ସତ୍ୟ ପଥେ ପୃଥୁ | Badi Pala ManAcha EP 744 | 15th October Badi Pala | Prarthana
ฝัง
- เผยแพร่เมื่อ 15 ต.ค. 2020
- ଆମ ପରମ୍ପରାର ଗହନ କଥା ଜାଣିବାକୁ... ଦେଖନ୍ତୁ #BadiPalaMancha ସୋମବାର ରୁ ଶନିବାର କେବଳ #Prarthana ଏବଂ #TarangPlus ରେ ।
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.com/u/5/+PrarthanaTV
Visit our website for further details: www.prarthanatv.inPrarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.com/u/5/+PrarthanaTV
Visit our website for further details: www.prarthanatv.in - บันเทิง
Jana ki champati didi nkara pala khub sundar
Janaki didi nkara hasa ta b khubsunder
Love you didi
କଲ କଣ୍ଠ ପରି ତୁମ୍ଭ କଣ୍ଠ ଝିନୀରାଣୀ
ଗାଇ ବଖାଣିଲ ସତ୍ଯ ପଥର କାହାଣୀ
ହସ ରୋଷ ଅଭିମାନ କରୁଣ ବିନୟ
ବାଦୀ ପାଲା ମଞ୍ଚେ ଯାହା କଲ ଅଭିନୟ
***ବହୁତ ସୁନ୍ଦର ପାଲା***
ଗାୟିକା ମାନଙ୍କ ମଧ୍ଯେ ଜାନକୀ ଚମ୍ପତି
ଚମ୍ପତିର ଅର୍ଥ ପରା ଅଟେ ସେନାପତି
ସେନାପତି ଅଟନ୍ତି ଯେ ସମର ପ୍ରଧାନ
ପ୍ରଧାନ ପାଲାକୁ ଆଜି କରିଛ ଗାୟନ
***ଜୟ ଜଗନ୍ନାଥ***
🙏🙏
😊
Supar
ଝିଲି ଭଉଣୀ ଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ
Nice duiganaku dhanaybada
Jhini Rani pala bahu Val ,and bhab re gaile God bless you
Super Badi pala 😅😮
Both are Excellent
Good performance ।
BAHUT SUNDER
ସତ୍ୟ ପଥେ ପୃଥୁ ଶୀର୍ଷକ ପାଲା ଦୁଇ ଗାୟିକା ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି। ସେମାନଙ୍କ ସାହିତ୍ୟ ଚର୍ଚ୍ଚା ସୁମଧୁର କଣ୍ଠସ୍ୱର, ବର୍ଣ୍ଣନା ଚାତୁରୀ ବେଶ୍ ଉପଭୋଗ୍ୟ ହୋଇଛି। ସୁନ୍ଦର ଉପସ୍ଥାପନା ପାଇଁ କୃତଜ୍ଞତା ଜଣାଉଛି ଓ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।
Dui gayika best ever
ମହତ୍ବପୂର୍ଣ୍ଣ ଏବଂ ଉଚ୍ଚକୋଟୀର ପାଲା ପରିବେଷଣ ଦୁଇ ସୁନାମଧନ୍ୟା ଗାୟିକା
Well done 👌👍 by both Gayika...Seen balancing Fight
NICE
Ama,banki,jhia,bharibadhia
5
ରଜତ ସାରଙ୍କ ମାଧ୍ୟମରେ ସମସ୍ତ ପାଲା ଗାୟକ ଓ ଗାୟିକା ମାନଙ୍କୁ ଏକ ନିବେଦନ ପ୍ରଶ୍ନ --ଭାଗବତ କଣ ଏ ଭାରି ଅକ୍ଷରର ଅର୍ଥ କଣ? ପରମ ଶାସ୍ତ୍ର ଭାଗବତ , ଅଭ୍ୟାସ କରୁଥିବ ନିତ୍ୟ , ଏହାର ପ୍ରକୃତ ତାତ୍ତ୍ଵିକ ଅର୍ଥ କଣ ? କହିବାକୁ ନିବେଦନ ,
Nice
Jay shree Ram 🌄🙏🙏🙏🧎
Jay Jagannath Jay Jay Jagannath
Nyc pala.. champatai medam
Wow so nice ❤️🥰
ଦ୍ବିତୀୟ ଭାଗ ପାଲା ସେତେ ଭଲ ଲାଗିଲା ନାହିଁ ।
Best gaika
This Pala is far better than most of Palas of Parthana Chanel.
