ବଲାଙ୍ଗୀର:ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଓଗାଁ ରେ ହେଇଛେ ଏନ୍ତା କିଛି ଅଭିଯୋଗ deogaon school morsamiya

แชร์
ฝัง
  • เผยแพร่เมื่อ 6 ม.ค. 2025

ความคิดเห็น •

  • @bharatbudek7054
    @bharatbudek7054 10 ชั่วโมงที่ผ่านมา +9

    Ajit sir very good teacher

  • @santanumallick1263
    @santanumallick1263 วันที่ผ่านมา +20

    Ajit Mishra Sir 3 times state award winner 🏆now he is ABEO Deogan .. we are proud of him 🎉

  • @deardinesh8228
    @deardinesh8228 วันที่ผ่านมา +31

    Ajit sir good teacher 🙏

    • @santanumallick1263
      @santanumallick1263 วันที่ผ่านมา

      Right Bhai .. 4 time national award winner AJIT Mishra sir

  • @harapriyasahoo5595
    @harapriyasahoo5595 2 วันที่ผ่านมา +65

    ଅଭିଭାବକ ମାନେ ହିଁ ସପୂର୍ଣ୍ଣ ଦାୟୀ........
    ଶିକ୍ଷକ ମାନଙ୍କୁ କୌଣସି ଭୁଲ ନାହିଁ

    • @Super-Ux
      @Super-Ux วันที่ผ่านมา +5

      In school time, who will responsible if anything happens to our children if head master not taking any responsibility of a student then he needs to resign from his post. If the HM telling he is not present at that time, then where are others teacher's and should they have any responsibility or not??

    • @mr..clever149
      @mr..clever149 วันที่ผ่านมา

      ​@@Super-Uxyes , I am totally agree with ur thoughts, what's the point here yaar ,,,
      Suppose , oneday someone gives something like toxic to their own children, and after that when they try to complain in police 🚨 , Police will just reply like - How can you prove that ? Have you seen those view ? We can't do till , we or you have a visual proof about this ...
      And I think in this comment section, the whole teachers community is trying to erase the facts ....

  • @UpendraKanta-yp2uy
    @UpendraKanta-yp2uy วันที่ผ่านมา +72

    He is a good head master.
    Support him.

    • @Super-Ux
      @Super-Ux วันที่ผ่านมา +7

      In school time, who will responsible if anything happens to our children if head master not taking any responsibility of a student then he needs to resign from his post. If the HM telling he is not present at that time, then where are others teacher's and should they have any responsibility or not??

    • @nityanandabhoi6753
      @nityanandabhoi6753 วันที่ผ่านมา +2

      @@Super-Ux ଛୁଆଁ କୁ ଘରୁ ଚକୁ ଧରାଇ କି କେ ପଠାଇଛେ

    • @sagarsahu5937
      @sagarsahu5937 วันที่ผ่านมา +5

      ​@@Super-Uxapon gote teacher hoethile janithante .....Pila mane school re bahaut misbehave karuchhanti teacher ku...but teacher kichhi action neiparuni because of that Danda mukta anchal

    • @Super-Ux
      @Super-Ux วันที่ผ่านมา

      Chhua ra jiban gala pare bhi e katha kahebe kain sir​@@sagarsahu5937

    • @PPra-w1u
      @PPra-w1u วันที่ผ่านมา

      ​@@Super-UxBesi English kahele ni hue
      Tar ghar parivar kana Ghare kana sikhochan dekha
      Teacher path padhaba
      Chua mankar pachhe bulba kyn

  • @Sagar-kg9rq
    @Sagar-kg9rq วันที่ผ่านมา +53

    ଶିକ୍ଷକଙ୍କର କୌଣସି ଅଧିକାର ନାହିଁ କିନ୍ତୁ ସବୁ ଦାୟିତ୍ଵ ଶିକ୍ଷକଙ୍କର,ଶିକ୍ଷକଙ୍କୁ ସମ୍ମାନ ନାହିଁ, ଶିକ୍ଷକଙ୍କ ଉପରେ ସମସ୍ତେ ରାଜ୍ କରିବାକୁ ଚାହୁଁଛନ୍ତି ଧନ୍ୟ ସେ ଶିକ୍ଷା ବ୍ୟବସ୍ଥା..

    • @AadityaRanjan-j4u
      @AadityaRanjan-j4u วันที่ผ่านมา +2

      କଣ କରିବା Sir ଏଥିପାଇଁ ଶିକ୍ଷା ବ୍ୟବସ୍ଥା ହିଁ ଦାୟୀ l
      Students ଆଉ Students ହେଇ କି ନାହାଁନ୍ତି l
      କି Parents ବି କିଛି ବୁଝିପାରୁନାହାନ୍ତି ।

    • @AadityaRanjan-j4u
      @AadityaRanjan-j4u วันที่ผ่านมา +1

      ଆଜିର ଦୁନିଆରେ ଶିକ୍ଷକ ଙ୍କୁ ଏମିତି ଅପମାନ କାହିଁକି ?

    • @Super-Ux
      @Super-Ux วันที่ผ่านมา +2

      In school time, who will responsible if anything happens to our children if head master not taking any responsibility of a student then he needs to resign from his post. If the HM telling he is not present at that time, then where are others teacher's and should they have any responsibility or not??

