ଏଇଟା କ'ଣ ୟାଙ୍କ ଓଡ଼ିଆ ଅସ୍ମିତା ? ଭୁଲକୁ ଠାକୁରଙ୍କ ଲୀଳା କହି ଅଡ଼ୁଆରେ ମନ୍ତ୍ରୀ, ଛାଡ଼ିବେନି ପ୍ରଭୁ | Dinanka Tv
ฝัง
- เผยแพร่เมื่อ 28 ก.ค. 2024
- ରଥରେ ବଳଭଦ୍ର ଝୁଣ୍ଟି ପଡ଼ିଯିବା ସାମାନ୍ୟ ଘଟଣା | ବଳଭଦ୍ର ଝୁଙ୍କିପଡ଼ିବା ହେଉଛି ତାଙ୍କ ଲୀଳା | ଅଣସେବାୟତଙ୍କ ଉତ୍ପାତ କଥାକୁ ମାନିଲେ ମନ୍ତ୍ରୀ | ଏଇଟା କ'ଣ ଆଇନ ମନ୍ତ୍ରୀଙ୍କ ଓଡ଼ିଆ ଅସ୍ମିତା ? ଅର୍ଥାତ୍ ଆଗକୁ ଯାହା ଘଟିବ ତାହା ହେବ ପ୍ରଭୁଙ୍କ ଲୀଳା ? #purijagannath #balabhadra #dinankatv #puri #prithwiraj #cmoodisha #mohanmajhi #bjpodisha #bjpodisha #bjdodisha #odishacongress #rathyatra #incidentreport #lawdepartment #puri #odiaasmita #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.
ସାମାନ୍ୟ ଦୁର୍ଘଟଣା, ବାଃ ଲଜ୍ଜ୍ୟା ଲାଗୁନି, ଛିଃ ଛିଃ ଛିଃ,ଅଯୋଗ୍ୟ ମନ୍ତ୍ରୀ
ବେଲଜ୍ଜ୍ୟା ହେଲେ ଯେତେ ଜନ
ତାଙ୍କୁ ଡରନ୍ତି ଭଗବାନ ll
ନବୀନ ପଟ୍ଟନାୟକ ହୋଇଥିଲେ ଏଭଳି ଅସାମାନ୍ୟ ନେତାଙ୍କୁ ବାହାର କରିସାରନ୍ତେଣି ll ଏଇ ଫରକ ll ସେତେବେଳେ ସମସ୍ତେ କେବଳ କାମ କରୁଥିଲେ ll ଏବେ କାମ ଛାଡିକି ଖାଲି ବାହାପିଆମୀ ll
ଆଇନି ମନ୍ତ୍ରୀ ଯାହା କହିଛନ୍ତି ଏପରି କହିବା ଠିକି ନୁହେଁ ତାଙ୍କରଦକ୍ଷତା ଅଭାବ ତାଙ୍କ ପିତା କେବେ ଏପରି ମନ୍ତବ୍ୟ କୁ ସମର୍ଥନ କରିବେନାହିଁ, ଜୟ ଜଗନ୍ନାଥ ମହାପ୍ରଭୁଯୁବ ମନ୍ତ୍ରୀ କୁସଦବୁଦ୍ଧି ଦିଅନ୍ତୁ 🙏🙏🙏
ମନ୍ତ୍ରୀ ହେବାର ଯୋଗ୍ୟତା ନାହଁ
ଏଟା ଯଦି ଭଗବାନଙ୍କର ଗୋଟିଏ ଛୋଟିଆ
ଲିଳା ସେହିପରି ରତ୍ନଭଣ୍ଡାର ଖୋଲା ନ ହେବା ପ୍ରଭୂଙ୍କର ଗୋଟିଏ ଲୀଳା ବୋଲି ଭାବି ନେବାକୁ ପଡ଼ିବ !
ଏମାନଙ୍କର ବଡ଼ ନେତା ନରେନ୍ଦ୍ର ମୋଦୀ ଆସି ନିର୍ବାଚନ ସମୟରେ ବୁଲିବୁଲି ମିଛ କହୁଥିଲେ ll ନିଷ୍କପଟ ଓଡ଼ିଆ ତାକୁ ସତ ଭାବି vote ଦେଲେ ll ଏବେ ମୋଦୀ ଆସି ଭୁଲ ମାଗିବେକି ll
@@ChittaranjanDalai-rn6hi right 👍
ଲିଳା ନୁହେଁ ତୁମପାଇଁ କିଳା
ପାଗଳ ଭଳି କଥା କହୁଛି ପୃଥିରାଜ ହରିଚନ୍ଦନ
ସରପଞ୍ଚ ହେବାର ଯୋଗ୍ୟତା ନ ଥାଇ ମନ୍ତ୍ରୀ ହେଲେ ଯାହା ହୁଏ ll
ମନ୍ତ୍ରୀ ଙ୍କ ମନ୍ତବ୍ୟ ହସ୍ୟପଦ
ୟାକୁ କିଏ ମନ୍ତ୍ରୀ କଲା ?
