ଦିପାଞ୍ଜଳି ଦାସଙ୍କୁ କଡା ଉପଦେଶ ଦେଲେ Bhatra Ledies Kirtan // Gayika - Etisri Kar ,

แชร์
ฝัง

ความคิดเห็น • 2

  • @AbhimanyuPradhan-uv2pj
    @AbhimanyuPradhan-uv2pj 2 หลายเดือนก่อน +7

    ଦୀପାଞ୍ଜଳି ଭଉଣୀ ଏସବୁ ଦେଖିଲାପରେ ତୋତେ ବହୁତ ଖୁସି ଲାଗୁଥିବନା ନିଶ୍ଚୟ ଲାଗୁଥିବ କାରଣ ତୋତେ ଦରକାରଥିଲା ସ୍ତ୍ରୀର ସମ୍ମାନ ଏବେ ମିଳିଗଲା ଆଉ ଦେହରେ ତୋ ନାଁରେ ଟାଟୁ କରିଥିବା ପୁରୁଷ ତାବି ମିଳିଗଲା ଶେଷରେ ତୋ ରାସ୍ତାରେ କଣ୍ଟା ସାଜୁଥିଲେ ଦୀନବନ୍ଧୁ ସେବି ଚାଲିଗଲେ କିନ୍ତୁ ମାଆ ବାପାଙ୍କର ବିଚ୍ଛେଦରେ ଡହଳ ବିକଳ ହେଉଥିବା ଦୁଇଟି କୋମଲ ମତି ଛୁଆ ମୁକସାକ୍ଷୀ ହେଇ ରହିଗଲେ ଯାହାକୁକୀ ଆହାପଦେ କହିବାକୁ କେହିନାହିଁ ଯଦି କେବେ ଆସୁ ସେମାନଙ୍କୁ ଦେଖିଦେଲେ ଖୁସିରେ ଫାଟି ପଡ଼ିବୁ କାରଣ ଏଇମାନେ ତୋର ଜୀବନକୁ ବର୍ବାଦ କରୁଥିଲେ ହେଲେ ସେମାନେ ନିଜେ ବର୍ବାଦ ହେଇକି ଅଛନ୍ତି ସବୁ କାମରେ ତୁ ସଫଳ ହେଇଗଲୁ କାରଣ ଏ ଦୁନିଆରେ ସାତ କଳସ ଆଠ ଦୀପ ହୋମ ନିଆଁ ଓ ବ୍ରାହ୍ମଣ ର ମନ୍ତ୍ରପାଠ ସବୁ ମିଛ ହେଇଯାଇଛି ଏଣୁ ତୁ ଯାହା କରିଛୁ ଠିକ କରିଛୁ ଯଦି କେବେ ଏ କମେଣ୍ଟ ପଢିବାକୁ ପାଉ ତାହେଲେ ବୁଝି ପାରିବୁ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ ଓ ମାଆ ଛୁଆର ସ୍ନେହ ମମତା କଣ ରହୁଛି ନମସ୍କାର