    • @techyty
      @techyty วันที่ผ่านมา +3

      ​@@Super-Uxbhai tama munda mada hei jaichi ki? School re saha saha pila 2-3 jana teacher. Teacher na kahaku mari pariba na pati kariba. Pila nkra teacher ku kichi dara bhaya rahuni jaha icha hauchi karuchanti. Lunch break ki game period re 200 pila bahare khelibe teacher kahaku jagiba? Teacher ra primary kama heuchi patha padheiba, patha padha ku chadiki school re sabu kichi hauchi. Tama ghare 2-4 pila nku tame sambhali paruna jane teacher 200 pila nku kemiti sambhaliba.
      Jaha hela samaste teacher guda nka upare sandha. HM ra bhul kn? ମୁଲିଆ କରିକି ପିଲାଙ୍କୁ ଜଗିଥାଆନ୍ତା କି? ମୂର୍ଖ ଭଳିଆ କଣ କହୁଚ୍ଛ HM କୁ suspend kara jau. Tame taku chakiri deithila na suspend hela pare tame taku chaliba panee paisa deba.

    • @RajeswariBag-i1t
      @RajeswariBag-i1t วันที่ผ่านมา

      ​right

  • @bhubanewardharua9631
    @bhubanewardharua9631 วันที่ผ่านมา +39

    ନବୀନ ସରକାର ଦଣ୍ଡମୁକ୍ତ ଅଞ୍ଚଳ କଲା ଦିନଠୁ ଏପରି ଦଶା ଏଥିରେ ଶିକ୍ଷକ ମାନଙ୍କ ର୍ କୌଣସି ଭୁଲ ନାହିଁ l

    • @Shdhdjdhdjdjddjah
      @Shdhdjdhdjdjddjah วันที่ผ่านมา

      😂😂😂😂😂😂

    • @dngamerff2314
      @dngamerff2314 10 ชั่วโมงที่ผ่านมา

      Tar buaa modi se kana karichhe

    • @rajatsahu4070
      @rajatsahu4070 6 ชั่วโมงที่ผ่านมา

      Sath aaaa dada

  • @BijuBhai100-k1k
    @BijuBhai100-k1k วันที่ผ่านมา +37

    ଶିକ୍ଷକ ର ଭୁଲ ନିନା 🙏🙏🙏

    • @Super-Ux
      @Super-Ux วันที่ผ่านมา

      In school time, who will responsible if anything happens to our children if head master not taking any responsibility of a student then he needs to resign from his post. If the HM telling he is not present at that time, then where are others teacher's and should they have any responsibility or not??

  • @kabyabhanji
    @kabyabhanji วันที่ผ่านมา +8

    Very good question -ଅଲଗା ଜାଗା ପଠେଇ ଦେଲେ ତାକର ଦକ୍ଷତା ବଢ଼ିଯିବା କେ

  • @sarojkumarmajhi3064
    @sarojkumarmajhi3064 วันที่ผ่านมา +36

    ABEO Sir ସିଧା ସଳଖ ଏ ବି ଇ ଓ ହେଲେ କି ହେଡମାଷ୍ଟରରୁ ହେଇଛନ, ଜଣେ ହେଡମାଷ୍ଟର ଙ୍କୁ ମେଡ଼ିଆ ସାମନା ରେ ଅପମାନିତ କରିବାର ଅଧିକାର କେଭେଠାନୁଁ ପାଇଲେ ?

    • @BhaskarBarik-sl6iy
      @BhaskarBarik-sl6iy วันที่ผ่านมา +2

      ABEO Agyan Sat Katha kahele Tor kn fatuche ? Jaha kahuchan straightforward au seta tankar kam au responsibility.. Media k higher authorities hin answer debe .. se sat Katha kahichan.
      Respect ABEO Sir

    • @nityanandabhoi6753
      @nityanandabhoi6753 วันที่ผ่านมา +1

      @@BhaskarBarik-sl6iy ABEO କେ suspend କରା ଯାଉ । ସେ ତା block ରେ କିଛି କାମ କରୁ ନି , କି କିଛି ବି ଜାଣି ନାହିଁ ।

    • @BhituDishree
      @BhituDishree วันที่ผ่านมา

      Bekar Katha ke e ghusia ghatuchhe mor samita news chhuakar ma bua ke jaikari kaha j kaije chhuri chaku deikari takar chuaku oathauchha9

    • @Riansh985
      @Riansh985 วันที่ผ่านมา

      ABEO ra ktha kahibar dhanga nai..HM sir nke knta hnta kahiparuchan ..ABEO b path padhi kina job karuchn au HM b .to higher post boli H.m sir nke jaha taha kahi debe na ki..

    • @mr.develop6413
      @mr.develop6413 12 ชั่วโมงที่ผ่านมา

      Right 👍

  • @Dancerorphan
    @Dancerorphan 23 ชั่วโมงที่ผ่านมา +2

    ଶିକ୍ଷକ ଓ ଅଭିଭାବକ ସମ୍ପୂର୍ଣ୍ଣ ଦାୟୀ.. ବିଶେଷ ଭାବରେ ଅଭିଭାବକ 🙏

  • @Jh-.sgsy.
    @Jh-.sgsy. 2 วันที่ผ่านมา +62

    ଦଣ୍ଡ ମୁକ୍ତ ଅଞ୍ଚଳ ର side-effect

    • @harapriyasahoo5595
      @harapriyasahoo5595 2 วันที่ผ่านมา

      Yes

    • @aradhanadas-vb7xx
      @aradhanadas-vb7xx วันที่ผ่านมา

      Thik kahuchan danda mukta anchala karidela j chhua mane bilkul b nai mabar.school re ta teacher manku chhua mane bekhatir Kari basle na path padhbar k man nai Khali enta kaam re man dauchan.amar bele ame maad khai shdhruthinu.enta kaam k bhabu b nithai danda bhukta karajau

  • @bimalnaik3128
    @bimalnaik3128 วันที่ผ่านมา +6

    ସବୁ ଅଭିଭାବକଙ୍କ ଦୋଷ ।ଛୁରୀ ଦେଖାଇ ଥିବା ଛାତ୍ରକୁ କିଛି କହିଲେ ଶିକ୍ଷକଙ୍କ ଚାକିରୀ ଯିବ ।ଏଠାରେ ଶିକ୍ଷକ କଣ କରିପାରିବେ?

