Good analysis sir. Ebe dekhibar katha bjp ra sei Kadhua neta mane kuade gole. Katha katha re bada bada muho kholuthile,ebe sabu chup. Se Aparajita mam kusde Bihar gole ki ? 😂😂😂
Unlawful decision of law minister to conduct enquiry by the Collector into the criminal activity of son of Governor of Odisha.Where is Ashmita in the matter??
Where are those Delhi BJP leaders and the media houses who and which have been after Arvind Khajurwala in connection with the Delhi liquor scam till today since 2020, to follow their same principle in Odisha against 5T corruptions masterminded and misappropriated by Pandu and Naveen company? This is really the double standard of BJP. Unless they fulfill the promises made by them in the election, they will be treated with lathis and sandals in the next election.
Nabin babu, now trying to show his power, but he knows the power of Mohan Govt., please wait and see the consequences. The cool block file is with the Governor.
Yes , defnitly SATYAPATH , your cotrect. Mohan Makhi & his Government hsve no fit answers/ question in case of Son of Governor & is in back foot. Defnitly it is a failure but FAILURE IS YHE PILLAR OF SUCCESS. Nohan Majhi will prepare gor the future.
100 % true analysis Satya vai.
ଓଡ଼ିଶା ବାସୀ ଜାଣି ସାରିଲେଣି କି ଏ ସରକାର କୌଣସି କାମକୁ ନୁହଁ... ବଜେଟ ରେ ଓଡ଼ିଶାକୁ କିଛି ମିଳିଲାନି...ଏପଟେ ନିଜେ ତିଆରି କରିଥିବା ଓଡ଼ିଆ ଅସ୍ମିତା ରେ ନିଜେ ବନ୍ଦୀ...ନବୀନ ବାବୁଙ୍କ resignation ସମୟର ସ୍ମିତ ହାସ୍ୟ ଏବେ ମଧ୍ୟ ମନେପଡୁଛି...
After getting vote bjp lost Odia ashmita.
Thiki kahile Bhai Jay Jagannath
ଆରେଷ୍ଟ କରା ଯାଉ ନଚେତ ଆଗାମୀ ଦିନରେ ସାଧାରଣ ଲୋକେ ଉଚିତ ଜବାବ ଦେବେ.
ଓଡ଼ିଶା ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ବଜେଟ୍ ନାହିଁ କିନ୍ତୁ ବିହାର, ଅନ୍ୟ ରାଜ୍ୟ ପାଇଁ ସ୍ବତନ୍ତ୍ର ବଜେଟ୍ ଦିଆଗଲା, ଜାହାକି ଓଡିଶାରୁ 20 ସିଟ ନେଇଛି, ଓଡ଼ିଶା ପତି ଅବହେଳା କରାଯାଉଛି 😢😢
ଆରେଷ୍ଟ କରାଯାଉ ନଚେତ ବିଜେପି କୁ ଉଚିତ ଜବାବ ସାଧାରଣ ଲୋକ ଦେବେ
ସତ୍ୟ ଭାଇ ମୋହନମାଝି ହୋଉଛନ୍ତି ମୋଦି ଆଉ ସାହା ର କାଠ କଣ୍ଢେଇ
Tanka caeste taku maribe
No Doubt
BJD aau Nabin Babu Pandiyan ra katha kandei
@@dillipkumarswain5649pandian aou nahi ,gia Abe achi ta Katha kahibaku dam rakha
Toy 🧸 ❌
Dog 🐶 ✅
ଜୟ ଜଗନ୍ନାଥ
ରଘୁବର ଦାସ ରାଜ୍ୟପାଳ ପଦରୁ କେବେ ହଟିବେ।
Raghu bar nku aga arrest kar ape ape pua asijiba
Se para rajya ra Perla. Ta 4 pakhare bahut bala. Mhn. Mdi. Sha etc
ଆଇନ ମନ୍ତ୍ରୀଙ୍କ ଆଇନ ଉପରେ ଗାଲୁଆମୀ ମନ୍ତବ୍ୟ, ଆଗେ ରାଜ୍ୟପାଳ ପୁଅକୁ ଆରେଷ୍ଟ କରାଯାଇ ଓଡ଼ିଆ ଅସ୍ମିତା କୁ ବଞ୍ଚାଯାଉ
Law minister nkar lalit ku vaya. Tar jhia bahu achhi na nanhi. Lalit body builder. Very hard kasta deba
Good analysis sir. Ebe dekhibar katha bjp ra sei Kadhua neta mane kuade gole. Katha katha re bada bada muho kholuthile,ebe sabu chup. Se Aparajita mam kusde Bihar gole ki ? 😂😂😂
✌✌✌
ଓଡ଼ିଶା ବାସୀ BJP କୁ କୋଡ଼ିଏ ଗୋଟି ଆସନ ଦେଲେ କିନ୍ତୁ ପ୍ରତି ବଦଳରେ ବଜେଟରେ ପାଇଲେ "ବାବାଙ୍କ ଠୁ ଲୂ"
ଆଇନ ମନ୍ତ୍ରୀ ଆପଣ ଓଡ଼ିଆ ମାନଙ୍କୁ ମେଣ୍ଢା ଭାବିଛକି ,14 ଦିନ ହେଲାଣି ତଦନ୍ତ ଚାଲିଛି ଏଟା କଣ ଓଡ଼ିଆ ଅସ୍ମିତା ,ହେ ବିଜେପି ନେତା ମାନେ,ଗଲୁଆମି ଏବେ ଛାଡ
ରାଜ୍ୟପାଳ ଇସ୍ତଫା ଦେଇ ଝାରଖଣ୍ଡ ଗୋ
Good analysis by Satya Bhai .Satyameba Jayate.
