Natia Comedy Part 296 || Bidyaran

แชร์
ฝัง
  • เผยแพร่เมื่อ 6 ต.ค. 2024

ความคิดเห็น • 1.4K

  • @utkalcartoonworld
    @utkalcartoonworld  ปีที่แล้ว +468

    1win Link: 1winin.top/eng/UTKAL500
    Promo: UTKAL500

  • @iRedditTales
    @iRedditTales ปีที่แล้ว +188

    ସତରେ ଏ episode ଟି ବହୁତ୍ ସୁନ୍ଦର ହେଇଚି। ଏ ଥିରେ ସମସ୍ତ ଙ୍କର ପିଲା ଦିନ ର ସ୍ମୃତି ଅଛି ।। I lv natia comedy

  • @ipsitakar1416
    @ipsitakar1416 ปีที่แล้ว +62

    Eilo banchaaa🤣🤣🤣 ki madoo...nice dialogue 🤭🤭🤭 lots of love for you utkala cartoon ☺️❤️

  • @MrBaleshwariatapu1245
    @MrBaleshwariatapu1245 ปีที่แล้ว +91

    Good morning ☀️ to all the Utkal carryon world team
    ପିଲା ଦିନ କଥା ମନେ ପଡିଗଲା ସକାଳୁ ସକାଳୁ
    Thank you 😊 all
    ଜୟ ଜଗନ୍ନାଥ

    • @laxmidharmaharana5126
      @laxmidharmaharana5126 ปีที่แล้ว +2

      ବହୁତ ସୁନ୍ଦର ହେଇଛି ହସି ହସି ପେଟ ଦରଜ ହେଇଗଲା, ପିଲା ଦିନ, କଥା ମନେ ପକେଇ ଭାରି ଖୁସି ଲାଗିଲା,ଜୟ, ଜଗନ୍ନାଥ

    • @Subhashree0987
      @Subhashree0987 16 วันที่ผ่านมา +1

      Good night 🙏🙏 Jay jagannath 🙏

    • @Subhashree0987
      @Subhashree0987 16 วันที่ผ่านมา +1

      Good night 🙏🙏 Jay jagannath 🙏

  • @subhadra_123
    @subhadra_123 ปีที่แล้ว +82

    ବହୁତ ସୁନ୍ଦର ଏପିସୋଡ୍❤ବହୁତ ସୁନ୍ଦର ଲାଗିଲା💛ସକାଳୁ ସକାଳୁ ଦେଖି ବହୁତ ଖୁସି ଲାଗିଲା💛ଆଉ କେଉଁମାନଙ୍କୁ ଭଲ ଲାଗିଲା👍

  • @rojalin3974
    @rojalin3974 ปีที่แล้ว +13

    ଇରେ ଭାଞ୍ଚା 😆🤣🤣🤣 ୱର୍ଡ ସୋ ଫନି

  • @Madhaba_Dora
    @Madhaba_Dora ปีที่แล้ว +55

    ବିଦ୍ୟାରାଣ ପକେଇ ଯେଉଁ ଭାବରେ ନେଉଳ Natia,Gandu ସମସ୍ତ ଙ୍କୁ Homework କରଉଥିଲା ! ଶେଷରେ ନେଉଳ ଠିକ୍ ଦଣ୍ଡ ପାଇଛି ! ପିଲା ଦିନର। ସ୍ମୃତି ମନେ ପଡିଗଲା 🥰 ନେଉଳ ର ହସ Very Awesome 😀ନଟିଆ ଆମର ମେନ୍ ଟୋକାଟା ଆଉ !!!👊

  • @sunilbehera4609
    @sunilbehera4609 ปีที่แล้ว +70

    School jiba pain breakfast kala time Natia dekhi khaiba ki maja 😍

  • @rourkelasodiavloggerreema2930
    @rourkelasodiavloggerreema2930 ปีที่แล้ว +72

