kasinath mishra ji ki malika sach hai unki ek ek baate satya hai aap ki wajah se hmara jivan badal gya aap ko bhaut bhaut dhanyawad 🙏 jai shree madahav
Bhala Bepara karuchanti Baba Nare kali juga Saribaku Aselani 😢😢😢😢😢 Tulasi Patra Kebala Sri Jagannath Nka Ra Adhikar Tanka Pada Tale Rahiba Jay Jagannath 🙏🙏🙏🙏🙏
ସୁନ୍ଦର ପ୍ରୟାସ ଭଉଣୀ ଅନ୍ଧ ବିଶ୍ବାସ ବିରୋଧରେ ଆପଣଙ୍କ ସ୍ୱର ଉତ୍ତୋଳନ କୁ ମୁଁ ସ୍ବାଗତ କରୁଛି
ପୁରୀ ଜଣେ ମୂର୍ଖ ମହିଳା ଯିଏ କ anything ଣସି ବିଷୟରେ ଚିନ୍ତା କରେ ନାହିଁ ଏବଂ ତୁମେମାନେ ମଧ୍ୟ ତାଙ୍କ ପରି girl ିଅର ଶବ୍ଦ ଦ୍ୱାରା ପ୍ରଭାବିତ ହେବା ପାଇଁ ପାଗଳ |
Sallaku agha bandha jaou
जिस दिन सत्य सामने आएगा तब माफी कैसे मंगानी है यह बात अभी से सोच लीजिए क्योंकि आगे बहुत प्रॉब्लम होने वाली है।
Thik.
Thik. Bhai.
ତୁମ ସାହାସ କୁ ଧନ୍ୟବାଦ ଭଉଣୀ। ଏଠି ପରିଡ଼ା ବାବୁ ମଧ୍ୟ ମୂଖ୍ୟ ଆକର୍ଷଣ। ଏ ଅନୁଷ୍ଠାନ ର ସଳାଙ୍କୁ ମାଡ ଦରକାର
You are a bold lady , dear sister . ହିନ୍ଦୁ ଧର୍ମର , ଆମ ଜଗନ୍ନାଥ ସଂସ୍କୃତିର ବିରୋଧାଚରଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସାହସିକ ପଦକ୍ଷେପ ନେଇଛନ୍ତି । ଏ ପ୍ରୟାସ ସ୍ୱାଗତଯୋଗ୍ୟ । ଜୟ ଜଗନ୍ନାଥ ।
ମନେ ରଖନ୍ତୁ ଜଣେ ଲୋକ କେବେ ବି ଭଗବାନ ହେଇ ପାରନ୍ତି ନାହିଁ କର୍ମ ଭଗବାନ ଜୟ ଜଗନ୍ନାଥ
Thik😊
କଣ ସବୁ ଧନ୍ଦା ଚାଲି ଛି.... ସରକାର ଏମିତି ବାବା ମାନ ଙ୍କୁ ଜେଲ ରେ ପୁରା ଯାଉ...
👍🏽👍🏽👍🏽
ବାପା ମା କୁ ସେବା କର ତାଠାରୁ ଅନ୍ୟ ସେବା ନାହିଁ
Tu sala besi karuchu sala chup chap video dekh tapare so khai pee hela net card pakeichu jaha Kariba katha kar
Bhai bapa maa heuchanti chalanti thakura tankari seba kariba katha
❤
Exllent sister....
ତମର ପ୍ରତିଟି ୱାର୍ଡ ଏକଦମ୍ ragit....
ଭଉଣୀ ଜଣଙ୍କୁ ଅପମାନ କରିବା ଠିକ ହେଇନି. ତାଙ୍କ କଥା ଯୁକ୍ତିଯୁକ୍ତ ବି. ସତ ସାମ୍ନାକୁ ଆସୁ....
ତୁଳସୀ ର ଅପମାନ କରି କେହି ଭଲଫଳ ପାଇନାହାନ୍ତି ।
Correct, salute you, dear sister ❤
Right
To vari pandito be
Ara. Likaj. Condom. Phata. Badhachua. Tora. Ma. Bhauni. Thiba. Nari. Jatike. Agha. Samman. Dai. Sikh.
