Ehita Gote Prahasana.. Anganwadi re 3years age ru 5 years age Paryant Pila mane Admission hoanti..Gote Katha Dekhantu..SNP PRICE Deba Lagi Sarkar nka Pakhare Tanka Nanhi.. Esabu Prahasana Kari Labha Kana ???..
Bjp govt ku kn boka boli bhabucha SNP price debe tama centre ku 5 ti pila asile tame 30 pilara record mentaina kariba ebe anganwadi didi Suprabhaijara cdpo mane jo durniti karuthile taha kamiba jai bjp🙏
Old is gold.ଏହାହିଁ ସତ୍ୟ।ପୂର୍ବେ (କ ପ୍ରଥମ ଓ ଖ ପ୍ରଥମ) ଦୁଇଟି ଶ୍ରେଣୀ ଥିଲା। ନିମ୍ନ ପ୍ରାଥମିକ ବୋଲି କୁହାଯାଉଥିଲା।ପୁଣୀ ସରକାର ପୁରୁଣା ଢାଞ୍ଚାରେ ପାଦ ଦେବେ। ଧନ୍ୟବାଦ।
Right 👍
ଶିକ୍ଷକ ମାନଙ୍କୁ ଠିକା ନିଯୁକ୍ତି ରେ ମାତ୍ର ୯ ହଜାର ମାସକୁ ଦରମା ଦେବେ ମୋହନ ସରକାର ପେଟରେ ଓଦାକନା ପକାଇ ଶିକ୍ଷକ ଟି କଣ ପଢାଇବ ଗୁଣାତ୍ମକ ଶିକ୍ଷା ଆଶା କରିବା ବୃଥା
bjp ra system vrasta haigala,
ପ୍ରକୃତ ଶିକ୍ଷକ ପାରିଶ୍ରମିକ ଦେଖେ ନାହିଁ। ଠିକା ବ୍ୟବସ୍ଥା ଉଚ୍ଛେଦ ତଥା କେନ୍ଦ୍ରୀୟ ହାର ରେ ଦରମା ପ୍ରଦାନ ଦାବୀ ଯଥାର୍ଥ। କିନ୍ତୁ ଦାବୀ ପୂରଣ ନହେଲେ ଯେ ଶିକ୍ଷା ଦାନ ହୋଇ ପାରିବନାହିଁ ଏକଥା ଭାବିବା ଭୁଲ୍। ଇତିହାସ କୁ ଦେଖନ୍ତୁ, ପ୍ରାରମ୍ଭିକ ପର୍ଯ୍ୟାୟରେ ଖୁବ୍ ସ୍ୱଳ୍ପ ଦରମା ମିଳୁଥିଲେ ବି ପ୍ରକୃତ ଶିକ୍ଷକ ନିଜର କର୍ତ୍ତବ୍ୟ କୁ ପ୍ରାଧାନ୍ୟ ଦେଇ ଆସିଛି।
Plz explain clearly age and persentage in certificate
Ok
Kebe thu posting heba
Anganwadi re thiba darkar na alga mane bi form apply kariparibe
Contractual salary only Rs.9000/-has been given to the Jt.Teacher how it is possible quality education from these Teacher???
ଯଦିଓ ଦରମା କମ୍ ଅଛି କିନ୍ତୁ ନୂତନ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅତ୍ୟନ୍ତ ମେଧାବୀ ଓ talented ମଧ୍ୟ। ସେମାନେ ପ୍ରୟାସ କଲେ ଓଡ଼ିଶା ର ଶିକ୍ଷା ବ୍ୟବସ୍ଥା କୁ ସୁଧାରି ଏକ ନୂତନ ଦିଗନ୍ତ ଦେଇ ପାରିବେ। ପ୍ରକୃତ ଶିକ୍ଷକ ଶିକ୍ଷାଦାନ ସମୟରେ କେତେ ଦରମା ପାଉଛି ସେକଥା ଭାବି ନ ଥାଏ।
😊
NEP2020 ର 5+3+3+4 ନିୟମ କଉଠି କାର୍ଯ୍ୟକାରୀ ହଉଛି.
ନୂଆ ଶିକ୍ଷା ବର୍ଷ ରୁ ହେବ
DECE course re miliba ki
Tame karicha ki cirtificate milichi
kain mana ichha kahuchha ebe prechildhood eduaction training nele hin anganwadi re jobbmiliba uu sishybatika ku sei CT DELEd pila padheiebe
ଶ୍ରେଣୀ
ବୟସ ର ଏକ ସାରଣୀ ପଠାନ୍ତୁ
Ehita Gote Prahasana.. Anganwadi re 3years age ru 5 years age Paryant Pila mane Admission hoanti..Gote Katha Dekhantu..SNP PRICE Deba Lagi Sarkar nka Pakhare Tanka Nanhi.. Esabu Prahasana Kari Labha Kana ???..
Bjp govt ku kn boka boli bhabucha SNP price debe tama centre ku 5 ti pila asile tame 30 pilara record mentaina kariba ebe anganwadi didi Suprabhaijara cdpo mane jo durniti karuthile taha kamiba jai bjp🙏
worker nijukti qualification anusare deba katha sarkar jaha karuchhanti thik kaleni
Earo age limit kete hebo
ଶିଶୁ ବାଟିକା 5-6 ବର୍ଷ ବୟସ
Aww nkara darama kete badhiba
Govt will decide
Deled pila eligible ki
Yes
ECO kam karantu sir
Good explanation