PANCHALINGESWAR || ପଞ୍ଚଲିଙ୍ଗେଶ୍ୱର || ବାଲେଶ୍ୱର || BALESORE

แชร์
ฝัง
  • เผยแพร่เมื่อ 6 ก.ย. 2024
  • ନମସ୍କାର Insight Odisha ତରଫରୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆସନ୍ତୁ ଆଜି ଆମେ ବୁଲିବାକୁ ଯିବା ବାଲେଶ୍ୱର ଜିଲ୍ଲାର ନୀଳଗିରି ନିକଟରେ ପଞ୍ଚ ଲିଙ୍ଗେଶ୍ୱର।
    #odishatourism #panchalingeswar #odishatouristplace #balesore #malika #odiabhajan #odiagapa #natia #malikabachana #ajirarasifala
    ମନ୍ଦିରଟି ନୀଳଗିରି ନାମକ ଏକ ଛୋଟ ପର୍ବତ ଉପରେ ଅବସ୍ଥିତ।
    କୁହାଯାଏ କି ମାତା ସୀତାଙ୍କ ଦ୍ୱାରା ଏହି ଶିବଳିଙ୍ଗଗୁଡିକ ଅବସ୍ଥାପିତ। ଭିନ୍ନ ଏକ କାହାଣୀ ଦର୍ଶା ଯାଇଛି ଯେ ରାଜା ବାଣାସୁର ଏହାର ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ସ୍ଥାନରେ ସ୍ୱୟଂଭୁ ଲିଙ୍ଗ ପୂଜା କରିଥିଲେ। ଏହାର ଚିରସ୍ଥାୟୀ ସ୍ରତଟି ଏଠାରେ ମୁଖ୍ୟ ଆକର୍ଷଣ ସହିତ ଶିବଲିଙ୍ଗ ଗୁଡିକ ଉପରେ ପ୍ରବାହିତ ହେଉଥାଏ।
    ଏହି ପାହାଡ଼ି ଝରଣା ଭିତରେ ପାଞ୍ଚଟି ଶିବଲିଙ୍ଗ ପୂଜା ପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏ ସ୍ଥାନର ନାମ ପଞ୍ଚଲିଙ୍ଗେଶ୍ୱର ହୋଇଛି। ଯାହାକି : ମଣିନାଗେଶ୍ୱର, ବାଙ୍ଗେଶ୍ୱର, ଗଡ଼ଗଡେଶ୍ୱର, ବାଣେଶ୍ୱର ଓ ଖଜୁରେଶ୍ୱର ଅଟେ।
    ନୀଳଗିରି ଓ ଦେବଗିରି ପଞ୍ଚଲିଙ୍ଗେଶ୍ୱରର ଏକ ଅଂଶ ବିଶେଷ ଅଟେ। ଏହି ଶୈବପୀଠର ପାଦ ଦେଶରେ ଝରଣଟିଏ ପ୍ରବାହିତ ହେଉଛି। ଏହି ଜଳସ୍ରତ ମଧ୍ୟରେ ଅଦୃଶ୍ୟ ପଞ୍ଚଗୋଟି ଶିବଲିଙ୍ଗ ପୂଜା ପାଉଛନ୍ତି। ଭକ୍ତମାନେ ଜଳସ୍ରୋତ ମଧ୍ୟରେ ପଞ୍ଚଲିଙ୍ଗେଶ୍ୱରଙ୍କୁ ଦର୍ଶନ କରି ପୂଜା କରନ୍ତି।
    ପ୍ରସ୍ତର ଉପରେ ବସି ପୂଜକ ଶିବଲିଙ୍ଗ ପୂଜା କରନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଯାତ୍ରୀ ନିବାସର ବ୍ୟବସ୍ଥା ରହିଛି। ସରସ୍ୱତୀ ପୂଜା ସମୟରେ ଏଠାରେ ୫ଦିନ ମେଳା ହୋଇଥାଏ। ବହୁ ଭକ୍ତ ଏଠାକୁ ଆସି ଦେବଦର୍ଶନ ସହିତ ମେଳାରୁ ବିଭିନ୍ନ ସାମଗ୍ରୀ କଣିଥାନ୍ତି। ଦେବଗିରି ପର୍ବତର ଶିଖର ଭାଗରେ ମଣ୍ଡଳେଶ୍ୱରୀ ଦେବିସ୍ଥାନ ରହିଛି। ଏହାକୁ ବର୍ଷା ଦେବୀ ମଧ୍ୟ କୁହାଯାଏ। ବର୍ଷା ନ ହେଲେ ଦେବୀଙ୍କୁ ପୂଜା କରିଲେ ବର୍ଷା ହୋଇଥାଏ ଲୋକ ବିଶ୍ୱାସ ରହିଛି। ଦେବଗିରି ପର୍ବତମାଳା ପରିବେଷ୍ଟିତ ପର୍ବତର ଶୀର୍ଷ ଦେଶରୁ ମଙ୍ଗଳପୁର ପ୍ରାଚୀନ ପଥ ଓ ଦୁର୍ଗପର୍ଯ୍ୟନ୍ତ ଏକ ସୁଡଙ୍ଗ ରହିଛି। ଜନମତ ଅନୁଯାୟୀ ପଞ୍ଚଲିଙ୍ଗେଶ୍ୱର ପାହାଡ଼ର ପାଦଦେଶରୁ ଏହି ସୁଡଙ୍ଗ ରହିଛି।
    ପ୍ରାୟ 1846 ମସିହା ପୂର୍ବରୁ ଏହା ଲୋକଲୋଚନ ଠାରୁ ଦୂରରେ ଥିଲା। 1846ରେ ବ୍ରିଟିଶ ଶାସନ ସମୟରେ ରାଣୀ ଅର୍ଣ୍ଣପୂର୍ଣାଙ୍କୁ ସ୍ୱପ୍ନାଦେଶ ହେବାପରେ ସେ ରାଜା କୃଷ୍ଣଚନ୍ଦ୍ରଙ୍କୁ ଜଣାଇଲେ, ପରେ ରାଜା ପୂଜା ଅର୍ଚନା କରାଇଥିଲେ।
    ଏହା ନୀଳଗିରି ଠାରୁ 10km, ବାଲେଶ୍ୱର ଠାରୁ 30km ଓ ବାରିପଦା ଠାରୁ 85km ଦୂରତା ଅଟେ।
    🅱hubaneswar ଠାରୁ ପ୍ରାୟ 190km ଥିବାବେଳେ କେନ୍ଦୁଝର ଠାରୁ ଯେଉଁ ପଥରେ ଗଲେବି ପ୍ରାୟ 190kmରୁ 200km ହେବ।
    Voice Over: SAMAYASHREE CHATARJEE
    Script: Mohit Shreekant
    editing: Deepak
    Camera:Pravakar sahoo & Abhijeet Ray
    In Association with Ankan TV
    Follow Us
    Insight music for music related video
    / @insightmusicodia
    Insight Odisha for exploring videos of Tourist places
    / insightodisha
    Insight Farming for farming related video
    / @insightfarming
    Amruta Sarani for Bhajan and Bhakti song
    / @amrutasarani
    * ANTI-PIRACY WARNING *
    This content is Copyright INSIGHT ODISHA. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
    2021.All copyrights reserved with INSIGHT ODISHA
    insightodisha21@gmail.com

ความคิดเห็น • 1