ଯାଜପୁରର ସମ୍ମାନ ନା ଲୁଟେରାଙ୍କ ପାଇଁ ବିକ୍ଷୋଭ ? || KusumaCottage

แชร์
ฝัง
  • เผยแพร่เมื่อ 10 ก.ค. 2024
  • ଯାଜପୁରର ସମ୍ମାନ ନା ଲୁଟେରାଙ୍କ ପାଇଁ ବିକ୍ଷୋଭ ?
    #ArgusNews #jajpur #BobbyDas #controversy #KusumaCottage #complaint #protest #kusuma #odisha #odishanews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    ଯାଜପୁରର ସମ୍ମାନ ନା ଲୁଟେରାଙ୍କ ପାଇଁ ବିକ୍ଷୋଭ ? || KusumaCottage
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    TH-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

ความคิดเห็น • 235

  • @abanipradhan
    @abanipradhan 23 วันที่ผ่านมา +62

    ଅର୍ଗସ news କୁ ଅଶେଷ ଅଶେଷ ଧନ୍ୟବାଦ୍ ❤❤

  • @santoshsenapati2884
    @santoshsenapati2884 23 วันที่ผ่านมา +36

    ସମ୍ବଲପୁର ରେ ହେଲେ ଏମିତି ପ୍ରଚାର କରିଥାନ୍ତ ।ଅଲାଜୁକ ବେହିଆ, ଚୋର, ଟାଉଟର, ଲୁଟେରା ତୁମ ମୁହଁକୁ ଲାଜ ନାହିଁ ।ପ୍ରତିବାଦ କରିବାକୁ ବାହାରି ଆସିଲେ ।

  • @skmstorywriter6400
    @skmstorywriter6400 23 วันที่ผ่านมา +28

    ଯାଜପୁରିଆ ଲୁଟେରା ସବୁ ବିଜେଡିର

  • @umeshrout3599
    @umeshrout3599 23 วันที่ผ่านมา +39

    ଏଥିରୁ ଜଣାପଡିଲା ବଲେବଲେ ଓ କୁସୁମା ରେ ଯାହା ଚାଲୁଥିଲା ତାହା ସତ

  • @user-qz6es3wf7m
    @user-qz6es3wf7m 23 วันที่ผ่านมา +25

    Argus news ଜିନ୍ଦାବାଦ ♥️♥️♥️

  • @NarayanNayak-wf8cg
    @NarayanNayak-wf8cg 23 วันที่ผ่านมา +19

    କେତେ ଟଙ୍କା ନେଇ ଏମାନେ ଆସିଛନ୍ତି, ଟିକେ ବି ଲାଜ ନାହିଁ ଲୋକ ଗୁଡା ଙ୍କୁ

  • @BikashSamal-uz7wj
    @BikashSamal-uz7wj 23 วันที่ผ่านมา +38

    ସବୁ ଚାନେଲ ସାମ୍ବାଦିକ ମାନେ ଚୁଡ଼ି ପିନ୍ଧି ଘରେ ବସ, କାରଣ ଗୋଟିଏ ଚାନେଲ ସାମ୍ବାଦିକ ଭାଇ ଲଢେଇ କରୁଛି. ତମେମାନେ ତାଙ୍କୁ ସାହାଜିୟ ନ କରି ଦେଖୁଛ,

    • @sayedsuraj6337
      @sayedsuraj6337 23 วันที่ผ่านมา

      A sambadik nuhe a dalal Argus hela dalal

    • @sujitbhutia1758
      @sujitbhutia1758 23 วันที่ผ่านมา +3

      Argus Chanel Ku ban Kara jau

    • @jaybharat7162
      @jaybharat7162 23 วันที่ผ่านมา +1

      O no😅😅😅😅

    • @user-de4yi9vf2d
      @user-de4yi9vf2d 23 วันที่ผ่านมา

      କଣ ପାଇଁ ବ୍ୟାନ୍ କରାଯିବ ତମ କଳା କାରନାମା ସବୁ ଜଣାପଡ଼ିଲା ବୋଲି ତମ ମୁହଁକୁ ଟିକେ ବି ଲାଜ ନାହିଁ ଆନ୍ଦୋଳନ କାରି ମାନେ​@@sujitbhutia1758

