Guruji apana kahile bina guru re kounasi sadhana karibini , kintu mu apanankatha tharu tiddhati mantra re siddha rudraksh neichi , rudraksha Lakshmi sidhi pain ba , money problem pain ta kale haba ki nai
Guruji apana nku phn ki msg kari le response karu nahanti Mora grosory dokan bhala re chalu ni kahi thile ki rudrakhya laxmi sadhana kari ba ku kintu rudrakhya kahi le provide kari debe agaku process kahi le ni plz kuhantu
ପ୍ରଣାମ ମୋ ଗୁରୁଦେବ ❤🙏
Jai shree Ram 🙏🙏🙏
Pranam guruji🙏🙏
Jay maa laxmi ❤
1st view
Well done
Jay guru dev
Suvamastu
Guruji pranam.
Pranam gurujii
Suvamastu
ଗୁରୁଜୀ ନିଜର ମନମୁତାବକ ଜୀବନସାଥୀ ପ୍ରାପ୍ତି ପାଇଁ କୌଣସି ସାଧନା ଅଛି କି କୃପା କରି କୁହନ୍ତୁ
Guruji prnam guruji brukhya ku nimantrana bidhi uppare video anantu
ଜୁହାର ଗୁରୁ ଦେବ
ଆଜ୍ଞା ଏପରି କିଛି ସରଳ ସାଧନା ଦିଅନ୍ତୁ
ଯାହା ଦ୍ୱାରା ଜଣେ ମିଛ କହୁଥିବା ବ୍ୟକ୍ତି ର ମୁହଁ କୁ ଦେଖି
ଆମେ ସତ ଜାଣି ପାରିବା
ବ୍ୟକ୍ତି ଟି ଅତୀତ ରେ କରିଥିବା କର୍ମ ବିଷୟରେ ଜାଣି ପାରିବା
ଅନ୍ୟର ମିଛ କଥା ବା ଅନ୍ୟର ଅତୀତ ବିଷୟରେ କେମିତି ଜାଣିବା
ଆଜ୍ଞା କ୍ରୋଧ ନିୟନ୍ତ୍ରଣ ପାଇଁ କିଛି ସରଳ ଉପାୟ ଦିଅନ୍ତୁ
Guruji please Siddha kunjika sotra upare ahuri information related video anantu
ନାଇଁ ଆଜ୍ଞା ମୁଁ କେବେ ବି ଆଇଁଷ କି ପିଆଜ ରସୁଣ ପାଉନାହିଁ
Guruji pranam Guruji 1st view
Thank you
Hata jodi ku sidhi kipari kara jiba kipari plz kuhantu
Guruji sweta arakha ganesha kipari paebi apana deuthiba upaya sadharana manisha pani nuhne
Sadharana manisha ku sahajya hela vali kichi janantu
Hm kari paribe
Guruji namaste,guni garedi mo upere bahut prayog karajauchhi kana karajib
ଆଜ୍ଞା ସର୍ବ ସମ୍ମୋହନ ଆଉ ସର୍ବଜନ ବଶୀକରଣ ଏହି ୨ଟି ର ଅର୍ଥ ଗୋଟିଏ କି?
Hm Gotie Artha
ଆଜ୍ଞା ପୁରୀ ଜଗନ୍ନାଥ ମନ୍ଦିରରେ ମାଣବସା ଗୁରୁବାର ପାଳନ କରାଯାଏ କି?
ମୁଁ ଏହି ପ୍ରଶ୍ନ ଏଥି ପାଇଁ ପଚାରିଲି ଯେ
କୁହାଯାଏ ଯେ ସ୍ଵତନ୍ତ୍ର ଓଡ଼ିଶା ଗଠନ ବେଳେ
ସବୁ ଓଡ଼ିଆ ମାନଙ୍କୁ ଏକାଠି କରିବା ପାଇଁ ଅନେକ ଲେଖକ ଅନେକ ସାହିତ୍ୟ ରଚନା କରିଥିଲେ l
ଏ ସମ୍ପର୍କରେ ରେ ମୋର ବେଶିକିଛି ଜ୍ଞାନ ନାହିଁ ତେଣୁ ଏ ବିଷୟରେ କିଛି କୁହନ୍ତୁ
Sir tripura sundari sadhana kamiti Karibi
Eha ku kaunsi mahila nija paribara bhala pani karipariba ki
Guruji apana kahile bina guru re kounasi sadhana karibini , kintu mu apanankatha tharu tiddhati mantra re siddha rudraksh neichi , rudraksha Lakshmi sidhi pain ba , money problem pain ta kale haba ki nai
Guruji apanka no ta diantu plz sakyat karebara achi apanka saha plz
ଜୁହାର ଗୁରୁ ଦେବ ଦୁର୍ଗା ରକ୍ଷା ମନତର
ର ଆହୁତି କେମିତି ଦେବା ତାହା ପୁରେ
ଗଟେ ଭିଡିଓ ଆଣତୁ ଗୁରୁ ଦେବ
Guruji apana nku phn ki msg kari le response karu nahanti Mora grosory dokan bhala re chalu ni kahi thile ki rudrakhya laxmi sadhana kari ba ku kintu rudrakhya kahi le provide kari debe agaku process kahi le ni plz kuhantu
ଆଜ୍ଞା ଆପଣ ଦିନେ ମା ଦୁର୍ଗା ଙ୍କ ସାଧନା ଦେଇଥିଲେ ସେହି video ରେ ମୁଁ ଟିକେ confuse ଅଛି
ମନ୍ତ୍ର ଟି ଓମ୍ ଦୁଂ ଦୁର୍ଗାୟେୟୀ ନମଃ ନା
ଦୁଂ ଦୁର୍ଗାୟେୟୀ ନମଃ ଏହି 2ଟି ଭିତରୁ କେଉଁଟା ଠିକ୍ ? ଦୟାକରି ମତେ ଠିକ୍ ମନ୍ତ୍ର ଟି କୁହନ୍ତୁ
ମୁଁ ନିକଟସ୍ଥ ମା ଦୁର୍ଗାଙ୍କ ମନ୍ଦିରରେ ବସି ବିନା ପୂର୍ବଦିଗ ଓ ବିନା ପୂଜା ସାମଗ୍ରୀ ରେ ମା'ଙ୍କୁ ଅନେଇ ପ୍ରତିଦିନ 1ମାଳା ଜପ କରି ପାରିବି କି?
Duita jaka thik jeunta icha heuchi seita japa kari paribe
ମନ୍ଦିର ରେ ମାଙ୍କୁ ଅନେଇ ଜପ କରି ହେବକି?
ବିନା ପୂର୍ବଦିଗ ଓ ବିନା ପୂଜାସାମଗ୍ରୀ ରେ କରି ହେବ କି? @@odishatantragyan