ଧନ୍ୟବାଦ ଭଉଣୀ
Dhanyavaad. Bad
ବାବା ନା ରଣ୍ଡୁଆ ବାବା ମାଗିଆ ଧନ୍ଦା ଚଲେଇଚ
ଜୟ ଜଗନାଥ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ
Thik. Jai. Shre. Krishna
ଆରେ ଭଗବାନ ମଧ୍ୟ ତୁଳସୀ କୁ ପାଦରେ ରଖି ନ ଥିଲେ 🥹🥹🥹😡😡😡
ନାରାୟଣ ଙ୍କୁ ତାଙ୍କ ଶିରରେ ଲାଗି କରାଯାଇଥାଏ ( ଶାଳଗ୍ରାମ )
👍 right 😡
ଭଉଣୀ ତ ପୁରା ସଂସ୍କାରିତ ପୋଷାକ ପିନ୍ଧିଛନ୍ତି ତାଂକୁ ଅପମାନ କରିବା ଠିକ୍ ହେଲା ନାହିଁ
Chora kn dina re chori kare ki 😂😂😂😂
ପୂଣ୍ଯ ହବ...ରେ
ନିଜ ବାବା ମାଆ ଙ୍କୁ ସେବା କର ରେ ଭାଇଭଉଣୀ ମାନେ ...ଯଦି ସେବା ମନ ଭାବ ଆସୁଛି 🙏🙏🙏
Thik. Sar
ଭଉଣୀ ଠିକ୍ କହିଛନ୍ତି । ଥାନା ଭିତରେ ପୁରେଇ ଦେଲେ ସବୁ ଠିକ୍ ହେଇଯିବ ବାପା ପୁଅକୁ।
Thik. Sar
Usse phle pura khandgiri samshan ban jayga , jisne bhi brahm par swal uthaya hai , इतिहास dekh lo ...........apna vinash khud bula liya tum sabne 😡
ଆଗ ନିଶା ମହାରଣା (ଝିଲି କଣ୍ଡୁରୁଣୀ) ଆଉ ସାହୁ ଭାଉଜ ଙ୍କୁ କଣ୍ଟ୍ରୋଲ କର.
ଯେତେବେଳେ ମାନବଙ୍କର ମନ ବିକୃତ ହୋଇଥାଏ, ସେତେବେଳେ ସତ୍ୟ ମଧ୍ୟ ତାକୁ ଭୁଲ ଲାଗିଥାଏ।
Jai jagannath 🙏 ✨
ଦିଦି ଯାହା କହୁଛନ୍ତି ସବୁ ଟିକ ମହା ପ୍ରଭୁ କେବେ କେଟିମ ଛଡିବେକି 🙏🙏🙏
ପୋଲିସ ର ଏଥିରେ ଲେନ ଦେନ ନାହିଁ କେବଳ ବାଧ୍ୟ ରେ ଆସିଛନ୍ତି ଜଣାପଡୁଛି...
Police. Bala. Sabu. Babakara.bandachata.kukura.
ଧନ୍ୟବାଦ ଭଉଣୀ, ତଦନ୍ତ ହେଲେ ସତ୍ୟା ସତ ନିଶ୍ଚିତ ଜଣାପଡିବ।
ସତୀଶ ଯଦି କଳ୍କୀ ତେବେ ଏ ହେଉଛି ପ୍ରକୃଷ୍ଟ ସମୟ। ଅସୁର ବିନାଶ କର। ତୁମ ବିରୁଦ୍ଧ ରେ କହୁ ଥିବା ଲୋକଙ୍କୁ ଦୈବୀ ଦଣ୍ଡ କରି ପ୍ରମାଣିତ କର। ଧର୍ମ ଧନ୍ଦା ନୁହେଁ। କି ମାଳିକା ମିଛ ନୁହେଁ। ପ୍ରମାଣ ଦିଅ। କେବଳ ତୁମ ଭକ୍ତ ଅନୁଭବ କରିବେ ତ ଅସୁର ବି ଦଣ୍ଡିତ ହୁଅନ୍ତୁ।
ବାପା ଓ ପୁଅକୁ ଆଗ ଜେଲରେ ପୁରାଓ । ତାପରେ ବିଚାର ?
ସେମାନେ ତୁମ ଘର ଲୁଟି ନେଇଛନ୍ତି କି? ସତ୍ୟ ନ ଜାଣି କିଛି କହିବା ଭୁଲ୍ |
@@snehasworld5882କଣ ତମେ ସେ ଭଣ୍ଡୁଆ ର ଭକ୍ତ କି 😂😂😂?
Aqqq,😅@@snehasworld5882
Puni sala sarathi
Tum ko sach ka pta nhi or kuch bhi bol rhe ho
ଗର୍ବ ଗଞ୍ଜନ ନରହରି
ଗର୍ବ ସେ ନ ସହନ୍ତି କାହାରି।🙏
ଜୟ ଜଗନ୍ନାଥ
ଭଲ କଥା କହିଲେ ଭାଇ
ହଁ
Jai jagannath
Jai. Jagannath
Ghik
ପୂର୍ଣ୍ଣ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଯିଏ ଅବମାନନା କରେ ତାର ଫଳ ଲୋକହସା ହୁଏ । ଜୟ ଜଗନ୍ନାଥ🙏🙏
ସାରଥୀ ପରେ ଆଉ ଜଣେ ବାବା ଆଗକୁ ଆସିଲେ.. ଏମିତି ଆଉ କେତେ କୋଠି ବିଭିନ୍ନ ପ୍ରକାର ର ବାବା ଅଛନ୍ତି ଟିକେ ସର୍ଭେ କରି ରିପୋର୍ଟ ଦିଅନ୍ତୁ..
ଭୁଉଣୀ ଯେଉଁ କଥା କହୁଛନ୍ତି ତାହା ଠିକ୍। ଯଦି ତାଙ୍କୁ ସ୍ବପ୍ନାଦେଶ ହୋଇଛି, ତା'ହେଲେ ପ୍ରମାଣ କରି ଦେଖାନ୍ତୁ।
ପୂଣ୍ଯ ହବ..
