ଗାୟକ-କ୍ଷେତ୍ରବାସୀ ମିଶ୍ର ଙ୍କର ଅନ୍ତିମ "ଜଣାଣ" ଗାୟକ-ବୃନ୍ଦାବନ ପଣ୍ଡା ଙ୍କ କଣ୍ଠରେ... !! ସଂସ୍କାର ଓଡିଶା !!

แชร์
ฝัง
  • เผยแพร่เมื่อ 7 ก.ย. 2024
  • ଗାୟକ-କ୍ଷେତ୍ରବାସୀ ମିଶ୍ର ଙ୍କର ଅନ୍ତିମ "ଜଣାଣ"
    ଗାୟକ-ବୃନ୍ଦାବନ ପଣ୍ଡା ଙ୍କ କଣ୍ଠରେ...
    ସଂସ୍କାର ଓଡିଶା
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    #KhetrabasiMishra
    #SanskarOdisha
    #BrundabanPanda

ความคิดเห็น • 82

  • @villageeducationpolitics7771
    @villageeducationpolitics7771 4 ปีที่แล้ว +17

    ଆମ କ୍ଷେତ୍ରବାସୀ ମିଶ୍ର ଆମ ଗାଁ ପାଇଁ ଗର୍ବ ଗୌରବ .. ଜୟ ..... ରାଣୀପଡ଼ା ଯାଜପୁର

    • @brundabanpanda7687
      @brundabanpanda7687 4 ปีที่แล้ว +1

      ଏଭଳି ଗାୟକ ଆଉଥରେ ଯାଜପୁରେ ଜନ୍ମ ନିଅନ୍ତୁ

    • @bibekbehera6141
      @bibekbehera6141 3 ปีที่แล้ว +2

      ଆଜ୍ଞା ଏହି ସେହି କ୍ଷେତ୍ରବାସୀ ମିଶ୍ର ଯିଏ ଦଣ୍ଡ ନାଚ ଗୀତ ଲେଖନ୍ତି କି ପ୍ଲିଜ କୁହନ୍ତୁ

  • @amarendrapattnaik4258
    @amarendrapattnaik4258 4 ปีที่แล้ว +10

    ବହୁତ ସୁନ୍ଦର ଭାବପୂର୍ଣ ପରିବେଷଣ,,ବୃନ୍ଦାବନ ବାବୁଙ୍କର। ଅମ୍ଳାନ ପ୍ରତିଭା ବରେଣ୍ୟ କ୍ଷେତ୍ରବାସୀ ମିଶ୍ର ମହୋଦୟ ଙ୍କ ଲିଖିତ ଲେଖାକୁ ଭାବାବେଗର ଭାବକୁ ସୂଚାରୁ ରୂପେ ନିର୍ବାହ କରିଛନ୍ତି। ଏହା ଜଣେ ସଂସ୍କାରୀ ସଚେତନ ଶୀଳ ଦାୟାଦ ର କର୍ତ୍ତବ୍ୟ। ଜୟ ଜଗନ୍ନାଥ ଜୟ ସତ୍ୟ ନାରାୟଣ। ।

  • @ashokrarida9086
    @ashokrarida9086 3 ปีที่แล้ว +6

    ମୋ ଆଖିର ଲୁହ ଗଡିଗଲା, ଧନ୍ୟବାଦ ଆପଣଂକୁ...🙏

  • @biswanathasatapathy8344
    @biswanathasatapathy8344 4 ปีที่แล้ว +11

    ବାଃ ବାଃ ବାଃ ଅତି ସୁନ୍ଦର ପରିବେଷଣ ମନ ମୁଗ୍ଧ କର ,,ଶତକୋଟି ଧନ୍ୟବାଦ ତୁମକୁ ପୁଅ
    ମୋ ପ୍ରିୟ ବନ୍ଧୁ ଙ୍କୁ ମନେ ପକେଇ ଦେଲ ,ବହୁ ଦିନ ସାନିଧ୍ୟ ତାରେ ବିତିଛି