    • @biswalsomya1063
      @biswalsomya1063 23 วันที่ผ่านมา +3

      Magia ଚ୍ୟାନେଲ କୁ ban karajau

  • @biswajitsethi7008
    @biswajitsethi7008 23 วันที่ผ่านมา +14

    ଗୋଟି ଗୋଟି କରି ସବୁ ଚୋର ଏବେ ଗାତରୁ ବାହାରିବେ

  • @prasantapanda1703
    @prasantapanda1703 23 วันที่ผ่านมา +25

    ଏଇ ବେଧ ଛୁଆ ଗୁଡାକ ପ୍ରତିବାଦ କରୁଛନ୍ତି, ଚୋର ବବି ଦାସ ସପକ୍ଷରେ ବାହାରିଛନ୍ତି ସେଗୁଡା ବବି ଦାସର ପୋଷା କୁକୁର, ତାଙ୍କର ଔକାତ ଖାଲି ମଦ ବୋତଲ ଗୋଟେ ଓ ମାଂସ ଗୋଟେ ପ୍ଲେଟ, ବବି ଦାସ ଯେମିତି ନବୀନ ପାଖରେ ପାଣ୍ଡିଆନ ପାଖରେ କ୍ରୀତଦାସ ଥିଲା, ଟ୍ରାଫିକ ପୋଲିସ କାମ କରୁଥିଲା ସେମିତି ଏ ପ୍ରତିବାଦ କରୁଥିବା ଲୋକ ଗୁଡାକ ବବି ଦାସ ପାଖରେ କ୍ରୀତଦାସ ଓ ପୋଷା କୁକୁର ଥିଲେ ଓ ଅଛନ୍ତି

    • @sayedsuraj6337
      @sayedsuraj6337 23 วันที่ผ่านมา +1

      To ghare Jai ki dei koasi thile tu pai ni ki

    • @prasantapanda1703
      @prasantapanda1703 23 วันที่ผ่านมา +2

      @@sayedsuraj6337 ତୋ ଘରେ ମୁଁ ତୋ ଭଉଣୀ ମାଆ ସ୍ତ୍ରୀ ଝିଅ ବିଆରେ ଗାଣ୍ଡିରେ ଗେହୁଥିଲି ଗେହୁଁଚି

    • @sayedsuraj6337
      @sayedsuraj6337 23 วันที่ผ่านมา +1

      @@prasantapanda1703 to ghare pa bjp loka geu chantqi

    • @santanukumarprusty6294
      @santanukumarprusty6294 21 วันที่ผ่านมา

      Muha kholuni kn pai Babi das

    • @prasantapanda1703
      @prasantapanda1703 21 วันที่ผ่านมา

      ​@@sayedsuraj6337ତୋ ଘରେ ତୋ ମାଆ ଭଉଣୀ ଝିଅ ସ୍ତ୍ରୀ ବିଆରେ ଓ ଗାଣ୍ଡିରେ ମୁଁ ଗେହୁଁଚି

  • @dillipkumarkumar1959
    @dillipkumarkumar1959 24 วันที่ผ่านมา +25

    Thank you argus news

  • @geetaranisamal6638
    @geetaranisamal6638 24 วันที่ผ่านมา +31

    କୁସୁମା ରେ କଣ ହେଉଥିଲା ତାହେଲେ??

