ମଧ୍ୟରାତ୍ରୀର ଅନ୍ଧାରରେ ସାହା ହେଲେ ମହାବାହୁ….||Lord Jagannath|| Lord Jagannath||

แชร์
ฝัง
  • เผยแพร่เมื่อ 25 ต.ค. 2024

ความคิดเห็น • 1.8K

  • @subhacreation.7552
    @subhacreation.7552 ปีที่แล้ว +208

    ଆଉ କେହି ନୁହେଁ... ସେ ପରା ମୋ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻😭😭

  • @gktoday296
    @gktoday296 ปีที่แล้ว +2

    ଧନ୍ଯ ତୁମର ମହିମା ପ୍ରଭୁ,ଧନ୍ଯ ତୁମ ଲୀଳା କୋଟି ଦଂଡବତ ପ୍ରଭୁ🙏🙏🙏

  • @karttiksethi4409
    @karttiksethi4409 ปีที่แล้ว +179

    ମୋ ଧନ ମନ କାଳିଆ ସାଆନ୍ତ ଭକ୍ତର ଠାକୁର ସବୁବେଳେ ଏମିତି ତାଙ୍କ ଭକ୍ତଙ୍କ ସାହାଯ୍ୟ କରିଥାନ୍ତି ସେ ମହାବାହୁ 🙏🙏🙏

  • @subhankarabehera7031
    @subhankarabehera7031 ปีที่แล้ว +1

    Radhe Radhe Krishna ❤️❤️❤️

  • @agneyasahoo8697
    @agneyasahoo8697 ปีที่แล้ว +40

    ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ ମହାରାଜା

  • @jagannathbaba4035
    @jagannathbaba4035 ปีที่แล้ว +167

    ମୋ ମହା ପ୍ରଭୁ ଜଗନ୍ନାଥ ଧନ ନିଜେ ପୋଛେ କଷ୍ଟ ପାଇବେ ,କିନ୍ତୁ ତାଙ୍କ ଲୋକଙ୍କୁ କେବେ ଏକୁଟିଆ ଛାଡ ନ୍ତୀ ନାହିଁ। ଜୟ ଜଗନ୍ନାଥ

    • @kumarranjit6382
      @kumarranjit6382 ปีที่แล้ว +2

      Jay Jagannath

    • @nachiketapurohit9921
      @nachiketapurohit9921 ปีที่แล้ว +2

      Jaya Jagannath

    • @subhasmitaray6785
      @subhasmitaray6785 ปีที่แล้ว +1

      He prabhu Kalia thakura

    • @subhasmitaray6785
      @subhasmitaray6785 ปีที่แล้ว +1

      🙏🙏🙏🙏

    • @snehashisbaral6929
      @snehashisbaral6929 ปีที่แล้ว +3

      Sata janmma bitigala bi ,mo manimar Runa kahi bi sujhiparibani ,jeba thibajaya jay jagannath boli dakuthau mo manima pakhara atiki prathana ,jeba thibajaya hata ,goda ,saranga sarira susta thau ,tuma pritira vaba rahithau,banchibaku deoli Dana ,pindhibaku dekhanda kana,Munda gunjibaku khada chhata ,sahithira mu paejibi swarga sukha,tari vitara mu tumaku khojuthibi ,hasi uthiba mo khusira sansar,,ajeeban anada nhi Ananda,ha mahababu tuma para achha,mo sansar tumaku lagila ,tuma nhi chalaeba,mu kichhi janani ,jay jagannath,

  • @kadambinipradhan3841
    @kadambinipradhan3841 ปีที่แล้ว +130

    ମୁଁ ଶୁଣିକି ମୋ ଆଖି ଛଳ ଛଳ ହେଇଗଲା ହେ ପ୍ରଭୁ ଜଗନ୍ନାଥ ❤😘🥰🙏🙏🙏

  • @gobindachandra2018
    @gobindachandra2018 ปีที่แล้ว +1

    He mahabahu

  • @auroprasadnayak4047
    @auroprasadnayak4047 ปีที่แล้ว +34

    ଭକତ ପ୍ରମେ ବନ୍ଧା ମୋ କାଳିଆ ସୁନା ମନିମଙ୍କର ଜୟ ହେଉ ୦!୦ 🙏🙏🙏😭😭😭

  • @karunakarbarik8956
    @karunakarbarik8956 ปีที่แล้ว +10

    ସେତ ଭକତ ଭାବରେ ବନ୍ଧାରେ ଭକତ ଜୀବନ ଧନ। ତୁ ତାକୁ ଖୋଜିଲେ ସେ ତୋତେ ଖୋଜଇ ସିଏତ ହୃଦଚନ୍ଦନ। ସେ ବିପଦର ବନ୍ଧୁ। ଦୁଃଖୀ ର ଦୁଃଖ କୁ ବୁଝନ୍ତି। ଧନ୍ୟ ତୁମେ। ଜୟ ଜଗନ୍ନାଥ ମହାବାହୁ।🙏🙏🙏 ।