    • @brundabanpanda7687
      @brundabanpanda7687 4 ปีที่แล้ว +3

      ନିଛକ୍ ସତ୍ୟ କଥା ଆଜ୍ଞା ! ପ୍ରଣାମ ଆଜ୍ଞା ।

  • @krushnachandrasahoo1758
    @krushnachandrasahoo1758 4 ปีที่แล้ว +4

    Thanks very much. Mr Brundabana panda Kshetrabasi Misranka prakruta dayada
    .May God bless you.

  • @singwithharipriyapadhi6827
    @singwithharipriyapadhi6827 3 ปีที่แล้ว +2

    ବହୁତ ଭଲ ହୋଇଛି ମୁଁ ଜଣେ ପାଲା ପ୍ରେମୀ ମହିଳା କିନ୍ତୁ ଗାୟକ ଭାଇଙ୍କୁ ମୋର ନିବେଦନଚକା ଆଖି ଜଣାଣକୁ ପୁନରାର ପାଇଲେ ପ୍ରାଞ୍ଚଳ ଭାବରେ ଶୃତି ମଧୁର ହୁଅନ୍ତ ।🙏🙏🙏🙏😀👍🌼🌷☘️💯❤️

    • @brundabanpanda7687
      @brundabanpanda7687 3 ปีที่แล้ว

      ଆପଣଙ୍କ ବାର୍ତ୍ତା ନିଶ୍ଚୟ ରକ୍ଷା କରିବି

  • @ranavlogs6756
    @ranavlogs6756 4 ปีที่แล้ว +5

    Khetrabasi Mishra Jane kayaka nathjle,thile Jane amlana pratibha.sehi mahaj byaktitya nkara Sesha kabita suni bhari kasta lagila... . jaha Bi heu sehi mahana byaktitya nka Sesha kabita ra paribeshana besh marmika o uchakotira hoichhi.God bless you brunfaban babu. Jay Jagannath

  • @rameshchandrakar3437
    @rameshchandrakar3437 4 ปีที่แล้ว +8

    I am from the same village of the legendary palla singer Sri Khetrabasi Mishra.In fact he is my distance grandfather.He was waiting for the train in the Jajpur Road station with a gamchha on his neck which was blown away by the wind created by the train and he came under the train being pulled.Sad end to the life of the legendary palla singer.His elder son Ravi Mishra carrying forward the old dying tradition

    • @brundabanpanda7687
      @brundabanpanda7687 4 ปีที่แล้ว +2

      ସାଧୁବାଦ ଜଣାଉଛି ଆପଣଙ୍କୁ

  • @amitrasamal4120
    @amitrasamal4120 4 ปีที่แล้ว +16

    ଜେଜେଙ୍କର ଶେଷ ଜୀବନର କଥା ଏମିତି ସୁନ୍ଦର ବା ନିଖୁଣ ଭାବରେ ବର୍ଣ୍ଣନା କରି ଯାଜପୁରର ମାନତ୍ବ ଅଭିବୃଦ୍ଧି କରିଛନ୍ତି ।।ଜୟ ଜଗନ୍ନାଥ🙏

    • @brundabanpanda7687
      @brundabanpanda7687 4 ปีที่แล้ว +3

      God bless you sister

    • @boloji6669
      @boloji6669 3 ปีที่แล้ว +2

      @@brundabanpanda7687 ......................... ... .......

