ସତରେ କଣ ମହାପ୍ରଭୁ ଜଗନ୍ନାଥ ଖାଆନ୍ତି ? ଜଗନ୍ନାଥ ମହିମା | ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର | ଓଡ଼ିଶା ୩୬୫

แชร์
ฝัง
  • เผยแพร่เมื่อ 25 พ.ย. 2024

ความคิดเห็น • 269

  • @madhusmitamohanty8320
    @madhusmitamohanty8320 ปีที่แล้ว +46

    ଯୋଉ ମନ୍ଦିରରେ ମାଆ ମହାଲକ୍ଷ୍ମୀଙ୍କର ହାତର ସ୍ପର୍ଶ ଓ ମହାପ୍ରଭୁଙ୍କର ଓଠର ସ୍ପର୍ଶ ଲାଗିଛି ସେ ମହାପ୍ରସାଦ ବାସ୍ନା ଅଦୈତୟ 🪔🏵🙏

  • @hamigotuber8418
    @hamigotuber8418 ปีที่แล้ว +19

    ସାର ପ୍ରଣାମ🙏 ଆପଣଙ୍କ କଥାରେ ପ୍ରତ୍ୟେକଟି ଶବ୍ଦ ରୁ ମୋ ମହାବାହୁଙ୍କୁ ଅତି ନିକଟତର ହେବାରେ ଲାଗିଛି ⭕❗⭕😭 ମୋ କାଳିଆ ସାଆନ୍ତ ❤❤ କୋଟି କୋଟି ପ୍ରଣାମ ମୋ ମହାବାହୁ

  • @Jagannatha_Bhakti
    @Jagannatha_Bhakti ปีที่แล้ว +7

    ଦୟା କରି ମୋର ଗୋଟେ ଅନୁରୋଧ ରକ୍ଷା କରିବେ
    ମୁଁ ମା ବିରଜା ଙ୍କ ମହିମା dr ଆଶୁତୋଷ ଙ୍କ ମୁଖ ରୁ ଶୁଣିବାକୁ ଚାହେଁ ମୋର ଏହି ଇଚ୍ଛା ଆପଣ ପୂରଣ କରିବେ କି 🙏🏼

  • @magsirasahu2050
    @magsirasahu2050 ปีที่แล้ว +2

    Jay shree Jagannath Swami Nayana patha gami vab tum namita maa Sita Ram sir 🛕🚩🔔🐚⭕‼️⭕☸️🌿🪷🙏🏻🙏🏻🙏🏻🙏🏻🙏🏻

  • @ashokashe9542
    @ashokashe9542 ปีที่แล้ว +5

    ମହାପ୍ରଭୁ ତୁମେ ଅଛି ବୋଲି ଆମେ ଅଛୁ,
    ତମେ ହିଁ ଆମ ଶକ୍ତି, ଭକ୍ତି ଓ ମୁକ୍ତି ର ପଥ,
    ଜୟ ଜଗନ୍ନାଥ,🙌🙏🙏
    Ashutosh sir ଆପଣଙ୍କୁ ମଧ୍ୟ ଅନେକ ଅନେକ କୃତଜ୍ଞତା,🙏

  • @manaspradhan4168
    @manaspradhan4168 6 หลายเดือนก่อน +2

    ସତରେ କେଡେ ସୁଂଦର ମୋ ମହାପ୍ରଭୁ। ଜୟ ଜଗନ୍ନାଥ🙏🙏🌹🌹❤

  • @srabindrareddy2950
    @srabindrareddy2950 ปีที่แล้ว +3

    🙏🙏🙏🙏🌺🌺🌺🌺 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଭବ ତୁମେ 🌺🌺🌺🌺🙏🙏🙏🙏

  • @RanajitSahoo
    @RanajitSahoo ปีที่แล้ว +2

    ଯେତେ ଦଉଥିବି ସେତେ ଖାଉଥିବୁ ନ ସୁଖିବ ତୋର ହାତ ଲୋକେ କହୁଥିବେ ଖାଇବା ଠାକୁର ନୀଳାଚଳେ ଜଗନ୍ନାଥ ❤ ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @debashisguru8101
    @debashisguru8101 ปีที่แล้ว

    Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @moprabhushrijagannath
    @moprabhushrijagannath ปีที่แล้ว +3