ନିଜ ବାବା ମାଆ ଙ୍କୁ ସେବା କର ରେ ଭାଇଭଉଣୀ ମାନେ ...ଯଦି ସେବା ମନ ଭାବ ଆସୁଛି 🙏🙏🙏
ଅତି ସୁନ୍ଦର ଭାବରେ ପ୍ରଶ୍ନ ର ଉତ୍ତର ପଚାରୁ ଛନ୍ତି madam ସତ୍ୟ ର ଜୟ ହେଉ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ
ବିନାଶ କାଳେ ବିପରୀତ ବୁଦ୍ଧି, ଆମର ଓଡ଼ିଆ ରେ କଥା ଅଛି,
😅
ଶୀଘ୍ର ଏହାର ତଦନ୍ତ ହେଉ,ଏହାପରେ ବାବା ଆର୍ତ୍ତତ୍ରାଣ ଉପରେ ଅନୁସନ୍ଧାନ କରନ୍ତୁ ।
Agaru jajpur ra politician thile
e ଭଳିଆ ଭଣ୍ଡ ବାବା ମାନଙ୍କୁ ତଦନ୍ତ ନୁହ ମାଡ଼ ମାରି ମୁହଁରେ କାଳୀ ମାରି ଗଧ ପିଠିରେ ବସେଇ ବୁଲେଇବା କଥା ।
ଏଇପରି ସମସ୍ତେ ଜାଗ୍ରତ ହେବା ଦରକାର ।
କୁନୀ ବାବା ଯଦି ଲୋକ ଙ୍କର ମଙ୍ଗଳ
ଚାହୁଁଛନ୍ତି ତ ମାଗଣାରେ ସେବା କରନ୍ତୁ
ଦେଖିବା ବାବାର କେତେ ପାୱାର
Se magana re hin seba karuchanti apana paisa deithile ki emiti kahuchanti first sata kn janantu then kuhantu
@@suraj99267 tame jaichh bodhe.kahil corona bele kete deithile
ସମସ୍ତେ ଅନ୍ଧଭକ୍ତ ହେଲେ ଏଭଳି ନୂଆଁ ନୂଆଁ ଭଣ୍ଡବାବା ଆବିଷ୍କାର ହେବା ଅବଶ୍ୟ😅😅😅
ବିନା ଜାଣି ଆପଣ ପ୍ରଥମେ କହିବା ଉଚିତ ନୁହେଁ।
କିଏସି ଅଧିକାରରେ ଆପଣ ଏହି କଥା କହୁଛନ୍ତି? ମିଡିଆ ଲୋକଙ୍କର ଅଧିକାରରେ? ଆଉ ସେମାନେ ତାହାଲେ କାଲି ଆପଣଙ୍କ ଘରକୁ ବି ହାଙ୍ଗାମା କରିବେ। ଯାହା ମନେ ଆସିବ ସେତିକି କହିଦେବେ, ଆଉ ଆପଣଙ୍କୁ ବି ଭୁଲ ସାବିତ କରିଦେବେ।
ଆମେ ଭଲ ଭାବରେ ଜାଣୁଛୁ ଯେ ପଣ୍ଡିତଜୀ କେବେ ବି ଆମ ପାଖରୁ ଟଙ୍କା ନେଇନି। ସେହି ସମୟରେ ସତ୍ୟ କଥାମାନେ ଶିଖାଇଥିଲେ।
ତଦନ୍ତ ହେବା ନିହାତି ଆବଶ୍ଯକ। ଯଦି କଳ୍କୀ ଅବତାର ସେଥି ପାଇଁ ମଧ୍ଯ ସ୍ବାଗତ ଯୋଗ୍ୟ 👋👋👋
ତୁଳସୀ ର ଅପମାନ କୌଣସି ସନତନି ସହ୍ୟ କରିପାରନ୍ତି ନାହିଁ ଜୟ ଜଗନ୍ନାଥ
kasinath mishra ji ki malika sach hai unki ek ek baate satya hai aap ki wajah se hmara jivan badal gya aap ko bhaut bhaut dhanyawad 🙏 jai shree madahav
ଏତେ ଯୁକ୍ତିତର୍କ ,ବୁଝାଵୁଝି ବନ୍ଦ କରି ଏମାନଙ୍କ ବ୍ୟବସାୟ ବନ୍ଦ କରି ଗିରଫ କରୁ ପୋଲିସ୍। କେହି ପ୍ରଭୁ ଯଦି ଅନେକ ଚିହ୍ନ ଓ ଗୁଣ ଦରକାର ଯାହାକୁ କିଛି ଲୋକ କହିଲେ ହେବ ନାହିଁ, ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ , ଶଙ୍କରାଚାର୍ଯ୍ୟ ଓ ସମସ୍ତ ସାଧୁସନ୍ଥମାନେ ସ୍ଵୀକୃତି ଦେବା ବାଧ୍ୟ।
Right kahichhanti madam. Sabu jadi bhagaban hebe. Bhagaban jibe kuade.
