ଆଜି(16-12-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

แชร์
ฝัง
  • เผยแพร่เมื่อ 15 ธ.ค. 2024

ความคิดเห็น • 650

  • @suchismitasahoo8093
    @suchismitasahoo8093 15 ชั่วโมงที่ผ่านมา +8

    ମହା ପ୍ରଭୁ ଙ୍କ ଶ୍ରୀ ଚରଣ ତଳେ କୋଟି କୋଟି ପ୍ରଣାମ 🙏😘🙌🪔❤️

  • @bhabanisankarbal9293
    @bhabanisankarbal9293 7 ชั่วโมงที่ผ่านมา +3

    ମହାପ୍ରଭୁ ଅଥଳ ସାଗରେ ଭାବୁଛି ସାହା ଭରଷା ହୁଅ କାଳିଆ ସାଆନ୍ତ ମୋକଳାଠାକୁର ଦୟା କର ମହାପ୍ରଭୁ

  • @Pinkybehera-u6d
    @Pinkybehera-u6d 13 ชั่วโมงที่ผ่านมา +9

    ସକାଳ ପ୍ରଣାମ ଘେନ ହେ ଚକାନୟନ 🌹🪔🏵️🌷🌼🙌🏻🌸🚩🌺🙏🏻⭕❗⭕🪷🌺🌷🏵️🌹

  • @kalpashreemishra7741
    @kalpashreemishra7741 12 ชั่วโมงที่ผ่านมา +4

    JAY JAGANNATH SWIM NAYNA PATH GAMI BHAB TUME MAA LAXMI MATA KI JAY👏👏👏👏👏👏👏🙏🙏🙏🙏🙏🙏🙏 KOTI KOTI PRANAAM

  • @prabhanshubag6586
    @prabhanshubag6586 12 ชั่วโมงที่ผ่านมา +4

    🙏🦚🕉🪔⭕❗⭕🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ହେ ମହାବାହୁ ନମୋନମୋ ଜଗନ୍ନାଥ ଗୋବିନ୍ଦ ଗୋପାଳ ତୁମ ପାଇଁ ଧନ୍ୟ ପ୍ରଭୁ ହେଲା ଏ ଗୋକୁଳ🙏
    🙏ହେ କାଳିଆ ସାଆନ୍ତ🙏 ହେ ମହାବାହୁ🙏 ହେ ଚକାଆଖି🙏 ହେ ଚକାଡୋଳା ସମସ୍ତଙ୍କୁ ଭଲରେ ରଖନ୍ତୁ ପ୍ରଭୁ🙏 ⭕❗⭕🪔🕉🦚🙏

  • @somanathdas686
    @somanathdas686 13 ชั่วโมงที่ผ่านมา +4

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏

  • @SagarikaNayak-me2ph
    @SagarikaNayak-me2ph 13 ชั่วโมงที่ผ่านมา +10

    ବାବା, ମା ତୁମ ପାଦ ପଦ୍ମ ରେ ମୋର ଅନନ୍ତ କୋଟି ଦଣ୍ଡବତ ପ୍ରଣାମ,ଏତିକି କହିବି ରକ୍ଷାକର ପ୍ରଭୁ ମୋତେ❤❤❤❤

  • @Bidyabharati-b4j
    @Bidyabharati-b4j 13 ชั่วโมงที่ผ่านมา +8

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ହେ ମଣିମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏⭕❗⭕🥥🥥🥥🥥🥥❤️❤️❤️❤️❤️❤️🥥🥥🥥❤️❤️❤️❤️❤️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @pratimamohapatra1720
    @pratimamohapatra1720 14 ชั่วโมงที่ผ่านมา +14

    ଭାଗ୍ୟ ରେ ମୋ ଆଜି ଥିଲା ଆଳତି ଦର୍ଶନ
    ପ୍ରଭାତ ଆଳତି ଦିଶେ କେତେ ମନୋରମ,
    ଜୟ ଜୟ ମହାବାହୁ ହେ ଚକାନୟନ
    ବାହୁ ତଳେ ଯାଚୁ ଅଛ ସଭିଙ୍କୁ ଶରଣ।
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🙏🙏🙏🩷🩷

  • @ghanasyamnimalu1193
    @ghanasyamnimalu1193 11 ชั่วโมงที่ผ่านมา +1

    ହେ ମଣିମା ମତେ ସବୁବେଳେ ତୁମ ମଗଂଳ ଆଳତୀର ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।

  • @jyotsnamahapatra6349
    @jyotsnamahapatra6349 10 ชั่วโมงที่ผ่านมา +5

    ଜଗାରେ ମୁଁ ତୋର । ମୋର ସବୁ କିଛି ତୋର ।ତୋରି ଡଙ୍ଗାରେ ବସିଛି ଯେଉଁ ଆଡ଼େ ନେବୁ ତୋରି ଇଛା | ସାରା ସଂସାରର ଦୁଃଖ ଦୂର କରିବୁ ଧନରେ |⭕‼️⭕🙏🙏🙏🙏🙏🙏🙏🙏🙏🙏🙏