Thanks bhai new means this prathana manchare
You
Chamatkara pala dayakari gayakankar upadhi lekhantu
ଉତ୍କଳୀୟ ସଂସ୍କୃତି ରେ ପାଲା ପରମ୍ପରା ଏକ ମହାନ୍ ପରମ୍ପରା ।ସୁନ୍ଦର ପରିବେଷଣ ଗାୟୀକା ଜାନକୀ ଚମ୍ପତି ଙ୍କର ଏବଂ ଏକ ସୁନ୍ଦର କଥା ଅନେକ ଗାୟୀକା ମାନେ ତ୍ରିଛକି ଧୋତି ଏବଂ କୁଣ୍ଡଳ ପରିଧାନ କରୁନାହାନ୍ତି କିନ୍ତୁ ଆଧ୍ୟାତ୍ମିକ ପ୍ରାର୍ଥନା ଟେଲିଭିଜନ୍ ଭଳି ଏକ ମଞ୍ଚରେ, ତ୍ରିଛକୀ ଧୋତି କୁଣ୍ଡଳ ପରିଧାନ କରି ପାଲା ପରିବେଷଣ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମସ୍ତ ଗାୟୀକା ମାନଙ୍କ ପାଇଁ ଏକ ସୁନ୍ଦର ଶିକ୍ଷା ।ଏହାକୁ ଅନ୍ୟ ମାନେ ପାଳନ କରିବା ଉଚିତ ।🙏ଜୟ ଜଗନ୍ନାଥ🙏 ଜୟ ସତ୍ୟ ନାରାୟଣ ମହାପ୍ରଭୁ 🙏
Satyamaba Jayata
Ati ochakotira paribesana
Uo
Wait karuthili
ଆସିଗଲା
Super ଉଭୟେ mind-blowing
Both r fine
The best performance made by Rout madam
Very nice
Both are brilliant ✌️
उच्चकोटिर परिवेषण दोनो गायिका द्वारा,
Good
V
Gayika Champati designation may be Gayika Swan
ଅତ୍ୟନ୍ତ ମଧୁର ।
ଅତି ଦିର୍ଘ ବିଷୟବସ୍ତୁ , ସମୟ ସ୍ବଳ୍ପ ହେବା ଯୋଗୁଁ ଗାୟିକା ମାନେ ଯାତ୍ରା କରୁଥିବା ଭଳି ଲାଗୁଥିଲା ।
ATI Sundar pariveshan Dui gayika kale
Super didi mane
Please sir gouri bala swina mam and subadra behara ka pala upload karunthu
Definitely both are talented mam many many thanks
Tumko
👌 Nice
Pruthinkpakhresabdavedibantnathila
Jay jagannath hare Krishna
Great thing seen from both Gayika...That is both Gayika seems confident in their Topic
Best pala of parthana
Good presentation.
😇😇😇
Jay jagannath🙏🙏🙏ati sundar
7
Very nice pala
Okay sir 😺
Nice pala
Good
Please
Chamtakar both are new God bless them
Not new both are performed with Barik Madam previously. Ep 735 and 739
A
Both are best gayika
Jay Jagnnath
pala gaibaku aasicha na kandibaku ghare kanda
Both are excellent gayika👍
Osd
Sabas👏🙏👍
Beautiful
ପାଲା ଗାୟିକା ଜାନକୀ ମ୍ୟାଡମ ପାଲା କଲେ କିନ୍ତୁ ଗଳ୍ପ ବହୁତ କଲେ ଶ୍ଵୋଳ୍କ ଭଲ ହେଲାନି
Champati Madam is great. Most of Gayakas are a critising each other in bad language. But Madam is very sober her attitude for team is also sweet. Both are brilliant artists. God bless both and their team.
