ମୋର ଭୁଲ୍ ହେଇଛି
ฝัง
- เผยแพร่เมื่อ 2 พ.ย. 2024
- ଦେହ କୁ ଜମା ନେବେନୀ . କାରଣ ଦେହ କୁ ନେଲେ ତମ ଦେହ ଖରାପ ହେଇଯିବ so mu tamara bhala ଚାହୁଁଛି ସେଥିପାଇଁ କହୁଛc😝
Chadaa ତମେ dekhila ଆଗ || ତାପରେ like au comment kariki ଯିବ ସେମିତି ଯିବନି ଜମା ହେଲା🤗
Disclaimer
That the content hereinafter produced abides by the legal standards as per the provisions of fair use enshrined under the Section 52 of the Copyright Act, 1957. The compliance of the content has been met as per the relevant provisions of the Indian Penal Code and IT Act. This content is meant for entertainment purposes only and does not aim to harm the reputation, goodwill, sentiments or feelings of any people/person including but not limited to any specific sect, race, caste, creed, sex, religion or any other individual.
Legally represented by:
PRO Global Advocates & Solicitors
Partner: Soumyajyoti Biswal, Ph.- 7853812345, Mail- soumyajyoti.pegasus@gmail.com
Paralegal: Goutam Mishra, Ph.- 7735696003, Mail- goutammishra.pegasus@gmail.com
Subscribe karina ?😭
କରିଦିଅ ଜଲଦି ଜଲଦି ଆହୁରି new videos asiba 🤪
Thank you
Thank you all for ur valuable comments and support. Amiti support sabubele thau… mate bujhithibaru dhanyabad❤️. Like share karibaku jama bhulibeni🌸
Aare bhai se kandilani ba live aasiki
Taku tike bujhao bhai
Tu au kau Banda chadi pakeichu
Bada maghia tu bedha chodi pua
Tu sala patha padhe au mutti mare maa.....
Ta bapa tate ge........ni
Exactly mu b ta sei katha kahithili au bujheibaku try karichi raju ku by the way ta icha au ame kn karipariba
Tamaku se thik kahichanti....tme sikhaucha j emiti thumbnail rakhile adhika view jiba asabu pain adhika pila kharap thumbnail dauchanti
Obviously right. ❤❤❤
TH-cam ରେ ବହୁତ୍ ଛୋଟ ଛୋଟ ଛୁଆ ମାନେ ଝିଅ ଗୋଟେ ଗୋଟେ ଧରିକି video ବନେଇକି income କରିବାରେ ଲାଗି ପଡ଼ିଛନ୍ତି, ଏ ମାନଙ୍କୁ କେହି ଅଟକାଉ ନାହାଁନ୍ତି କାହିଁକି , ଓଲଟା support କରୁଛନ୍ତି.....
ଏମିତି support ପାଇବାରୁ ହିଁ ଆହୁରି ଛୁଆ ମାନେ ଏଇ line କୁ ଆସିବାକୁ ଚାହୁଁଛନ୍ତି ....
ପାଠ ପଢା ଛାଡ଼ି ସବୁ youtube ରୁ income କରୁଛନ୍ତି, ଏମିତି ହେଲେ ତ ଆଗକୁ କେହି ଆଉ ପାଠ ପଢ଼ିବେନି ....ତାହାଲେ ଆମ ଦେଶ ର ଭବିଷ୍ୟତ କଣ ହବ ?
ଦେଶ ର ଭବିଷ୍ୟତ ଅନ୍ଧାର 😮!!!!!
ଏ ସବୁ ଦେଖିକି ଆମ ଭାଇ ଭଉଣୀ ମାନେ ଆଉ ପାଠ ପଢିବେନି କହିବେ ଆମେ ବି ଏମିତି income କରିବୁ...... ଏ ସବୁ ଜାଣିବା ପରେ ବି ଏମାନେ ସମସ୍ତେ ଛୁଆ ଙ୍କୁ support କରୁଛନ୍ତି.....
So sad 😢
Thanks bro ଆପଣ ଠିକ୍ ଟା କହିଲେ ହେଲେ ଏମାନେ କେହି ବୁଝି ପାରିଲେନି .....
