Kalki prabhu naradehare asiba purbaru nirdesa hoichi/ଆବିର୍ଭାବ ପୁର୍ବରୁ ମୋତେ ନିର୍ଦେଶ କରିଥଲେ କଳ୍କୀ

แชร์
ฝัง
  • เผยแพร่เมื่อ 24 ต.ค. 2024

ความคิดเห็น • 144

  • @dullabhasa5371
    @dullabhasa5371 วันที่ผ่านมา +6

    ସାଦର ପ୍ରଣାମ ଭାଇ ଯାହା କହୁଛନ୍ତି ନିରାଟ ସତ୍ୟ ପ୍ରଭୁଙ୍କୁ ଦର୍ଶନ କରିବାକୁ ହେଲେ ସତ୍ୟ ଶାନ୍ତି ଦୟା କ୍ଷମା ମୈତ୍ରତା ରହି ଭାଗବତ ପାଠ , ତ୍ରିସନ୍ଧ୍ୟା , ମାଧବ ନାମ କୁ ଜପ କରି ପ୍ରଭୁଙ୍କ ଶରଣ ରେ‌ ଯିବା ଉଚିତ୍ ଜୟ ଶ୍ରୀ ମାଧବ 🙏🙏🙏

  • @manasranjansahoo6645
    @manasranjansahoo6645 5 ชั่วโมงที่ผ่านมา

    ଗୁପ୍ତ ତଥ୍ୟ ସାମ୍ନାକୁ ଆସୁଛି ଏହା କେବଳ ପ୍ରଭୁଙ୍କ କୃପା 😊

  • @Tripathy-n6k
    @Tripathy-n6k วันที่ผ่านมา +1

    ଅତି ସୁନ୍ଦର ବାଣୀ ଭାଇ।
    ଲୀଳାମୟ ମହାପ୍ରଭୁ ଙ୍କ ଏହି ଦିବ୍ୟ ଅମୃତମୟ ଲୀଳା ଶୁଣି ଲାଗୁଛି ସତେକି ଆଜି ମର୍ତ୍ତ୍ୟ ରେ ଅମୃତ ର ବୃଷ୍ଟି ହେଉଛି।

  • @RudracharanMohanty
    @RudracharanMohanty 8 ชั่วโมงที่ผ่านมา

    Jay Jagannath Swami Nayan patha Gami bhaba tume 🙏 Jay shree Madhab 🙏🙏🙏🙏

  • @rashmitamishra4934
    @rashmitamishra4934 วันที่ผ่านมา +3

    ପୂଜ୍ୟ ପାଣ୍ଡବ ଭାଇ ଯାହା ସବୁ ଉପସ୍ଥାପନ କରୁଛନ୍ତି ତାହା ମାଳିକା ର ବ୍ରହ୍ମ ବାଣୀ ଅଟେ। ମାଳିକା ହିଁ ସତ୍ୟ ଓ ମୁକ୍ତି ର ମାର୍ଗ ଅଟେ। ମହାପ୍ରଭୂ କଳ୍କୀ ରାମ ଧରାବତରଣ କରିସାରିଲେଣି। ସମୟ ବର୍ତ୍ତମାନ୍ ଧର୍ମ ସ୍ଥାପନ ର ଓ ଯୁଗ ପରିବର୍ତନ ର ଅଟେ। ତେଣୁ ସମସ୍ତେ ମାଧବ ନାମ ଜପ କରିବା ସହ ନିୟମିତ ଭାବେ ଭାଗବତ ମହାପୁରାଣ ପାଠ କରିବା ସହ ନିରାମିଷ ଭୋଜନ ଓ ଟ୍ରିସନ୍ଧ୍ୟା ର ଧାରା ରେ ରହିଲେ ହିଁ ମହାପ୍ରଭୂ ଙ୍କ ଦର୍ଶନ କରି ପାରିବେ।
    ଜୟ ଶ୍ରୀ ମାଧବ 🙏🏻🙏🏻🙏🏻🙏🏻

  • @Ravirav445
    @Ravirav445 20 ชั่วโมงที่ผ่านมา

    ॐ अन्त कोटि विश्व ब्रह्माण्ड के नाथ परब्रह्म नारायण महाविष्णु भगवान कल्कि राम के चरणों में इस दास का दंडवत प्रणाम
    ❤❤ जय श्री माधव ❤❤

  • @bibhutibhusandas1368
    @bibhutibhusandas1368 วันที่ผ่านมา +2

    ପଣ୍ଡିତ ଜୀ ଙ୍କର ପ୍ରତିଟି ବାଣୀ ସତ୍ୟ ଏବଂ ହୃଦୟସ୍ପର୍ଶୀ ।ତାଙ୍କ ବାଣୀକୁ ଅନୁସରଣ କରି ଆମେ ଆମ ଜୀବନର ସବୁଠୁ ବଡ ମୁଲ୍ୟବାନ ଜିନିଷ ପାଇ ପାରିଛୁ ଏବଂ ଦିବ୍ୟ ପଥର ଯାତ୍ରୀ ହୋଇ ପାରିଛୁ।।

  • @hadibandhurout1319
    @hadibandhurout1319 วันที่ผ่านมา +1

    Bahut divya vani kahuchhanti Pandav bhai. Ame bahut dhanya je epari santha nka sansparsare.