Analysis 100 percent thik, Bahut sundar lagila.
ଆଇନ ମନ୍ତ୍ରୀ ଙ୍କ ର ଜ୍ଞାନ ନାହିଁ,, ଗୋଟେ ବଡ ଘଟଣା ତ,, ସମୟ ଦରକାର,, ଆମେ ତ ବୋକା,, ଆପଣ ପାଠ ପଢ଼ିଛନ୍ତି,,,
Unlawful decision of law minister to conduct enquiry by the Collector into the criminal activity of son of Governor of Odisha.Where is Ashmita in the matter??
Very good analysis
ରାଜ୍ୟପାଳ ରଘୁବର ପୁଅକୁ ଵନ୍ଧାଯାଉ। ନହେଲେ ଅଣ ଓଡିଆ ରାଜ୍ୟପାଳ ଯିଏକି ରାଜନୈତିକ ଦଳୀୟ ଏଜେଣ୍ଟ ଯାହାର ମାତାଲ୍ ପୁଅ ଓଡ଼ିଶାରେ ରହି ଓଡ଼ିଆଙ୍କ ଖାଇ
ଓଡ଼ିଆ ଅଫିସରକୁ ମାରିଥିବା ପୁଅ ପାଇଁ ଇସ୍ତଫା ଦିଅନ୍ତୁ।
ରାଜ୍ୟପାଳ arrest ହେବା ଦରକାର।ଆଜି ପାର୍ଯନ୍ତ୍ ଅପରାଧୀ କୁ ଲୁଚେଇ ରଖିଛନ୍ତି।
ଏଗୁଡିକ ସବୁତକ ଗୋଟିଏ କୂଅ ଏବଂ କୂପ ର ବେଙ୍ଗ, ସବୁ ଏଠି ଟଙ୍କାର ଖେଳ, ଗରିବଙ୍କ ଟଙ୍କା ଚୋର ନେତା ମନ୍ତ୍ରୀ ସବୁ ଏବଂ ଗରିବଙ୍କ କିଛି ଅଧିକାରୀ ନାହିଁ ସେଥିପାଇଁ ଚିନ୍ତାର ସହିତ ସତର୍କ ରହିବାକୁ ହେବ ( ସେମାନେ ଆତଙ୍କବାଦୀ ର ଅଭିନୟ କରିଚାଲିଛନ୍ତି )
👍That's true💯 wordings Prabhu Ankara by Young spokesperson Journalists Satya Ji❤🌻❤🌻❤🌻 👏🇮🇳ShriRadhe👍
ବିବେକ ଦୃଷ୍ଟିରୁ ରାଜ୍ୟପାଳ ଇସ୍ତଫା ଦେବା ଉଚିତ. ଓଡ଼ିଆ ଅସ୍ମିତା ପାଇଁ.
ରାଜ୍ୟପାଳ ଙ୍କ ପ୍ରତି ସମ୍ମାନ ଆସୁନାହିଁ । ଯୋଗ୍ୟତା ନଥିଲା ପରି ଲାଗୁଛି। ପରିବାର କୁ ସଂସ୍କାର ଦେଇନାହାନ୍ତି ।
Satya sir your presentation always for odisha public,,,,, really we like it it's always for odia people and odisha culture
Bhala lagila bhai apanankar ehi nirapekshya upasthapana. Ehi bhali habadarkar...❤😮😮
Jay naveen jay bjd❤❤❤❤❤
Sir,
ଦୁର୍ଦ୍ଦିନରେ ଓଡ଼ିଶା କୁ ନୂତନ ଦିଗ୍ ଦର୍ଶନ ଦିଅନ୍ତୁ l ଓଡ଼ିଶା ବାସୀ ଙ୍କୁ ନିଜର ହକ ଦେବାରେ ନିର୍ଭୀକ ତଥ୍ୟ ରଖିଥାନ୍ତୁ l
ଏବେ ଯେତେ କେଶ ହେବ ସବୁ ଜ଼ିଲ୍ଲା collector କରିବ କୋଉଠି law ପଢିକି ଆସିଛନ୍ତି
ଧନ୍ୟବାଦ ସାର । ନିରପେକ୍ଷ ଆଲୋଚନା କରିଛନ୍ତି ।
Excellent presentation
Satya babu...