ଆହୁରି କହିଛନ୍ତି ଆମ subscriber's କଣ ମୂର୍ଖ !!!🤦🏻♂️🤦🏻♂️ମୂର୍ଖ ନୁହଁ ତ ଆଉ କଣ ?
❤
Thank you ❤
ଭାଇ ମୁଁ ପୁରୀରୁ କହୁଛି। ଜାହାର ବୁଝିବା ଶକ୍ତି ନାହିଁ ସେକଣ ବୁଝିବ ବା ବୁଝେବ ଆଜି କାଲି ଜାହାକୁ ଭଲ କହିବ ସେ ଖରାପ। ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Sei poisha baparo opretion korithile bholo heithanta ….. ahi point 💯🙏
ଭାଇ ପୁରା ଭଲ ଭାବେ explain କରିଛନ୍ତି lot's of love from keonjhar ❤️😊
Didi keonjhar ra kau village
Village nai town re🙂
@@RozalinNayak okay dii TQ so much ❤️❤️ so sweet dii
❤❤❤❤
କଥା କହିବା ଶୈଳୀ ଅତି ସୁନ୍ଦର like you bro 👍👍
କଥାରେ ଅଛି :-
ଅଳ୍ପ ବିଦ୍ୟା ଭୟଙ୍କାରୀ 😄🙏
❤
Right 👍
Love you mo bhai
ମୁଁ ବି ଗର୍ବିତ bhai ho munda family ru
Love you mo bhai 💗💗💗
Always support you Broo 😘💗😘...
Perfect katha bro 👍🏻jaha kahila thik katha kahila 👍🏻🙏🏻God bless you bro ❤
ଆରେ ଭାଇ ସମସ୍ତେ କ୍ୟାମେରା ଧରିପକେଇଲେ ସବୁ youtuber ହେଇଯିବେନି ତା ପାଇଁ talent ଆଉ confidence ରହିବ ଦରକାର
ଆରେ ଭାଇ ସମସ୍ତ ଙ୍କ ପରିସ୍ଥିତି ସମାନ ନୁହେଁ ସବୁ
ପଢ଼ିକି job କରିବେ
Tahele kn khali Prem kariba jete bele mariba janiba baby ru direct mamu heijiba
Absolutely right ❤
😭😭,👍. ମୋର b same situation😭😭
ସମାଜ ରେ ଶିକ୍ଷା ର ମହତ୍ତ୍ଵ କୁ ଅତି ସୁନ୍ଦର ଭାବରେ ପରିବେଷଣ କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ ....keep it up... ସାନ ଭାଇ 😊
Seti pratamaru video baneibar thila bhai
ଥାଉ ରେ ଭାଇ ଆଉ କାହା family କୁ barbad କରି educated କନ ଦେଖାଇ ହେଉଛ ।ସେ ତା ଗରୀବ family କୁ କେମିତି ପାଳନ କରୁଛି ତାକୁ ଜଣା
Focus on your study..... Job ape ape mili jiba
Educated sir ତମେ ଯଦି ସତରେ ପରିଶ୍ରମ କରିକି ପଇସା କମାଉଛ କାହା ଉପରେ depend କରୁନ ତ୍ ନିଜେ ନିଜ video ବନାନ୍ତୁ କାହା ଉପରେ ରୋଷ୍ଟ କରନ୍ତୁ ନି ଏବଂ ତାର ଜୀବନ କୁ ନଷ୍ଟ କରନ୍ତୁ ନି🙏🏼🙏🏼 ସେ ବି ଆଗକୁ ଯିବାର ସ୍ବପ୍ନ ଦେଖିଛି ଅଧା ବାଟ ରୁ ପଛ କୁ ଫିରାଇ ଦିଅ ନି 🙏🏼🙏🏼
Raight
Right bhai
ପଏଣ୍ଟ
Blog channel kariki society ku kana sikhya dauchhanti??