  • @renuka-e1n
    @renuka-e1n 15 ชั่วโมงที่ผ่านมา +14

    ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ ଜୟ ମା ମହାଲକ୍ଷ୍ମ ସମସ୍ତଙ୍କୁ ଭଲରେ ରଖନ୍ତୁ ମୋ ମହାପ୍ରଭୁ 🙏🙏🌹🌹🙏🙏

  • @mamatasatpathy9018
    @mamatasatpathy9018 10 ชั่วโมงที่ผ่านมา +2

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ଭାବର ଠାକୁର ଶ୍ରୀ ଭାବଗ୍ରାହୀ କାଳିଆ ସାଆନ୍ତ ଆପଣ ସବୁ ବିପଦ ଆପଦ ରୁ ରକ୍ଷା କରିବେ ଜଗତ ବାସୀଙ୍କୁ ଅତିକ ଗୁହାରୀ ଆପଣ ଙ୍କ ପାଖରେ ମଣିମା ଭାବ ଟିକେ ବୁଝିବେ ଭାବଗ୍ରାହୀ. ତୁମେ ମାତା ଶ୍ଚ ପିତା ତୁମେ ବ ତୁମେ ବ ବନ୍ଧୁ ଶ୍ଚ ସଖା ତୁମେ ତୁମେବ ବିଦ୍ୟା ଦ୍ରାବିଡ଼ ତୁମେ ବ ତୁମେ ସର୍ବ ମମ ଦେବଦେବ ମଣିମା 👏👏👏👏👏👏🌷🌷🌷🌷🌷🌷

  • @namitabiswal-go7vt
    @namitabiswal-go7vt 12 ชั่วโมงที่ผ่านมา +6

    ହେ ମହାପ୍ରଭୁ କେବଳ ଆପଣ ହିଁ ମୋର ସାହା ଭରସା ମୋର ଆଉ କେହି ନାହାନ୍ତି ରଖନ୍ତା 🙏🙏🙏

    • @shelandrakumar4637
      @shelandrakumar4637 10 ชั่วโมงที่ผ่านมา +1

      Jai Shri Ram Har Har Mahadev

  • @NarendraDethi
    @NarendraDethi 11 ชั่วโมงที่ผ่านมา +2

    ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିବେ ହେ ମହା ବାହୁ ଶ୍ରୀ ପତିତପାବନ ଦେବ ନମ୍ଃ ଭଗବତେ ବାସୁଦେବାୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ହେ ମହା ବାହୁ ଶ୍ରୀ ହରି ଆଜି ଧନୁ ସଂକ୍ରାନ୍ତି ମୋ ରାଶି ମହା ପ୍ରଭୁ ଧନୁ ଟିକିଏ କରୁଣା ରଖିଥିବ ହେ ମହା ବାହୁ ସବୁ ଦିନର ଅନନ୍ତ କୋଟି ପ୍ରଣାମ ହେ ମଣିମା

  • @sukhmanianand1999
    @sukhmanianand1999 12 ชั่วโมงที่ผ่านมา +1

    हरे कृष्ण हरे कृष्ण कृष्ण कृष्ण हरे हरे
    हरे राम हरे राम राम राम हरे हरे 🙇🏻‍♀️📿🌷🌹🌺🌸🍀🌼🌻🏵️🪔🦚🐂🐂🐂🐂🐂🐂🐂🐂🌈🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️

  • @BishnuPrasadMohanty-vf9ci
    @BishnuPrasadMohanty-vf9ci 13 ชั่วโมงที่ผ่านมา +6

    ହେ ପତିତପାବନ ହେ କାଳିଆ ଠାକୁର ହେ ମହାବାହୁ ହେ ଜଗତର ନାଥ ଜଗନ୍ନାଥ ହେ ଦୁଃଖ ହାରି ଦୁଃଖ ହରଣ କର ତୁମ ଶ୍ରୀ ଚରଣ ତଳେ କୋଟି କୋଟି ପ୍ରଣାମ ହେ ପତିତପାବନ ତୋ ବିନା କିଛି ନାହିଁ ମୁଁ ନିମିତ୍ତ ମାତ୍ର ରେ କାଳିଆ ତୋ ଶ୍ରୀ ଚରଣ ତଳେ ଆଶ୍ରୟ ଦିଅ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏⭕‼️⭕😭😭😭😭😭😭😭😭😭😭😭😭😭😭😭😭😭😭😭😭😭🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐

  • @nabinbaisakha1454
    @nabinbaisakha1454 16 ชั่วโมงที่ผ่านมา +9

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ, ଶୁଭ ସକାଳ ରେ ପତିତ ପାବନ ନାରାୟଣଙ୍କ ମଙ୍ଗଳ ଆଳତି ଦର୍ଶନ କରି ଆଜି ଦିନଟି ମଙ୍ଗଳ ମୟ ହେଉ