  • @CHHABIPRADHAN-cf8ce
    @CHHABIPRADHAN-cf8ce 23 วันที่ผ่านมา +6

    ମାଗିହା ଅଲାଯୁକ ଯାଜପୁର ର ବଡ଼ ଚୋର ମାନଙ୍କ ମେଳି

  • @user-du3xv1kl9s
    @user-du3xv1kl9s 23 วันที่ผ่านมา +6

    ଚୋର କୁ ବଞ୍ଚେଇବା ପାଈଁ କିଛି ଦୁଇଟଙ୍କିଆ ଚୋର ବାହାରିଛନ୍ତି

  • @avinabihari338
    @avinabihari338 23 วันที่ผ่านมา +15

    ଏମାନେ ଏତେ ରାତିରେ କଣକରୁଥୀଲେ ଏମାନେ

  • @dhirendrakumarnayak2118
    @dhirendrakumarnayak2118 23 วันที่ผ่านมา +9

    Argus news ku bhout bohut dhanyawad

  • @sushamadash8383
    @sushamadash8383 23 วันที่ผ่านมา +16

    Money power of Babi das 😂😂😂😂

  • @SanjulataRout-ll2rp
    @SanjulataRout-ll2rp 23 วันที่ผ่านมา +8

    Support Argus

  • @user-nf1xh7vm8p
    @user-nf1xh7vm8p 24 วันที่ผ่านมา +18

    Jajpur ku badanam karichhi BABI DAS

  • @budhadebpatra8879
    @budhadebpatra8879 23 วันที่ผ่านมา +3

    ଏଥିରୁ ଜଣାପଡୁଛି ଏଇ ମାନେ ବି ସେଥିରେ ଭାଗିଦାରୀ ଅଛନ୍ତି, ଯଦି ସମ୍ମାନ ର କଥା ଉଠଉ ଛନ୍ତି ତେବେ ସେଟା କଣ ଉଦ୍ୟେଶରେ ତିଆରି ହେଇଥିଲା, ସେଠି କଣ ହଉ ଥିଲା, ସେଠିକୁ କୋଉମାନେ କାହିଁକି ଆସୁଥିଲେ, ତାର ଜବାବ ସେଇ ମାନେହିଁ ଦିଅନ୍ତୁ, ତଦନ୍ତ ହଉ

  • @RajeevkumarNayak-br2fm
    @RajeevkumarNayak-br2fm 23 วันที่ผ่านมา +14

    Argus always the best 👌

  • @sureshchandramallick3216
    @sureshchandramallick3216 23 วันที่ผ่านมา +4

    ଲୁଟେରା ଗ୍ୟାଙ୍ଗ ସର୍ଦ୍ଦାରଙ୍କ ଦ୍ବାରା ଆୟୋଜିତ ଏଵଂ ପ୍ରାୟୋଜିତ ଯେଉଁ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି, ତାହା ଓଡ଼ିଶାବାସୀ ଭଲଭାବେ ଜାଣିପାରିଛନ୍ତି । ଓଡ଼ିଶା ବାସୀ ବୋକା ନୁହନ୍ତି,ତାହା ଗତ ନିର୍ବାଚନ ଫଳାଫଳରୁ ଅତ୍ୟନ୍ତ ପକ୍ଷେ କିଛିଟା ଶିକ୍ଷା କରିବାର ଅଛି ବାବୁମାନେ! ଏତେ ନାଟବାଜି କଣ ଦରକାର ।

  • @prakashkumarjena.babusan.n3760
    @prakashkumarjena.babusan.n3760 23 วันที่ผ่านมา +3

    ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର

  • @ashokdash1599
    @ashokdash1599 23 วันที่ผ่านมา +7

    ଶଳା ବିଜେଡି ଦଳ

  • @soubhagyasahoo9255
    @soubhagyasahoo9255 23 วันที่ผ่านมา +3

    Thank you argus

  • @CHHABIPRADHAN-cf8ce
    @CHHABIPRADHAN-cf8ce 23 วันที่ผ่านมา +4

    ଜଣେ ବଡ ଚୋର କୁ ବଞ୍ଚାଇବାକୁ ଭଡାଟିଆ ଚୋର ଙ୍କ ବିକ୍ଷୋଭ

  • @pravatray966
    @pravatray966 23 วันที่ผ่านมา +4

    ପ୍ରମାଣ ଦିଅ ଓଡ଼ିଶା ବାସିଙ୍କୁ

  • @tigarjindahai...1119
    @tigarjindahai...1119 23 วันที่ผ่านมา +4

    ଏ ମାଗିଆ କୁ ଜେଲ୍
    ହେବା ଦରକାର

  • @amitnayak6018
    @amitnayak6018 23 วันที่ผ่านมา +3

    All the argus news 👍👍👍. Continue this process.

  • @user-xw7sp5io3o
    @user-xw7sp5io3o 23 วันที่ผ่านมา +3

    Arus news jindabad

  • @satyabehera9431
    @satyabehera9431 23 วันที่ผ่านมา +2

    ଆଉ 5 ବଷ ଵିଜେଡ଼ ଶାସନ କରିଥିଲେ ଓଡିଶା ପୁରା ଖୋଳ ।

  • @user-ht7rb9ec6i
    @user-ht7rb9ec6i 23 วันที่ผ่านมา +2

    Thanks argus TV.

