍କୁ ମୋବାଇଲ ଯୋଗେଇ ଦେଉଛନ୍ତି ଆମ ମାନଙ୍କର ପାଠ ପଢିବାରେ ଅସୁବିଧା ହେଉଥିଲା ଧନ୍ୟବାଦ ଭାଇ
ଜୟ ଜଗନ୍ନାଥ ଭାଇ ଆମର ଘୋରିବ ଲକଙ୍କ ପାଇଁ ଭଲ କରିଛ i love you ❤❤❤
Bahuta bhala brother aama pai bahut bhala karuchannti Mora tamaku dhanya bhat brother
ଭାଇ ନମସ୍କାର ଭଲ କାମ କରୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍
ବହୁତ ଭଲ ଲାଗୁଛି ତେବେ କୋଉଠି ମିଳିବାର ଅଛି ଗେରେଣ୍ଟି କେତେ ଦିନର
Bhai aapan ta gote bhagaban valiaa tame ❤❤❤❤❤
New skim korithibaru bahut bahut thanks bro🎉❤
God bless you bro mummy papa ko mere tarpaesh pranam ❤❤❤❤❤❤
Brother very nice,I impressed your surprise.
Bhai satare jadi apana free gift dainty garibanku bahut sahajya miliba Thank you bhai
ବହୁତ ବଢିଆ ଭାଇ
🙏Nice to meet you video 👍very nice donate for the poor❤
Bhai bhut badhia apanka chinta dhara au gariba pila manka pani gota parkara helpe full mili paruchi au khasa Kari studant Anka pani
Bahuta bhala laguchi apanaka bigyapana jahadwara ki aama pari gariba pila mane upakruta hei paribe apanaka dayaru
ଅତି ସୁନ୍ଦର. ଭାଇ
Nice system Bhaei..gariba costamor lava paen apanku help....
❤❤❤❤❤❤
Bahut bahut volo laguchi ❤
Lokanka bhalia micha kahiparibini bhai Paisa mor asa nahi video video bhala lagila setikihi bada jinisa i love you bhai ❤❤❤❤❤
Bhai bhagban apnku Saha huantu
Bhai Tama bhala video ❤❤❤❤❤❤❤
ଭାଇ ତୁମ ଭିଡିଓ ଆଉ ମୋବାଇଲି ରେ ଟେ ଶୁଣି ମୁଁ ପୁରା ଆପଣଙ୍କ ବିଗି ଫାନ ହେଇଗଲି ❤️❤️❤️❤️❤️❤️❤️💞💞💞💞💞
Thanks Brother God Bless You.
Bhai super nice to hear video Manoj
Bhalo lagila bhai dmikia mobile dhariba sapno ta pura habo bhalia laguchi
ଭାଇ ସମସ୍ତଙ୍କ ପାଇଁ Android Mobile ସୁବିଧା ଯୋଗାଇଦେବା ଯୋଗୁଁ ବହୁତ୍ ଧନ୍ୟବାଦ