    • @bibekbehera6141
      @bibekbehera6141 3 ปีที่แล้ว +3

      ଆଜ୍ଞା ଏହି ସେହି କ୍ଷେତ୍ରବାସୀ ମିଶ୍ର ଯିଏ ଦଣ୍ଡ ନାଚ ଗୀତ ଲେଖନ୍ତି କି ପ୍ଲିଜ କୁହନ୍ତୁ

    • @brundabanpanda7687
      @brundabanpanda7687 3 ปีที่แล้ว

      @@bibekbehera6141 ଆଜ୍ଞା

    • @biwajitviswajeet
      @biwajitviswajeet 3 หลายเดือนก่อน

      ସେମିତି ରତ୍ନ ଆଉ ମିଳିବେ ନାହିଁ😢

  • @krushnachandrasahoo1758
    @krushnachandrasahoo1758 4 ปีที่แล้ว +4

    Apananka presentation ati chamatkar and hrudaysparsi hoichhi. Akshiru luha asuchhi.Many many thanks gayak Brundabana panda. Jay Maa Sarala
    .

    • @brundabanpanda7687
      @brundabanpanda7687 3 ปีที่แล้ว

      ସାଧୁବାଦ ଜଣାଉଛି ଆପଣଙ୍କୁ..🙏

  • @KISANSEWAK
    @KISANSEWAK 3 ปีที่แล้ว +3

    ସୁନ୍ଦର ପରିବେଷଣ ଆଜ୍ଞା,🙏🙏

  • @ajitkumarmuni6528
    @ajitkumarmuni6528 3 ปีที่แล้ว +5

    You are really great sir ... I respect your respect and love for your Guru.🙏🙏🙏

  • @pramodkumar573
    @pramodkumar573 4 ปีที่แล้ว +4

    Mr. Pramoda. Kumar. Jena
    Nice. Vutuful
    🙏🙏🙏🙏🙏🙏🙏🙏🙏🙏🙏

  • @rameshdash8438
    @rameshdash8438 3 ปีที่แล้ว +5

    The action of Gayak is mor naturally

  • @samarendrajena4996
    @samarendrajena4996 3 ปีที่แล้ว +3

    ଅତି ସୁନ୍ଦର ଅତି ସୁନ୍ଦର

  • @krushnasahoo7401
    @krushnasahoo7401 ปีที่แล้ว +1

    Ati chamatkar presentation

  • @rameshchandrapanda3644
    @rameshchandrapanda3644 8 หลายเดือนก่อน +1

    ଭାବାବେଗପୂର୍ଣ୍ଣ ପରିବେଷଣ ବହୁତ ବଢ଼ିଆ ଲାଗିଲା । ।

  • @ascreation9518
    @ascreation9518 4 ปีที่แล้ว +4

    ଅତି ସୁନ୍ଦର ଭାଇ

  • @swapnaranidas8628
    @swapnaranidas8628 3 ปีที่แล้ว +3

    Mind blowing

  • @jeebanjyotimishra7395
    @jeebanjyotimishra7395 4 ปีที่แล้ว +4

    ହୃଦୟସ୍ପର୍ଶୀ

  • @abinashdas2966
    @abinashdas2966 4 ปีที่แล้ว +4

    ପାଲା ସଂସ୍କୃତି ଓଡିଶା ର ଏକ ସ୍ବତନ୍ତ୍ର ସମସ୍ତ ଗାୟକ ଙ୍କୁ ମୋର ଶତ କୋଟି ପ୍ରଣାମ ମୋର ଗୋଟିଏ ଅନୁରୋଧ ଗାୟକ ସମ୍ରାଟ ବୈଷ୍ଣବ ପ୍ରଧାନ ଙ୍କ ଉପରେ ଅଧିକ ଆଲୋଚନା କରିବା ପାଇଁ

