ଚଉରାରେ ତୁଳସୀ ଗଛ ଶୁଖିଯାଇଥିଲେ କେବେ ଲଗାଇବେ? ତୁଳସୀ ଗଛ କେଉଁ ଦିନ ଲଗାଇବା ଶୁଭ ଅଟ? କେଉଁଦିନ ତୁଳସୀ ଗଛ ଲଗାଇବା?
ฝัง
- เผยแพร่เมื่อ 16 ต.ค. 2024
- ଚଉରାରେ ତୁଳସୀ ଗଛ ଶୁଖିଯାଇଥିଲେ କେବେ ଲଗାଇବେ? ତୁଳସୀ ଗଛ କେଉଁ ଦିନ ଲଗାଇବା ଶୁଭ ଅଟ? କେଉଁଦିନ ତୁଳସୀ ଗଛ ଲଗାଇବା?
ଯଦି #astroparadise channel କୁ subscribe କରିନାହାନ୍ତି ତାହାଲେ କରିନିଅନ୍ତୁ।
Video କୁ like କରନ୍ତୁ, comment କରନ୍ତୁ ଏବଂ share ବି କରନ୍ତୁ,
-----------------@@------------@@-------------------
Thank you so much for watching my
channel.
Channel link :-👇👇
/ astroparadise
=================================
OFFICIAL CONTACT
=================================
acharya.adyasakti8@gmail.com
OFFICE ADDRESS-
Dr. Jagadananda Acharya
(M. A , Ph.D in Jyotirvigyan)
ADYASAKTI JYOTISHA BHABANA
AT-SANRA,PO-NALIBAR,
DIST-JAGATSINGHPUR,
PIN-754104(ODISHA)
_______________________________________
ଏଠାରେ ନୂଆ ଜାତକ ତିଆରି କରିବା, ନଷ୍ଟ ଜାତକର ପୁନଃ ଉଦ୍ଧାର କରିବା, ବିବାହ ମେଳକ କରିବା, ବାସ୍ତୁ ବିଚାର କରିବା, ଜାତକ ତର୍ଜମା କରିବା,ସମସ୍ତ ପ୍ରକାର ଗ୍ରହ ପୀଡାରୁ ରକ୍ଷା ପାଇବା ପାଇଁ ପ୍ରତିକାର ବ୍ୟବସ୍ଥା କରିିିବା, ରତ୍ନ ପଥର,ରୁଦ୍ରାକ୍ଷ, ଯନ୍ତ୍ର ସୁୁୁଲଭ ମୂଲ୍ୟରେ ଯୋଗାଇ ଦିଆଯାଏ,
_______________________________________
Facebook ID👇👇
/ astro.paradise
follow us on instagram 👇👇
/ astroparadise1
Twitter 👇👇👇
/ astroparadise2
==================================
Astro paradise is a charitable channel who provides videos & tips on your problems, In our videos & tips shared is according to calculation of JYOTISH SHASTRA, requesting to all of our visitors to subscribe our channel in their 1st View so that all visitors can stay updated when we upload a new video in future.
Astro paradise ର ଉଦ୍ଦେଶ୍ୟ ଆପଣଙ୍କ ଦୈନଦିନ ଜୀବନରେ ଯେଉଁ ସବୁ ସମସ୍ଯା ଦେଖାଦେଉଛି ତାହାର ଭଲ ଭାବରେ ସମାଧାନ କରିବା, ଭବିଷ୍ୟତରେ ଘଟିବାକୁ ଥିବା ଘଟଣାକୁ ଜଣାଇବା, ଗ୍ରହ ପୀଡାରୁ ମୁକୁଳିବାର ଉପାୟ ବାହାର କରିବା,ନିଜର ଭାଗ୍ୟ ଭବିଷ୍ୟତ କୁ ଜାଣିବା,ଜ୍ୟୋତିଷ ଶାସ୍ତ୍ରକୁ ଭଲ ଭାବରେ ତର୍ଜମା କଲାପରେ ଆପଣଙ୍କ ଜୀବନରେ ଘଟୁଥିବା ସମସ୍ତ ସମସ୍ୟାର ସମାଧାନ ଏହି ASTRO PARADISE CHANNEL ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ପ୍ରୟାସ,ଏହି CHANNEL ରେ upload ହେଉଥିବା ସମସ୍ତ video ଜ୍ୟୋତିଷ ଶାସ୍ତ୍ର ସମ୍ମତ ଅଟେ,
ଆପଣମାନଙ୍କୁ ଅନୁରୋଧ ASTRO PARADISE କୁ SUBSCRIBE କରନ୍ତୁ,upload ହେଉଥିବା video କୁ like ଓ share କରନ୍ତୁ, ଆପଣଙ୍କର ବହୁ ମୂଲ୍ୟ ମତାମତକୁ comment box ରେ ଲେଖନ୍ତୁ,
ଆପଣଙ୍କ ଭଲପାଇବା ଆପଣଙ୍କ ଆଶିର୍ବାଦ ନିତ୍ୟାନ୍ତ କାମ୍ୟ।
" ଜୟ ମା'ଶାରଳା "
Jay maa brundhabati🙏🙌🙏
Jay. Maa. Tulasi
Jaya ma Brundabati 🙏🙏🙏🙏❤️❤️🙏🙏🙏🙏🙏🙏🙏🙏🙏🙏🙏
Tulasicaura.bulstanre.thile
7:40 .keudinautai.thikestanre.lagaiba
ଜୟ ମା ବୃନ୍ଦାବତି
Sir abe mora tulasigacha sukhijaichi abe kaudina lageibe
Video re kuha jaechhi
Sir tulasi gacha bisayere kuhantu any sabu katha kahuchanti
Vadraba maasa re kou day re tulasi stapana karile vala plz kuhantu tk
Jay man Lakshmi
Guruji prannama.....ghare keun tulasi gachha puja kariba...
