ବେଙ୍ଗକୁ ରାବଣ ମାଇପ କେମିତି କଲା|| Nilanchala Mishra Bharat Lila| Odia Bharat Lila | Gahani Prasna Uttar

แชร์
ฝัง
  • เผยแพร่เมื่อ 15 ก.ย. 2024
  • ମା ନାରାୟଣୀ ନାଟ୍ୟ କଳା ସଂସଦ ଭାଲିଆଝୋଳା ଗଞ୍ଜାମ
    ଦ୍ୱାରି - ଶ୍ରୀ ନିଳାଞ୍ଚଳ ମିଶ୍ର
    ଯୋଗାଯୋଗ - 94377 51472, 70083 92387 , 80187 45047
    କେମେରା ପାଇଁ ଯୋଗାଯୋଗ - 9178828996 , 8144223757
    ଭିଡିଓ ଭଲ ଲାଗିଲେ share,like , comments କରନ୍ତୁ
    ସିକିରି ଗ୍ରାମରେ ନାଟକ ମଞ୍ଚସ୍ଥ ହୋଇଥିଲା

ความคิดเห็น • 30

  • @sanghamitrapanda3809
    @sanghamitrapanda3809 16 วันที่ผ่านมา +13

    ବହୁତ ସୁନ୍ଦର ପରିବେଷଣ କରିଛନ୍ତି ମିଶ୍ର ଆଜ୍ଞା । ସାଦର ପ୍ରଣାମ । ଏ ବିଷୟ ଅନ୍ୟ ଦ୍ବାରୀ ମାନେ କରିଛନ୍ତି କିନ୍ତୁ ଆପଣ ପୂର୍ବାପର ସମସ୍ତ ବିଷୟ ଖୁବ୍ ସୁନ୍ଦର ଭାବରେ ପରିବେଷଣ କରିଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ଯବାଦ । ଭଗବାନ ଆପଣ ଙ୍କର ସର୍ବାଙ୍ଗୀନ ଉନ୍ନତି କରନ୍ତୁ । ଧନ୍ଯବାଦ ଆରେକ ଷ୍ଟୁଡିଓ ।

  • @KrishnaMandal-lw6eh
    @KrishnaMandal-lw6eh 16 วันที่ผ่านมา +4

    Nice nilanchala mishra... All videos

  • @shesadevsahu6401
    @shesadevsahu6401 16 วันที่ผ่านมา +5

    ନୀଳାଚଳ ମିଶ୍ର ସାର ବହୁତ ବଢିଆ ପରିବେଷଣ କରୁଛନ୍ତି ଆପଣ ଏବଂ ଆପଣଙ୍କର ସମସ୍ତ ନୃତ୍ୟ କାର ସମସ୍ତେ ବଢିଆ 🙏ଧନ୍ୟବାଦ

    • @shesadevsahu6401
      @shesadevsahu6401 15 วันที่ผ่านมา +2

      ଆଜ୍ଞା ଆପଣଙ୍କର ମୋବାଇଲ ନମ୍ବର ଟିକେ ଦଉନ

    • @sanghamitrapanda3809
      @sanghamitrapanda3809 14 วันที่ผ่านมา

      ​@@shesadevsahu6401video re achi sir nka number .

  • @SudarsanaBehera-b4p
    @SudarsanaBehera-b4p 4 วันที่ผ่านมา

    Goodverygood

  • @niranjansahu9254
    @niranjansahu9254 4 วันที่ผ่านมา

    Niic

  • @pallagayakpanchanan5065
    @pallagayakpanchanan5065 16 วันที่ผ่านมา +40

    ଏଭଳି ନାଟକ ପରିବେଷଣ ହେବା ଉଚିତ, ଯାହାକି ଓଡିଶା ତୁମକୁ କଳାକାର ପରିଚୟ ଦେବ ।ତୁମେ ଯେଉଁ କଳା ପରିବେଷଣ କରୁଛ ଜୀବନ ସାରା ଏଭଳି କଳା ପରିବେଷଣ କଲେ ମଧ୍ୟ ଆମ ଗଞାମ ବ୍ଯତିତ ଓଡିଶାରେ ତୁମକୁ କେହି କଳାକାର ବୋଲିକହିବେ ନାହିଁ ।ଏଭଳି ଅପସଂସ୍କୃତିକୁ ଛାଡି ଯଥା ସ୍ଥାନରେ ତଥା ଶଦ୍ଦ ବ୍ୟବହାର କର ।ଭଞ୍ଜ ମାଟିର ନାଟୁଆ ହେଇ ତୁମକୁ ଅଭିଧାନରେ ଶଦ୍ଦ ମିଳୁନି । ମଞ୍ଚରେ ମାଇପ , ଶଳା ଆଦି ଶଦ୍ଦ ପ୍ରୟୋଗ ସମୀଚିନ ହେଉନାହିଁ ।