  • @rakeshpradhan5517
    @rakeshpradhan5517 วันที่ผ่านมา +1

    Bahut sundar alochana kale sastra sata ame akathaku maniba trikalsandha Kariba bhagabat padhiba Prabhu nka pakhare saranjiba udhar paipariba

  • @santoshkumarpradhan9003
    @santoshkumarpradhan9003 10 ชั่วโมงที่ผ่านมา

    Mahaprabhu satya ananta madhava nka ra jay heu

  • @biswa378
    @biswa378 16 ชั่วโมงที่ผ่านมา

    जय श्री जगन्नाथ 🙏🙏🙏
    जो समय को सभी लोग इंतजार कर रहे थे वो समय अब आगया है। जो की अब सारे सत्य सामने आरहा है 🙏
    जय श्री माधव 🙏🙏🙏

  • @sudhansumallick163
    @sudhansumallick163 13 ชั่วโมงที่ผ่านมา

    Jay Shree Madhaba 🪷🪷🙏🙏

  • @jayantamangaraj3579
    @jayantamangaraj3579 20 ชั่วโมงที่ผ่านมา

    ବହୁତ ବଡ଼ ଗୁପ୍ତ ତଥ୍ୟ ପ୍ରକାଶ କରିଥିବାରୁ ଭାଇଙ୍କୁ କୋଟିପ୍ରଣାମ ସମସ୍ତେ ଏହି ଗୁ😮ପ୍ତ ତଥ୍ୟ ବୁଝି ପାରିବେ ନାହିଁ ଜୟ ଶ୍ରୀ ମାଧବ

  • @PankajBisi-tu9lt
    @PankajBisi-tu9lt วันที่ผ่านมา +1

    ବହୁତ୍ ଭଲ ଲାଗୁଛି ଆଜ୍ଞା 🙏
    ଅତି ସୁମଧୁର ସର ରେ। ପ୍ରବଚକ୍ ମହାଶୟ
    ଆ ମ ମାନଙ୍କୁ ପ୍ରଭୁଙ୍କର ଅମୃତ ବାଣୀ କୁ ବନ୍ତୁ ଥିବାରୁ ସାଦର ପ୍ରଣାମ🙏। ଜୟଶ୍ରୀ ମାଧବ 🙏🙏🙏

    • @Ravirav445
      @Ravirav445 20 ชั่วโมงที่ผ่านมา

      🙏🙏

  • @purnnachandrasenapati3492
    @purnnachandrasenapati3492 วันที่ผ่านมา +1

    Jay Sri guru madhaba namaste 🙏

  • @sukeshgoswami1803
    @sukeshgoswami1803 วันที่ผ่านมา

    Jay Shree Madhav. Bahut sundar katha🙏🙏

  • @rojalinsenapati6338
    @rojalinsenapati6338 วันที่ผ่านมา

    MAHAPRABHU NKA RA JAY Ho JAY HO JAY HO ❤❤❤❤❤

  • @tktk-u5l
    @tktk-u5l วันที่ผ่านมา

    Ld ଜୟ ଶ୍ରୀ ମାଧବ.

  • @rojalinsenapati6338
    @rojalinsenapati6338 วันที่ผ่านมา

    Bhai Janak jaha kahuchhanti sampurna saty saty saty ❤❤❤❤❤❤❤❤❤❤❤❤❤❤❤❤

  • @anupamanayak8568
    @anupamanayak8568 วันที่ผ่านมา

    ପ୍ରଣାମ ବାବା ।ଖୁବ୍ ଭଲ ଲାଗିଲା ।ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।

