The most important part of teaching is to teach what it is to know. Really best teaching style. I am fortunate to learn how to teach as effective teacher as you..thanku Sir
Sir your teaching style is too good nd fabulous...🙏👍 I truly told u sir I will not face any Teacher like u in odia subject.. Thank you so much sir🙏ଦୟାକରି sir ଭାଷା ଓ ଭାଷା ବିଜ୍ଞାନ related gote video banatu..
ସାର୍ ଆପଣ ଯେମିତି ପଢ଼ାଉଛନ୍ତି, ଅତି ସୁନ୍ଦର।ଆମେ ଯେଉଁ ପାଠ ଗୁଡିକ ବୁଝିପାରୁ ନଥିଲେ,ତାକୁ ଆପଣ ଅତି ସହଜରେ,ମଜା ମଜା କଥା କହି ବୁଝାଇ ହେଉଛନ୍ତି।👌👌👌
ସାର୍ ପ୍ରଣାମ ଆପଣଙ୍କ ବୁଝେଇବା ଶୈଳୀ କ୍ଲାସ ରୁମ ଠାରୁ ଆରମ୍ଭ କରି ଇଉ ଟ୍ୟୁବ ଭିଡ଼ିଓ ପଯ୍ୟନ୍ତ ଅତି ଅସାଧାରଣ ଓ ଚମତ୍କାର ପୂର୍ଣ୍ଣ ଅଟେ, ଏମିତି ଭିଡିଓ ଆଗକୁ ବଢି ଚାଲିଲେ ଓଡ଼ିଆ ସାହିତ୍ୟର ସମସ୍ତ ଛାତ୍ରଛାତ୍ରୀ ଚିର ଉପକୃତ ହେବେ. ଧନ୍ଯ ବାଦ ସାର୍
ସମାଜରେ ଆପଣଙ୍କ ଭଳି କିଛି ମହାନ ବ୍ୟକ୍ତିତ୍ଵ ଲୋକ ଙ୍କ ଯୋଗୁ ଓଡ଼ିଆ ଭାଷାର ଏବଂ ଓଡ଼ିଆ ସାହିତ୍ୟ ର ଉନର୍ତି ସାଧିତ ହେଉଛି ଏବଂ ହୋଇବ ମଧ୍ୟ.....
ହଁ ସତ କହିଲ
The most important part of teaching is to teach what it is to know. Really best teaching style. I am fortunate to learn how to teach as effective teacher as you..thanku Sir
sir pranam ..... we are lucky that we have a good teacher like you with full of knowledge and inspiration .
Right
ଆମେ ଆଜି ବହୁତ ଖୁସି ସାର୍,ଆମେ ଆଜି ଘରେ ବସିକି ମଧ୍ୟ ଆପଣଙ୍କ ଠାରୁ ଶିକ୍ଷା ଗ୍ରହଣ କରିପାରୁଛୁ😊🙏🙏🙏🙏ଆପଣଙ୍କର ଅଭାବକୁ ଅନୁଭବ କରିବା ପାଇଁ ଆପଣ ସେ ସୁଯୋଗ ଆମକୁ ଦେଇନାହାଁନ୍ତି।🙏🙏🙏🙏
ସାର୍ ନମସ୍କାର । ଏହି ତୃତୀୟ ବିଶ୍ୱଯୁଦ୍ଧ (ସମଗ୍ର ବିଶ୍ବ ସହିତ କୋରୋନା ମହାମାରୀ ବ୍ୟାଧି) ସମୟରେ ଘରେ ରହି ଓଡ଼ିଆ ସାହିତ୍ୟ ପଢ଼େଇବାର ପ୍ରୟାସ ସ୍ବାଗତଯୋଗ୍ୟ ଓ ସମୟଉପଯୋଗୀ। କେବଳ SCS college ପିଲା ନୁହେଁ ବରଂ ସମସ୍ତେ ଆପଣଙ୍କୁ ଶୁଣି ପାରିବେ। video - ଟି ଭଲ ହୋଇଛି । ଧନ୍ୟବାଦ ସାର୍