Be neutral....
We love you...
ଇସଲା ଆଇନମନ୍ତ୍ରୀ ମେଟ୍ରିକ ଫେଲ ଆଏ। ତଦନ୍ତ କଲେକ୍ଟର କରେ କି ପୋଲିସ କରେ।
Very very nice news
Kuade gala odia asmita 😂
Haji gala jharkhand state re😂😂
@@India_collaboration_1kmu jibi ki khoji ki anibi 😂😂😂
Right kotha bai
You are right 👍
#ଗାଲୁଆଙ୍କ_ବାରବାଟୀ_ଚାଷ ରେ ହଜିଛି #ଜୋଡା_ମେସିନ_ସରକାର ଙ୍କ #ଓଡ଼ିଆ_ଅସ୍ମିତା
ଏବେ #ବିଜେଡି ଆଉ #ନବୀନ_ପଟ୍ଟନାୟକ ଙ୍କ #ଓଡ଼ିଆ_ଅସ୍ମିତା କଥାର ପ୍ରଶ୍ନ କଥା ନୁହେଁ ଏହି କଥା କହି ସରକାର ଗଢିଥିବା #ବିଜେପି ର କାର୍ଯ୍ୟ କଥା ଦେଖିବାର ଅଛି ।
ଆଜିର ଦିଲ୍ଲୀ dadget ଦୁଇଟି ରାଜ୍ୟ ପାଇଁ ଥିଲା ଗୋଟିଏ ବିହାର ଅନ୍ୟଟି ଆନ୍ଧ୍ର ପ୍ରଦେଶ 2024 2025 🙏🏽ଜୟ ଜଗନ୍ନାଥ 🙏🏽
Bahat sundar bat ❤🎉🙏👍👍👍👍
ରାଜ୍ୟପାଳ ପୁଅ କୁ ମୁଁ ବାଡେଇବି । ଯଦି ରାଜ୍ୟପାଳ ପୁଅ ପାଇଁ ଭୁଲ୍ ନ ମାଗନ୍ତି।
Right katha
ଆଜ୍ଞା , ରକଠୋକ୍ କରି କହୁଥିବା, ଭାସ୍କର ମିଡ଼ିଆ କୁଆଡେ଼ ଗଲା, ରକ୍ ଠକ୍ କରି ଟିକେ ଗଭ୍ ନର୍ଙ୍କ ପୁଅକୁ ଟିକେକ ହିଥା ନ୍ତେ
Law minister statement is very bad
This Governor & CM has no strength at all
to take any steps .
Right sir
Satya babu pura manja katha kahuchanti🎉dhanyabad jai jagannath
Perfect analysis by Satyaprakash. Congratulation.
Very good analises
ଦୟାକରି ଗୋଦି youtuber ହୁଅନ୍ତୁ ନାଇଁ sir🙏🙏🙏 always support right side
Thankyou bhai
Good analysis. You are absolutely right.
❤ଗାଲୁଆମି ଛାଡି ଡବଲ ଇଞ୍ଜିନ ସରକାର ସ୍ବଛତା ଲୋକ ଲୋଚନକୁ ଆଣିବା ଉଚିତ ❤
କିଛି ଗୋଦି ମିଡିଆ ପାଇଁ ଓଡ଼ିଆ ପୁଅ ମାଡ଼ ଖାଉଛି ଛି ଛି ଛି ଏ bjp ନେତା ଙ୍କୁ ଅଣ୍ଡା ମାଡ଼ ହେବ । ଜୟ ଜଗନ୍ନାଥ ❤
Very good statement satya babu
Absolutely right sir🎉🎉🎉
Naveen Babu save us..
💯 correct Satay Babu
Very nice statment
Correct analysis
100% perfect presentation by Satya babu.
Nabin babu performing different quality politics-----welcome🙏
Satyaprakash Bhai right argomant 🙏🙏🙏👍
Good news
Governor should resign as soon as possible.... Governor is the main culprit..
Good show.
Thank you sir
Where are those Delhi BJP leaders and the media houses who and which have been after Arvind Khajurwala in connection with the Delhi liquor scam till today since 2020, to follow their same principle in Odisha against 5T corruptions masterminded and misappropriated by Pandu and Naveen company? This is really the double standard of BJP. Unless they fulfill the promises made by them in the election, they will be treated with lathis and sandals in the next election.
