Before I contribute to khir ganga diary, whether it is available in our area, that is matha pokhari, basudev nagar, po. Ggp.near Bhagabat sandhan, daya west canal road,
@@soulgamer780amara b gai achhi kendrapara ru asithila kheera kali gote dina freeze re rakhila pare chhidi gala....aau gote katha khanti.kheera.chhidi gale Tara gote.look aau basna aau powder misa kheera chhidi gale Tara look basna pura alaga jani haba
I have ordered through the App & paid.. but milk & curd was not delivered today.. the contact person is so unprofessional when contacted.. seems scam.. will never order in future..
Micha o faltu katha. It's a scam.... Bhubaneswar re jadi tama farm nahi... tahale Jharsuguda ru tame Khanti khira Bina kounasi misrana re kemiti dauca?? Sie ta gote dina re chidi jiba... tame kan khira ku garam kariki, powder kimba kounasi chemical misauca ki?? Tama pakhare government ra kichi pramana patra achi jaha dwara tame proof karipariba je tama khira pure khanti boli??
@@mdshahidanwar4540 hann loka dura ru asiki bi nauchanti...nija akhi samna re khanti o bina pani misa khira nauchanti..ebe desi gai khira bahut kaam miluchi.. jersey au hf Gai khira piba jaha na piba seiya
I have ordered for 3 days at Bhubaneswar location. Amount is deducted, but they are not delivering milk. They are not providing cash on delivery facility and after taking money from customer they are not delivering milk. They are not picking my call nor they are replying to my mail. Dont trust these guys and dont fall on trap.
Iss duniya ma koi bhi janwar dusro ke maa ka dudh nahi petahai sebai insan Agli bar jab dudh kharid na jao to jara socha dudh to gai or bhees unke bacha ke liya dete hai ham kyu usko seban kare Gai ka dudh gai ka bacha ke liya Please just think ?
କେବଳ ନିଜେ ଗାଇ ସେବା କରି ଖିର ପିଅ । ନଚେତ କୌଣସିପ୍ରକାର ବେପାରୀ ତୁମକୁ ବିଶୁଦ୍ଧ କ୍ଷୀର ଦେବନାହିଁ କାରଣ ସେ ବେପାରି ।ଯଦି ଘରୋଇ ଗଉଡ କ୍ଷୀରରେ ପାଉଡର,କେମିକାଲ, ପାଣି ମିସାଇ ପାରୁଛି ଏମାନେ କମ୍ପାନୀ ।😂😂😂
ଯିଏ ଘରେ ଗାଈ ରଖିବ, ସେ ହିଁ ଖାଣ୍ଟି କ୍ଷୀର ପିଇବ
Correct
Congratulations 🎉 Manas babu.
Good luck with that!
Thank you Manas Babu.
ଏସବୁ ଗାଈ କ୍ଷୀର ନୁହଁ ଜର୍ସି ର
Desi gai ra milking kam hue
Aau jarsi kn kukura ki?
Jay Jagannatha Prabhu 🙏🙏🙏🙏🙏 Good News good Service
congagulation 🎉 khirganga🎉
What chemicals you are adding with milk so that it can be sent to such a long distance?Are the cows are desi or jersey?
Most welcome.. 👍
Really best milk
Cuttack. Milk. Pathhantu
ଆପଣଙ୍କୁ ସାର ଧନ୍ୟବାଦ୍ ❤
Good
Before I contribute to khir ganga diary, whether it is available in our area, that is matha pokhari, basudev nagar, po. Ggp.near Bhagabat sandhan, daya west canal road,
Panner price (Rs.400/-per kg) is very high....
👍
When in Cuttack
Omfed. Best. Quality
Spot milking is the bst milk as bcos I hv my own dairy but milking by machines is not hygienic for us n for cow I can prove it
ଭୁବନେଶ୍ବର ଆସିଛ ଅପମିଶ୍ରିତ କରିବାକୁ??
Bbsr re 55 rs bahuta vala khira miluchi
Very Faltu 🍼 Milk ( I try it)
For how many days will you keep your words?