  • @SanjayDas-ko9vs
    @SanjayDas-ko9vs วันที่ผ่านมา

    joy shree madhab

  • @SatyanSrivastava720620
    @SatyanSrivastava720620 วันที่ผ่านมา

    जय श्री माधव

  • @santoshkumarpradhan9003
    @santoshkumarpradhan9003 วันที่ผ่านมา +1

    Ati sundara Divya anubhuti pandaba bhai nka ra

  • @biswabhusanrath2814
    @biswabhusanrath2814 วันที่ผ่านมา

    ଅତି ସୁନ୍ଦର ଏବଂ ଅମୃତମୟ ବାଣୀ ଶୁଣି ଆତ୍ମତୃପ୍ତ ହେଲି l ବାବାଙ୍କୁ ପ୍ରଣାମ l 🙏 ଆପଣଙ୍କୁ ଅଶେଷ ଧନ୍ୟବାଦ l
    ଜୟ ଜଗନ୍ନାଥ l 🙏

  • @EnjoyNature1.0
    @EnjoyNature1.0 วันที่ผ่านมา

    Jai Shree Madhav 🙏 Jai Durga Madhav 🙏

  • @vlogdisbilitybapunu
    @vlogdisbilitybapunu วันที่ผ่านมา

    Ld ଜୟ ଶ୍ରୀ ମାଧବ

  • @firojkumarbhoi174
    @firojkumarbhoi174 วันที่ผ่านมา

    Nirat satya pandaba bhai eka no katha kuhanti jaya ho sanatana dharma jaya hba

  • @JagadanandaPraharaj
    @JagadanandaPraharaj วันที่ผ่านมา +2

    ପ୍ରଭୁ ଙ୍କୁ ମିଡ଼ିଆ ରେ ଟିକେ ଆଣନ୍ତୁ ମୋର ଅନୁରୋଧ 🙏

    • @BanamaliBaba
      @BanamaliBaba วันที่ผ่านมา

      Right 👍❤

    • @BanamaliBaba
      @BanamaliBaba วันที่ผ่านมา

      ଠିକ୍ ବହୁତ ସୁନ୍ଦର କଥା ❤

    • @adyasatyayug6848
      @adyasatyayug6848 วันที่ผ่านมา +1

      Prabhu kebe samastanku darshan debeni

    • @Chihiruvlog
      @Chihiruvlog 17 ชั่วโมงที่ผ่านมา

      ଠିକ୍ ତଥାସ୍ତୁ ଜଣା ପଡିଜିହ ଗିହାକାର ପ୍ରଭୁ ବୋଲି

    • @gyanendrapallur1625
      @gyanendrapallur1625 16 ชั่วโมงที่ผ่านมา

      ଅପେକ୍ଷା କର ଧର୍ମ ସଂସ୍ଥା ପନା ଆରଂଭ ଆହୁରି ଜୋରରେ ହେଉ, ମହାପ୍ରଭୁ ଚଣ୍ଡିଖୋଲ ଜାରକା ନିକଟରେ, ମହୁରା ଗ୍ରାମରେ ସର୍ବ ସାଧାରଣ ଭକ୍ତ ଙ୍କୁ ସଭା ମଧ୍ୟରେ ସମ୍ମୁଖରେ ଦର୍ଶନ ଦେବେ l ଅପେକ୍ଷା କରନ୍ତୁ, ମାଧବ ନାମକୁ ଜପ କରନ୍ତୁ ଆପଣ ଆପଣ ନିଶ୍ଚିତ ଦର୍ଶନ ପାଇବେ l🙏
      ଜୟ ଜଗନ୍ନାଥ 🙏l

  • @rojalinsenapati6338
    @rojalinsenapati6338 วันที่ผ่านมา +1

    MAHA PRABHU kebal bhakt nku hin milibe mlechh mananku nuhen

  • @PrabinKanjia
    @PrabinKanjia วันที่ผ่านมา

    Jai shree madhaba 🙏🙏

  • @aswinibiswal2439
    @aswinibiswal2439 วันที่ผ่านมา

    Jai shree madhav

  • @bijayakumarpanda7902
    @bijayakumarpanda7902 วันที่ผ่านมา +1

    ମିଛ ମାୟା ରେ ବାୟା.

    • @RMranju
      @RMranju วันที่ผ่านมา

      ପୂଜ୍ୟ ବଡ଼ ଭାଈ ଯାହା କହୁଛନ୍ତି ସମ୍ପୂର୍ଣ୍ଣ ସତ୍ୟ 🙏

    • @manasranjansahoo6645
      @manasranjansahoo6645 วันที่ผ่านมา +1

      ନା. ଆପଣ ଅନୁଭବ କରିଛନ୍ତି, ନା ସତ୍ୟ କୁ ବୁଝିବାକୁ ଚେଷ୍ଟା କଲେ, ହଉ ଆପଣ ଯେମିତି ବୁଝି ବାକୁ ଚାହିଁଛନ୍ତି ସେମିତି ବୁଝି ଯିବେ 😊