  • @shefalepatra1381
    @shefalepatra1381 17 ชั่วโมงที่ผ่านมา +2

    Jai Shree jagannath Prabhu Koti koti Dandvat Pranam Prabhu ji ❤❤❤

  • @smitamahalik9180
    @smitamahalik9180 15 ชั่วโมงที่ผ่านมา +11

    ଶ୍ରୀ ରାଧା

    • @shelandrakumar4637
      @shelandrakumar4637 10 ชั่วโมงที่ผ่านมา +1

      Jai Shri Ram Har Har Mahadev Ram Har Har Mahadev

  • @pradeepbehera1827
    @pradeepbehera1827 11 ชั่วโมงที่ผ่านมา +1

    ଜୟ ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ବଳଭଦ୍ର ଦେବ ଶୁଭଦ୍ରା ମା ଜଗନ୍ନାଥ ମହାପ୍ରଭୁଙ୍କ ଜୟ। ଆପଣଙ୍କର ଶ୍ରୀ କମଳ ଚରଣ ରେ କୋଟି କୋଟି ପ୍ରଣାମ ହେ ନାରାୟଣ ଦାମୋଦର ମାଧବ ଗୋବିନ୍ଦ। ସବୁବେଳେ ଭଲରେ ଥାଅ ହେ ଦୀନବନ୍ଧୁ ଜନାର୍ଦ୍ଦନ ଜଗବନ୍ଧୁ ଜଗଦୀଶ। ଆପଣଙ୍କର ମଙ୍ଗଳ ହେଉ ଜଗତ ପାଳକ ଶ୍ରୀ ହରି ମୁରାରୀ ବଂଶୀଧର। 🪷🪷🪷🪷⭕❗❗⭕🙏🙏🙏🙏❤️❤️❤️❤️

  • @Titunayak-d8d
    @Titunayak-d8d 16 ชั่วโมงที่ผ่านมา +2

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @MahatoBarand-u1o
    @MahatoBarand-u1o 16 ชั่วโมงที่ผ่านมา +7

    Jay Jagannath Jay shree jagannath Jay shree Ram Jay bajrang Har har Mahadev 🐂 Om namah Shivay 🐂🐂🐂🐂🐂🪔🪔🪔🪔🪔🙏🙏🙏🙏🙏🪷🪷🌿🌱🌿🌱🌄🌄🎇🌻

  • @namitabiswal-go7vt
    @namitabiswal-go7vt 12 ชั่วโมงที่ผ่านมา +2

    ହେ ଅନାଥ ର ନାଥ ଜଗନ୍ନାଥ 🙏🙏ଆପଣଙ୍କ ପଦ୍ମ ଶ୍ରୀ ପୟରେ କୋଟି କୋଟି ପ୍ରଣାମ ଶରଣ ହରି 🙏🙏

  • @MANASHKHILAR-k2m
    @MANASHKHILAR-k2m 16 ชั่วโมงที่ผ่านมา +4

    જાય.સરી.જાગનાથ

  • @ParvatiNayak-l6k
    @ParvatiNayak-l6k 15 ชั่วโมงที่ผ่านมา +6

    He mo Kalia samanta sabu manisha nka sukha santi pradan kara.prabhu ame tumara ❤️🙏❤️❤️❤️❤️❤️🙏🙏🙏🙏😭🙏😭🙏🙏🙏😭🙏😭🙏🙏😭🙏🙏😭🙏😭🙏😭😭😭🙏🙏😭

  • @anjulatamohanty7939
    @anjulatamohanty7939 14 ชั่วโมงที่ผ่านมา +1

    ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ

  • @SuvamsrikantaBehera
    @SuvamsrikantaBehera 5 ชั่วโมงที่ผ่านมา +1

    ସଂଜୀବନୀ ବାବୁ ମହାପ୍ରଭୁ ଆପଣ ଙ୍କ ଡାକ ନିଶ୍ଚୟ ଶୁଣିବେ ଆପଣ ଙ୍କ ଝିଅ ବାହାଘର ନିଶ୍ଚୟ ହେବ କାଳିଆ ଉପରେ ଭରସା ରଖିଲେ ସେ ଆପଣ ଙ୍କ ଦୁଃଖ କଷ୍ଟ ନିଶ୍ଚୟ ଶୁଣିବେ ସେ ପରା ଭାବଗ୍ରାହୀ ସବୁ ଠିକ୍ ହେବ ଭରସା ରଖନ୍ତୁ ଜୟ ଶ୍ରୀ ଜଗନ୍ନାଥ ଜୟ ମା ଲକ୍ଷ୍ମୀ

  • @RadheKirshna-z5i
    @RadheKirshna-z5i 5 ชั่วโมงที่ผ่านมา +1

    ❤️ Jey 🚩 Jey 🕉️ Sri 🚩 Jagannath 🕉️ Maha 🚩 Parbhuji 🕉️ Maharaj 🚩 Ji 🕉️ Ram 🚩 Ram 🕉️ Ji 🚩 Piyare 🕉️ Sakhaa ❤️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩

  • @mangulumahanta6222
    @mangulumahanta6222 15 ชั่วโมงที่ผ่านมา +5

    Jai shree jagannath maha prabhu mu Kalia thakura jagatara samastankara mangala karantu manima hai Dharma ra heu Jai papa ra heu kshya radhe radhe Prabhu ji