Madam ekdum correct thik kahichanti....ama odisha loka andha bhakta kebe b sudhuri be nahi
Jay jisu ek matro udhar Kari jisu bapa❤
Maam ଠିକକ କହିଛନ୍ତି ଏ ଶଳା କୁ ଆଗ ମାଡ ଏ ଶଳା ଗୁଡା ପଇଶା ପାଇଁ ପାଲା କରୁଛନ୍ତି
ଆଜି ସୋସିଆଲ ମିଡିଆ, ନ୍ୟୁଜ୍ ଚ୍ୟାନେଲ ଏବଂ ପ୍ରିଣ୍ଟ ମିଡିଆ ମାଧ୍ୟମରେ ପ୍ରସାରିତ କାହାଣୀଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମିଥ୍ୟା ଅଟେ | ଗଣମାଧ୍ୟମ, ଯାହା ସତ୍ୟ ଏବଂ ଧାର୍ମିକତାକୁ ପ୍ରୋତ୍ସାହିତ ତଥା ଆଲୋକିତ କରିବା ପାଇଁ ଉଦ୍ଦିଷ୍ଟ, ଦୁର୍ଭାଗ୍ୟବଶତ commercial ବାଣିଜ୍ୟିକ ସ୍ୱାର୍ଥ ଏବଂ ସ୍ୱାର୍ଥପର ଉଦ୍ଦେଶ୍ୟର ଭ୍ରମରେ ପଡ଼ି ମିଥ୍ୟା ପ୍ରଚାର କରୁଛି | ଆମେ ନମ୍ରତାର ସହିତ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ସତ୍ୟ ଖୋଜ, ଶାନ୍ତ ରୁହ ଏବଂ ମାଧବା ନାମ ଜପ ଜାରି ରଖ | Divine ଶ୍ୱରଙ୍କ ପ୍ରକାଶ ପାଇଁ ସମୟ ଆସିଛି, ଏବଂ ଏହି ଲୀଲା ବର୍ତ୍ତମାନ ଖୋଲୁଛି |
ଜୟ ଶ୍ରୀ ମାଧବା 🙏
ବାଡ ବାବା ମାଗିହା😂😂
😂😂
Dp re mahadevnka pic rakhiki emiti katha kahucha kharap laguni
@ ଚପ୍ ସଳା
@@KITCHEN143 gan** re kila dei gharaku pala 😂😂😂
@@suraj99267ତୋ ଗାଣ୍ଡି ଟା କାହିଁକି ଖପ ଖପ ହଉଛି କିରେ 😡
ନିଜକୁ ସମାଜ ସେବୀ କହୁଛନ୍ତି କିନ୍ତୁ କାହା ପ୍ରତି ସମ୍ମାନ ଦେବା ଜଣା ନାହିଁ....
ପିଲା ଛୁଆ ଯଦି ହେଉନାହିଁ Johnny Singh ପାଖ କୁ ଜନ୍ତୁ ସେ ସବୁ ମନ୍ତ୍ର ଜାଣିଛି ... ଏଯୁ ଗରେ ସବୁ ଶଳା ବାବା ନାଁ ରେ ଗୋଟେ ଗୋଟେ ଭର୍ଷ୍ଟଚାର ଚାଲିଛି,, କେବଳ Johnny Singh ହିଁ ସତ 😊
Bhul
ଭଗବାନ ହେଉଛନ୍ତି ମା, ବାବା , ok baba,maa ku sebakarantu ok
ଆମେ ନିଜେ ସୁଧର୍ମା ମହା ମହା ସଙ୍ଘ ସହିତ ଜଡିତ ମିଡିଆ ପ୍ରଚାର କରୁଛି ଯେ ଏହି ସଙ୍ଘ ଟଙ୍କା ପଇସା ଚାର୍ଜ କରେ କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା।।
ଧନ୍ୟବାଦ୍ ମାଁ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ, ତୁଳସୀ ପାଦ ତଳେ ଧନ୍ୟ ରେ ଭଣ୍ଡ ବାବା ମହାପାପ ଏହାର ତଦନ୍ତ କରାଯାଉ,ଜୟ ଜଗନ୍ନାଥ ସମସ୍ତଙ୍କୁ ସତ୍ ବୁଦ୍ଧି ଦିଅନ୍ତୁ, ହିନ୍ଦୁ ଧର୍ମ ବିଶ୍ଵାସ କୁ ବିଜନେସ ଚଳାଉଛନ୍ତି
All rights sistar❤❤❤
ଶଙ୍କର ଭାଇ ଏ ଅନ୍ଧ ଭକ୍ତ ବିଷୟରେ ଗୋଟିଏ ଭିଡ଼ିଓ ବନାନ୍ତୁ 😢😢😢
Jai shree jagannath.
Media jaha prachar karuchi taha sampurna mithya.