@@BikashCreatives-re2by 👍
ତୁ ଆଗେ ଯା ତା ଗୋଡ ଧରି ଭୁଲ୍ ମାଗ୍। ମୁଁ ଯାଇକି ସେ ଭିଡିଓ ଦେଖିଛି ତୁ କଣ କରିଛୁ। କାହି ତୁ ତା ଘର ଚଳଉନୁ। ମୁଁ ରାଜୁ ର ସବୁ ଭିଡିଓ ଦେଖୁଛି କାହିଁ ମୋତେ ତ କିଛି ବି ଭୁଲ୍ କରିନି। ତାଙ୍କର ଦି ପରିବାର ପଲପାଇବାରେ କିଛି ଅଭିଯୋଗ ନାହିଁ। ତୁ ସଳା ତାଙ୍କ ମଝିରେ ପଶି ଏତେ ଭାଷଣ ମାରୁଛୁ। ଆଜିକାଲି ସମେସ୍ତ ନିଜେ ନିଜେ ପରିଶ୍ରମ କରି ପଇସା କମୋଉଛନ୍ତି ତୁ ସଳା ଆଗେ ଆଗୁଂଳି କରୁଛୁ।
ନିଜକୁ ପ୍ରତି line ରେ ଏତେ ଏତେ ଥର educated educated କହିବା ବନ୍ଦ କର। ନିଜେ ନିଜକୁ ଏତେ educated କହିଲେ କେହି ଏଡଡକ୍ୟାଟଡ person ହେଇ ଯାହାନ୍ତି ନାହିଁ😂humanity darkar । ନିଜର ego, ଅହମ୍ ଭାବ ସବୁ ନଷ୍ଟ କରିବ। Raju ର success ଦେଖି ତୋର କଣ ଗାଣ୍ଡି ଜଡ଼ି ଗଲା।।।😂😂
Ae sala ra pathha bahut kam ...
ତୁ ବାଳ କୋଉ ଉଦ୍ଦେଶ୍ୟ ନେଇ ବନେଇ ଥିଲୁ ଆମେ ଠିକ୍ ଜାଣିଛୁ।
ସମସ୍ତେ ସଧିବାରୁ ଏବେ ଅଲଗା ଚିନ୍ତା ଧାରା mind କୁ ପସଉଛୁ। କାହିଁକି ନା ଭୁଲ୍ ହୋଇଗଲା ନା 🤣
ତୁ ବାଲ୍ ଉଦ୍ଦେଶ୍ଯ ଦେହୁଛୁ
Right 👍👍
Tu pela ta kahuchu je ame bala ta sunibu
You are absolutely brother... But The way you said, I was not feeling well this day, seeing their condition, but got to learn a lot in today's video.
ଭାଇ ମୁଁ ବି TH-cam ଭାବେ ରେ କାମ କରିବି
ହେଲେ job ଆଗ
Love u bhai
Bro you have a great mindset and videos are sup useful
BHAi Dil Jeet liya tumne bro...❤❤❤
Satare Bhai bholo social MSG doucho samaj ku...❤❤❤
You r Right Bro...I appreciate your opinion
❤
ଭାଇ ମୋ fevourite roast person ହେଉଛ ତମେ। ତୁମ video ରୁ ମୋତେ ବହୁତ କିଛି ଶିଖିବାକୁ ମିଳୁଚି। ତୁମ କଥା ସବୁ educated ଭାଇ 🙏 ।
❤
Most entertaining part - mundo re budhi nai balo ta bhabibu😂😂
Love you Bhai Tama Katha suniki Mono Bhorigola Dill se Bahut Sara Support....❤
Bhai tama video aji dekhi lii Bahut bahla lagi laa..... love you bro.... Bahut bahla katha te kahi laaa...🤞❤️🥰
ମୁଣ୍ଡ ରେ ବୁଦ୍ଧି ନାହିଁ , ବାଳ ଟା ଭାବିବୁ😅😅😅 . Ye badhiyaa tha GURU❤
Bhai jiye jaha kuhontu......mu kintu aponoknu bohut respect kore❤ Lots of love from koraput....💖✨
Bhubaneshwar Munda ❤ you are right bro 👍
BHAI. Tame pura thik .kari thila se video👍❤