Khub bhala Sahajya hai paruchhi gariba chhatra chhatree mananka
Apananku dhanyabad jaha suvidha deuchhanti grahakanku
Bhai mata tumaro video bholo laga
ଭାଇ ଆପଣ ପାଠ ପଢା ପିଲାଙ୍କ ପାଇଁ ବାପା ମା ମୋବାଇଲ କିଣି ଦେବାକୁ ପାଉନାହାନ୍ତି, ଏହି ସମୟରେ ଅତି କମ ଦମରେ ଯୋଗାଇ ଦେଉଥିବାରୁ ମୋ ଥରପରୁ ଆସେ ଆସେ ଧନ୍ୟବାଦ
ଭାଇତୁମ ବିଜନେସ ଏମିତି ଆହରୀ ଆଗକୁ ଯାଉ ମୁ ଭଗବାନ ଙ୍କୁ ପାର୍ଥନା କରୁଛି ଜୟ ଜଗନ୍ନାଥ
Good Work ❤🎉
Satare eha el abhinab prayas. Eha dwara samaste phone dharibar asa Purana hoi pariba. Namaste, khusire ruhantu samaste, JAI JAGANNATH❤❤❤📱🎸☎📞
नाइस वीडियो दादा👍
ଜୟ ଜଗନ୍ନାଥ ପ୍ରୋଥୋମେ ଭାଇ ଅପୋନୋଙ୍କୁ ମୋର୍ ନମସ୍କାର ତୋମୋ ଭିଡିଓ ଦେଖି ମୋତେ ବୋହୁତ ଖୁସି ଲାଗିଲା
Brother you very very nice work
🙏🏻🙏🏻 mu Kalahandi ru Satare bhae aapana gariba loka pae help karuchantiki❤❤❤
ଭାଇ video ତ ଭଲ ଲାଗୁଛି ସବୁ ଦେଖିବେ। ଜଦି ସେଇ ପଇସାକୁ ଗରିବ ଲୋକକୁ କି କଉ ଟ୍ରଷ୍ଟ କୁ କି ଜରାସ୍ରମ କୁ ଦେଲେ ବହୁତ ଲୋକକଂର ଉପକାର ହୋଇପାରିବ। ସେମାନଙ୍କର ଆସିରିବାଦ ଆପଣଙ୍କ ଉପରେ ରହିବ
Bhai bahut bholo ochi video
ଭାଇ ନମସ୍କାର ଭାଇ ଆପଣ ତ ସମସ୍ତ ଗରିବ ଭାଇ ଭଉଣୀ ଘରକୁ ମାବାଇଲ ପହଞ୍ଚାଇବା ପାଇଁ ଗୋଟେ ଭଲ କାମ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ
ଭାଇ ଆଜିର ଏ ମହଙ୍ଗା ଯୁଗରେ ଏତେ ସସ୍ତାରେ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ପଦକ୍ଷେପ ନେଇଛନ୍ତି ସେଥି ପାଇଁ ହୃଦୟରୁ ଧନ୍ଯବାଦ🙏🙏
ଗୋଟିଏ ସାଧାରଣ ଲୋକ ସସ୍ତାରେ ଫୋନ ଧରିପାରିବ,,। ବହୁତ ଭଲ, ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି ଭାଇ,, ଧନ୍ଯବାଦ🙏🙏
ଜଳ ନ ପାଇ ପାରୁଥିବା ଗଛ ଟିଏ, ଯଦି ଜଳ ପାଇଥାଏ ତାକୁ ବଞ୍ଚିବାର ସାହାରା ମିଳିଯାଏ। ଠିକ୍ ସେହିପରି ଆପଣ କିଛି ଗରିବ ଲୋକଙ୍କ ପାଇଁ ପାଇଁ ଜଳ ହେଲେ ବହୁତ ଲୋକ ଖୁସି ହେବେ। ଧନ୍ୟବାଦ❤
ବେଶି ଜଳ ହେଲେ ବ .. ବନ୍ୟା ହୋଇଯିବ 😂
ବହୁତ ଭଲ ଚିନ୍ତା କରିଛନ୍ତି ଆମ ଗରିବ ପିଲା ମାନଙ୍କ ପାଇଁ ଧନ୍ୟବାଦ ଆପଣଙ୍କୁ ଭାଇ