    • @RKstudiopage
      @RKstudiopage  16 วันที่ผ่านมา +8

      ଆପଣଙ୍କ ଫୋନ ନମ୍ବର ଟା ଦିଅନ୍ତୁ ସାର୍ ପଞ୍ଚାନନ ପାଲା ଗାୟକ ସାର୍

    • @sanghamitrapanda3809
      @sanghamitrapanda3809 16 วันที่ผ่านมา +11

      ପଞ୍ଚାନନ ଆଜ୍ଞା ଆପଣ ଙ୍କୁ ମୋର ପ୍ରଶ୍ନ ପାଲା ରେ ମଝିରେ ମଝିରେ ଆଧୁନିକ ତଥା ଅଶ୍ଲିଳ ଗୀତ ଏଇ ଯେମିତି ଶଶୁର ଦୁଆରେ ପାଦ ଦଉ ଦଉ ଶାଳୀ ନିଅନ୍ତା କି ଭିଡି ଲୋ ଏହା ପାଲା ରେ କେତେ ଦୂର ଠିକ୍ ? ପାଲା କଳାକାର ଖରାପ ଭାଷା ବ୍ଯବହାର କରୁନାହିଁ ନ୍ତି? ଆଉ ରହିଲା ଭାରତ ଲୀଳା କଥା ସେଥିରେ ବାୟା ଚରିତ୍ର ସଂପୂର୍ଣ୍ଣ କାଳ୍ପନିକ ଯାହା କେବଳ ମନୋରଞ୍ଜନ ପାଇଁ ଉଦିଷ୍ଟ । ଯାହା କୁ କହୁଛନ୍ତି କଳାକାର ପରିଚୟ ପାଇ ବେନି । ଅଦ୍ୟାବଧି ବହୁତ ଜାଗା ରେ ସେ ମହାଶୟ ସନମ୍ମାନିତ ହୋଇ ସାରିଲେଣି । ଆଉ ମୁଁ ସଂଘମିତ୍ରା ପଣ୍ଡା ଯଥା ସମ୍ଭବ ଚେ଼ଷ୍ଟା କରୁଛି ଏ ବର୍ଷ ଏ ଦଳ ରାଜ୍ଯ ସ୍ତରରେ ସନମ୍ମାନିତ ହେବେ । ମାଇବ ଯାହାର ଅର୍ଥ ମା ହେବାକୁ ଯିଏ ଯୋଗ୍ୟ । ତାହା କାଳକ୍ରମେ ଅପଭ୍ରଂଶ ହୋଇ ଗାଁଉଳି ଶଦ୍ଦ ମାଇପ ହୋଇଯାଇଛି । ଶଳା ଶଦ୍ଦ ଟି ଯଦି ଖରାପ ତାହାହେଲେ ଆପଣ ଙ୍କ ପତ୍ନୀ ଙ୍କ ର ଭାଇ ଆପଣ ଙ୍କ ର କଣ ହେବେ କୁହନ୍ତୁ । ଗଞ୍ଜାମର ସବୁ ଟିମ୍ ରେ ଅଶ୍ଲିଳ ଶଦ୍ଦ ବ୍ଯବହାର କରାଯାଉଛି କେତେ ଟା ଟିମ୍ କୁ ଏପରି କମେଣ୍ଟ ଦେଇଛନ୍ତି । ମୋତେ ଯାହା ଲାଗୁଛି ଏ ଟିମ୍ ର ଲୋକ ପ୍ରିୟତା ଆପଣ ଙ୍କ ର ହଜମ ହେଉନି । ମନେ ରଖିଥିବେ ବହୁ ବିଶିଷ୍ଟ ପାଲା ଗାୟକ ଏଇ ଯେମିତି ଶିଶିର ପାଢ଼ୀ ମହୋଦୟ , ହୋତା ଆଜ୍ଞା, ଏମିତି ବହୁତ ପାଲା ଗାୟକ ମୋତେ ମା ବୋଲି ସଂବୋଧନ କରନ୍ତି । ଆଗ ନିଜର ପରିଚୟ ତିଆରି କରନ୍ତୁ ତାପରେ ଆଉ କାହା କଥା ଚିନ୍ତା କରିବେ ।

    • @user-yh2bq9xu9l
      @user-yh2bq9xu9l 16 วันที่ผ่านมา +6

      Kia ba aeta nijaku kalakara bhabuchi satara kala kara haethele amiti kahino thanta

    • @RKstudiopage
      @RKstudiopage  16 วันที่ผ่านมา +5

      ଆପଣ କାହାକୁ କହୁଛନ୍ତି ପାଲା ଗାୟକ କୁ କହୁଛନ୍ତି କି

    • @user-yh2bq9xu9l
      @user-yh2bq9xu9l 16 วันที่ผ่านมา +4

      @@RKstudiopage hn mu tanku hi kahuchi

  • @nabakishorerana8844
    @nabakishorerana8844 16 วันที่ผ่านมา +3

    ଏ ନୂଆ ଝିଅଟି ସୁନ୍ଦର ନାଚୁଛି