First 10000 Now 6000 not 4000 And pm kishan 6000 will provide by central govt but it's ratio between center and state means centre 3600 and state 2400 ....but it totally credit goes to modi govt....all state 60:40 and north east 75:25 ration provided...ok...so don't spread fake news...
ନବୀନ ବାବୁ ଆମ ଜୀବନ ଥିଲେ❤ |ଆମ ଦୁଃଖ ସୁଖ ରେ ସାହା ହେଇଥିଲେ |
Nabin Pattnayak sathire tame odia re na english re katha hoicha 😀😀😀
@@titupanigrahy4846 odia and english all
ଆରେ ନବୀନା English ଵାଲା ତୋର କେମିତି ସାହା ହେଲା ସେ ଓଡ଼ିଆ କୁ ଘୃଣା କରେ
Sala 22 barsa re alu chasa kariparila nahi😂😂😂
2014 ରୁ ମୁଁ BJP କୁ vote ଦେଉଥିଲି କେବଳ modi ପାଇଁ ।ଯେମିତି କହିଥିଲ ସେମିତି ହେଉନାହିଁ । ସବୁ ଭୁଆ ବୋଲାଉଛ। ମୋର next vote Congress କୁ ।
Tama bhalia murkha paen ethara bjp jitila...... Eve aakhi khulila ki?? 😂😂😂
Tame bhai apply karibani ok Tamar Paisa neba darkar nahi ok 👍🏻
Mo vote bi congress ku
Congress asile ethi Bangladeshi au Rohingya aniba...
@@tarakantasahoo3482❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤aa❤❤❤❤❤aa❤❤a❤a❤❤❤❤❤❤❤❤❤❤❤❤❤❤aaaaa❤aa❤aa❤aaa❤❤❤aa❤a❤❤❤❤❤❤❤❤❤❤aaaa❤❤❤❤a❤❤❤a❤a❤a❤❤❤❤❤aa❤❤❤❤❤❤❤❤❤❤❤❤a❤❤❤❤❤❤❤a❤a❤aaaa❤❤aa❤❤a❤aaaaaa❤❤aaaaaaa❤❤❤❤❤❤❤❤❤❤❤❤aaaaa❤❤❤❤aaa❤❤❤❤❤❤❤❤❤❤❤a❤❤❤❤❤❤❤❤a❤❤❤❤❤❤❤aaa❤❤❤a❤❤a❤❤a❤aa❤aaaa❤❤❤a❤❤a❤❤❤❤❤❤❤❤❤❤❤❤❤❤❤❤❤❤aa❤❤❤❤❤❤❤❤❤❤❤a❤❤❤❤❤❤❤❤a❤❤❤❤❤❤❤❤a❤❤❤❤❤aa❤❤❤a❤❤aa❤aa❤❤a❤❤❤a❤❤❤❤aaa❤❤❤❤❤❤❤❤❤❤❤
ଠକି ଚାଲିଛି ବିଜେପି ସରକାର,,,
300 ୟୁନିଟ ବିଜୁଳି,
ଭତ୍ତା3500,
ଆଉ ସୁଭଦ୍ରା ,,,
ସବୁଥିରେ ନିୟମ ହେରଫେର କରି ଠକି ଦେଲେ ବିଜେପି ଵାଲା😂😅😅😅
ଅର୍ଥାତ ଯେଉଁ ମହିଳା ପାଚିକା କାର୍ଯ୍ୟ କରୁଛନ୍ତି ସେମାନେ ପାଇବେନି ସୁଭଦ୍ରା ଯୋଜନା ର ଲାଭ,,,, କିନ୍ତୁ ଏହା କୁ ଇଲେକ୍ସନ ଆଗରୁ କୁହାଗଲାନି,,, ଭୋଟ ନେଲା ପରେ ଅଲଗା କଥା,,,,,
BJP ସରକାର ତାର ଅସଲି ଆଉକାତ୍ ଦେଖାଉଚେ। ଠିକ୍ ହେଇଛେ ଓଡ଼ିଶା ଵାଲେ କେ , ଇଟା ତ ଟ୍ରେଲର ଆଏ ଆଗକେ ଆଉ ବହୁତ୍ ଦେଖିବ। ପୁରା ଲୋକ କୁ ବେଡ଼ା, ଭକୁଆ, ବନେଇ ଦେବା ଆଉ ତମେ ଅନ୍ଧ ଭକ୍ତ ମାନେ ତାଙ୍କର ପାଢ଼ କେ ଗଠେଇ ଥ ନ 😅😅😅
Besi Lobha Ru Mrutu...Bhala Haichi...