Hii
ବହୁତ ଭଲ ଅଛି ଭାଇ କିନ୍ତୁ ମୁଁତ ଜଣେ ବିକଳାଙ୍ଗ ତେଣୁ କରି ଆପଣଙ୍କ ଦୋକାନକୁ ପହଞ୍ଚି ପାରେନାହିଁ କଣ କରିବି, କାଲି ମାତ୍ର ୟୁଟ୍ୟୁବରେ ଦେଖୁଥିଲି,
Thanks
Veri good bhai❤❤ super video 📸
Welcome
ଭାଇଙ୍କ ଷ୍ଟୋର ବହୁତ ଭଲ ଲାଗିଲା ତାହା ପୁଣି ୫୦୦ ରେ Thank ମୋର ବଡ଼ ଭାଇ ବହୁତ ବହୁତ ଭଲ ଲାଗିଲା
ବହୁତ ସୁନ୍ଦର ବ୍ୟବସ୍ଥା ସମସ୍ତଙ୍କ ପାଇଁ ଧନ୍ୟବାଦ 🙏🏻
ଭାଇ ଆପଣ ବହୁତ ଭଲ ଯେହେତୁ ଆମ ଗରିବ ପିଲାମାନଙ୍କୁ ଘରକୁ ମବାଇଲ ଆଣିଦେଉଛନ୍ତି ଆପଣଙ୍କୁ ବହୁତ୍ ବହୁତ୍ ଧନ୍ଯବାଦ
ତମର ଦୁକାନ୍ କୋଠଥୀ ଅଛି ବୋଲି ଜାଣିନି ଭାଇ ଟିକେକହୀବେକୀ ଭାଇ🎉🎉🎉❤❤❤❤
ଭାଇ କେନ୍ଦୁଝର ପିଲା ଅଇଲୋଭୋୟ ❤️❤️👍🏻❤️❤️
ଭାଇ ବହୁତ ଭଲ ଲାଗିଲା, ଆପଣକଂ ଉଦ୍ୟମ ସଫଳ ହେଉ। ଜୟ ଜଗନ୍ନାଥ, ଜୟ ଓଡ଼ିଶା।
ଆପଣଙ୍କ ବାର୍ତ୍ତାଳାପ, ବ୍ଯବହାର ଓ କାମ ପ୍ରଶଂସନୀୟ।
ବହୁତ ଭଲ ଭାଇ, ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସୁବିଧା ହେଉଛି। ଧନ୍ୟବାଦ୍ ଭାଇ
ଭାଇ ବହୁତ ଧନ୍ୟବାଦ ଆପଣ ଆମଭଳିଆ ଗରିବମାନଙ୍କୁଫେନ ଧରିବାର ସୁଯୋଗ ଦେଇଥିବାରୁ ମୁଜଗନ୍ନାଥ ପାଖରେ ଅପତାଙ୍କର ମଙ୍ଗଳ ପ୍ରାଥନା କରନ୍ତି
ଭାଇ ଙ୍କ ଷ୍ଟୋର ବହୁତ ବଢିଆ ଏମିତି କମ୍ Price ରେ ଆଉ କଉ ଜାଗାରେ ମିଳିବନି ତେଣୁ ଭାଇ ଙ୍କୁ ଭଲ ପାଇବା ଦିଅନ୍ତୁ ❤ ଆଉ Subscribe କରିବାକୁ ଭୁଲିବେ ନାହିଁ 👍 ଜୟ ଜଗନ୍ନାଥ ⭕‼️⭕
Mote laguchhi apnaku gift 🎁 milipare 😂 apon bohut bothia comment korichonti
@@Hero12346ଭାଇ ଙ୍କୁ Support କର❤
ଭାଇ ବହୁତ ଭଲ ଲାଗିଲା ତମରି ଉଦ୍ୟମ ଧନ୍ୟବାଦ ଜୟ ଜଗନ୍ନାଥ 🙏
ଭାଇ ବହୁତ ସୁନ୍ଦର ମୋବାଇଲ୍ ହୋଇଛି ଭଲ ସେ ଲିଗ୍ ହେଵ
Bhai bohut bhola kamo karuchon,goriba lokamananku bahut subidha houchi .salam Bhai,,,,
Apano vala Sir amo gariba lokonka dukha bujhi parile thanks sir❤❤❤
ଅତି ସୁନ୍ଦର l ଆପଣଙ୍କ ସାହାଯ୍ୟ ସହଯୋଗ ପାଇଁ ଅନେକ ସାଧାରଣ ଲୋକ ସ୍ମାର୍ଟଫୋନ ଧରିପାରୁଛନ୍ତି l
Jaha Hau Bhai Apan Ete Phone Dauchhanti Apanku Bahut Bahut Dhanyawad Bhai ❤❤❤
ସତେ ପାରାଇଜ ଅଛିକି ଭାଇ ବହୁତ ସୁନ୍ଦର ଲାଗୁଛି ଆଉ ପସନ୍ଦ ଲାଗୁଛି