Never think for that uneducated people ur videos r really appreciate and yes ignore this fake people's
Be happy and stay tension free
Take care
ଭାଇ ଯଉ ମନେ ରାଜୁ କୁ support କରୁଛ, ସତରେ ଥରେ କହିଲ ଜଣେ ବଡ ଭାଇ ହିସାବରେ ଛୋଟ ଭାଇ ମାନଙ୍କୁ କହିବ ``ହଁ ଭାଇ ତୋ gf ସହ ବହୁତ ଭଲ ଭିଡ଼ିଓ କରୁଛୁ ଆଉ ନିଜ ପୁଅ ଝିଅ ମାନଙ୍କୁ ବି ଏଇ ଶିକ୍ଷା ଦେବ କି ଯଦି କିଛି କରି ପାରୁନ ଗୋଟେ gf ସହ ଭିଡ଼ିଓ କରି youtube ରେ ଛାଡ଼ income ହେବ ନାଇଁ ନା... କୁହ ଏମିତି ଜିନିଷ କୁ support କରିବା ଠିକ କୁହ...... ଥରେ ଭାବ ଆମ ନିଜ income ପାଇଁ ଆମ ସମାଜକୁ ଆମେ କଣ ଶିକ୍ଷା ଦେଉଛୁ.... ମାନୁଛୁ ଏମିତି ଭିଡ଼ିଓ କରି ଟଙ୍କା ପାଇ ଯିବ ହେଲେ ସମାଜ ର କଣ ହେବ ??ଛାଡ଼ ସମସ୍ତେ ବୁଝି ପାରିବେନି 😢 କିନ୍ତୁ ମନେ ରଖି ଦିନେ ଏଇ ଭିଡ଼ିଓ ଆମ ପୁଅ ଝିଅ ମନେ ବି ଦେଖିବେ..... ଆଉ ଏମିତି ବ୍ଲଗ ବନେଇବା ଶିଖିବେ କାହିଁକି ନା views ମିଳିବ, ଅପେକ୍ଷା କର ସେ time ବି ଆସିବ... ସେତବେଳେ କହିବ ଯେ ଆମ ପୁଅ ଝିଅ ମନେ ବହୁତ ଆଗକୁ ଯାଇଛନ୍ତି.....ବହୁତ ଭଲ ଭିଡ଼ିଓ କରୁଛୁ ପୁଅ ତୋ gf ସହ.. କହିବ ନା ନିଜ ପୁଅ କୁ
ଅପେକ୍ଷା କଣ time ଆସିବ.❤
Dekha bhai ama samaj hni abe au thik nai. Se bi ta kha thu sikhiki karichhanty nain ki se 1stl ly amty kale .
😂😂😂😂😂😂😂
🤣Tume jaha Kohilo thik...But Bhubaneswar Munda Bisoyore Janicho ki??? Se Nije Marriage No kori Ghore Gote Jhio Rokhi Vlog Channel re Vdo Upload Karuchi....Eita Samajo Ku Bodhia Sanskar Sikhya Douchi Bodhe????🤣🤣🤣 Nije Pocho Age Sambhalo Ta Pore Gyano Pelibo....😂😂😂
That's why education is most important
❤ love you bro 🎉 you always right 👍
ରାସ୍ତା ରେ ହାତୀ ଚାଲିଲେ କୁକୁର ଭୁକନ୍ତି ସବୁ ବେଳେ 😅
ସେ ସବୁ କୁ ignore କରି ମାଡ଼ି ଚାଲ ଭାଇ 🤞
Tu bi to gute kukur😂😂😂
@@anadipuji ase mgh Tate gehibi😆🤬😡
@@Kumar_Rakesh_3587kai toki bhau daunha nti ki Toka karibu bhaduaa😂😂😂
Absolutely u right bro 💯👍
Vai thik kahicha
Bhai mu sabuthu besi struggle karichhi, 200km bike re jaichhi GF ku dekha Kariba pain 😂😂
ଶିକ୍ଷାର ମାନଦଣ୍ଡ ବ୍ୟବହାର, ଯେ ଶିକ୍ଷିତ ସେ କହି ବୁଲେନି ମୁଁ ଶିକ୍ଷିତ ବୋଲି। ଭାଇ ଆପଣଙ୍କ ବ୍ୟବହାର ପୁରା ବକ ଧାର୍ମିକ ଭଳି ଲାଗୁଛି😂
Perfect reasearch with perfect reply........ clarity content 👌
👍👌
