ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଏଇ ଭଉଣୀଙ୍କଠୁ କିଛି ଶିଖିବା କଥା ଏମିତିକା ଭଉଣୀ ମାନେ ଯଦି ନିଜେ ଏମିତିକା ରୂପ ଦେଖେଇବେ ତାହାଲେ ସବୁ ଏଇ ସମାଜର ଖଳ ପ୍ରକୁତି ଲୋକ ସବୁ ସୁଧୁରିଯିବେ ଜୟ ଜଗନ୍ନାଥ 🙏🏿🙏🏿🙏🏿🙏🏿
Jay Maa Samlei ❤❤
Sir ମୁଁ ଗୋଟେ କଥା ବୁଝି ପାରୁନି..... ସରକାରୀ ବିଦ୍ୟାଳୟ ରେ ଏତେ ଦୁଃଖ କଷ୍ଟ ସହି ପାଠ ପଢି ସରକାରୀ ଚାକିରୀ ଟେ କରି ପାରୁନି.... ଆଉ ବେ ସରକାରୀ ସ୍କୁଲ ରେ ପଢି ସରକାରୀ ଚାକିରୀ କରିବାକୁ କାହିଁକି ଚାହୁଁଛନ୍ତି ?
ଜୟ ଜଗନ୍ନାଥ ଏମାନଙ୍କର କିଛି ନ ହଉ ଏଇ କୋମଳ ମତି ଶିଶୁ ମାନେ କେମିତିକା ଜାଣିବେ ଭଲ କୋଉଟା ମନ୍ଦ କୋଉଟା ଯୋଉ ଶିକ୍ଷକ ଆଉ ଶିକ୍ଷୟତ୍ରୀ ମାନେ ଏମିତିକା କରୁଛନ୍ତି ତାଙ୍କ ଉପରେ ଦୁଢ କାଯ୍ୟନୁଷ୍ଟାନ ନିଆଯାଉ
ଭୁବନେଶ୍ୱର ର ଏପରି ପରିସ୍ତିତି ରୁଷିଆ ଆସି ମଧ୍ୟସ୍ତି କରି କିଛି ସହାୟତା ପ୍ରଦାନ କରିବା ଉଚିତ୍
ପିଲା ମାନଙ୍କୁ ଏବେଠୁ ଅଲମଫିସରେ ଭାଗ ନବା ପାଇଁ ପ୍ରାକଟିସ କରୁଛନ୍ତି କେବେ ସବୁ ସୁଧୁରିବେ ଏଇ ଶିକ୍ଷକ ସମାଜ ଯଦି ପିଲାଙ୍କର କିଛି ହୁଏ ତାହାଲେ କିଏ ଦାଇ ହେବ ପ୍ରଭୁ ଜଗନ୍ନାଥଙ୍କର ପାଖରେ 🙏🏿🙏🏿🙏🏿ଗୁହାରି କରୁଛି ଏମାନଙ୍କର କିଛି ନ ହଉ
Very nice❤❤❤❤❤
ସ୍କୁଲରେ ଭଲ ଧନ୍ଦାମୂଳକ ଶିକ୍ଷା ଦିଆଯାଉଚି ପାଠତ ଯାହା ପଢାଯାଉଚି ହଁ 2ୟ ଦୃଶ୍ୟଟିରେ ସଫଳତା ପାଇବାକୁ ହେଲେ କିପରି କଣ୍ଟକିତ ପଥ ଅତିକ୍ରମ ହେବ ତାହାକୁ ଦେଖାଯାଉଚି
Super news sir Jay Jagannath 🙏
Smart City ର smart ବିଦ୍ୟୁତ୍ ସେବା । ଲାଗୁଛି ସର୍ବ ସାଧାରଣ ଙ୍କ ପାଇଁ Electric Pannel Board ଟି ଖୋଲା ହେଇଛି । ଯାହାର ଯେତେବେଳେ ଇଚ୍ଛା switch ON/OFF କରିପାରିବେ ।😂😂😂
ପୂର୍ଣ୍ଣଣ୍ଡା ଭାଇ କଲର କରୁଛନ୍ତି ହେଲେ କ ମାନେ କରେଣ୍ଡ ଆଉ କ ମାନେ କଲର ଟିକେ ସେ ମିକ୍ସ କରିଦେଉଛନ୍ତି ଜାଣିକି ଏମିତିକା କରୁଛନ୍ତି କିଛି ହେଲେ କିଏ ଦାଇ ହେବ କୁହ 🙏🏿🙏🏿🙏🏿🙏🏿
Jay jagannath
ଏମିତିକା ପରିବେଶ ମତେ ଟିକେ କୁହନି ମୁଁ ଆଉ ମୋ ସାଙ୍ଗ ମାନେ ଯିବୁ ପିକନିକ କରିବା ପାଇଁ ଏମିତିକା ଦୁସ୍ୟ ଦେଖି ମତେ ବହୁତ ଖୁସି ଲାଗୁଛି କାରଣ ଏଇ ଆଖ ପାଖରେ ଯିଏ ରହୁଥିବେ ସିଏ ନିଚୟ ପ୍ରତି ଦିନ ମେଡିକାଲ ଯାଉଥିବେ ହେ ପ୍ରଭୁ ତୁ କେବେ ବୁଦ୍ଧି ଦେବୁ
ଯୋଉ ମାନେ ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା ଭୁବନେଶ୍ବର ବିଜୁଳି ବିଭାଗ ଦ୍ଵାରା 😂😂
ଭଉଣୀଙ୍କ ସାହସକୁ ମାନିବାକୁ ପଡିବ