Eka:ku Areka .Dhanya bad.
ଉଭୟ ଗା ୟିକା done grate job in this topic
B
👍👌
Same ପ୍ରଶ୍ନ ଶ୍ରବଣ କୁମାର କାହାଣୀ
ଶବ୍ଦ କରୁଥିଲା ମାଠିଆ ମାତ୍ର ଶବ୍ଦଭେଦି ବାଣ ମାଠିଆ ରେ ନ ବାଜି ବାଜିଲା ଶ୍ରବଣ କୁମାର ଙ୍କ ଛାତିରେ
Explain pl
ପ୍ରଶ୍ନ ର ଉତ୍ତର ଯୁକ୍ତି ସହ ଦେବାକୁ ଅନୁରୋଧ l
Very awesome pala performance...Jay jagannath.
👌👍
Dui gayikanka paribesana sunder hela
😏b
0p.
Rate
In Sanskrit Mahavarat there is Banshaanucharit on 5th Scanda. Prithu and Archi are borne from hand of king Bena. Dear Madam please read Vasyakruta Sanskrit Mahavarat
Both performed very well and equal. Very nice
ଥରେ ଝିଲି ରାଣୀ ଆଉ ଚିନ୍ମୟ ଭଉଣୀ ଙ୍କୁ ପାଲା ପରିବେଷଣ କଲେ ଭଲ ହେବ ଦୟା କରି ଚିନ୍ମୟ ଭଉଣୀ ପରିବେଷଣ ପାଇଁ ଅନୁମତି ମିଳୁ
Thanks all of you
Badi pala is something different and interesting from usual palas. There is the secret of charm . I appreciate the norms followed by organiser. Great!!! Bande matram.
Ahi,gaika,duijajanku,sabubele,anantu rajatsir
Jatra stile
Excellent performance by both gayika 🙏🏻🙏🏻🙏🏻🙏🏻🙏🏻
Jhili rani kou kama ku nunhe
,,,
ସୁନାମଧନ୍ୟା ଗାୟିକା, ସୁନ୍ଦର ପରିବେଷଣ, ଜୟ ଜଗନ୍ନାଥ 🙏
Sunamdhanya is no the right word it is Swaanmadhanya who make his own name proud.
🐤🐤🐤🐤🐤
,
Jhili rani pala good, janki pala over acting
Madam kouthi over acting hoechhi pleaes tike screen shot Kari patheibe
@@odishalifestyle2529 FL XXL clean find bull
Good performance ।
Nice
ଉତ୍କଳୀୟ ସଂସ୍କୃତି ରେ ପାଲା ପରମ୍ପରା ଏକ ମହାନ୍ ପରମ୍ପରା ।ସୁନ୍ଦର ପରିବେଷଣ ଗାୟୀକା ଜାନକୀ ଚମ୍ପତି ଙ୍କର ଏବଂ ଏକ ସୁନ୍ଦର କଥା ଅନେକ ଗାୟୀକା ମାନେ ତ୍ରିଛକି ଧୋତି ଏବଂ କୁଣ୍ଡଳ ପରିଧାନ କରୁନାହାନ୍ତି କିନ୍ତୁ ଆଧ୍ୟାତ୍ମିକ ପ୍ରାର୍ଥନା ଟେଲିଭିଜନ୍ ଭଳି ଏକ ମଞ୍ଚରେ, ତ୍ରିଛକୀ ଧୋତି କୁଣ୍ଡଳ ପରିଧାନ କରି ପାଲା ପରିବେଷଣ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମସ୍ତ ଗାୟୀକା ମାନଙ୍କ ପାଇଁ ଏକ ସୁନ୍ଦର ଶିକ୍ଷା ।ଏହାକୁ ଅନ୍ୟ ମାନେ ପାଳନ କରିବା ଉଚିତ ।🙏ଜୟ ଜଗନ୍ନାଥ🙏 ଜୟ ସତ୍ୟ ନାରାୟଣ ମହାପ୍ରଭୁ 🙏
Known by CV vu
C
Nice
Nice