  • @shainemohapstra9090
    @shainemohapstra9090 16 ชั่วโมงที่ผ่านมา +3

    Madhaba aponka charanare mora sarana thau

  • @KanhuSahoo-k2m
    @KanhuSahoo-k2m 13 ชั่วโมงที่ผ่านมา +1

    Jay Jagannath Jay Jagannath Jay Jagannath Jay Jagannath Jay Jagannath❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @sanjibanisudhapattanaik6923
    @sanjibanisudhapattanaik6923 15 ชั่วโมงที่ผ่านมา +46

    ଜୟ ଜଗନ୍ନାଥ କାଳିଆ ରେ ତୋପଖକୁ ଚାଲିଯାଇଥିଲି ଝିଆବହାଘର୍ ନିମନ୍ତେ ତୋତେ ଡାକିବାକୁ ଏତେ ଭିଡ଼ ଭିତରେ ତୋତେ ବହୁ କଷ୍ଟ ରେ ଦର୍ଶନ କଲି ମୋ ଝିଅ ବାହାଘର ତୋତେ ଲଗିଲ ଭଲରେ କରି ଦେ❤

    • @pratapkumarsahoo5811
      @pratapkumarsahoo5811 14 ชั่วโมงที่ผ่านมา +2

      ପ୍ରଭୁ 🙏🏽ଜଗନ୍ନାଥ 🙏🏽ପ୍ରତି 🙏🏽ମହୂର୍ତରେ 🙏🏽ନିଶ୍ଚୟ 🙏🏽ସାହାଯ୍ୟ 🙏🏽କରିବେ 🙏🏽ଜୟ 🙏🏽ଶ୍ରୀ 🙏🏽ଜଗନ୍ନାଥ 🙏🏽

    • @niharikadas4451
      @niharikadas4451 14 ชั่วโมงที่ผ่านมา +3

      Nilachala Nibasaya Nityaya Paramatmane Balabhadra shubhadrabyam Jagganathayate Namah 🙏🙏🙏🌹🙏🌹🙏🙏🌹🌹🙏🌹🙏

    • @NandiniBehera-zz9fi
      @NandiniBehera-zz9fi 14 ชั่วโมงที่ผ่านมา +2

      ପ୍ରଭୂ ମୋ ଜଗନ୍ନାଥ ମୋ ଆଶା ଭରସା ଓ ବିଶ୍ୱାସ ର ଠାକୁର 🙏🌺🙏

    • @krushnapriyadas4814
      @krushnapriyadas4814 13 ชั่วโมงที่ผ่านมา +2

      Jay Jagannath Maa pranam.🙏🌷

    • @mastarammeher-kt8yz
      @mastarammeher-kt8yz 11 ชั่วโมงที่ผ่านมา +1

      Jagannath baha karib

  • @jayasafui7516
    @jayasafui7516 16 ชั่วโมงที่ผ่านมา +3

    " জয় শ্রী জগন্নাথ মহাপ্রভু জয় "

  • @dkbchannel9992
    @dkbchannel9992 13 ชั่วโมงที่ผ่านมา +1

    Jay jagannath swami nayana patha gami bhaba tume 🙏🙏🙏🙏🙏
    Jay shree jagannath 🙏🙏🙏🙏🙏
    Jay shree balabhadra 🙏🙏🙏🙏🙏
    Jay subhadra maa 🙏🙏🙏🙏🙏
    Jay maa laxmi 🙏🙏🙏🙏🙏
    Jay shree sudarshan 🙏🙏🙏🙏🙏

  • @rajaniapat7946
    @rajaniapat7946 12 ชั่วโมงที่ผ่านมา

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଜୟମଣି‌ ମାଁ ‌ ଓମ୍ ନମ୍ଃ ଭଗବତେ ବାସୁଦେବାୟ 🌷🙏🪔🙏🌷🌷🌷🙏🪔🙏🌷🌷 ଜୟ ମାଁ ଲକ୍ଷ୍ମୀ ଠାକୁରାଣୀ ପ୍ରଭୁ ମହାବାହୁ 🚩🕉️⭕‼️⭕🕉️🪔🌷🌷🌷🌷🌷🌷🌷

  • @AshisKundu-xq7bp
    @AshisKundu-xq7bp 13 ชั่วโมงที่ผ่านมา +1

    Jay shree Prabhu Jagannathji, Jay shree Prabhu Bala Ramji, Jay Subhadra ji ⭕‼️⭕🙏🪷🙏

  • @SureshMahanandaSuresh
    @SureshMahanandaSuresh 16 ชั่วโมงที่ผ่านมา +3

    Jay jagannath ⭕❗⭕🪔🪷🌺🪷🌺🌹💐🌹💐🌹💐🌹🌷🌹🪷🌹🌷🌹🌹🌸🌹🌸🌹🌸🌹🌸🌹🥀🏵️🥀🏵️🥀🏵️🥀🌹🌻🌹🌻🌹🌻🌹🌻

  • @lopamudramisha3202
    @lopamudramisha3202 15 ชั่วโมงที่ผ่านมา +3

    Jay Shree jagannath Jay Jay Shree jagannath Jay Jay Shree jagannath Swami nayan Patha gami bhaba tu me 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ashasao5578
    @ashasao5578 16 ชั่วโมงที่ผ่านมา +5