@@gupteswarsahoo9672 ଦାଦା ଫେର ସେ ମୃତ୍ୟୁ ସହଜରେ ନି ମିଳେ କନ୍ଦେଇ କନ୍ଦେଇ ମାରିବା ଦେଖିବ।,🙏🙏mg ସରକାର
Chhattisgarh re bjp sarkar sabu mahila ku masaku rs.1000 tanka dauchhi.aau odisha re bjp sarkar thaki chalichhi.
Magana khaiba abhyas chadunahin loke
ପ୍ରମିଳା ଅପା ଠିକ୍ କହିଛନ୍ତି 🎉🎉🙏
Sia ta Dali khi Daihanti
@@KunaPatnaik-c8z pm care fund choro dharmendra pradhan bisaya re kuha
@@KunaPatnaik-c8z Auuu tame taaaa sabu khai douchaa
Dali choro
@@gyanapriyasarangi7860 aau neet o upsc choro dharmendra pradhan bisaya re kuha bhakt mahasaya
300ୟୁନିଟ ବିଜୁଳି ❌.⭕
ଭତ୍ତା ସମସ୍ତ ଙ୍କୁ 3500❌1000✔️⭕
ସୁଭଦ୍ରା ଯୋଜନା ବର୍ଷ କୁ 50000❌5000✔️⭕
ଧାନ କୁଇଣ୍ଟାଲ 3100❌ ଖାଲି ସାତ କୁଇଣ୍ଟାଲ କୁ 3100.⭕
😂😂😂ସମସ୍ତଙ୍କୁ ବୋକା ବନାଉଛି
Its called Business 😂
Pradhanmantri abhasa jayana500000❌180000✅
ସାଧାରଣ ଲୋକଙ୍କୁ ଭକୁଆ ବନେଇ ଦେଲେ bjp
@@କଳ୍କୀ Tu Bhai apply karibuni ok
Right
ମୋହନା ସରକାର ବର୍ଷକୁ ସୁଭଦ୍ରା ଯୋଜନାରେ ଦେବ 10,000 ଟଙ୍କା
ଆଳୁ kg 40 ଟଙ୍କା × 365 ଦିନ = ବାର୍ଷିକ ଆଳୁ କିଣାରେ ଯିବ ₹14,600 ଟଙ୍କା ପୁଣି ଅନ୍ୟାନ୍ୟ ଖର୍ଚ୍ଚ 😢
ଘରେ ଘରେ କୁଟୀର ଶିଳ୍ପ ର ବିକାଶ କରନ୍ତୁ ରାଜ୍ୟ ଓ ଦେଶ ର ବିକାଶ ହେବ 😢
ଆଗାମୀ ନିର୍ବାଚନରେ ଆଉ ବିଜେପି ଆସିବ ନାହିଁ
Navin patnayak jindabad
ଗରିବ ଭୂମିହୀନ ପରିବାର ର ସବୁ ମହିଳାଙ୍କୁ ଦିଅ ସେମାନଙ୍କ ପାଖରେ ରାସନ କାର୍ଡ ନାହିଁ ଆଧାର କାର୍ଡ ରେ ଦିଅ
Aage debe tamuku besta huani
Gareeb hei ki rashan card nena interesting
Right
Seimananku hi miliba.