Sewta tulasi naa krushna tulasi Puja kariba
Guruji pranam.
Keun bara re tulasi gachha lagai pariba.. chaura re....
Kanu bare aniki lagaila bhala hua
Jeun bara,tithi,yoga, re tulasi sparsh manakarajaechhi se bara ku chhadi Anya barare lagae paribe,
Anya katha sabu kahuchanti
Kali purnima achi lagei pariba ki tulasi gacha
Agyan
@@AstroParadise chaura pakhare Laxmi pada jhoti dei paribi ki
Agyan
Sir please mote tike reply debeki sonkranti 2 ti pode mashoro prothomo sonkranti naa mashoro sesho re pode sehi sonkranti re tulosi gochho logeiba
Jay jaganatha
Jay maa brundabati
Guruji pranam.
Jay Jagannath 🙏
Bahut bahut dhanya bad guruji ete Sundar gyana deithibaru
Satare bahut knowledgeable and clear
Sir sankaranti puja pare mo tulasi gachha jhauli jaichhi kebe lagei paribi kuhantu please
Thank you universe ❤❤
Sir tulasi gachha barambara sukhi jibara karana kan kuhantu au pratikara bi kuhantu pls sir pls
Aha kaunasi samasya asibara purba suchana,
Pratikara pratidina kichhi haladi Pani kari tulasi mulare arpana karantu
Thank you sir
Sir sabitri brata kamiti palile subha .. puja re kn kn lage kn kn puja haba kuhantu please ....
Pranam🙏🙏| sir gote question te thila.
Jadi asada masare tulasi gachha marijaba,ta hele srabana masa parjyanta apekya karubu ki.......
Baki auu kou dina lageile heba nahin ki??......😢😢
Apana thik se bujhi nahanti.
Video re jeun dina sabu kuhajaechhi se dinare lagaeba bahut bhala,
Anya dinare lagae paribe kebala Rabibara Akadashi ku chhadi
Jai sri radhekrishna 🙏🌹💕🙌
Guruji pranam mon Jani Baku chahuchi Tulsi gacha jou den lagajaa se den opda Jay ki
Na
Pranam Guruji 🙏🙏🙏
Jay Jagannatha 🙏🙏🙏
Sir,. Sunday Dina evening reTulasi Chaura mule Deepa jaliba uchit ki anuchit janaibe
Nischaya jalibe
ଗୁରୁଜୀ ପ୍ରଣାମ, ଗୁରୁଜୀ ତୁଳସୀ ବୃକ୍ଷ ନାରାୟଣ ପାଇଗଲେ ଗୋଟିଏ ଦିନରେ ଉଠାଇ ସେହିଦିନ ନୂଆ ବୃକ୍ଷ ଲଗାଇ ହେବ କି ଏବଂ ମହିଳା (ବିଧବା) ମାନେ ସେ କାର୍ଯ୍ୟ କରିପାରିବେ କି ମୋତେ ଦୟା କରି ଶୀଘ୍ର ଜଣାଇବେ,ଆସନ୍ତା ଗୁରୁବାର ସଂକ୍ରାନ୍ତି ରେ ଲଗାଇ ହେବା କି ଜଣାଇବେ
Gurubara re puruna gachha uthaebe nahin,
Sir chhata upare tulasi achhnti kan thik?sir mo ghara ra mukya duara purba ku achhi hele chata upare kou disha re tulashi rahiba uchit
Aeisanya Kona re rakhantu
Jay jagannath 🙏🙏♥️
Pranam guruji mora janma tarikha june 8 2001 nama lovely sahoo mora santana prapti kebe haba
Amiti comment boxrekahiba thik hebani,
Apana Astro paradise ra helpline number re contact karantu.