ତମେ କଲେ ପ୍ରଭୁଙ୍କର ଛୋଟିଆ ନୀଳା ଅନ୍ୟ କିଏ କଲେ କରିଥାନ୍ତି କିଳା ଆଇନ ମନ୍ତ୍ରୀ ଜଣେ ଅହଂକାରୀ😊😊😊
ଫେର ଲିଳା ନୁହେଁ ବିଜେପିର କିଳା
ଆକୁ law minister kie Kala ଯେତେ ଶୀଘ୍ର ସମ୍ଭବ ୟାକୁ ବହିଷ୍କାର କରାଯିବା ଦରକାର
ଭଗବାନ ଆଇନ ମନ୍ତ୍ରୀଙ୍କୁ କାନରେ କହିଲେ ମୋର କିଛି ହୋଇନି,
କନ୍ କେଉ ଇଞ୍ଜିନ ର କଥା ଏ
ପ୍ରଭୁ ତୁମେ ଓଡ଼ିଶା ଛାଡ଼ି ଗୁଜରାଟ ଜଓ
ଛାମୁ ସ୍ପଷ୍ଟ କଲେ it's a small ଲୀଳା 😂
ଜେମିତି election ପୂର୍ବରୁ ଓଡ଼ିଆ ଅସ୍ମିତା ଲୀଳା ହେଇଥିଲା ଠିକ୍ ସେମିତି 🤗🤗🤗🤗
Yas❤❤❤❤🎉🎉 BJP Asmita galak Odia Asmita😢😢😢 Augus OTV black wale BJP Chamcha❤❤❤
BJP AND OTV OUT KARA ODISHA 🦴🐾💀🐾💀🐾💀
ଓଡିଆ ଅସମିତା ବୋଲି କହୁଛ ଆଉ ମହାପ୍ରଭୁ ବଡ ଠାକୁର ପଡିଯିବା ଗୋଟିଏ ସାମାନ୍ୟ କଥା ବୋଲି କହୁଛ , I ଏଇଟା ଓଡ଼ିଆ ଅସମିତା' ।
ମୁଖିଆ ପ୍ରଶାସକ ଆଣଓଡିଆ କହିବାକୁ ଭଲ ଲାଗୁନ୍ ରାଜ୍ୟ 6ର ବିଶ୍ୱର ସାବୁ olରୁ ବଡ ରଥ ଯାତ୍ରା ଅନୁଷ୍ଟି ହେଚି ବାବୁ ଅମର ତାଡାରାଖ ନ କରୀ ଭୁବନେଶ୍ୱର ସାରାକାରି ବାସଭବନ ବିଶ୍ରାମ କାରୁଚନ୍ତୀ ! ଇହା ହେଚି ବିଜେପି ର ଅସଲ ଓଡିଆ ଅସମିତା 🤬
ନବୀନ ପଟ୍ଟନାୟକ ସିମ ଥିଲେ, ତେମେ କଣ କହିପାରିଥାନ୍ତ ସାମାନ୍ୟ ଗଟଣା
ଆଇନ ମନ୍ତ୍ରୀ ଡକ୍ଟର କେବେ ହେଲା
ବଳଭଦ୍ରଙ୍କ ନାକ ମୁଁହ scan କରାଇଛକି ଆନ୍ନା
Bjp chhi chhi
What a shameful statement by law minister... Shame on you
Eita leela nuhe odisha BJP sarkar uparey asuthiba prabala keela
Morning shows the day.
ହେ ଭଗବାନ ରଥ ଉପରେ ଏତେ ଲୋକ ଥିଲେ ଦୌଡ଼ି ଆସିଲେ ସୀଏ ରଥ ନା ଯାତ୍ରା ପେଣ୍ଡାଲ 🙏ଜୟ ଜଗନ୍ନାଥ
ଆଇନ ମନ୍ତ୍ରୀ ଓଡ଼ିଶା ରେ ବଡ଼ ଠାକୁର ଙ୍କ ର ଏଆ ଅବସ୍ଥା ହେଲା କାହିଁକି
କାହା ନାମରେ କେସ ଦେଇଛନ୍ତି
100Percent unfit law minister
ମାଙ୍କଡ଼ ହାତେ ଶଳଗ୍ରାମ ନଚେଇ ନଚେଇ ନେବା ପ୍ରାଣ, ଓଡ଼ିଶାବାସୀ ତୁମେମାନେ ଧନ୍ୟ ହେଇଗଲ ଏ ଶଳା ମୂର୍ଖ ମାନଙ୍କ ହାଟରେ ଶାସନ ଭାର ଦେଇ, ଏମାନେ ଠାକୁରଙ୍କୁ ଛାଡ଼ୁନାହାନ୍ତି ଆଉ ତୁମମାନଙ୍କୁ କଣ ଛାଡ଼ିବେ?
