The Heated Argument And Counter Arguments | Manmath Routray Vs Aparajita Sarangi | 2024 Election
ฝัง
- เผยแพร่เมื่อ 30 เม.ย. 2024
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #ManmathRoutray #AparajitaSarangi
ଅପରାଜିତା ମାଡାମ ଆପଣ ଯେଉଁଠି ନିର୍ବାଚନ ଲଢ଼ୁଛନ୍ତି ସେଠାରେ ଆପଣ ଙ୍କ ଅବଦାନ କେତେ ସେ ବିଷୟରେ ଲୋକ ଜାଣିବାକୁ ଚାହୁଁଛନ୍ତି l
ବିହାରୀ ❤
ଜିତିବା ପରେ ଦର୍ଶନ ନଥିଲା, ଏବେ ଭୋଟ ନେବାର ସମୟ ବୋଲି ପୁଣି ଡେରା ପକେଇବା ଆରମ୍ଭ କଲେଣି ସାଂସଦ ମାଡାମ ହେଲେ ଲୋକେ ଠିକ୍ ଜବାବ ଵେଦେ l
ବିହାରୀ
ଭୁବନେଶ୍ୱର ଜନତା ଦେଖିଲେ ଯେ ଅପରାଜିତା ମେଡାମ୍ ଯେଉଁ ପ୍ରଶାନ୍ତ ଜଗଦେବ କୁ ଗାଳି ଦେଉଥିଲେ,ସେହି ବ୍ୟକ୍ତି କୁ ଆଜି କୋଳେଇ ନେଇଛନ୍ତି।ତେଣୁ ଭୁବନେଶ୍ୱର ଜନତା କେବେବି ଏହି ଭଳି ବିଜେପି ନେତା ଙ୍କୁ ଭରଷା କରିବେ ନାହିଁ।
ଅପରାଜିତା ଷଡ଼ଙ୍ଗୀ ଓଡ଼ିଶା ବାସୀଙ୍କୁ ଯେତେ ଭ୍ରମିତ କରିବାକୁ ଚେଷ୍ଟା କଲେ ମଧ୍ୟ ସେଥିରେ ସଫଳ ହେବେ ନାହିଁ। ଓଡ଼ିଶା ବାସୀଙ୍କ ଭଲପାଇବା, ବିଶ୍ଵାସ ଲୋକସଭା ପାର୍ଥି ମନ୍ମଥ ରାଉତରାୟ ଙ୍କ ସହିତ ଅଛି ଆଉ ତାର ପ୍ରତିଫଳନ ୨୦୨୪ରେ ସବୁ ବିରୋଧୀ ଦଳ ଦେଖିବାକୁ ପାଇବେ।
ଭୁବନେଶ୍ୱର ର ବିକାଶ ପାଇଁ ମାଡ଼ାମ ଅପରାଜିତା ଙ୍କ ଅବଦାନ କେତେ ରହିଛି ତାହାର ପ୍ରତିକ୍ରିୟା ଦଳୀୟ ନେତା କର୍ମୀ ଦେଇ ସାରିଲେଣି ଆଉ ଦେଉଛନ୍ତି ମଧ୍ୟ ।
ଭୁବନେଶ୍ୱର ର ବିକାଶ ପାଇଁ ମାଡ଼ାମ ଅପରାଜିତା ଙ୍କ ଅବଦାନ କେତେ ରହିଛି ତାହାର ପ୍ରତିକ୍ରିୟା ଦଳୀୟ ନେତା କର୍ମୀ ଦେଇ ସାରିଲେଣି ଆଉ ଦେଉଛନ୍ତି ମଧ୍ୟ । #bjpantiodisha
ଆତ୍ମ ଗର୍ବ ରେ ଭାସି ବୁଲୁଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ.... ଭୁବନେଶ୍ଵର କୁ ବିହାର ରେ ପରିଣତ କରିବାକୁ ଚାହୁଁଛହ୍ନ୍ତି। ପଇସା ଅଛି। ନିଜ ଫଟୋ ଦେଖାଇବା ଭଲ ନାମ କମାଉ ଛନ୍ତି। ଯେଉଁ ଥାକୁ ଯାଉଛନ୍ତି ସାଙ୍ଗରେ ଦଶ ଟି କ୍ୟାମେରା ଧରି ଯାଉଛନ୍ତି। ନିଜ ଫଟୋ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବା ରେ ବ…
ଅପରାଜିତା ମାଡାମ 5 ବର୍ଷ ରେ ଗୋଟେ ମଧ୍ୟ ଉନ୍ନତି ମୂଳକ କାର୍ଯ୍ୟ ଭୁବନେଶ୍ୱର ରେ କରି ନାହାନ୍ତି l
ଓଡିଶା ବିଜେପି ର ଗୁଣ୍ଡା ରାଜ ସବୁବେଳେ ଓଡିଶା ବାସୀ ଦେଖିଆସୁଛନ୍ତି । ଆସନ୍ତା ନିର୍ବାଚନ ରେ ସଠିକି ଜବାବ ଦେବେ ଓଡିଶା ବାସୀ ।