    ବହୁତ ଶାନ୍ତି ଲାଗିଲା ଏ ପ୍ରଶ୍ନ ମୋ ମନରେ ସବୁବେଳ ଥାଏ ସତରେ କଣ ମହାପ୍ରଭୁ ଏତେ ସବୁ ଭୋଗ ଖାଆନ୍ତି ,ଯେବେ ମଠ ମନ୍ଦିର ମାନଙ୍କରେ ଦୁଇଟି ମୁଆ ,ନଡିଆ ,କୋରା ରେ ଭୋଗ ଲାଗିହୁଏ ତେବେ ଶ୍ରୀ ମନ୍ଦୀର ରେ କଣ ପାଇ ଏତେ ନୈବେଦ୍ୟ ସମର୍ପଣ ହୁଏ ! ଏହି ଜିଜ୍ଞାସା ମୋର ଦୂରୀଭୂତ ହେଲା । ସାର ମୋର ଓଡ଼ିଶା ୩୬୫ ଚ୍ଯାନେଲ ମାଧ୍ୟମରେ ଆପଣଙ୍କୁ ଏକ ପ୍ରାଥନା, ଶ୍ରୀ ଜଗନ୍ନାଥ ଙ୍କର ମନ୍ଦିର ରେ ବୃନ୍ଦାବନ ଭଳି ଶ୍ରୀ ରାଧା ଙ୍କର ପ୍ରତାକ୍ଷ ପୂଜା ହେଉନାହି କାହିଁକି ? ଏହି ବିଷୟରେ ଯଦି ଗୋଟେ ଅଧ୍ୟାୟ କରନ୍ତେ ବହୁତ ଭଲ ହୁଅନ୍ତା । ଜୟ ଜଗନ୍ନାଥ ସ୍ବାମୀ

  • @the_design_lobby
    @the_design_lobby ปีที่แล้ว +1

    Apananka bani sahita mahaprasadara basna ra anubhav madhya paigali . Dhanyawad 🙏🏻

  • @binapaninayakbina539
    @binapaninayakbina539 ปีที่แล้ว +1

    Jay jagannath mohaprabhu

  • @bipinamallik2803
    @bipinamallik2803 ปีที่แล้ว +1

    Jaya Sree Jagannatha Swami Jaya Kali Yugare Odisara Biswara Biswa Bramhandara Malika MoKalia Raja Mahabahunkara Apurba Lila Dhanya Mahaprabhu Dhanya Tume

  • @sujitpanda8293
    @sujitpanda8293 ปีที่แล้ว +1

    Hee manima mahaprabhu 🙏🏻🙏🏻🙏🏻🙏🏻

  • @satyabratsamal7195
    @satyabratsamal7195 ปีที่แล้ว +1

    Jai Jagannath Swami 🙏🙏🙏💐💐💐

  • @sandhyapattnaik2817
    @sandhyapattnaik2817 ปีที่แล้ว +5

    ଜୟ ମୋ ମାଆ ମହାଲକ୍ଷ୍ମୀ ସାଆନ୍ତାଣୀ , ମହାପ୍ରଭୁ ମଣିମା ଙ୍କର ଜୟ ହେଉ
    🙏🌹🙏... ବହୁତ ଭଲ ଲାଗିଲା , ସୁନ୍ଦର ଭାବର ବର୍ଣ୍ଣନା ଟି ଆଶୁତୋଷ ବାବା❤❤❤

  • @Swati_500
    @Swati_500 ปีที่แล้ว +1

    JAY JAGANNATH MAHAPRABHU MAHABAHU JAGABANDHU

  • @upperprimaryodisha3797
    @upperprimaryodisha3797 ปีที่แล้ว +1

    Jay Guru Jay Jagannath happy after hearing Mahaprabhu and Mahaprasada

  • @pranklover1696
    @pranklover1696 ปีที่แล้ว +1

    Jay shree jagannath Swami Nayan poth gami

  • @anusayamohanty1775
    @anusayamohanty1775 ปีที่แล้ว +1

    Sir pranm jay shree jaganath😢🎉

  • @LipsaBehera-kr1qs
    @LipsaBehera-kr1qs ปีที่แล้ว +1

    Jay Jagannath ashutosh sir🙏 apananka mukhara bindaru suni bhakti prakatita heuchhi 🙏🙏🙏🙏