    • @Jaymadhaba
      @Jaymadhaba 11 ชั่วโมงที่ผ่านมา

      ଆପଣ ଯଦି ମିଛ ର ସବୁ ବ୍ୟବହାର କରୁଛନ୍ତି, ଯେମିତି ନିନ୍ଦା, ଠକାମୀ, ଖରାପ, ସବୁ କିଛି, ତାହେଲେ କଣ ହେବ, ସତ୍ୟ ତା କଣ ଜାଣି ପାରିବ ନାହିଁ, ଜୟ ଶ୍ରୀ ମାଧବ 🙏🚩🌺

    • @santoshkumarpradhan9003
      @santoshkumarpradhan9003 10 ชั่วโมงที่ผ่านมา

      Kichi micho nahin pandaba nka kathana sampurna satya au bastaba ate

  • @Jashobantasahoo1998
    @Jashobantasahoo1998 วันที่ผ่านมา

    Bhut divya bani Bada bhai pandab bhai ka sri mukha ru dibya amruta mahaprabhu maha Vishnu kalki ram ka lila sarbana kle mana hua amiti lila mahaprabhu maha Vishnu kalki ram ka lila khu thantu ame sarbana karu thau 😭😭🙏🙏

  • @bibhutibhusandas1368
    @bibhutibhusandas1368 วันที่ผ่านมา

    ଆର୍ତ୍ତ ଦାସ ମାଳିକା, ଆରତତ୍ରାଣ ଦାସ
    ଭୁବନେଶ୍ୱର ଏବଂ ଶ୍ରୀକ୍ଷେତ୍ର ସଂସାରର ସର୍ବୋତ୍ତମ ସ୍ଥାନ, ଏହି କଥାକୁ ମୂର୍ଖ ମନ ବୁଝିବା ଉଚିତ୍ । (ଅର୍ଥାତ୍ ଯେତେବେଳେ ଜଗନ୍ନାଥ ମହାପ୍ରଭୂ ଶ୍ରୀକ୍ଷେତ୍ର ଛାଡି ଭୁବନେଶ୍ୱର ରେ ବାସ କରିବେ, ଏହା ଶ୍ରେଷ୍ଠ ତୀର୍ଥ ସ୍ଥଳ ବୋଲି କୁହାଯିବ।)

  • @bibhutibhusandas1368
    @bibhutibhusandas1368 วันที่ผ่านมา +2

    ମୁ ଜାତ ବିଷ୍ଣୁ ଯଶା ଘରେ | ମର୍ତ୍ୟମଣ୍ଡଳ ଓଡିଶା ରେ
    ବ୍ରହ୍ମକଳ୍ପ ସଂହିତା ,ଅଚ୍ୟୁତାନନ୍ଦ ଦାସ
    ଅର୍ଥ: ମୁଁ ବିଷ୍ଣୁ ଯଶାଙ୍କ ଘରେ ଜନ୍ମ ନେଇ ଥିବି । ଓଡ଼ିଶାର ମର୍ତ୍ତ୍ୟ ମଣ୍ଡଳ ରେ ।

    • @gitanjalidray6702
      @gitanjalidray6702 วันที่ผ่านมา

      Bhai Bishnu jasha sabda ra artha apananka matare kn ki?

    • @hadibandhurout1319
      @hadibandhurout1319 วันที่ผ่านมา +1

      ବିଷ୍ଣୁ ଯଶା ଅର୍ଥ ବିଷ୍ଣୁ ଙ୍କ ଯଶ ଗାନ କରୁଥିବା ଭକ୍ତଙ୍କ ଘରେ ମହାପ୍ରଭୁ ଜନ୍ମଗ୍ରହଣ କରିଥିବେ। ତାଙ୍କ ଘର ବିରଜା କ୍ଷେତ୍ର ଯାଜପୁର ହୋଇଥିବ। ସେ ଜଣେ ନୈଷ୍ଠିକ ବ୍ରାହ୍ମଣ ହୋଇଥିବେ। ଏବେ guess କରନ୍ତୁ ସେ ମହାତ୍ମା କିଏ। ଜୟ ଶ୍ରୀ ମାଧବ।

    • @gitanjalidray6702
      @gitanjalidray6702 วันที่ผ่านมา

      ​@@hadibandhurout1319Hum bhai apana sampurna bhabe thik kahichhanti🙏Ame janichhu

    • @santoshkumarpradhan9003
      @santoshkumarpradhan9003 วันที่ผ่านมา

      @@bibhutibhusandas1368 mahaprabhu kalki avatar jajpur odisha re bishnu jasa gana karuthiba jane pabitra bishnu bhaktanka gruha re janama heithibe