Kahara bhala chinta kale dunia amaku kharap kahiba apana nka sa v seia heichi kahara bhala chinta kariba kn darkar dunia ta bhul bujhuchi na😢apaan Apananka kama karantu best of luck ☺️❤️
Mu rajubiju vlog apana nka video dekhiki janili mu ta jani nathili.... Apana Right bro
Bro.. Education is the most powerfull weapon to change the world. So You should carry on. Never settle 😂 Thank u for giving real fact.❤
Which one you don't have. Focused on it😂😂😂
ଯେମିତି ଭାବରେ ବୁଝେଇଲ gote ସାହିତ୍ୟ Master ଏମିତି ବୁଝେଇ ପାରିବନି ବୋହୁତ ଭଲ ଭାବରେ ରେ Explane କରି କହିଲ bohut bhala ଲାଗିଲା video ଟି Au.. ବାକି ରହିଲା ସେ ତା ମୁଣ୍ଡରେ ତ ବୁଦ୍ଧି ନାହିଁ ବୁଝିବ କଣ ବାଳଟା 😂 ସେ ଛୁଆଟା ଜାଣି ପାରିନି ଭୁଲ୍ ରେ ତମ କୁ କଣ କହିଦେଇଚି Don't Mind bro 😊
@bhubaneswar Munda Bhai ♥️ vdo dekhiba agaru comment karithili au dekhila pare comment karuchi tame ta puni bujheila 😂😊
Very good bro apananka roast ru kichhi sikhibaku miluchhi contant ku follow kari roast karuchhanti
Bhhai full support frm berhampur❤
We r wid u alwz💪
Brother jiye jaha kahuci kahuu tame tamara kama kari chala ❤❤ Love u brother 💝
Bro u r right ..❤❤❤ from Bhadrak... Jay Jagannath
Right bro . Bro mor bi business re bahut intrest hele Bina study re kichi bi hei paribani Sethi pain mu Abe Sanskrit re +3 last year karuchu
Good information Bhai video bhala lagila I'm Likun from phulbani Bhai mu bi job karuchhi au TH-cam karuchhi.... thank you so much Bhai ❤❤❤
ଭାଇ ତମ କଥା ଯିଏ ନ ବୁଝି ବେକାର comments Karuchanti ତାଙ୍କୁ ଆପଣ ପାଠ ବିଷୟରେ କହିଲେ ସେ କଣ ବୁଝି ପାରିବ
You are so talented Bhai apnka video ru sabubele kichi ଶିଖିବାକୁ ମିଳୁଛି
bando na tu bi gute niba nibi hei thibu be ma ge ha
@@hoponmajhi3424 thik bhai
@@hoponmajhi3424😂😂
U r 💯 percentage right.....
Bro I'm sorry before I'm no understand the matter. But after understand. I'm civil engineering student fast year. You are absolutely right 😊 your and your script wonderful.