ଜଗନ୍ନାଥ ମନ୍ଦିରରେ ରକ୍ତ କାହିଁକି ଦେଖିଲା? ତ୍ରିଶୂଳରେ ଅଗ୍ନି କାହିଁକି ଜ୍ୱାଲା? ପତାକାରେ ଗୃଧ୍ର କାହିଁକି ବସିଲା? ମନ୍ଦିରରୁ ବିଶାଳ ପାଥର କାହିଁକି ଖସିଲା? ଦେବଳୟର ଦେଉଳରେ ଫାଟ ନାହିଁ କାହିଁ? ମନ୍ଦିରର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ କାହିଁକି ଘୋଘଣା ଘଟୁଛି? ଏବଂ ବଳଭଦ୍ର ଭାଇ କାହିଁକି ପଡିଗଲେ?
ଏହା ସବୁ ପ୍ରମାଣ ଯେ ପ୍ରଭୁ ଜଗନ୍ନାଥ ଆମ ପାଇଁ ସଂକେତ ଦେଉଛନ୍ତି ଯେ କଳିଯୁଗ ଶେଷ ହୋଇଛି।
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ । କାଶୀନାଥ ମିଶ୍ର ଙ୍କୁ ଓ ପ୍ରଭୁଙ୍କୁ ଭଲଭାବେ ଜାଣିଛୁ। ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ସତ୍ୟ ନ ଜାଣି ମିଥ୍ୟା ପ୍ରଚାର ଚଳାଇଛନ୍ତି।
ମାଗିଆ ବାପାପୁଅଙ୍କୁ ଆଗ ଜେଲ ରେ ପୁରା ଅ ଶୀଘ୍ର ଡେରି କରନ୍ତୁ ନାହିଁ
Bina sach jane kisi ke bare m glt na bole
@@Maneespareek ଚୁପ୍ ବେ
Bhai thik kahicha
Basted
Thik. Ak. Dum. Thik.
Darm ନାମରେ ଗୁଲମ୍ ବନାଇ ରୋଜଗାର କରିବାର ଦୋକାନ ବାବାମାନଙ୍କର ଆଶ୍ରମ ଆଉ ତାଙ୍କ ପ୍ରବଚନ
2nd sarathi😊😊😊
Bahut sundar katha kahichhanti Ae madam
Good good very good
ଟଙ୍କା ରୋଜଗାର କରିବାର ଗୋଟେ ରାସ୍ତା ଏ ବାବା ମାନଙ୍କର। ନିଜକୁ ଭଗବାନ କହି ଲୁଟୁଛନ୍ତି ଟଙ୍କା
Right kahile jhia
Bahut sundar bhauni ❤❤❤
ବହୁତ୍ ବଢ଼ିଆ ଭଉଣୀ .. ଉଚିତ୍ ପଦକ୍ଷେପ
Gujrat she bhavnagar prabhuji ko jay shree madhav ji Jay shree dwarkadhish ji
पंडित जी बिल्कुल सही कह रहे हैं यह बात का अनुभव हमने स्वयं किया यह अनुभूति हमें प्रभु जी ने स्वयं दी है जय श्री माधव जय श्रीमाधव❤❤
ଆପଣମାନେ କାହିଁକି ସେ ବାବାଙ୍କ ପଛରେ ପଡୁଛନ୍ତି? ଠିକ୍ କର୍ମ କରନ୍ତୁ, ସବୁ ରିଷ୍ଟ କଟିଯିବ।
ଭଉଣୀ ସତକଥାଏସଲାବାବାଏପୋଲିସକଣକରୁଚି👍🚶♀️👌
Bhala Bepara karuchanti Baba Nare kali juga Saribaku Aselani 😢😢😢😢😢 Tulasi Patra Kebala Sri Jagannath Nka Ra Adhikar Tanka Pada Tale Rahiba Jay Jagannath 🙏🙏🙏🙏🙏
ତୁଳସୀ ଗୀତା ଅପମାନ
ପ୍ରବଚକ ଙ୍କ ପ୍ରବଞ୍ଚନ
ଦିନେ ହୋଇବ ସର୍ବନାଶ
ସତ୍ୟାସତ୍ୟ ହେବ ପ୍ରକାଶ
କଳି ଯୁଗରେ ବାବା ନାହାନ୍ତି ଏସବୁଚୋର