    • @santoshkumarpradhan9003
      @santoshkumarpradhan9003 วันที่ผ่านมา +1

      Mahaprabhu kalki jajpur odisha re jane pabitra bishnu bhakta nka gruhare janama heithibe

  • @JanmejayaSwain10
    @JanmejayaSwain10 วันที่ผ่านมา

    My guess is may be Pramod Pushti

  • @gitanjalidray6702
    @gitanjalidray6702 วันที่ผ่านมา

    ହଁ ଭାଇ ସେ ମହାତ୍ମା ହେଉଛନ୍ତି ଚିରନମସ୍ଯ ଆମ ସମସ୍ତଙ୍କର ପରମ ପୂଜ୍ଯ ପଣ୍ଡିଜୀ କାଶୀନାଥ ମିଶ୍ର🙏🙏ଆପଣଙ୍କ ଉତ୍ତର ସମସ୍ତେ ଜାଣିବା ଆଉ ବୁଝିବା ଆବଶ୍ଯକ। "ବିଷ୍ଣୁ ଯଶା" ଶବ୍ଦର ଅର୍ଥ କ'ଣ?ଜୟ ଶ୍ରୀ ମାଧବ ଭାଇ🙏

    • @badrinarayan2113
      @badrinarayan2113 วันที่ผ่านมา

      Dayakari mahapurushanka chauda purusha malika padhantu padhile aau patiru kichi utara baharibani kana lekhichanti jadi nanhi mu patheidebi

  • @Si_pu310
    @Si_pu310 วันที่ผ่านมา +3

    କଳି ରେ କ'ଣ ମାଧଵ ନାମରେ ପାର ହୋଇଯିଵ ? । କଦାପି ନୁହେଁ ଯେଉଁମାନେ ଏହା ଠିକ୍ ଵୋଲି କହୁଛନ୍ତି ଲେଖି ରଖନ୍ତୁ ଆଗକୁ ଦେଖିଵେ ସତ କ'ଣ

    • @Gopinathdehury-lk9zf
      @Gopinathdehury-lk9zf 17 ชั่วโมงที่ผ่านมา

      100%right

    • @hadibandhurout1319
      @hadibandhurout1319 12 ชั่วโมงที่ผ่านมา

      ମାଧବ ନାମ ମହାପ୍ରଭୁ ଜଗନ୍ନାଥଙ୍କ ଅତି ପ୍ରିୟ ନାମ। କଳିଯୁଗ ଶେଷ ପାଇଁ ଏହା ରଖା ଯାଇଛି। କେବଳ ଭକ୍ତଙ୍କ ପାଇଁ। ଏହାକୁ ବିଶ୍ବାସ କରି ଭକ୍ତି ସହକାରେ ଭକ୍ତମାନେ ଭଜନ କରିବେ ଓ ଭବସାଗର ପାର ହୋଇଯିବେ। ତୁମେ ଭକ୍ତ ହୋଇଥିଲେ ପ୍ରଶ୍ନ ମଧ୍ୟ କରନ୍ତ ନାହିଁ। ଏହା ତୁମ ପାଇଁ ଆଦୌ ନୁହେଁ।

    • @Jaymadhaba
      @Jaymadhaba 11 ชั่วโมงที่ผ่านมา

      ହଉ ଭାଇ ସମୟ ଆସିଲେ ଜାଣି ପାରିବ, ଦେଖିବା ପାଇଁ ପ୍ରସ୍ତୁତ ହୁଅ, ଜୟଶ୍ରୀ ମାଧ୍ୟବ🙏🚩🌼

    • @santoshkumarpradhan9003
      @santoshkumarpradhan9003 10 ชั่วโมงที่ผ่านมา

      @@Si_pu310 kebala madhaba nama re hin patina nka ra udhara heba
      Prubo ru mahapurusa mane Kalama kari jaichanti

    • @santoshkumarpradhan9003
      @santoshkumarpradhan9003 10 ชั่วโมงที่ผ่านมา

      Madhav nama ku jehu japai
      Janama Marana tahara nahin
      Eha satya satya satya madhaba nam re bhaktanka udhara heba

  • @slayeropbolte2978
    @slayeropbolte2978 วันที่ผ่านมา

    Gupta dwaraka mora amara je bati.seithare rahibi muhni karina basati.mohara nama je heba annantagopala.gopangana hoithibe gagana mandal.annanta mandala je gupta guha stana chadeya gupata khanda giri ra madhyena.sehithare rahibe je mora pada dyai mahima prakasa heba aka sehi thain.......jhasobanta malika