  • @maagraphics6672
    @maagraphics6672 ปีที่แล้ว +20

    ଧନ ରେ ତୋ ପରି ଆଉ କିଏ ଅଛି ଏ ଦୁନିଆରେ 😭😭ତୁ ତ ପାଖେ, ପାଖେ ଥାଉ ସଦା l ଟିକେ ସ୍ମରଣ ରେ ଅନୁଭବୀ ତୋତେ ହିଁ ଅନୁଭବ କରେ ବନମାଳି ରୂପରେ ଧନ ମୋର କାଳିଆ ସାଆନ୍ତ 💞💞🙏

  • @sibanathbehera4764
    @sibanathbehera4764 ปีที่แล้ว

    ସେତ ଭକତ ଭାବରେ ବନ୍ଧା ରେ ସେତ ଭକତ ଜୀବନ ଧନ 🙏 ପ୍ରବୀଣ ବାବୁ ଆପଣ ଜଗନ୍ନାଥ ଙ୍କ ର ଜଣେ ବଡ ଭକ୍ତ ଜଗନ୍ନାଥ ଙ୍କ ଅନୁଭୂତି ଆପଣଙ୍କ କଣ୍ଠରୁ ଶୁଣି ଆଖିରୁ ଲୁହ ଆସିଯାଉଛି ଏବଂ ମହାପ୍ରଭୁ ଙ୍କ ପ୍ରତି ଭକ୍ତି ଓ ବିଶ୍ୱାସ ଆହୁରି ବଢି ଯାଉଛି 🙏

  • @manaskumarmaharana24
    @manaskumarmaharana24 ปีที่แล้ว +27

    ମୋ ମଣିମା 🙏🙏ପରି ଆଉ ସଂସାର ରେ କିଏ ଅଛି 😭😭😭ମଣିମା ହେ ମୋର,,, 🙏
    ଏମିତି ସୁନ୍ଦର ସୁନ୍ଦର ଅନୁଭୂତି କହୁଥାନ୍ତୁ ପ୍ରବୀଣ sir
    ତା କଥା ଶୁଣିଲେନା ମନ ଚିତ୍ତ ସବୁ ସ୍ଥିରୀକୃତ ହେଇଯାଏ sir
    ସେତ ଭକତ ଭାବରେ ବନ୍ଧା 😭😭😭

    • @Arati-m9e
      @Arati-m9e ปีที่แล้ว

      Jay jagannath 🙏🙏🙏

    • @Priycore
      @Priycore ปีที่แล้ว

      Kaliare tokatha jete kahile saribani

  • @arajunmaharana6147
    @arajunmaharana6147 ปีที่แล้ว +5

    ଭାବ ବିନୋଦିଆ ଭାବଗ୍ରାହୀ ସିଏ... ଭକତ ବତ୍ସଳ ହରି,
    ତାଙ୍କୁ ସୁମରିଲେ ମହାନ୍ ବିପତ୍ତି
    ଯାଇଥାଏ ଅପସରି।।
    🙏 ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏

  • @debasisrout6126
    @debasisrout6126 ปีที่แล้ว +21

    ହେ ପରା ଜଗତର ନାଥ । ତାର ମାୟା ଅଗୋଚର । ଜୟ ଜଗନ୍ନାଥ🙏🙏🙏

  • @odiaserialdunia1951
    @odiaserialdunia1951 ปีที่แล้ว +1

    Jay jaganath

  • @mrniranjan2829
    @mrniranjan2829 ปีที่แล้ว +61

    ଧନ୍ୟ ଧନ୍ୟ ତୁମେ ପ୍ରଭୁ ପରଂବ୍ରହ୍ମ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🌹🌹🌹🌹🌹🌹🌹🌹🙏