ମୁଁ ଯେତିକି ଜାଣିଛି ଯେଉଁ ସମୟରେ ଈଶ୍ୱର ଙ୍କ ଆରାଧନା ରେ ଜଣେ ନିଜକୁ ଦାସ ବୋଲି ଭାବିଥାଏ ସେ ପର୍ଯ୍ୟନ୍ତ ସବୁ ଠିକ ମାତ୍ର ଯେଉଁ ଦିନ ସେହି ବ୍ୟକ୍ତି ନିଜକୁ ଭଗବାନ ସଜେଇ ଭଗବାନ ଙ୍କ ଅତି ପ୍ରିୟ ଦୁଇଟି ଜିନିଷ ତୁଳସୀ ଓ ଗୀତାକୁ ଅବମାନନା କରିଛି ସେତେବେଳେ ସେ ଭକ୍ତ ଙ୍କ ହାତରେ ଧରାଇ ଦିଅନ୍ତି ଯାହାକି ସାରଥି ଓବାନା ସୁର ବାବାଙ୍କ ପକ୍ଷରେ ଘଟିଥିଲା ଏଭଳି ବାବା ଆଉ ତାଙ୍କ ପଣ୍ଡିତ ବାପାକୁ ଉଲଗ୍ନ ପୂର୍ବକ। ବିଛୁଆତି ସିଆଡକୁ ଗୁରୁ ଶରଣ
ରାସନ ଦୋକାନୀଙ୍କ ବେପାର ଅନଲାଇନ୍ ମାଡ଼ ହେବାରୁ ବାପା ତା'ର ପୁଅକୁ କଳକୀ ଜଗନ୍ନାଥ ବନେଇ ଛନ୍ତି,
Seta. Chora. Ta
ବାପା ହାଉଛନ୍ତି ଦଶରଥ ପୁଅ ହେଉଛି ରାମଚନ୍ଦ୍ର
Thanks 💯 Madam
ଯେତେବେଳେ ଜଗନ୍ନାଥ ଙ୍କୁ ବଙ୍ଗଳା ଦେଶରେ ପଡ଼ୁଥିଲେ ସେତେବେଳେ ଆପଣ କେଉଁଠି ଥିଲେ, ନା ଓଡ଼ିଆରେ ଗୋଟେ ପ୍ରବାଦ ଅଛି ସାଗଖିଆ କୁ ପେଜ ଖିଆ ସାହିପାରେନି, ଆମ ଓଡ଼ିଆ ଜାତିଟା ହେଉଛି ତାହା
😂😂😂 ମୁର୍ଖ ମଣିଷ ସାଧାରଣ ମଣିଷକୁ ବି ପ୍ରଭୂ କହି ଦେଉଛନ୍ତି 😂ଯୋଉ ମାନେ ସୋସିଆଲ ମିଡ଼ିଆ ରେ ଜଣକୁ ଦେଖିକି ପ୍ରଭୁ କୁହନ୍ତି 😂😂😂ସେମାନେ ସମ୍ପୂର୍ଣ ପଣ୍ଡିତ। ଜୟ ପ୍ରଭୂ ସାରଥି ବୋଲି ଜଣେ ଥିଲେ
ମାନ୍ୟବର 😆😆😆😆😁😁😁
ଯେଉଁ ଯୁଗରେ ଯେମିତି ସୁବିଧା
ତେଣୁ ଆପଣମାନଙ୍କର ଅସୁବିଧା କଉଠି ରହିଲା । ଯେଉଁଠି ବ୍ରହ୍ମା, ଶଙ୍କର , ମହାପ୍ରଭୁଙ୍କ ମାୟାର ଆଦି ଅନ୍ତ ପାଇ ନାହାଁନ୍ତି ସେଇଠି ଆପଣମାନେ କ'ଣ ଜାଣିବେ/କ'ଣ ପାଇବେ ମହାପ୍ରଭୁଙ୍କ ମାୟା ବିଷୟରେ । ତେଣୁ କାହିଁକି ମହାପ୍ରଭୁଙ୍କ ପଛରେ ଲାଗିଛନ୍ତି, ସମୟ ଆସିଲେ ସବୁ ଜାଣିବେ, କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବହି ଯାଇ ଥିବ ।
କାରଣ
ତରକି ଥିବୁ ତେରକୁ ଚଉଦ ପନ୍ଦର ଲାଗିବ ହନ୍ଦର ଆଉ ସତ ଉପୁଯିବ ସତରକୁ
ଆଉ ସତକୁ ସତ ସେୟା ମଧ୍ୟ ହେଉଛି।
ମହାପ୍ରଭୁଙ୍କ 13 ଅଙ୍କରେ ବିଶ୍ଵସାରା ସମସ୍ତେ ତରକି ଥିଲେ ଆଉ ବର୍ତ୍ତମାନ ହନ୍ଦର ଲାଗୁଛି ତେଣୁ ସତ ଉପୁଜିବ ସତରକୁ । ତେଣୁ ହେ ସୁଧିଜନ ବାଟବଣା ନ ହୋଇ ସମୟକୁ ଅପେକ୍ଷା କରନ୍ତୁ ଓ ମାଧବ ନାମକୁ ନିରନ୍ତର ଜପ କରୁ ଥାନ୍ତୁ ।
ଜୟଶ୍ରୀ ମାଧବ ।
ସେ ପୁଅର ବାପ'ମା ତା ଜୀବନ କୁ ନଷ୍ଟ କରୁଛନ୍ତି! ଟଙ୍କା ଲୋଭରେ ମଣିସ କେତେ ତଳକୁ ଜାଇ ପାରେ
Esa kuch bhi nahi hai bhai !! You are totally wrong!! What media is actually showing is not true! And it's all improper information!
@@ayushityagi3003Reality is Reality😂😂Your Fake Comment Can't Divert Reality😂 Don't try to Fool Public😂
@bsn8527 just wait and watch for God's sake mann!!