  • @madanmishra9916
    @madanmishra9916 วันที่ผ่านมา

    ପୂଜ୍ୟ ପାଣ୍ଡବ ଭାଇ ଯାହା କହୁଛନ୍ତି ତାହା ହିଁ ସତ୍ୟ ଓ ବାସ୍ତବ ଅଟେ।
    ମହାପ୍ରଭୁ କଳ୍କୀ ରାମ ଧରାବତରଣ କରିସାରିଲେଣି ତେଣୁ ସମସ୍ତେ ମାଧବ ନାମ ଜପ କରିବା ସହ ନିୟମିତ ଭାଗବତ ମହା ପୁରାଣ ପାଠ କରିବା ସହ ନିରାମିଷ ଭୋଜନ ଓ Trisandhya ର ଧାରା ରେ ରହିଲେ ମହାପ୍ରଭୁ ଙ୍କ ଦର୍ଶନ କରି ଏ ଭବ ସାଗରରୁ ଉଦ୍ଧାର ପାଆନ୍ତୁ।
    ଜୟ ଶ୍ରୀ ମାଧବ 🙏🙏🙏🙏

    • @bimalkumarjena2429
      @bimalkumarjena2429 วันที่ผ่านมา +1

      Bhai trisandya pdf miliba ki?
      Ama Bandhu manakar abasyaka achii. Pandav babanka Divya bani suni semane dekha kariba ku ichhuka achanti. 🙏🙏🙏

    • @user-Abhilashjenamani
      @user-Abhilashjenamani 20 ชั่วโมงที่ผ่านมา

      ​@@bimalkumarjena2429ହଁ ଭାଇ ମିଳିବ

    • @user-Abhilashjenamani
      @user-Abhilashjenamani 18 ชั่วโมงที่ผ่านมา

      ​@@bimalkumarjena2429ହଁ ମିଳିବ

    • @madanmishra9916
      @madanmishra9916 14 ชั่วโมงที่ผ่านมา

      Agnya Bhai
      Trisandhya Achi ​@@bimalkumarjena2429

  • @slayeropbolte2978
    @slayeropbolte2978 วันที่ผ่านมา

    Prem Sagara baba tank sabu episode re kahichanti kalki nk janm hoi nahi. Tama pravu nk ph nu ta mate dia.

  • @adityaprasad1673
    @adityaprasad1673 13 ชั่วโมงที่ผ่านมา

    ଅର୍ଜୁନ ବାବୁ, ତୁମେ ଏତେ ତଳକୁ ଖସିବ ବୋଲି ଭାବି ହେଉନି। ହେଉ ଦେଖ କେବେ ଦଣ୍ଡିତ ହେଉଛ। ବିଭୁ ଦଣ୍ଡ ଓ ମାଡ ଜାଣି ପାରିବେ କି ନାହିଁ, ଦେଖିବା। ମୁଁ ତୁମର ବହୁତ ପାଖରେ ଅଛି।

    • @hadibandhurout1319
      @hadibandhurout1319 12 ชั่วโมงที่ผ่านมา

      ଅର୍ଜୁନ ବାବୁ ତାଙ୍କ କାମ ନିଷ୍ଠା ସହକାରେ କରୁଛନ୍ତି। ପ୍ରଭୁଙ୍କ କଥା ପ୍ରଚାର ପ୍ରସାର କରୁଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଲୋକ ସିଏ। ତୁମେ ତୁମ ନିଜ କଥା ଚିନ୍ତା କର। ଅର୍ଜୁନ ବାବୁ ପ୍ରଭୁଙ୍କ ନିକଟତର ହେବାରେ ଲାଗିଛନ୍ତି। ତଳକୁ ଖସୁ ନାହାନ୍ତି, ବରଂ ପ୍ରଭୁଙ୍କ କାର୍ଯ୍ୟ ନିଖୁଣ ଭାବରେ କରୁଛନ୍ତି। ତୁମେ ତଳକୁ ଖସିବା ଆରମ୍ଭ ହୋଇଛି। ନିଜକୁ ସମ୍ଭାଳି ନିଅ ବାବୁ, ବଞ୍ଚିଯିବ।

    • @santoshkumarpradhan9003
      @santoshkumarpradhan9003 10 ชั่วโมงที่ผ่านมา

      Arjuna babu satya ku sarba samukha re Prakasha karuchanti tankara chesta ku anek anek sadhubad

  • @Chihiruvlog
    @Chihiruvlog วันที่ผ่านมา +2

    ସଳା ମାଗିହା ତୁ ପ୍ରଭୁ ପ୍ରଭୁ କହୁଥିବୁ କାଶିଆ ପୁଅ ମାଧବକୁ କାସିଆ ପୁଅ ଲୁଚିଲୁଚି ସାରଥି ପରି ତୋ ଝିଅ ମାଇପ ଗେହୁଥିବ