    • @brundabanpanda7687
      @brundabanpanda7687 4 ปีที่แล้ว

      ସୁନ୍ଦର ମତ ଟିଏ ଦେଲେ ! ନିଶ୍ଚିତ ଚେଷ୍ଟା କରିବି ! ଓ ପାରିବି ମଧ୍ୟ...🙏🙏🙏

    • @abinashdas2966
      @abinashdas2966 4 ปีที่แล้ว +1

      ଅନେକ ଅନେକ ଧନ୍ୟବାଦ ଭାଇ ଆପଣ ଙ୍କୁ

    • @abinashdas2966
      @abinashdas2966 4 ปีที่แล้ว +1

      ଆପଣଙ୍କ ସହ କିଛି କଥା ଅଛି ଭାଇ

    • @brundabanpanda7687
      @brundabanpanda7687 3 ปีที่แล้ว

      @@abinashdas2966 9937660882

  • @krushnachandrasahoo1758
    @krushnachandrasahoo1758 4 ปีที่แล้ว +3

    Pala gayak Brundabana panda nka Kshetrabasi Misranka sesa bhajan hrudaysparsi heuchhi.Jay pala sanskruti

  • @rupalibarik1819
    @rupalibarik1819 3 ปีที่แล้ว +3

    Ati sundar

  • @bamansir8575
    @bamansir8575 4 ปีที่แล้ว +3

    Mind blowing. I am speechless. May God bless you

  • @gunanidhiraut7616
    @gunanidhiraut7616 ปีที่แล้ว +1

    Trinnath debay namah 🙏🙏

  • @sushantapolei6322
    @sushantapolei6322 ปีที่แล้ว

    ଅତି ସୁନ୍ଦର ପାଲା ପରିବେଷଣ ମୋ ଆଖି ଲୁହରେ ଓଦାହେଇଗଲା ଆଗକୁ ଆଗକୁ ମାଡିଚାଲନ୍ତୁ

  • @pikunpani4224
    @pikunpani4224 4 ปีที่แล้ว +3

    ଜୟ ଜଗନ୍ନାଥ

  • @prasannadihudi143
    @prasannadihudi143 4 ปีที่แล้ว +3

    ଅତ୍ୟନ୍ତ ଭାବବିହ୍ବଳ।

  • @kalyanipattasahani4668
    @kalyanipattasahani4668 3 ปีที่แล้ว +4

    🙏🙏🙏🙏🙏👍👍👍

  • @kalpatarunayak8937
    @kalpatarunayak8937 3 ปีที่แล้ว +2

    ପ୍ରଣାମ ନନା ଗୋସେଇଁ ମଧୁରମ

  • @krushnachandrasahoo1758
    @krushnachandrasahoo1758 4 ปีที่แล้ว +3

    Apana Gayak Kshetrabasi Misranka prakruta dayada

    • @brundabanpanda7687
      @brundabanpanda7687 4 ปีที่แล้ว

      ଜୟ ଜଗନ୍ନାଥ .। ଆପଣଙ୍କୁ ଅଶେଷତଃ ଅଭିନନ୍ଦନ

  • @patraharihar3661
    @patraharihar3661 4 ปีที่แล้ว +7

    Chanel ku anurodha khetrabasi nkara life history bisayare kichhi video uploaded karibe.

  • @shradhanjalimishra1826
    @shradhanjalimishra1826 4 หลายเดือนก่อน

    🙏🙏🙏🙏

  • @nrusinghmallick9096
    @nrusinghmallick9096 4 ปีที่แล้ว +1

    Ati sundar...

  • @bikashkumarsamal990
    @bikashkumarsamal990 2 ปีที่แล้ว +1

    Good

  • @krushnachandrasahoo1758
    @krushnachandrasahoo1758 4 ปีที่แล้ว +2

    Pze Koili choutisa paribesana karantu. Iwait for you.