  • @shibasankarmishra1582
    @shibasankarmishra1582 ปีที่แล้ว +1

    Joy joganath

  • @rajyabardhan1017
    @rajyabardhan1017 ปีที่แล้ว +10

    ହେ କରୁଣା ସାଗର ବନମାଳୀ ଏତିକି କର ଏ ମନ ଆତ୍ମା ସବୁ ବେଳେ ତମ ଚରଣ ରେ ଲୟ ରହୁ, ହେ କରୁଣା ସାଗର ଦୟା କର ଦର୍ଶନ ଦିୟ 🙏🙏🙏🙏🙏କୋଟି ପ୍ରଣାମ କରୁଣା ସାଗର 🙏

  • @debasisbehera1299
    @debasisbehera1299 ปีที่แล้ว

    Jay mahaprabhu jagannath

  • @sunilnath3572
    @sunilnath3572 ปีที่แล้ว +81

    🙏❤️🙏 ଜୟ ଜଗନ୍ନାଥ ମହାପ୍ରଭୁ ଶ୍ରୀ ପରଂବ୍ରହ୍ମ ଶ୍ରୀ ପୁରୁଷୋତ୍ତମ ମଣିମା ଙ୍କର ଜୟ ହେଉ 🙏❤️🙏

  • @umeshjena1881
    @umeshjena1881 ปีที่แล้ว +1

    ମୁଁ ଏହି କାହାଣୀ ଟି ଶୁଣି ମୋ ଆଖି ଛଳ ଛଳ ହୋଇ ଗଲା । ବହୁତ୍ ଭଲ ଲାଗିଲା। ଜୟ ଜଗନ୍ନାଥ।

  • @ManguJAJPUR
    @ManguJAJPUR ปีที่แล้ว +19

    ମୋ ମହାପ୍ରଭୁ କାହାକୁ ବି ହଇରାଣ କରିବେନି ଯେତେ କଷ୍ଟ ହେଲେ ବି ମୋ ମହାବାହୁ କୋଟି କୋଟି ପ୍ରଣାମ।।।।। Msg ଦେଲା ବେଳକୁ ମୋ ରୁମ ଟାଙ୍କୁରି ଉଠୁଛି ଜୟ ଜଗନ୍ନାଥ 😭😭😭😭😭😭

    • @gudugudu2101
      @gudugudu2101 ปีที่แล้ว +5

      Hele mote sabubele dukha kasta deuchanti mahabahu 😭😭😭😭😭

    • @gajaboy3498
      @gajaboy3498 ปีที่แล้ว

      @@gudugudu2101 are bhi eguda kahani kasta kie bi Bhar kariparibeni duki,daridra kahara choto belu bapa chalijauchi kou pila chotoru muka apahija kie bi daka kichi sunibeni

  • @ashokbehera2865
    @ashokbehera2865 ปีที่แล้ว +11

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପ୍ରଣାମ ମୋହା ବାହୁ ଆପଣକୁ କୋଟି କୋଟି ପ୍ରଣାମ
    🙏🙏🚩🚩🏹🏹

  • @birakishorenayak1690
    @birakishorenayak1690 ปีที่แล้ว +11

    ଧନ୍ୟ ତୁମେ ବନମାଳୀ,ତୁମକୁ କୋଟିକୋଟି ପ୍ରଣାମ
    ମହାପ୍ରଭୁ କୋଟିକୋଟି ପ୍ରଣାମ 🙏🙏🙏

  • @santoshnayak2126
    @santoshnayak2126 ปีที่แล้ว +3

    ତାଙ୍କୁ ଯିଏ ହୃଦୟରୁ bhlapai ପ୍ରଭୁ ନିଶ୍ଚୟ ସାହାଯ୍ୟ କରନ୍ତି
    ଜୟ ଜଗନ୍ନାଥ 🙏🙏🙏

  • @jagannathamazingworldodia
    @jagannathamazingworldodia ปีที่แล้ว +7

    ଜୟ ଜଗନ୍ନାଥ
    ସତରେ ଏ ଅନୁଭୂତି ଶୁଣିବାପରେ ଆଖିରୁ ଲୁହ ଚାଲିଆସୁଛି
    ପ୍ରଭୁଙ୍କ କୁପା ଅପାର

  • @gagansahoo3747
    @gagansahoo3747 ปีที่แล้ว

    Jay shree Jagannath 🙏🙏

  • @dipumallik3911
    @dipumallik3911 ปีที่แล้ว +7

    ହେ ପ୍ରଭୁ ଜଗନ୍ନାଥ ମୋର କି ଭାଗୀଅ ମୁଁ ତୁମର ଶରଣାପନ୍ନ ହେଲି ମୋତେ ଜ୍ଞାନ ଶକ୍ତି ଶ୍ରଦ୍ଧା ଦିଅ ହେ ପ୍ରଭୁ ଜଗନ୍ନାଥ