@@ayushityagi3003 abe tu andh bhakt na??...tanka paisa re tu chaluchu i think...tote lazya nai na tk😂😂😂
ଓଡ଼ିଶା ଟା ପୁରା ବେକାର ହୋଇ ଗଲା ଏଇ କେତେକ ଲୋକ ମାନଙ୍କ ପାଇଁ |
Right right right right right right right right 100 ru 100 right right kahile madam🙏
#WeStandWithPanditKashinathMishraJiPandit Kashinath Ji is a true symbol of goodness.Pandit Kashinath Ji has a very warm and welcoming personality.
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ।
ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପରିପ୍ରକାଶ କରିବା ପାଇଁ ଅନୁରୋଧ।
tame sale gote pala chalieicha. Patha satha kahin padhithila kejani. total jajpuria pabana.
@@theestudante5044I am also from Jajpur but not like baba😂
To. Bau. B. I. A. Maghea. Chora. Tautaria. Jajpuria. Maghea. Ama. Pashima. Odiasha. Ada. Keba. Ashila. Ama. Pashima. Odisha. Loka. Tata. Tik. Tik. Kari. Hanidaba. Tama. Chora. Jajpuria. Babi. Dash. Ku. Jamati. B. J. D. Mp. Candad. Ru. Harai. Dela. (2024). Election. Ra. Samati.
@@JyoshnamayeeMishra😂😂😂😂
ହେ ଭଗବାନ୍!ଘୋର କଲିକାଳ, ଭଗବାନ୍ ଏମିତି ଆସନ୍ତି ନାହିଁ।
ଦୁଃଖ ର କଥା ହେଲା ସିଏ ଏକା ଲଢ଼ୁଛି..... ବାକି ସବୁ ହିନ୍ଦୁ ସନାତନ ହିନ୍ଦୁ ସନାତନ ହିନ୍ଦୁ ହିନ୍ଦୁ କହିଲା ଲୋକ ସବୁ କୁଆଡେ ଗଲେ..... କାହିଁକି କାହା ପାଟି ଫିଟୁନୀ
Thank you madam, very good .
ବାବା ଶବ୍ଦ କୁ ଅପମାନ କରୁଛନ୍ତି. କର୍ମ କୁ ବିଶ୍ୱାସ କର କିଛି ପ୍ରବଲମ ନାହିଁ. କର୍ମ ଧର୍ମ ଯୁକ୍ତ ହେବା ଦରକାର. ଦୁନିଆ ରେ ବହୁତ୍ ଭଲ ଆଉ ପ୍ରକୃତ ବାବା ବି ଅଛନ୍ତି. କିନ୍ତୁ ଏଭଳି ପୁଅ କୁ ବ୍ୟବହାର ଯୋଉ ଡ୍ରାମା ଚାଲିଛି ତାକୁ ବହୁତ୍ କଠୋରତା ର ସହିତ ବନ୍ଦ କରାଯିବା ଦରକାର.
ଠକ ବାବା ଦୁନିଆଁରେ ବେଶୀ ତାଙ୍କର ପ୍ରବାବଛନରେ ପଡ ନାହିଁ। ସବୁ ଧନୀ ହେବା ଉପାୟ ବାବାମାନେ ଖଯୁଛନ୍ତି।
Jay Jagarnath pravu
Jai. Jagannath
👍👌 Jay jagannath 🙏
Salute you, Dear sister 🎉
Salut
Media ର କାମ ହେଲା ଟଙ୍କା ରୋଜଗାର ଆଉ ସେଥି ପାଇଁ ସେ ମିଥ୍ୟାର ଚରମ ସୀମା ବି ଡେଇଁଯିବ। ଆମେ କେବେ ପ୍ରଭୁଙ୍କ ପାଦରେ ତୁଳସୀ ପତ୍ର ଦେଖିନୁ ହେଲେ ମିଥ୍ୟା ଗୁଜବ ପ୍ରଚାର କରିବାରେ ମିଡିଆ କେତେ ମିଛର ସାହାରା ନେଉଛି।
To. Bhaunb. I. A. Badha. Chua
@@JyoshnamayeeMishra haire mg sala dam achi jadi proof de re sala pada chata kete tanka khaichu re sala
@@JyoshnamayeeMishrato bhauni bodhe sasta re dauchi sethi pain anya mananka bhauni ku bi semiti bhabuchu khali bhauni dauchi na to maa bi...... 😂😂😂😂
BHAUNI EKDAM 100 % THIK KAHUCHHANTI.