Helpline number 7381055636
Contact timing 08.30pm to 09.00pm
🙏sar malamasare tulasi gachha lsgaibaki❓🙏
A topic upare gote special video Bahu jaldi upload karajiba
Guruji 🙏🏻 pranam jadi Anya keun Dina tulasi Narayan hoijanti tebe ame kou barare lagei pariba kahibe plz🙏🙏🙏🙏
Rabibara Akadashi ku chhadi Anya dine lagaeparibe
Sir🙏sorry mu apanaka msg cheak karinathili abe cheak kali apana jou pratikar kahichanti mu karibi🙏
Jadi tulasi sukhi jaanti ta hele keun dina baa barare lageibu please kahibe sir
Already video upload achhi
ସାର୍ ପ୍ରଣାମ ଗୋଟେ ଅନୁରୋଧ ସ୍ନାନ ପୂର୍ବରୁ କି ସ୍ନାନ ପରେ ତୁଳଶୀ ଗଛ ଲଗେଇବା ଉଚିତ୍ ଦୟାକରି ଜଣାନ୍ତୁ |
ସ୍ନାନ ପରେ
ପ୍ରଣାମ sir। ଗତ ଡିସେମ୍ବର ମାସରେ ମୋ ଜେଜେମାଙ୍କର ଦେହାନ୍ତ ହୋଇଯାଇଛି। ମୋ ମା' ସାବିତ୍ରୀ ବ୍ରତ ପାଳନ କରିପାରିବେ କି? ଆମ ଅଞ୍ଚଳରେ କିଛି ଲୋକ କହୁଛନ୍ତି କି ମୃତବ୍ୟକ୍ତି ର ବର୍ଷକ/୧ମ ଶ୍ରାଦ୍ଧ ବାର୍ଷିକୀ ନ ଗଲେ କୈାଣସି ଓଷା ବ୍ରତ କରାଯିବ ନାହିଁ। ପ୍ରତିବର୍ଷ ସାବିତ୍ରୀ ବ୍ରତ ଆମ ଘରେ ପୂଜା କରାଯାଏ ବ୍ରାହ୍ମଣ ଆସି ହୋମ କରି ପୂଜା କରିଥାନ୍ତି। ଦୟା କରି ଏବର୍ଷ ମୋ ମା'କ'ଣ କରିବେ ଟିକେ କୁହନ୍ତୁ।🙏🙏
ଏ ସବୁ ଲୋକାଚାର କଥା,
ଶାସ୍ତ୍ରରେ ଏହାର ପ୍ରମାଣ କିଛି ନାହିଁ,
ଶାସ୍ତ୍ର କୁହନ୍ତି ଯେଉଁ ତିଥିରେ ବ୍ୟକ୍ତିଙ୍କର ଦେହାନ୍ତ ହୋଇଥିବ ସେ ତିଥିରେ ଯଦି କୌଣସି ବ୍ରତ ବା ଓଷା ପଡେ ତାହାଲେ କରିବା ଅନୁଚିତ୍,
କିନ୍ତୁ ବ୍ରତ ବନ୍ଦ କରିବା ଠିକ୍ ନୁହେଁ,ଆପଣ ପୂଜା କରିପାରିବେ,
Pranam Guruji 🙏🙏🙏 Tulasi matanku sabu dino sinduro, chandano lagi karipari ba ki ?
Agyan
ଜୟ ଜଗନ୍ନାଥ 🙏🙏🙏 ଜୟ ମହାପୁରୁଷ 🙏🙏🙏 ଜୟ ମା ସାରଳା 🙏🙏🙏 ଗୁରୁଜୀ ପ୍ରଣାମ 🙏🙏🙏🙏
ସାର ନମସ୍କାର ମୁ କଲିକତାରୁ କହୁଛି । ମୋ ଝିଅ ଶ୍ରିୟା ପାତ୍ର ଏହି ଅମାବାସ୍ୟା ଦିନ ପ୍ରଥମ ରିତୁସ୍ରାବ ହେଲା ସକାଳ ୭ଟା ବେଳକୁ ଆପଣ ଟିକିଏ ତାର ଗଣନା କରି କୁହନ୍ତୁ ତାର ଜାତକ ନାମ D ଅକ୍ଷର ରେ ଆରମ୍ଭ ହୁଏ ତାର ଜନ୍ମ ତାରିଖ ୨୦୧୧ ମସିହା ଜୁଲାଇ ୪ ତାରିଖ ସୋମବାର ସକାଳ ୫:୦୦ ଜନ୍ମ ଆପଣ ତାର ଜାତିକ ଟିକିଏଦେଖନ୍ତୁ ଏହି ଅନୁରୋଧ ରହିଲା ନମସ୍କାର
ସାର୍ ପ୍ରଣାମ। ଆଜି ସାବିତ୍ରୀ ବ୍ରତ ବିଷୟରେ କୁହନ୍ତୁ
Jay jagannath guruji Tulasi gachha lageibara niyama kuhantu🙏🙏🙏🙏🙏
Bahut sundar katha janibaku chahinchhanti.
A topic upare special video upload Kara jiba
Tulasi chaurare bada. Gachha tale dui tinoti
Chhota gachha utichi aame kan karibu
ତାକୁ ବାହାର କରି ଅନ୍ୟ ଜାଗାରେ ଲାଗାଇ ଦିଅନ୍ତୁ