ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଏଇ ବର୍ଷ ଭି ଆମ ବାଲେଶ୍ୱର ଦୁର୍ଗାପୂଜା ଭସାଣି ବହୁତ ଧୁମଧାମ ରେ ହେଲା🥰ଆଉ ସବୁ ପୂଜା କମିଟି ଏଥର ବହୁତ ଭଲ ଭଲ Setup ଆଣିଛନ୍ତି 👍❤ଏବେ ପୁଣି ଆର ବର୍ଷ କୁ ଅପେକ୍ଷା 🥹
ଏଇ ବର୍ଷ ତପସ୍ବୀ ଗୋଟେ ନୂଆ ପୂଜା କମିଟି ଆସିଛନ୍ତି 👍ବହୁତ ବର୍ଷ ପରେ ପୁଣି A2P Antivirus ମାର୍କେଟ କୁ ଆସିଲା ଦେଖି ବହୁତ ଭଲ ଲାଗିଲା😄 ଆଉ Local Setup ରେ ସମସ୍ତେ ବହୁତ ଭଲ ଥିଲେ David Putra, Sriram Revolution ଡିଜେ ଭି ଭଲ Open Setup ଆଣିଥିଲେ ଆଉ💖 Bangal Setup ତୋ Bass ଘାଣ୍ଟୁଥିଲେ ❤️🔥ଏଇ ବର୍ଷ ଭସାଣି ବହୁତ ଭଲରେ ହେଲା ☺️❤ପୁଣି ଆର ବର୍ଷ କୁ ଅପେକ୍ଷା 🙂
@@Krishnadasbls180 hm