  • @Abinaschannel
    @Abinaschannel ปีที่แล้ว +2

    Jay Shree Jagannath Mahaprabhu

  • @pujasahoo7038
    @pujasahoo7038 ปีที่แล้ว +1

    Sir pranam 🙏 jay jaganath 🙏❤️🙏💗🙏🙏🙏💗 💗

  • @sujatalenka1879
    @sujatalenka1879 ปีที่แล้ว +5

    ଜୟ କାଳିଆ ସାଆନ୍ତେ ମହାବାହୁ ପ୍ରଭୁ 🙏🙏🙏

  • @nishikantapal6930
    @nishikantapal6930 ปีที่แล้ว +1

    Prabhu tribhuvanapati 🙏🙏❤️🙏🙏❤️🙏🙏

  • @rahulkumarsingh2272
    @rahulkumarsingh2272 ปีที่แล้ว +1

    Jay Jagannath Prabhu nka ra jay

  • @muktikantbihari8742
    @muktikantbihari8742 ปีที่แล้ว +1

    Ki katha Ashu Bhai, aapanka kathare Jagannatha nka prati gote alaga bhabana. Deha sitei uthe Dr.Asutosh nka tharu amrutabani suniba pare 🙏

  • @chandrasekharsingh9424
    @chandrasekharsingh9424 ปีที่แล้ว +1

    ଇଲୋ ଇଲୋ ମୋ କାଳିଆ ❤️😘

  • @Asisroy-ok5fh
    @Asisroy-ok5fh ปีที่แล้ว +1

    Very nic sir 🙏🙏🙏🙏🙏

  • @mousumiswain5611
    @mousumiswain5611 ปีที่แล้ว +1

    Jay Jagannath Swami 🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️🙏

  • @bidyadharsahu2449
    @bidyadharsahu2449 ปีที่แล้ว

    ମହାପ୍ରଭୂ ହେ 🙏🙏🙏

  • @anilkusahoo33539
    @anilkusahoo33539 ปีที่แล้ว +5

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
    ⭕‼️⭕🙏🙏🙏🙏🙏🙏🙏🙏🙏

  • @aratatarai2196
    @aratatarai2196 ปีที่แล้ว +1

    Jay sri jagannath sir🌹🙏🙏🙏🙏🙏🙏🙏🙏🙏🙏..............

  • @sundaraylumbini8181
    @sundaraylumbini8181 ปีที่แล้ว +3

    Superb narration sir 👏 the way you present the almighty it's amazing..GOD BLESS YOU. Pranam

  • @satyanayak4271
    @satyanayak4271 ปีที่แล้ว

    ଜୟ ହୋ ଲକ୍ଷ୍ମୀ ମାଆ ର ଆଉ କଳା ସାଆନ୍ତେ ଙ୍କ ର ଜୟ ହୋ ❤️❤️❤️❤️❤️🙏🙏🙏🙏🙏🙏

  • @lilibagh6059
    @lilibagh6059 6 หลายเดือนก่อน

    ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏🙏🙏🙏👍👍👍👍

  • @mahendrakumarpanda557
    @mahendrakumarpanda557 ปีที่แล้ว

    ଜୟ ଜଗନ୍ନାଥ ମହାପ୍ରଭୂ ଜୟ ଜଗନ୍ନାଥ ମହାପ୍ରଭୂ ଜୟ ଜଗନ୍ନାଥ ମହାପ୍ରଭୂ ଜୟ ଜଗନ୍ନାଥ ମହାପ୍ରଭୂ ଜୟ ଜଗନ୍ନାଥ ମହାପ୍ରଭୂ ଜୟ ଜଗନ୍ନାଥ ମହାପ୍ରଭୂ

  • @meghnatgarnayak7039
    @meghnatgarnayak7039 ปีที่แล้ว +4

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପ୍ରଭୁ ତୁମ ପାଦ ତଳେ ମୋ କୋଟି କୋଟି ପ୍ରଣାମ ପ୍ରଣାମ ପ୍ରଣାମ