  • @asishgamer.3701
    @asishgamer.3701 ปีที่แล้ว +1

    ତୁମ ପରି ପ୍ରଭୁ ଥାଉ ଥାଉ ଏ ଅଧମକୁ ଆଉ କ'ଣ ଲୋଡା। ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ।

  • @agneyasahoo8697
    @agneyasahoo8697 ปีที่แล้ว +9

    ସତରେ ଆପଣଙ୍କ କଥା ଯେତେଶୁଣି ଲେ ମଧ୍ୟ ପେଟ ପୂରା ହେଉ ନାହିଁ। ହଁ ଗୋଟିଏ କେବଳ ହେଉଛି ଆଉ ସେଈଟା ହେଲା ଆଖି ରୁ କେବଳ ଧାର ଧାର ଅଶ୍ରୁ ବହେ ଅଶ୍ରୁ ବହେ।
    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏

  • @dharmendrapradhan4580
    @dharmendrapradhan4580 ปีที่แล้ว +3

    ହେ ପ୍ରଭୁ ଜଗନ୍ନାଥ ତମେ ହିଁ ସାହା ଭରସା ମୂଁ ଏ ସବୁ ଶୁଣିକି ମୁ ଆଖି ର ଲୁହ ଆସି ଯାଉଛି 🙏🙏🙏🙏

  • @bhagyashreemishra9772
    @bhagyashreemishra9772 ปีที่แล้ว +7

    ଏ କଥା ସୁଣି କି ମ ଆଖିରେ ଲୁହ ଆସି 😭ଗଲା ସେଏ ପରା ଆମ୍ ଜଗଥର ନାଥ ଜଗନ୍ନାଥ🔴❗🔴 ତା ବିନା ପରା ଆମ ଦୁନିଆ ଅଧାରୁ Jagannath Swami Nayana Patha Gami bhavatu me⚫‼️⚫

  • @manojkumarnayak5174
    @manojkumarnayak5174 ปีที่แล้ว +1

    ସିଏ ପରା ମୋ କାଳିଆ ସୁନା ❤️❤️🙏🙏 , ଭକତ ଭାବରେ ବନ୍ଧା 😭😭😭

  • @keshabnayak9038
    @keshabnayak9038 ปีที่แล้ว +11

    ଆମ ମହାପ୍ରଭୁ ଙ୍କ ର ଅପାର ଲିଳା। ତାଙ୍କୁ ଯିଏ ଊରସା କରନ୍ତି ସିଏ ତାଙ୍କର ସାହା ହୁଅନ୍ତି। ଜୟ ଜଗନ୍ନାଥ🙏🙏🙏

  • @priyankamahanta6886
    @priyankamahanta6886 ปีที่แล้ว +1

    Jai bola miracle pradata jagannathnkar jai🙏🙏🙏🙏🌺🌺🌺🌺🙏🙏🚩🚩🚩

  • @syamaprasadmahapatra
    @syamaprasadmahapatra ปีที่แล้ว +14

    ମଣିମାଙ୍କର ଜୟ ହେଉ 🙏 ମହାପ୍ରଭୁଙ୍କର ଜୟ ହେଉ 🙏

  • @sushilkumarsahoo1164
    @sushilkumarsahoo1164 ปีที่แล้ว +1

    Mo Kalia samastanka bandhu....samastanka sathire sabubele thae🤍 Jay Jagannath

  • @natabardasdas9876
    @natabardasdas9876 ปีที่แล้ว +7

    ହେ ପ୍ରଭୁ ଜଗନ୍ନାଥ 🙏 🙏 ତମ ଚରଣରେ ଶରଣ ପସୁଛି ଜାହା ଇଛା ତମର 🙏 🙏

  • @saradaasitpradhan3002
    @saradaasitpradhan3002 ปีที่แล้ว +1

    ଭାଇ ଦେହ ଥରି ଗଲା ଆପଣଙ୍କ ଅନୁଭୁତି ଶୁଣି।
    ଜୟ ଜଗନ୍ନାଥ ସ୍ୱାମୀ🙏🙏🙏🙏

  • @BeingPositivity
    @BeingPositivity ปีที่แล้ว +4

    ଭକ୍ତ କୁ କେବଳ ଏଇଭଳି ବିଶ୍ୱାସ ର ସହିତ ଜଗା କୁ ଡାକିବାକୁ ପଡ଼ିବ ବାସ୍ , ସେ ପରା ଭକ୍ତର ଭଗବାନ , ଭକ୍ତ ଡାକିବ ସେ ଆସିବେନି ଏହା ଅସମ୍ଭବ, ସେ ଯେକୌଣସି ବି ରୂପରେ ସାହାଯ୍ୟ କରିବେ ।🥰
    ଜୟ ଜଗନ୍ନାଥ 🙏🙏🙏

