Bhajan Antakshyari EP113 | Odia Bhajan Competition By Odia Singer | Prarthana TV

แชร์
ฝัง
  • เผยแพร่เมื่อ 14 ม.ค. 2015
  • Prarthana TV is the number one Devotional TV channel in Odisha.
    SUBSCRIBE to Prarthana channel for more Odia Devotional content and Song
    / prarthanatv
    Like us on Facebook
    / prarthanatv
    Circle on G+
    plus.google.com/u/5/+PrarthanaTV
    Visit our website for further details: www.prarthanatv.in
  • บันเทิง

ความคิดเห็น • 665

  • @manojmohanty2672
    @manojmohanty2672 11 หลายเดือนก่อน +1

    ଶ୍ରୀଚରଣ ବିନା ଅନ୍ତାକ୍ଷରି ଅଧୁରା

  • @Skbmediakarla
    @Skbmediakarla 3 ปีที่แล้ว +2

    ବେଷ୍ଟ୍ ଇନ୍ ଶ୍ରୀ ଚରଣ

  • @wisdomvehicle707
    @wisdomvehicle707 4 ปีที่แล้ว +18

    ଶ୍ରୀଚରଣ ପୁରା ରାଜା ଭଳି ଲାଗୁଛି,,,, ନିଶକୁ ମୁହଁ ଭଲ ଲାଗୁଛି ଚରଣ ଭାଇ,,,ଭଲ କଣ୍ଠଶିଳ୍ପୀ ଟିଏ,,,,,,,ଅନ୍ୟ ମାନେ ବହୁତ ଭଲ କଣ୍ଠଶିଳ୍ପୀ

  • @raghunathbaliarsingh2281
    @raghunathbaliarsingh2281 4 ปีที่แล้ว +13

    Rabi sir nkara voice Bhikhari bal sar nka sangare praye misuchi ❤️❤️🙏🙏🙏

  • @ghanasyamasethy163
    @ghanasyamasethy163 3 ปีที่แล้ว +10

    Asima ragijaucho manisa janmara mulya kn janiba darkara hasa khusi re gita Gao charan sir is best singer

  • @TofanMohantaJhumar
    @TofanMohantaJhumar 5 ปีที่แล้ว +7

    Shree Charan bhai pain ae program ta bhala laguchhi

  • @souvagyaranjanmahapatra1436
    @souvagyaranjanmahapatra1436 3 ปีที่แล้ว +4

    ଠିକ୍ ଅଛି ମୁଁ ମାନୁଛି ଯେ ଚରଣ ଭାଇ ଟିକେ ଟିକେ ଟିକେ ମଝିରେ ଅଡୁଆ କରିଦେଉଛନ୍ତି ମାତ୍ର ତାଙ୍କର ଏହି ଅଡୁଆମି ଯୋଗୁଁ ଏଇ ଭଜନ ଅନ୍ତାକ୍ଷରୀ କାର୍ଯ୍ୟକ୍ରମ ସଫଳ ହେଇ ପାରୁଛି। ନହେଲେ ଆଜିର ଟେକ୍ନୋଲୋଜି ଦୁନିଆରେ ସମସ୍ତେ ଵିଭିନ୍ନ ମାଧ୍ୟମରେ ଯଥା ଟେପ୍, ମୋବାଇଲ, ଡିଜେ ଆଦି ମାଧ୍ୟମରେ ଗୀତ ଶୁଣୁଛନ୍ତି। ଜଣେ ଦର୍ଶକ ଭାବରେ ମୁଁ ଗୋଟିଏ କଥା କହିବାକୁ ଚାହେଁ ଯେ ଚରଣ ଭାଇ ଙ୍କ ଲାରେଲାପା ଗିତ ରେ ରାଗିବା ସ୍ୱଭାବିକ। କିନ୍ତୁ ଟିକିଏ ମନମାଳିନ୍ୟ ପରେ ରବି ଭାଇ ତ ଠିକ୍ ହୋଇଗଲେ। କିନ୍ତୁ ଅସୀମା ପଣ୍ଡା ଙ୍କୁ ଗୋଟିଏ କଥା କହିବାକୁ ଚାହେଁ, ଆପଣ ଚରଣ ଭାଇ ଙ୍କ ସମସାମୟିକ ନୁହନ୍ତି। ତାଙ୍କଠୁ ଆପଣ ବହୁତ ସାନ। ସଂଗୀତ ଗ୍ୟାନ ଏବଂ ବୟସ ରେ ମଧ୍ୟ। ତେଣୁ ଆପଣ ଚରଣ ସାର ଙ୍କୁ ଯାହା ଵି କହୁଛନ୍ତି ଭାବି ଚିନ୍ତା କରି କୁହନ୍ତୁ। ଆପଣ ଜଣେ ସଂଗୀତ ସାଧକ ତେଣୁ ଜଣେ ବରିଷ୍ଠ ସାଧକ ଙ୍କୁ ଆପଣଙ୍କର ଏଭଳି ଅସମ୍ମାନ ଠିକ୍ ନୁହେଁ। ଆଗ ଭଦ୍ରାମି ଶିଖନ୍ତୁ, ତାପରେ ଭକ୍ତି ସଂଗୀତ ଗାଇବେ।