That's a big question 😅
Odisha company bohut badhia...
ସାର୍, ପିପିଲି କୁ ଯୋଗାଇ ଦିଅନ୍ତୁ ।
Omfed or milky moo milk best milk in odisha
Jersy gai khira kana bhala...market re jou khira miluchi seta ta kharap...but jersy gaai khira kana bhala? Am just asking...
ଶୁଦ୍ଧ କ୍ଷୀର ତାକୁ କୁହାଯିବ ଭାରତୀୟ ବେଦ ଲକ୍ସନା ଦେଶୀ ଗୋମାତା ଙ୍କ କ୍ଷୀର କୁ କୁହାଯାଏ କିନ୍ତୁ ଭଲ ପ୍ରୟାସ ଆମେ ସମସ୍ତେ ଗୋମାତା ଙ୍କ ସେବା କରୁ
Cuttack re kebe miliba?
କମ୍ପାନୀ କୁ ଫୋନ କରିବାରୁ କହିଲେ ଭୁବନେଶ୍ୱର ରେ ଫାର୍ମ ନାହିଁ ଝାରସୁଗୁଡା ରୁ କ୍ଷୀର ଆସି ଭୁବନେଶ୍ୱର ରେ ଯୋଗାଣ ହେଉଛି। ଫାର୍ମ ର ମୋବାଇଲ ଆପ୍ଲିକେସନ ଡାଉନଲୋଡ଼ କରି ଦେଖିଲୁ ଯେ କ୍ଷୀର ଦହି ପେଡା ଘିଅ ରେଗୁଲାର ସବୁଦିନ ନେବାକୁ ଅପସନ ରହିଛି କେହି ଥରେ କିଣିପାରିବେନି। କ୍ଷୀର ଏକ ଲିଟର କି ଦୁଇ ଲିଟର ଥରେ କିଣି ପାରିବେନି।ମୁଁ ପେଡା ଏକ କେଜି କିଣିବାକୁ ଚାହିଁଲି କମ୍ପାନୀ କହିଲା 150 ଗ୍ରାମ କୁ 130 ଟଙ୍କା ସେହି ହିସାବରେ କିଣନ୍ତୁ ବୋଲି କହିଲେ। ଦହି ଥରେ କିଣି ହେବନି ସବୁଦିନ ଦହି ନେବାକୁ ପଡିବ। ପେଡା କିଲେ କହୁଛନ୍ତି 400 କିଲୋ ପ୍ରତି ମାତ୍ର ପ୍ୟାକ ହିସାବରେ 1000 ଟଙ୍କା କିଲୋ ପଡୁଛି।
ଝାରସୁଗୁଡା ବାସୀ ବ୍ୟବହାର କରନ୍ତୁ ଭୁବନେଶ୍ୱର ବାସୀ ଙ୍କୁ ବାସୀ କ୍ଷୀର ଦିଅନ୍ତୁ ନାହିଁ। 400 ଟଙ୍କା ପେଡା କିପରି ଏକ୍ସ ହଜାର ଟଙ୍କା ହୋଇଯାଉଛି ଏକଥା ଟିକେ କମ୍ପାନୀ ବୁଝେଇ ଦିଅନ୍ତୁ। ଘିଅ ରେଟ ଠିକ ଅଚ୍ଛି ମାତ୍ର ଦହି ରୁ ଘିଅ କରୁଛନ୍ତି କି ଅନ୍ୟ ବାଟରେ ଘିଅ କାଢୁଛନ୍ତି ସେ କଥା ସ୍ପଷ୍ଟ କରନ୍ତୁ। ଏଠି ୟୁଟ୍ୟୁବ ରେ ଖାଲି ବିଶୁଦ୍ଧ ବିଶୁଦ୍ଧ କହି ଗ୍ରାହକ ଙ୍କ କିଣିବା ବାଟ କୁ ମଧ୍ୟ ଖୋଲା ରଖିବା ଦରକାର. ମୋର ଦହି କିଲେ କ୍ଷୀର ଦୁଇ ଲିଟର ପେଡା କିଲେ ଦରକାର ସେତକୀ କିଣିବା ସମ୍ଭବ ହେ ଉନାହିଁ।
Sambalpur re kebe miliba
Bbsr re supply hauchi?