  • @harapriyasahoo5595
    @harapriyasahoo5595 2 วันที่ผ่านมา +30

    ତମେ କହିବ ଯେ ପିଲାଙ୍କୁ ମାଡ ଦବନି........ ଆଉ କିଏ ମାନିବ ତୁମକୁ.......
    ଆଉ ଯୋଉ କହୁଛନ୍ତି ନୈତିକ ଜ୍ଞାନ..... ଆଜିକା ସମୟରେ ପିଲାମାନେ କେହିବି ଛୋଟ ନାହାନ୍ତି l

  • @PinkeswarBhoi
    @PinkeswarBhoi วันที่ผ่านมา +8

    ଏଥିପାଇଁ ସରକାରୀ ନୀତି ନିୟମ ଓ ପ୍ରଶାସନ ଦାୟୀ ।ଅଭିଭାବକମାନେ ପିଲାଛୁଆକେ ଧ୍ୟାନ ଦେବାର କଥା ମାଷ୍ଟର କେ ସରକାରୀ ନୀତି ଦୁର୍ବଳ କରିଦେଉଛି ।ସରକାର ମାଷ୍ଟର କେ ଗୁରୁ ବନବା ଜାଗାରେ ନଉକର ବନେଇ ଦଉଛନ ।ପିଲା କେ ଶୃଙ୍ଖଳିତ କରିବାକୁ କିଛି କହିଲେ କି ସାନେସୁରୁ ଦଣ୍ଡ ବିଧାନ ଟେ କଲେ ଦଣ୍ଡମୁକ୍ତ ଅଞ୍ଚଳ ବୋଲି ସରକାରୀ ଏକସନ ହେଉଛି ଏବଂ ଲୋକ ଝଗଡ଼ା ଲାଗୁଛନ ।ସତେ କି ମାଷ୍ଟର ସବକର ଚାକର ଆଉ ଶାଳୀ ସମସ୍ତେ ସତେ ମାଷ୍ଟର କେ ହୁରିଆ କରୁଛନ।ପହିଲା ଜିନିଷ ପିତାମାତା/ଅଭିଭାବକ ମାନେ ପିଲା କେ ନୈତିକତା ଓ ଗୁରୁ କୁ ସମ୍ମାନ ଦେବା ଶିଖାଇବା ଉଚିତ।ଅଫିସର ସାର ଆପଣ କେତେ ନୈତିକ ଜ୍ଞାନ ଦେବେ ଆପଣ ଯେତେ ଦେଲେ ବି ଅଭିଭାବକ ଆଉ ପରିବେଶ ସଚେତନ ନେଇ ହେଲେ ମାଷ୍ଟର କାଏ କରିବା ।ସାମ୍ବାଦିକ ବନ୍ଧୁମାନେ ବି ଖାଲି ଖବର ଉପରେ ନିର୍ଭର ନେଇ କରି ଲୋକ ଭିତରେ ଟିକେ ନୈତିକତା ସୃଷ୍ଟି କରିବାକୁ ଚେଷ୍ଟା କଲେ ବହୁତ ଭଲ ହେବା ।

  • @bscreation3444
    @bscreation3444 2 วันที่ผ่านมา +23

    Sir ଦଣ୍ଡ ମୁକ୍ତ ଅଞ୍ଚଳ ର side ଇଫେକ୍ଟ

  • @SushantaBakul
    @SushantaBakul 2 วันที่ผ่านมา +6

    Mor samiya jindabad

  • @JeeteRaho-k5y
    @JeeteRaho-k5y 2 วันที่ผ่านมา +18

    Valueless reporting by a youtuber

    • @LEARNWITHEARN-m6z
      @LEARNWITHEARN-m6z 2 วันที่ผ่านมา

      kia ta sat kahela lok ni bhujbar

  • @binakanaik3123
    @binakanaik3123 วันที่ผ่านมา +5

    ଅଭିଭାବମାନଙ୍କର ଦାୟିତ୍ଵ ନିର୍ବାହ କରନ୍ତୁ

  • @MasukAlliKhan
    @MasukAlliKhan 2 วันที่ผ่านมา +8

    ପ୍ରଧାନ ଶିକ୍ଷକଙ୍କ ଓ ଏ ବି ଓ ଦୁହେଁ ଙ୍କର କଥା ବାର୍ତ୍ତା ମେଲ୍ ନାଇ ଖାଏବାର, ଦୁହେଁ କେ ଚାକିରିରୁ ବିଦା କରାଯାଉ, ମିଡ଼ିଆ ସାମ୍ନାରେ କଥା କହେବାର ଶୈଳୀ ଜଣା ନାଇ ।

    • @santanumallick1263
      @santanumallick1263 วันที่ผ่านมา

      Nonsense chakar hebu jaa tankar.. aukaat ache katha kahuchu

  • @shibabariha143
    @shibabariha143 วันที่ผ่านมา +3

    ଆମର ସମ୍ବଲପୁରିଆ ଲୋକ ବହୁତ ଖତରା ଆୟେ ବୋ ସତେ 🥰🥰

  • @Bikashmanch-muribahal
    @Bikashmanch-muribahal วันที่ผ่านมา +2

    Good news coverage 👍👍

  • @sampattypandey
    @sampattypandey วันที่ผ่านมา +10

    ଭୂଜି କରି !!!!!!
    ବେଳେ ତୁମେ ନାଟ୍ କରୁଛ ହୋ
    ତୁମର ସମୀୟା ଆଏ ଯେ ତୁମେ ଯାହା ଚାହିଁବ ତାହା କହିବ ??
    ସେ କହୁଛନ exposure Visit ଆଉ ତୁମେ କହୁଛ ଭୂଜି କରି !!!!
    ଲଜ୍ଜା ସରମ ବୋଲି କରି କିଛି ନେଇ ।