ଆପଣଙ୍କ ଅନର୍ସ ପିଲାଙ୍କ ଗ୍ରୁପରେ ଜଣାଇବେ।ସବୁ ବର୍ଗର ବିଦ୍ୟାର୍ଥୀ ଙ୍କ ପାଇଁ ଭିଡ଼ିଓ ଅଛି।
ଭଲରେ ଥାଆନ୍ତୁ।
ଧନ୍ୟବାଦ ସାର ##ଅନୁରୋଧ ରକ୍ଷା କରିଥିବା ଯୋଗୁଁ 🙏🙏🙏
Your are so great sir world ra best teacher apana😊😊🙏🙏🙏🙏🙏🙏
ଗୋଟେ ନବଜାତ ଶିଶୁ ଯେତେବଳେ ତା ମା ବକ୍ଷ ରୁ ଆମ୍ବୃତ ପାନ କରି ଶାନ୍ତି ଲାଭ କରିଥାଏ ଏବଂ ଜଳ କ୍ଷୁଧା ରେ ଥିବା ଜଣେ ବ୍ୟକ୍ତି ଯେତେବେଳେ ଜଳ ପାନ କରି ତୃପ୍ତି ଲାଭ କରିଥାଏ
ଠିକ୍ ସେହିପରି ଆପଣଙ୍କ ଏହି ରସ class re mate ବହୁତ ଆନନ୍ଦ ମିଳିଛି ଏବଂ ଆପଣଙ୍କ ଏହି ରସଭରା class re mu Rasa ଭିତରେ ବୁଡ଼ି ଯାଇଛି ....
ଅଶେଷ ଧନ୍ୟବାଦ ବନ୍ଧୁ।ମୋ ଝାଳ ବୁହା ପରିଶ୍ରମ ସାର୍ଥକ ହୋଇଛି ବୋଲି ଭାବୁଛି।
Right
Sir pranam,ati chamtakar apananka bujheiba saili. Danyabad sir
Bahut bhala lagila sir apana nka katha
Thnkuh so much sir cls band hle b ama pain apna online teaching deiki amku bht hlp karile🙏🙏
bahut sundar bhabare bujhiparili ..dhanyabada sir
Bohut sundar bujheile sir....
Tq sir bht bhala laguchi apananka class
ବହୁତ ସୁନ୍ଦର ଆପଣଙ୍କ ବୁଝେଇବାର ଶୈଳୀ l ସରଳ ଓ ବୋଧଗମ୍ୟ ଭାଷା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଭାବିତ କରିପାରିଛି 🙏🙏
ମହାଶୟ ଆପଣ ଉଚିତ କହୁଥାଇ ପାରନ୍ତି,ମାତ୍ର ସାମ୍ପ୍ରତିକ ପରିପ୍ରେକ୍ଷୀରେ ଆମକୁ ପ୍ରଶ୍ନୋତ୍ତର ସମ୍ବନ୍ଧିତ କାର୍ଯ୍ୟକ୍ରମ ଅଧିକ ଉପଯୋଗୀ ମନେହୁଏ ।
ଧନ୍ୟବାଦ ।
Sir your teaching style is too good nd fabulous...🙏👍 I truly told u sir I will not face any Teacher like u in odia subject.. Thank you so much sir🙏ଦୟାକରି sir ଭାଷା ଓ ଭାଷା ବିଜ୍ଞାନ related gote video banatu..
Sir satare apana jane sundar sahitik 😊🙏🙏🙏
ନମସ୍କାର ସାର ଆପଣଙ୍କ ଶିକ୍ଷା ଖୁବ ସୁନ୍ଦର, ଅନୁବାଦ ସାହିତ୍ୟର ବିଷଦ ଆଲୋଚନା ସହିତ କିଛି ଉଦାହରଣ ଭିଡ଼ିଓ ତିଆରି କରନ୍ତୁ ସାର l
ଚିତ୍ରକଳ୍ପ, ବାସ୍ତ୍ରବବାଦ, ମିଥ୍, ବାମାବାଦ ଉପରେ ମଧ୍ୟ ।
Your teaching style is really very motivational sir.