  • @PrasanaVlogs123
    @PrasanaVlogs123 5 ปีที่แล้ว +37

    କେବଳ ଶ୍ରୀ ଚରଣ ପାଇଁ ହିଁ ପ୍ରୋଗ୍ରାମ ବହୁତ ମଜା ଲାଗୁଛି !ଏଥିରେ ରାଗିବା କିଛି ଆବଶ୍ୟକ ନାହିଁ !ଏହାତ entertainment....

    • @Btheuser
      @Btheuser 2 ปีที่แล้ว +1

      Asima mamnku kast lage

    • @mohandas4571
      @mohandas4571 2 ปีที่แล้ว +1

      Right bro

    • @mohandas4571
      @mohandas4571 2 ปีที่แล้ว +1

      Right bro

  • @dibyaranjan3454
    @dibyaranjan3454 5 ปีที่แล้ว +84

    ଅତି ଚମତ୍କାର ଲାଗୁଛି ହେଇଛି ଏପିସୋଡ ଟି I ବହୁତ ମଜା ଲାଗୁଛି, ସତରେ କିଏ ଶ୍ରୀଚରଣ ଙ୍କୁ କଳା ଯାଦୁ କରି ଦେଇଛନ୍ତି

  • @deepakparida912
    @deepakparida912 6 ปีที่แล้ว +18

    Jay Jagannath
    Jay prathana chanal
    Jay charan vi
    Jay Ho
    Jay

  • @soumyasaurabh6756
    @soumyasaurabh6756 4 ปีที่แล้ว +4

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ

  • @dilipbej1231
    @dilipbej1231 4 ปีที่แล้ว +3

    Jete singar achnti sabu tharu charana Bhai best singar

  • @pritikantapatra9490
    @pritikantapatra9490 3 ปีที่แล้ว +13

    Radhakanta Sir you are mind blowing out standing

  • @mrodishaviogs1309
    @mrodishaviogs1309 5 ปีที่แล้ว +23

    ରଵି‌ନ୍ଦ୍ର ଭାଇ ଦ୍ବିତୀୟ ଭିକାରୀ ବଳ

  • @swarnalatarout2063
    @swarnalatarout2063 4 ปีที่แล้ว +9

    Rabindra bhai ur voice so pure

  • @chittaranjansahoo6527
    @chittaranjansahoo6527 5 ปีที่แล้ว +4

    Best program of Prarthana chanell.... Gote jiban charjya

  • @debendramohantydebendramoh1395
    @debendramohantydebendramoh1395 3 ปีที่แล้ว +2