ଧନ୍ୟବାଦ
Very nice
Right sir Jay jagannath 🙏
Good👍 nice
ଓଡ଼ିଶା ର ରିମୋଟ୍ ଗୁଜୁରାଟ ମୋଦୀ ହାତରେ ❤❤🙏🙏
Write satyaprak sir
Governor should be reassigned from his post
Good analysis
Bhai kichhi kuhani odisha Rajyapal nka pua upare, nahale Distric collector tama ghare pasibe arrest warrant nei, ta pare ED, CBI... Sabu pasibe 🥱🥱🥱
Nabin babu, now trying to show his power, but he knows the power of Mohan Govt., please wait and see the consequences. The cool block file is with the Governor.
ତଦନ୍ତ ପୋଲିସ କରେ ନା ଆଇନ ମନ୍ତ୍ରୀଙ୍କ ସ୍ତ୍ରୀ କରେ
Purthi raj babu nku kichi jana nai. Kebal katha kuha kapila law.bisaya re kichi jana nahin
Murkha take. Lalit ku daruchhi
This govt is stupid, may not last !!!!
💯 Right 👌👌👌👍👍👍
Thank u satyababu. After a long run something good is heard from u.
ଏକ ବିସ୍ତୃତ ପକ୍ଷପାତ ବିହୀନ ଉପସ୍ଥାପନା ।
Nikama law minister
No one odisha channel
ରାଜ୍ୟପାଳ ଙ୍କ ପୁଅ କୁ ବାନ୍ଧି କି ବାଡେଇବାର ଥିଲା ।
The Law Minister of the State doesn't seem to protect law.
ଜଣେ ରାଜ୍ୟପାଳଙ୍କ ପୁଅ ଆଉ ଜଣେ ରାଜ୍ୟପାଙ୍କ ପୁଅକୁ ଘଣ୍ଟ ଘୋଡେଇ ବାକୁ ଆଇନ କୁ ବାଟବଣା କରୁଛନ୍ତି . 2:49
ଅଯୋଗ୍ୟ ବିଜେପି ସରକାର ଓଡ଼ିଶା କୁ କିଛି ନ୍ୟାୟ ଦେଇ ପାରିବନି , କାରଣ ଏମାନେ ଲୋକଙ୍କୁ ମିଛ କହି ନିର୍ବାଚନ ଜିତିଛନ୍ତି ଆଉ pandian ପଛରେ ପଡ଼ି ପୁରା କାର୍ଯ୍ୟକାଳ ସାରିଦେବ
Apan perfect kahile
Great Leader Naveen Babu ki jai ho 🙏🙏🙏🙏🙏
Law minister do not know about constitution.
Yes , defnitly SATYAPATH , your cotrect. Mohan Makhi & his Government hsve no fit answers/ question in case of Son of Governor & is in back foot. Defnitly it is a failure but FAILURE IS YHE PILLAR OF SUCCESS. Nohan Majhi will prepare gor the future.
Badhia prshang
Very good 👍
ରାଜଭବନ ଭିତରେ
ରାଜ୍ୟପାଳ ନିଜେ ଝଡଖଣ୍ଡି ମାନଙ୍କ
ଦ୍ୱାରା ତମ ଓଡ଼ିଆ ମାନଙ୍କ ଭଉଣୀ, ଝିଅ, (ଅସ୍ମିତା ଅପା ) ଙ୍କୁ ଗେଂଗ ରେପ କଲେ.
ନୀଚ, ମୂର୍ଖ, ଅନ୍ଧ, ମୁଖ୍ୟମନ୍ତ୍ରୀ ଙ୍କ ଆଗରେ ରେପ ହେଲା,
Kendra Abahela - Accusations by BJD is damn true
Sir Focus Chanel TH-cam re au dekha nahin
ଘରେ ନ ପଶଉଣଉନଉ ଚାଳ ମୁଣ୍ଡରେ ବାଜିଲାଣି ଆଗକୁ ବାଳ ଶାସନ କରିବ।
Right thing satya babu
Satya prakas ବାବୁ,Aso ବୈକୁଣ୍ଠ ପ୍ରଧାନ ମାଡ ଖାଇ କେତେ ଡାକ୍ତର ମଇନା ହେଲା ଓ କେତେ ଦିନ ହସ୍ପିଟାଲ ରେ ରହିଲେ? ଆପଣ ଠିକ୍ ବୁଝି କହିବେ କି? ରଘୁବର ଦାସ୍ Aso ପ୍ରଧାନ ଙ୍କୁ ପାଖକୁ ଡାକି ସମାଧାନ କରି ଛନ୍ତି ତା ପରେ ଏ ବାହୁବଳୀ ପ୍ରଶ୍ନ କାହିଁକି? ଯିଏ ଦୋଷୀ ମୋହନ୍ ସରକାର କେବେ ସାଲିସ କରିବେ ନାହିଁ।