  • @rajeshpanda6440
    @rajeshpanda6440 ปีที่แล้ว +1

    ଜୟ ଜଗନ୍ନାଥ ହେ ମହାବାହୁ ତୁମେ ହିଁ ସାହାଭରସା |

  • @sunilbehera700
    @sunilbehera700 ปีที่แล้ว +6

    ସେତ ଭକତ ଭାବରେ ବନ୍ଧାରେ ସେତ ଭକତ ଜୀବନ ଧନ
    ତୁ ତାକୁ ଖୋଜିଲେ ସେତୋତେ ଖୋଜଇ ସିଏତ ହୃଦ ଚନ୍ଦନରେ ଉଣା କରନାହିଁ ମନ(◎o◎)

  • @monalisapriyadarsini1111
    @monalisapriyadarsini1111 ปีที่แล้ว +1

    Jayshreejaganath jayalmighty 🙏❤🤲❣️

  • @sushilsamanta1872
    @sushilsamanta1872 ปีที่แล้ว +10

    🙏🌼JAY SHREEJAGANNATH SWAMI🌼🙏

  • @priyaranjansamal4517
    @priyaranjansamal4517 ปีที่แล้ว

    JAYAAAA JAGANNATH MAHAPRABHU MAHABAHUU 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 TUMAR.... ASHIRWAD PRABHUUU 🙏🙏🙏SAMSTA KU SAHA HUOOO🙏🙏🙏🙏🙏🙏🙏🙏🙏🙏🙏🙏

  • @Artistsushanta
    @Artistsushanta ปีที่แล้ว +4

    Mo pravu anatna thakura
    Mo dhana kala thakura
    Anatna koti chaka Nayana 🙏
    Jay Jaganath 🙏

  • @KailashSingh-qu2od
    @KailashSingh-qu2od ปีที่แล้ว +1

    ଜୟ ଜଗନ୍ନାଥ ପ୍ରଭୁ ଆପଣ ଦୟାମୟ
    ମୋର ପ୍ରଣାମ ନେବ
    🙏🙏🙏🙏🙏

  • @samirsenbantlaangul7991
    @samirsenbantlaangul7991 ปีที่แล้ว +7

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏❤️

  • @sameerpatra345
    @sameerpatra345 5 หลายเดือนก่อน

    ଧନ୍ୟ ତୁମେ ଆଉ ଧନ୍ୟ ତୁମ ଲୀଳା ପ୍ରଭୁ । ତୁମେ ସତରେ ଭକ୍ତ ର ଭଗବାନ ।। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏।
    ଭାଇ ଆପଣଙ୍କ ସ୍ୱର ରେ ସମସ୍ତ ଅନୁଭୂତି ଜୀବନ୍ତ ଲାଗୁଛି । ଜୟ ଜଗନ୍ନାଥ

  • @kushasanrout3490
    @kushasanrout3490 ปีที่แล้ว +7

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏

  • @jogeshchoudhury4600
    @jogeshchoudhury4600 ปีที่แล้ว

    Siee heuchonthi amho maha prbhu jaggnath 🙏🏼🙏🏼🙏🏼 emthi sabhu bhelye bhakat khu shaha huao mahaprabhu jaggnath 🙏🏼🙏🏼🙏🏼

  • @theinnovation9035
    @theinnovation9035 ปีที่แล้ว +4

    ମହାବାହୁ ତୁମେ ଧନ୍ୟ ତୁମେ ମୋତେ ବି ଏମିତି ଦିନେ ସାହାଯ୍ୟ କରିଥିଲା ଜୟ ଜଗନ୍ନାଥ ମହାପ୍ରଭୁ

  • @sunilrajput4547
    @sunilrajput4547 ปีที่แล้ว

    जय जगन्नाथ महा प्रभु 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @dutikamuduli3844
    @dutikamuduli3844 ปีที่แล้ว +6