    • @greeneaglearmy9720
      @greeneaglearmy9720 วันที่ผ่านมา

      Rigt point ☝️

    • @laxmanluha9802
      @laxmanluha9802 วันที่ผ่านมา

      News bala Bhai ta katha hei nai janbar

    • @surajnaik5460
      @surajnaik5460 วันที่ผ่านมา

      Right

    • @PPra-w1u
      @PPra-w1u วันที่ผ่านมา

      Reporter over confident hauchhe

  • @benudharbiswal5388
    @benudharbiswal5388 วันที่ผ่านมา +11

    Head teacher ର ଭୁଲ୍ ନାଇନ।

  • @Kirannaik00
    @Kirannaik00 6 ชั่วโมงที่ผ่านมา +1

    ନିବେଶ ସାର୍ ମୋର ସମୀୟା କେ ଜୁହାର ।ମୋର୍ ଗୁଟେ ଅସୁବିଧା ଜଣାଇ ବାର ଲାଗି ଆପଣ କର ଫୁନ୍ ନମ୍ୱର୍ ଟିକେ ଦରକାର ଥିଲା ।
    ମୁଁ ମାର୍କଣ୍ଡ ନାଏକ ବରପାଲି CHC ରେ ମୁଁ ରେଗୁଲାର attendent ଅଛି ।ମତେ ବରପାଲି ସି ଏସି ଇନ୍ ଚାଜ୍ ମିଛ କଥା ଦେଖାଇ ଏବଂ ସଡ ଜନ୍ତର ରଚାଈ ମତେ
    ବରପାଲି ସି ଏସି ରୁ ଡ ଭା ସି ଏସି କୁ ବଦଲି କରିଛନ୍ତି । CDMO କୁ ଜଣାଇଲି ଯେ କିଛି ଶୁଣୁ ନାହାନ୍ତି
    ।ମୋର କଣ ଭୁଲ ଅଛି ଯେ ମତେ ବଦଳି କଲେ ।ସେଥି ପାଇଁ ମୁଁ ମୋର ସମିୟା କେ ସଚାଇର।ପୁରୁପ୍ ଅଫିସର କେ ଦେ ଖା ବେ ।
    ମୋର ପାଖେ ସବୁ ପୁରୁଫ ଅଛି ।

  • @ranjanapanda6538
    @ranjanapanda6538 วันที่ผ่านมา +4

    ବାଥ୍‌ରୁମ୍‌କୁ କଣ ମୁତାହଗା ତଦାରଖ ବି କରିବାକୁ ହେଡ଼୍‌ମାଷ୍ଟର୍‌ ଯିବ ବୋଲି ସରକାର କଣ ଚିଠି କରିଚନ୍ତି କି????ଛୁଆମାନେ କଣ ଚାକୁଛୁରୀ ହେଡ଼୍‌ମାଷ୍ଟର୍‌କୁ ଦେଖାଇକି ଅପରାଧ କରୁଛନ୍ତି କି??ମାଷ୍ଟର୍ କୁ ତ ଆକ୍ରମଣ କରୁଛନ୍ତି ପିଲା।ମାଷ୍ଟର୍ କଣ କରିପାରିବ????

  • @NAROTTAMPADHAN-f7p
    @NAROTTAMPADHAN-f7p วันที่ผ่านมา +2

    ABEO BEO Ru bahut bhal lok head master sir mui bahut bhal re janichhe

  • @mangalunag5390
    @mangalunag5390 วันที่ผ่านมา +8

    ଏନ୍ତା ମୁରୁଖ୍ ଲୋକ୍ କେ ହାଫ୍ ମେନ୍ ଚାକରୀ ଦେବାର୍ କଥା କାରଣ୍ ସବୁ ଜାନି ଶଲା ନାଟକ୍ କରୁଛେ ଯେନ୍ଟା ଦୁଖର୍ ଆରୁ ସରମ୍ ର କଥା 😂😂😂

  • @rudrapradhan9459
    @rudrapradhan9459 7 ชั่วโมงที่ผ่านมา

    Smart head master.ମାଗିହା

  • @piuyshkumarsaha9925
    @piuyshkumarsaha9925 19 ชั่วโมงที่ผ่านมา +1

    Mor samiya Jay hoo 🇮🇳🙏

  • @sanjayharpalofficial2763
    @sanjayharpalofficial2763 8 ชั่วโมงที่ผ่านมา

    ଦେଓଗାଁ ଆଗରୁ ବଦନାମ ହେଇଛେ ଆଉ ଏବେ ଭି ହଉଚ୍ଛେ..

  • @Anandtv75
    @Anandtv75 วันที่ผ่านมา +1

    Thanks for information. ❤ From Kudasingha pothalpada Jay Maa Samlei

  • @sanjayharpalofficial2763
    @sanjayharpalofficial2763 8 ชั่วโมงที่ผ่านมา

    ମୁଇଁ ଭି ଇ ସ୍କୁଲ୍ ରେ ପଢ଼ିଛେ କିନ୍ତୁ ଏବେ ଏନ୍ତା ହେଇଛେ ଧନ୍ୟ ଆମର ଦେଓଗାଁ ଗ୍ରାମ ବାସୀଙ୍କୁ....ନିଜେ ଘର୍ ରେ ଛୁଆ ମାଙ୍କୁ ଧ୍ୟାନ ଦିଅ