Odisharo new trending baba 😀😀😀
ଏଇଟା ଭୁଲ୍ ସମସ୍ତେ କହୁଛନ୍ତି 😢😢
"TRP" ପାଇଁ ମିଥ୍ୟା ପ୍ରଚାର କରିବା ବନ୍ଦ କର |
ପଣ୍ଡିତ କାଶୀନାଥ ଜୀ ବିଷୟରେ ଭୁଲ କଥା କୁହାଯାଉଛି ଏବଂ ସଂପୂର୍ଣ୍ଣ ସୂଚନା ବିନା ଅଭିଯୋଗ କରାଯାଉଛି କାରଣ ପଣ୍ଡିତଜୀଙ୍କ ନାମ "ଭବିଷ୍ୟ ମାଳିକା" ରେ ଲେଖା ହୋଇଛି ଏବଂ ଏହା ମଧ୍ୟ ଲେଖାଯାଇଛି ଯେ ପ୍ରଭୁ କାଲ୍କି ତାଙ୍କ ଘରେ ଜନ୍ମ ହେବେ।
କଣ କହୁଛନ୍ତି ଭାଈ ଆପଣ,, ବାପ୍ ରେ
Hmm pandit ji gandi debe Tote kahichanti
ସେ ମାଳିକା ବୋଧେ ତମ ଭଳି ଅନ୍ଧ ଭକ୍ତ ଲେଖିଛନ୍ତି
Bhai kalki kebala yanku sapanare dekhadeithile😂😂😂😂😂😂😂😂😂😂😂😂
ତୁ ସେ ମାଳିକା ଲେଖିଥିଲୁ ବୋଧେ ସେମାନଙ୍କୁ ତୁ ଚିହ୍ନି ଚୁ ବୋଧେ
ବାବା ଙ୍କୁ ଟିକିଏ ପରେ ସାବାଡ଼ କରିବା. ପ୍ରଥମେ ନିଶା ମହାରଣା ଆଉ ସାହୁ ଭାଉଜ ଙ୍କୁ ନିୟନ୍ତ୍ରଣ କରାଯାଉ. ଦେଖିବା ତମର କେତେ ଦମ୍
ଭଉଣୀ ଆପଣ, ଙ୍କୁ 🙏🙏🙏, ସମାଜରେ ଏମିତି, କିଛି ପାଗଳ, ଅଛନ୍ତି, ଏଇପାଗଳ ମାନ ଙ୍କ ପାଇଁ, ଆଜି ହିନ୍ଦୁ ଧର୍ମ ଧୁନ୍ସ ହେବାକୁ ଯାଉଛି, ଖାଇଲା ପିଇଲା, ହଗିଲା ସିଏ କୀ ପ୍ରକାର ଭଗବନେ, 😄😄😄😄🤣🤣🤣
ସବୁ ଶଳା ଲୋଭି ଲୋକଙ୍କ ଭୁଲ...ଆଉ କେତେ ଉଦାହରଣ ଦେଖିବା ପରେ ସୁଧୁରନ୍ତ କେଜାଣି...
ମିଡିଆ ଏଠାରେ ସତ୍ୟ କୁ ଲୁଚାଇ ମିଥ୍ୟା କୁ ପ୍ରଚାର କରୁଛି ଏବଂ ପ୍ରସୟ ମଧ୍ୟ ଦେଉଛି।
EXACTLY
💯
Exactly 💯
ତୁ କହୁନୁ ସତ୍ୟ ଟା କଣ ଆମେ ବି ଟିକେ ଜାଣିବୁ ଓଡିଶା ବାସି ତୋର କଣ ସମ୍ପର୍କ ରେ ହେବ ବୋଧେ ସେ ବାବା ଯାହା ଜଣା ପଡୁଛି.... 😡😡
ମଣିଷ କେବେ ଭଗବାନ ହେଇ ପାରି ବ ନାହିଁ ସେହି ଅଧିକାର ଭଗବାନ ଦେଇ ନାହା ନ୍ତି
ଯଦି ଏହା ଅସତ୍ୟ ତେବେ ଏହାକୁ ପ୍ରମାଣ କର | ଆପଣ ପ୍ରଥମେ ସତ୍ୟ ଜାଣିବା ଜରୁରୀ | ତା’ପରେ ଜଣେ ଯୁକ୍ତି କରିବା ଉଚିତ୍ | ମଲିକାରେ ଲେଖାଯାଇଛି ଯେ ପ୍ରଭାସ ଖଣ୍ଡଗିରିରେ ଗୁପ୍ତରେ ଲୀଳା କରିବେ। ଏଥିରେ କ’ଣ ଭୁଲ୍ ଅଛି?
Malikare lekha hechi Paisa neiki. Manasika purana haba nahale habani lokamane Puri jibeni nuhe
Apana bodha hue kebala Malika dekhi kahuchanti .Geeta bhagwat padhiba armbha karantu agnya .au Malika padhi jagnnath nka sarna ku jantu .kaunasi babanka pachare nuhe
ଆଜି ମିଡ଼ିଆରେ ଯେଉଁ ଅପପ୍ରଚାର ଚାଲିଛି ତାହା ସମ୍ପୁର୍ଣ୍ଣ ମିଥ୍ୟା ଅଟେ । ସତ୍ୟକୁ ଜାଣନ୍ତୁ । ନିଜ ଚ୍ୟାନେଲ୍ ର ରୋଜଗାର ପାଇଁ ଏହିଭଳି ପ୍ରଚାର କରୁଛନ୍ତି ।
ହାଁ ହାଁ ଠିକ୍ କହିଛ ସୁଲୁ