  • @P.sarbeswarpradhan9770
    @P.sarbeswarpradhan9770 ปีที่แล้ว +2

    Jay jay shree jagannath mahaprabhu🙏🙏🙏🙏🌷🌷❣️❣️

  • @prakasinidas8188
    @prakasinidas8188 ปีที่แล้ว +1

    ସୁନା ମଣିମା ମୋର..🌻🙏🌻🙏🌻

  • @sasikantamohanty9623
    @sasikantamohanty9623 ปีที่แล้ว

    ମୋ ଆଖିରେ ଲୁହ ରହୁନି ମହାପ୍ରଭୁ 🙏🙏🙏😭😭😭. ମୋତେ ନେଇଯାଅ ମହାପ୍ରଭୁ... 🙏🙏🙏

  • @pradeshkumarsahoo1877
    @pradeshkumarsahoo1877 10 หลายเดือนก่อน

    ମଣିମାଙ୍କର ଜୟ ହେଉ ମହାବାହୁ ମହାପ୍ରଭୁ 🙏🙏🙏🙏🙏🙏🙏

  • @manaspradhan9252
    @manaspradhan9252 ปีที่แล้ว +3

    Jay jay jagannath Jay Jay jagannath Jay Jay jagannath 🙏🙏🙏🙏

  • @debarajharijan
    @debarajharijan 4 หลายเดือนก่อน

    ଭାଇ ଜୟ ଜଗନ୍ନାଥ ଏମିତି ଆମକୁ ନିଇତି ଶୁଣିବାକୁ ମିଳିଥାଉ, ଆପଣ ଶୁଣାଉ ଥାଆନ୍ତୁ। ଜୟ ଅଖିଳ ବ୍ରହ୍ମାଣ୍ତର ସ୍ୱାମୀ। ଜୟ ଭକ୍ତର ଭଗବାନ। ଜୟ ଦଶ ଅବତାରୀ ।🙏🙏🙏🙏🙏🙏🙏

  • @swarnalatasahoo8760
    @swarnalatasahoo8760 ปีที่แล้ว +1

    Jay jagannath

  • @samirmoharana1498
    @samirmoharana1498 ปีที่แล้ว +1

    Jay Jay shree Jagannath

  • @mamalidalai2280
    @mamalidalai2280 ปีที่แล้ว +1

    Jay jagnnath swami nayan patha gami bhaba tume🙏🙏🙏🙏🙏🙏🙏

  • @hamigotuber8418
    @hamigotuber8418 ปีที่แล้ว +6

    ଜୟ ଶ୍ରୀ ଜଗନ୍ନାଥ ମୋ ବଳିଆର ଭୁଜ ମୋ ମହାବାହୁ ମୋ କାଳିଆ ସାଆନ୍ତ ମୋ କାଳିଆ ସୁନା ମୋ ଜୀବନ ଧନ ମୋ କଳା ମାଣିକ ମୋ ଗେହ୍ଲା ଠାକୁର ⭕❗⭕ ବ୍ରହ୍ମାଣ୍ଡ କୋଟି କୈବଲ୍ୟ ଠାକୁର ଆଜି ଏ ଅଧମ ହାତ ରୁ ବୁଟମୁଗ ଖାଇଛନ୍ତି 🙏😭⭕❗⭕

    • @santoshinijena143
      @santoshinijena143 ปีที่แล้ว +1

      କହିବେକି ବୁଟମୁଗ କଥା ଜୟ ଜଗନ୍ନାଥ🙏

    • @chinmayabarik6864
      @chinmayabarik6864 ปีที่แล้ว

      ଆଜ୍ଞା କିଭଳି ଆପଣଙ୍କଠାରୁ ମହାବାହୁ ଦିନବନ୍ଧୁ ଭାବବିନୋଦିଆ ଭକ୍ତବସଳ ହରି ଗ୍ରହଣ କଲେ ଟିକେ ଦୟାକରି କହିବାହେବେ ଶୁଣିବାକୁ ମନ ବ୍ୟାକୁଳ ହେଉଛି

  • @asitrout7659
    @asitrout7659 ปีที่แล้ว +1

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @aadhikari7615
    @aadhikari7615 ปีที่แล้ว

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଧନ୍ଯ ତୁମେ ମହାପ୍ରଭୁ କାଳିଆ ଠାକୁର 🙏ଧନ୍ଯ ତୁମରି ମହିମା ତୁମର ସେ ମହାପ୍ରସାଦକୁ ଟିକିଏ ପାଇବାକୁ ଭକ୍ତ ଉତ୍ସନ ହୁଏ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