ଭାଇ ମୋ ଘର ପରିଥୀତି ଦେଖି ମୁଁ ବି ଭାବୁଥିଲି ଏହିଭଳି ଶୋଷିଆଲ ମିଡ଼ିଆ ରେ viral ହେବାକୁ କିନ୍ତୁ ମୁ ପରେ ବୁଝିଲି. କିଛି ଗୋଟେ ଦୁନିଆ ରେ ପରିଚୟ ନ କଲେ ମୁ କିଛି କରିପାରିବିଣି. ଯାହାବି କହିଲ ପୁରା ଠିକ୍. 👍
Bhai first time tama video dekhili , Seriously 7 ta video dekhili , tama channel ku jaiki totally skip na kariki last parjyanta ❤️ Roasting yaku kuha jae , Untalented guy bhalia chapri ku nuhen , Love You mo Bhai ❤ Love From Cuttack ❤
Bhai tume right kahila aji kali vlogs nija life soile uthile khaile Basile sabuthire video karuchhanti
Bhai Jitendra Bhainku Roast karile but Naa Ki Photo /video kicchi use karileni
That's Unique ❤lots of love bhai 😅
Really great ❤❤ Bhubaneswar munda ହୁଏ ତ ତୁମ ପାଇଁ ଆଜି ଲକ୍ଷ ଲକ୍ଷ ପିଲା ବେକାର ହବାରୁ ରକ୍ଷା କଲା ଧନ୍ୟବାଦ
POWER OF EDUCATION 🔥🔥🔥🔥🔥🔥
bhai tame jemiti nihar bhai semiti both are good person and lovely...from sundarpada
LINE 15:16 TO 15:28 BEST WORD👍
Love yuu bro leep it up we all support you👍🏻☺️
Brother❤these few words of yours touched our hearts ❤💞We are always in your favor as you continue to do so❤✨💫
Me also 😊❤
You're right bro 👍 Dil se love u 💝 I'm your big fan ☺️
ଭାଇ ମୁଁ a ଭିଡିଓ ଦେଖିଲା ପରେ ଆପଣଙ୍କ ର ଆଉରି 5,6 ଟା ଭିଡିଓ ଦେଖିଲି ସବୁତକ ଭିଡିଓ ମୋତେ ବହୁତ୍ ଭଲ ଲାଗିଲା ଭାଈ ଏମିତି ଭିଡିଓ ଜାରୀ ରଖ love you brother ❤❤❤
Lokanku bhala khata kharab lage au kharab khata bhari bhala lage✅️🙂
You r great bro... ଭାଇ ତୁମର ବୁଝେଇବା ଶୈଳୀ ସମସ୍ତଙ୍କଠୁଁ ଅଲଗା
🎉🎉
ଆରେ ଭାଇ ଙ୍କୁ କିଏ ଖରାପ comment କରିବ ବୋଲି ଭାଇ ଆଗୁଆ ବୁଲି ପଡ଼ି କହିଛନ୍ତି ଆମର ବୁଝିବା ଶକ୍ତି କାମ 😂😂
ଭାଇ ଆପଣ କାହିଁକି ଭୁଲ. ମାଗୁଛନ୍ତି...ଭେଗା ପିଲା ମାନଙ୍କ କଥା ଶୁଣନି... ଏମାନେ ହେଲେ purely uneducated... ପାଠ ଘର ଶୂନ... ଏମାନଙ୍କ ଘର ଦ୍ୱାର ଠିକଣା ନାହିଁ... ସଂସ୍କାର ଘର ଶୂନ.. ଘରେ କେହି guardian ଥିବେନି... ନହେଲେ ଏମିତି ଭିଡିଓ କରିବାକୁ ସାହସ ହେଇନଥାନ୍ତା... ବୟସ କେତେ 20 ହଵନି gf baby କରିକି youtube ରେ ତାମସା କରୁଛୁ... ଏଗୁଡ଼ାଙ୍କ ସମାଜ ପାଇଁ ଗୋଟେ ଗୋଟେ କ୍ୟାନ୍ସର
Uneducated uneducated kan kahucha vae, uneducated hebar b gote reason thae, amt kan pain kahucha???? Au educated loka b kahaku judge karanti ni, sikhya diantii👍👍👍
Bhai total vedio sabu bele dekhe.. But aji ra interesting line tu balta bujhibu... I like it..