    ଅତି ସୁନ୍ଦର ଧାରାବାହିକ

  • @bimalkumarjena1988
    @bimalkumarjena1988 4 ปีที่แล้ว +7

    ରାଗିଲେ ସଂଗୀତ କୁ ଅପମାନ ହେବ,,, ଜୟ ଜଗନ୍ନାଥ ସ୍ବାମୀ,,,

  • @user-qr4tt7hr5h
    @user-qr4tt7hr5h 3 ปีที่แล้ว +1

    ଜୟ କଗନ୍ନାଥ ସୁନ୍ଦର ମୋ ଓଡିଶା ସୁନ୍ଦର ଜଗନ୍ନାଥ ଭଜନ

  • @pstchannel1103
    @pstchannel1103 3 ปีที่แล้ว +6

    ଚରଣ ଭାଇ ଆଜି ଯଉଭାବରେ କମିଡି କଲେ ବହୁତ ମଜା ଲାଗିଲା

  • @rakesh8122
    @rakesh8122 4 ปีที่แล้ว +17

    ama... panchama grup must gau6nti ..👌🏻👌🏻👌🏻👌🏻

    • @gopakishoresamantara5712
      @gopakishoresamantara5712 4 ปีที่แล้ว

      Radhakanta sir is Radhakant sir.Sweetness of drum can,t be heard again..let lord jagannath take the soul to his lap.

  • @nishkantabarik6344
    @nishkantabarik6344 4 ปีที่แล้ว +1

    Jay ଜଗନ୍ନାଥଙ୍କ ଜୟ ଚରଣ ଭାଇ

  • @khirodchandrapatnaik3976
    @khirodchandrapatnaik3976 2 ปีที่แล้ว +2

    THE PROGRAM IS BLESS I OF LORD.JAGANATH A BLESI THE TEAM

  • @manasranjanjenasuperpresen4592
    @manasranjanjenasuperpresen4592 4 ปีที่แล้ว +6

    shri charana vai super comedy
    rabindra vai superb voice
    fantastic voice
    new vikari Bala rabindra vai

  • @ramprasadpanigrahi256
    @ramprasadpanigrahi256 6 ปีที่แล้ว +79

    ରବିନ୍ଦ୍ର ଭାଇ ପୁରା ଦ୍ଵୀତୀୟ ଭୀକାରି ବଳ

  • @mrbk.solidify
    @mrbk.solidify 3 ปีที่แล้ว +4

    ସତରେ ବହୁତ୍ ମଜାଦାର episode,,,, ଆତ୍ମା ସାନ୍ତି ହେଇଗଲା 🥰🥰🥰ବହୁତ ଭଲ ଲାଗିଲା,,,

  • @subratkumarroul6942
    @subratkumarroul6942 3 ปีที่แล้ว +3

    Sri charana bhau I am a great fan of u

  • @niharikaacharya7713
    @niharikaacharya7713 3 ปีที่แล้ว +2

    Ae episode ra sabu kalakar bahut Bhala. Sudhakar Shail bhama ati sundara manis ta sahit Rabi au sricharan thai sabu episodes hele bahut bhala laganta

  • @BishnukumarBaral-es6gx
    @BishnukumarBaral-es6gx 8 หลายเดือนก่อน +1

    ମୁଁ ଜଣେ ଅନାମଧେୟ ଲେଖକ ସହିତ ଜଣେ ଉତ୍ତମ ଶ୍ରୋତା ଓ ଦର୍ଶକ ତେଣୁ କିଛି ମନ୍ତବ୍ୟ ଦେଉଛିକି ଓଡ଼ିଆ ଭଜନ ଅନ୍ତାକ୍ଷରୀ ମଧ୍ୟରେ ସଂକୃତ ପୁରାଇବା ମୋତେ ଅସୁୟା ବୋଧ ହେଲା ,ହେଲେ ଆପଣମାନେ ଗ୍ରହଣ କରିବେ କି ନକରିବେ ଆପଣ ମାନଙ୍କ ଇଛା ଉପରେ ନିର୍ଭର କରେ ,ଧନ୍ୟବାଦ ଚଣ୍ଡୀଦାସ