Bhai bahut bahut dhanyawad bhagwan apananku sabubale bhalare rakhantu❤❤❤❤
ବହୁତ ସୁନ୍ଦର ପୁରୁଣା ମୋବାଇଲ୍ କମ୍ ଦାମରେ ବହୁତ ଖୁସି ଲାଗୁଚି। ହେଲେ ଭାଇ
5g ମୋବାଇଲ ଅଛି କି ନାହିଁ
ବହୁତ ବଢିଆ ଆପଣଙ୍କ କଥା ତ ବହୁତ୍ ବଢିଆ ଦୋକାନ ଟା କେଉଁ ଜାଗାରେ ଭାଇ ମୁ ଜେମିତି ବି ହେଉ ଦୋକାନରେ ପହଚିବି
Congratulations bhai nice
Tenkyu Bhai mobile dekeibaru mote bi bhauth Sundar lagila Sabu bele semiti mobile dekaohntu Bhai thanks ଭାଇନା
Always best mobile Shop ❤
Bhai odisha unbox channel mu dekhey. But apnaka katha bahut genioul . Katha bata sailie bahut bhala. God bless you love ❤from khurda
ବୁଢ଼ା ବରଗଛ ତଳେ ସମସ୍ତେ ଆଶ୍ରୟ ପାଇଥାନ୍ତି ସତ କିନ୍ତୁ ଛୋଟ ଚଢ଼େଇଟି କିଚିରି ମିଚିରି ଶବ୍ଦ୍ଦର ଯେଉଁ ଆନନ୍ଦ ଅନୁଭବର ଅନୁଭୂତି , ଶସ୍ତାରେ ମିଳିଥିବା ଆମ ଭଳି ଲୋକମାନଙ୍କ ପାଇଁ ମୋବାଇଲ ତାଠାରୁ ଢେର ଗୁଣ ଆନନ୍ଦ ର ଖୁସିର ଲହର ❤❤❤
ଅନଗୁଳ ରେ ଆପଣଙ୍କ ର ଦୁକାନ ଅଛିକି ତୁମ ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା 👌👌👌
Bhai wonderful explain , ମୁଁ ଆପଣ ଙ୍କ ଭିଡ଼ିଓ ସବୁବେଳେ ଦେଖେ ଭଲ ଲାଗେ ।
ଆଉ Price, collection ସହିତ ଆମପାଇଁ hardworking ଆଉ ଅମାପରି middle class family ପାଇଁ helpful heba ଆପଣକଂ video 📷
ଆପଣଙ୍କ ପରି ଦୟା ବାନ୍ ବ୍ୟକ୍ତି କେହି ନଥିବେ ବୋଧେ
Thank you so much bhai🎉🎉🎉
ବହୁତ ଭଲ ଭାବନା ବାପା କାମ କରି ମାସକୁ10000 ଆଣେ ବାପାର ଇଛା ଥାଏପୁଅପାଇ ଫନନେବିବଲି ଇଛା ଥାଏ ଖାଇବା ପିଇବା ରେ ପଲାଏ ପଇସା ଆଉ କିଣିହୁଏନୀ ଏବେମାତ୍ରକିଣେହବ🎉🎉🎉
Dhanyvad bhai garibo Man Ka Pani❤❤❤❤
ଭାଇ ବହୁତ୍ ଭଲ କାମ କରୁଛନ୍ତି ଧନ୍ୟବାଦ୍❤
Nice bro... Aapanko pain sarba sadharano jotha garibo Bhai bhauni Mane mobile 📲 pai paruchhanti..god bless you sir
Thank you sir. I pray to GOD bless you for your helping nature . Your aim to service mainly for poor people.
