ଯାତ୍ରା ଜଗତରେ ଇତିହାସ ସୃଷ୍ଟି କରିଥିବା ନାଟକ। ହାଃ କୃଷ୍ଣ ବୋଲି ଯାଉ ଯିବ। ଶିବାନୀ ଗଣନାଟ୍ୟ।

แชร์
ฝัง
  • เผยแพร่เมื่อ 20 ต.ค. 2024
  • ଓଡ଼ିଶା ର କଳା ସଂସ୍କୃତି ଐତିହ କୁ ଆପଣମାନଙ୍କ ପାଖରେ ପହଞ୍ଚିବା ପାଇଁ ଆମର ଗୋଟିଏ ଛୋଟ ପ୍ରୟାସ ହେଉଛି "ଓଡ଼ିଶା ରଙ୍ଗମଞ୍ଚ"। ଏହା ଏକ ମାଧ୍ୟମ ହଜି ଯାଉଥିବା କଳା ସଂସ୍କୃତିକୁ ଲୋକଲୋଚନକୁ କୁ ଆଣିବା ପାଇଁ । ଓଡ଼ିଶା ରଙ୍ଗମଞ୍ଚ ସମସ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ କୁ ପ୍ରସାରଣ କରିବାପାଇଁ ଅଗ୍ରସର । ପ୍ରଥମ ପର୍ଯ୍ୟାୟରେ ଆମେ ଓଡ଼ିଆ ଯାତ୍ରା କୁ ପ୍ରାଥମିକତା ଦିଆଯାଉଥିବା ବେଳେ ଆଗାମୀ ଦିନରେ ଓଡ଼ିଶା କଳା ସଂସ୍କୃତିର ଅନ୍ୟାନ୍ୟ ମଞ୍ଚ ର କଳାକାର ଓ ନାଟକ ମାନଙ୍କୁ ମଧ୍ୟ ଆପଣଙ୍କ ସମ୍ମୁଖକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶା ରଙ୍ଗମଞ୍ଚର ଦର୍ଶକମାନଙ୍କ ଭରପୁର ମନୋରଞ୍ଜନରେ ଯେମିତି କିଛି ତ୍ରୁଟି ନରୁହେ ସେଥିପ୍ରତି ମଧ୍ୟ ଆମେ ଦୃଷ୍ଟି ରଖିଛୁ । ସବୁପରେ ଓଡ଼ିଶା ରଙ୍ଗମଞ୍ଚ ଭଗବାନଙ୍କ ନିକଟରେ ତାର ଦର୍ଶକ ମାନଙ୍କର ମଙ୍ଗଳକାମନା ସହ ତାଙ୍କର ଆରୋଗ୍ୟ କାମନା କରୁଛି। 🙏🙏🙏

ความคิดเห็น • 2

  • @ganeshsahu4917
    @ganeshsahu4917 20 วันที่ผ่านมา

    Best

    • @sksanjuvlog1432
      @sksanjuvlog1432  20 วันที่ผ่านมา

      @@ganeshsahu4917 ଧନ୍ୟବାଦ୍