    ଧନ୍ୟ ତୁମେ ଲୀଳାମୟ ମହାପ୍ରଭୂ କାଳିଆ ଠାକୁର🙏🙏😭😭ତୁମକୁ କୋଟି କୋଟି ପ୍ରଣାମ

  • @SagarikaRath-xz4jc
    @SagarikaRath-xz4jc ปีที่แล้ว

    Ahe Prabhu Jagataranatha Jagannath🙏Koti Koti Pranama Mahaprabhu🙏Nirash Karibani Mahaprabhu🙏Khyama Kara Mahaprabhu Sabu Dosha Mora🙏Sansara Sukhi Rakha🙏Mora B Emit Anubhuti Kareidia Mahaprabhu🙏Jagannath Swami Nayanapathagami Bhabatume🙏Jay Jagannath🙏Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺🙏❤️🌺

  • @Reenabehera0
    @Reenabehera0 ปีที่แล้ว +8

    Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏

  • @sunitabehera4702
    @sunitabehera4702 ปีที่แล้ว +1

    Jay jagannath maha pravu

  • @manoramadigitalstudio2811
    @manoramadigitalstudio2811 ปีที่แล้ว +35

    🙏ଜୟଜଗନ୍ନାଥ 🙏
    ସୁଦିପ ଭାଇ ଙ୍କୁ ମୋର ପ୍ରଣାମ ନିବେଦନ କରିବା ସହିତ ମୋ ପ୍ରଭୁ ବନମାଳୀ ଙ୍କୁ ମୋର ଧନ୍ୟବାଦ ସହିତ ଆନ୍ତରିକ ପ୍ରଣାମ 🙏

  • @samarmohapatra2718
    @samarmohapatra2718 ปีที่แล้ว

    ଜୟ ଜଗନ୍ନାଥ ହେ ମହାପ୍ରଭୁ, ତୁମ୍ଭ କୃପା ଅପାର
    କାହାକୁ କେତେବେଳେ କେଉଁଠି କଉରୂପରେ ଆପଣ ଙ୍କ ସାହାର୍ଯ୍ୟ ମିଳି ଯିବ, ତାହା ଆପଣ ଙ୍କୁ ଜଣା. 🙏🙏

  • @manashpalai5238
    @manashpalai5238 ปีที่แล้ว +5

    Jay shree Jagannath mahaprabhu 🙏

  • @priyacharandas653
    @priyacharandas653 ปีที่แล้ว

    ଜୟ ଶ୍ରୀ ଜଗନ୍ନାଥ
    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ ରାମ ରାମ ହରେ ହରେ

  • @tutubehera2260
    @tutubehera2260 ปีที่แล้ว +5

    Jay Jagannath Swami 🙏🙏🙏🙏

  • @samirjet3234
    @samirjet3234 ปีที่แล้ว +2

    ଜୟ ଜଗନ୍ନାଥ
    ସମସ୍ତଙ୍କୁ ସାହା ହୁଅ ପ୍ରଭୁ 🙏🙏

  • @anita8284
    @anita8284 ปีที่แล้ว +7

    Jay Jagannath ❤️🙏🙏❤️

  • @rizolbaral2293
    @rizolbaral2293 ปีที่แล้ว

    ହେ ଚକାଡୋଳା 🙏🙏🙏 ସଂସାର କୁ ସଵୁଵେଳେ ଘଣ୍ଟ ଘୋଡାଇ ରଖିଥାଅ ପ୍ରଭୁ 🙏ହେ ଵନମାଳୀ 🙏🙏🙏

  • @abhinashsingh173
    @abhinashsingh173 ปีที่แล้ว +6

    ଜୟ ଜଗନ୍ନାଥ 🙏🙏🙏🙏

  • @saratsenapati2530
    @saratsenapati2530 ปีที่แล้ว

    Kada badhia thakura prabhu tuma kalia thakura
    Ha prabhu kalia thakura mo guhari tika suna prabhu🙏🙏🙏

  • @minakshipanda330
    @minakshipanda330 ปีที่แล้ว

    Prabhu tamaku koti koti pranaam 🙏🙏🙏🙏🙏jai jagannath🙏🙏

  • @sabitabehera6621
    @sabitabehera6621 ปีที่แล้ว

    ସତରେ ମହାବାହୁ ପ୍ରଭୂ ଜଗନ୍ନାଥ ପ୍ରଭୂ ଚକାଡୋଳା କୋଟି ମଉଡମଣି । ପ୍ରଭୂ ଜଗନ୍ନାଥ ସମସ୍ତଙ ପାଖରେ ଅଛନ୍ତି କିନ୍ତୁ ଆମେ ଜାଣି ପାରୁନାହୁଁ। ଜୟ ଜଗନ୍ନାଥ ପ୍ରଭୂ ସମସ୍ତଙ୍କ ପାଖରେ ଏହି ପରି ଥାଅ ପ୍ରଭୂ।🌹🌹🌹🌹🌹🙏🙏🙏🙏🙏