  • @satyanayak5795
    @satyanayak5795 23 วันที่ผ่านมา +2

    Ea rally sabu sei 500 tanka pain..... thanks argus❤

  • @user-fr3we2pg3o
    @user-fr3we2pg3o 23 วันที่ผ่านมา +3

    ସେ ଶଳାକୁ ଛାଡନା

  • @santoshswain3113
    @santoshswain3113 23 วันที่ผ่านมา +3

    Bobby ku arrest karantu Bastad
    Chora beimani..
    Argus ku many many thanks.

  • @hariharasahoo428
    @hariharasahoo428 23 วันที่ผ่านมา +3

    ଆରେ ମୁଣ୍ଡ ପିଛା କେତେ 🤣🤣🤣... ଶଳା ଚୋର

  • @dibyajyotiray4263
    @dibyajyotiray4263 23 วันที่ผ่านมา +3

    Right

  • @akhyabehera1622
    @akhyabehera1622 23 วันที่ผ่านมา +2

    Support Argus news

  • @srikant429
    @srikant429 23 วันที่ผ่านมา +1

    ଏ ସବୁ ପଇସା ଖାଇଛନ୍ତି

  • @jagannathamahapatra9513
    @jagannathamahapatra9513 24 วันที่ผ่านมา +5

    Jajapur kahara paitruk sampati nuhe , manaecha upabhoga kari ba

  • @maheswarswain1429
    @maheswarswain1429 23 วันที่ผ่านมา +2

    ତମ ମାନଙ୍କୁ ମାଡ଼ ଦରକାର

  • @YashrajLive
    @YashrajLive 23 วันที่ผ่านมา +9

    କୁକୁର କୁ ବବି କିଛି କଣ୍ଟା ଦେଳେ ଚୁପ ହବ।।। BBSR ରୁ କିଛି ପାଇକି ଚୁପ ହେଲା ତାପରେ ଯାଜପୁର ରୁ କିଛି କିଛି କଣ୍ଟା ଦରକାର

  • @user-kl9vp2gy4w
    @user-kl9vp2gy4w 23 วันที่ผ่านมา +3

    Bjd ଚୁର ଓଡ଼ିଶା ବାସୀ ଚିହ୍ନ ଚିହ୍ନ

  • @duryodhanmahanta7766
    @duryodhanmahanta7766 23 วันที่ผ่านมา

    Thank you urgus news channel.

  • @user-vm4jx5th8u
    @user-vm4jx5th8u 23 วันที่ผ่านมา +9

    ବିଖ୍ଯୋବ କାରିକୂ ଗୁଳିକରା ଯାଉ

    • @manasmurmu7372
      @manasmurmu7372 23 วันที่ผ่านมา +4

      A sola manononku guli Mari deba volo,bobi das emanonku voda re anichi.

    • @sayedsuraj6337
      @sayedsuraj6337 23 วันที่ผ่านมา

      Tu sada andbhato ku agare thiya Kari ki gudi mariba darkar​@@manasmurmu7372

  • @jitendrakumarnayak4929
    @jitendrakumarnayak4929 23 วันที่ผ่านมา

    ଯଦି ସଚ୍ଚୋଟ ସାମ୍ୱାଦିକ ତେବେ ଧର୍ମେନ୍ଦ୍ର ପ୍ରଧାନ ବିଷୟରେ କାହିଁକି ଦେଖାଉ ନାହାନ୍ତି

  • @radheradhe515
    @radheradhe515 23 วันที่ผ่านมา +1

    Argus best channel yes

  • @gobindachandraswain3060
    @gobindachandraswain3060 23 วันที่ผ่านมา +1

    କ୍ରୀତଦାସ ଙ୍କ ପାଇଁ ସମ୍ମାନ। ତଥାପି ଅଛନ୍ତି କୁଜି ଗେଣ୍ଡା ବହଳିଆ ମୁହାଁ।

  • @KunusahooKunu-ex3up
    @KunusahooKunu-ex3up 23 วันที่ผ่านมา

    Thanks Argus news

  • @maheshpadhan4462
    @maheshpadhan4462 23 วันที่ผ่านมา +1

    ବବି ଦାସ କୁକୂର ଛାଡିଦେଲାଖାଳି ଭୁକିବେ

  • @BDB130
    @BDB130 23 วันที่ผ่านมา

    ସୁ ଚୀନ୍ତନିୟ ସାମ୍ବାଦିକତା ଅର୍ଗଷ

  • @tuku106
    @tuku106 23 วันที่ผ่านมา

    I support Argus news

  • @durgacharanpradhan5309
    @durgacharanpradhan5309 23 วันที่ผ่านมา

    Argus TV is unvailing truth . So Argus TV Jindabad.