  • @mukeshsunajccreation5061
    @mukeshsunajccreation5061 22 ชั่วโมงที่ผ่านมา

    U r great nibesh da❤❤😊

  • @gajatrambhoi1264
    @gajatrambhoi1264 วันที่ผ่านมา +1

    ❤❤❤ thanks da

  • @Aumprakash306
    @Aumprakash306 2 วันที่ผ่านมา +10

    Teacher ke kichhi nai kahun sir...teacher te kichhi nai karipare ebeka time re...teacher ra hate kichhi control nai na

  • @rajendraKumar-z8v
    @rajendraKumar-z8v 17 ชั่วโมงที่ผ่านมา

    Mor Saumya jindabad 💪💪💪💪

  • @allhindisongsahs580
    @allhindisongsahs580 วันที่ผ่านมา +3

    ଅବିଭାବକ କିଏଜେ ମୂର୍ଖଟା ଆଙ୍ଗୁଠି ଭାଙ୍ଗିଦେଲା

  • @mishraprajjwal4952
    @mishraprajjwal4952 3 ชั่วโมงที่ผ่านมา

    As a society where are we heading our education system needs to change kids need to have a proper education on their well being and organisational behaviour

  • @SapnaraniPatra
    @SapnaraniPatra 2 วันที่ผ่านมา

    Good question mor samiya ❤❤

  • @SugyanKusum
    @SugyanKusum 11 ชั่วโมงที่ผ่านมา

    Bhai gute katha....
    Actually school re jen problem mane hesi tahake dekhei kiri media bale pc magsan hoo... Dare mare school bale poisa pc desan... Pura paschim odisha re hesi.... Tar upre thare news cover kari parbo kain...❤

  • @bijaykumarbhoi7638
    @bijaykumarbhoi7638 9 ชั่วโมงที่ผ่านมา

    ନିବେଶ ବାବୁ, graund zero ରେ ଆପଣ ଅଛନ, ଭଗବାନ ଭି ଆପଣଙ୍କର ସାଙ୍ଗେ ରହେବେ ବଳି ମୋର ଆଶା
    !

  • @Rmoffical957
    @Rmoffical957 9 ชั่วโมงที่ผ่านมา

    निवेश दा ❤❤❤

  • @satyaharpal8332
    @satyaharpal8332 วันที่ผ่านมา +7

    ଇମାନେ ଶିକ୍ଷକ ହେବାର ଯୋଗ୍ୟ ନୁହନ୍ତି।ଆଉ ଆର ବାଲା ଏବିଓ ବି ଦାୟିତ୍ୱହିନ ।ଲୋକ ।ଆଉ ଏଠି ଛାତ୍ର ମାନଙ୍କ ଅଭିଭାବକ ମଧ୍ୟ ନିଜର ପିଲା ମାନଙ୍କୁ ଦାୟିତ୍ଵବାନ ହେବା ପାଇଁ ଶିକ୍ଷା ଦେବା ଉଚିତ ।

    • @BhaskarBarik-sl6iy
      @BhaskarBarik-sl6iy วันที่ผ่านมา +1

      Tui kie re Jogya ajogya decide karbu 😂 Respect teachers Tor Bua maa k padheichan semane

    • @hemantakumbhar8851
      @hemantakumbhar8851 วันที่ผ่านมา

      E mane bele kn mane tk kahebe

    • @sampattypandey
      @sampattypandey วันที่ผ่านมา +1

      ଶିକ୍ଷକ କାହାକେ କହେସନ୍ କେଭେଁ ସମ୍ମାନ ଦେଇଥିବୁ ବେଳେ ଜାଣି ପାର୍ବୁ l

    • @BhaskarBarik-sl6iy
      @BhaskarBarik-sl6iy วันที่ผ่านมา

      @@satyaharpal8332 Tor Bua maa k v samman Ni deuthibu kulangar gute tui .. Shame on you and your parents

    • @satyanarayansahu1537
      @satyanarayansahu1537 วันที่ผ่านมา +1

      What would you do if you were a teacher?

  • @beastgaming7026
    @beastgaming7026 2 วันที่ผ่านมา +2

    mor samiya ❤

  • @sscreation9002
    @sscreation9002 12 ชั่วโมงที่ผ่านมา

    Right question

  • @kishorkumarkalta2391
    @kishorkumarkalta2391 วันที่ผ่านมา

    Honest headmaster

  • @resab2649
    @resab2649 15 ชั่วโมงที่ผ่านมา

    it's not only the headmaster's job to take care of students, but all teachers should be responsible to