  • @BishnukumarBaral-es6gx
    @BishnukumarBaral-es6gx 7 หลายเดือนก่อน +1

    ଅନ୍ତାକ୍ଷରୀ ଉପଭୋଗ କରିଵା ଭିତରେ ମୁଁ ଜନେ କ୍ଷୁଦ୍ର କଳାକାର ଭାବରେ ଅନୁଭବ କଲିକି ପ୍ରତ୍ୟେକ କଳାକାର ମାନେ ନିଜର ତୀକ୍ଷ୍ଣ ମସ୍ତିସ୍କ ଦ୍ୱାରା ସମସ୍ତ ଜଟୀଳ ଶବ୍ଦଓ ଜଟୀଳ ପ୍ରଶ୍ନକୁବି ପାର କରି ଦେଉଛ ନ୍ତି ତଥା ସୁନ୍ଦରଭାବେ ଭଜନ ପରିବେଷଣ କରି ମନ ମୁଗ୍ଧ କରିଦେଉଛନ୍ତି କିନ୍ତୁ ଗୀତ ରଚନାରେ କିଛିଟା ଅପ୍ରାସଙ୍ଗୀକ ଶବ୍ଦ ପ୍ରୟୋଗ ହୋଇଥିବାର ଅନୁମେୟ ହୁଏ ଫଳରେ ଗୀତର ଭାବଭକ୍ତି ଓ ମଧୁରତା ହ୍ରାସ ହେବାପରି ଲାଗୁଛି ,ଅନୁରୋଧ ଏହାଉପରେ ଟିକିଏ ଦୃଷ୍ଟି ଦେଲେ ଭଲ ହୁଅନ୍ତା ,ଧନ୍ୟବାଦ , କବିଚଣ୍ଡୀଦାସ ।

  • @silipsamal116
    @silipsamal116 3 ปีที่แล้ว +3

    Ravindra mahapatra good best singor

  • @pravakarbehera1738
    @pravakarbehera1738 2 ปีที่แล้ว +3

    Sricharan Vai multi talented

  • @bimalkumarjena1988
    @bimalkumarjena1988 4 ปีที่แล้ว +23

    ମୋର ଗୋଟିଏ ଅନୁରୋଧ, ଶବ୍ଦ ପର୍ଯାଏରେ ସବୁ ପ୍ରକାର ଶବ୍ଦ ଦିଆ ଯାଉଛି ,ଥରେ ଛଟି ଋତୁ କୁ ନେଇ ଗୀତ ପରିବେଷଣ ହଉ, ପୁରୁଣା ଖେଳାଳିଙ୍କୁ ନେଇ, ଜୟ ଜଗନ୍ନାଥ ସ୍ବାମୀ,

  • @subratsahu9933
    @subratsahu9933 5 ปีที่แล้ว +5

    ଭଜନ ଅନ୍ତାକ୍ଷରି ବହୁତ ଖୁସି ସୁନ୍ଦର ଭକ୍ତିଭାବ ମନ ଭିତରେ ଜାଗରଣ ସୃଷ୍ଟି ହୋଇଥାଏ ଜୟ ଜଗନ୍ନାଥ ସ୍ୱାମୀ

  • @chiranjibclasses8260
    @chiranjibclasses8260 4 ปีที่แล้ว +171

    ଶ୍ରୀ ଚରଣ ସାର୍ ବହୁତ ମଜାଳିଆ ଲୋକ। ଭଲ ଗାୟକ। ଆଉ ଅସିମା ମାଡାମ ଏବଂ ରବିନ୍ଦ୍ର ସାର୍ ଆପଣ ଏପରି ରାଗନ୍ତୁନି କାରଣ ଶ୍ରୀ ଚରଣ ସାର୍ ଆମକୁ ହସାଇବା ପାଇଁ ପଏଣ୍ଟ ନିଅନ୍ତି।