    ପିଲାଦିନ ସ୍ମୃତି ତାଜା ହେଇଗଲା ♥️♥️ କେତେ ଭଲ ଥିଲା ସେ ଦିନ 😒😒

  • @gamersanju7193
    @gamersanju7193 ปีที่แล้ว +927

    ଯେଉଁମାନେ ନଟିଆ କମେଡି କୁ ହୃଦୟରୁ ଭଲପାଅ 👍 କର 🥰

  • @dusmantadipa5360
    @dusmantadipa5360 ปีที่แล้ว +68

    ଏ episode ଦେଖିଲାପରେ ସ୍କୁଲ ସାଙ୍ଗ ସାଥି ସବୁ ସ୍ମୁତି ଗୋଟି ଗୋଟି ମନେପଡୁଛି, ଆଉଥରେ ସ୍କୁଲ ଯିବାକୁ ମନହଉଚି thank u utkal kartun world❤️❤️❤️❤️❤️❤️❤️🌹🌹🌹🌹🌹🌹

  • @odiakahani2
    @odiakahani2 ปีที่แล้ว +96

    ଯେଉଁ ମାନେ ଏ କମେଣ୍ଟ ପଢୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ ତାଙ୍କ ଚଲା ପଥକୁ କୁସୁମିତ କରନ୍ତୁ 🙏🙏🌺

  • @Funtown4687
    @Funtown4687 ปีที่แล้ว +66

    ବହୁତ ଧନି ଥିଲୁ ପିଲାଦିନେ ଆମେ ଆମର ବି ଜାହାଜ ଚାଲୁ ଥିଲା ବରଷା ପାଣିରେ 🥺🥺🥺🥺❣️❣️

  • @odiapk9855
    @odiapk9855 ปีที่แล้ว +14

    ଆମ ପିଲା ଦିନରେ ବି ଏମିତି ହୁଏ।🤣🤣🤣 ଏ ନେଉଳ ଟା ଭାରି ଦୁଷ୍ଟ।🤣 ଠିକ୍ ହେଈଛି ଏ ନେଉଳ ସହ।🤣🤣🤣

  • @sarojjenacoolboy9429
    @sarojjenacoolboy9429 ปีที่แล้ว +23

    😂😂😂😂 ସତରେ ସମ୍ପୂର୍ଣ୍ଣ ହୃଦୟସ୍ପର୍ଶୀ ପିଲା ବେଳର ସ୍ମୃତି ତାଜା ହେଇଗଲା। ଏବେ ବି ମଧ୍ୟ ଛୋଟ ଛୋଟ କଥାରେ କଲେଜ୍ ରେ ପାଟିରୁ ବାହାରି ଆସେ 😂😂😂 ପାଠ ରାଣ ବୋଲି 😂😂😂😂😂😂😂😂😂😂😂😂😂😂