  • @mr.silu_100k
    @mr.silu_100k ปีที่แล้ว +23

    ଜୟ ଜଗନ୍ନାଥ ❤🙏🏽🙏🏽🙏🏽

  • @prabhatiacharya9754
    @prabhatiacharya9754 ปีที่แล้ว

    Jai jagannath 🙏🌺

  • @shydollpriti8691
    @shydollpriti8691 ปีที่แล้ว +4

    ମୁବି ୧୯ ବର୍ଷ ବୟସ ରେ ପ୍ରଭୂ ଜଗନ୍ନାଥଙ୍କ ନାମ ନେଇ ବହୁତ ବଡ ବିପଦରୁ ରକ୍ଷା ପାଇଛି🙏🙏🙏🙏🙏🙏😭😭😭😭ସତରେ ମୋ କାଳିଆ ଭାରି ଦୟାଳୁ

    • @bhaktarajagannatha
      @bhaktarajagannatha  ปีที่แล้ว

      କିଛି ଅନୁଭୂତି ଥିଲେ ପଠାନ୍ତୁ

    • @rittika...khushi3614
      @rittika...khushi3614 ปีที่แล้ว

      Jay Jagannath mahaprabhu 🙏🏻🙏🏻🙏🏻🙏🏻🙏🏻

    • @nilamadhabapradhan2966
      @nilamadhabapradhan2966 ปีที่แล้ว

      Apan nka story ti kuhantu kipari kalia sante help karithile. 🙏🙏

  • @hariharmohanty8551
    @hariharmohanty8551 ปีที่แล้ว +1

    ପ୍ରଭୁ ତୁମର ଅପୂର୍ବ ଲୀଳା ଏ ଆଖି କୁ ଲୁହ ଆସିଗଲା ସବୁ ତୁମରି ଇଛା ଜଗନ୍ନାଥ

  • @nehamosanta8236
    @nehamosanta8236 ปีที่แล้ว +4

    Jay Jagannath 🙏🙏🙏..........

  • @gayatrisahoo3690
    @gayatrisahoo3690 ปีที่แล้ว +2

    ମୋ ମହାପ୍ରଭୁ ଆପଣ ଙ୍କ ପରି କେହି ନାହାନ୍ତି ହେ ଯେତବଳେ ଯାହା ମନରେ ଭାବିଛି କହିବା ପୂର୍ବରୁ ମୋ ବାପା ଶ୍ରୀ ଜଗନ୍ନାଥ ସବୁ ଦେଇଛନ୍ତି🙏❤️⭕‼️⭕🔱🌼 ଏଇ ସୁନ୍ଦର୍ ଭକ୍ତ ଙ୍କ ଅନୁଭୂତି ଶୁଣି ଆଖିରେ ଲୁହ ଆସିଗଲା🙏😭❤️ସେ ତ ଭକତ ଭାବରେ ବନ୍ଧା ରେ ସେ ତ ଭକତ ଜୀବନ ଧନ 🙏❤️🚩 ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ର ଯୁଗେ ଯୁଗେ ଜୟ ହେଉ🙏❤️ ପତିତ ପାବନ ବାନା ସବୁ ବେଳେ ଉଡୁ ଥାଉ🙏❤️🚩🚩🚩🚩🕉️ ହୃଦୟ ରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଏଇ ସୁନ୍ଦର୍ video ରେ ଭକ୍ତ ଙ୍କ ଅନୁଭୂତି ଆମକୁ ଜଣାଇଥିବାରୁ🙏