ବହୁତ ବହୁତ ଧନ୍ୟବାଦ sir
ବହୁତ ସୁନ୍ଦର explain କରୁଛନ୍ତି।
ଏମିତି ଯଦି କିଛି କାବ୍ୟ ସଂପର୍କରେ ଆଲୋଚନା କରନ୍ତେ, ତେବେ ଆମ ପାଇଁ ବହୁତ ଲାଭଦାୟକ
ହୁଅନ୍ତା। particularly କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ମଥୁରା ମଙ୍ଗଳ ଏବଂ ଦରବାର ବିଷୟରେ....
ସାର ଆପଣଙ୍କୁ ପ୍ରଣାମ🙏🙏🙏🙏 ଏହି topic ବହୁତ ଦିନ ହେଲା ଖୋଜୁଥିଲି ବହୁତ ବହୁତ ଧନ୍ୟବାଦ🙏🙏🙏
Right sir ur thinking method is very usefull god bless u
ଅଜସ୍ର ଧନ୍ୟବାଦ ସାର୍ ବହୁତ ସୁନ୍ଦର ଉପସ୍ଥାପନ କଲେ
Sir pranam bujheiba style badhia achi Sethi pain jaldi mane rahijauchi apanka koti koti dhanyabad
Thank you sir for creating such a video that will help us very much..
Thank you...... follow us for more details....
Mote bahut vala lagia apankara teaching sir🙏🙏
Bahut pasand apananka explanation
Excellent class sir please keep it up👍 🙏
ସାର୍ ଧନ୍ୟବାଦ ମୁଁ କେତେ tension re thili apana video dekhiki rasa chapter pura cliyar heigali thank you so much sir🙏🙏🙏🙏
ସାର୍ ସ୍ଵରୂପ ଵହୁତି ସୁନ୍ଦର ଭାବରେ ବୁଝାଇଲେ । ପ୍ରଣାମ 🙏🏿🙏🏿🙏🏿🙏🏿
1 year pare...vdo dekhili......you r great sir🙏❤🌹 really great....thank u so much🙏❤
ହୁର୍ଦୟରୁ ଧନ୍ୟବାଦ୍ ସାର୍.. ବାରମ୍ବାର ବହି ପଢ଼ିକି ଯେତିକି ଟିକେ ବୁଝି ହୁଏ ଆପଣଙ୍କ ଭିଡିଓ ଦେଖିଲା ପରେ ମନରେ ଏକ ରସ ପ୍ରତି ସ୍ଵତନ୍ତ୍ର ଧାରଣା ଆସିଗଲା... ସାଲେପୁର୍ କୁ ଯେବେ ଆସିଥିଲେ ସେମିନାର କାର୍ଯ ରେ ଆଜି ବି ସେ ଦିନ ମୁଁ ଭୁଲି ନାହିଁ ଯେତେ ବୀ ସେମିନାର ପାଇଁ ସାହିତ୍ୟ ସାଧକ ଆସିଥିଲେ ତାଙ୍କ ଭିତରୁ ଆପଣ ଢେର୍ ଅଲଗା ବିଶେଷ ଗୁଣ ଟି ଭାରି ଭଲ ଲାଗେ ଆପଣଙ୍କ ବୁଝେଇବ ଶୈଳୀ ଅତି ସରଳ ଛାତ୍ର କୁ ବୋଝ ଭଳି ଲାଗେନି...🙏🙏
ବହୁତ ସୁନ୍ଦର ଗୁରୁ
Sir apan bahut bhal padhasan bahut bhal se bujhi parsu sir 🙏
ଏତେ ହୃଦୟ ସ୍ପର୍ଶୀ ବୁଝେଇବାର ଶୈଳୀ .......ସତରେ ଓଡିଆ ସାହିତ୍ଯ ରେ ନୂତନ ସୂର୍ଯ୍ୟ ଆପଣ🙏
ଧନ୍ୟବାଦ ରିଙ୍କୁ
ପ୍ରଣାମ ସାର୍। ଆପଣଙ୍କ ବୁଝେଇବା ଶୈଳୀ ହିଁ ରସମୟ। ସମସ୍ତ ଶ୍ରୋତା ଆଜିର ଭିଡ଼ିଓ ରୁ ରସ ଆସ୍ବାଦନ କରିବେ।
Right
Bahut sundar video sir.