  • @amulyapradhan3476
    @amulyapradhan3476 23 วันที่ผ่านมา +2

    Cbi hatare dia jau

  • @artatranatripathy7618
    @artatranatripathy7618 23 วันที่ผ่านมา +1

    This type of protest was required at the time of Sambalpur mp ticket

  • @ManjariManjari-p6f
    @ManjariManjari-p6f 23 วันที่ผ่านมา +1

    Durgasish babu is a best & Dedicated journalist of odisha.jajpur lootera mane bikhyob karuchanti.Babi tharu paisa nei.prayojit karjyakrama.

  • @jitendrapatra5831
    @jitendrapatra5831 23 วันที่ผ่านมา

    Argus news jindabad

  • @sipujena7056
    @sipujena7056 23 วันที่ผ่านมา +1

    CBI darkar

  • @rashmirekharout762
    @rashmirekharout762 23 วันที่ผ่านมา +1

    Govrnt should b take action ....this type of leader...lutuchanti

  • @jitendrakumarnayak4929
    @jitendrakumarnayak4929 23 วันที่ผ่านมา

    ଅର୍ଗସ୍ news channel ସତ୍ ସାହସ ଅଛି ଯଦି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ଥାଇ ପ୍ରଶ୍ନ ପତ୍ର ଲିକ୍ ହେଲା। ପେଟ୍ରୋଲିୟମ ଗ୍ୟାସ ଷ୍ଟିଲ ଆଣ୍ଡ ମାଇନ୍ସ ମନ୍ତ୍ରୀ ଥାଇ ହଜାର ହଜାର କୋଟି ଟଙ୍କା ଲୁଟ୍ କଲା ସେଇଟା ଟିକେ ଲୋକଙ୍କୁ ଭକୁଆ ନ କରି ଦେଖାଅ

  • @jayantedit1905
    @jayantedit1905 23 วันที่ผ่านมา

    ଏମାନେ ନିହାତି ଜଣେ ଜଣେ ଭଦ୍ର ବ୍ୟକ୍ତି

  • @jubedalabehera.
    @jubedalabehera. 23 วันที่ผ่านมา

    ସାମ୍ବାଦିକମାନେ ନିରପେକ୍ଷ ଖବର ପ୍ରସାରଣ କର 😢😮😮😅

  • @sanjusk1360
    @sanjusk1360 23 วันที่ผ่านมา +1

    Sadharana loko pai NO ENTRY lekhidei
    Kusuma re rati 8 pore kn sankirtan karuthila boby das

  • @sudarsan4393
    @sudarsan4393 23 วันที่ผ่านมา

    ମିଛୁଆ argus

  • @abhirambiswal4538
    @abhirambiswal4538 23 วันที่ผ่านมา

    ଲୁଟେରା ଙ୍କ ବିକ୍ଷୋଭ

  • @user-ku8ud9jd1v
    @user-ku8ud9jd1v 23 วันที่ผ่านมา

    ହାରିଗଲା ପରେ ବେହିଆଂକୁ ଲାଜ ଲାଗୁନି ରାଲି କରୁଛ। ଯେତକ ରାଲି କରୁଛ ସବୁଗୁଡା ରଂଗ ଶାଳା attend କରିଛ। ରଂଗ ଶାଳା ତିଆରି କରି ଏତେ ଟଙ୍କା ରାଜକୋଷରୁ ସାରିବାର କ'ଣ ଥିଲା? ସବୁ ଜିଲ୍ଲା ପାଇଁ ଏତିକି ଟଙ୍କାରେ କୁସୁମା ଭଳି ମଜଲିସ୍ ଘର କରିଛି କି ବିଜେଡି ସରକାର? ବବି ତା ବୋପା ଧନରେ କରିଛି। ସଳା ରାଣ୍ଡୁଆ।