😢Mora ration card nahi kintu mu bhumihina
Bjp bjp ହଉଛ ତମକୁ ସବୁ ଦେଇଛି କଣ
ଆଗକୁ କଣ ଦଉଚି ଦେଖ ମିଛ ସରକାର
Good
Odissa basinka Munda ku mada hei thila ebe parinam 5 barsa bhoga
Barsa ku 10000*5yr =50000 bjp kahithila ta 50000 daba au thakila kauthe
ସିଧା କଥା ହେଲା କାହାକୁ ମିଳିବ ନାହିଁ
ର୍ରେସନ କାର୍ଡ ଅଧିକ ରୁ ଅଧିକ ମହିଳା ମାନଙ୍କର ନାହିଁ ଇନକମ ଷାଠିପିକେଟ ବି ପ୍ରୟେ ମହିଳା ମାନଙ୍କର ନାହିଁ ତେଣୁ କରି ଆଧାର କାର୍ଡ ରେ all ମହିଳା ମାନଙ୍କୁ ଦିଆଯାଉ ନାଇଁ ତ ଏ ବେକାର ଆଲୋଚନା ବନ୍ଦ କରାଯାଉ 🙏
Pramila Aaaa right💯
Super michhua news kanak news jaha Jana padila 2029 re odisha re mukhyamantri hab Kanak news
ମୋହନ ହଟାଅ ଓଡ଼ିଆ ବଞ୍ଚାଅ
Tu param chamcha magia te
Mohana sir kana kari paribe tanku ja order ashuchi sa karibaku badhaya
@@Cricket-19-16mtuuu magiaa taaa andhabhakt nkara bapa be 😂😂😂
@@timepassnews5471tanku kie order douchi tuuu 😂😂😂😂
MG BJD
Bjp ସରକାର ଦେଇ ପାରିବ ନାହିଁ ଖାଳି ଭାଷଣ
ବିଜେଡ଼ି 2029ଦବ
Oneitha pachile khaibu belo
Andha bhakta mane kuade gale
ଏ ମହିଳା ମାନଙ୍କୁ ପାନେ ଦରକାର ଠିକ ହେଇଚି ନାମ ନିଅ 😂
😂
😂😂😂
ଟଙ୍କା ମିଳିବ ହେଲେ ଲେଟ୍ ହବ ଆଉ କିଛି ଟଙ୍କା ସେ ଓଡ଼ିଶା ରୁ ପାଇଲେ ତ ଫୁଣି ଲୋକଙ୍କୁ ଦେବେ
ସୁଭଦ୍ରା ଟଙ୍କା ଦେବେ ବୋଲି ବା ଆଳୁ ରୁ ଟଙ୍କା ଆଦାୟ ହଉଛି 20 ଜାଗାରେ 50 ସେଥି ପାଇଁ ବେପାର ଚାଲିଛି ଅଳୁ ର ଦାମ୍ କମେଇ ପାରୁନାହାନ୍ତି
Right
Good Pramila Appa.
ବିଧାୟକା ଥିଲା ବେଳେ ଓଡ଼ିଶା କୁ ଲୁଣ୍ଠନ କରି ଥିଲ,
5000ହଜାର ନେଇକି ସବୁ ତାଡ଼ିପକେଇବେ ଠକି ଦେଲା ରେ ଏ ସରକାର
ସରକାରା ହଇ ମିଛ କଥା ଆମର ଓଡ଼ିଶା ଚଳିବନି ଭତ୍ତା ଟଙ୍କା 3000,,ଟଙ୍କା3500 ସୁଭଦ୍ରା ଟଙ୍କା ଦେଉଛି ଲାଜ
Tax payer money ku free re bantidiajauchhi, pls take initiative for generate employment not through free free
ସୁଭଦ୍ରା ଯୋଜନା ❌
ଚୂନ ମରା ଯୋଜନା ✅
ମିଛ କହୁଥିବା ଭାଜପା ଏଥର ମହିଳାମାନଙ୍କ ଠାରୁ ଝାଡୁ ପାହାର ଖାଇବେ,
Absolutely right
ଶଳା ବର୍ଷକୁ 5 ହଜାର ଟଙ୍କା ରେ ତ ଆମେ ତ ଗୁଟୁକା ଖାଇଦେଉଛୁ 😂
😂😂 mahila Mane kn gutukha khaibe
ତୁ ମା ଗିହା କୋଟିପତି ଟା......
😂😂😂
😂😂😂😂😂
@@Keepsmiling-b1c ମା ଗିହା ବଡ଼ କୋଟିପତି ଛୁଆ ଟା ତ.........