  • @mokaliare5242
    @mokaliare5242 10 หลายเดือนก่อน

    Jay jagannath

  • @sureshpradhan5628
    @sureshpradhan5628 4 ปีที่แล้ว +2

    Yuba prativa

  • @bibekanandadash4327
    @bibekanandadash4327 4 ปีที่แล้ว +3

    I have to voice to say.🙏🙏🙏

  • @panditraj..jajpur2693
    @panditraj..jajpur2693 4 ปีที่แล้ว +2

    Khub sunder your great 😭😭😭😭🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @ajaybehara7349
    @ajaybehara7349 4 ปีที่แล้ว +2

    Nice

  • @ascreation9518
    @ascreation9518 4 ปีที่แล้ว +4

    ଗୋଟେ ଅନୁରୋଧ ରକ୍ଷା କରି କୋଇଲି ଚଉତିଶା ଲୋକନାଥ କର ଙ୍କ ର ପରିବେଷଣ କରନ୍ତୁ ଭାଇ

    • @brundabanpanda7687
      @brundabanpanda7687 4 ปีที่แล้ว +1

      ନିଶ୍ଚୟ ଚେଷ୍ଟା କରିବି ଆଜ୍ଞା
      କିନ୍ତୁ ତାଙ୍କର ଲୁତ୍କାୟିତ ଜୀବନୀ ଆପଣ ମୋତେ ଜଣାଇଲେ ଭଲ ହୁଅନ୍ତା...

  • @aripradhan4052
    @aripradhan4052 2 ปีที่แล้ว

    ହଉନି

  • @bibekbehera6141
    @bibekbehera6141 3 ปีที่แล้ว +2

    ଆଜ୍ଞା ଇଏ ସେହି କ୍ଷେତ୍ରବାସୀ ମିଶ୍ର ଯିଏ ଦଣ୍ଡ ନାଚ ଗୀତ ଲେଖନ୍ତି କି ପ୍ଲିଜ

    • @brundabanpanda7687
      @brundabanpanda7687 3 ปีที่แล้ว

      ଆଜ୍ଞା

    • @bibekbehera6141
      @bibekbehera6141 3 ปีที่แล้ว +1

      @@brundabanpanda7687 ଆଜ୍ଞା ଆପଣ ଙ୍କୁ ବହୁତ ବହତ ଧନ୍ୟବାଦ୍ କ୍ଷେତ୍ରବାସୀ ମିଶ୍ର ଙ୍କ ଦଣ୍ଡ ଗୀତ ମତେ ବହୁତ ଭଲ ଲାଗେ ଆମ ଗାଁ ତଥା ଆମ ଅନୁଗୋଳ ଜିଲ୍ଲା ରେ ବହୁତ ପ୍ରଚଳିତ ତାଙ୍କ ଲେଖା ସବୁଦିନ କାଳଜୟୀ ହୋଇ ରହିବ ଓ ସେ ସବୁଦିନ ଅମର ହୋଇ ରହିବେ ଜୟ ଜଗନ୍ନାଥ,.

  • @brajeswarisingh909
    @brajeswarisingh909 3 ปีที่แล้ว

    ଜୟ ଜଗନ୍ନାଥ . ଭଏସ କ୍ଳୀଏର ହେଉନି .

  • @hemantapanigrahi6922
    @hemantapanigrahi6922 4 ปีที่แล้ว +2

    Pura gitatiku paribesana karantu

  • @bibekanandadash4327
    @bibekanandadash4327 4 ปีที่แล้ว +3

    I have no voice to say.🙏🙏🙏

  • @asitrout7659
    @asitrout7659 2 ปีที่แล้ว

    😭😭🙏🙏🙏

  • @muktapanigrahi5054
    @muktapanigrahi5054 ปีที่แล้ว +1

    Eita keun masiha ra katha brundabana sir?

  • @nrusinghmallick9096
    @nrusinghmallick9096 4 ปีที่แล้ว +1

    Lokanath kara nkara... koili chauthisa darkar....

  • @AMAODISHAAMASAHITYA
    @AMAODISHAAMASAHITYA 3 ปีที่แล้ว

    Rip 🙏🙏🙏

  • @prabirdas2012
    @prabirdas2012 3 ปีที่แล้ว +3

    Ehi jou over acting. Apananku bhala
    Laguchhi sunibaku...?

  • @chaturbhujamahakud6600
    @chaturbhujamahakud6600 ปีที่แล้ว +1

    😅😅😅😅😅