Bhai bahut dhany bad apnaku ❤ amabhali gariba Bhai bhauni manku sahajy karithebaru mu bhagabanku prathona karu6i Ahibhali kamo karuthebaru apnaku sahajy karntu❤❤❤❤
ସତରେ କି ମୂଜାଉଚି ଆଗେ କମେଟ କରିବି😊😊😊
Br you are so great because you helping to the poor so may God bless you forever and ever
ବହୁତ ଭଲ ଚିନ୍ତା ଧାରା ଆପଣଙ୍କର ... ଭାଇ
ବହୁତ୍ ଭଲ ଲାଗିଲା ମୋ ଭାଇ❤❤❤
ଭାଇ ଏବେ ସତ୍ୟଯୁଗ ଆସିଗଲାଣି ❤❤❤❤
Something is better then nothing.helpful for hopeless thank you
Bahut bhala bhai ,mun apanankara pratiti video dekhe ,jane subsciber madhya,swalpa mulyara video banauthibaru dekhiki bahut khusi laguchhi,bahut bahut dhanyabad jay jagannath👃👃👃👃👃👃👃👃...
Bhai bahuta khusi lagila apananka unboxing program kana satare bhai ate kama damre mobile deiparucha mote mili pariba
❤❤❤❤❤ MAA TARINI apana ku bhalare Rakhatu
Thank you bahi
Ata Kam rata ra dabaru❤
I like your activities. thank you bro
Bhai heuchonti goribo manonko debota Kohile bhul heboni karono jou moniso ro sokhayom nai bhai nko duaara smartphone dhari paruchia thank you bhai 😀 from dukura
Bhai satare bahut bhala kama karuchanti apan..... 👍👍👍
Bhai tumoro presenting pura most bahut sundar bujhoucho❤
ବହୁତ ସୁନ୍ଦର ପ୍ରୟାସ
ଭାଇ ଆପଣଙ୍କ ଭିଡ଼ିଓ କୁ ଦେକି ଭଲଲାଗିଲା ମତେ ଗୁଟିଏ ମୋବଇଲ ଦରକାର 1000ru1500 ହେଇଟିବା ଦରକାର ଜୟ ଶ୍ରୀ ରାମ 🚩🚩🚩
Bhai nko store ku sabu jantu bhai pura Balasore sabu dokan tharu bahut kam price ra phone dauchonty Thank you bhai 🙏🏻
Bhai bahut bhala lagila video dekhiki😊thakura apanaku bhala re rakhantu❤
Hi sir kamiti achnti ❤❤❤❤
Apanka sahita katha hei bahut volo lagila brother ❤
You doing great job.. keep do that..hats off to you
Very good 🎉❤❤❤❤❤❤❤❤bhaina I love I likeit
ବାରିପଦା ସହର 🎉🎉🎉🎉🎉🎉🎉🎉🎉❤ଆମକୁ ଗୋଟିଏ
ବହୁତ ଭଲ ଲାଗିଲା ଭାଇ ❤❤❤❤
ଭାଇ ଆପଣ ବହୁ ଭଲ ଆମ ଗରିବ ପିଲା ମାନଙ୍କୁ ମୋବାଇଲ ଯୋଗେଇ ଦେଉଛନ୍ତି ଆମ ମାନଙ୍କର ପାଠ ପଢିବାରେ ଅସୁବିଧା ହେଉଥିଲା ଧନ୍ୟବାଦ ଭାଇ
ଜୟ ଜଗନ୍ନାଥ ଭାଇ ଆମର ଘୋରିବ ଲକଙ୍କ ପାଇଁ ଭଲ କରିଛ i love you ❤❤❤
Bahuta bhala brother aama pai bahut bhala karuchannti Mora tamaku dhanya bhat brother
ଭାଇ ନମସ୍କାର ଭଲ କାମ କରୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍
ବହୁତ ଭଲ ଲାଗୁଛି ତେବେ କୋଉଠି ମିଳିବାର ଅଛି
ଗେରେଣ୍ଟି କେତେ ଦିନର
Bhai aapan ta gote bhagaban valiaa tame ❤❤❤❤❤
New skim korithibaru bahut bahut thanks bro🎉❤
God bless you bro mummy papa ko mere tarpaesh pranam ❤❤❤❤❤❤
Brother very nice,I impressed your surprise.
Bhai satare jadi apana free gift dainty garibanku bahut sahajya miliba Thank you bhai
ବହୁତ ବଢିଆ ଭାଇ
🙏Nice to meet you video 👍
very nice donate for the poor❤