  • @sarojsahu2663
    @sarojsahu2663 20 ชั่วโมงที่ผ่านมา

    ସଂସ୍କାର, ସଂସ୍କୃତି ପ୍ରତ୍ୟକ ପିଲା ଙ୍କୁ ପିଲା ଦିନୁ ଶିକ୍ଷା ଦେବା ଉଚିତ I

  • @csbfarming7230
    @csbfarming7230 วันที่ผ่านมา +8

    Eta master knta kari dayi heba

  • @Manishmerli
    @Manishmerli 12 ชั่วโมงที่ผ่านมา

    Daa mui deogaon ra daa mui tamar fan ❤❤

  • @arupkumarjena5178
    @arupkumarjena5178 2 วันที่ผ่านมา +5

    ମୁଁ ଭାବିଲି ଘଷିପୁରା ଦେଓଗାଁ 😢 ।

  • @dharmendranaik1300
    @dharmendranaik1300 10 ชั่วโมงที่ผ่านมา

    Good

  • @binakanaik3123
    @binakanaik3123 วันที่ผ่านมา

    ଆରୁ ପତ୍ରକାର ଆଜ୍ଞା କେ ଜ୍ଞାନ ଦରକାର ଅଛେ,,,, ଟିକେ ବୁଝି ନେଇ ପାରବାର

  • @V407bholemotovlogs99
    @V407bholemotovlogs99 วันที่ผ่านมา +2

    He is Good headmaster support him

  • @mantumishra14
    @mantumishra14 10 ชั่วโมงที่ผ่านมา

    ଏଇ ଘଟଣା toilet ଭିତରେ ହୋଇଛି, ପୁଣି ଦଣ୍ଡ ମୁକ୍ତ ବିଦ୍ୟାଳୟ. ଶିକ୍ଷକ ମାନଙ୍କ ହାତ ଗୋଡ ବାନ୍ଧି ଦେଇଛନ୍ତି ସରକାର... ତେଣୁ ଜଣେ ଶିକ୍ଷକ କରିବ ତ କରିବ କଣ??? ଛୁଆଙ୍କୁ ମାଡ଼ ଦେଇପାରିବିନି କି ବହିଷ୍କାର କରିପାରିବନି... କେବଳ କହି ପାରିବ ଏମିତି କରିବନି.... ଏଥିରେ ଛୁଆ କେଉଁ ପ୍ରକାର ସୁଧୁରିବ.... ପୋଲିସ ରେ complain ଦେଲେ ଛୁଆକୁ jail ହେବ କି?? Toilet ରେ କଣ ଶିକ୍ଷକ ଜଣେ ଜଗି ବସିଥିବ କି???? ଏଥିରେ ଶିକ୍ଷକ ର କୌଣସି ଭୁଲ ମୋତେ ଦେଖାଯାଉ ନାହଁ.... ଅବଶିଷ୍ଟ ଆପଣ ବିଚାର କରନ୍ତୁ.

  • @jayantakumarsa4126
    @jayantakumarsa4126 วันที่ผ่านมา

    ସ୍କୁଲରେ ନୂଆ ନୂଆ ଶିକ୍ଷକ କୁ ଯୋଗ ଦାନ ଦଉନ ଓ କଡା ନଜର ରଖାଯାଉ hm କୁ ବଦଳି କରାଯାଉ

  • @skmtutorial6452
    @skmtutorial6452 วันที่ผ่านมา

    ମାଡ଼ ଟା ଜେନ ଦିନୁ ଉଠିଗଲା ସେ ଦିନୁ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡଲା ଏଥିରେ ପ୍ରଧାନ ଶିଖୟକ କିଛି ଭୁଲ୍ ନାହିଁ

  • @its-uniqueIdias
    @its-uniqueIdias 7 ชั่วโมงที่ผ่านมา

    Head master mg ta

  • @mishraprajjwal4952
    @mishraprajjwal4952 3 ชั่วโมงที่ผ่านมา

    If school kids are being addicts they won't hesitate to harm their teachers or classmates this is a serious concern of rising drug abuse in our region its high time we have to wake up

  • @mr.develop6413
    @mr.develop6413 12 ชั่วโมงที่ผ่านมา +2

    ତତେ ABEO କଲା କିଏରେ, ପଏସା ଦେଇ କରି ହେଇ ଥିବୁ ଭଳିଆ ଲାଗୁଛେ। HM sir କେ ଟ୍ରାନ୍ସଫର୍ କରିମା ବଳୁଛୁ ଯେ,ଆଉ ଜଣେ HM ଆସିଲେ ଛୁଆମାନଙ୍କର୍ ସାଙ୍ଗେ ଲେଟ୍ରିଂକେ ଯିବେ କେଁ । ତତେ respect ଦେବାର୍ କେ ବି ଇଚ୍ଛା ନି ଲାଗ୍ ବାର୍, ହେତିର୍ ଲାଗି ତୁଇ ତା ଲେଖିଛେଁ।

    • @BirendraSahoo-vu9cg
      @BirendraSahoo-vu9cg 8 ชั่วโมงที่ผ่านมา

      Mg Ine comment kale kana heba rum Tor aukaat kete j Ine comment karuchhu.. teachers manku bhal se respect deikari Katha barta kar nahele Tor ID Track kariki gharu ghichikari marmi

  • @Punidhar-t2s
    @Punidhar-t2s วันที่ผ่านมา +1

    HM ର କିଛି ଦୋଷ ନାହିଁ 6 ର, ମୂର୍ଖ ମାନେ.

  • @LPmotivation-r2o
    @LPmotivation-r2o วันที่ผ่านมา +2

    ନିବେଶ ଦା ତୁମର ସବୁ news ଦେଖସି ଭଲ ଲାଗସି ହେଲେ ଇ news ରେ ତୁମେ ଶିକ୍ଷକ କେ ସମ୍ମାନ ଦେଇ ନି ପାର୍ଲ
    କାହାକେ କେ ଖରାପ ଲାଗଲା ବେଲେ sorry 🙏🏻

  • @binakanaik3123
    @binakanaik3123 วันที่ผ่านมา

    ପିଲା ମାନଙ୍କୁ ପିତା ମାତା ଏବଂ ଶିକ୍ଷକ ମାନେ
    ଚୋରି କରନ୍ତୁ ନାହିଁ
    ମିଛ କୁହନ୍ତୁ ନାହିଁ
    ପର ବସ୍ତୁ ଲୋଭ କରନ୍ତୁ ନାହିଁ
    କଳି କଜ୍ୟା କରନ୍ତୁ ନାହିଁ,
    ଏପରି ଅନେକ ଶିକ୍ଷ୍ୟା ଦିଅନ୍ତୁ 😢

  • @satyanarayansahu1537
    @satyanarayansahu1537 วันที่ผ่านมา +1

    Dear ABEO, what would you do in such a situation?