  • @SRS_TECH_OFFICIAL
    @SRS_TECH_OFFICIAL ปีที่แล้ว +5

    ଯେଉଁ ମାନେ ନଟିଆ lover❤️👍 dilse like

  • @Krishnadasbls180
    @Krishnadasbls180 ปีที่แล้ว +31

    8:34 ସବୁ sir ଦିଦି ଙ୍କ ଠୁ ମାଡ଼ ଖାଇଲା😂😂😂

  • @babulparidavlogs
    @babulparidavlogs ปีที่แล้ว +114

    ଆଜି ମୁଁ ଫାଷ୍ଟ ଦେଖିଲି,ମଜା ଆସିଗଲା, ନଟିଆ କମେଡି କାହାକୁ ଭଲ ଲାଗେ , comment କର

    • @Madhaba_Dora
      @Madhaba_Dora ปีที่แล้ว +4

      ❤️

    • @radhikanayakrinky811
      @radhikanayakrinky811 ปีที่แล้ว +2

      Bhai jadi vl lagila satare then subscribe karantu ☺️☺️

    • @jyotshnameher152
      @jyotshnameher152 ปีที่แล้ว +2

      Mate bhal lage🙋‍♀️

    • @babulparidavlogs
      @babulparidavlogs ปีที่แล้ว +1

      @@jyotshnameher152 good ❤️❤️❤️

    • @babulparidavlogs
      @babulparidavlogs ปีที่แล้ว +1

      @@radhikanayakrinky811 hn hee karideichi❤️❤️

  • @jituchinara2663
    @jituchinara2663 ปีที่แล้ว +9

    ବାବାରେ ନେଉଳ ଉପରେ କି ମାଡ଼...... 😂

  • @beherarailway9996
    @beherarailway9996 ปีที่แล้ว +82

    ଦେଖିବା କେତେଜଣ ନେଉଳର talking style କୁ ଭଲପାଅ ଗୋଟେ ଗୋଟେ like ହଉ♥️♥️♥️

  • @bhagbatpradhan2365
    @bhagbatpradhan2365 ปีที่แล้ว +24

    ନେଉଳ ର ଡାଇଲୋଗ୍ ଟା ଭଲ ଲାଗିଲା ରେ ବାଞ୍ଛା କି ମାଡ଼ 🤣😄🤣👌

  • @satyabratabehera2.0
    @satyabratabehera2.0 ปีที่แล้ว +7

    ମଜା ଆସିଗଲା 🥰 ଯିଏ ଏଇ ଭିଡିଓ ଦେଖିଲ ଲାଇକ ଗୋଟେ ହ‌ଉ 👍
    ଜୟ ଜଗନ୍ନାଥ ⭕‼️⭕

  • @sumitrapanda5382
    @sumitrapanda5382 ปีที่แล้ว +12

    ନେଉଳ ଭାଇ ବିଦ୍ୟାରଣ ର ଜଳଖିଆ କେତେ tastey thila😜😜💃

  • @sulagna8275
    @sulagna8275 ปีที่แล้ว +24

    Sakalu sakalu natia Bhai ku dekhi mana khusi heigala ❤️❤️

  • @youngstar_motivation_420
    @youngstar_motivation_420 ปีที่แล้ว +14

    ବିଦ୍ୟାରାଣ ଫିଲ୍ମ୍ ଯେମିତି ଲାଗୁ ପଛେ କିନ୍ତୁ ଏହି କମେଡି ତା ଠୁ ଭଲ ଲାଗିଲା 🤣🤣

  • @Madhaba_Dora
    @Madhaba_Dora ปีที่แล้ว +19

    Natia Comedy Always Awesome 😀 ଜୟ ଜଗନ୍ନାଥ 🙏

  • @Mytiny_wings
    @Mytiny_wings ปีที่แล้ว +184

    Missing the sweetest moments of childhood ❤️❤️🙏

  • @smtoonturkce
    @smtoonturkce ปีที่แล้ว +8

    *Thank you so much making my morning fresh*

  • @sujataworld9009
    @sujataworld9009 ปีที่แล้ว +4

    ବହୁତ ଭଲ ଲାଗେ ନଟିଆ କମେଡି 🤗🤗🤗

  • @lcthoughts5813
    @lcthoughts5813 ปีที่แล้ว +5

    Ame Chhota bele emiti hauthilu 😂😂😂

    • @khusi2807
      @khusi2807 ปีที่แล้ว

      Hn ame bi amiti huthilu 😍😁😜😂😆😆

  • @subhasmitapanda4315