    • @adyasatyayug6848
      @adyasatyayug6848 วันที่ผ่านมา

      Ye danav ta paapara ghada puri galani aau besi dina nahi

    • @satyacharya1561
      @satyacharya1561 วันที่ผ่านมา

      Madua bedhua maunsa khia ganjei khia tamakhu guthaka dhuan sabu rogagrasta hebe.Khaibaku milibani.Emiti katha kemiti kahiba?.Malika kan michha?Guru bakya kan michha hue?Sudhuri jao.Pravu boli kahaku man naman bhakti dhara re ruha.Ku bakya lekha nahi.

    • @manasranjansahoo6645
      @manasranjansahoo6645 วันที่ผ่านมา

      ଏଇ ଭାଇ ବନ୍ଧୁ କୁଟୁମ୍ବ ମାନଙ୍କୁ ନେଇ ଏତେ ଗର୍ବ ସମୟ ବଡ଼ ବଳବାନ ଗର୍ବ, ଦମ୍ଭ, ଅହଙ୍କାର, ଅଭିମାନ,ଯେତେବେଳେ ଚୁନା ହେଇଯିବ ସେବେ ନର୍କ ଯନ୍ତ୍ରଣା ଛଡା ଆଉ କିଛି ବି ପାରିବେନି 😮

    • @user-Abhilashjenamani
      @user-Abhilashjenamani 19 ชั่วโมงที่ผ่านมา

      ଲାଗୁଛି ତୋ ଘରେ ସବୁ ଏମିତି ସେଇଥିପାଇଁ ଏମିତି ହଉଚି ଆସିକି ଏଠି

    • @user-Abhilashjenamani
      @user-Abhilashjenamani 19 ชั่วโมงที่ผ่านมา

      ଘରେ ମା ଭଉଣୀ ଙ୍କୁ ଏମିତି କହୁଛୁ ବୋଧେ , ଯା ପ୍ରଥମେ ସଂସ୍କାର ଶିଖ୍ ତା ପରେ comment ଦବୁ

  • @rajlaxmipatro4370
    @rajlaxmipatro4370 วันที่ผ่านมา

    Bhagwan sri Krishna jetebele dwapara jugare asithile bahut kam loka janithile je se parama purusa bhagwan boli kintu kauthi kebe prakash karinathanti nijaku janibaloka janithile dayakari prabhuuu nku ete sasta bhabani ebe parjynta papi mane e sansarare achanti ta kemiti eha sambhaba je ama bhali papi mane e sansara ra narkare padi ghanti hauchanti se bhagwan nka chai b dekhiparibeni semane puni prabhuuu nka photo ku b darsana Kari paruchanti eha sambhaba nuhen dayakari e mayare padantuni karana jaumane sadhu semananka muhan ra teja hin kahideba je se sadhu boli kintu ethiru janankara b se sadhuta nahin tenu mun sadharana lokanka pai kahuchi ebhali kathaku biswas kari ajanatare papa arjana karantuni sandhana bhai purbaru tume malika barnita pithaku jai bhala video post karuthila kintu ebe kebala e video gudaka kahinki chaducha

  • @Si_pu310
    @Si_pu310 วันที่ผ่านมา

    ଲାଗୁଛି କଥାକାର କହିଵାର ଶୈଳୀ ଭଲଜଣା ।ମାଳିକାର ଭାବାର୍ଥ କିଛି ଜଣାନାହିଁ । ନୁଆ ପାଟଣା କ'ଣ ଭୁବନେଶ୍ୱର ? । ରାଜଧାନୀ କେବେଠାରୁ ହେଲାଣିକାହି କିଛି ହୋଇନାହିଁ । ପୁରା ଗାଲୁଆ କଥା । ଅଧ୍ୟାୟ ଟିକୁ ଦେଖୁଥିଵା ତଥା ଶୁଣୁଥିଵା ଭକ୍ତଜନ ମାନଙ୍କୁ ଅନୁରୋଧ ଆପଣମାନେ ଏହିକଥା ଲେଖି ରଖନ୍ତୁ ଏହା ଆଗକୁ କ'ଣ ହେଉଛି ଦେଖିଵେ । ପ୍ରଭୁ ଦେଖାଦେଲେ ଏଵଂ କହିଲେ ବ୍ୟକ୍ତି ଜଣଙ୍କ କେଉଁ ଯୁଗର ଭକ୍ତ କାହାର ସେବାକରିଵାକୁ ଆସିଛନ୍ତି ? । ଟିକେ ପଚାରି ଵୁଝିନିଅନ୍ତୁ ।