  • @bhagyabatigantayat297
    @bhagyabatigantayat297 ปีที่แล้ว +1

    Jay Shree Jagannath⭕❗⭕🙏❤🙏❤🙏❤🙏❤🙏❤

  • @chandankumarjena9286
    @chandankumarjena9286 ปีที่แล้ว +7

    🙏🏻😭❤️ଜୟ ଜଗନ୍ନାଥ ❤️😭🙏🏻

  • @brahmeswarbiswal3707
    @brahmeswarbiswal3707 ปีที่แล้ว +1

    Nice

  • @Bhakti-Gitanjali
    @Bhakti-Gitanjali ปีที่แล้ว

    ଜୟ ଜଗନ୍ନାଥ ସ୍ଵାମୀ ତୁମ୍ଭ ଶ୍ରୀଚରଣ ତଳେ ଅନନ୍ତ କୋଟି ପ୍ରଣାମ 🌹🌹🌹👏👏👏ଏବଂ ନନା ଙ୍କୁ ମଧ୍ୟ ସାଦରେ ପ୍ରଣାମ 👏। ମର୍ତ୍ତ୍ୟ ବୈକୁଣ୍ଠ ପୁର ଶ୍ରୀମନ୍ଦିର ନୀଳ କନ୍ଦର । ପ୍ରଭୁ ଲକ୍ଷ୍ମୀ ନାରାୟଣ ଙ୍କ ପ୍ରତୋ କ୍ଷ ଲୀଳା ଭୂମି । ନିତ୍ୟ ତେତିଶ କୋଟି ଦେବା ଦେବୀ ଓ ଭକ୍ତ ଙ୍କ ସଙ୍ଗେ ରାହାସ ଲୀଳା ଚାଲିଛି । ତେଣୁ ସବୁ ତାଙ୍କରି ଲୀଳା , ମାନବ ଭକ୍ତ ରୂପରେ ତାଙ୍କ ଆଶିଷ ଓ ଦର୍ଶନ ଏବଂ କାଣିଚାଏ ଅମୃତ ନିର୍ମାଲ୍ୟ ଟିକେ ପାଇବା ପାଇଁ ସଦା ସର୍ବଦା ସବୁ ବେଳେ ବ୍ୟାକୁଳ । ସେ ଦିବ୍ୟ ଦର୍ଶନ ଓ ଅଭଡ଼ା ଟିକିଏ ପାଇଗଲେ ଭକ୍ତ ର ଜୀବନ ଧନ୍ୟ ହୋଇ ଯାଏ । ମହାପ୍ରଭୁ ଜଗନ୍ନାଥ ଙ୍କ ଏ ଦିବ୍ୟ ମହିମା ଶ୍ରବଣ କରି ଧନ୍ୟ ଏ ପ୍ରାଣ । ଜୟ ଲକ୍ଷ୍ମୀ ନାରାୟଣ 👏👏👏

  • @sujanghosh7601
    @sujanghosh7601 ปีที่แล้ว +1

    Maa laxmi❤

  • @chulbulu_29
    @chulbulu_29 ปีที่แล้ว +1

    Jai Jai jagannath ☺🤗🤗🤗
    Jai Jai jagannath ☺🤗🤗🤗
    Hari bol 🙇🏻‍♀️🙇🏻‍♀️🙇🏻‍♀️☺☺☺☺