    @subhasmitapanda4315 ปีที่แล้ว +13

    ଦିଦି ବହୁତ ସୁନ୍ଦର ଦେଖା ଯାଉଛନ୍ତି 😍

  • @nikitapanigrahi4779
    @nikitapanigrahi4779 ปีที่แล้ว +12

    Childhood memory....vidyarana

  • @gayatripuhan6345
    @gayatripuhan6345 ปีที่แล้ว +4

    Hau😀😜 bidyran😜😜 sarila 😋 maa ran 😜ta hau👌👌👌

  • @shortvideowithguddy7662
    @shortvideowithguddy7662 ปีที่แล้ว +149

    Gendu & natia both are cute ☺️☺️

  • @Mr.AkAlok
    @Mr.AkAlok ปีที่แล้ว +45

    ପିଲାବେଳ ବହୁତ ସୁନ୍ଦର ଥିଲା, ଏବେ ବଡ଼ ହେଲା ପରେ ଆଉ ସେ ଖୁସି କୋଉଠି ଅଛି। ପିଲାବେଳ ସମୟ ସବୁଠୁ ଭଲ।

  • @yash_raj0228
    @yash_raj0228 ปีที่แล้ว +6

    ମଜା ଆସି ଗଲା video ଟା ଦେଖି କି 🥰🥰

  • @lokanathbehera7323
    @lokanathbehera7323 ปีที่แล้ว +44

    So sweet Natia comedy 😍😍

  • @srinibashswain-0789
    @srinibashswain-0789 ปีที่แล้ว +7

    ବହୁତ ଭଲ ଲାଗିଲା ଏ ବିଦ୍ୟାରାଣ ଓ କି ମାଡ 😊😀🤪

  • @RahulKumar-zi8rj
    @RahulKumar-zi8rj ปีที่แล้ว +13

    Sakalu sakalu maja ashigala bidyarana🤣🤣🤣

  • @rituskitchen9211
    @rituskitchen9211 ปีที่แล้ว +15

    All your contents are very good and learning oriented. Please make a video on plastic use and how animals are dying by consuming these used plastics. #natiacomedy waiting for your response.

    • @utkalcartoonworld
      @utkalcartoonworld  ปีที่แล้ว +4

      already made a story. named as plastic ban. yiou can check

    • @twins7274
      @twins7274 ปีที่แล้ว +2

      @@utkalcartoonworld hn 🤗ame ta dekhechha☺bahuta bhal heichhi 👌👌👌👌

    • @rituskitchen9211
      @rituskitchen9211 ปีที่แล้ว +1

      @@utkalcartoonworld thank you so much ☺️

    • @anilkumarpradhan9459
      @anilkumarpradhan9459 ปีที่แล้ว

  • @user-gi2ef9lg8h
    @user-gi2ef9lg8h ปีที่แล้ว +34

    NATIA. AND.GAANDU VOICE VERY CUTE 😍😍😍

  • @jitanchinara8650
    @jitanchinara8650 ปีที่แล้ว +3

    ବହୁତ୍ ଭଲ ଲାଗିଲା Thank you for natia comedy😊 👍

  • @chitrabagarty46
    @chitrabagarty46 ปีที่แล้ว +14

    ଯେଁମାନେ ନଟିଆ କମେଡି ଦେଖୁଛ 👍

    • @Kbtechdesia
      @Kbtechdesia 3 หลายเดือนก่อน +1

      Sexy video dikuchu😂😂

    • @SahibNabi-hn4xc
      @SahibNabi-hn4xc 3 หลายเดือนก่อน

      @@Kbtechdesia chal bu ka ,😂😂😂

    • @pradeepbehera1919
      @pradeepbehera1919 2 หลายเดือนก่อน +1

      @@Kbtechdesia 🍆🍆ତ ସାଙ୍ଗ ରେ କଚ କଚ କରିବାକୁ ଇଛା ହଉଛି 🍆ଖରାପ ଲାଗୁନି ତୁମକୁ. ନାଟିଆ କମେଡି ବଦନାମ କରୁଚ 🍆ତୁମପରି କଚ କଚ ଝିଅ ମାନେ ଭିଡ଼ିଓ କୁ ବଦନାମ କରନ୍ତି 🍆🍆🍆🥕🥕🥕🥕