  • @pareshanu1694
    @pareshanu1694 23 วันที่ผ่านมา

    ଏଇ Argus news ମାଲିକ ମା ବିଆ ପାଇଁ.. ସଂଘର୍ଷ... କିଏ କରି ତା ମା ବିଆ... ରେ ଆଗେ... ହଁ ସେ ଆଗେ ବିଜେପି କି ଦବ ଆଉ 😁😁

  • @saratmishra7100
    @saratmishra7100 23 วันที่ผ่านมา

    Action needed immediately

  • @SikhaSethi
    @SikhaSethi 23 วันที่ผ่านมา

    Harvester music more Dhanyavad Jay Ho Jajpur Apache showroom❤❤❤❤❤❤❤❤❤❤❤❤

  • @pravashmallick9561
    @pravashmallick9561 23 วันที่ผ่านมา +1

    ବବି ଲୁଟେରା 😂😂

  • @jyotshnamayeenayak4653
    @jyotshnamayeenayak4653 24 วันที่ผ่านมา +2

    Babi nka paaee kehi bahari nathile tanka mana dukha hee thanta.hau baby ebe khushi kharare na buliki gharaku pala.

  • @ganeshdhal135
    @ganeshdhal135 23 วันที่ผ่านมา +4

    ବବି ଦାସ Argus ____ ଫଟେଇବ ଆଗକୁ ଦେଖ

  • @user-tx1xz7kr5j
    @user-tx1xz7kr5j 23 วันที่ผ่านมา

    କି ବାଳ ନିଉଜ ଚେନେଲ ତୁମର ଅଲଗା କିଛି ଦିଶୁନି କି
    😂😂😂

  • @akshaykumarbehera1964
    @akshaykumarbehera1964 24 วันที่ผ่านมา +4

    Mada tamaku darakar

  • @rajurana6490
    @rajurana6490 23 วันที่ผ่านมา +2

    Cbi tadanta karajau

  • @prashantpatra9883
    @prashantpatra9883 23 วันที่ผ่านมา

    ଏ ମା ନେ ସବୁ ରଙ୍ଗ ସାଲା ର ଗ ରାକ୍

  • @Goutam306
    @Goutam306 23 วันที่ผ่านมา

    ଏଗୁଡ଼ା କୁ arrest କର ତା ସହିତ ବବି ଦାସ କୁ

  • @charanparida8612
    @charanparida8612 23 วันที่ผ่านมา

  • @ourcookinglife7845
    @ourcookinglife7845 23 วันที่ผ่านมา +2

    Khali tare badei haucha

  • @subhasmitasingh8434
    @subhasmitasingh8434 23 วันที่ผ่านมา +1

    Kusuma ku kea badnam kala
    Question heuchi se building sabu kan pai heichi

  • @samajmusicofficial2458
    @samajmusicofficial2458 23 วันที่ผ่านมา +1

    Kusuma rangasala

  • @user-rv5io9hd4t
    @user-rv5io9hd4t 23 วันที่ผ่านมา

    ଅର୍ଗୋସ୍ ନିଉଜ୍ ନିଜୋ ଅଖାତ୍ ରେ ରୋହୀ ନିଉଜ୍ କର। bjd ଗାଣ୍ଡୀ ରେ କୋଣ ପାଇଁ ପଡିଛ। ନୁଆ ସରକାର ଙ୍କ ଯଜନା ଲୋକ ମାନଙ୍କ ପାକକୁ ଫଞ୍ଚିଲା କି ନାହିଁ ସେ କଥା ବୁଜୁ ନ। ସେଟା ରେ କେତେ ଟଙ୍କା କର୍ଚ ହେଇଛି ସେଇଟା କଣ ଆଣିବ କି। ବଡ଼ ଠାକୁର କେମିତି ପଡିଗୋଲେ ନୁଆ ସରକାର ସମୟ ରେ। ସେ କଥା ବୁଜୁନ।bjd ପଛରେ ସମୟ ନଷ୍ଟ କର ନାହି। ତୁମକୁ କୋଣ ମିଳିବ କି? ନା ଓଡ଼ିଶା ବାସୀ ଜାଣିଲେ କୋଣ କରିବେ। କିଛି କରି ପାରିବେନାହିଁ। ଏସବୁ ପ୍ରହସନ ବନ୍ଦ କର। ଧନ୍ୟବାଦ୍।