  • @Kalusahu-o6d
    @Kalusahu-o6d ปีที่แล้ว +1

    👏

  • @bimalchandrasarangi1128
    @bimalchandrasarangi1128 10 หลายเดือนก่อน

    ସୁନ୍ଦର ତଥ୍ୟ ଓ ଅବତାରଣା ପ୍ରଦାନ କରିଥିବାରୁପୁଣି ଥରେ ଧନ୍ୟବାଦ ଦେଉଅଛି।

  • @techbaazgaming3638
    @techbaazgaming3638 ปีที่แล้ว +1

    Jayjagannatha 🙏🙏🙏🙏🙏

  • @NabinPratihari-rt6my
    @NabinPratihari-rt6my ปีที่แล้ว +1

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ 🙇🙇🙇🙇🪷🪷🌸🙏🌸🪷🙇🙇🪷🌸🌸🙏

  • @priyankamohapatra1647
    @priyankamohapatra1647 ปีที่แล้ว

    ମୋ ଜଗନ୍ନାଥ ସ୍ୱାମୀ ଙ୍କ‌‌‌ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ

  • @saivai2565
    @saivai2565 ปีที่แล้ว +1

    He Mahabahu Jagata Kalyana Heu... Jay Jagannath...🙏🙏🙏

  • @chhabilatasenapati7909
    @chhabilatasenapati7909 ปีที่แล้ว +1

    🙏🙏🙏

  • @rabinarayanpradahan9380
    @rabinarayanpradahan9380 5 หลายเดือนก่อน

    ହେ ମହାବାହୁ, ସତରେ ତମେ ଲୀଳାମୟ,,,🙏🙏

  • @pravatkumarsahoo1439
    @pravatkumarsahoo1439 ปีที่แล้ว +3

    🙏Jai ShreeJagannath Swami 🙏🙏🙏🙏

  • @DOMANIDEI
    @DOMANIDEI 6 หลายเดือนก่อน

    ସାର୍ ଆପଣଙ୍କୁ କୋଟି ପ୍ରଣାମ

  • @debinadebina4417
    @debinadebina4417 ปีที่แล้ว +1

    Jay jagarnath🙏

  • @minakshipanda330
    @minakshipanda330 ปีที่แล้ว

    ମଣିମା କାଳିଆ ସାଆନ୍ତଂକ ର ଜୟ ହେଉ 🙏⚫‼️⚫🙏

  • @pramilapani9960
    @pramilapani9960 ปีที่แล้ว +2

    JAY JAGANNATH🙏❤🙏❤

  • @maheshdas5438
    @maheshdas5438 ปีที่แล้ว

    ❤❤❤❤❤❤ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🙏🙏🙏🙏🙏 ଦେବ ନ ଜାନାତି କୁତ ମନୁଷ୍ୟ 🙏🙏🙏🙏🙏

  • @SwatiSucharita-w1m
    @SwatiSucharita-w1m ปีที่แล้ว +1

    Om Jay shree Jagannath Swami Nayana Patha gami bhaba Tume 🙏🙏🙏🙏❤️ Hari Hari bol Manima Hari Hari bol 🙏🙏🙏🙏❤️

  • @n.sankarrao3610
    @n.sankarrao3610 ปีที่แล้ว

    କଣ ସତରେ ଜଗନ୍ନାଥ ସମସ୍ତ ଙ୍କର ଦୁଃଖ ଶୁଣନ୍ତି ଯଦି ଶୁଣନ୍ତି ତେବେ ମୋ ଦୁଃଖ କେବେ ଶୁଣିବା ହେବେ ମଣିମା

  • @bhagyalatapanda2910
    @bhagyalatapanda2910 ปีที่แล้ว +1

    Jay jagannath swami 🙏🏼🙏🏼🙏🏼🙏🏼

  • @asishkumarsahoo0707
    @asishkumarsahoo0707 ปีที่แล้ว +1

    ଜୟ ମା ମହାଲକ୍ଷ୍ମୀ ଜୟ ଜଗନ୍ନାଥ

  • @syamaprasadmahapatra
    @syamaprasadmahapatra ปีที่แล้ว

    ମଣିମାଙ୍କ ଜୟ ହେଉ 🙏

  • @sagarikaswain3378
    @sagarikaswain3378 5 หลายเดือนก่อน

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❣️🙏❣️

  • @sunilnath3572
    @sunilnath3572 ปีที่แล้ว +3

    💐🙏❤️🙏💐 ଜୟ ମା ଅର୍ଣ୍ଣପୂର୍ଣ୍ଣା ଶ୍ରୀହରିପ୍ରିୟା ଠାକୁରାଣୀ ଙ୍କର ଜୟ ହେଉ 💐🙏❤️🙏💐

  • @bikash2971
    @bikash2971 ปีที่แล้ว

    ଲୀଳାମୟ ମହାପ୍ରଭୁ 🙏🙏

  • @priyankamohapatra1647
    @priyankamohapatra1647 5 หลายเดือนก่อน

    ମୋ ଜଗନ୍ନାଥ ସ୍ୱାମୀଙ୍କ ଶ୍ରୀ ଚରଣ କମଳ ତଳେ ଅନନ୍ତ କୋଟି କୋଟି ପ୍ରଣାମ

  • @manaskumarmaharana24
    @manaskumarmaharana24 ปีที่แล้ว +1

    ମୋ ମଣିମା 🙏🙏
    ହଁ ସେ ଖାଆନ୍ତି ଆଉ ଖୁଆନ୍ତି ମଧ୍ୟ ଯଦି ନ ଖାଉ ଥାନ୍ତେ ତେବେ ବିଦୁରାଣୀ ଙ୍କ ଠାରୁ କଣ କଦଳୀ ଚୋପା ମୋ ମଣିମା ଗ୍ରହ ଣ କରିଥାନ୍ତେ ଭାବରେ ଦେଲେ ସେ ତୁଛ ଦ୍ରବ୍ୟ କୁ ମଧ୍ୟ ଗ୍ରହଣ କରନ୍ତି l ଏତେ ଦୟାଵାନ ଆଉ କରୁଣା ବରୁଣା ଲୟ ମୋ ଛାମୁ 😭 ମଣିମା...... ମୋ ମଣିମା 😭😭