  • @sarojinibarik8716
    @sarojinibarik8716 2 ปีที่แล้ว +1

    Sir ati sundar laguchi

  • @pabitrakumarpatra4791
    @pabitrakumarpatra4791 4 หลายเดือนก่อน

    ବିଷ୍ଣୁ ସାର ଚରଣ ସାର ରବିନ୍ଦ୍ର ସାର ବେଷ୍ଟ ସିଙ୍ଗର

  • @akashayajena2692
    @akashayajena2692 3 ปีที่แล้ว +1

    ବହୁତ ମଜା👌👌👌👌👌👌👌👌🌹🌹🌹🌹🌹🌹🌹🌹

  • @user-qr4tt7hr5h
    @user-qr4tt7hr5h 3 ปีที่แล้ว +1

    ଅତି ସୁନ୍ଦର ଏ ଅନ୍ତାଖରୀ କାର୍ଯ୍ୟକ୍ରମ 🙏🙏🙏🙏

  • @samarendra5104
    @samarendra5104 2 ปีที่แล้ว

    ଶଳା ଅଧିକ ଛୋଡ଼ି ହେଉଛି ଅସୀମା

  • @jagabandhubehera1585
    @jagabandhubehera1585 11 หลายเดือนก่อน

    ସାରେ ❤❤ ସବୁବେଳେ ଏମିତି ଗୀତ ମିଳିନାହିଁ

  • @sunandakantha6201
    @sunandakantha6201 4 ปีที่แล้ว +10

    Asima.. Dd.. Tk.. Raguchhanti😁😁

  • @laxmipriyamohapatra7121
    @laxmipriyamohapatra7121 4 ปีที่แล้ว +41

    Radhakanta Sir We miss You.😭😭😭RIP🙏🙏🙏

  • @anantasahoo7249
    @anantasahoo7249 2 ปีที่แล้ว +2

    Seita tankara plan
    Amaku khusi Kariba pain
    Tanka samastanka bhitare su samparka achhi

  • @gopalbastia7391
    @gopalbastia7391 6 หลายเดือนก่อน +1

    My favourite Bhajan antakshari ❤❤❤

  • @PRAVAKARSAHU-em4nt
    @PRAVAKARSAHU-em4nt 7 หลายเดือนก่อน +1

    Bahutbhalalaguchhi
    Jay
    Jaganatha

  • @bijaykumarbehera5304
    @bijaykumarbehera5304 3 ปีที่แล้ว

    କମେଡି ଭଲ ଲାଗିଲା

  • @Elinaroma
    @Elinaroma 2 หลายเดือนก่อน

    Prafulla sirnku athiti bhabare dekhiki bahut khusi laguchhi,tanka sangita bahut bhala lage

  • @sumantanaik2191
    @sumantanaik2191 5 ปีที่แล้ว +84

    Sri ଚରଣ ଭାଇ must comedy କରିଛନ୍ତି ବହୁତ୍ ବଢିଆ ଲାଗୁଚି

  • @pintusethi9818
    @pintusethi9818 3 ปีที่แล้ว +4

    Sri charan mohanty my favorite artist

  • @purnasamanta9121
    @purnasamanta9121 7 หลายเดือนก่อน +1

    I always watch the programme Bhajan antakshari,it is my favourite programme but presence of charna sir and aseema panda.

  • @ashutoshmohanty8676
    @ashutoshmohanty8676 5 ปีที่แล้ว +2

    Asima panda bahuta style maruchi taku invite au karani charana Bhai best singer

  • @sabitapanigrahi3953
    @sabitapanigrahi3953 3 ปีที่แล้ว +5

    This is the best program.

  • @suvendukumardash5501
    @suvendukumardash5501 5 ปีที่แล้ว +8

    Ravindra VAI as like second vikaribala

  • @sadanandpradhan4087
    @sadanandpradhan4087 3 ปีที่แล้ว +1

    Lilamaya he.....nice sung by Shaila apa.

  • @sujatamahapatra1157
    @sujatamahapatra1157 4 ปีที่แล้ว +4

    Nice Video And SweetAndSongAndVoiceAsimaDidiTumakyMorKutiPranam,All of
    u😀😁😃😄🙇🙏🙇🙏🙇🙏🙇🙏🙇🙏

  • @sanjayapradhan9792
    @sanjayapradhan9792 6 หลายเดือนก่อน +1

    Jay Jagannath

  • @santoshbarik2552
    @santoshbarik2552 3 ปีที่แล้ว +5

    Radhakanta sir really we mis you RIP

  • @rabinarayananjena4250
    @rabinarayananjena4250 5 ปีที่แล้ว +6

    Rabindra Mohapatra Sir 🙏🙏🙏

  • @mbnayak1931
    @mbnayak1931 5 ปีที่แล้ว +24

    Sricharan bhai is a multi talented singer and Rabindra bhai (no words) definitely 2nd Bhikari Bal and Nimain Harichandan