ଟାଉଟର ମାନକଂର ଟାଉଟର ଯୋଜନା
Right kahile madam
Right mem
ଜୟ ଜଗନ୍ନାଥ 🙏
ଏମିତି କରି ଲେ ଦେଶ ବାଂଲାଦେଶ ଭଳି ହେବା ସୁନିଶ୍ଚିତ..... ଘରେ ଘରେ କୁଟୀର ଶିଳ୍ପ କର... ଏକ୍ସପୋର୍ଟ / import କୁ ଧ୍ୟାନ ଦେଲେ ରାଜ୍ୟ ର ମୁଣ୍ଡ ପିଛା ଆୟ ହେବ.... ଏବଂ ଯୋଜନା ର କିଛି କାମ ନାହିଁ...😅😅
କିଛି ଭୋଟ ଆଳରେ କହିଥିଲେ.... ଏବଂ ଟଙ୍କା ଦେଲାପରେ ପୁଣି ସାଧାରଣ ଲୋକ ଆଳୁ, ଡାଲି, ତେଲ କିଣିବା କୁ ସକ୍ଷମ ହେବେତ????
You r right madam
Right
Congratulations
Documents kn darkar heba kuhantu
Excuse me , Can kinner tranagender eligible for Subhadra yojana??yes or no??let me know??
correct answer👌👌👌
Right 👍
BJP କୁ ଭୋଟ ଦେଇ ଭଲ କରିଚ ଭାଇ ବର୍ଷ କୁ 10 ହଜାର ଟଙ୍କା ଦେବା😂😂 50 ହଜାର ଟଙ୍କା ବର୍ଷ ଦେବା କୁ କହି ଥିଲେ ଏବେ 10 ହଜାର ନିଅ 😂😂😂😂😂
Ration bina kemiti Apply hoi parba kuha...
U। Re। Right। Answer
ମୁଖ୍ୟ ମନ୍ତ୍ରୀ ବିନା ସୁଧରେ ଟଙ୍କା ଯଦି ମହିଳା ଗୋଷ୍ଟି ମାନଙ୍କୁ ଦେଇଛନ୍ତି ତବେ ବ୍ୟାଙ୍କ୍ କେମିତି 2,40 ପଇସା ଶୁଦ୍ଧ ନେଉଛି ,ସବୁ ଶଳା ଟାଉଟର
5000/- ଦେବ.. ଆଉ 45,000/- ଟଙ୍କା ସୁଧ ଲଗେଇବ.... ସୁଧରୁ ଯାହା ଆସିବ ପୁଣି 5000/- ଦେବ.... ସରମ ଟିକେ ଲାଗୁନି..... ନାଲିଗାମୁଛା ଭାଇ ଏଥର ଖୁସିତ ?
yeita kana sujhibe with sudha sahita.answer tike debe , loka janiparu nahanti.sudha kete % na semiti debe
ଏ ଦିଦି ଜଣକ ଠିକ୍ କହିଛନ୍ତି ୧୦୦%ଠିକ୍👍👍👍
Experience speaks
Bala haba
right
Good👍👍👍👍
❤
5ବର୍ଷ ଖାଅ ତାପରେ ଆଉ ପାଇବ ବାଳ ଟା
ମହିଳା ମାନକୁଂ ରୋଜଗାର ଦିଅନ୍ତୁ ଅଳ୍ପ ସହାୟତା ରେ ଭୂଆଁ ବୁଲେଇ ହିନସ୍ତା କରନ୍ତୁ ନାହିଁ
BJD କାଳିଆ ଯୋଜନା ରେ 4000ଦେଉଥିଲା 4000ରେ ଚାଷୀ ଚାଷ କରିପାରୁଥିଲା ଅଲଜ୍ୟ BJD Dali charani
First 10000
Now 6000 not 4000
And pm kishan 6000 will provide by central govt but it's ratio between center and state means centre 3600 and state 2400 ....but it totally credit goes to modi govt....all state 60:40 and north east 75:25 ration provided...ok...so don't spread fake news...