  • @sabitasahoo714
    @sabitasahoo714 ปีที่แล้ว +1

    ଜୟ ଜଗନ୍ନାଥ🙏🙏

  • @village_vlog_japan
    @village_vlog_japan ปีที่แล้ว

    Jay Jagannath Swami Nayana Pathagami Bhaba Tume

  • @saradaprasadpatra6291
    @saradaprasadpatra6291 ปีที่แล้ว

    🙏🙏ଜୟ ମା ମହାଲକ୍ଷ୍ମୀ 🙏🙏
    🙏🙏 ଜୟ ଶ୍ରୀ ଜଗନ୍ନାଥ 🙏🙏🚩

  • @puspanjalibehera3651
    @puspanjalibehera3651 ปีที่แล้ว +2

    Jay ⭕❗⭕jagannatha maha prabhu😭😭 ❤❤❤❤❤🌸🌸🌸🌸🌸🚩🚩🪔🪔🪔🪔🪔 Jay jagannatha Jay shree ram🙏 🚩

  • @gyanakabi5668
    @gyanakabi5668 6 หลายเดือนก่อน

    ଜୟ ଶ୍ରୀଜଗନ୍ନାଥ ସ୍ଵାମୀ 🙏🙏🚩🚩

  • @akashbarik8387
    @akashbarik8387 ปีที่แล้ว +1

    ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕

  • @satyabhamasahoo418
    @satyabhamasahoo418 ปีที่แล้ว

    Jay jaganatha satare hearttouching tor katha jete sunile bi mana pureni

  • @godabarimangaraj5027
    @godabarimangaraj5027 ปีที่แล้ว

    🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏

  • @pranabbarik9521
    @pranabbarik9521 ปีที่แล้ว

    ମହାପ୍ରଭୁ ହେ

  • @simapatnaik8813
    @simapatnaik8813 ปีที่แล้ว

    Apurba vyakhya
    Jaya Jagannath🙏🙏🙏🙏

  • @pradeepmonthan9268
    @pradeepmonthan9268 4 หลายเดือนก่อน

    Jaijaganatha jaijaganatha jaimahaprabhu

  • @bkbarik2322
    @bkbarik2322 ปีที่แล้ว +5

    ଜୟ ମହାପ୍ରଭୁ🙏🙏

    • @chandankumarjena9286
      @chandankumarjena9286 ปีที่แล้ว

      ଜୟ ଜଗନ୍ନାଥ ଭାଇ ❤️😭🙏🏻

  • @anantabiswal3516
    @anantabiswal3516 ปีที่แล้ว +1

    Jay jagannath🙏🙏🙏. Maha prahu nitya bhunjanti, odia ku ehara pramana darakara nahin sir.

  • @FunnyVideos-td1ug
    @FunnyVideos-td1ug ปีที่แล้ว

    Jaya jagannath...🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @prasantaroutraya4952
    @prasantaroutraya4952 ปีที่แล้ว

    Jai Jai ShreeShree Jagannatha Mahaprabhu.

  • @brahmanandabehera2289
    @brahmanandabehera2289 ปีที่แล้ว

    Jay shree Jagnnath ❤❤❤❤🙏🙏🙏🙏🙏🙏🙏🙏🪔🪔🪔🪔🪔🌷🌷🌷🌷🌷🌿🌿🌿🌸🌸🌸🌸🌸🌸🌷🌷🌷🌷💐💐💐💐💐💐💐💐

  • @chinmayeepriyadarshinidash4426
    @chinmayeepriyadarshinidash4426 ปีที่แล้ว

    Prabhu tike krupa karantu❤mahaprasad tike milu prabhu

  • @leenaranisahoo1513
    @leenaranisahoo1513 ปีที่แล้ว +1

    Jai jagannath Swami 🙏🙏🙏

  • @alekhchandramalik740
    @alekhchandramalik740 ปีที่แล้ว

    Jay Jagannath Swami 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹

  • @lishusis7629
    @lishusis7629 ปีที่แล้ว

    Jay Jagannath ❤❤ Jay Maa Laxxmi❤❤