    Jay jay jagamath❤🙏🙏🙏🙏🙏🌷🌷🌷🌷🌷

  • @lilisahoo9179
    @lilisahoo9179 16 ชั่วโมงที่ผ่านมา +1

    Jay jagannath mohaprabhu

  • @LijaDalai-pu2sy
    @LijaDalai-pu2sy 12 ชั่วโมงที่ผ่านมา +1

    🪔💅🪔Hari om Namah Bhagabate Bashu Debaya Namah 🪔💅🪔💅

  • @tankadharmohapatra129
    @tankadharmohapatra129 15 ชั่วโมงที่ผ่านมา +3

    Jay Jagannath Swami nayana patha gami bhaba tume nilachala nibasaya nitiya parama atmane balabhadra subhadra bhyam Jagannath yate namha Jay Jay Jagannath

  • @binodtripathy-lo2cz
    @binodtripathy-lo2cz 15 ชั่วโมงที่ผ่านมา +2

    Jaya SHREE JAGANNATH SWAMI NAYAN PATHA GAME VHAB TUME ❤❤❤❤❤❤❤

  • @krupasindhumishra3135
    @krupasindhumishra3135 16 ชั่วโมงที่ผ่านมา +1

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ଚରଣେ ସରନ୍

  • @LipsitaParida-ll3ud
    @LipsitaParida-ll3ud 15 ชั่วโมงที่ผ่านมา +1

    ଜୟ ଜଗନ୍ନାଥ🪷

  • @ParvatiNayak-l6k
    @ParvatiNayak-l6k 15 ชั่วโมงที่ผ่านมา +2

    Jay jagannath swami Nayan patha gami bhaba tume 🙏😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭🙏😭🙏😭🙏😭🙏😭🙏😭

  • @KanakPanigrahi
    @KanakPanigrahi 7 ชั่วโมงที่ผ่านมา

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ମଣିମା ମୋ ପ୍ରତି କୃପା ଦୃଷ୍ଟି ରଖି ଥାଅ ପ୍ରଭୁ ଜୟ ଜଗନ୍ନାଥ 🙏❤️🚩🪔🌹🙏🏵️🌷🏵️🌷🏵️🌻🌼🍍🍌🥭⭕❗⭕🙏🙏

  • @NandaGauda-z6f
    @NandaGauda-z6f 16 ชั่วโมงที่ผ่านมา +1

    Jaijagannath mahaprabhu

  • @SuvamsrikantaBehera
    @SuvamsrikantaBehera 16 ชั่วโมงที่ผ่านมา +11

    ସର୍ବ ଜୀବନେ ତୋ ବିହାର ତୁ ପୁଣି ତତେ ଅଗୋଚର ସର୍ବ ହୃଦରେ ଅନ୍ତରାତ୍ମା କେ ଲେଖିପାରେ ଅନ୍ତସୀମା ହେ ପରମ ବ୍ରହ୍ମ ହେ ଜଗନ୍ନାଥ ହେ ନିରାକାର ପୁରୁଷ ହେ ଭାବଗ୍ରାହୀ ହେ ଗୋବିନ୍ଦ ହେ ଦାମୋଦର ହେ ମାଧବ ତୁମର ମଙ୍ଗଳ ଆଳତି କୁ ଆମର ଅନନ୍ତ କୋଟି ପ୍ରଣାମ ଜୟ ଶ୍ରୀ ଜଗନ୍ନାଥ ଜୟ ମା ଲକ୍ଷ୍ମୀ

    • @dheerenparida6480
      @dheerenparida6480 12 ชั่วโมงที่ผ่านมา

      ଜୟ ମହାପ୍ରଭୁ 🙏🏽

  • @sanjaykumarsahoo1896
    @sanjaykumarsahoo1896 14 ชั่วโมงที่ผ่านมา +1

    Jay shree jagannath 🌸🌺🌸🌺🌸🌺🌸⭕‼️⭕🏵️💮🏵️💮🏵️🏵️ Jay shree jagannath 🪷🌸🪷🌸🪷🌸🌸🪔🌸🌸🌸🌸🌸 Jay shree jagannath 🌿🌸🌿🌸🌿🌸🌿🪔🪔🪔🪔🪔🪔🪔

  • @MashyakiSeth
    @MashyakiSeth 16 ชั่วโมงที่ผ่านมา +4

    Jay shree Jagarnath Swami Nayana Patha gami bhava tume bhagaban Daya kara more pua manaku su Budhi dia bhagaban Daya kara 🙏🙏🙏🙏🙏🙏🙏🪔🪔🪔🌺🌸🌸🌸🌺🌷

  • @Moonlight_starx_yuki
    @Moonlight_starx_yuki 17 ชั่วโมงที่ผ่านมา +1

    Jay shree Jagannath mahaprabhu 🪷🪷🙏🏻

  • @krushnachsahoo6932
    @krushnachsahoo6932 17 ชั่วโมงที่ผ่านมา +1

    Jay shree Jagannatha ⚫❗⚫ Mahaparabhu 🙏🏻

  • @monalisabehera6727
    @monalisabehera6727 15 ชั่วโมงที่ผ่านมา +5

    ପ୍ରଭୁ🙏❤

  • @sasmitabiswal3011
    @sasmitabiswal3011 12 ชั่วโมงที่ผ่านมา

    Jai jai shree jagannath Jai shree krishna jai shree ram jai shree radhe radhe jai shree sai baba om namah shivaya Jai shree Madhuri baba jai laxmi mata jai jai shree mahapravu koti koti pranam help everyone always 🍒🌹❤️🌾🪔🕉️🤲👏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Kunulimohanty-j2q
    @Kunulimohanty-j2q 15 ชั่วโมงที่ผ่านมา