More Hybrid cows aani , puri Khira supply karajau.
Rourkela re kouthee ochi ...
?
ଝାରସୁଗୁଡାରୁ କ୍ଷୀର ଭୁବନେଶ୍ୱର ଆସିଲା ବେଳକୁ କ୍ଷୀର ଛିଣ୍ଡୁନାହିଁ ମାନେ ସେଥିରେ କଣ ମିଶୁଛି ଚିନ୍ତା କରନ୍ତୁ
Bhai car re aniki dauchanti plus halka garam hei thile chindibo nai tike gyan rakho
Hm Bhai khanti kheera ku freeze re rakhile b 2 dina ru adhika jauni aau ye puni khanti.kheera debe powder na misile adhika dina jama rahibanani😂😂😂
@@soulgamer780amara b gai achhi kendrapara ru asithila kheera kali gote dina freeze re rakhila pare chhidi gala....aau gote katha khanti.kheera.chhidi gale Tara gote.look aau basna aau powder misa kheera chhidi gale Tara look basna pura alaga jani haba
@@AnnapurnaJena-h5d jana bhai
Maha murkha....
ଓଡ଼ିଆ ଲୋକ ହେଇକି ଯଦି କ୍ଷୀର ର ବିଷୟରେ ଏମିତି ଧାରଣା ବହୁତ ଦୁଃଖ ଲାଗୁଛି...autometic mechine ରେ କଣ ଗୋ ମାତା ଭଲ କ୍ଷୀର ଦେବ ବଲି ଭାବୁଛନ୍ତି...?
Samnare khira duinki 50.00 per ltr miluchhi. Badhia khira. Unit 9 Bayababa matha pachha pate.
Bhai tanka number tike debe ki pls
Gai upare atyachar band karo
Cuttack re bi home delivery korontu please.
ହେରିଟେଜଟା ବାଙ୍ଗାଲୋର ର ନୁହଁ, ମାତ୍ର ବାଙ୍ଗାଲୋରରେ ମିଳୁଥିବ ।
Nakharaku supply heipariba😊
Pneer price sir kete
Costic blended heichi😂
ଭାଇ ଆପଣ ଗାଇ ଙ୍କ ଠାରୁ ମେସିନ ଲଗାଇ ଖୀର ଦୁହୁଚନ୍ତି। ଆପଣ ମଣିଷ ତ। ଗାଇ ଆମର ମା ବୋଲି ପୂଜା କରାଯାଏ ଆଉ ଆପଣ ଏମିତି ଅବସ୍ଥାରେ ରଖିଛନ୍ତି ଆମର ଏମିତି pure clean ଖୀର ଦରକାର ନାହିଁ ଜୋଉଠି ଗୋମାତା ମାନଙ୍କୁ torture କରାଯାଉଛି। ଟିକେ ଖୋଲା ଜାଗାରେ ରଖନ୍ତୁ ଆଉ manually ଖୀର ଦୁହନ୍ତୁ।
Keonjhar ra diyantu
Price kete
How to know it's pure cow milk
ବ୍ରହ୍ମପୁର ରେ କଣ ମିଳୁଛି କି?
Please correct the spelling before posting, in odia gai spelling is incorrect, please check.