ଅପରାଜିତା ମାଡାମ ଭୁବନେଶ୍ୱରରେ କିଛି ଭି ବିକାଶ କରିନାହାନ୍ତି ଓ ଆସୁଥିବା ନିର୍ବାଚନ ରେ ସିଏ ହାରିବେ l
ନିର୍ବାଚନରେ ବିଜୟଲାଭ କଲାପରେ ଅପରାଜିତା ମାଡ଼ାମ ଙ୍କ ଦେଖାନଥିଲା ଏବେ ନିର୍ବାଚନ ପାଖେଇଲା ବୋଲି ଲୋକଙ୍କ ପାଖକୁ ସଂଗଠନ ତିଆରି କରିବାପାଇଁ ଯାଉଛନ୍ତି ହେଲେ ଲୋକେ ଉଚିତଜବାବ ଦେଉଛନ୍ତି ।
Apana bodhe Andha. Se sabu week re constituency re buluthile.
ଅପରାଜିତା ମାଡାମଙ୍କର ପରାଜୟ ଏଥର ନିଶ୍ଚିତ ହେବ।
ଅପରାଜିତା ମାଡାମ କେବଳ ନିର୍ବାଚନ ସମୟରେ ବାହାରି ଲୋକଙ୍କ ପାଖକୁ ପ୍ରଚାର କରିବୁ ଯାନ୍ତି ଲୋକଙ୍କ ଦରକାର ସମୟରେ ରେ ତାଙ୍କ ଦେଖା ମିଳେନି l
ଓଡିଶା ରେ ବିଜେପି ଦଳ ଓ ତାଙ୍କ ନେତା ମାନଙ୍କ ଏହିଭଳି ଦୟନୀୟ ଅବସ୍ଥା ଦେଖି ସତରେ ଭାରି ଦୟା ଲାଗୁଛି!
ଏଥର ଆଉ ନୁହେଁ ଅପରାଜିତା , ବହୁତ ହେଇଗଲା ତମର ଯାତ୍ରା
Question and Answer totally Different. pancharile amba kahile panas.
ମନ୍ମଥ ତା ବୋପା ପରି ହାଲୁଆ
manmath..ethara haribu...
ପ୍ରଶ୍ନ ଗୋଟେ ଉତ୍ତର ଗୋଟେ ଧନ୍ୟ ରେ ପୁଅ
Only BJD
ବିହାରୁଣୀକୁ ଓଡ଼ିଶାବାସୀ ବିହାର ପଠେଇବେ ବୋଲି ସ୍ଥିର କରି ସାରିଛନ୍ତି
ତାଲିବାନି ଗୋଲାମ ମାନଙ୍କୁ ଆଉ କୋଉ ଓଡ଼ିଆ ଭୋଟ ଦେବାକୁ ଚାହୁଁ ନାହିଁ
ସୁର ପୁଅ ଗଜ ମୂର୍ଖ , 😂
Hmm sia pilot hei world buluthila sia murkha,aau tu sahi re basi jangei tani sikhita,munha ku laja sharam achhi naa nahi,phone khande ghare dhareideichtani jaha paiab type kariba,
ତାମିଲ ଶାସନ ଓଡିଶା ରୂ ହଟାଅ
ଆଛା ମ୍ୟାଡାମ୍ ଆପଣଙ୍କ ସରକାର ହରିୟାଣା ରେ ଅଛି, ବିଗତ ୧୦ ବର୍ଷ ହେଲା ' ଶାସନ କରୁଛି , କିନ୍ତୁ ବେରୋଜଗାରୀ ରେ ଦେଶରେ no ୧, ବେରୋଜଗାରୀ 37% ଉପରକୁ ଉଠି ଗଲାଣି | ଆପଣ ବିହାର ଚାଲି ଯାଆନ୍ତୁ ମ୍ୟାଡାମ୍, ସେଠି ଆମ ରାଜ୍ୟ ଅପେକ୍ଷା ଅଧିକ ବେକାରୀ ଅଛନ୍ତି, ତାଙ୍କୁ କାମ ଦେଇ ସାରିଲା ପରେ ଏଠି ଆସିବେ ।
ବିହାର କୁ ପଠାଇ ଦିଆଯାଇଛି ବିଜେପି ନେତା ସପନ ଦେଖୁଛନ୍ତି କି ଓଡିଶା କେବଳ ବିଜେଡି ସରକାର
ମନ୍ମଥ ତୁମେ କେବଳ ଜଣେ କ୍ରୀତଦାସ ହେବାକୁ ଯୋଗ୍ୟ। ତମର ଓଉକାତ ନାହିଁ।ନେତାହେବକୁ।ତୁ
ଖାଲି ସୁରପାଗଲର ପୁଅ ବୋଲି ତୋ ସହିତ game
କରା ଯାଉଛି।
Rather selling iron ore effort should be made to convert it to steel and sell steel. We shouldn't export iron ore and purchase steel from outside.