  • @jaypalthapa9444
    @jaypalthapa9444 20 ชั่วโมงที่ผ่านมา

    Sir dekhele jai sat manibe

  • @SugriMajhi
    @SugriMajhi 22 ชั่วโมงที่ผ่านมา

    ହାଇ ସ୍କୁଲ ପିଲା ଛୁଆ ମାଙ୍କର୍ ନସ୍ ବନ୍ଦୀ କାର୍ବା ର କଥା ୧୫ରୁ ୧୬ ବର୍ଷ ତକ୍ ସବୁ 🏫 ସ୍କୁଲ ନେ ଉତ୍ ପାତ୍

  • @chakradharabag5195
    @chakradharabag5195 2 วันที่ผ่านมา +14

    School re entry kala bele... Sabu check karikina entry karabar katha...

  • @BharatiBagarty
    @BharatiBagarty วันที่ผ่านมา

    ସେ ପିଲା କେ ପଚରାନ ଯେ ସେ kai batika khaichhe ଆଉ କିଏ ଖୁଆଲା ପଚରାଉନ ...school କର୍ତ୍ତୃପକ୍ଷ ଙ୍କର ଦୋଷ ନିନା ....?? ପିଲା ମାନଙ୍କର ଦୋଷ aaye ପ୍ରଧାନଶିକ୍ଷକ ଆଉ ଶିକ୍ଷକମାନେ ଠିକ୍ କରି ଧ୍ୟାନ ରଖୁନ୍ !!

  • @GaneswarMajhji
    @GaneswarMajhji วันที่ผ่านมา

    Hm,gardien,both r responsibla

  • @umeshnanda206
    @umeshnanda206 วันที่ผ่านมา +3

    ABEO ମହାଶୟ, ତୁମେ ତୁମର ନିଜର ଛୁଆ କେ କେଭେ ନୈତିକ ଶିକ୍ଷା ଦେଇଛ? ନିଜର୍ ଛୁଆ କେ ନିଜେ କିଛି ଶିଖେଇ ନାଇଁ ପାର୍ବାର୍ ଆଉ ଦୋଷ ଅଲଗା ଲୋକ କେ! କେନ୍ କ୍ଲାସ ରେ ନୈତିକ ଶିକ୍ଷା ବୋଲି ବିଷୟ ଅଛେ କହ ତ?
    ଛୁଆ ନିଜର ମାଁ ବୁଆର୍ କଥା ନାଇଁ ମାନବାର୍ ଆଉ ମାଷ୍ଟର କେ କିଏ ପଚାରେ। ଛୁଆ ମାନେ ପହେଲା ନିଜର୍ ଘରୁ ବଦମାସ୍ ହେବାର୍ ଟା ଆରମ୍ଭ କରୁଛନ୍। ପହେଲା ଦାୟୀ ମାଁ ବୁଆ। ଯେତେ ଦିନ୍ ତକ୍ ମାଁ ବୁଆ ନିଜେ ନିଜର୍ ଦୋଷ କେ ଲୁଚାବେ ଆଉ ଦାୟିତ୍ଵ ରୁ ନିଜ କେ ବଂଚାବା କେ ଚେଷ୍ଟା କରବେ, ନିଜର ଛୁଆ କେ ଛୋଟ୍ ବେଲୁ ଭଲ ଭଲ ଜ୍ଞାନ ନାଇଁ ଦେବେ, ଛୁଆ ମାନେ ଏନ୍ତା ହିଁ ହେବେ। ବିଚରା ଶିକ୍ଷକ କାଏଁ କରବା। ଆଜି ସ୍କୁଲରେ ଏନ୍ତା ହେଇଛେ ଯେ ଶିକ୍ଷକ କେ ନିନ୍ଦା ଦେଉଛୁଁ। କାଲି ହେ ପିଲାମାନେ ବାହାରେ କେନ୍ ଖରାପ କାମ କଲେ କାହାକେ ନିନ୍ଦା ଦେମା? କହେବାର୍ ମାନେ ଇଟା ଆଏ ଯେ, ନିଜର୍ ଛୁଆ କେ ଆମେ ନିଜେ ଭଲ ଶିକ୍ଷା ଦେଲେ ସେ ଛୁଆ ଯେନ ବି ରହେଲେ କେବେ ବି ଖରାପ କାମ ନାଇଁ କରେ।

    • @BhaskarBarik-sl6iy
      @BhaskarBarik-sl6iy วันที่ผ่านมา

      Bhal Katha kahichan ABEO sir .. Tor kn fatuche .. Tote naitik sikhya darkar 😂

  • @umeshthelaofficial1592
    @umeshthelaofficial1592 19 ชั่วโมงที่ผ่านมา

    Bahut dukhar katha

  • @KarunaSahu-iu9ep
    @KarunaSahu-iu9ep 15 ชั่วโมงที่ผ่านมา

    ମତେ ଲାଗୁଛି ବିଦ୍ୟା ଲୟ ମାନଙ୍କରେ ମାଡ଼ ଟା ଆବଶ୍ୟକ ହେଉଛି ସରକାର ଲାଗୁ କରନ୍ତୁ ,ପିଲାମାନଙ୍କ ଭବିଷ୍ୟତକୁ ଆଖିରେ ରଖି ମାଡ଼ ହେଲେ ପିଲା ମାନିବେ କିନ୍ତୁ ପ୍ରେମ ଭିତରେ ବି ପିଲା ବଡ଼ ହୁଏ , ହେଲେ ଅତି ପ୍ରେମ ବର୍ ବାଦ୍ ପିଲାର ଜୀବନ

  • @JibitPadhan1234
    @JibitPadhan1234 22 ชั่วโมงที่ผ่านมา +1

    Sarkari school mein ghotala Bandhu. teacher padhaai Nahin karte hain. isliye ham log majbur hokar private school mein padhaate hain boy Girl ko..