Bhai tame thik karicha taku rost kariki.pila mane jadi amiti heba teba samaja upare ra kan parbhaba padiba.ja tame karucha karucha taku volg re kahiki pakochanti kejani.lsupport you bhai madi chala
Thanks bro🎉
Bhai 😂😂😂😂
Tor age kete re love karuchu 😁
Love kara hele patha ta tk padha TH-cam ku side rakhiki kama karunu
Odisha gote rajya desha nuhan raju gk tk dekha
Bro don't worry you are not wrong we are with you told anything wrong what you told about Raju in your previous video there is nothing wrong 😊 200 people watch and 2 negative reply they are uneducated person they don't know what is right and what is never create any video for those people who hate you and who don't like your post
I respect you ❤ Jai Shri ram 🙏🏻
ଆରେ ଭାଇ ଏଠି ତ ଝିଅ ମାନେ ଯେତେ ପାଢ ପଢି କି ଵି ଝିଅ ମାନ ଙ୍କୁ ଵି ତାଙ୍କ ଜୀବନ ଦେବା କୁ ପଡୁଛି ତାହେଲେ ସବୁ ମାଆ ବାବା ଙ୍କ ଏବେ ଵି ସେମିତି ଚିନ୍ତା ଧରା ଚାଲିଛି ଭାଇ ସବୁ ମାଆ ବାବା ମାନେ ଵି ଆଉ କଲେଜ ଵି ଛାଡୁ ନାହାନ୍ତି ସେଥିପାଇଁ ପାଇଁ ଵି ଲୋକ ମାନେ କଣ କରିବେ
ତୁ ତାର place rahiki ଭାବେ। ସେ +2 pass କରିଛି ଗରିବ family ଆଉ କେତେ ପାଠ ପଢେଇବେ। Mg ଏତେ ଧନି ପିଲା high qualified ହେଇକି job ମିଳୁନି। ତୁ କନ job କଥା କଉଛୁ।ଏବେ 14 lakh ନ ଦେଲେ job ମିଳୁନି ।ତୁ ଜାଣିବା ଦରକାର। ସେତି ପାଇଁ ତ ତୁ ଆଉ କାହାର ଦୋଷ କାଡ଼ି ଭିଡିଓ ବନାଉଛୁ।ତୋର ଆଉ କିଛି talent ନାହିଁ mg 😂😂
Sorry Bhai mo comment ta bhala heithiba ki kharap mu janini hele kahuchhi.. Raju Biju vlogs. Banae ta thik achhi aap apana jou rost karile ta b thik achhi hele raji jou vlog. Ta gf ku dekhae aau par video re baby...
Aau se video ku chhota pila Mane b dekhu thibe . Aji kali ta samaste pry. TH-cam ku asibaku chanuchhnti aau asuchhnti B
Aau gote katha.youtube not a life
Aji achhi kali na Thai b pare aau view asuchhi kali na ase pare
(1). Aau Raju..... Bhai nka vlogs dekhiki jadi kou Chhota pila tanka pari gf aau video baneibe . Ta tanka career kan haba se b chanibe ki gote gf rakhiki amiti video baneibe aau tanku samase dekhiki jadi Semiti vdo. Baneibe ta TH-cam aau rahiba ta
Sorry 🙏 mo comment jadi bhala laginathiba
Aau bbsr bhai apana tike mo comments padi reply debe kan mu thik kahili ki bhul jadi bhul ta khyama karibe🙏
ଭାଇ ରାସ୍ତା ରେ ହାତୀ ଗଲା ବେଳେ ହଜାରେ କୁକୁର ଭୋକି ହେବେ ତମେ ଚିନ୍ତା କରନି ଭୁବନେଶ୍ୱର ମୁଣ୍ଡା ଭାଇ ଆମେ ତମ ସାଙ୍ଗରେ ଅଛୁ ❤
I really appreciate you because you are really talking about things..❤
Tame bhai vala katha te kahila ❤❤ bujhiba pila thiki bujhibe 😇😇
Matured people are always respectable....good job.