Right kotha bhai
A magiha tora gandi mara sarkar kana kahi thila double engine double bikas
BJD pai gate like heijau❤
ନବୀନ ପଟ୍ଟନାୟକ ଜିନ୍ଦାବାଦ
Jay Jagannath
Apply last date kebe
ଆରେ ଭାଇ ମାନେ ନବୀନ ବାବୁ ଭଳି ମୁଖ୍ୟମନ୍ତ୍ରୀ ମିଳିବେନି. ଯାହା କହନ୍ତି କାମ ରେ ଦେଖାନ୍ତି. ପାଣ୍ଡିଆନ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଉଠ ବସ କରୁଥିଲା. ଓଡିଶା କୁ ସିନା ପାଣ୍ଡିଆନ ଖାଇଲା, ଆପଣମାନେ ଦେଖନ୍ତୁ ଚୋର ଧର୍ମେନ୍ଦ୍ର ବିକି ଦେବ. ଶଳା 2କୋଟି ନେଇ ସମ୍ପଦ କୁ ମନ୍ତ୍ରୀ ପଦ ଦେଲା. ଆଉ ଆମ ବୋକା ମାଝୀ କୁ ନଚେଇବା ପାଇଁ ଯୋଜନା କରି ମୁଖ୍ୟମନ୍ତ୍ରୀ ଦେଲା. ଧିକ ତମ ରାଜନୀତି. ଦୁର୍ନୀତି ହଟାଓ ସ୍ଲୋଗାନ ମିଛ. ପୁଣି ଶିକ୍ଷା ମନ୍ତ୍ରୀ ଯିଏ NEET ର ମୂଲ୍ୟ ଜାଣିନି ସେ କି ନିଷ୍ପତି ନେବ. ଦୟାକରି ଭାଇ ମାନେ ଆଖି ବୁଜି ଦିଅନ୍ତୁ 5yrs. ତାପରେ ଭୋଟ ବର୍ଜନ ଦେଶସାରା କରିବେ କାରଣ କୋଉ ସରକାର ଙ୍କ ଉପରେ ଭରଷା ନାଇଁ. ସାଧାରଣ ଭୋଟ ଖଣ୍ଡ ତାଙ୍କୁ କୋଉ ଗାଦି ରେ ବସାଉଛି. ଏକା ମାଘେ କେ ଶୀତ ଯାଏ ନି. 🙏🙏🙏
Documents kana lagiba
Bilkul ଠିକ୍ କହିଛନ୍ତି ,madam,
Pramila mallik you are right.
Pramila Madam ଠିକ୍ କହିଛନ୍ତି।
ତାଙ୍କୁ ପରା ଡାଲି ଚୋରଣୀ କହୁଛନ୍ତି!ସତ ନା ମିଛ?
👏🏻👏🏻👏🏻👏🏻👏🏻👌🏻😊
ମୁ ବି ମହିଳା. ପ୍ରତ୍ୟକ ମହିଳା ମିଳିବ ବୋଲି କହିଥିଲ ପତ୍ୟକ ମହିଳା ଭୋଟ ଦେଇଛନ୍ତି. ଭୋଟ ପୂର୍ବରୁ ଇସ୍ତାହାର ରେ କହିଲନି. ଏସବୁ. ଧର୍ମ ସହିବନି.ନାରୀ ଅଭିଶାପ ପଡିବ 2029 ରେ ଚୋପା ଛାଡି ଯିବ..
Mu pura full support tamaku mam
Kya jo service women usko dena chahiye to bhik mag jyada extra paisa kamale
Right
madam.. sabu scheme re criteria rahe.. aha ame agaru janithilu..
😂😅😂😊
Can aww worker apply the form of Subhadra yojana????
ଏତିକି ଟଙ୍କା ରେ ତ ସମସ୍ତେ ଖାଲି କୋଠା ଉପରେ କୋଠା ବାଡେଇ ଚାଲିବେ ତାହା ପୁଣି ରାତି ଭିତରେ ..... ଆରେ ବେକାରିଆ ନେତା ମାନେ ଏତେ ସବୁ କରୁଛ ହେଲେ ଆଳୁ ପିଆଜ ଦର ୨ମାସ ହେବାକୁ ହେଲା କମାଇ ପାରୁନ ଦିନକୁ ଦର ହାତେ ବଢୁଛି
😂😂😂😂 maa lo mu marijibi
Pramila mallik is tha right 👍 answer
Right katha koi chonti mdm🎉
Document kn darkar
Samastanku miliba kana boli agaru kahuthile change hei gala ki
ସତକଥା ଆଗ 50ହଜାର କୁହାଗଲା ପୁଣି ଏବେ 5ହଜାର ଏହାଉଚିତ୍ନୁହ ଜାହାକହିବ ତହାକରିବ ନହେଲେ ତାହା ମିଥ୍ଯାରେ ପରିଣତହେବ ।
ତମ ବିଜେଡି ଯଉଁ 24 ବର୍ଷ ଓଡ଼ିଶାକୁ ମାରି ଖାଇଛ ତାହା ଏବେ ଯାଏ ପାଟିରୁ ଛାଡିନି ନା,
ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ
Kana khaichhi.kuha tk
Murkha andha bhakta 9 years 2000 ru 2009 Bjp kan Bjd pakhare - dekhauthila ?