ଯଦି ଗଣ୍ଡିରେ ଦମ୍ ଅଛି ତାହାଲେ ବିରୋଧୀ ଦଳରେ ରହି ରାଜନୀତି କର l
ମୋଦୀ ହୈ ତୋ ମୁମକିନ୍ ହୈ । ଫିର ଏକବାର ମୋଦୀ ସରକାର୍ ।
Bigata 5 barsare kn hoechhi bhubaneswar constitution re kn karichha madam
Odisha re 104 koti loka .kichi ta Janina odisha re kete loka rajaniti karibaku chali asila rajaniti karibaku chi chi
ମୋର ଗୋଟେ ଫିଲିମ ଡାଇଲଗ ମାନେ ପଡୁଛି ମ୍ୟାଡ଼ାମ ଆପଣଙ୍କ କଥା ଶୁଣିକି ଡାଇଲଗ ଟି ହେଲା
ଯା କହିଦେବୁ ତୋ ବୋପାକୁ ଏ ସହରକୁ ତୋ ବୋପା ଆସିଛି ମାନେ ଅଧିନାୟକ ସାର ଆସିଛନ୍ତି ଆପଣଙ୍କ ବୋପା ହେଇକି 😄
Pandyan has put lots of effort for development of odisha and deserve respect from people of odisha
If Aparajita Madam will come to Power,the contractor from Bihar and UP will do construction work in bbsr.
କଣ କରିଛନ୍ତି ଖାଲି ମାଛି କହିବା
ପାଇକ ମାଟିର ପୁଅ ହୋଇ ତାମିଲ ପ୍ରୀତି କାହିଁକି ?
Tamil kan india re nuhen ki
@@PramodSahu-gy4xnJaiki tanku pachara se India supporter na LTTE supporter
So u want Bihar love
Counter to the points raised by honourable MP is not foolproof and based on data and logic.
BJP ର ଶାସନ ବ୍ୟବସ୍ତା କଣ ମଣିପୁର ରେ ଜଣାପଡ଼ିଲା
❤Jay mam ❤
Only ଅପରାଜିତା ୟେ ସୁର ପାଗଳ ପୁଅ ଅପରାଜିତା ପାଦ ଧୂଳି କୁ ସରି ନୁହେଁ ଏ ଖଣି ମାଫିଆ
Bjd+congress vs bjp
BJD will definitely loss in Bhubaneswar Parliamentary constituency
Odisha re 104 cr.. people's
Agaru kuade jaithila aparajita madam ebe asila election belaku
Aparajita madam kichi karinahanti au tanka purbaru jou chicken baba 4 times MP se kn ta upadi pakeithile au..madam is a sinciere lady..she is dedicated..my vote for aparajita madam
Ye lol !!! She didn't do a single work in last 5 years.
Last 15yrs the lectures r doing goti shramik . This is our education system. Where is Odisha's money is going.
😂😂😂. Bihar ru asi eea Odiya Asmita katha kahuchhi..
Madam apan 5years sansad hisab Re kana karichhanti taha kuhantu.IAS thili boli Igo only.centre re apanka sarkar thaiki a pana kete chakiri deichhanti
Apana jantu flight udeibe manmath Babu .... Vote paibeni only Yasir nawas
Aparajita tame au gap kuhani Tam gap suniba apekhya pragyan comedy dekhiba bahut bhala
Sura pua questions suni ki answer dele bhala haba
Question and answer mismatch fully. Pagala ra pralap.