Amiti bahut school re chalichi.pila sabu school kama karuchhanti😢
ବିଜୁଳି ଆମେ ବ୍ୟବହାର କରୁଚେ ବିଜୁଳିବାଲା କାହିଁକି ସେ ପ୍ୟାନେଲବୋର୍ଡ ରେ ହାତମାରିବେ ତେଣୁ ସିଏ ଆମର ଭଲପାଇଁ ଏପରି ଅବସ୍ତାରେ ରଖିଛନ୍ତି ଅନ୍ ଅଫ୍ ଆମେକରିବୁ
Jay Jagannath Jay odisha Jay look
ଶକ୍ତି ବିଭାଗ କେତେ ସକ୍ରିୟ ଅଛନ୍ତି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ମଣିଷ ମଲେ ତାଙ୍କର କଣ ଯାଏ ଦୌଡ଼ି ଦୌଡ଼ି ଚପଲ ଛିଡିବା କଥା ...
ଆମଲୋକଙ୍କର ନବା ଅଭ୍ୟାସ ଆଗରୁ ଅଛି ମାଗଣା ଯାହା ମିଳିଲେ ତାକୁ ନେଇଯିବେ ହେଲେ ମୁଁ ବୁଝି ପାରୁନି ଲୋକେ ଆମର ଏତେ ନବା ରେ ବେସ୍ତ ଯେ କରେଣ୍ଟକୁ ବି ଛାଡୁ ନାହାନ୍ତି 🤣😂🤣😂
Sir bhwanipatna block laxmipur gp ra school sabu thik apana dekhei thiba video bhali
Jay Jagannath
Madhyana bhojana re bi haldi pani au bhata😂😂
କଳାହାଣ୍ଡି Govt. School ର ଏଭଳି ଘଟଣା ସମ୍ପୂର୍ଣ୍ଣ ନୀନ୍ଦନୀୟ.....
❤❤❤
Very good sister
Sir ଏମିତିକା ଭିଡ଼ିଓ ପଠାଇବାକୁ ଚାହୁଁଛି କାହଁକି ନା ଆମ ଗାଁ ରେ ମଧ୍ୟ କିଛି ସରକାରୀ କାମ ଅଧା ରହିଛି କରୋନା ପୂର୍ବରୁ କାମ ହେଇଛି କିନ୍ତୁ ପୂର୍ଣ୍ଣ ହେଇନି
Bhala
Smart city ra smart electric ସେବା ସବୁ ଖୋଲି କି free re ଦବା 🤣🤣🤣
ଏ ଭିଡିଓ ଟି ଆମ ଓଡ଼ିଶା ରେ ନୁହଁ
Angul jindal jeun gas chhaduchi swasha rudha hoijauchhi jahaki nanagogara karana, sarkarnku mora nibedan apanka jariare ehara uchit padakhyepa nebe. Nahele Angul dwansha nisthita.
School re kana vip 80 barsia ticher achanti laguchi
ବିଚରା ହେଡମାଷ୍ଟରଙ୍କ ଚାକିରି ଗଲା
Nice public awareness program
Chit finds khabar sir
Naranal nuasarakar kahi ba nahi newu fius vala ebang purba ru bi eatharu bichitra fhiusckd
Electric corent m😂😂
😊😊😊😊😊😊❤❤❤😢😢😢😂
Ai pari chapal mada darkar 😂😂
Bala Karucha ok
Drama 🙄 women empowerment misfired 😳Useless news, don't encourage free publicity 🙏🏻
Keibi tike like dauna

Drama 🙄 women empowerment misfired 😳
Useless news, don't encourage free publicity 🙏🏻
Keibi tike like dauna
Jay jagannath