  • @pravasini6600
    @pravasini6600 ปีที่แล้ว +91

    I remember my childhood school memories 🥰😘😂🤣

  • @TheRealFact45
    @TheRealFact45 ปีที่แล้ว +5

    ସକାଳ ରେ video dekhili ମଜା ଆସିଗଲା
    Aou ପିଲା ଦିନ ର କଥା ମନ ପଡିଗଲା

  • @rimasahuofficial
    @rimasahuofficial ปีที่แล้ว +12

    Wow really fantastic episode...... mind blowing🥰❤️
    Natia comedy show is the best comedy show 👍 nd my all time favourite show ♥️🥰♥️

  • @pitamart1432
    @pitamart1432 ปีที่แล้ว +8

    ଆଜି ମୁଁ 10 ମିନିଟ କାମ ଛାଡ଼ିକି ନାଟିଆ comedy ଦେଖିଲି ❤️❤️❤️

  • @amiyabehera4991
    @amiyabehera4991 ปีที่แล้ว +4

    ବିଦ୍ୟାରାଣ 😁😂

  • @rosyphandakar9543
    @rosyphandakar9543 ปีที่แล้ว +12

    Gendu aau natia ra friendship mind blowing🥰

  • @jyotshnameher152
    @jyotshnameher152 ปีที่แล้ว +6

    Aji ra episode Maja asigala 😄😄😄😆😆😆😆

  • @chandanpatraepsita8335
    @chandanpatraepsita8335 ปีที่แล้ว +9

    ଯଉ ମାନେ COMMENT ଆଉ MESSGE ପଢୁଛ ପ୍ରଭୁ ତମକୁ ଖୁସିରେ ରଖତୁ କାଳିଆ ଠାକୁରକୁ ଗୁହାରି କରୁଛି ପିତା ମାତା ଭାଇ ଭଉଣୀ ସମସ୍ତେ ଖୁସିରେ ରୁହତୁ 🥰🥰
    🙏🙏 ଜୟ ଜଗନ୍ନାଥ 🙏🙏

  • @Krishnadasbls180
    @Krishnadasbls180 ปีที่แล้ว +2

    ବିଦ୍ୟାରାଣ 😏🤝

  • @rabindrakumarnayak5183
    @rabindrakumarnayak5183 ปีที่แล้ว +12

    So beautiful

  • @siddharthrout4485
    @siddharthrout4485 ปีที่แล้ว +10

    ସେ ନେଉଳ ମାଡ଼ ଖାଇଲା ବେଳେ ମୋତେ ଭାରି ଭଲ ଲାଗିଲା 😝🤣😁

  • @brahmanandakanhar614
    @brahmanandakanhar614 ปีที่แล้ว +27

    ଅନେକ ଦିନ ପରେ ପିଲା ଦିନର କଥା ମନେ ପକେଇଦେ ଲା ନଟିଆ କଟୁନୁ 😂😂😂

  • @artisambalpurivlog7053
    @artisambalpurivlog7053 ปีที่แล้ว +2

    ସତରେ ପିଲା ଦିନ କଥା ମନେପଡିଗଲା

  • @Bikash.mohanta
    @Bikash.mohanta ปีที่แล้ว +18

    ବହୁତ ସୁନ୍ଦର episode. ପିଲା ଦିନର ସ୍ମୃତି ମୋନେ ପଡ଼ିଗଲା।😍😍😍😍

  • @DjRAJENDRAMIX
    @DjRAJENDRAMIX ปีที่แล้ว +5

    Pila Dina Smuti Mane Padi Gala 😘😘😘

  • @mamaliswain2238
    @mamaliswain2238 ปีที่แล้ว +9

    Jeun mane natia comedy dekhuchanti samastanka bapa maamku jagannath bhalare rakhantu🙏🏻🙏🏻🙏🏻🙏🏻

    • @JitendraKumar-js7ky
      @JitendraKumar-js7ky ปีที่แล้ว

      Apananku be bandhu.. jagannath bhalare rakhithantu...