  • @nandacreation5964
    @nandacreation5964 8 ชั่วโมงที่ผ่านมา

    Guardians are not well teacher has no any mistake

  • @ifeellike_traveller
    @ifeellike_traveller วันที่ผ่านมา +1

    Deogaon ra School College Saman
    Teachers mane kana kari parbe

  • @KingMakeR244
    @KingMakeR244 17 ชั่วโมงที่ผ่านมา

    Jen Dr pakhe check Kara heichhe se Dr agyan kana kahuchhan tike pratikriya rakhun kana khua heithila Jana padba

  • @Promoprime3354
    @Promoprime3354 2 วันที่ผ่านมา +6

    Sabu master ra bhul ae kae bo bhai danda mukta anchal karba chuamane knta darbe bhai au chaku dekhei ki master k pituchan bichra kana karba

    • @Sobharaj-f7n
      @Sobharaj-f7n 2 วันที่ผ่านมา

      Sath kathaa

    • @Riansh985
      @Riansh985 วันที่ผ่านมา

      Right...aji kali teacher heba k b darr laglana jnt j.. teacher manke sabu lok hinasta karsan na.. teacher aspirant manke job nai debar au teacher hei sarla pare nai heba ktha kahi kina fake case ne fasei dauchn mainly primary au upper primary teacher manke hin.. durbala ku sabal nka atyachar...

  • @crakshyak
    @crakshyak 17 ชั่วโมงที่ผ่านมา

    Head master ya teacher ra kichi vul ni na....... teacher manku dosh dei debar ta bahut easy lagsi administrative log manku

  • @satyanarayansahu1537
    @satyanarayansahu1537 วันที่ผ่านมา +1

    Dear journalist,what would you do if you were in the position of H.M?

  • @jagdishbanchhor5468
    @jagdishbanchhor5468 วันที่ผ่านมา +1

    Hm upare sadayantra

  • @hkentertainer398
    @hkentertainer398 2 วันที่ผ่านมา +4

    Coment padhbar re maja ache . video ru😂

  • @TrinathGuru-ir5ph
    @TrinathGuru-ir5ph วันที่ผ่านมา

    Kaliyug duniya

  • @hironaik1938
    @hironaik1938 7 ชั่วโมงที่ผ่านมา

    Beda master

  • @sudhircollection
    @sudhircollection 17 ชั่วโมงที่ผ่านมา

    kanhi jaichant bhuji kari .Repotting karbar agru tike bhasey repotting sikhunt agnya . mankey jaha asle pachrabe na kana . Apna pachai bi parte henkey kanhi jaithile lekin apn kahuchant bhuji kari jaithe ?

  • @kshiradharbibhar6448
    @kshiradharbibhar6448 วันที่ผ่านมา

    ହେଡମାଷ୍ଟର କୁ ବହିଷ୍କାର କରାଯିବା ପ୍ରଣାଳୀ

  • @Sunilsahu11999
    @Sunilsahu11999 17 ชั่วโมงที่ผ่านมา

    HM😂😂😂

  • @Jay_shivshankar
    @Jay_shivshankar วันที่ผ่านมา

    ଏ ଭାଇ ମାନେ, ଛୁଆ ମାନେ ଦୁଷ୍ଟ ସ୍ଵଭାବ ଲାଗି ଶିକ୍ଷକ ଦାୟୀ କାହିଁକି? ମାଆ ବାପା ମାନଙ୍କର ଲାଳନ ପାଳନର ଅନୁସାରେ ପିଲା ର ଗୁଣ ନିର୍ଭର କରେ।

  • @aradhanadas-vb7xx
    @aradhanadas-vb7xx วันที่ผ่านมา +1

    Agru jnta teacher mank saman milythila ebe nai milbar bhai ebe teacher mane 😢 chhua manku dari basle na.au pila mane ta school re unmarried teacher achhan bale bahut haeran b karuchan.enta knta padhei heba chhua manku.kathare ta bilkul nai manan ulti jabab b dauthisan.😢 sikhyak k samman nai milbar.

  • @mr..clever149
    @mr..clever149 วันที่ผ่านมา

    2:52 is it a logical thing ?Head sir and beo sir should do the research on it as soon as possible, otherwise it will again forgettable by us, after somedays .....🙏🏻

  • @anchaliktv768
    @anchaliktv768 22 ชั่วโมงที่ผ่านมา

    ଆଳୁ ଖୋଳୁ ଖୋଳୁ ମହାଦେବ

  • @markandeswarmishra5935
    @markandeswarmishra5935 วันที่ผ่านมา

    Transfer is not solution the Education officer should take a good step how to solution .Repeated visit should be taken with public touch and the officers should take classes to know the fault of teachers. Retd Abeo

  • @DilipNanda-tx4gi
    @DilipNanda-tx4gi 8 ชั่วโมงที่ผ่านมา

    sir ame padhamu kn only gute mass

  • @gamemasterjb8389
    @gamemasterjb8389 วันที่ผ่านมา

    ଅଫିସରମାନେ ହେଇଛନ ହୋ 😊

  • @niranjanbehera3737
    @niranjanbehera3737 วันที่ผ่านมา +1

    Only transfer hebar kathha

  • @hironaik1938
    @hironaik1938 7 ชั่วโมงที่ผ่านมา

    Kia banei chhe bo eta ke head master 😅

  • @skylife2273
    @skylife2273 วันที่ผ่านมา

    ପିଲା ମାନେ ଖରାପ ପିଲା ସହ ମିସୁଛନ୍ତି। ମାଷ୍ଟର କଣ କରିବ?

  • @ShesadevBag-vr5yk
    @ShesadevBag-vr5yk วันที่ผ่านมา +2

    Eta ta headmaster tai peon enta dichhe

  • @niranjanbehera3737
    @niranjanbehera3737 วันที่ผ่านมา +1

    Hm nkar katha ta pura michha aye

  • @binodprafulbarla9091
    @binodprafulbarla9091 วันที่ผ่านมา +1

    Ken Deogaon aye ho?