Mu wait karichi ye kou dina nije muhan madiki padiba...
Sir apana jaha kahile taha bhuji bichari kahile na manaku jaha asila taha kahile apana jani paruchhanti jadi CM sir apana mane sebakanku basaiki bichara karai thante epari aghatana hoinathanta apana ati sahajare kahidele je mahabahu nka nila loka mane samaste kete asubidha re padile jibana gala au ama mahabahu nka akhire luha asila bada thakura padi gale mahabahu nka akhire luha asigala au apana ati sahajare kahidele je mahabahu nka nila Jay jagannath 🙏🏻😭😭😭😭😭
ଏ ମହାପୁରୁଷଙ୍କୁ ଆଶ୍ରମରେ ରହି ଜ୍ଞାନ ବିତରଣ କରିବା କଥା।
କାରଣ ଏ ଠାକୁରଙ୍କ ଲୀଳାକୁ ଦିବ୍ୟ ଚକ୍ଷୁରେ ଦେଖିପାରୁଛନ୍ତି।
😂
Bjp balanku aha samanya katha.Rajaniti pain amane kete michha kahi nijoro duso luchouchanti.
Ati alajuka
ଲୀଳା ନୁହେରେ ପୁଅ ତମ ପାଇଁ କିଳା
Eita gotie aparag au ajyogya mahapapi ta,kebe Jagannath kshama debe nanhi.
Maagia tu bala aiani mantry
Bhool ta lokankar, jie emananku asanare baseichanti.
ଓଡିଶା ରେ ସବୁ ଲୀଳା ମୟଂକ ଈଛ୍ଛା। ଏମାନେ ଦାଦନ ଯିବା ବି ତାଂକ ଇଛ୍ଛା କହିବେ।
Paribartan ku bada thakura aspect kàru nahanty bodhe
Emane khali odia asmita odia asmita kahi vote nebe , kama karibeni . SAMANYA katha , chup be pagala mantri
If law minister's father or any his family members acsident heithana .law minister kahithante samanya durghatana ? Dy cm be
Ratna bhandar re kana trutee achhi turant kholajaee lokalochan ku anajau.
Samanya katha nunhe
A sabu Manishakruta ratna bhandar ku band rakhiba painee.
ୟାଂକୁ ଆମେ ପ୍ରଥମରୁ ଜାଣିଛୁ ୟେ ଗାଲୁଆଟା। ବିଜେପି ମଜା କରୁଛି ଦେଶରୈ।ଦେଶ ସେବା ନୁହେଁ ନିଜ ସ୍ଵାର୍ଥ କରୁଛନ୍ତି।ବାପ ରାଜ୍ୟପାଳ ପୁଅ ମନ୍ତ୍ରୀ।ଭଲ ବିଜେପି।ୟେ ପୁଣି ଦେଶ ସେବା କଣ କରିବେ?
So sad for this type of Comment 😭
He jaggnntha e kn kouhuchi
Aeita kou law minister ba
Law minister nursery class re admission kale bhala heba. Chora BJP
Kn Kariba sabu sei jagannath nka echa odisha basi ta vote BJP ku sarakar ku Aniche emiti katha suni baku padiba
Anni mantra istafha diantu
Samanya durghatana kahuchhi, to maa ki stree pardijai injured hoithile kn kahithaanta samanya boli..... Chhi chhi tame manisa na vuta....
Yar mantri hebar jogyata nai ...ye andha bhakta nka sarpancha
Tate mantri karichi tara vul 😅 alagiya 😅 BJP one month re odisha re 2 ta bada bikas karichi first laxmi bus ku gerua colour kariba 😂 2nd Bada thakura nku teli daba 😂 great 👍
Sir, tumar gara, ljiy lagunahi
..ea heuchi ek pratika ...trailor.... change of odisha ...agaku auhuri bahut baki achii...dharjya re sahita..changes ku dekhantu.
ତିନି ଠାକୁର ଅଫିସରେ ତିନି ରାଜନେତାଂକ ପଢୀଲେ କୁଉଠୁ
Amanisha
Thakura padiley bhi nei ki raajaneeti ki hela e samay
Katha... kahiba ra . Sayli....Jana..nahi...puni .. mantri...houchanty...?????
Sabu chora
Tumku kahibaku lajya laguni chi
Tu kie be murkha mantri mo thakuranku kete kasta heichi. Ame kanduchu. Tu kahuchu samanya tu uparu theliki tale pakeibe tu hasibu.
E babu manaba nuhe danaba
Pela mantre