Bjp bala to ghare rape kalebi tu support karibu jona paduchi 😂 . BJP dolo ro neta giri kari to ghare khaibaku pauthile 😂
ଶଳା ୫ ବର୍ଷ ରେ ପଇସା ଦେବୀ କହୁଛି ଆଗରୁ କହିଥିଲା କି
Next election vote for congress
ଠକ ସରକାର କେବଳ ଠକିବା ଜାଣେ, ବିଜେପିର ଏହା ଏକ ହୀନ ରାଜନୀତି
Kana kana Documents lagiba??
😢😢
Income certificate 40000 thousand tolo ku debeni ...to kemiti apply Kari bu...
Super job 😛😛😛😛😛😛
ବାଏ ବାଏ ବିଜେପି ଏଥର ରାଜ୍ୟ ରୁ ବିଦାୟ
Bachan Diya aa socha nahi
Hoga Kiya parinaam
Soch samajh kar kijea
Jiban me har kammm
❤❤❤❤❤❤❤❤❤❤
Jai shree Krishna
Dhuanban❤
ଠକ ବିଜେପି
ସରଳା ମାଗିହା ସରକାର ଠକ ଠକ ଠକ ବେଇମାନ୍ ସଳେ
Jay congress Jay Rahul Gandhi 🎉
Term & Conditions apply
CRP paibe ki nahin
BJP BJP ଦିଆ ଯାଉ ଆଉ ଭୋଟ ଦିଆ ଯାଉ 1 ନମ୍ବର ଗଲା ସବୁ ଠକି ଦେଲେ BJP କୁ ଭୋଟ ଦେଇ ପୁରା ଭୁଲ ହେଇଗଲା
2 year re 50,000/- debaa paai Manifesto re lekhithilaa ...abe opposite kaama
ବାଳ ଯୋଜନା ଯେ ବାଳ ମିଳିବ
Every year 50000 miliba❌ 5 years ku 50000✅
@@debiprasadmohapatra6972 ତାର ବି guerenty ନାହିଁ
@@debiprasadmohapatra6972 ରାକ୍ଷୀ ପର୍ଣ୍ଣିମା ତ ଗଲାଣି
ଶୁଭଦ୍ରା ଯୋଜନା କେହି ପାଇବେ ନାହିଁ
ଏ ହା ଏ କ ଯୁମ୍ଲଲା ଯୋଜନା
ମିଛୁଆ ସର କାର ସବୁ ମହିଳାଙ୍କୁ ଠକିଛନ୍ତି
Congress next time
ଦେଲେ ଦେବ ନହେଲେ ନାହିଁ , ଏ ବାଳ ଧନ୍ଦା କାହିଁକି କହୁଛ
ଏ ଜୁମଲା ଦଳ କୁ ନିର୍ବାଚିତ କରି ବିଚରା ଲୋକ ପସ୍ତେଇବା ଆରମ୍ଭ କଲେଣି। ପଞ୍ଚାୟତ ନିର୍ବାଚନ ରେ ଜୁମଲା ପାର୍ଟି କବର ନେଇପାରେ।
Misan sakti group ku mili bani na nahi ??
ପ୍ରମିଳା ମଲ୍ଲିକ ବିଜେଡି ସରକାରବେଳେ କେବଳ ଇଲେକ୍ସ୍ ନ ବେଳେ ଲୋକକୁଂଲୋଭ ଦେଖେଇବା ବିଜେଡିର ଅଭିଆସ ସେଇଥିପାଇଂପ୍ର କୁରୁତି ମନେପଡୁଛି
Jaha husband gvt employee tanka wife paibe ki
Bala rules
ଦରକାର୍ ନାହିଁ ତୁମର ସୁଭଦ୍ରା ଟଙ୍କା
ଯୋଉ ସ୍ତ୍ରୀ ମାନେ ଭତା ପାଉଥିଲେ ସେ ମାନଙ୍କୁ ଏହି jajana ମିଳେ କି ନାହିଁ