  • @rabindraswain5486
    @rabindraswain5486 4 ปีที่แล้ว +5

    ରାଧେ ରାଧେ ଶ୍ରୀ ଚରଣ ସାର ଆପଣ ଙ୍କୁ ମୋର ଗୋଟେ ଅନୁରୋଧ. ଗୋଟେ ଗୀତ ଦିଅନ୍ତୁ. ତୋତେ ଷାଠିଏ ପଉଟି ମାଗୁନାହିଁରେ ଜଗତନାଥ ମତେ ଦେଖାନା ଦେଖାନା ତୋ ଅଦେଖା ହାତ. ଯୋଉଠି ଅଛି ମୁ ଭଲରେ ଅଛିରେ କହୁଛି ସତ ମତେ ଦେଖାନା ଦେଖାନା ତୋ ଅଦେଖା ହାତ. ଏଇ ଗୀତ ଛାଡ଼ନ୍ତୁ. 🙏🙏🙏

  • @navodayaonlineclass3020
    @navodayaonlineclass3020 2 หลายเดือนก่อน

    Asima କଣ ଜାଣିଛନ୍ତିକି ଖାଲି stage ପ୍ରୋଗ୍ରାମରେ ଲକ୍ଷ ଲକ୍ଷ nebe

  • @dr.nalinsethi9539
    @dr.nalinsethi9539 ปีที่แล้ว +1

    Very nice Episode

  • @debashishmajhi4108
    @debashishmajhi4108 4 ปีที่แล้ว +6

    Sricharan Sir best comedy

  • @sahoocreation9938
    @sahoocreation9938 10 หลายเดือนก่อน +7

    Sricharan bhai is a great singer ❤❤❤

  • @jayhind5314
    @jayhind5314 3 หลายเดือนก่อน

    JAY JAGANNTH SWAMI

  • @lalitpatra8128
    @lalitpatra8128 3 ปีที่แล้ว +1

    Hata dhari mote dakibo ki sate music awesome music

  • @pramodkumardash2695
    @pramodkumardash2695 4 ปีที่แล้ว +1

    Mu chhatishgarh ru program dekhuchhi moar sabuthu pasand rabindra mahapatra

  • @sumantanaik2191
    @sumantanaik2191 5 ปีที่แล้ว +18

    ରବିନ୍ଦ୍ର ଭାଇ କଣ୍ଠ ବହୁତ୍ ପରିଷ୍କାର ଭାବର କଣ୍ଠ

  • @lokeshchrana5996
    @lokeshchrana5996 4 ปีที่แล้ว +2

    Jaya Jagannath 🙏 🙏

  • @MunaBhai-qh9fl
    @MunaBhai-qh9fl 11 หลายเดือนก่อน

    ଜୟ ଜଗନ୍ନାଥ ବହୁତ ସୁନ୍ଦର କାର୍ଯ୍ୟ କ୍ରମ 🙏🏻

  • @akshayagiri1185
    @akshayagiri1185 ปีที่แล้ว +1

    Rabindra mahapatra is a 2nd vikaribal

  • @saswatkumarkheti8417
    @saswatkumarkheti8417 5 หลายเดือนก่อน +1

    All are great.