    Krusnaya
    Basudebaya
    Haraye
    Paratmat
    Mane
    Pranata
    Klesadasaya
    Gobindaya
    Namonamaha
    Om
    Krusnaya
    Basudebaya
    Haraye
    Paratmath
    Mane
    Pranatat
    Klesadasaya
    Gobindaya
    Namonamaha
    Om
    Namabhagbate
    Basudebaya
    Namaha

  • @sangitabehera609
    @sangitabehera609 12 ชั่วโมงที่ผ่านมา

    Koti koti pranama Prabhu apana nka shree Padma pada tale🙏🙏🙏🙏🙌🙌🙌🙌

  • @sujatabehera6234
    @sujatabehera6234 15 ชั่วโมงที่ผ่านมา

    Jai shree jagannath swami Jai shree jagannath swami Jai shree jagannath swami Jai shree jagannath swami Jai shree jagannath swami Jai shree jagannath swami Jai shree jagannath swami

  • @Dillip9853
    @Dillip9853 15 ชั่วโมงที่ผ่านมา +3

    Prabhu 🙏 🙏 🙏

  • @Satyapriya.Das1
    @Satyapriya.Das1 16 ชั่วโมงที่ผ่านมา +2

    ମୁଁ ଛାର ପତିତା,,,ତୁମେ ପତିତପାବନ,,,🛐

  • @uttamkumarjena9223
    @uttamkumarjena9223 17 ชั่วโมงที่ผ่านมา +1

    Jay shri jagannath swami mahaprabhu ⭕‼️⭕🕉🕉🕉 🌿🌿🌿🚩🚩🚩🔔🔔🔔🥥🥥🥥🥥🥥🥥🥭🥭🥭🌼🌼🌼🌸🌸🌸🌺🌺🌺🌷🌷🌷💐💐💐💐🪔🪔🪔🪔🪔🙏🙏🙏🙏🙏🙏🙏

  • @priyankaBanita
    @priyankaBanita 11 ชั่วโมงที่ผ่านมา

    Jay jaganath swami nayan path gami bhab tume he prabhu jaganath jagath ra nath prabhu laxmi narayan swami kripa kar tu dhaya kar tu khema kar tu prabhu laxmi narayan swami a papi ra koti koti pranam prabhu 🙏🏻🛐🕉🚩🪔💥🌺🌹🏵❤😭🥺

  • @kalyanidas9487
    @kalyanidas9487 13 ชั่วโมงที่ผ่านมา

    🕉️⭕‼️⭕🌹🌹🌹🩷🩷🩷💐💐💐🪷🪷🪷🪔🪔🪔🪔🪔🪔🪔🍌🍌🍌❤️❤️❤️🥭🥭🥭🥥🥥🥥🙏🙏🙏🙏🙏🙏🙏🙏 he prabhu tumapadatale koti koti pranam jayjagannatha

  • @indialover5007
    @indialover5007 15 ชั่วโมงที่ผ่านมา

    Jay shree Jagannatha swami ji 🙏🌺🙏🌺🙏🌺 maha prabhu Daya kar 🙏🙏🙏🙏🙏🙏🙏🙏 mu pua deha pa bhala Kari dia

  • @sukhmanianand1999
    @sukhmanianand1999 12 ชั่วโมงที่ผ่านมา

    जगन्नाथ स्वामी नयन पथगामी भव तुमे⚫❗⚫
    🙇🏻‍♀️🪔🌷🌹🌺🌸🏵️🌼🍀🦚🙇🏻‍♀️

  • @himanshusekharsahu9559
    @himanshusekharsahu9559 6 ชั่วโมงที่ผ่านมา

    ⚪❗⚪ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ମହାପ୍ରଭୁ🙏🐚🚩🙌🌸🌻🌺🌼🙏
    ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ତ୍ରାହିମାମ୍🙏
    ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ୍🙏
    ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରାମୟା🙏
    ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାବ ଭବେତ୍🙏
    ॐ ଶାନ୍ତି ଶାନ୍ତି ଶାନ୍ତି🙏🙏🙏🙏🙏🙏

  • @sureshsahoo4050
    @sureshsahoo4050 14 ชั่วโมงที่ผ่านมา +3

    ଓଁ ନମ୍ଃ ଭଗବତେ ବାସୁଦେବାୟ ନମ୍ଃ ଓଁ ନମ୍ଃ ଶିବାୟ ଓମ୍ ନମ୍ଃ ଭଗବତେ ବାସୁଦେବାୟ ନମ୍ଃ ଜୟ ଶ୍ରୀ ଜଗନ୍ନାଥ ନମ୍ଃ ଜୟ ଶ୍ରୀ ବଳଭଦ୍ର ନମ୍ଃ ଜୟ ଶ୍ରୀ ସୁଭଦ୍ରା ମାତା ନମ୍ଃ ଜୟ ଶ୍ରୀ ସୁଦର୍ଶନ ନମ୍ଃ ଜୟ ଶ୍ରୀ ଲକ୍ଷ୍ମୀ ମାତା ନମ୍ଃ ପ୍ରଭୁ 🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪔🪔 🪔🪔🪔🪔🪔 🙏🙏🙏🙏🙏🙏