Lovely explain
Thanks Sir. You are very lucky....... Love u sir.
I am proud of you sir👍
ଅତି ସୁନ୍ଦର sir
U r great sir and a great welcome from my side
ମୁଁ ଆମ ଶ୍ରେଣୀ ରେ କିଛି ବୁଝି ପାରେନାହିଁ କାରଣ ତାହା ଘୁସା ପାଠ କିନ୍ତୁ ଆପଣଙ୍କ ବୁଝାଇବା ଶ୍ୟୈଳୀ ଅତି ଉର୍ଚ୍ଚମାନର ମତେ ବହୁତ ଭଲ ଲାଗେ ❤️❤️❤️
Bahut sundar sir
Good ....sir
Just for you sir WOW👌👌🙏🙏🙏
Very nice sir 👍👍👍
ଧନ୍ଯବାଦ ସାର୍🙏🙏🙏
ଖୁବ ସୁନ୍ଦର ଭିଡିଓ ସାର 🌹🙏✒️❤✒️
Sir bahut bhala lagila
ସାର୍ , ପ୍ରଣାମ 🙏 ମୁଁ +୩ ୩ୟ ବର୍ଷ Govt Women's college puri ର ଛାତ୍ରୀ ;
ଆପଣ କହିଲେ ଯେ , ଅନୁଭାବ ହେଉଛି internal feelings ଅର୍ଥାତ୍ ଆମେ ତାକୁ ହୃଦୟ ମଧ୍ୟରେ ହୃଦୟଙ୍ଗମ କରୁ ଏବଂ ବ୍ୟଭିଚାରୀଭାବ ହେଉଛି external feelings । ଅସ୍ବାଭାବିକ ଅନୁଭାବ ରେ ଆମେ ବାସ୍ତବତା ଠାରୁ ବେଶୀ କଳ୍ପନା କରିନେଉ , ଯେପରି କି ବିବାହ ପରର ଦୃଶ୍ୟ ଇତ୍ୟାଦି । ଏବଂ ବ୍ୟଭିଚାରୀଭାବରେ ଆମେ ଆମ ପ୍ରିୟତମ ବିଷୟରେ ସାଙ୍ଗ ଆଗରେ ପ୍ରକାଶ କରୁ , ତାର ରୂପ ବର୍ଣ୍ଣନା କରୁ ତାକୁ message ପଠାଉ ଇତ୍ୟାଦି ।
କିନ୍ତୁ ଆପଣ ପୁନର୍ବାର କହିଲେ ଯେ ଆମେ ଅସ୍ବାଭାବିକ ଅନୁଭାବରେ ପ୍ରିୟାକୁ message କରୁ । ଏହା କିପରି ହେବ ଆମେ ତ ଅନୁଭାବକୁ ହୃଦୟ ମଧ୍ୟରେ ଅନୁଭବ କରୁ message ପଠାଇବା ଆସିଲେ ଏହା ଆମର ବାହ୍ୟ କାର୍ଯ୍ୟକଳାପ ଅର୍ଥାତ୍ external feelings ବା ବ୍ୟଭିଚାରୀଭାବ ଆସିବ ।
ଆପଣ କହିଲେ ଯେ , ଅସ୍ବାଭାବିକ ଅନୁଭାବ ଆସିଲେ କଦର୍ଯ୍ୟ ହୋଇଯାଏ । କିନ୍ତୁ ଅସ୍ବାଭାବିକ ଅନୁଭାବରେ ଆମେ ପ୍ରିୟା କଥା ଭାବି ବେଶୀ ଖୁସି ହେଉ ଯଦିଓ ଏହା ଅବାସ୍ତବ ତଥାପି ଏହା ଆମକୁ ଖୁସି ପ୍ରଦାନ କରେ ଏହା କଦର୍ଯ୍ୟ କିପରି ହେବ ?