Jharkhand chhattisgarh re kan bikash kari dela bjp bala
ଗାଲୁଆ ପୁଅ ଗାଲୁଆ
ଆରେ ମନ୍ମଥ ବାବୁ VK Pandia ବାବୁ ଯଦି ଇଲେକ୍ସନ ଲଢିବା ପାଇଁ ଠିଆ ହେବ ସେ ଜାଣିଛି ଅମାନତ ହରେଇବ ତପାଇଁ ଓଡ଼ିଶା ସାରା BJD ହାରିବ
କେତେ କିଛି କହିବ
Bihar tharu ta odisha bahut agare achi. Apana au sesabu kuhantuni Aparajita Madam 😂😂
Madam bihara pala tu jama jogya nuha odisha pae
ପ୍ରଶ୍ନ କଣ ଉତ୍ତର କଣ
Odisha ru biharuni jiba au Tamil jiba 😂😂😂
Educational qualification of manmath. ?
Bjp government jharkhand re thila kan development hoi chi ....... double engine re
Bharat re BJP ଶାସିତ ରାଜ୍ୟ ରୂ କେହି ଦାଦନ ଯାଉଛନ୍ତି କି ନାଁ। ତୁ ଟିକେ Bihar,up ଯା ବୁଲି ଆସିବୁ
ବିଜେପି ହଟାଓ ଓଡିଶା ବଞ୍ଚାଅ ଅପରାଜିତା ଷଡ଼ଙ୍ଗୀ ହଟାଓ ଓଡିଶା ବଞ୍ଚାଅ
Ethara au aparajita nuha.....only manmath routray bhai
Odia apeksha English re besi katha kahucha puni odia asmita katha kahucha
Luti sarilani Gote peon post pain 1 lacks application
Ethara bhubaneswar re only Yasir .............e di jananka vitaru kehi b nuhne Yasir naws jindabad
You are very proud lady .You are not eligible to a word member.We will guarantee Manmath will win sure Please wait.lt is Nabin Odisha.Do not think Nabin people are stupid. Nabin Pandian and Manmath will win100/100
ମନ୍ମଥ ରାଉତରାୟ ହେଲା ,,,,, ପାଣ୍ଡୁ ତାମିଲ୍ ର ଅଇଁଠା ଚଟା କୁକୁର 🐕 ଟା ,,,,,, ସେ ଆଗ ରାଜନୀତି ଖଡି ଛଉ
ଜଣେ ସାଂସଦ ହିସାବରେ ଅପରାଜିତା ମାଡ଼ମ ଅନେକ କାର୍ଯ୍ୟ କରିଛନ୍ତି ।
Any 2 work ???
ସାନ ବାବୁ କୁ ଡରୁଛନ୍ତି ଅପରାଜିତା
Ki balo rasta bjd karichi ki balo nua o kariki khali odishara tanka luta jauchi😜😜😜😜😜
Aparajita mem theek kahuchhanti...apanka 24 barsha sasana ra biphalata ganau chhanti..tume nua loka aga ku na ashi pandu babu nku patha o tanka thu utar sunile bhala lagiba..
Only Navin.. Navin No1
Aparajita heuchi mali sahiro red line leader
Jie odia kahiparuni se kahuchi odia asmita katha ,odia prathame paika bidroha karithile odia
Age bihari hatao odisha banchao😂
ମନ୍ମଥ ମୁଣ୍ଡରେ କିଛି ଗଳୁନି
Orisaa re mao bandi au nahin .shanti pheri asi chi hele jhadkhand bihar chhattisgarh ru maobadi ku aji parjatan band kari pari la ki
Khali jojana kara
Tume odia puota pandianku support kruchha
ତାମିଲ pandu ହଟାଓ ସୁର touter ବାପାପୁଓ
ବିଜେଡି ହଟାଓ ଦାଦନ ବଞ୍ଚାଓ
Jay Aparajita ❤mam
Bihari ku hata ethara orisaa ru .se biharu ku jai development karu .orisaa re bhut development hoi chi
Manmath is winning by 200000 votes
Bjd ra kn mission kahunu
Manmath routray tamil pada chatiba ..eie kn paika pua ra swabhab
She is a lier
Bjd ❤
Bjf🎉
ମନ୍ମଥ ବାବୁ ଆପଣଙ୍କ ବଡ଼ ଭାଇ ଭଲ ଉତ୍ତର ଦେଇ ପାରିବେ। ଆପଣଙ୍କ ବାପା ପୂର୍ବରୁ ଏସବୁ ଉତ୍ତର ରଖିଛନ୍ତି
Only bjd...right apana bi odia nuhanti mdm
B j P Weiner ❤
Tu biharuni bihar jibu
Bjp sasita state re orisaa tu adhika bekari . minimum 3 times bekari from orisaa
Only one bjd❤❤❤
BJP 2 crore job kuade gala