  • @bhabanisankarbal9293
    @bhabanisankarbal9293 7 ชั่วโมงที่ผ่านมา +2

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମୋର କୋଟି କୋଟି ପ୍ରଣାମ ଶୁଭସକାଳମଣିମା

  • @basudevbehera5154
    @basudevbehera5154 15 ชั่วโมงที่ผ่านมา +2

    ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ 🎉ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ। ଜୟ ଜଗନ୍ନାଥ ହରିଓଂ ତତ୍ ସତ ମମଂ ଶରଣଂ ଗଛାମି ନମାମି ନମଃ ନମଃ ଭଗବତେ ବାସୁଦେବାୟ ନମଃ🫱🫱🫱🫱🫱🫱।

  • @bijayminz5772
    @bijayminz5772 13 ชั่วโมงที่ผ่านมา +1

    OM Namaha Bhagavate Vasudevaay Namo 🙏🏻🙏🏻🙏🏻🚩🚩🚩😭😂😭😂😭😂🍊😂😭😂🍊😂😭😂🍊🍐😭😂😭😂😭😂😭😂😭😂😭😂🍎🍓🍏🍍🍊🍐🍈🍒🍉🥭🍇🍋🍌🍑🍎🍏🍍🍍🍊🍊💘💘💘💘💘💘💘💘💘💘💛💛💛💛💛💛💛💛💛💛💕💕💕💕💕💕💕💕💕💕❤❤❤❤❤❤❤❤❤❤❤💕❤💕❤💕💕💕❤💕❤

  • @BhaskaraMohapatra
    @BhaskaraMohapatra 14 ชั่วโมงที่ผ่านมา +1

    Jaya Jagannath 🙏🙏🙏🙏🙏🌹🌹🌹🌹🌹🌹🌹🌷🌷🌷🌷🌷🌷🌺🌺🌺🌺🌺🌺💐💐💐💐💐💐💐🌸🌸🌸🌸🌸🌸🌸🌼🌼🌼🌼🌼🌼🌼🌻🌻🌻🌻🌻🌻🪔🪔🪔🪔🪔🪔🪔🙏🙏🙏🙏🙏🙏🌹🌹🌹🌹

  • @parthasarathibarik633
    @parthasarathibarik633 14 ชั่วโมงที่ผ่านมา +1

    Omm jay shree hari
    Omm namaha vagabate basu debaya namaha

  • @MinatiSethi-u1c
    @MinatiSethi-u1c 15 ชั่วโมงที่ผ่านมา +1

    ପ୍ରଭୁ ମୋତେ ସାହା ହୁଅ କେତେ ଆଉ ଦୁଃଖ ଦବ 🙏

  • @pandapanda9987
    @pandapanda9987 11 ชั่วโมงที่ผ่านมา +1

    Hari Hari bolo manimaa ❤❤❤❤

  • @khitisutamahanand1747
    @khitisutamahanand1747 16 ชั่วโมงที่ผ่านมา +1

    Jay Jaganath swami 🙏🙏🙏🙏🙏

  • @krushnachsahoo6932
    @krushnachsahoo6932 17 ชั่วโมงที่ผ่านมา +1

    Jay shree Jagannatha ⚫❗⚫ Mahaparabhu 🙏🏻

  • @SubashBehera-c8e
    @SubashBehera-c8e 15 ชั่วโมงที่ผ่านมา +1

    Jay Jagannath 🙏🙏🙏🌹🌹🌹‼️⭕‼️

  • @prasanasahoo9004
    @prasanasahoo9004 16 ชั่วโมงที่ผ่านมา +1

    Jay Jagannath swami nayana Patha gami bhaba tume

  • @tapaswinidas5023
    @tapaswinidas5023 14 ชั่วโมงที่ผ่านมา

    ❤🌻🌻🌷🌺🌸🌹🪔🙏🙏🙏🙏🙏👏ନମାମି ଶରଣ ତବ ଅସ୍ମି ହେ ମହାପ୍ରଭୁ ଶ୍ରୀ ଶ୍ରୀଜଗନ୍ନାଥ ଶ୍ରୀନାଥ💐🙏🙏🙏🙌

  • @Pratapkumarmaharana2518
    @Pratapkumarmaharana2518 14 ชั่วโมงที่ผ่านมา

    ଓଁ ନମୋ ଭଗବତେ ବାସୁଦେବାୟ 🙏
    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
    ଜୟ ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ ନମୋ ନମଃ 🙏