  • @mantumeher1174
    @mantumeher1174 3 ปีที่แล้ว +1

    Rabindra mohapatra no.1

  • @krishnakaran8790
    @krishnakaran8790 ปีที่แล้ว

    ମୁଁ ଖାସ୍ ଶ୍ରୀ ଚରଣ ସାର୍ ଙ୍କ ପାଇଁ ଭଜନ ଅନ୍ତାକ୍ଷରୀ ଦେଖେ

  • @ChandanDas-tn6js
    @ChandanDas-tn6js 2 ปีที่แล้ว

    ହୀ

  • @jagabandhubehera1585
    @jagabandhubehera1585 11 หลายเดือนก่อน

    ମତେ ଭାରି ଭଲ ଲାଗିଲା

  • @sandhossandhos465
    @sandhossandhos465 2 ปีที่แล้ว

    ପ୍ରଫୁଲ୍ଲ ସାରେ ଅତି ସୁନ୍ଦର

  • @pinturaazpradhan740
    @pinturaazpradhan740 11 หลายเดือนก่อน

    Jay Swaminarayan

  • @madhusmitaswain1599
    @madhusmitaswain1599 4 ปีที่แล้ว +4

    ଧନ୍ୟବାଦ ପ୍ରାର୍ଥନା ଚ୍ୟାନେଲ

  • @ranjannayak5740
    @ranjannayak5740 3 ปีที่แล้ว +3

    Shreecharan is all episodes best

  • @gobardhanbagarty5990
    @gobardhanbagarty5990 3 ปีที่แล้ว +1

    🙏🙏🙏Jai Sri jagannatha 🙏 🙏 🙏

  • @m.p.mjaiho5291
    @m.p.mjaiho5291 5 ปีที่แล้ว +3

    Jai jagannath 🌻🙏🌻🙏🌻🙏🌻

  • @lovelyambika9332
    @lovelyambika9332 4 ปีที่แล้ว +2

    My favorite Chanel n my favorite😍💕 programe

  • @bhabanipatro5738
    @bhabanipatro5738 5 ปีที่แล้ว +8

    Awesome sri charan bhai that ur song
    Swarga dwara mo sesa thikona....awesome kontho bhai....

  • @nirodkumardas1902
    @nirodkumardas1902 3 ปีที่แล้ว +5

    Prafulla sir most clever judge

  • @sushantamohapatra2258
    @sushantamohapatra2258 4 ปีที่แล้ว +8

    Rabindra asima jani nahanti charana tanka thu talented boli

  • @dhaneswarchampati8594
    @dhaneswarchampati8594 4 ปีที่แล้ว +11

    I love this programme

    • @udayanathojha5909
      @udayanathojha5909 3 ปีที่แล้ว +1

      Bhajan antakhyari is a best

    • @udayanathojha5909
      @udayanathojha5909 3 ปีที่แล้ว +1

      Bhajan antakhyari is a best

    • @tapannayak6489
      @tapannayak6489 2 ปีที่แล้ว

      Agaru kebe dekhinathili a pogram abe dekhila pare bahut maja laguchi

  • @anjali298
    @anjali298 4 ปีที่แล้ว +8

    ଓଡ଼ିଆ ସଂସ୍କୃତିର ଅନନ୍ୟ ଚିତ୍ର

  • @dr.satyanarayanpattanaik7135
    @dr.satyanarayanpattanaik7135 ปีที่แล้ว +2

    ବହୁତ୍ ସୁନ୍ଦର୍ episode
    Prafulla bhai 🙏🏼 💐 guru
    Very very special 😍

  • @padmasridas41
    @padmasridas41 3 ปีที่แล้ว +1

    Rabindra Mohapatra nku mora sahsra subechha.

  • @girijasankarmishra265
    @girijasankarmishra265 ปีที่แล้ว

    Khub sundor

  • @nakulnaik4052
    @nakulnaik4052 4 ปีที่แล้ว +7

    Jya jaganhatha 💥🙏🙏🙏🙏🙏🙏🙏🧙‍♂️

  • @technicaludit3240
    @technicaludit3240 3 ปีที่แล้ว +1

    Charana bhai nka bina bhajan antakhyari adhura lage

  • @bharatswain3799
    @bharatswain3799 5 ปีที่แล้ว +7

    Charan Bhai u have a nice voice

  • @deepankarmaity5568
    @deepankarmaity5568 5 ปีที่แล้ว +39

    ଏମିତି ଅନ୍ତାକ୍ଷରି ଚାଲୁଥାଉ ଜୟ ଜଗନ୍ନାଥ

  • @balaramdas-di4wc
    @balaramdas-di4wc ปีที่แล้ว +1

    iloveyouchricharansir

  • @subratsahu9933
    @subratsahu9933 5 ปีที่แล้ว +1

    JAy Jagannath swami nayan patha gami bhab tume pravu bhab tume pravu bhab tume

  • @jambeswarbehera3927
    @jambeswarbehera3927 ปีที่แล้ว

    Very good nais programa

  • @biswajitnayak8467
    @biswajitnayak8467 4 ปีที่แล้ว +1

    Rabindra mahapatra a1 voice