  • @rajeswaribarik295
    @rajeswaribarik295 ปีที่แล้ว +19

    I love natia comedy 🥰🥰🥰

  • @bmsrabani1010
    @bmsrabani1010 ปีที่แล้ว +5

    Natia ra vidyaran ,😂😂😅😅 so beautiful 🥰

  • @khemudumenaka7672
    @khemudumenaka7672 ปีที่แล้ว +24

    Really our school 🏫 life memory 😍😍

  • @sisirkumar8047
    @sisirkumar8047 ปีที่แล้ว +4

    ପିଲାଦିନେ ସମସ୍ତଙ୍କ ସହିତ କେବେ ନା କେବେ ଏମିତି ଘଟିଥିବ
    ବହୁତ ସୁନ୍ଦର ଥିଲା ସେ ଦିନସବୁ 😍❤️

  • @agrajanayak2389
    @agrajanayak2389 ปีที่แล้ว +15

    Jay Jagannath🙏🙏
    Very interesting story Utkal Babu😂😂👌👌

  • @keshabgouda59
    @keshabgouda59 ปีที่แล้ว +8

    ଭାଇ ସତ ରେ ପିଲା ଦିନ କଥା ମନୀ ପଡ଼ିଗଲା ଆଉ 😔😔😔

  • @sudharanijally4508
    @sudharanijally4508 ปีที่แล้ว +7

    ବିଦ୍ୟାରଣ କମେଡି଼ ଦେଖି ପିଲା ଦିନ କଥା ମନେ ପଡିଗଲା 😂

  • @bizu_the_explorer
    @bizu_the_explorer ปีที่แล้ว +6

    ନଟିଆ ଆମର main ଟୋକାଟା 😀🥀😍

  • @jagannathdas6464
    @jagannathdas6464 ปีที่แล้ว +2

    Neulo is best character 👍👍👍

  • @tufanrath5139
    @tufanrath5139 ปีที่แล้ว +7

    Episode Dekhila Pare Mind Pura Fresh Heigala Re Banchaa Ki Mado 🤣🤣🤣🤣🤣

  • @Runukunu
    @Runukunu ปีที่แล้ว +1

    ବହୁତ ସୁନ୍ଦର 👍👍

  • @sanjibamishra2481
    @sanjibamishra2481 ปีที่แล้ว +5

    ନଟିଆ କୁ ଯିଏ ଭଲ ପାଅ 👍🏻 କରିଦିଅ

    • @sanjibamishra2481
      @sanjibamishra2481 ปีที่แล้ว +1

      ନିଜ ମନ ରେ ଜଦି ନଟିଆ ପାଈ ଭଲ ପାଈବା ଅଛି 👍🏻 କର

  • @mantupanda8751
    @mantupanda8751 ปีที่แล้ว +3

    Sakhalu sakhalu natia comedy dekhibaku kou mananku sabu bhala lage ??? ☺️☺️☺️☺️☺️

  • @sbgamer6818
    @sbgamer6818 ปีที่แล้ว +3

    Super😇😇

  • @p.jagadiswaraprusti5125
    @p.jagadiswaraprusti5125 ปีที่แล้ว +9

    Dear utkal Cartoon World
    Please make the video of natia in which he topped in his class by hardworking in day night 24 hours and listening with his school teachers subjects and goli sir with all teachers congratulates him and gives the reward to him