ପାଠ ପଢିଥିଲେ କ'ଣ କରିବୁ ଭାଇ ଯେତେ ପାଠ ପଢିଥିଲେ ବି job ତୋ ମିଳୁନି ଓଡ଼ିଶା ରେ
Old mentality kichhi alaga try kara bhai
Chinese country dekha se nijara carrier nije bananti
RIGHT BRO😍 𝙟𝙖𝙮 𝙨𝙝𝙧𝙚𝙚 𝙧𝙖𝙢🚩
ଜୟ ଜଗନ୍ନାଥ 🙏❤️ । ଆଜିର ଲୋକ ମାନଙ୍କ ଭଲ ଚାହିଁଲେ ବି ଖରାପ । କିନ୍ତୁ ଭାଇ ଆପଣ ଯାହା ବି କହିଲ ଠିକ୍ କହିଲ । ଏମିତି ଭଲ କାମ କର ଆଉ ଆଗକୁ ମାଡି ଚାଲ । Love for ganjam ❤️
❤❤❤
Right bro fast hela patha ta pare side kama au jouthi patha nathibe sethi je କୌଣସି କାମ karantu na କାହିଁକି କିଛି ମୂଲ୍ୟ nathiba ମୁଁ bi feel karichhi patha thile gote pila bahut agaku jai pariba
Tamara bujheibara style mote bahut bhala lagila au mu bi kichhi ଜ୍ଞାନ paili au bhala bhabare bi apana bujhauchhanti 🙏 nice
ଭାଇ କଥା ସବୁବେଳେ ଠିକ୍ ଜାହା କହୁଛ ସବୁ ଭଲ ପାଇଁ କହୁଛ ❤
Bro ❤ , nothing is bad and you are a great society protector and may God bless you😌
କଷ୍ଟ କରିବା କଥା କହୁଛ ତ ଭାଇ ଥରେ ଲଙ୍ଗଳ ଆଉ ବଳଦ ଜମି ରେ ନେଇ କି ହଳକରିକି ଦେଖ ତା'ପରେ କଷ୍ଟ କ'ଣ ବୁଝି ପାରିବ ac room ରେ ରହିବା ଏସି କାର ରେ ବୁଲିବା ଛାଡ଼ି ଯିବ ଭାଇ
❤❤thik
@@GaneshBhatra-dg6hv Jia ac room re rahuchhi sia bi struggle karuchhi . Money income ghare basi khalitare kehi karunahanti bujhila
@@GaneshBhatra-dg6hv kain struggle kariki job na kale hala hin karibaku pade
Abe tu to poka chhapri otu
Bhai bholo kotha kohuchhanti
Hero tamku thank you 😍,public re asi faltu vlog banei social media ku tank ghar banei sarileni ,apna emiti madi chalantu 👍,epari pagal mankau apna hni sabad karibe 👍
Bhai tame thik kahicha......bujhiba loka thik bujhiba ....semane Bala bujhibe.. semanka budhi kichi nahi ..
People not having enough education & ethical values took your previous vdo negatively. They didn’t consider your opinion and tips which was given in the last part of your vdo. Brother we, your true supporters understand your perception and intention of making that vdo. So don’t worry let it be, we r here for you❤❤
Gyana kn yathu sikhi ba ku padi ba sabu rathi maha rathi kuade gale
Youuu always legend brother ❤
ଭାଇ ଆଜି କାଲି ଦୁନିଆ ରେ ଭଲ କଥା କହିଲେ ମନ୍ଦ ତମେ ତମ ନିଜ କଥା ଚିନ୍ତା କର ସିଏ ଯାହା କରୁ 👍
Tamar bhasa bhala lagi hin vidio dekhi hue jie thile bi nice vidio ❤❤samaj ku jadi kchhi bhala message dei pariba njaku khusi lagiba
Actually bhai raju ra sad vdo dekhila pare tma vdo asiki dekhithili sea jetiki bb kahila ao tme jetiki kahicha really u r great bro , mu bb vdo baneibaku bahut bhabuchi but mor backup job ki income nahi so abe job pai prepare hauchi hela pare dekhiba you tube try kariba abe jadi once youtube nisa lagigala then ao kuchi habani so kholuni but apana kahila bhalia sabu vdo re kichi social msg rahiba darkar actual fact bro youtube vdo khali life style showoff pai nai bhai ki loko dekheiba pai nai bahut loko dekhuchanti sethiru kichi loko time pass pai tah kichi loko sikhiba pai ao kete amt bb dekhuchanti semane time pass saha kichi sikhipariba jomane ki teanage pila mane really thanks u bhai❤
Brother you are always right..💕🙏💛
Apana apanaka work kara amanaku bujei ba kichi darkar nahi... 👍
ମୁର୍ଖ ତତେ ବୁଜି ଦରକାର ନାହିଁରେ
Jane roster sabu bele thik ta kn kuhe tome to uneducated loka kn bujhibo
Tushar Babu example nia Manoj dey sir mobile shop open kale kahnhiki.tankara ta income houchi karana sir janichanti youtube re income down hoipare channel delete hoipare exetra .so tume jaha bi kahicha pure thik
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