👍🏻👍🏻👍🏻👍🏻💖💖💖💖💖💖❤️❤️❤️❤️❤️❤️💕💕💕💕💕💯💟💯♥️♥️♥️♥️♥️♥️💓💓💓💓💓❣️❣️❣️👍🏻👍🏻👍🏻👍🏻👍🏻
ଜର୍ସି କଣ ଗାଈ ନୁହେଁ
ବାଳ ନା ତୁମର ଡବଲ ଭେଜାଲ ,,,,, ତୁମେ ଏତେ ଖିର କେଉଠାରୁ ଆଣୁଛ
Pure milk boli ame kemiti janibu? Sabu ta kahibe ama ra pure bujhile aaji Kali pure boli kichhi nahin sabu vejal
Dum achhi ta desi go mata ra khira delivery kara that is A2
Right 👍
ଡାଏରୀ ଫାର୍ମ ରେ ଗାଈ ନାହାନ୍ତି,ଗୋ ଜାତୀୟ ଶଙ୍କର ପଶୁ ,ଯାହା ସର୍ବତ୍ର ଗାଈ କୁହାଯାଉଛି , ହୋଲଷ୍ଟେନ୍,ଜର୍ସି ଇତ୍ୟାଦି ୟାଙ୍କ ଦୁଗ୍ଧ ଦେଶୀ ଗାଈ ସହ ଆଦୌ ସମକକ୍ଷ ନୁହେଁ ।ଦେଶୀ ଗାଈ,ଦେଶୀ ଧାନ ର ପୁନୋରୁଦ୍ଧାର ଆବଶ୍ୟକ ।
Cow milk is for cow baby.
Marketing badhiya achi. Bhabicha alpa ade kharcha kariki sade malamaal au
ଓମଫେଡ୍ ଗାଈ ମରିଯିବ ହେ ଇ
Gai ki injection dauna khira badhei ba pai
Milk is too costly.This venture is short lived.It will be a utmost failure one.
Ghia darakar
I have ordered through the App & paid.. but milk & curd was not delivered today.. the contact person is so unprofessional when contacted.. seems scam.. will never order in future..
Bro same situation here. Taken money but failed to deliver milk
କେଉଁ ଗାଈ ...Indian Breed ନା Foreign Breed...please clarify. Foreign Breed ରେ artificial semination ଯୋଗୁଁ କ୍ଷୀର ଖାଣ୍ଟି କେମିତି ହେଲା ?
Jarsi cow milk injurious to helth.
Even after making payment they failed to deliver milk at my home even after two days. Pathetic Service
ତମ ଜୀବନ ରେ କେବେ ଗାଈ କ୍ଷୀର ଦେଖିଛ ନା ପିଇଛ ?ଆମ ଗାଁ କୁ ଆସ,ଶଳା Coat pindhi Marketing kariba auu profit kameiba chaddi talaku kicchi jana nahi
ଆପଣ ନିଜେ ଗାଈ କାମ କରନ୍ତି କି ନିଜେ କରିକି ଦେଖ ଗପିବା ଛଡାଯିବ
Bala na
Tripathy babu khelo au😂
70 tanka litre milk kie order kariba. Mkt re 50-55 litre miluchi.
Bhai bhubaneswar re 80 tanka re bhi apartment loka nauchanti
Micha o faltu katha. It's a scam.... Bhubaneswar re jadi tama farm nahi... tahale Jharsuguda ru tame Khanti khira Bina kounasi misrana re kemiti dauca?? Sie ta gote dina re chidi jiba...
tame kan khira ku garam kariki, powder kimba kounasi chemical misauca ki?? Tama pakhare government ra kichi pramana patra achi jaha dwara tame proof karipariba je tama khira pure khanti boli??