  • @rdcreation.5440
    @rdcreation.5440 ปีที่แล้ว +4

    I remember my school 🏫 memories 😂 and miss you my all'friends

  • @bikashmohanta9730
    @bikashmohanta9730 ปีที่แล้ว +2

    Very nice concept❤️

  • @Sakunimama9
    @Sakunimama9 ปีที่แล้ว +4

    କିଏ କିଏ ଆଜିର ସମୟ ରେ ବି ନଟିଆ କମେଡି ପାଇଁ ସମୟ ଦେଇଛନ୍ତି, ହାତ ଟେକ

  • @sumantapradhan687
    @sumantapradhan687 ปีที่แล้ว +1

    ଆଜି ମୋର ପିଲା ଦିନର school 🏫 କଥା ମନେ ପଡିଗଲା,,କେତେ ଭଲ ଥିଲା ପିଲା ଦିନର ସ୍ମୁତି,,

  • @aloksahu7425
    @aloksahu7425 ปีที่แล้ว +4

    ଜୟ ଜଗନ୍ନାଥ 🙏❤️

  • @paputvodia
    @paputvodia ปีที่แล้ว +2

    ବହୁତ ସୁନ୍ଦର Thank you 😊 all

  • @subhamreddy1
    @subhamreddy1 ปีที่แล้ว +4

    ବହୁତ ସୁନ୍ଦର ହୋଇଛି 🤣🤣🤣

  • @jhunugatan8850
    @jhunugatan8850 ปีที่แล้ว +2

    Dill pura khusi heigola vedio dekhiki ❤️

  • @Susmitabts
    @Susmitabts ปีที่แล้ว +6

    Utkal kartoon world best....💜💜💜

  • @puja........6490
    @puja........6490 ปีที่แล้ว +2

    mo pila bela katha mane padigala e video dekhala pare...😍

  • @comedyvlogs4865
    @comedyvlogs4865 ปีที่แล้ว +2

    Best class, Best Teacher's, all students are best and Best School ever❤️❤️
    In UC World 👌

  • @rashmirekha7981
    @rashmirekha7981 ปีที่แล้ว +6

    Nice episode ❤️

  • @ajaysrimati3414
    @ajaysrimati3414 ปีที่แล้ว +1

    Natia gendu bahut cute 🥰🥰🥰🥰

  • @comedyvideos4401
    @comedyvideos4401 ปีที่แล้ว +4

    my favourite one and only comedy

  • @chandinimaharana3059
    @chandinimaharana3059 ปีที่แล้ว +4

    In childhood we are also believe in bidyarana.... Nyc episode... Next plZz

  • @ayushffgamer1098
    @ayushffgamer1098 ปีที่แล้ว +6

    My favourite ନଟିଆ comedy😍😘

  • @rupalisatapathy1452
    @rupalisatapathy1452 ปีที่แล้ว +5

    Miss you my school life ....bidyarana 😀😀

  • @gudduraj4313
    @gudduraj4313 ปีที่แล้ว +4

    Mind-blowing story

  • @manidipabihari331
    @manidipabihari331 ปีที่แล้ว +1

    Beautiful story Natia sabasha 😍💞💓😍

  • @Nitish75867
    @Nitish75867 ปีที่แล้ว +5

    Natia comedy is the best comedy 😍😍😍😍😍

  • @tapaswinidalei7910
    @tapaswinidalei7910 ปีที่แล้ว

    Pila Dina katha manepadigala thanks natia comedy 👌👌😊😊😊

  • @prajnapriyadarshini7582
    @prajnapriyadarshini7582 ปีที่แล้ว +38

    Really missing those priceless childhood memories... 🥺💕

  • @swarupsampadsahoo3906
    @swarupsampadsahoo3906 ปีที่แล้ว +1

    Woow .. mast heichi... Reminded of my childhood.

  • @olendrastudio
    @olendrastudio ปีที่แล้ว +5

    Nice cartoon 👍

  • @rkd7518
    @rkd7518 ปีที่แล้ว +23

    Bidyarana...was the most key word 🤧😂🗣️

  • @payalchand531
    @payalchand531 ปีที่แล้ว +13

    ଭଗବାନ ଆପଣ ସମସ୍ତଙ୍କୁ ଖୁସିରେ ରଖନ୍ତୁ ❤️❤️❤️
    Jai sri Ram..🙏🙏