ସାର୍ , ଦୟାକରି ମୋର ସଙ୍କା ମୋଚନ କରନ୍ତୁ 🙏 ।
ଯଦି କିଛି ତୃଟି ଥାଏ ତେବେ କ୍ଷମା କରିବେ ଏବଂ ମୋ ତୃଟିକୁ ସଂଶୋଧନ କରିବେ ।
ଅସ୍ୱାଭାବିକ ଅନୁଭବ ଟି ପ୍ରେରିତ କରେ ସଂଚାରିଭାଵ ପାଇଁ।ସ୍ୱାଭାବିକ ଅନୁଭବରେ ରସ ସୃଷ୍ଟି ହୁଏ ନାହିଁ।ସ୍ୱାଭାବିକ-ଅସ୍ୱାଭାବିକ-ସଂଚାରିଭାଵ ଏହିକ୍ରମ ରେ ରସ ନିର୍ଗତ ହୁଏ।ଅସ୍ୱାଭାବିକ ଭାବରେ ଆମେ ଯାହା ସବୁ କରୁ ସେସବୁ ସଂଚାରିଭାଵ ରେ ମଧ୍ୟ ଥାଏ।ପରନ୍ତୁ ଏହା ଛଡା ଅଧିକ ଲକ୍ଷଣ ଦେଖାଯାଏ।
ଅସ୍ୱାଭାବିକ ଲକ୍ଷଣ ରେ ରସ ସୃଷ୍ଟି ହୁଏନାହିଁ।ଏହା ରସର ପୂର୍ଵ ଅବସ୍ଥା।ଯଦି ରସ ସୃଷ୍ଟି ହୋଇଛି ତାହା ସଂଚାରିଭାଵ।ଏହା ଏତେ ତୀବ୍ର ଭାବରେ ଘଟେଯେ ଭୋକ୍ତା ଜାଣିପାରେନାହିଁ।
ମେସେଜ କରିବା ଏଜ ପ୍ରକ୍ରିୟା।ଚୁବଂନ ,ଆଲିଙ୍ଗନ ପରି।ଏହା ସବୁ ପର୍ଯାୟରେ ନିରନ୍ତର ଲକ୍ଷ୍ୟ କରାଯାଏ ।
ଧନ୍ୟବାଦ।
@@odiasahitya7223 ଧନ୍ୟବାଦ ସାର୍ 🙏
ବହୁତ ବହୁତ ଧନ୍ୟବାଦ ଆଜ୍ଞା
Very very nice sir
A lot of thanks sir
Sir , I really enjoy it .
Thanks u follow us for details about odia sahitya...
ଖୁବ୍ ସୁନ୍ଦର ଆପଣଙ୍କ ବର୍ଣନା ଶୈଳୀ,ଭିଡିଓ ଟି ଅଫଲୋଡ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
Very good
Sir you are fantastic..I request you to make some videos regarding drama .
Ranjan sir govt college raurkela re bohut bhala padhanti aapana v nta ugc net pain aapana ka prayasha pransansa jogya thank you sir
ଧନ୍ୟବାଦ
Thanks sir..... 🙏
ଆପଣଙ୍କର ବୁଝାଇବା ଶୈଳୀ ହିଁ ମହାନ୍👌ସହଜ,ସରଳ,ବୋଧଗମ୍ୟ
ଧନ୍ୟବାଦ। ଆହୁରି ଅଧିକ ଜାଣିବା ପାଇଁ ଆମକୁ like shared and subscribe କରନ୍ତୁ।
ବହୁତ ସୁନ୍ଦର ଅଟେ ଏହି ଶିକ୍ଷା ଦାନ, ଏହା ଭାରତ ର ଏକ ମହତ୍ କାର୍ଯ୍ୟ। ସାର୍ ଙର ଆଲୋଚନା ବହୁତ ସୁନ୍ଦର ଅଟେ।
Best teacher
ଧନ୍ୟବାଦ ସାର୍
Dhanyabad sir🙏🙏🙏🙂🙂🙂🙂
Sir Pranam... Prachya Paschatya Sahitya tatwa pain kou book padhile vala heba??