ଭୁବନେଶ୍ୱର ରେ ଯାହା ର ଶୁଦ୍ଧ ଓ ଖାଣ୍ଟି କ୍ଷୀର ଦରକାର ସେମାନେ ମୋ ଫାର୍ମ କୁ ଆସି ନିଜେ ନେଇଯାନ୍ତୁ...ଦେଶୀ ଗାଈ କ୍ଷୀର ବି ଉପଲବ୍ଧ...ନିଜେ ଆସନ୍ତୁ ଗୋମାତା କନୁ ସେବା କରନ୍ତୁ ଆଉ ସତେଜ କ୍ଷୀର ବି ନିଅନ୍ତୁ... Jaripatna village,near Bali jatra padia, bhubaneswar
Kathikara Patha
Kiye jiba yete bata .kebala pakha pakhi loka jibe
@@mdshahidanwar4540 hann loka dura ru asiki bi nauchanti...nija akhi samna re khanti o bina pani misa khira nauchanti..ebe desi gai khira bahut kaam miluchi.. jersey au hf Gai khira piba jaha na piba seiya
Khira khaiba ta desi na hf na jarsi
Kan free re 🆓 miliba
this is A2 cow milk or A2 cow milk
ମଣିଆ, ମାଣ୍ଡିଆ କଥା ଟା କୁହନ୍ତୁ 🤪🤣😂
I have ordered for 3 days at Bhubaneswar location. Amount is deducted, but they are not delivering milk. They are not providing cash on delivery facility and after taking money from customer they are not delivering milk. They are not picking my call nor they are replying to my mail. Dont trust these guys and dont fall on trap.
କାହାକୁ ବୁଦ୍ଧି ସିଖେଉଛୁ
ତମକୁ ଦେଶୀ ଗାଈ କ୍ଷୀର କିଏ ଦେବ
Jurcy gai .
Dont trust pure milk
Iss duniya ma koi bhi janwar dusro ke maa ka dudh nahi petahai sebai insan
Agli bar jab dudh kharid na jao to jara socha dudh to gai or bhees unke bacha ke liya dete hai ham kyu usko seban kare
Gai ka dudh gai ka bacha ke liya
Please just think ?
Good 👍 ତାଙ୍କ ଠାରୁ ଯୋଉମାନେ ଚାନ୍ଦା ନେଉଛନ୍ତି, ଧନ୍ଦା ଚଲେଇଛନ୍ତି, ଆଉ ଭାରତକୁ ଏବେ ବିଶ୍ୱରେ ଗୋମାଂସ ରପ୍ତାନୀ ରେ ବିଶ୍ୱଗୁରୁ କରିଛନ୍ତି, ପଛପଟେ କହୁଛନ୍ତି, ଆମେ ଗୋ ରକ୍ଷକ ❤❤❤ ସେମାନଙ୍କ ବୁଦ୍ଧି ଆଉ କଳା କାରନାମା କୁ ନମସ୍କାର ❤❤❤ ଏଥିରେ ଉତ୍ତର ପ୍ରଦେଶ ଏବେ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି 🙏 ନୂଆ କାରଖାନା ଖୋଲିବାକୁ ଅନୁମତି ବି ପାଇଛନ୍ତି, ତାଙ୍କ ମାଲିକ ଗୁଡା ହିନ୍ଦୁ ଲୋକ ମାନେ ❤❤❤
ପ୍ରକୃତରେ ଆପଣ ଠିକ୍ କହିଛନ୍ତି ଏ ହିନ୍ଦୁ ଗୁଡାକ ହେଉଛନ୍ତି ମହା ହାରାମି ପ୍ରକୃତ ରେ ଗୋ ରକ୍ଷକ ମାନେ ହିଁ ବେଶୀ ଗୋ ମାଂସ ଖାଆନ୍ତି ଆପଣ ଙ୍କ ଓ ମୋ ମତ ରେ ଗାଈ ଫାର୍ମ ନକରି ଗୋ ମାଂସ ଫାର୍ମ କଲେ ଭଲ ହୁଅନ୍ତା ନା କଣ ଭାଈ???