  • @rupaojha9589
    @rupaojha9589 16 ชั่วโมงที่ผ่านมา +1

    Jay sri jagannatha 🪷🙏🪷

  • @Jyotsnamayee166
    @Jyotsnamayee166 16 ชั่วโมงที่ผ่านมา +1

    Jay jagannatha

  • @BikeshSahani
    @BikeshSahani 14 ชั่วโมงที่ผ่านมา

    🪔🪔🪔जय जगन्नाथ महाप्रभु 🙏🏻🙏🏻🙏🏻
    🪔🪔🪔जय लक्ष्मीनारायण हरी हरी 🙏🏻🙏🏻🙏🏻
    🪔🪔🪔हर हर महादेव 🙏🏻🙏🏻🙏🏻

  • @Bindu-t2w8r
    @Bindu-t2w8r 16 ชั่วโมงที่ผ่านมา +1

    Jay Jagannath 🙏🙏🪔🪔

  • @sunilhasda3016
    @sunilhasda3016 17 ชั่วโมงที่ผ่านมา +1

    Jay jagannath

  • @somyarana5241
    @somyarana5241 15 ชั่วโมงที่ผ่านมา

    Jay shree jagannath 🙏🙏🙏🙏🙏 Jay shree jagannath 🙏🙏🙏🙏 Jay shree jagannath 🙏🙏🙏🙏 Jay shree jagannath 🙏🙏🙏🙏 Jay shree jagannath 🙏🙏🙏🙏🙏🙏🙏🙏

  • @debasmitabarik97
    @debasmitabarik97 13 ชั่วโมงที่ผ่านมา

    Jay Jagannath Swami kurpa kara parbu Mo bholopaiba Ku faridio prabhu 🥺🥺🥺🥺🥺🥺🥺🥺🙌🙌🙌🙌🙌🙌🙌🙌🙌🙌🪔🪔🪔🪔🪔🪔🪔🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️🙌🙌🙌🙌🙌🙌

  • @shelandrakumar4637
    @shelandrakumar4637 10 ชั่วโมงที่ผ่านมา +1

    Radhe Radhe

  • @sahadevpanada9572
    @sahadevpanada9572 12 ชั่วโมงที่ผ่านมา

    Jay Shree Jagannath mahaprabhu apke Saran me koti koti pranam prabu Bhagwan 🙏🕉️🐚🌼🌸🏵️🌼🌹🌺🌷🌹🪔🚩🍎🍊

  • @Pinkybehera-u6d
    @Pinkybehera-u6d 13 ชั่วโมงที่ผ่านมา

    Jay Shree Ram Jay Shree Jagannatha Jay Shree Krushna 🚩🌺🙏🏻⭕❗⭕🌸🙌🏻🌼🌷🪷🏵️🪔🌹

  • @reenabehera7860
    @reenabehera7860 13 ชั่วโมงที่ผ่านมา +1

    ହେ ମହାବାହୁ ମୋ ଦୁଃଖୀ ପରିବାର ତୁମକୁ ଲାଗିଲେ ପ୍ରଭୁ ତୁମ ଶ୍ରୀ ଚରଣ ତଳେ ମୋର କୋଟି କୋଟି ଦଣ୍ଡବତ ପ୍ରଭୁ 🌹🙏🏻🙏🏻🙏🏻🙏🏻🙏🏻🌹

  • @JyotiramayeeSundaray
    @JyotiramayeeSundaray 8 ชั่วโมงที่ผ่านมา +2

    Jai jaggnatha 🙏🙏🙏🙏🙏🙏❤️❤️❤️❤️❤️❤️🪔🙏🙏❤️🪔🙏❤️🪔🪔🪔🪔🪔 mahaprabhu sabukichi tuma ku lagila tume hni saha varsa

  • @firozbehera8795
    @firozbehera8795 15 ชั่วโมงที่ผ่านมา +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ଭବତୁ ମେ ଭବତୁ ମେ 🛕🚩⭕‼️⭕🥀🔱🌷🌺🌻💐🌼🌹🌸🏵️👏🪔🕉️🌿🙌💗💕😘💓🙏🙏🙏🙏

  • @dalibandhugouri6001
    @dalibandhugouri6001 16 ชั่วโมงที่ผ่านมา +3

    ଜୟ ⚫❗⚫ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁମେ ଭବତୁମେ ଭବତୁମେ🙏🙏🙏 🪔🪔🪔🌺🌺🌺

  • @harekrushnamishra8717
    @harekrushnamishra8717 15 ชั่วโมงที่ผ่านมา +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @ramakantamishra4178
    @ramakantamishra4178 16 ชั่วโมงที่ผ่านมา +1

    ଜୟ ଜଗନ୍ନାଥ

  • @pratapbarik2709
    @pratapbarik2709 15 ชั่วโมงที่ผ่านมา +1

    Jay Jay shree jagannath Prabhu rakhiya kara tike

  • @krushnachsahoo6932
    @krushnachsahoo6932 17 ชั่วโมงที่ผ่านมา +1

    Jay shree Jagannatha ⚫❗⚫ Mahaparabhu 🙏🏻

  • @lovestoryforu9
    @lovestoryforu9 13 ชั่วโมงที่ผ่านมา

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ମା ବିମଳା ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ଜୟ ଜଗନ୍ନାଥ ❤❤❤❤❤