  • @subhashreebehera4818
    @subhashreebehera4818 ปีที่แล้ว +3

    Jay Jagannath Prabhu 🙏🌹♥️🌹🙏

  • @kalpanabehera9939
    @kalpanabehera9939 ปีที่แล้ว +1

    Mo mahabahu 🙏🙏🙏🙏🙏😭😭😭😭😭😭

  • @sisirpanda5093
    @sisirpanda5093 ปีที่แล้ว +5

    🙏🙏🙏Jay Jagannath 🙏🙏🙏

  • @manoranjanpatra3441
    @manoranjanpatra3441 ปีที่แล้ว +1

    Jai Jagannath

  • @letslearnandearn121
    @letslearnandearn121 ปีที่แล้ว +5

    Jay jagannath🙏🙏🙏

  • @basudebapradhan3828
    @basudebapradhan3828 ปีที่แล้ว +1

    Bhagaban tume keta mhana Jay jagarantha Prabhu Jagatara Natha

  • @p.k.creation9462
    @p.k.creation9462 ปีที่แล้ว +8

    ଜୟ ଜଗନ୍ନାଥ 🙏 ⚫️❗️⚫️ 🙏

  • @sombaghel8679
    @sombaghel8679 ปีที่แล้ว

    Jay jagarnntha Maha Prabhu tumaku koti koti tuma charana re pranam karuchi maha bahu..🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼 je ho Gobind ji 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼 sita ram 🙏🏼🙏🏼🙏🏼 sita ram 🙏🏼🙏🏼🙏🏼🙏🏼🙏🏼 jay jay RAM.🙏🏼

  • @bulusahu3947
    @bulusahu3947 ปีที่แล้ว +4

    Jai jagannath 🙏🙏🙏

  • @etishreejallyeti7813
    @etishreejallyeti7813 ปีที่แล้ว

    Jay jaggannath Jay jaggannath he mahabahu kalia thakura apana nku koti koti pranam

  • @sabitasahoo6220
    @sabitasahoo6220 ปีที่แล้ว

    Jay jagannath
    Mahaprabhu tamari asribad ru sabu thik haba prabhu

  • @sasmitassweethome593
    @sasmitassweethome593 ปีที่แล้ว +3

    Jay jagarnatha 🙏🙏🙏🙏🙏

  • @BPandaMuzik
    @BPandaMuzik ปีที่แล้ว

    Jay Shree Jagannath ⭕‼️⭕

  • @priyaranjansamal4517
    @priyaranjansamal4517 ปีที่แล้ว

    JAYAAAAAAAAAAAAAAAAAAA JAGANNATH MAHAPRABHU MAHABAHUU SWAMMY... 🙏🙏🙏🙏SAHA....HUOOOOO 🙏🙏🙏 PLEASE 🙏🙏🙏🙏🙏🙏🙏🙏🙏🙏

  • @himanshudas9631
    @himanshudas9631 ปีที่แล้ว +5

    Jay Jay Maha bahu 🙏🙏🖤🙏🖤🙏🖤🖤🙏

  • @prabhatranjannayak3915
    @prabhatranjannayak3915 ปีที่แล้ว

    ବହୁତ ଭଲ ଲାଗୁଚି ଶୁଣିକି ସବୁ ସେହି କାଳିଆ ଠାକୁର ଙ୍କ ଇଛା ☝️☝️☝️🙏🙏🙏🙏🙏🙏🙏🙏

  • @subhalaxmimahapatra6924
    @subhalaxmimahapatra6924 ปีที่แล้ว +30

    This is God's almighty. This type of miracles can happen to us when we have complete faith in God 🙏

  • @priyaranjansamal4517
    @priyaranjansamal4517 ปีที่แล้ว

    PRABHUUUU PURUSHOTTAM MAA JANKI 🙏🙏🙏🙏🙏 KHYAMA KHYMA KHYMA KARO SAHA HUOOOOOO PRABHUUU PURUSHOTTAM MAA JANKI 🙏🙏🙏 AU KASTA DEYANI PRABHUUU PURUSHOTTAM MAA JANKI PLEASE SAHA HUOOOOOO SAMSTAKU

  • @sripatirout2473
    @sripatirout2473 ปีที่แล้ว +7

    ଜୟ ଜଗନ୍ନାଥ ସ୍ୱାମୀ 🙏🏻🙏🏻🔱💝

  • @sunitanayak300
    @sunitanayak300 ปีที่แล้ว +1

    Jay mahaprabhu apananka pada tale koti juhara

  • @klmishra4014
    @klmishra4014 ปีที่แล้ว +7

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤️🙏❤️🙏❤️🙏❤️

  • @bholanathnanak3160
    @bholanathnanak3160 ปีที่แล้ว +1

    Shree Jagannath Swami

  • @pradyumnapattanaik6936
    @pradyumnapattanaik6936 ปีที่แล้ว +3

    ଜୟ ଶ୍ରୀ ଜଗନ୍ନାଥ 🙏 🙏 🙏 🙏

  • @bikash.kumarpatra7746
    @bikash.kumarpatra7746 ปีที่แล้ว

    Mo Prabhu jagannath 🙏🙏
    Seata Hatia 🙏🙏🙏
    Ta pada Padma ku 🙏🙏🙏🙏
    Sata sata pranam 🙏🙏🙏🙏🙏
    👍👍👍👍👍👍👍👍👍👍👍👍👍👍👍