ହିନ୍ଦୁ ମାନେ ହାରାମି ହେଇ ନପାରନ୍ତି କିନ୍ତୁ ହିନ୍ଦୁ ନ ଚାହିଁଲେ ବି ତା ଅଣ୍ଡିରା, ବାଞ୍ଝ, ରୋଗୀଣା କୁ ପଠାନ କୁ ବିକୁଛି କାହିଁକି? ଆମ ନିକଟରେ ଗୋଶାଳା ଅଛିକି? ଯେଉଁଠି ହିନ୍ଦୁ ଲୋକ ଟି କିଛି ପଇସା ଦେଇ ତା ଗାଈ ର ଯତ୍ନ ନେଇପାରିବ ବା ଗୋଖାଦ୍ୟ ମୂଲ୍ୟ କମ ଅଛି କି ଗରିବ ଲୋକ ଟି ଘରେ ଗାଈର ସେବାଯତ୍ନ କରିପାରିବ? ଆମ ର ହିନ୍ଦୁ ବାଦୀ ସରକାର ଧର୍ମର ରାଜନୀତି ପ୍ରବଳ କରେ ଆଉ ବିଭିନ୍ନ ପରିଷଦ କରି ରାତିରେ ମାଲ କମାଇ ଥାଏ ଏମାନଙ୍କ ବଡ଼ ଭାଇ ମାନେ କଂସେଇ ଖାନା କରି ବିଦେଶୀ ଟଙ୍କା କମେଇଥାନ୍ତି. ଜୟ ଶ୍ରୀରାମ, ଜଣେ ବଡ଼ ଭକ୍ତ।@@santoshkumarsatapathy1385
@susantagaan1386 ଭାଇ ମୁଁ ମଧ୍ୟ ଆପଣଙ୍କ ସହିତ ଏକମତ 👍👍 କିନ୍ତୁ ସେ ଭାଇଙ୍କ comment କୁ ମୁଁ counter କରି criticise କରି ଲେଖିଛି ବୁଝିଲା ଲୋକେ ବୁଝି ଯିବେ ଜୟ ଶ୍ରୀରାମ 🚩🚩🚩
ଭୁବନେଶ୍ବର ରେ ୫୦୦୦ ଗାଇ ଫାର୍ମ ! ହେ ଇଶ୍ବର , ପ୍ରତିବର୍ଷ ୨୫୦୦ ଅଣ୍ଡିରା ବାଛୁରି କଂସେଇଖାନା ଯିବେ । ଆଉ ଗୋଟେ କଥା , ଆପଣ ମିଲ୍କ ମୋ - ପ୍ରଗତି - ଓମଫେଡ - ଅମୁଲ ଟେଷ୍ଟ କଲେ କିଛି ଫରକ ଜାଣି ପାରବେନି । କେବଳ ଆଇ ୱାସ !
Yaa kisi ka nagar ma nahi ayaga bhai
Good 👍 ତାଙ୍କ ଠାରୁ ଯୋଉମାନେ ଚାନ୍ଦା ନେଉଛନ୍ତି, ଧନ୍ଦା ଚଲେଇଛନ୍ତି, ଆଉ ଭାରତକୁ ଏବେ ବିଶ୍ୱରେ ଗୋମାଂସ ରପ୍ତାନୀ ରେ ବିଶ୍ୱଗୁରୁ କରିଛନ୍ତି, ପଛପଟେ କହୁଛନ୍ତି, ଆମେ ଗୋ ରକ୍ଷକ ❤❤❤ ସେମାନଙ୍କ ବୁଦ୍ଧି ଆଉ କଳା କାରନାମା କୁ ନମସ୍କାର ❤❤❤
ତାହେଲେ କଣ କରିବା??? ଫାର୍ମ ନକରିବା ଭଲ ନା କଣ??? କ୍ଷୀର କଣ ହବ ମ ବେକାର ଜିନିଷ ମଟନ ଚିକେନ୍ the Best 😂😂
tame mada piaa tama paen khira nuha
ତମକୁ ଲଜ୍ୟା ନାହିଁ
To bou kera haeteba
😅😅😅😅
PELA KHIRA.
Chakire Chori Banija Michha .
Micha
ତୁ ମୋ ଶଲେ ଗାଈ ଠାରୁ ଦୁଇ ଥିବା
If this owner is a marwari....then believe me it is fake! Apna life bachao...
Duplicate jersy milk
th-cam.com/video/I6HWIhOuteU/w-d-xo.htmlsi=sXJrUeOlynCY4WLC
Read how jearsy milk is dangerous
Omfed best quality