  • @slayeropbolte2978
    @slayeropbolte2978 วันที่ผ่านมา

    Jatak dele sata ta pada re padiniba.bhuat chalak madhia😂

    • @gitanjalidray6702
      @gitanjalidray6702 วันที่ผ่านมา

      Hum tume dekhiba apekha kara

    • @slayeropbolte2978
      @slayeropbolte2978 วันที่ผ่านมา

      @@gitanjalidray6702 angora kali khai na parile lhata.sei gotia katha janicha. ✋

    • @SwayanpravaRout-m6y
      @SwayanpravaRout-m6y วันที่ผ่านมา

      Chalak boli ta tama bhali papi tanku dakhiparuna.ame dekhichu,janichu se hin ama prabhu madhaba.

    • @BanamaliBaba
      @BanamaliBaba วันที่ผ่านมา

      ​@@gitanjalidray6702ଠିକ୍ କଥା ଆମେ ଅପେକ୍ଷା କରିଛୁ 😜😹😹

    • @adyasatyayug6848
      @adyasatyayug6848 วันที่ผ่านมา +1

      Kaha pakhare dum achhi prabhunka jaatak dekhiba, mlechha kauthika ra

  • @Chihiruvlog
    @Chihiruvlog วันที่ผ่านมา

    ସ୍ତୁତି ଚିନ୍ତା ମଣିର କେତେ ପ୍ରୁଷ୍ଟାରେ ଲେଖାଅଛି ରେ ମାଗିହା କହଟିକେ ଆମେ ଆଡେଇକି ଦେଖିବୁ ଟିକେ

  • @BanamaliBaba
    @BanamaliBaba วันที่ผ่านมา

    କାଶୀନାଥ ଙ୍କ ପୁତ୍ର ହିଁ କଳ୍କୀ କାହାକୁ ଅନ୍ୟତ୍ର ଖୋଜିବାକୁ ପଡ଼ିବନି ମୁଁ ଯାହା ଯାଣିଲି ଏମାନଙ୍କ କଥା ରୁ 😜😹😹😹😜

    • @user-Abhilashjenamani
      @user-Abhilashjenamani วันที่ผ่านมา

      ଯାହା ହେଉ ଏତେ ଦିନ ପରେ ଜ୍ଞାନ ଉଦୟ ହେଲା

    • @monishamohanty5632
      @monishamohanty5632 วันที่ผ่านมา +2

      କଳ୍କୀ ମାଳ ମାଳ ହେଲେଣି

    • @adyasatyayug6848
      @adyasatyayug6848 วันที่ผ่านมา

      ​@@monishamohanty5632jiye bhakt siye hin kalki nku chinhibe

    • @BanamaliBaba
      @BanamaliBaba วันที่ผ่านมา

      @@monishamohanty5632 , ହଁ 😜

    • @RMranju
      @RMranju วันที่ผ่านมา

      @BanamaliBaba ଡେରିରେ ହେଲେ ବି ମହାପ୍ରଭୁଙ୍କ କୃପାରୁ ସତ୍ୟ ଜାଣିପାରିଲେ ଆପଣ।🙏

  • @biswajits7909
    @biswajits7909 วันที่ผ่านมา

    Ete katha kahana Prabhu 13 janma kouthi heithile kaha Malika padhiichu kaha

  • @durgaprasadsahoo7985
    @durgaprasadsahoo7985 วันที่ผ่านมา +3

    Tautor gosti asiki ea malika ku nasta kari sarileni.. Business gote chalei chanti.

    • @BanamaliBaba
      @BanamaliBaba วันที่ผ่านมา +2

      ହଁ ଭାଇ 👍👍

    • @Runupatra-z9f
      @Runupatra-z9f วันที่ผ่านมา

      Bhai apananku jadi pasand asuni tahale video dekhantuni.

    • @BanamaliBaba
      @BanamaliBaba วันที่ผ่านมา +2

      ଏମାନେ ପ୍ରଭୁ ଙ୍କୁ ପାଇ ସାରିଛନ୍ତି 😜😜😜😜 କାରଣ କଳି ଯୁଗରେ ପ୍ରଭୁ ମାଳ ମାଳ 😹😹😹

    • @Runupatra-z9f
      @Runupatra-z9f วันที่ผ่านมา

      Jaha Satya bhai taha hin prakash karuchhanti kebala bhakta Mane bujhiparibe.

    • @Runupatra-z9f
      @Runupatra-z9f วันที่ผ่านมา

      Pravu ta jane bas kebala bhaba dwara hin tanku janiparibe tanka bhabkanka ninda kari nuhe.