Pranam sir, dhanyabad sir
Thank U Sir.
ତୁ ଚାଲିଯିବୁ ତ ଶାଶୁଘର 😇
ପ୍ରକୃତ ରସ ତ ମୁଁ ଆପଣଙ୍କ ପଢାଇବା ଶୈଳୀ ରୁ ପାଇଗଲି ସାର୍
🙏
Sir 🙏NAMSKAR and thanks
Sir please aahuri video chhadantu ...I am your big fan sir.
ଆପଣ ମୋ ଆଦର୍ଶ ଶିକ୍ଷକ 🙏🙏🙏🙏🙏 ହୃଦୟରୁ
ଧନ୍ୟବାଦ ସାର
Sir namaskar ,apanka lecture sabu mu niyamita dekhe, bahut bhala lage sir....
Thanks like shared and subscribe us for.... detail of odia literature...
Sir voice kahin ete clear asuni karana kana
Tq so much sir ❤
ମୁଁ ବ୍ୟକ୍ତିଗତ ଭାବରେ ଗର୍ବିତ ସାର । ଆପଣଂକୁ ପାଖରେ ପାଇଛି ।
Excellent 👌
Pranam sir🙏
Bahut maza lagila aji cls re 😀 specially ତୁ ଚାଲି ଯିବୁ ତୋ ଶାଶୂଘର ମୁ ଚାଲିଯିବି ମୋ ଶଶୁର ଘର😝🤭
Thanku sir
Thanks you sir
Thankyou so much sir
Excellent way of teaching 👏
Pranam sir mu aapanka student boli proud fill karuachhi
ବହୁତ ଦିନରୁ youtube ରେ ଏପରି ପ୍ରାଞ୍ଜଳ ଭାବରେ ଓଡ଼ିଆରେ ବୁଝଉଥିବା sir ଙ୍କ ସହିତ ମୋର କେବେ ସାକ୍ଷାତ ହୋଇ ନାଇଁ ।ଅପଙ୍କର ବିଷୟଗତ ସମୀକ୍ଷା ଏବଂ ଆଲୋଚନା ରୁ ଆପଣଙ୍କର ସାହିତ୍ୟ ପ୍ରତି ଥିବା ପ୍ରତିବଦ୍ଧତା କୁ ମୁଁ ଅନୁମାନ କରି ପାରୁଛି l ପ୍ରତ୍ୟକ୍ଷ ଭାବରେ ଆପଣଙ୍କର ଛାତ୍ର ହେବାରେ ସୁଯୋଗ ନ ମିଳିଲେ ବି ପରୋକ୍ଷ ଭାବରେ ନିଜକୁ ଏକଲବ୍ୟ ପ୍ରାୟେ ମଣି ଆପଣଙ୍କୁ ଗୁରୁ ଦ୍ରୋଣାଚାର୍ଯ୍ୟ ର ସ୍ଥାନ ଦେବାରେ ମୁଁ ତିଳେ ହେଲେ ସଂକୋଚ କରିବି ନାହିଁ ।
ସତରେ ଆପଣଙ୍କର ବୁଝେଇବାର ଶୈଳୀ ମୋତେ ବହୁତ୍ ଆନନ୍ଦ ଏବଂ ରସ ଆପ୍ୟାୟିତ କରିଛି ।
ଧନ୍ୟବାଦ୍ ଆପଣଙ୍କୁ 🙏🙏🙏🙏
Nice...Sir 👌👌👌
Sir 🙏🙏🙏 mu +3 . 2 year ahi patho most lagila Apank
Super sir
Sir🙏 apankara kahiba saili nabujhiba pila hni bujhipariba....bohut sahajare sir
Thanks Sir 🙏
Sir thank you
🙏
🙏🙏🙏🙏🙏
your Teaching style very nice but sound pare pare bujhi hauni sir
Rasa kebala ananda pradana kare kii ?
good one though..