  • @AlekhaPatra-ss7pk
    @AlekhaPatra-ss7pk 23 วันที่ผ่านมา +1

    Dakayat meli

  • @amulyapradhan3476
    @amulyapradhan3476 23 วันที่ผ่านมา +1

    Loka janiba katha lokanka paisa re heichi

  • @babyvlogs4128
    @babyvlogs4128 23 วันที่ผ่านมา +1

    Prasan patsani jauthile surjya patra emane jauthile

  • @user-jv4kw8sz5j
    @user-jv4kw8sz5j 23 วันที่ผ่านมา +1

    Pura corrupted

  • @user-ht7rb9ec6i
    @user-ht7rb9ec6i 23 วันที่ผ่านมา +1

    Lutera pain bikhyov

  • @dibyajyotiray4263
    @dibyajyotiray4263 23 วันที่ผ่านมา +1

    Boby Das kaba Vitara ku Giba.

  • @Mishkasgarden
    @Mishkasgarden 23 วันที่ผ่านมา +1

    Boby ku fasi debare kana pain deri?

  • @dibyajyotiray4263
    @dibyajyotiray4263 23 วันที่ผ่านมา

    100℅

  • @KunaNayak-yj4tl
    @KunaNayak-yj4tl 23 วันที่ผ่านมา

    CBI charge kara jao

  • @bipinbiharinath4061
    @bipinbiharinath4061 23 วันที่ผ่านมา +1

    Ameta kritadas amara sanman keunthi achhi .

  • @ramachandrachoudhury2586
    @ramachandrachoudhury2586 23 วันที่ผ่านมา

    Odessa rano 1 Chanel argus

  • @iswareenayak1167
    @iswareenayak1167 23 วันที่ผ่านมา +2

    Vala heichi bahut agaru habar thila nahele e mane bina proof re kahaku bi dosi karidebe khali ghara dekhei

  • @TruptiBarik-oj5vm
    @TruptiBarik-oj5vm 23 วันที่ผ่านมา +2

    Very good 👍 Babi 😂😂😂

  • @santoshnanda8793
    @santoshnanda8793 23 วันที่ผ่านมา

    Paisa khai Kari Eai mane Sabu asichanti , Baby ku jaldi arrest kara jau

  • @rameshsahoo6442
    @rameshsahoo6442 23 วันที่ผ่านมา

    Jaj pur hauchi gote kathare achi jajpur hauchi sarbasadharan

  • @sujitbal6755
    @sujitbal6755 23 วันที่ผ่านมา

    Chora ku support re Jaipur shame shame

  • @NIHARFINANCIALbusinessservices
    @NIHARFINANCIALbusinessservices 23 วันที่ผ่านมา

    Eathiru Jan paduchi jah drugssisi bhai jaha kahichanti right 👍

  • @hometventertain
    @hometventertain 23 วันที่ผ่านมา

    Jie nijaku kritadas boli kahithila sethire Jajpur ra apaman heinathila khali kobi das against re news dekheile jajpur apaman heigala😂😂😂😂

  • @ranajitjena4668
    @ranajitjena4668 23 วันที่ผ่านมา +2

    କୌଣସି ପ୍ରମାଣ ନଥିବା ମିଛ ଗୁଜବ ଖବର କୁ ଅତି ସୁନ୍ଦର ଭାବରେ ନିଜ ଗଣମାଧ୍ୟମ ସଂସ୍ଥା ମାଧ୍ୟମରେ ପ୍ରସାରଣ କରିବାରେ ARGUS ଗୋଟେ ଟାଉଟର ସଂସ୍ଥା. ଆଜିକି ମାସେ ହେଲାଣି ଏହି ଗଣମାଧ୍ୟମ ସଂସ୍ଥା ଦ୍ୱାରା ପ୍ରସାରିତ କୌଣସି ଖବର ପ୍ରମାଣିତ ହୋଇପାରିନି

    • @skmstorywriter6400
      @skmstorywriter6400 23 วันที่ผ่านมา

      ପାଣ୍ଡୁ ପୁଅ କି 😂😂ଜାଣି ହେଉଛି

    • @soulkiller9197
      @soulkiller9197 23 วันที่ผ่านมา

      Tume pa kahuthila krida bibhag ku handover dia jaichi,puni krida bibhag mana karidela...ebe kn kohucha se cottage gura kahara